ପରିବା ରେଟ୍ ଏତେ ଅଧିକ ଶୁଣି ହଠାତ୍ ରାଗିଗଲେ ରାଜ୍ୟ ସରକାର , କହିଲେ ମନିଇଛା ରେଟ୍ ବଢାଉଛ

  Рет қаралды 379,654

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 233
@Shree_910
@Shree_910 2 ай бұрын
ଧନ୍ଯବାଦ 🙏🏻ବହୁତ ଭଲ ନିସ୍ପତ୍ତି ନେଇଛନ୍ତି ମନ ଇଛା ପରିବା ଦର ବଢ଼େଇଲେ ଲୋକେ ଖାଇବେ କଣ ବଞ୍ଚିବେ କେମିତି...?? ଆଗ ଆଳୁ ପିଆଜ ଦର କମ୍ କରିବା ବ୍ୟବସ୍ଥା କରନ୍ତୁ 🙏🏻
@nareshmaharana6786
@nareshmaharana6786 2 ай бұрын
ଆଉ କମିବ ନାହିଁ ରଟେ ଆଳୁ ଏହି ମାସ ଶେଷ ହେଲା ଭିତରେ 50 ଟଙ୍କା ହୋଇଯିବ
@cutekajal123
@cutekajal123 2 ай бұрын
ତମକୁ ଶସ୍ତା ହେଲେ ଖୁସି ହବ ଯଦି ଟିକେ ମୋହଙ୍ଗା ହେଲେ ଚାଷୀଖୁସି ହେବ ମାଡାମ ନିଜେ ଚାଷ କର ଜାଣିବ
@sarojinisarojinl4100
@sarojinisarojinl4100 2 ай бұрын
Yes sir please piaja alu ra Dara Kam karantu😢😢😢😢
@royalagent5541
@royalagent5541 2 ай бұрын
Babu tama katha ta thick je hele aame pa chasi 10 tankare baigana kinu nathila ebe 100 tankare kiniki khaija
@ommsaibalajibhajan1647
@ommsaibalajibhajan1647 2 ай бұрын
ସାର ଦାମ୍ ପ୍ରଥମେ କମ୍ କରାଯାଉ❤
@prafullamaharana1672
@prafullamaharana1672 2 ай бұрын
ମୁଖ୍ୟମନ୍ତ୍ରୀ ଏହା ଉପରେ ପଦକ୍ଷେପ ନିଅନ୍ତୁ ଗରିବ ଲୋକ ଅସୁବିଧାରେ ପଡ଼ୁଛନ୍ତି ।
@bap683
@bap683 2 ай бұрын
Right katha 👌
@user-jc3ik9ft8c
@user-jc3ik9ft8c 2 ай бұрын
BJP PM sarakara eha ta chauchi gariba lokha maru
@cutekajal123
@cutekajal123 2 ай бұрын
ଶସ୍ତା ହେଲେ ସବୁ ଚାକିରିଆ ଖୁସି ହେବେ ଗୋଟେ ଚାଷୀର କାହାଣୀ ଶୁଣିଛ ସେ ଦିନ ରାତି ବର୍ଷା ଶୀତ ରେ କାମ କରେ ଆପଣ ମାନଙ୍କର କଣ ହେବ ଦରମା ଆସିଲେ କେମିତି ମଦ ମାଂସ ନୂଆ ଡ୍ରେସ ପିଲା ମାନଙ୍କୁ ଭଲ ସ୍କୁଲ ପାଢ ପଡ଼ାଇବେ ହେଲେ ଗୋଟେ ଚାଷୀର ପୁଅ ସେ କେବେବି ଭଲ ସ୍କୁଲ ପଢିବା ଦେଖିଛନ୍ତି ଯଦି ଦେଖି ନାହାନ୍ତି ନିଜେ ଚାଷ କରିକି ଖାଆନ୍ତୁ ଜାଣିବେ କଷ୍ଟ ଜାଣିବେ ବିଜେପି ସରକାର କାହିଁକି GST କରିଛନ୍ତି ସେଇଟା ଦେଖା ଯାଉନି
@Nk_officialvlog143
@Nk_officialvlog143 2 ай бұрын
ଦିଦି ତମ କଥା ସତ..ଯେ ହେଲେ....ଗୋଟେ କଥା ବୋଧେ ଜାଣି ନାହ ...ବେପାରୀ ମାନେ ଚାଷୀ ଠୁ ବହୁତ୍ କମ ଦର ରେ କିଣି କି ସେମାନେ ମନ ଇଚ୍ଛା ଦର ବଢେଇ ବିକୁଛନ୍ତି .....ପ୍ରକୃତ କଷ୍ଟ କରୁଚି ଜଣେ କିନ୍ତୁ ଫାଇଦା ଉଠାଉଛି ଆଉ ଜଣେ ...
