ପିରିୟଡ଼ ହେଲେ କାନରେ କହିବି କାହିଁକି? || podcast_with_debasis || Binduja_Upadhyay || EP_8

  Рет қаралды 386,247

DEBASIS STORY

DEBASIS STORY

Күн бұрын

Пікірлер: 579
@HemantaTandy-qv3yg
@HemantaTandy-qv3yg 4 ай бұрын
ଧନ୍ୟବାଦ ମେଡମ,ବହୁତ ଭଲ ଟପିକ ଆଲୋଚନା କଲେ,ନାରୀ ଆଗକୁ ଆସିଲେ ଦେଶ ଆଗକୁ ବଢିବ
@mohanmandal3368
@mohanmandal3368 3 ай бұрын
😂😂😂😂😂
@cutybehera9281
@cutybehera9281 4 ай бұрын
ଯେଉଁ ପୁରୁଷମାନେ ସବୁ ଖରାପ କମେଣ୍ଟ କରୁଛନ୍ତି ଥରେ ଗୋଟେ ନାରୀ ର ଜାଗାରେ ରହିକି ଦେଖ
@laxmansatrujit9514
@laxmansatrujit9514 4 ай бұрын
Msg me mun reply debi
@ashutoshkar7426
@ashutoshkar7426 3 ай бұрын
Thare purusa hei dekha. Aare naari aama paain devi. hele aaji advance time kn sethipain nude hei bulibe ki
@ankittripathyshayar8511
@ankittripathyshayar8511 2 ай бұрын
Right 👍
@preetibehera2805
@preetibehera2805 2 ай бұрын
Right bro
@Balunga_Tuka
@Balunga_Tuka Ай бұрын
Right bro
@Priyanshuslearningactivity
@Priyanshuslearningactivity 4 ай бұрын
ଧନ୍ୟବାଦ ଭଉଣୀ ଆପଣଙ୍କୁ 🙏❤️🙏 ମୋତେ ବି ବହୁତ ଖରାପ ଲାଗେ 😢😢 ହେଲେ oppose କରିଲେ ଘରେ ଝଗଡା ।so silent ରୁହେ । ଏସବୁ ଆମ ସମାଜରୁ ବିଲୋପ ହେବା ଦରକାର।
@RubindraMallick-mr4nr
@RubindraMallick-mr4nr 4 ай бұрын
ଠିକ ବିଷୟ ଅଲଚନା କୁ ଆଣିଛ 👌👌👌👌🙏
@atithimediacreations7791
@atithimediacreations7791 4 ай бұрын
ଦେବାଶିଷ ବାବୁ ମୁଁ ରମାକାନ୍ତ ସାହୁ (ସଂଗୀତ ନିର୍ଦେଶକ )ଆପଣଙ୍କର ସବୁ Podcast ମୁଁ ଦେଖୁଛି ଆପଣଙ୍କର ପଚାରିବା ଶୈଳୀ ବହୁତ ସୁନ୍ଦର.... 👌👌👌
@shaikhishaqahmed9886
@shaikhishaqahmed9886 3 ай бұрын
ଏହା ଗୋଟିଏ ମାଆ ସ୍ତ୍ରୀ ଭଉଣୀ ର ନିୟମିତ ମାସିକ ପ୍ରକ୍ରିୟା ଏଣୁ ଏହା ବିଷୟରେ ସମସ୍ତେ ଜାଣି ରଖିବା ଉଚିତ୍ ଆଉ ଏ ଅନ୍ଧ ବିଶ୍ୱାସ ଉପରେ awareness ଦରକାର
@ayamcreation1308
@ayamcreation1308 4 ай бұрын
ଧନ୍ୟବାଦ ସରକାର ଓ ବିନ୍ଦୁଲତା କୁ
@sadhudas2758
@sadhudas2758 4 ай бұрын
ଖୁବ ସୁନ୍ଦର ବିଷୟ
@santoshkumarmishra2620
@santoshkumarmishra2620 4 ай бұрын
ଖୋଲାଖୋଲି ଆଲୋଚନା ପାଇଁ ଉଭୟ ମହାଷୁରୁଷଙ୍କୁ ଧନ୍ଯବାଦ. ଯଦି ଆଉ କିଛି ଜଣାଅଛି ଖୁଲମଖୁଲା ଆଲୋଚନା କର.
