Police Commissionerate Restricts On DJ During Ganesh Puja In Twin City| DJ Owner Association Protest

  Рет қаралды 418,601

Kanak News

Kanak News

Күн бұрын

Пікірлер: 1 400
@RasmiranjanLenka-bi5xg
@RasmiranjanLenka-bi5xg 2 ай бұрын
Dj stop କରନ୍ତୁ ସରକାର 🙏🏻
@Debabratacreativity
@Debabratacreativity 2 ай бұрын
DJ ବାଜିଲା କୁ ଲୋକ ମରିଯାଇଛନ୍ତି ମଦ ପିଇ ଲୋକ ଦେଲି ମରୁଛନ୍ତି ସେଥି ପ୍ରତି ସରକାର ପ୍ରହୁଷ୍ଟନ ଦେଉଛନ୍ତି 😂😂😂😂
@JagabandhuMalik-ck5fj
@JagabandhuMalik-ck5fj 2 ай бұрын
ଆରେ ମଦ ଯିଏ ପିଉଛି ସିଏ ନିଜେ ହିଁ ମରୁଚି।ଆଉ କେହି ନୁହେଁ।ଡିଜେ ବାଜିଲେ ଆମେ ରାସ୍ତା ଉପରେ ପୋଡିଦେବୁ।
@s.k.raider8647
@s.k.raider8647 Ай бұрын
​@@JagabandhuMalik-ck5fjତୋ ବାଣ୍ଡର ବହୁତପାଣି ଛୁଡି ପୁଅ 😂
@Prasad-zm2np
@Prasad-zm2np Ай бұрын
Nija name re raider ra spelling thik kr first Mulla​@@s.k.raider8647
@amitpatro4508
@amitpatro4508 2 ай бұрын
ଯଦି ଏଇଟା sound system ତେବେ ସେହି sound system ରେ କେବଳ ଭଜନ ପରିବେଷଣ କରନ୍ତୁ, କୌଣସି ସିନେମା ଗୀତ ନୁହେଁ । ନିଜ ସଂସ୍କୃତିକୁ ଆଧୁନିକତା ନାଁ ରେ ଖରାପ କରିସାରିଲେଣି ଏମାନେ ।
@Publicsmaster
@Publicsmaster 2 ай бұрын
ହଁ କି ସଙ୍ଗୀତ ଯିଏ ଗାଉଛି ତାକୁ ବନ୍ଦ କରୁନ
@tarun-zl2vh
@tarun-zl2vh 2 ай бұрын
ସାଉଣ୍ଡ ସିଷ୍ଟମ୍ ବି ଲିମିଟ କ୍ରସ କରୁଛି। ତାହାହିଁ ସାଉଣ୍ଡ ପଲ୍ୟୁସନ୍ ର ମୂଖ୍ୟ କାରଣ
@DineshSethi-km4oy
@DineshSethi-km4oy 2 ай бұрын
To ghare nije sune.bhala heba
@bhabanidas3553
@bhabanidas3553 2 ай бұрын
.କିଏ ଲୋ ଏଇ ଭଦ୍ର ଲୋକ 😅😅😅😂😂😂😂
@merabharatmahan6537
@merabharatmahan6537 2 ай бұрын
Khali dj re polution baki sabu to maa biare pasiki bahari asuchanti
@pramodbehera878
@pramodbehera878 2 ай бұрын
Dj ବାଜିଲେ ଘର ଘରର ଟିଣ ଥରି ଯାଉଛି ।ହୃତରଗି,ବଲଡପେସର,ଆସ୍ତମାରଗି ଯଦି ମରନ୍ତି ତାର ପରିବାରର ଭରଣପୋଷଣ ନେବେ କି ତାର ଲିଖିତ ଦିଅନ୍ତୁ।
@Nityaabhai
@Nityaabhai 2 ай бұрын
ତୁ ବି dakichu ରେ
@amitpatro4508
@amitpatro4508 2 ай бұрын
ପୂଜା ସମୟରେ DJ band ବନ୍ଦ ହେବା ଦରକାର । DJ ଦ୍ଵାରା ପୂଜାର ମହୋଲ୍ ଖରାପ ହେଉଛି । ଏ ସବୁ ଯାକ ମଦୁଆ। ପରିବାର ଭରଣ ପୋଷଣ ପାଇଁ ଅନ୍ୟ କାମ କର, DJ ବନ୍ଦ କର ।
@satyajitdash1138
@satyajitdash1138 2 ай бұрын
Chup maghiya ......tu kn kiye be desha ra mundi bekar Gyan nija mundare rakh to faltu gyana drkr ni auu kahaku
@satyabratasahoo2577
@satyabratasahoo2577 2 ай бұрын