@cutekajal123
@cutekajal123 2 ай бұрын
@@Nk_officialvlog143 ସତ କଥା ମୁଁ କଣ ଜାଣିନି ଆମେ ବେପାରୀକୁ ବି ଦାୟୀ ଦେବାନି
@basudevbehera2209
@basudevbehera2209 2 ай бұрын
ସରକାରଙ୍କର ବହୁତ ଭଲ ପଦକ୍ଷେପ ଜିଲ୍ଲାପାଳ ମାନଙ୍କୁ ଦାୟିତ୍ବ ଦିଆଯାଇ ଥିବାରୁ ଅଶେଷ ଧନ୍ୟବାଦ
@tapankumarsahoo9302
@tapankumarsahoo9302 2 ай бұрын
ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ୍ ଗରୀବ ଖଟିଖିଆ ଖାଇବେ କଣ
@user-pf8it2gg1p
@user-pf8it2gg1p 2 ай бұрын
କେତେ କଷ୍ଟ ରେ ଗରିବ ଲୋକ ମାନେ ଚାଷ କରିଥିବେ ଏତେ ସଂସ୍ଥା ରେ ବିକ୍ରି କରିଲେ ତାଙ୍କ ଫରିବାର କେମିତି ଚଳିବେ
@lokanathmeher4870
@lokanathmeher4870 2 ай бұрын
Gariba kama kariba re mana nahi sarakaranka ka paisa re najara
@dipakprusty5502
@dipakprusty5502 2 ай бұрын
ଖାଲି କଣ ପାରିବା ଆଳୁ ପିଆଜ ରସୁଣ ତେଲ କିଛି ଛାଡ଼ି ନାହାନ୍ତି।ସବୁର ମନା ଇଚ୍ଛା ଦମ୍ ବଢେଇ ଚାଲିଛନ୍ତି।ଏମିତି ଆଉ କିଛିଦିନ ଚାଲିଲେ ଓଡ଼ିଶାର ଗରିବ ମଧ୍ୟବିତ୍ତ ପରିବାରର ଲୋକ ମାନେ ଖାଇବେ କଣ ବଞ୍ଚିବେ କେମିତି
@AswiniNaik-px7dh
@AswiniNaik-px7dh 2 ай бұрын
ଓଡିଶା ର ଚାଷୀ ଏଥିପାଇଁ ଗରିବ ହେଇକି ଅଛନ୍ତି 🙏🙏 ପନିପରିବା ଦର ବଢିଲେ ସରକାର ପଦେକ୍ଷେପ ନେବେ,, ଆଉ ତେଲ, ମସଲା, ସାର, ମେଡ଼ିସିନ! ବଢିଲେ ସରକାର ପାଇଁ ଭଲ t🙏🙏 ଏଇତ ଆମ ଓଡିଶା ସରକାର,!!😂😂😂😂😂😂😂
@cutekajal123
@cutekajal123 2 ай бұрын
ମୁଖ୍ୟମନ୍ତ୍ରୀ ନିଜେ ଚାଷ କରିକି ଖାଆନ୍ତୁ ଚାଷୀ ମାନଙ୍କ କଷ୍ଟ କଣ ଜାଣିବେ ଆପଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଇଛନ୍ତି ଆଗ ଚାଷୀ ମାନଙ୍କ ଦୁଃଖ ବୁଝିଲେ ଖାଇବାକୁ ମିଳିବ ସବୁ ସରକାରୀ ଚାକିରୀ ଷ୍ଟାଇକ କରିବେ ଯଦି ଚାଷୀ ଯଦି କରିଥାନ୍ତା କେବେ
@Nk_officialvlog143
@Nk_officialvlog143 2 ай бұрын
ସେ କଣ ଚାଷ କରି ନାହାନ୍ତି ସେ ସେ କୋଉ ବଡ଼ ଘରୁ ଆସିଛନ୍ତି ....ସେ ବି ଗୋଟେ ଗରିବ ପରିବାର ରୁ ଆସିଛନ୍ତି ଆଉ ଜାଣିଛନ୍ତି ଚାଷୀ ର ଦୁଃଖ .....ମନା ଇଚ୍ଛା ଦର ବଢ଼େଇକି ଯଦି ଚାଷୀ ଉପକୃତ ହୁଅନ୍ତେ ତାହେଲେ ଭଲ କିନ୍ତୁ ଏଇଠି ଚାଷୀ ନୁହେଁ ବେପାରୀ ମାନେ ଉପକୃତ ହେଉଛନ୍ତି