@manishamanaswini958
@manishamanaswini958 4 ай бұрын
Apana Mane a sabu katha ku kharap boli kn pain bhabuchanti 😊
@BeatsofBandu
@BeatsofBandu 4 ай бұрын
​@@manishamanaswini958 sikhya ra abhaba
@bhupendudas9349
@bhupendudas9349 4 ай бұрын
21:44 21:51 21:55 22:28 23:41 23:43
@SrideviMishra-u4t
@SrideviMishra-u4t Ай бұрын
Acha , bahut kichi kharap katha alochana parisar bhitaraku asuchi Eita ta gote nari ra katha.asubidha kouthi rahila.dhanyabad,Bhai aau didi.
@SrideviMishra-u4t
@SrideviMishra-u4t Ай бұрын
Hygiene maintain Kariba katha kintu mental torture hebaku pade.aau sete bele bahut badhe
@jaduroyalcomedy14
@jaduroyalcomedy14 9 күн бұрын
A didi thu sikha kichi sikhya, bahut Bhala sikhya dele didi Thanks
@salokyakumardas5290
@salokyakumardas5290 3 ай бұрын
ସୁନ୍ଦର ଉପସ୍ତାପନା ଧନ୍ଯବାଦ
@Smile-queen-eti
@Smile-queen-eti 3 ай бұрын
Thik kahichha didi mate tumar sabu katha bhala lagila❤ Dil se salute ❤
@sushreesubhasmitanayak4169
@sushreesubhasmitanayak4169 3 ай бұрын
🥰 periods is beautiful gift of God. Aau jadi pain jahaku bilkul huyeni se swabhagyaban.
@ramapanda6817
@ramapanda6817 27 күн бұрын
ସମାଜରେ ଚାଲିଆସୁଥିବା କୁପ୍ରଥାକୁ ବଦଳାଇବାକୁ ହେଲେ ଏହିପରି ମହିଳା ଆଉ ପୁରୁଷ ମାନଙ୍କର ଆବଶ୍ୟକତା ରହିଛି। Thanks Mam .... Thanks for good discussion both this channel.
@Sudarsan-Mohanty
@Sudarsan-Mohanty 23 күн бұрын
ବହୁତୁ ସୁନ୍ଦର ଉପସ୍ଥାପନା 👍👍👍🙏🙏🙏
@RigaiTudu-cl3xz
@RigaiTudu-cl3xz 4 ай бұрын
ପିରିଅଡ ସମୟ ରେ ବାରଣ କୁପ୍ରଥା ନୁହେଁ ସଫା ସୁତୁରା
@Broo401
@Broo401 4 ай бұрын
Right
@Sonali_699
@Sonali_699 3 ай бұрын
Thakura ghare rosei ghare pasile kan asana heijiba ghara ki 🙄 ame nije safa sutura hin rahun ghara loka Mane hin kupratha bhabuchanti
@muralikumar2704
@muralikumar2704 3 ай бұрын
ଆରେ ପେରିଅଡ ହେଲେ କଣ ଆଉ ସଫା ସୁତରା ହଉ ନାହାନ୍ତି କି ଝିଅ ତା ମାନେ ନୁହେଁ ଯେ ସବୁ କଥା ରେ ବାରଣ କରିବ ଗୋଟେ ଝିଅ ର ପିରିଅଡ ହେଲେ କେତେ କଷ୍ଟ ପାଏ ପେଟରେ ଏପଟେ ଯନ୍ତ୍ରଣା ସେପଟେ ଅନ୍ୟ ମାନେ tourcher କରୁଥିବ ସେଇ time ରେ ସେ ଝିଅ କୁ କେତେ କଷ୍ଟ ହଉଥିବ ସେ ହିଁ ଜାଣିଥିବ 🙄
@bijaya4944
@bijaya4944 2 ай бұрын
​@@Sonali_699 ମନ୍ଦିର ଜିବା ଏବଂ ଠାକୁର ପୁଜା କରିବା ସମ୍ପୂର୍ଣ୍ଣ ଅନ୍ଧବିଶ୍ୱାସ।
@bijuharpal8821
@bijuharpal8821 4 ай бұрын
Excellent madam you say right
@debasisstory2032
@debasisstory2032 4 ай бұрын
Thanks and welcome
@laxmansatrujit9514
@laxmansatrujit9514 4 ай бұрын
Once reply me
@NakulNayak-v6x
@NakulNayak-v6x 4 ай бұрын
ଆପଣ ପଚାରିଥିବାରୁ ଧନ୍ୟବାଦ
@nareshpanda4485
@nareshpanda4485 4 ай бұрын
ସବୁବେଳେ ଜଣେ ନାରୀ ଟର୍ଚର ହେଉଛି କାହିଁକି ଭାବୁଛ. ମୁଁ କହୁଛି ଆଜିର ଦିନରେ 90%ପୁରୁଷ ବି ଟର୍ଚର ହେଉଛନ୍ତି କିନ୍ତୁ ନିଜ ସମସ୍ୟା କୁ ବାହାରେ ଦେଖାନ୍ତି ନାହିଁ.
