ଫୁଲଗଛ କହି ଓଡିଶା ଲୋକଙ୍କୁ ଦଳ ବିକୁଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ମଙ୍ଗଳ ଚୌହାନ !

  Рет қаралды 381,530

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
ANDROID APP- play.google.co...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #BreakingNews #LatestNews

Пікірлер: 472
@balabhadrasahoo2933
@balabhadrasahoo2933 2 жыл бұрын
ଏତେଦିନ ପରେ ଭାସ୍କର ନ୍ୟୁଜ ଚ୍ୟାନେଲ କୁ ଧନ୍ୟବାଦ ଜଣାଉଛି ଯେ ସାଧାରଣ ଲୋକ ମାନଙ୍କୁ ଏକ ପ୍ରକାର ପ୍ରତାରଣାରୁ ବଞ୍ଚାଇଛନ୍ତି ।
@livecartoontv8804
@livecartoontv8804 2 жыл бұрын
Right 👍 mu bi A katha kahibaku chahuthili 😊👍Nice job odisa Bhaskar news 🗞️
@Travellertitu
@Travellertitu 2 жыл бұрын
🥺🤣🤣🤣
@lopamudrabeura9176
@lopamudrabeura9176 2 жыл бұрын
ଗୋଟିଏ ଉପାୟ ଅଛି। କାହାର ପେଟ ପାଟଣା ଉପରେ ଗୋଇଠା ମାରିବା କଥା ନୁହେଁ କିନ୍ତୁ ଏଭଳି ପ୍ରତାରଣା ରୁ ବର୍ତ୍ତିବା ପାଇଁ ସବୁ ଅଣ ଓଡ଼ିଆ ବିକୁଥିବା ଜିନିଷ କୁ ବହିଷ୍କାର କରନ୍ତୁ।
@kanhucharanmurmu2863
@kanhucharanmurmu2863 2 жыл бұрын
You are right, we should not create any obstacle for anyone in their way to life. God has given us five senses organ to use efficiently, it's so surprising that, we are failing to distinguish between Dolo & flower tree.
@kumkumdas9619
@kumkumdas9619 2 жыл бұрын
ଏମାନଙ୍କୁ ଜଲଦି ବିଦା କର , police ଗୋଟେ order circulate କରୁ
@odstar2024
@odstar2024 2 жыл бұрын
Bhai... Salute you... କି ଦମଦାର ଉପସ୍ଥାପନା ❤️❤️... ଆଉ ଆପଣଙ୍କ ସାହାସ ବି 🙏🙏🙏
@rajudey8475
@rajudey8475 2 жыл бұрын
ଅତି ସୁନ୍ଦର ଭାବରେ ତୁମେ ଟିକେ କହିଛ
@srikantaharichandan1464
@srikantaharichandan1464 2 жыл бұрын
ଯାହାର ଠକି ବାକୁ ଇଛା ଓଡ଼ିଶା ଆସ। ଓଡ଼ିଆ ମାନେ ଅଣ ଓଡିଆ ଙ୍କ ପାଖରେ ......। ଚେତନା ଶୂନ୍ୟ ଓଡ଼ିଆ ଶୋଇପଡ଼। ବାଂଲାଦେଶୀ ଭୁବନେଶ୍ୱର କୁ ଦାଖଲ କଲେଣି
@rkrishnarout3082
@rkrishnarout3082 2 жыл бұрын
ଏ ମ୍ୟାମାର ରୋହିଗ୍ୟା, ବାଂଲାଦେଶୀ ମାନେ ଓଡ଼ିଶାରେ ଆଡ୍ଡା ଜମେଇ ବସିଛନ୍ତି, ଓଡ଼ିଶା ପୋଲିସ କିମ୍ବା ଓଡ଼ିଶା ସରକାର ର ଟିକେ ବି ନଜର ନାହିଁ ଏମାନଙ୍କ ପ୍ରତି, ଉପକୂଳ ଅଞ୍ଚଳ ରେ ପ୍ରତିଦିନ ବାଂଲାଦେଶୀ ପଶ୍ଚିମବଙ୍ଗ ଦେଇ ଓଡ଼ିଶା କୁ ପଶି ଆସୁଛନ୍ତି। କିଛି ପ୍ରତିବନ୍ଧ ନାହିଁ। ଦିନ ଆସିବ ଏମାନେ ଓଡ଼ିଶା ବାସୀ ଙ୍କ ହକ୍ ଛଦେଇନେବେ। ଆମେ ମାନେ କିଛି କରିପାରିବା ନାହିଁ।
@angelsiya607
@angelsiya607 2 жыл бұрын
Right
@prasannakahalasingh9957
@prasannakahalasingh9957 2 жыл бұрын
Thik kahichanti.