@rupa1073
@rupa1073 2 ай бұрын
ଏଇ କାମ ଟା ଆଗ କରନ୍ତୁ😂ପରିବା ରେଟ୍ କମିବା ଦରକାର ମୋ କଥା ରେ ଯୋଉ ମାନେ ଏକମତ👍କରନ୍ତୁ😊
@NiranjanPradhan-te3ju
@NiranjanPradhan-te3ju 2 ай бұрын
Bhala katha kahucha suna rate hele kini deucha seita kichi nahin
@hembramonam4250
@hembramonam4250 2 ай бұрын
Mobile recharge bi କମିବା ଦରକାର୍
@susanthantal3231
@susanthantal3231 2 ай бұрын
ବାଳ କଥା ଏଇଟା ଆଉ ଚାଷୀ ମାନେ କଣ ସ୍ବର୍ଗ ୠ ପଇସା ପାଇବେ ଡିଜେଲ ପେଟ୍ରୋଲ ରତେ କମାଉ ନ
@Swayamshib
@Swayamshib 2 ай бұрын
ହଁ ଆପଣ ଠିକ କହିଲେ 😢
@user-og3lq8sk1v
@user-og3lq8sk1v 2 ай бұрын
Past kom korontu
@ajayajena319
@ajayajena319 2 ай бұрын
ଡାଏଲଗ୍ ଖାଲି ଛଡ଼ାଯିବନି। ଆଳୁ ପିଆଜ ଆଗ କମ୍ କର।
@sewanayak945
@sewanayak945 2 ай бұрын
ସିଂଘମ ସରକାର କଡ଼ା କାର୍ଯାନୁଷ୍ଠାନ ନିଆଯାଉ 🙏🙏
@artbyjb347
@artbyjb347 2 ай бұрын
ମୁଖ୍ୟ ମନ୍ତ୍ରୀ କହେବାର ତ ଆମେ ଶୁଣିଲୁ ନାହିଁ ଖାଲି ତୁମେ କହିଚାଲିଛ
@anantamarandi5976
@anantamarandi5976 2 ай бұрын
Very good job sir udi napaiyei sir
@basudevbehera2209
@basudevbehera2209 2 ай бұрын
ସ୍ବାଗତମ୍ ମୋହନ ଚନ୍ଦ୍ର ମାଝି ସରକାରଙ୍କୁ ଆମ ଓଡ଼ିଶା ରାଜ୍ୟର ନେଇଥିବାରୁ ପ୍ରଣାମ 🙏🌹🌺🌷💐🌼🕉️✍️📱
@bibhuprasadcreation2512
@bibhuprasadcreation2512 2 ай бұрын
ମିଛ ରାଗ,,,,ଲୋକ ମାରିବେ ତୁମ କଣ ଯାଉଛି ତୁମେ ତ ଭୋଟ ପାଇଗଲ,,, ସମସ୍ତେ ଜାଣିଛନ୍ତି ପେଟ୍ରୋଲ ଡ଼ିଜେଲ ଗ୍ୟାସ Gst କେତେ କମେଇଚ,,,,
@Papureaction490
@Papureaction490 2 ай бұрын
ଆଗ କରାଯାଉ ତାପରେ ବିଶ୍ୱାସ କରିବୁ ହେଲା କାମରେ କରିକି ଦେଖାଓ
@NarendraSahoo-qu2bo
@NarendraSahoo-qu2bo 2 ай бұрын
Bhala heichi
@manoranjanmndal1578
@manoranjanmndal1578 2 ай бұрын
GST ଲଗାଅ ସବୁ କମିଯିବ 😂😂😂😂
@bideshbehera161
@bideshbehera161 2 ай бұрын