@Broo401
@Broo401 4 ай бұрын
ଇଣ୍ଡିଆ ରେ ନାରୀ ପାଇଁ ଏତେ law ଅଛି ଯେ କୋଉ country ରେ ନାହିଁ, କେତେ ମିଛ case ରେ ଭି ପୁରୁଷ ଜେଲ୍ ଭୋଗୁଛନ୍ତି, as per record 72% rape cases r found false but the accused arrested and jailed and released after few yrs. Many men committed suicide bcz of false cases. ଚାକିରି ରେ ନାରୀ reservation, kichi state ରେ bus free, Govt ରେ କେତେ ଯୋଜନା ଯେ ଗଣି ହବନି, still ଏମାନଙ୍କୁ ଆହୁରି ଦରକାର୍
@lokanathdas5246
@lokanathdas5246 4 ай бұрын
Good discussion and public awareness . Thanks 👍
@smitaparidashortsvlogs4144
@smitaparidashortsvlogs4144 3 ай бұрын
ବହୁତ୍ ସୁନ୍ଦର୍ podcast,Good concept,❣️Great madam go ahead 👍
@rosysmagicmehendi3546
@rosysmagicmehendi3546 4 ай бұрын
Thanks madam for this issue. many many thanks 🙏🏻
@anitabehera7034
@anitabehera7034 4 күн бұрын
Right mam❤👌🙏
@ramachandrapatra5039
@ramachandrapatra5039 3 ай бұрын
ଧନ୍ୟବାଦ ସିସ୍ଟିଏର
@KamalPaikaray-u3s
@KamalPaikaray-u3s Ай бұрын
Very good madam
@Pinkcolour21adhaswami
@Pinkcolour21adhaswami 3 ай бұрын
ମ୍ୟାଡ଼ାମ ଯାହା କହୁଛନ୍ତି ଠିକି, but ଆପଣଙ୍କ କଥାରେ ବି ଅନେକ ଭୁଲ୍ଲ ଅଛି, ଋତୁଶ୍ରାବ ବି ଗୋଟେ ଶୌଚ କର୍ମ ପରି, ଆମେ ଯେମିତି ଲାଟିନ ଗଲେ ଧୋଇ ହୁଏ, ଗାଧାଏ, ଠିକି ସେହି ପରି,,, ଆପଣ ବିଜ୍ଞାନ କୁ ଗ୍ରହଣ କରନ୍ତି, ଆଉ ଆପଣଙ୍କ ପରିବାର ଶାସ୍ତ୍ର କୁ,,,, ଆଉ ଯଦି ଆପଣ କୁହନ୍ତି ଆପଣଙ୍କ ପରିବାର ମା,ଜେଜେ ମା ଭୁଲ୍ଲ କହୁଛନ୍ତି,ତାଙ୍କ ଚିନ୍ତା ଧାରା ଖରାପ, ଅନ୍ଧ ବିଶ୍ୱାସ ତ ଆପଣ ଏଇଟା ପ୍ରମାଣ କରୁଛନ୍ତି କି ଆପଣଙ୍କ ପରିବାର ମୂର୍ଖ ଆଉ ଆପଣଙ୍କ ପରିବାର ରେ ସଂସ୍କାର ନାହିଁ,, ଯଦି ନାହିଁ ତ ଆପଣ ଏତେ ଶିକ୍ଷିତ ଜ୍ଞାନୀ କେମିତି ହେଲେ
@Biswo_143
@Biswo_143 2 ай бұрын
Aei ta sanskhar na re gote gote,,,,,
@labanyapatel3397
@labanyapatel3397 Ай бұрын
Right
@KishoriPadhan-j8m
@KishoriPadhan-j8m 4 ай бұрын
Nari heuchhi narira satru apana sata kahithibaru dhanyabad medam
@rilijena-ne3ol
@rilijena-ne3ol Ай бұрын
Bohuti badhiaa kahile Myam ❤❤❤
@subhashreejena9062
@subhashreejena9062 3 ай бұрын
100% correct...thik kahuchhanti madam 😊.. Aaji ka date re b ae sabu ku-prathaa chalichhi...