@deepakmerli3083
@deepakmerli3083 2 жыл бұрын
Bhai Abe odisha re khali bangali mistri jauthi dekhiba khali bangali mistri ghara kama karu thiba
@m.krishnaraodora7593
@m.krishnaraodora7593 2 жыл бұрын
Bhala hela Nala nardama safa karideuchhanti....
@manasnayak750
@manasnayak750 2 жыл бұрын
Tanku jetiki miluchi au kahaku miluni vote pain neta sabu karuchanti sala neta sabu karuchanti
@user-fh1uh1gv1i
@user-fh1uh1gv1i 2 жыл бұрын
Thanks to bhaskar news
@malayakumarmahanta7517
@malayakumarmahanta7517 2 жыл бұрын
Good Work by Odisha Bhaskar Team...💯💯💯💯💯
@rajeshmahali6374
@rajeshmahali6374 2 жыл бұрын
ହେ ଭାସ୍କର ଭାଇ ଓଟିଭି ର ଆଲୋକ ମହାନ୍ତି ପୂର୍ଵ ରୂ ଏମିତି ଡେଇଁ ଡ଼ାଇଁ ହାତ ଝଡି ରିପୋର୍ଟିଙ୍ଗ କରେ କିନ୍ତୁ ଏବେ ଆଉ କରୁନି, ତମେ ବି ଆରାମସେ କୁହ ଆମେ ବୁଝି ପାରୁଛୁ, କିଛି ଅସୁବିଧା ନାହିଁ
@BandeBharatGaming
@BandeBharatGaming 2 жыл бұрын
Tu ghare peteiki soipad
@trilochanpati9697
@trilochanpati9697 2 жыл бұрын
😀😀😀
@bksanju3
@bksanju3 2 жыл бұрын
🤣🤣
@daluramtudu9058
@daluramtudu9058 2 жыл бұрын
Thank to odisha Bhaskar Chanel
@JayShreeRam10905
@JayShreeRam10905 2 жыл бұрын
ଭାଇ ଏମାନେ ରୋହିଗ୍ୟାଁ ମୁସଲମାନ ରିଫ୍ୟୁଜୀ, ଏମାନେ ଓଡ଼ିଶାରେ ଯାବତୀୟ କ୍ରିମିନାଲ କେଶ କରିବାରେ ଧୁରନ୍ଧର
@maheswarhansdah7714
@maheswarhansdah7714 2 жыл бұрын
Thank you Bhaskar news
@sasmitacooking
@sasmitacooking 2 жыл бұрын
Thank you good news
@samaruhernna4118
@samaruhernna4118 2 жыл бұрын
Thank you Bhaskar new
@sanjuktapatra9654
@sanjuktapatra9654 2 жыл бұрын
🙏👌❤️👌🙏 best news reporter
@user-saNoJ.123
@user-saNoJ.123 2 жыл бұрын
ବେକାର
@skb4925
@skb4925 2 жыл бұрын
ଭୁବନେଶ୍ବର ରେ ଏମାନଙ୍କ ଆଡା ଏମାନଙ୍କର ସଂପୂର୍ଣ୍ଣ ଗୋଟେ ବଡ ଗ୍ୟାଙ୍ଗ ରହିଛି। ଏମାନଙ୍କୁ ଗିରଫ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ଉଚିତ।
@blsodishagammer6695
@blsodishagammer6695 2 жыл бұрын
Right bro
@manoranjanrout4070
@manoranjanrout4070 2 жыл бұрын
କଟକ ରେ ନକଲି ଔଷଧ କାରବାର ଚାଲିଛି, ଲୋକ ଖାଇ ମରିଯାଇଛନ୍ତି ସେଠି ଆଉ କିଛି ଛୋଡ଼ି ପରୁନ
@suminag1942
@suminag1942 2 жыл бұрын
Thank you oddisa Bhaskar
@purusottamnayak25
@purusottamnayak25 2 жыл бұрын
ଆମ ଓଡ଼ିଶା ଲୋକ ବାହାର ରାଜ୍ୟକୁ ଯାଇ ଦୁଇ ପଇସା କମେଇବାର ଆଶା ରେ ଦିନ ମଜୁରିଆ ଭାବେ ଗଧ ଭଳି କାମ କରି ମଧ୍ୟ ମାଡ଼ ବି ଖାଇଥାନ୍ତି ।। କିନ୍ତୁ ବାହାର ରାଜ୍ୟର ଲୋକ ଆମ ଓଡ଼ିଶାକୁ ଆସି ଆମକୁ ଠକି ଚାଲିଛନ୍ତି । ତଥାପି ସେମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ।।
@lifeislovebele...4934
@lifeislovebele...4934 2 жыл бұрын
Tq odisha bhaskar...