Please improve the condition of farmers in Odisha 🙏🙏
@ReeGamango-ni6ui
@ReeGamango-ni6ui 2 ай бұрын
ସରକାର ଲୋକଙ୍କୁ ବୋକା ବନଉଛନ୍ତି
@KishanSuna-ok2yk
@KishanSuna-ok2yk 2 ай бұрын
Hm sir ❤❤❤
@prasantanayak7513
@prasantanayak7513 2 ай бұрын
Petrol rate କମାଅ
@krushnamohantripathy3785
@krushnamohantripathy3785 2 ай бұрын
ହରତ ଚାଲି ୧କି.ଗ୍ରା ପ୍ରତି ୬୦ ଟଙ୍କା ଆଉ ଶୋରିଷ ତେଲ ୧ ଲିଟର ପ୍ରତି ୭୦ ଟଙ୍କା ରଖନ୍ତୁ ସରକାର
@snehasishmohapatra7370
@snehasishmohapatra7370 2 ай бұрын
Ebe taw samaste bujhi jiba darkar ki BJP Govt hela bepari ସରକାର. Centre ଆଉ state ରେ BJP Govt ଥାଇ ଏତେ ରେଟ ଆଉ control କରି ପାରୁନାହାନ୍ତି ଏମାନେ. Failed Govt.
@bikashswain5716
@bikashswain5716 2 ай бұрын
Navven best 👍
@user-bi9pd3sq1m
@user-bi9pd3sq1m 2 ай бұрын
You are great sir
@user-cd4xc4cf4b
@user-cd4xc4cf4b 2 ай бұрын
ଏ ସରକାର ଦର୍ ଦମ୍ ନିୟନ୍ତ୍ରଣ କରିପାରିବେ ନାହିଁ
@kapilendramohanta9767
@kapilendramohanta9767 2 ай бұрын
ଦୟାକରି ଚାଷୀଙ୍କ ପାଇଁ କେବଳ ପାଣି ବ୍ୟବସ୍ଥା କରନ୍ତୁ ଚାଷୀଙ୍କୁ ପ୍ରୋତ୍ସାହନ କରାନ୍ତୁ
@user-co8kp4tj6c
@user-co8kp4tj6c 2 ай бұрын
ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନରେ ବ୍ୟବସାୟୀ ଙ୍କ ଠାରୁ ଚାନ୍ଦା ନେଇଛନ୍ତି ଆଉ ଏହି ଚାନ୍ଦା ଟଙ୍କା ଲୋକଙ୍କୁ ବଣ୍ଟା ହୋଇଛି, ସେ ଦର ଦାମ ବଢ଼େଇ ତାଙ୍କ ଦେଇଥିବା ଟଙ୍କା ନେଇଯିବେ। ରାଜନୈତିକ ଦଳ କିଛି କହି ପାରିବେ ନାହିଁ।
@PujaHarpal-nb6xl
@PujaHarpal-nb6xl 2 ай бұрын
You are great full ❤ sir
@itisreenayak550
@itisreenayak550 2 ай бұрын
Thanks sir
@sadasibapanda2061
@sadasibapanda2061 2 ай бұрын
You.are.great.cm
@nityananda8558
@nityananda8558 2 ай бұрын
Thankyou mukhya mantri sir
@ugresanchhatria7688
@ugresanchhatria7688 2 ай бұрын