ଛୋଟ ବେଳେ ଆମେ ଘଣ୍ଟା, ଝାଞ୍ଜ, ମୃନ୍ଧୁଙ୍ଗ ବଜେଇ ଭଗବାନ ଙ୍କୁ ବିଶ୍ବଜନ କରୁଥିଲୁ ସେତେବେଳେ ସମସ୍ତେ ଭାଇ ବନ୍ଧୁ ହୋଇ ଗାଁ ରେ ବଞ୍ଚୁଥିଲୁ , ହେଲେ ଯେବେ ଏ ପରମ୍ପରା ବନ୍ଧ କରିଦେଲେ ସେହି ଦିନଠାରୁ ଗାଁ ରେ ଆଉ ଭାଇ ଭାଇ ର ସମ୍ପର୍କ ଆଉ ନାହିଁ (ଜୟ ଜଗନ୍ନାଥ)
@Sibanand-i3e
@Sibanand-i3e 2 ай бұрын
ତୁ କଣ ତାଙ୍କ ପରିବାର ପୋଷିବୁ ହେଇରେ କହୁନୁ
@satyaranjandash388
@satyaranjandash388 2 ай бұрын
Bilkul thik
@satyaranjandash388
@satyaranjandash388 2 ай бұрын
Bilkul ଠିକ
@tarun-zl2vh
@tarun-zl2vh 2 ай бұрын
ଏ ମାନେ ମିଛ କହୁଛନ୍ତି ବୋଲି ନିଜେ ବି ଜାଣି ଛନ୍ତି
@learnwithsoumya6434
@learnwithsoumya6434 Ай бұрын
😂
@chhabisamal6494
@chhabisamal6494 2 ай бұрын
DJ ମାଲିକ ଲେଖିକିଦିଅନ୍ତୁ ଆମସାଉଣ୍ଡରେ ଯଦିକେହି ପ୍ରାଣହାରେ କ୍ଷତିପୂରଣ ୧୦ଲକ୍ଷ ଦେବୁ
@FARMERBOY-v60
@FARMERBOY-v60 2 ай бұрын
Right brother
@Sinusahoowd2dm
@Sinusahoowd2dm 2 ай бұрын
Ek ଦମ୍ ସତ କଥା
@santoshsethi8627
@santoshsethi8627 2 ай бұрын
Right
@satyaranjandash388
@satyaranjandash388 2 ай бұрын
Good aware
@snehalatapadhi17
@snehalatapadhi17 2 ай бұрын
​@@satyaranjandash388right
@Ritik-n4l
@Ritik-n4l 2 ай бұрын
Love from sambalpur Jay maa samlei , Jay odisha Amaku kosal rajya darkar nahi
@srn78610
@srn78610 2 ай бұрын
ଅଲଗା ବିଜନେସ କର।
@rlpapuff1642
@rlpapuff1642 2 ай бұрын
Kou bandaku mg
@odia_status09
@odia_status09 2 ай бұрын
Jemiti ki to stre ku karibaku dabu ... semiti kahuchu
@subhakantadash5420
@subhakantadash5420 Ай бұрын
To bou ku gehibaku jiba samaste
@navinkandulna763
@navinkandulna763 Ай бұрын
aau tahale jou owner 20 -30 lakh sari ki setup baneichanti sei tanka owner ku pheri diantu ta pore owner sei tanka re alga kichi business karibe
@PapuNayak-ci8jp
@PapuNayak-ci8jp Ай бұрын
GOTE SETUP KARA JSNIBA
@jagankumar4899
@jagankumar4899 2 ай бұрын
ଡିଜେ ସମ୍ପୁର୍ଣ୍ଣ ଭାବରେ ଓଡ଼ିଶା ରେ ବ୍ୟାନ ହେବା ଦରକାର ସାଧାରଣ ଲୋକ ଙ୍କ କଥା ଟୁଟାଲ ଭାବୁନାହାଁନ୍ତି । ପିଲାଙ୍କ ପଢା ଅଛି ବୟସ ପ୍ରାପ୍ତ ଲୋକ ଅଛନ୍ତି କାହାର ହାଟ ପ୍ରୋବ୍ଳେମ କିଛି ମାନୁ ନାହାଁନ୍ତି ଛାତିଥରା ସାଉଣ୍ଡ।
@JaganSahani-x4x
@JaganSahani-x4x 2 ай бұрын
To pila jamiti padhiki gota cm haba
@Pitambaraservicesbls
@Pitambaraservicesbls 2 ай бұрын
Bhai odisha re bahut illegal business chali taku band karibaku pratibad kara A DJ pachare kan pai padichha semane ra jaha bi karuchhanti front to front karuchhanti and legal business karuchhanti DJ bala public Manoranjan public demand semane saund dauchhanti odisha age illegal business band kariba pai agaku asa jadi tumara dam achhi