@santosinisankhu
@santosinisankhu 2 жыл бұрын
Good
@jjjbbl
@jjjbbl 2 жыл бұрын
Odisha bhaskara exclusive investigation. Keep it up...good job
@dillipnayak5386
@dillipnayak5386 2 жыл бұрын
Bhaaskar news Sabubele best
@Vlog-yk6zh
@Vlog-yk6zh 2 жыл бұрын
ଲୋକ ତ ମେଣ୍ଢା ପୋଲିସ କଣ କରିବ
@rashmiranjanghadei5470
@rashmiranjanghadei5470 2 жыл бұрын
Thanks for Odisha Vaskar
@tapaswinigouda4482
@tapaswinigouda4482 2 жыл бұрын
Bhaskara news ku dhanyabad je e mananku odisha ru kipari bidaya karahiba tahara byabasta karantu
@SNAKE-ro8nu
@SNAKE-ro8nu 2 жыл бұрын
Chopa karantu sala asiki buliki lateri karuchanti company pathauchi kahuchanti offer achi kahiki nakali jinisa deiki karuchanti sete bele kahaku kahucha gacha bikidele desa bhasi jauchi naire
@sampadkumarmohapatra8937
@sampadkumarmohapatra8937 2 жыл бұрын
Good job by this Chanel
@abhinabodia8840
@abhinabodia8840 2 жыл бұрын
Reporting super saroj bhai
@manojbehera9201
@manojbehera9201 2 жыл бұрын
Very good odisha Bhaskar
@tikeswarkishan3250
@tikeswarkishan3250 2 жыл бұрын
🎋🎋💐💐🌷🌷🌹🌹🥀🥀🌻🌻🌼🌼🌸🌸🌺🌺🪴🪴🍀🍀☘️☘️🌿🌿🌱🌱🎄🎄🌲🌲🌳🌳🌴🌴💐💐💐💐💐 ମାଗଣା ରେ ନିଅ ଯାହା କୁ ଜଉଟା ପସନ୍ଦ
@laxmanmunda1238
@laxmanmunda1238 2 жыл бұрын
ଏମାନେ ବାହାର ରାଜ୍ୟ ରୁ ଆସି କିମ୍ବା ବାହାର ଦେଶରୁ ଆସୁଛନ୍ତି ଦିନରେ ବ୍ୟାପାର ଏବଂ ରାତିରେ ବିଭିନ୍ନ ପ୍ରକାରର ଚୋରି ଲୁଟ ହତ୍ୟା ଏବଂ ନିଶା କାରବାରରେ ସଂପୃକ୍ତ ରହୁଛନ୍ତି ଏଣୁ ରାଜଧାନୀ ବାସୀଙ୍କୁ ଅନୁରୋଧ ଏମାନଙ୍କୁ ଯେଉଁଟି ଦେଖୁଛନ୍ତି ଗୋଡ଼ାଇ ଦିଅନ୍ତୁ
@itsrahulme597
@itsrahulme597 2 жыл бұрын
Very important news thank you
@sadanandpradhan4087
@sadanandpradhan4087 2 жыл бұрын
After so many days bhaskar channels shows perfect news.