ସରକାରୀ ଦରମା ବଢୁ ଥିବାରୁ ସବୁ ଦର ବଢୁଛି
@TapaswiniBhoi-v9o
@TapaswiniBhoi-v9o 2 ай бұрын
Thank you sir
@khageswarjena152
@khageswarjena152 2 ай бұрын
Bahut bahut dhanyawad sir 🙏🙏🙏❤️
@p.n.mishra8799
@p.n.mishra8799 2 ай бұрын
ସରକାର କଣ ଅନ୍ଧ ନା କାଲ .. ପନ୍ଦର ଦିନ ଶୋଇ ପଡିଥିଲେ
@chakradharnaik9384
@chakradharnaik9384 2 ай бұрын
Thank you h
@SagarPatra-yq4wx
@SagarPatra-yq4wx 2 ай бұрын
Right right sir very fast action
@user-je5lr6tm6t
@user-je5lr6tm6t 2 ай бұрын
ବହୁତ ସୁନ୍ଦର ପଦକ୍ଷେପ ନେଇଛନ୍ତି ସାର
@jayakumarhati2760
@jayakumarhati2760 2 ай бұрын
Action nai jaua mohan sir bahut bahut thanks sir
@madhusmitasa325
@madhusmitasa325 2 ай бұрын
ଯେତେ ଶୀଘ୍ର ହୋଉ ଏହା ଉପରେ ଆକ୍ସନ ନିଆଯାଉ ନହେଲେ ଏହାର ପ୍ରବାବ ସାଧାରଣ ଖଟି ଖାଉଥିବା ଲୋକୋ ଙ୍କ ଉପରେ ସିଧା ମାଡ଼ ହେଉଚି.
@sushantbiswal7597
@sushantbiswal7597 2 ай бұрын
Kebe aksan nebe. Ei michha prahasan au karani.gaon gaon na buli 4.5 koti lokanka katha bujhibaku Kan time achhi.bah bah re mohan majhi !
@ankurapurty7332
@ankurapurty7332 2 ай бұрын
Gove should take emphasis on agricultural sector first
@tmurmucreation3804
@tmurmucreation3804 2 ай бұрын
ମଦ ଯେତେ rate ହେଲେ ବି ପିଇବା କିନ୍ତୁ ଚାଷୀଙ୍କ ପାଇଁ ପରିବା rate ଟିକେ ବଢିଲେ ଆମ ଗାଣ୍ଡି ଫାଟି ଯାଉଛି, କାହିଁକି ????????????????????????????????????? ମଦ ପାଇଁ ଯଦି କୌଣସି ସମାଲୋଚନା ନାହିଁ ତେବେ ପରିବା ପାଇଁ କାହିଁକି ????? ପରିବା ଯେତେ rate ହେଉ ନା କାହିଁକି bas ଖାଲି ମଦ ବନ୍ଦ ହବା ଦରକାର ସବୁ ଠିକ ହବ, ତେବେ ଯାଏଁ ଲୋକେ ଚାଷ ଉପରେ ପ୍ରଧାନ୍ୟ ଦେବେ ନହେଲେ ଏ ମଦୁଆ ଜାତି ଚାଷକୁ କେବେ ବି accept କରିବେ ନାହିଁ,,,, ପରିବେଶ ଏବଂ ଚାଷ ପ୍ରତି ପୁରା ମନୁଷ୍ୟ ସମାଜ ଅଳସୁଆର ଶିକାର ହୋଇ ସାରିଲାଣି.... ଏ କଥାକୁ ସମସ୍ତେ ଚିନ୍ତା କରିବା ଦରକାର...