@jagankumar4899
@jagankumar4899 2 ай бұрын
@@JaganSahani-x4x mo pila to pari laphanga nunha ISRO re joining January re kala bujhilu
@jagankumar4899
@jagankumar4899 2 ай бұрын
@@Pitambaraservicesbls jadi besarkari chalichhi sethi pai govt achhi mo dam kn pacharuchhu, tumer achhi ta band karun
@chxdxn
@chxdxn 2 ай бұрын
😂😂isro full form kahilu toh pua jadi isro re jaithanta tu mg ethi gapi nathantu​@@jagankumar4899
@jyotiranjan4311
@jyotiranjan4311 2 ай бұрын
This is only demand and supply chain. ଜନ ସାଧାରଣ ଙ୍କୁ ଏବଂ ସମସ୍ତ ପୂଜା ସଂଘ ଙ୍କୁ ଏତିକି ଅନୁରୋଧ ଆପଣ ମାନେ କୌଣସି ପୂଜା କିମ୍ବା ବାହାଘର କାର୍ଯ୍ୟ ରେ DJ ର ସାହାଯ୍ୟ ନ ନେଇ ଆମ ସଂସ୍କୃତି ଓ ପରମ୍ପରା ଅନୁସାରେ କାର୍ଯ୍ୟ କରିବା ଦରକାର ଯାହା ଦ୍ଵାରା କି ଆମେ ଗୋଟିଏ ଉନ୍ନତ ସମାଜ ଗଠନ କରି ପାରିବା। ଏଥିରେ DJ ମାଲିକ ମାନଙ୍କର କିଛି ଭୁଲ ନାହିଁ, ଆମ ସମାଜ ର ଭୁଲ। ଆମେ ଜନ ସାଧାରଣ ଯଦି କୌଣସି କର୍ଯ୍ୟ ରେ DJ Systems ଉପରେ ନିର୍ଭର ଶୀଳ ହେବା ନାହିଁ, ତାହା ହେଲେ ସମାଜ ରେ DJ Systems ର ଆଉ କିଛି ଆବଶ୍ୟକ ପଡ଼ିବ ନାହିଁ।
@kanhusahufoodchallenge6746
@kanhusahufoodchallenge6746 2 ай бұрын
Mada ta bi band kale bhala heba
@bhubanajena2782
@bhubanajena2782 2 ай бұрын
କେବଳ ପୂଜା ନୁହେଁ , ବର ପ୍ରେସେସନ ପ୍ରଭୁତି , ସମ୍ପୁର୍ଣ୍ଣ ବନ୍ଦ ହେବ। ଦରକାର । DJ କଣ ? ମନପିଇ ନାଚିବା , ସହର , ଗାଁ ପ୍ରଭୁତି ରେ ମାଡପିଟ୍ କରିବା , ଏହା ଦ୍ଵାରା ତ ଅନେକ ପାରମ୍ପାରିକ ବାଜାବାଲାଙ୍କ ପରିବାର ପ୍ରତିପୋଷଣ ବାଧକ ହେଉଛି ।
@niharranjansahoo4704
@niharranjansahoo4704 2 ай бұрын
bhai jaha laguchi tama marriage ta sari jaichi 🤣
@chinmyamahanta140
@chinmyamahanta140 2 ай бұрын
Tu kie re
@bikashranjanbehera9690
@bikashranjanbehera9690 2 ай бұрын
@@bhubanajena2782 right
@djsoumyavlog
@djsoumyavlog 2 ай бұрын
Chup mg
@bikashranjanbehera9690
@bikashranjanbehera9690 2 ай бұрын
@@bhubanajena2782 53 likes, Nice👍, people support this
@udayacreations4843
@udayacreations4843 2 ай бұрын
DJ bajeile kete କଷ୍ଟ ହେଉଛି ବୟସ୍କ ଲୋକ ଙ୍କୁ ପଚାର ଜାଣିପାରିବ 🙏
@kanhanahak6665
@kanhanahak6665 Ай бұрын
Satare😂😂
@satyaranjandash388
@satyaranjandash388 2 ай бұрын
ଡିଜେ ପୁରାପୁରି ବନ୍ଦ କରାଯାଉ
@PabitraswainRaja
@PabitraswainRaja Ай бұрын
Mada🍷 ban hau boli kebe social media re kahichu ..?