@niranjanbehura5258
@niranjanbehura5258 2 жыл бұрын
ଦଳ ସଫା କରୁଛନ୍ତି ଭଲ କଥା କିଛି ଅସୁବିଧା ନାହିଁ
@SNAKE-ro8nu
@SNAKE-ro8nu 2 жыл бұрын
Thik kahicha bhai e news chanel ra kichi kama dhanda nahi ekharr rizect
@subashbehera9104
@subashbehera9104 2 жыл бұрын
ଅନୁପ୍ରବେଶ କାରି ,ପଳାତକ ମାନଙ୍କୁ ଶୀଘ୍ର ଘଉଡ଼ା ଯାଉ ।ପ୍ରଶାସନ ଏ ଦିଗରେ ଚୁପ୍ କାହିଁକି।
@pgstudent7723
@pgstudent7723 2 жыл бұрын
Bahut badhia sir
@villageblogger3134
@villageblogger3134 2 жыл бұрын
ଆମ 1 ନୁମ୍ବର ସ୍ମାର୍ଟ ସିଟି ର ସ୍ମାର୍ଟ ଲୋକ ରହୁଛନ୍ତି ଟ ସେଥି ପାଇଁ ଦଳ କିଣୁଛନ୍ତି ହାଏ ରେ ମୋ ସ୍ମାର୍ଟ ସିଟି ସଲାମ ଭୁବନେଶ୍ୱର ଟିକେ ଚାଲାକ ହୁଅରେ ଓଡିଶା ବାସି!!"
@chandrasekharnayaka9658
@chandrasekharnayaka9658 2 жыл бұрын
ଚିଟ୍ ଫଣ୍ଡ କମ୍ପାନୀ ଗୁଡ଼ିକ ଗରିବ ଲୋକଙ୍କ ଠାରୁ ଅନେକ ଟଙ୍କା ଠକି ଲୁଟି ନେଲେ ସେ ଚେର କୁଆଡ଼େ, ମୂଳ କୁଆଡ଼େ ଗଲା ତାକୁ ଟିକେ ତଦନ୍ତ କରନ୍ତୁ ।ମୋର 2 ଲକ୍ଷ ଟଙ୍କା ଚିଟ୍ ଫଣ୍ଡ କମ୍ପାନୀ ନେଇ ପଳେଇ ଯାଇଛି ଭାଇ ।
@deepakbehera9436
@deepakbehera9436 2 жыл бұрын
Bjaskar news thank u
@babuachary7513
@babuachary7513 2 жыл бұрын
Dhanyawad
@mrkishan5450
@mrkishan5450 2 жыл бұрын
Great news
@odiaprakash8134
@odiaprakash8134 2 жыл бұрын
Good job Bhaskar news
@chitrasenasamal1116
@chitrasenasamal1116 2 жыл бұрын
very good bhaskar news
@prakashbarik5796
@prakashbarik5796 2 жыл бұрын
I like this Reporter 👌
@kunapradhan6793
@kunapradhan6793 2 жыл бұрын
ବଙ୍ଗଳଦେଶ ବଙ୍ଗାଳି ମାନଙ୍କର ବିଷୟରେ ଟିକିଏ news କର
@rakeshmohapatra1459
@rakeshmohapatra1459 2 жыл бұрын
ଏତେ ଦିନପରେ ଭାସ୍କର ବାଲା ବହୁତ୍ ଭଲ News ଟେ ଦେଲେ 👍
@rameshmeher935
@rameshmeher935 2 жыл бұрын
Good news bhai
@himansusekharsahoo3564
@himansusekharsahoo3564 2 жыл бұрын
Sir apn ku dhanyabad
@Hindustanitimes123
@Hindustanitimes123 2 жыл бұрын
ଓଡ଼ିଶା ପୋଲିସ୍ ଠିକ୍ ନୁହେଁ ଯଦି ଠିକ୍ ଥାଏ ତାହେଲେ ଏଭଳି ଅପକୃତିକ କାମ କରୁଥିବା ଅଣଓଡ଼ିଆ ମାଫିଆ ମାନଙ୍କୁ ଓଡ଼ିଶା ରୁ ବାହାର କରନ୍ତୁ । ନଚେତ୍ ପରବର୍ତୀ ସମୟରେ ଓଡିଶା ବାସୀଙ୍କୁ ବହୁତ୍ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିପାରେ ଆଗାମୀ ପିଢ଼ି କୁ ବଞ୍ଚାନ୍ତୁ ।
@subashmajhi2341
@subashmajhi2341 2 жыл бұрын
God bless you odisha bhaskara
@lipumoharana9941
@lipumoharana9941 2 жыл бұрын
good news bro