@sanjibdalbehera8932
@sanjibdalbehera8932 2 ай бұрын
Right katha kahuchanti Mohan maghi sis
@DjPanigrahi
@DjPanigrahi 2 ай бұрын
Jay jaban jay kisan ଏହା କାହିକି କୁହା ଯାଏ ଜାଣ ସେ ନିଜେ ଖରା ବରସା thanda re କଷ୍ଟ କରେ ସାର 1800 ଲେବର 520 1ଦିନେ ବେଶି ବରଷା ଲାଗି ଫସଲ ନଷ୍ଟ ହୁଏ 😂😂😂 ଆଉ ଚାଷୀ କଣ କରିବ ସବୁ ବେପାରୀ ମାନେ ଦାମ ବଡା ଉଚନ 20 ଟ ଙ୍କା କେ ଆଁଲେ 60 ଟ ଙ୍କା କେ ବିକ୍ଲେ ସର୍ କାର ଚାସି ଲାଗି ଶି ତଳ ଭନଡ଼ା ର ଦେଉ❤
@AkashMahanty_07
@AkashMahanty_07 2 ай бұрын
ତାହେଲେ ଆପଣ ତ ସରକାର ଆପଣ ଆଗ ରଚାର୍ଜ,, ଆଳୁ,, ପିଆଜ, ପେଟ୍ରୋଲ ଦର କମାନ୍ତୁ। ଆମେ ତ ଗରିବ ଲୋକ ଚାଷ କରି ବିକ୍ରି କରି ଆମେ ଚାଲୁ
@ArpitaPatel-m1b
@ArpitaPatel-m1b 2 ай бұрын
Bhal katha bhabi kari kahuchha rajya sarkar thank u
@user-pm1vw5tp4p
@user-pm1vw5tp4p 2 ай бұрын
ଚାଷୀ ମାନଙ୍କ ର କେତେ କଷ୍ଟ ତୁମେ ଜାଣିଛ ଅବା ସାରା ଓଷଧ ରେଟ କମଆ ତାପରେ ରାଜ୍ୟସରକାର ରେଟ୍ କମାଇ ବେ
@nareshmaharana6786
@nareshmaharana6786 2 ай бұрын
କଣ କରିବେ ସରକାର ଆଉରି ବଢିବ ହେଲେ କିଛି କରିପାରିବେନି କେନ୍ଦ୍ରରେ ଯେ ପଯ୍ୟନ୍ତ BJP ସରକାର ଥିବ ଜାଇ 100 ରୁ ବଢି ବଢ଼ି ଏବେ 170 କଣ କାରୁଚନ୍ତି କେନ୍ଦ୍ର ସରକାର
@user-sw1ji8wq6e
@user-sw1ji8wq6e 2 ай бұрын
ପରିବା rate ସୀମା ବାହାର,,, ଏହା ନିମିତ୍ତ ହେଇ ନାଇ,,, ଏମିତି କଲେ ତାଙ୍କ ପରିବା କିଣିବ କିଏ,,,
@hembramonam4250
@hembramonam4250 2 ай бұрын
ଚାଷ ଭଲ ହେଇ ନ ଥିବାରୁ ବଢ଼ି ଯାଇଛି
@DamayantiPeda
@DamayantiPeda 2 ай бұрын
Tq sir 😢
@sureshmaharana9443
@sureshmaharana9443 2 ай бұрын
ଓଡିଶା ସରକାରଙ୍କୁ ଧନ୍ୟବାଦ ଦିଆହେବ ଯୋ ପଯ୍ୟନ୍ତ ଟମାଟୋ ଆଳୁ ଇଏ ସବୁ ଜିନିଷ 5,10 ଟଙ୍କା ନ ଆସିଛି 🙏🙏🙏
@gykumarajena6113
@gykumarajena6113 2 ай бұрын
Good job sir
@uddhababagarti2618
@uddhababagarti2618 2 ай бұрын
ସରକାର ପଦକ୍ଷେପ ନିଅନ୍ତୁ
@NabaDas-fp2yt
@NabaDas-fp2yt 2 ай бұрын
ମୋହନ ମାଝି ସରକାର କଠୁର କାଜୀୟ ସ୍ଥାନ ନିଅନ୍ତୁ 😢😢 ଭଲ କରିଚନ୍ତି ଆମ ସରକାର ମୋହନ ମଝି ଦନୀୟ bada
@user-fv7km8kc5y
@user-fv7km8kc5y 2 ай бұрын
Bhalo nispati👌👌👌
@SimanchalMali-gb3xh
@SimanchalMali-gb3xh 2 ай бұрын
ବିଜେପି କୁ ଭୋଟ ଦେଇଛି ଭଲ ହେଲା
@PranabNayak-y4v
@PranabNayak-y4v 2 ай бұрын
Thanku Sir, Sir bahut bhala padakhepa naichanti.alu ,onion rate kama hela bhala heba.