@enakshisahu8985
@enakshisahu8985 2 ай бұрын
Hats off to you Ma'am 🙏🙏🙏🙏 absolutely true nari hi nari ra dushman... Exactly Maam 3 days are really very painful
@muodia2002
@muodia2002 4 ай бұрын
ସୁନ୍ଦର ଊପସ୍ତାପନା
@Sahu-e3i
@Sahu-e3i 4 ай бұрын
Best discussion ❤❤❤❤❤ with 👍👍👍
@gitanjalikarna6377
@gitanjalikarna6377 4 ай бұрын
I like this discussion❤❤
@janmajoymahanta8245
@janmajoymahanta8245 4 ай бұрын
Salute to you
@priyankaswaroopsuryanshi1871
@priyankaswaroopsuryanshi1871 4 ай бұрын
Right mam...u r great mam❤wow.i like u
@B.Mahakul
@B.Mahakul 2 ай бұрын
I appreciate this....100% right
@satyapirasahoo6262
@satyapirasahoo6262 4 ай бұрын
Its high time everyone must respect women and take care of them when they undergo mental stress and physical pain in their lives. We must understand women are backbone of our life and real maker of human beings. They deserve respect and caring and its our duty to show our gratitude and support towards them.
@susantanaik7566
@susantanaik7566 3 ай бұрын
Atisundar
@ranjitatiki-gd9ys
@ranjitatiki-gd9ys 4 ай бұрын
I am so proud of you sister ❤❤❤❤❤
@rasmitabehera3364
@rasmitabehera3364 4 ай бұрын
Mo manara katha kahila didi bahut bhala lagila❤❤
@pabitrapatra3577
@pabitrapatra3577 4 ай бұрын
I really appreciate this. I m a doctor. I support this .
@Sandhyavlog02
@Sandhyavlog02 3 ай бұрын
ପ୍ରହସନ କେବେ ବନ୍ଦ ହେବ? ଏ ଛୁଆଁ ଛୁତି କେବେ ଯିବ🙏ଯଦି ସେଇଠୁ ମଣିଷ ଆରମ୍ଭ ତାହେଲେ ସେଇଠି କେମିତି ଆସିଲା? ମୁଁ ବି ଏ କଥା ଗୁଡା କୁ ନେଇକି ବିରୋଧ କରେ....science କହୁଛି :- Refusal to bathe during menstruation!
@welcometosriyanshi5003
@welcometosriyanshi5003 3 ай бұрын
Nice topics medam,same mu bi mo period 3 days aram kare mo pain golden day bhabe mrg pare 😊😊😊
@himansubhusanpanda5913
@himansubhusanpanda5913 Ай бұрын
ଧନ୍ୟ ବଡ
@PuspaExpress123
@PuspaExpress123 3 ай бұрын
Periods gote normal katha . Manauchhi bahutu pain full thae . Aau e pain ku pua katha chhadantu se bujhibi be ki nahi jana nahi but Jhia gote Jhia ra pain ku bujhipareni 😢😢😢😢
@sarangadharranarana6783
@sarangadharranarana6783 4 ай бұрын
Atti.sundar.prayash..jay.hind.