@manojsinumamuni3376
@manojsinumamuni3376 2 жыл бұрын
1 no. News
@dmk_lifestylevlogs
@dmk_lifestylevlogs 2 жыл бұрын
ଦେଶ ଜାଗ ନେତା ମନ୍ତ୍ରୀ ଠକି କି ଖାଇ ଗଲେ ନ ଆଉ ଇ ମାନେ ଠକି କି ଖାଇ ଲେ ଜେ କାନା ହେୟୀ ଗଲା
@sanjulata6962
@sanjulata6962 2 жыл бұрын
Bahut badhiya Kam karuchanti apana
@rajeshmahakhud6297
@rajeshmahakhud6297 2 жыл бұрын
Good reporter
@prafulla799
@prafulla799 2 жыл бұрын
ଶଳାମାନେ ଝାଡା ପରିଶ୍ରା ସଚଳୟରେ କରୁଛନ୍ତି ମୁଁ ଦେଖିଛି କଣ ଆଜ୍ଞା ବଞ୍ଜରାମାନଙ୍କ ପାଇଁ ହଇଛିକି
@kachirjeetbehera1802
@kachirjeetbehera1802 Жыл бұрын
Jay mora odisha
@MrBibhu111
@MrBibhu111 2 жыл бұрын
ଭଲ ଖବର ଦେଲ ଭାସ୍କର news tesm
@manoranjandehuri5720
@manoranjandehuri5720 2 жыл бұрын
ଏହି ବଙ୍ଗଳାଦେଶୀ ମାନେ ଭୁବନେଶ୍ୱର କୁ ଅଧିକାର କରିବସିଲେଣି । ଆଗକୁ ଲୋକ ମାନେ ଏହି ବଙ୍ଗାଳୀ ମାନଙ୍କୁ ଯାହା କହିବେ ଏମାନେ ଏକ ହୋଇ ତୁମ ଉପରେ ଆକ୍ରମଣ କରିପାରନ୍ତି ଆମ ଓଡ଼ିଆ ଲୋକଙ୍କର ଏକତା ଆଗ ଭଳି ନାହିଁ।
@himeshpatraentertainment
@himeshpatraentertainment 2 жыл бұрын
Good Enquiry
@sumitraparida8206
@sumitraparida8206 2 жыл бұрын
Thanks
@Kidsindians897
@Kidsindians897 2 жыл бұрын
Salute the bhaskar new 🇮🇳🇮🇳🇮🇳
@sumitramalik2244
@sumitramalik2244 Жыл бұрын
ଏତେ ଦିନ ପରେ ଗୋଟେ ଭଲ ନ୍ୟୁଜ ଭାସ୍କର ଚ୍ୟାନେଲ ଦେଲେ 🤞🙏👍
@nagakritanamandali6474
@nagakritanamandali6474 2 жыл бұрын
Nice👍👍👍
@Tripoti101
@Tripoti101 2 жыл бұрын
ପୁଲିସ ଵାଣ୍ଡ ଚୁକୁଛି କି
@M.r_665
@M.r_665 2 жыл бұрын
First Language thik karantu ta pare comment debe 😡😡
@ChandanKumar-fb2wt
@ChandanKumar-fb2wt 2 жыл бұрын
Very good bhai
@deepakpradhan3512
@deepakpradhan3512 2 жыл бұрын
ଗରିବ ମଣିଷକୁ 10 ଟଙ୍କା ସାହାଯ୍ୟ କରିବେନି mgh ଘରକୁ ଦଳ କିଣିକି ନେବେ
@kumargauravmohapatra7694
@kumargauravmohapatra7694 2 жыл бұрын
MAIKHINIA pa nighty pindhi ki kini pakau chanti
@ramachandradebata2793
@ramachandradebata2793 2 жыл бұрын
We are pray to Honrable IG&Dg(, police), please give good order of Awarness for public (ଭିକାରି ମୁକ୍ତ ଓଡିଶା, District wise 30ଜିଲ୍ଲା ). 👌
@sudhansu2273
@sudhansu2273 2 жыл бұрын
Best chennal
@DipuLucky
@DipuLucky 2 жыл бұрын
ସେ ବେଧ ପୁଅକୁ ଧରିକି,, ସମୁଦ୍ର ମଝିରେ ଛାଡି ଦିଅ ,, ଟିୟୂ ଦିହରେ ବାଦ୍ଦିକି ଛାଡି ଦିଅ ବେଳା ଭଲ ଥିଲେ ବଚିବ ନହେଲେ ମରିବ