@krushnamohantripathy3785
@krushnamohantripathy3785 2 ай бұрын
ସବୁ ପନିପରିବ' ଦର ୧ କି.ଗ୍ରା ପ୍ରତି ଅତି କମରେ ୧୦ ଟଙ୍କା ଆଉ ଅତି ବେଶୀରେ ୨୦ଟଙ୍କା ଭିତରେ ରଖନ୍ତୁ ସରକାର ।
@ashokpraharaj2492
@ashokpraharaj2492 2 ай бұрын
ସାରେ, ତୁରନ୍ତ ନିଷ୍ପତ୍ତି ନିଅନ୍ତୁ
@mithunalda9098
@mithunalda9098 2 ай бұрын
ପନି ପରିବା ଉପରେ ନଜର ପକାନ୍ତୁ ସରକାର। ଦରଦାମ୍ ଦିନକୁ ଦିନ ବଢ଼ିଚାଲିଛି
@sonu7284
@sonu7284 2 ай бұрын
Good job! Kitchen garden karantu ... Shakti mission!
@NakulMajhi-gp9gh
@NakulMajhi-gp9gh 2 ай бұрын
ବୋପା ଦବକି‌ ଚାଷିଙ୍କ ମୂଲ୍ୟ
@SsabitriPatra
@SsabitriPatra 2 ай бұрын
ଓଡ଼ିଶାରେ କୃଶକ ମାନକୁ job ଦିଅନ୍ତୁ ଚାଷ ଭଲ ରେ ସମସ୍ତେ କରିବେ
@manoranjanmullick3487
@manoranjanmullick3487 2 ай бұрын
🙏 sarkar habata emiti ❤ Jay mohan Bhai cm ❤️ jay odisha 🙏
@juludas7523
@juludas7523 2 ай бұрын
Congratulation
@sunilkumardalai1437
@sunilkumardalai1437 2 ай бұрын
Kain mukhya mantri ketebele kahile
@bideshbehera161
@bideshbehera161 2 ай бұрын
Respected CM of Odisha please take necessary action against the culprits to control black marketing of vegetables and fruits and grocery items in Odisha 🙏🙏
@snehavlogs401
@snehavlogs401 2 ай бұрын
ସମସ୍ତେ ତ ଟଙ୍କା କମିଇବା କୁ ବାହାର ରାଜ୍ୟ କୁ ଗଲେ ନିଜ ଭିଟାମାଟି କୁ ଛାଡି କି
@pramilapradhan2815
@pramilapradhan2815 2 ай бұрын
Government ku gold ret dekhajauniki
@akashbudek3682
@akashbudek3682 2 ай бұрын
0:56 0:59 1:00 1:01
@Shanidev456
@Shanidev456 2 ай бұрын
action active
@maheswariraj-md7xf
@maheswariraj-md7xf 2 ай бұрын
👍👍
@sahadebbehera6585
@sahadebbehera6585 2 ай бұрын
Khati khauthiba lokaro rate badhantu sir jay b j p
@chandrasekharnayaka9658
@chandrasekharnayaka9658 2 ай бұрын
ତେଲ,ଡାଲି, ଚାଉଳ, ନିତ୍ୟ ବ୍ୟବହୃତ ଜିନିଷ ର ବି ଦର କମାଇ ଦିଅ ସରକାର ।
@chandinjena2638
@chandinjena2638 2 ай бұрын
Sarkari chakiria nka Khali payment badhhiba Pariba Ahuri badhhiba 100 tanka kg heba
@user-ek7gs1go7f
@user-ek7gs1go7f 2 ай бұрын
Khali katha kahile chalibani kamare karidekheile odisa basi khusi hebe please cm sir
@TanuRaj-y8x
@TanuRaj-y8x 2 ай бұрын
Thank you sir please 🙏
@user-qy5mt4lp1i
@user-qy5mt4lp1i 2 ай бұрын
😊😊😊😊
@DjPanigrahi
@DjPanigrahi 2 ай бұрын
ଏହା ଭୁଲ ତଥା
@user-cb2fn5sy6s
@user-cb2fn5sy6s 2 ай бұрын
Sundargad Rajgangpur me jabardajha jami bahat he
@Allinone-fz4op
@Allinone-fz4op 2 ай бұрын
ହାଣ୍ଡିଆ ଦର ବି ବଢ଼ିଯାଉ।।। ମୁଖ୍ୟମନ୍ତ୍ରୀ ଆଉ ପାଇବେ ନାହିଁ
@AnanyaSadangi