@SarbeswarNayak-o1f
@SarbeswarNayak-o1f 4 ай бұрын
Nice topic
@Akshaya431
@Akshaya431 3 ай бұрын
ପିରିଅଡ୍ସ ବେଳେ ରୋଷେଇ ନ କରିବାର ମୂଳ କାରଣ ଆଗୁରୁ ଅଲଗା ଥିଲା। ପିରିଅଡ୍ସ ସମୟରେ ନାରୀମାନେ ଶାରୀରିକ ଅସୁବିଧା ଓ ଥକାବାଟରେ ରହନ୍ତି, ତା'ପାଇଁ ସେମାନଙ୍କୁ ଯଥେଷ୍ଟ ବିଶ୍ରାମ ଦରକାର ଥିଲା। ଏହି ବ୍ୟବସ୍ଥା କୌଣସି ମାନସିକ କିମ୍ବା ଧାର୍ମିକ ନିୟମ ଆଧାରିତ ନଥିଲା, କିନ୍ତୁ ପରେ ଏହା ଧାର୍ମିକ ମହତ୍ବ ଓ ନିୟମ ରୂପେ ବଦଳି ଯାଇଥିଲାପିରିଅଡ୍ସ ହେଲେ ଭୋଜି କାହିଁକି ଦିଅନ୍ତି? ରାଜା ପର୍ବରେ ଆମେ ବସୁମତୀଙ୍କ ମେନସ୍ଟ୍ରୁଏସନ୍‌କୁ ସେଲିବ୍ରେଟ୍ କରୁ, ଯାହାରେ ପୃଥିବୀ ଧନ-ଧାନ୍ୟରେ ପୂର୍ଣ୍ଣ ହୁଏ। ପ୍ରାଚୀନ କାଳରେ ଲୋକମାନଙ୍କୁ ଏହା ବିଶ୍ୱାସ କରାଯାଇଥିଲା ଯେ, ପିରିଅଡ୍ସ ସମୟରେ ନାରୀମାନେ ଯନ୍ତ୍ରଣାରେ ରହନ୍ତି, ତେଣୁ ସେମାନଙ୍କୁ ବିଶ୍ରାମ ଦରକାର ଓ ସେମାନେ କାମ କରିବା ଉଚିତ୍ ନୁହେଁ। ପିରିଅଡ୍ସ ରେ ପୂଜା କରିବା ବର୍ଜିତ କରିବା ଉଚିତ୍ ନୁହେଁ। ଯଦି ସଫା ଓ ସୁତୁରା ରହନ୍ତି, ତେବେ ପୂଜା କରିବାରେ କୌଣସି ଅସୁବିଧା ନାହିଁ, ପୁରୁଷ ହେଉ କି ନାରୀ। ଯଦି କିଉଁ ଦିନ ଅଶୁଚି ଅଛି, ତା’ପରି ମଧ୍ୟ ପୂଜା କରିବା ଉଚିତ୍ ନୁହେଁ। ନାରୀମାନଙ୍କୁ ତୋର୍ଚର୍ କେବଳ ସମାଜ ନୁହେଁ, ତାଙ୍କର ମା, ଭଉଜ, ଜେଠାନି, ଆଈ, ସାସୁ ଓ ନନାନ୍ଦମାନେ ମଧ୍ୟ ନାରୀ ଜୀବନକୁ ପ୍ରତିକୂଳ କରିଦିଅନ୍ତି।
@SuchitraMohanty-n6y
@SuchitraMohanty-n6y 4 ай бұрын
Tq aeita gote bahut bhala Katha. Mu mam nka katha re Pura akamata
@rashminirmaltutorial8207
@rashminirmaltutorial8207 3 ай бұрын
This is a great decision binduja mam. Thanks alot
@ideaswithlisamohanty5722
@ideaswithlisamohanty5722 4 ай бұрын
Samaste ragibeni mam joumane ei kasta ku bujhichhanti eita gote nari pain kasta samaste muhn kholiparantini kintu apana ei bisayare thik kahichhanti
@tunilata8477
@tunilata8477 2 ай бұрын
ତୁମେ ଆଗ ବାପା,ଭାଇ କୁହନ୍ତୁ ।ପ୍ୟାଡ ୟୁଜ ସମୟରେ ଭାଇ ଓ ବାପାଙ୍କୁ ଆଗ ଦେଖେଇବୁ । ସନାତନ ଧର୍ମକୁ ଖାତିର କରୁନୁ ।
@balaramsahoo103
@balaramsahoo103 29 күн бұрын
Right 🙏
@AnupamaPaikaroy
@AnupamaPaikaroy 29 күн бұрын
Thanks ❤️ madam
@ChinusmitaRout
@ChinusmitaRout 8 күн бұрын
ନାରୀଟିଏ ପିରିୟଡ଼ ହେଲେ କଣ ମନ୍ଦିର କୁ ଯାଇପାରିବ ବିବାହିତ ନାରୀଟିଏ ପିରିୟଡ଼ ହେଲେ କଣ ପତି ପତ୍ନୀ ଏକାଠି ହେଇପରିବେକି ଜୟ ଜଗନ୍ନାଥ 🙏
@surekhabarik4881
@surekhabarik4881 4 ай бұрын
Right madam🙏🙏🙏🙏🙏
@umasankarbisoimgproduction2373
@umasankarbisoimgproduction2373 2 ай бұрын
ମଦ ବନ୍ଦ ହେବା ଦରକାର
@gautamchandrarout605
@gautamchandrarout605 4 ай бұрын
Congratulations 👏
@KamalPaikaray-u3s
@KamalPaikaray-u3s Ай бұрын
Good discussion.