@dineshnaik6557
@dineshnaik6557 2 жыл бұрын
U r right 👍
@Naresh_Behera
@Naresh_Behera 2 жыл бұрын
ଝିଅ ମାନେ ନିର୍ଯାତିତ ସେଟା ତଦନ୍ତ ହଉନି, ନିର୍ଦୁଷ ମାନେ ଦଣ୍ଡ ପାଉଛନ୍ତି ସେଟା ତଦନ୍ତ ହଉନି, ଆଉ ଭାଷ୍କର news ର ଫୁଲ ତଦନ୍ତ ହେବ 😆😆😆
@subhambhaivlogs
@subhambhaivlogs 2 жыл бұрын
Thik kahicha bhai
@lopamudrabeura9176
@lopamudrabeura9176 2 жыл бұрын
ବନ୍ଜାରା ନୁହେଁ ଯାଯାବର* ।
@stvodia073
@stvodia073 2 жыл бұрын
ଆରେ ମୁଁ ଆଗରୁ କହିଛି ନବୀନ ପଟ୍ଟନାୟକ ଦୁର୍ନୀତି ବୀର ମାନଙ୍କ ଫେକଟିରୀ ବସେଇଚି
@rks420
@rks420 2 жыл бұрын
3:05 bro it is far better than a begger in selling something that may be pen or roses
@SNCreationtm
@SNCreationtm 2 жыл бұрын
ସରକାରୀ ଲୋକ ଲୁଟୁ ଛନ୍ତି ରାଜନୀତିକ ଲୋକ ଲୁଟୁଛନ୍ତି ସେ ନହେଲା ଲୁଟିଲେ
@pradippatra8042
@pradippatra8042 2 жыл бұрын
ଆମ ଗାର ବହୁତୁ ଦଳ ଆସବେ ସଫା କରିଦିଅ
@jio.6793
@jio.6793 2 жыл бұрын
ଏବେ ଏମାନେ ବା ବିହାରୀ 😂😂😂 ଏମାନଙ୍କ ରୋଜଗାର ଭଲ 😂😂😂 ଓଡ଼ିଶାର ଜନସାଧାରଣ ତ ଭକୁଆ ଅଣ ଓଡ଼ିଆଙ୍କର ଭାରି ମିଠା ସେଥିପାଇଁ ତାଙ୍କ ପିଛା ଛାଡ଼ିବେ ନାହିଁ,,,, ସେମାନଙ୍କ ଭୁଲ୍ ନାହିଁ ଭୁଲ୍ ନିଜର ।ଜଣେ ବାଳ କୁ ସୁନପାମ୍ପୁଡି କହିଲେ ହଁ କହିବ😂😂😂
@prashanthbiswal402
@prashanthbiswal402 2 жыл бұрын
ପୋଲିସ ତାଙ୍କ ID Check କରିଛି କି ନାହିଁ ଆଉ ସେମାନେ କଉ ଷ୍ଟେଟ ର କି କଉ ଦେଶର ଲୋକ ତାହା clear ହେବା ନିହାତି ଆବଶ୍ୟକ। କିନ୍ତୁ ପୋଲିସ ତରଫରୁ କିଛି official statement ଆସିଛି କି ନାହିଁ ତାହା ବି confirm କରାଯାଉ। ଖାଲି rapeat news କଲେ କିଛି ଲାଭ ନାହିଁ।
@odiavlogsashukishu6347
@odiavlogsashukishu6347 2 жыл бұрын
Bhala news ta milila pura right re Bhai odisha banchao nahita 😔 gandimari paleibe sabu
@srisidharthdas5259
@srisidharthdas5259 2 жыл бұрын
Odisha government immediately action now
@discoverwithlbb9942
@discoverwithlbb9942 2 жыл бұрын
Pls discuss with your boss regarding monkey laundering.
@gdsawareness8835
@gdsawareness8835 2 жыл бұрын
Right
@debidattagamming2113
@debidattagamming2113 2 жыл бұрын
ଓଡ଼ିଆ ଗଭାସ୍କର
@SarmilaPradhanRANI
@SarmilaPradhanRANI Жыл бұрын
Bhai Amo village Re B Amiti hauchi
@smartcollection..3098
@smartcollection..3098 2 жыл бұрын
ସରକାର କିଛି ଆକ୍ସନ ନେଉନାହାନ୍ତି କହୁଛନ୍ତି ସବୁ ଠିକ ଅଛି...