@AnanyaSadangi 2 ай бұрын
Tomata kg 100 tanka,kankanda 100,potolokg 120,alu,piaja,40 tanka kana khibe
@ranaananta2546
@ranaananta2546 2 ай бұрын
ପରିବା କଣ ଚାଷୀ ର ନୁହେଁ କି
@sankarasethi266
@sankarasethi266 2 ай бұрын
Aghe sir please samntanka bilaku pnichada ta pare au rete habani
@user-rf1xv5ul2y
@user-rf1xv5ul2y 2 ай бұрын
Lok dekhenia Sarkar
@samiranayak8089
@samiranayak8089 2 ай бұрын
Pesticides and agriculture equipment rate badhuchhi seita kn janiparuna
@AswiniNaik-px7dh
@AswiniNaik-px7dh 2 ай бұрын
ମୁଁ ବି ଜଣେ ଚାଷୀ ଆଜ୍ଞା 😂😂😂
@amitkumarnayak1574
@amitkumarnayak1574 2 ай бұрын
300unite solar yojan kebe 5year gala pare
@megnasamal6836
@megnasamal6836 2 ай бұрын
Cm change kalu modi jadi mana ichha Kariba puni nabin asiba ame stating bjd thilu pandian pain bjp ki delu jadi kichhu na sudhurila puni nabin patnayak asiba prakrutr hero nabin ajibi jadi puni elections hue garment Navin 90 parsent sit aniba e pandian pain samaste badali gale ajibi Nabi Babu ama mana bhitare achhanti au sabudina pain rahibe jadi ama nabin Babu pm hei thante aji paiba kilo 10 ru 15 tanka hei thanta modi super michhua ta jagare Navin Babu jadi thante indiara platform chenge hei jai thanta ama Navin Babu zindabad
@jharanaswain9932
@jharanaswain9932 2 ай бұрын
Sir Dali chaula rate adika
@msdmunda5083
@msdmunda5083 2 ай бұрын
Ragile kana ame biswas karibu letter karile manibu CM dara dam suni ragile
@dibyaranjanbagarty8674
@dibyaranjanbagarty8674 2 ай бұрын
Rate badho gas rate kimati ni kamiba
@sanatanpanda941j
@sanatanpanda941j 2 ай бұрын
🙏🏼🙏🏼🙏🏼👌👌
@mandalgond8863
@mandalgond8863 2 ай бұрын
Chasing panhi water ro subida karo
@pritipriyankabiswal6679
@pritipriyankabiswal6679 2 ай бұрын
bahut rate ame kmiti chalibu sir income badhuni hele rate high fy..😢😢
@user-mb9qp1jo4e
@user-mb9qp1jo4e 2 ай бұрын
ଏହି ଭିଡିଓ ରେ ମନ୍ତ୍ରୀ କାଇଁ କିଛି କହିଲେନି ଖାଲି ତୋରି ପାଟି ଶୁଭୁଚି
@rajeshnag6972
@rajeshnag6972 2 ай бұрын
Bahut bhalare kama karu chhanti
王子原来是假正经#艾莎
00:39
在逃的公主
Рет қаралды 27 МЛН
나랑 아빠가 아이스크림 먹을 때
00:15
진영민yeongmin
Рет қаралды 16 МЛН
Dad Makes Daughter Clean Up Spilled Chips #shorts
00:16
Fabiosa Stories
Рет қаралды 8 МЛН
Ganesh puja management ll Chandan biswal ll Odia comedy ll
27:53
Chandan Biswal
Рет қаралды 1,7 МЛН
王子原来是假正经#艾莎
00:39
在逃的公主
Рет қаралды 27 МЛН