@miliranidash3552
@miliranidash3552 3 ай бұрын
Satta kahila didi boutu bhala kathate kahilo di apnaku mora🙏🙏🙏🙏sarakara chuti dela bouta bhala houta sir🙏anurutha mora sir🙏
@krishnamohanty02
@krishnamohanty02 3 ай бұрын
Real truth.. Definitely I will go with u.
@ankitadas5967
@ankitadas5967 4 ай бұрын
I am also a girl 😢. So I realise how much pain this time.🥺🙏
@riyannayak1450
@riyannayak1450 4 ай бұрын
U r 2000s kid+ educated+ independent+ smart but still it's pain. Think only one time those who were born before independence,, uneducated,, illiterate female
@Broo401
@Broo401 4 ай бұрын
It's okay natural process, men have more pain mentally through out the life, we all have to accept n move on
@ankitadas5967
@ankitadas5967 4 ай бұрын
Okay that's right 💯 🙏
@pradyumnasidarjaihindjaibh3198
@pradyumnasidarjaihindjaibh3198 Ай бұрын
ମ୍ୟାଡମ୍ ଠିକ୍ କହୁଛନ୍ତି❤
@kalucharanmaharana4802
@kalucharanmaharana4802 8 күн бұрын
Thanks didi
@rajalaxmirout6370
@rajalaxmirout6370 3 ай бұрын
Perfect 👍 bahutu sundar
@JharanaMamuni
@JharanaMamuni 3 ай бұрын
Nice topic
@yasmin-zaf
@yasmin-zaf 3 ай бұрын
Nice topic ❤❤❤❤❤❤❤ many many love blessings respects to you and your family
@niky5249
@niky5249 3 ай бұрын
Absolutely right mam....E bisay re goan gahali re ANGANWADI Di mane bujheiba darkar...thik se explain kariki andha biswas ku dur Kariba darkar nahle.. Technology jae MANGALYAAN..tathapi ANDHA BISWAS rahithiba... Seithi Pain Ama AREA AMA DESH low development... Jai jagannath ⭕‼️⭕🙏
@CharankumarBhoi
@CharankumarBhoi 2 ай бұрын
ଦି ଦୀ ତୁମେ ମା ନ ସି କୀ ସ୍ତରରେ ବହୂ ଷ୍ଟ୍ରଙ୍ଗ 🙏
@khilarranjit2160
@khilarranjit2160 4 ай бұрын
ମତେ ଲାଗୁଚି ଏ ନାରୀ ଜଣଙ୍କ ହେତୁ ବାଦି ର ଏକ ଅଂଶ
@pramilasahu2346
@pramilasahu2346 4 ай бұрын
Thanx mam many many thanx👌👍🙌
@dipikanayak5874
@dipikanayak5874 4 ай бұрын
Beautiful presentation!!!!👌👌
@jasobantadas6271
@jasobantadas6271 23 күн бұрын
🎉 good
@srutimohanty7035
@srutimohanty7035 3 ай бұрын
Nic discussion mam
@puspalata6673
@puspalata6673 2 ай бұрын
Right 👍 katha mam
@anj469
@anj469 3 ай бұрын
Great discussion
@bijulisahoo9462
@bijulisahoo9462 4 ай бұрын
Good discussion
@MonaNinu-j6r
@MonaNinu-j6r 6 күн бұрын
କିଏ ଅନୁଭବ ଭାଇଙ୍କ ଫାନ, କିଏ ଶାହରୁଖ ଭାଇ ଙ୍କ ଫାନ, ମୁଁ ଆପଣ ଙ୍କ ଫାନ ଦେବାଶିଷ ଭାଇ, ଆପଣଙ୍କ ଉପସ୍ଥାପନା ମତେ ଭଲ ଲାଗୁଚି