@srikantaharichandan1464
@srikantaharichandan1464 2 жыл бұрын
ତାର ଅସଲି ନାମ ମଙ୍ଗଳ ଚାହ୍ୱନ୍ ନୁହେଁ ଆଉ କଣ ହେଇଥିବା। ସେ ନିଶ୍ଚୟ ବାଂଲାଦେଶୀ। Vote ପାଇଁ ସେମାନଙ୍କୁ ସମର୍ଥନ କରା ଯାଉଛି
@sudhansusekharpattanayak3246
@sudhansusekharpattanayak3246 2 жыл бұрын
Administration should take this matter seriously.
@faltutoka
@faltutoka 2 жыл бұрын
Mo bala matter aita seriously nebe😂
@kanhucharanmurmu2863
@kanhucharanmurmu2863 2 жыл бұрын
My dear , let me tell you for your information, this is not happening first time in india I mean in Odisha. This particular flower trees are being sold in every part of india not only in Odisha. Even in famous cities of India like hyd, mumbai , delhi & chennai . It's very normal. But in Odisha it's being tried to make a big issue and also they are treated such as atankwadi by media reporters. Actually what a big problem with our media is they're failing to convince people of Odisha to not to buy this , as it's a DOLO not flower tree.
@deepakjena7549
@deepakjena7549 2 жыл бұрын
@@kanhucharanmurmu2863 MU Jani Paruni Ete Serious Kahi ki Sabu Bada Bada Company V Ta Esabu Hi Karuchi naa
@smallick20
@smallick20 2 жыл бұрын
ୟେ ମାଗିହା ବିହାରୀ ସବୁ ଚୋର ଏମାନଙ୍କୁ ବିଦା କର
@Mithunsahu161
@Mithunsahu161 2 жыл бұрын
ଭାଇ ରେ ତୁ କେତେ ଥର କ୍ରାନ୍ତି ଫିଲ୍ମ ଦେଖିଚୁ କି ହଁ ଭଲ କଥା କହୁଛି
@prabhatkumarpradhan2491
@prabhatkumarpradhan2491 2 жыл бұрын
Great job💯💯👍
@bipin0319j
@bipin0319j 2 жыл бұрын
good job keep it up
@pabitranayak4860
@pabitranayak4860 2 жыл бұрын
Bhubanswar smart city re ate problems achieving tapani tame kan karucha
@SNAKE-ro8nu
@SNAKE-ro8nu 2 жыл бұрын
Thik katha bhai kahicha
@barikmukti2615
@barikmukti2615 2 жыл бұрын
government ଆ ପାଇଁ କିଛି ପଦେ କ୍ଷେପ ନେବା ଦରକାର ,ଏବଂ ରହୋନି ଓଡ଼ିଆ ମାନଙ୍କୁ ବାହାର କରିବା ଦରକାର
@maghubaral9678
@maghubaral9678 2 жыл бұрын
Policbala. Sampurna. Janiki. Sabuhauchi
@ManasSahooVlog66
@ManasSahooVlog66 2 жыл бұрын
Bass ete dina pare gote bhala news milila
@sudamroutray4886
@sudamroutray4886 2 жыл бұрын
thanks vaskar news jaha heu tuma crime branch teem tadanta kari janeila nahele odisa basi kebe ahara satyata jani pari na thante,bhasia aakhi ru kehi khasi jai paribe ni
@sarojnayak4913
@sarojnayak4913 2 жыл бұрын
Pura murder case scam ta. Give a big hand 👏👏👏👏👏 to Bhaskara.MGEmiti Upastapana Karuchi je eta gote 1000Cr ra bada scam
@DDK12344
@DDK12344 2 жыл бұрын
Amro ethi bi esabu selling hsuthila. Baripada re.
Help Me Celebrate! 😍🙏
00:35
Alan Chikin Chow
Рет қаралды 84 МЛН
规则,在门里生存,出来~死亡
00:33
落魄的王子
Рет қаралды 32 МЛН
小丑家的感情危机!#小丑#天使#家庭
00:15
家庭搞笑日记
Рет қаралды 31 МЛН
Article 370 & 35-A : Jammu-Kashmir (1947 to 2019) by Dr. @vikasdivyakirti
3:22:40
Subhash Chandra Bose: The Untold Story | Anuj Dhar | #SangamTalks
3:12:19
Sangam Talks
Рет қаралды 3,5 МЛН
Help Me Celebrate! 😍🙏
00:35
Alan Chikin Chow
Рет қаралды 84 МЛН