Gostha Chandrama - ଗୋଷ୍ଠ ଚନ୍ଦ୍ରମା (Gopalakrusna) | Radhamohan Panigrahi | The Odissi Project

  Рет қаралды 2,815

Prateek Pattanaik

Prateek Pattanaik

Күн бұрын

Пікірлер: 20
@pattaprateek
@pattaprateek Жыл бұрын
କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ ଗୋଷ୍ଠଚନ୍ଦ୍ରମା ଆସିବେ ଆଜ ଗୋ ସାଜ ସଜ । ଘୋଷା । ଦେଇଛନ୍ତି ଝରା ଧର ଧୀରାଧୀରା ରାସରଙ୍ଗିନୀ କାହିଁକି ଲାଜ । ୧ । ମୋ ବାଣୀ ପ୍ରତୀତ କର ପ୍ରାଣମିତ ଭାଳୁଭାଳୁ ହୋଇଯିବ ସଞ୍ଜ । ୨ । ଜଗିଛନ୍ତି ବାଟ ଶିଖଣ୍ଡମୁକୁଟ ପଠାଇବୁ ବୋଲି ଲାଗି ସଜ । ୩ । ଘେନି ମୋ ବଚନ ହୁଅ ସୁପ୍ରସନ୍ନ ପରିପନ୍ଥୀଙ୍କର ଭାଙ୍ଗୁ ଓଜ । ୪ । କଙ୍କତୀ ଟଙ୍କାରି ନଖରେ କିଙ୍କରୀ ଗୋପାଳକୃଷ୍ଣ ବୋଲଇ ବ୍ରଜ । ୫ ।
@soumyadarsheebal2606
@soumyadarsheebal2606 Жыл бұрын
ବହୁତ ସୁନ୍ଦର
@saswatparida08
@saswatparida08 Жыл бұрын
ଭାଇ ଏଇଟା କଉ ରାଗ?
@pattaprateek
@pattaprateek 10 ай бұрын
ଗୀତ ଦେଶୀବରାଡ଼ି ।
@Manasranjana
@Manasranjana Жыл бұрын
ଏ ସବୁ ଆଜିକାଲି ବିରଳ ପ୍ରାୟ। ପରମ୍ପରା କେମିତି ଜୀବିତ ରହିବ ତାହା ଏବେ ଚିନ୍ତାର ବିଷୟ।
@bimalasankardash8322
@bimalasankardash8322 Жыл бұрын
ଏମିତି ଆହୁରି ଅନେକ ଭିଡିଓ ଆଶା କରୁଛି
@bimalasankardash8322
@bimalasankardash8322 Жыл бұрын
ମନ୍ତ୍ର ମୁଗ୍ଧ
@odiyaraaccountclass8650
@odiyaraaccountclass8650 3 ай бұрын
With sub title I liked it
@amatoka2
@amatoka2 6 ай бұрын
Bahut sundar paribesana ..keep it up Prateek Bhai.
@ରଧାଗୋବିନ୍ଦrgp
@ରଧାଗୋବିନ୍ଦrgp Жыл бұрын
ଅତି ସୁନ୍ଦର ଗାୟନ ଶୈଳୀ... ଏ ପ୍ରକାର ଓଡ଼ିଆ ସାହିତ୍ୟ ର ପ୍ରଚାର ପ୍ରସାର ତଥା ଉପସ୍ଥାପନା କରିବା ପାଇଁ ଧନ୍ୟବାଦ ପ୍ରତୀକ ଭାଇ..
@pattaprateek
@pattaprateek 10 ай бұрын
ଧନ୍ୟବାଦ ଭାଇ 🙏
@jayjagannath1503
@jayjagannath1503 Жыл бұрын
ଯୋଗୀ ମିଲନ ପାଠ କରନ୍ତୁ
@gpmishra19
@gpmishra19 Жыл бұрын
Mesmerizing performance
@durgaprasadpanigrahy-ml7jy
@durgaprasadpanigrahy-ml7jy Жыл бұрын
Tq tq so much bhai ❤🙏🙏
@pattaprateek
@pattaprateek Жыл бұрын
🙏🙏🙏🙏
@sunilsethy1
@sunilsethy1 Жыл бұрын
Nice bhai🌹🌹
@bhaktitirthapadmapur6637
@bhaktitirthapadmapur6637 Жыл бұрын
Kou raga re achi
@sunilsethy1
@sunilsethy1 Жыл бұрын
Sri raga
@pattaprateek
@pattaprateek 10 ай бұрын
ଏହା ଶ୍ରୀ ନୁହଁ ଆଜ୍ଞା । ଆମର ଗଞ୍ଜାମର ପୁରୁଣା ଲୋକେ ଦେଶୀବରାଡ଼ି କହୁଥିଲେ । ତେବେ ଏ ଭିଡ଼ିଓ ମଝି ମଝିରେ ଯେଉଁ ଆଳାପ ତାହା ସେନାରେ କରାହୋଇଛି ।
@durgaprasadpanigrahy-ml7jy
@durgaprasadpanigrahy-ml7jy 8 ай бұрын
Sri raganuha bhai
Когда отец одевает ребёнка @JaySharon
00:16
История одного вокалиста
Рет қаралды 12 МЛН
GIANT Gummy Worm Pt.6 #shorts
00:46
Mr DegrEE
Рет қаралды 135 МЛН
Puri Jagannatha Or Purushottam Yatra by Prateek Pattanaik
22:41
IndiTales
Рет қаралды 4,1 М.
Когда отец одевает ребёнка @JaySharon
00:16
История одного вокалиста
Рет қаралды 12 МЛН