@Sunitavlogs51
@Sunitavlogs51 4 ай бұрын
Absolutely right❤❤
@Satya-pq8vt
@Satya-pq8vt 2 ай бұрын
Very good discussion thank u Mam
@sandeshdas1690
@sandeshdas1690 4 ай бұрын
ନାରୀଶ୍ୱାଧୀନତା ଅର୍ଥ ମାନେ ସଂସ୍କାର କୁ ଭୁଲି କୁସଂସ୍କାର କୁ ଗ୍ରହଣ କରୁଛନ୍ତି
@aparnasahoo637
@aparnasahoo637 2 ай бұрын
Apana thare nari ra jaga ku asi dekhile 😊
@susantabehera5940
@susantabehera5940 Ай бұрын
Mythological concept.....bhuji bhata dia jae karana ama jhia matrutoa labha karipariba sei khusire
@gudisahu3735
@gudisahu3735 2 ай бұрын
I agree your topic👍
@susiljena4219
@susiljena4219 Ай бұрын
🤔right
@malatipurty456
@malatipurty456 4 ай бұрын
Madam sundar Katha kahichanty
@madhusmitalifestyle9860
@madhusmitalifestyle9860 2 ай бұрын
Right 👍
@subhalaxmirout4609
@subhalaxmirout4609 2 ай бұрын
Did , I agree with you❤
@ArabindaSahoo-r5q
@ArabindaSahoo-r5q 2 ай бұрын
Thank you so much for your information
@gudisahu3735
@gudisahu3735 2 ай бұрын
Good topic mam
@ANJANMahapatra-i3q
@ANJANMahapatra-i3q Ай бұрын
Rights sister
@radhashyamratha7343
@radhashyamratha7343 Ай бұрын
Right madam
@swagatikamishra5435
@swagatikamishra5435 4 ай бұрын
Sister u r right
@SasmitaPanda-s4w
@SasmitaPanda-s4w 2 ай бұрын
Very good
@rinadas7867
@rinadas7867 3 ай бұрын
Very good madam
@Agastyakumar8249
@Agastyakumar8249 2 ай бұрын
Right katha madam
@SarojkumarSahu-h7l
@SarojkumarSahu-h7l 3 ай бұрын
Good discussion
@JemamaniOjha
@JemamaniOjha 4 ай бұрын
Absolutely 👌
@RASHMITANAIK-zz3cr
@RASHMITANAIK-zz3cr 4 ай бұрын
Very good discussion sir &madam
@birendrapradhan534
@birendrapradhan534 4 ай бұрын
ଅଧିକ ଶିକ୍ଷୀତ ବାଲା ହି ବେଇମାନ କରନ୍ତି
@sanjuktabiswal1569
@sanjuktabiswal1569 4 ай бұрын
କି ସମୟ ଆସିଲାଣି କେଜାଣି
@subhadrasahu7511
@subhadrasahu7511 3 ай бұрын
​@@sanjuktabiswal1569tu dekhuchu kahinki
@PrajnaPriyadarshaniSahu
@PrajnaPriyadarshaniSahu 4 ай бұрын
Thank you mam....❤❤❤❤
@harekrushnamallik925
@harekrushnamallik925 Ай бұрын
Dhanyawad madam
Jibana Do Chhakire Ashara Alok Ep 441   07 DEC 2024
44:45
Каха и дочка
00:28
К-Media
Рет қаралды 3,4 МЛН
coco在求救? #小丑 #天使 #shorts
00:29
好人小丑
Рет қаралды 120 МЛН
Мен атып көрмегенмін ! | Qalam | 5 серия
25:41
Каха и дочка
00:28
К-Media
Рет қаралды 3,4 МЛН