@psahu9670
@psahu9670 2 ай бұрын
Good decision by Gov
@Sairanjanpati
@Sairanjanpati 2 ай бұрын
WHO ARE YOU
@Sairanjanpati
@Sairanjanpati 2 ай бұрын
Foolish fellow 🙄
@mithunkisu
@mithunkisu 2 ай бұрын
ଯୋଉମାନେ dj ବନ୍ଦ ପାଇଁ କହୁଛନ୍ତି ସେଇ ମାନେ ତାଙ୍କ ଘରେ Any function program ରେ dj ମଗେଇ ଗାଣ୍ଡି ହଲେଇ dj ଆଗରେ ନାଚନ୍ତି😮😮😮😮😮😮.......
@Smilecloud-m6f
@Smilecloud-m6f Ай бұрын
Semane nije vul
@Smilecloud-m6f
@Smilecloud-m6f Ай бұрын
Ta mane nuhe j sound pollution thik kn malike
@ManaskumarPanda-g5p
@ManaskumarPanda-g5p 2 ай бұрын
ବହୁତ ଭଲ ପାରମ୍ପରିକ ବାଦ୍ୟ ଶହ ମହାମନ୍ତ୍ର କୀର୍ତନ ରେ ଭସାଣି ହେଲେ ସମାଜରେ ସଂସ୍କାର ଆସିବ. ଏବଂ ସମାଜରେ ଯେଉଁ ଅନ୍ୟାୟ ଅତ୍ୟାଚାର ଓ ଭ୍ରଷ୍ଟାଚାର ହେଉଛି ଧୀରେ ଧୀରେ ଈଶ୍ୱର ଙ୍କ କୃପାରୁ ଓ ଧ୍ଵନି ରେ କମିଯିବ
@ManaskumarPanda-g5p
@ManaskumarPanda-g5p 2 ай бұрын
ଡିଜେ ବନ୍ଦ ନିଷ୍ପତି
@FARMERBOY-v60
@FARMERBOY-v60 Ай бұрын
@@ManaskumarPanda-g5p ତୁ ଏତେ ବଡ ପାରମ୍ପରିକ ଭକ୍ତ
@debabratapattnaik9437
@debabratapattnaik9437 2 ай бұрын
Thanks Dcp sir and Cp sir
@hacker00747
@hacker00747 2 ай бұрын
DJ ସବୁଦିନ ପାଇଁ ବନ୍ଦ ହେବା ଦରକାର ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ । ସବୁ ବିଶୃଙ୍ଖଳାର ମୂଳ କାରଣ ହେଉଛି DJ ଏବଂ ମଦ। DJ ବନ୍ଦ ହେଲେ ପାରମ୍ପରିକ ବାଦ୍ୟ ଯନ୍ତ୍ର GROUP ମାନେ ଅଧିକ ଆଗକୁ ଯିବେ ଏହା ଦ୍ବାରା ଆମ ଓଡ଼ିଶାର ଐତିହ୍ୟ,କଳା ଓ ସଂସ୍କୃତି ବାହାର ଦେଶରେ ଆଦୃତ ହୋଇପାରିବ। ମୋର ସମସ୍ତ ଯୁବପିଢି ମାନଙ୍କୁ ଅନୁରୋଧ ନିଜ ଅଞ୍ଚଳରେ ପାରମ୍ପରିକ ବାଦ୍ୟଯନ୍ତ୍ର ମାନଙ୍କୁ ଆଗକୁ ସୁଯୋଗ ଦିଅନ୍ତୁ ସେମାନେ କେବଳ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ 500,1000 ମଜୁରିରେ ଆପଣଙ୍କର କୌଣସି ଶୁଭ କାର୍ଯ୍ୟରେ ବାଦ୍ୟ ପରିବେଷଣ କରୁଛନ୍ତି କିନ୍ତୁ DJ ମାଲିକମାନେ ଗୋଟିଏ ଗୋଟିଏ ରାତିକୁ ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ବ DEMAND କରୁଛନ୍ତି। ଆଉ ବର୍ଷକୁ ବର୍ଷ ଗୋଟିଏ ଗୋଟିଏ SETUP କରି ଚାଲିଛନ୍ତି। DJ ବାଜିବା ଦ୍ଵାରା ସେ ପାଖାପାଖି ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି ।ପିଲାମାନେ ପାଠ ପଢ଼ି ପାରୁନାହାଁନ୍ତି ଏମିତି ବହୁତ କାରଣ ଅଛି। ସମସ୍ତ ଯୁବପିଢି ଆଗେଇ ଆସନ୍ତୁ ଆମେ ଏକ ଶାନ୍ତ ,ସୁସ୍ଥ ଆଉ ସୁନ୍ଦର ସମାଜ ଗଠନ ଉପରେ ଗୁରୁତ୍ୱ ଦେବା । ଜୟ ଜଗନ୍ନାଥ ❤🙏
@DJYZONEE
@DJYZONEE 2 ай бұрын
To bau bia bedha chhua
@satyasahoo920
@satyasahoo920 2 ай бұрын
Tu kiere maa Ghia. Tu kn India ra pm . Chhoda muhan chal to gharaku
@Peikadehury
@Peikadehury 2 ай бұрын
To bou bia re giha
@kanhusahufoodchallenge6746
@kanhusahufoodchallenge6746 2 ай бұрын
Sala mobile band karunu. Mobile bi ama samajaku kharap karuchi. Kn kariparibu. Gandi re dam nai
@djsoumyavlog
@djsoumyavlog 2 ай бұрын
Chal mg😂
@dasavatarnihar
@dasavatarnihar 2 ай бұрын
Best step from government
@FARMERBOY-v60
@FARMERBOY-v60 2 ай бұрын
Odisha ରେ ଯଦି DJ ban ହେଇଗଲେ ଭଲ ହୁଅନ୍ତା ଗାଡ଼ିରେ ଯେତିକି sound ଲାଗିବ ତାପରେ over ଲୋଡ କରୁଛନ୍ତି
@prakashmeher1767
@prakashmeher1767 2 ай бұрын
ଡିଜେ ସାଉଣ୍ଡ ଛୋଟ ଛୋଟ ପିଲାମାନଙ୍କ ପାଇଁ ବହୁତ ଖରାପ ଡିଜେରେ। ( ବେସ୍ ପିନ ) ପୁରା ବନ୍ଦ କରନ୍ତୁ
@nabakishoresahoo5712
@nabakishoresahoo5712 2 ай бұрын
ତମ ଘରେ ବାଜାଅ I ତମ ସ୍ତ୍ରୀ ଓ ପୁଅ ଝିଅ ମାନଙ୍କୁ କେମିତି ଲାଗିଲା ପଚାରି ସାରି ମନ୍ତବ୍ୟ ଦିଅ l ଡିଜେ ଵାଲା ପ୍ରବଳ ଗାଲୁଆ l
@deejay_X_Rasmi
@deejay_X_Rasmi 2 ай бұрын
Haire tanku 1 crore dabu tu dabu jadi dj ban haba
@forgetforget8557
@forgetforget8557 2 ай бұрын
Good design by DCP
@Sibanand-i3e
@Sibanand-i3e 2 ай бұрын
ହେଇରେ ମାଘିଆ ଭଦ୍ର ଗେହି ଛୁଆ
@darlingmadhab8818
@darlingmadhab8818 2 ай бұрын
​@@deejay_X_Rasmi ତୋ ପରିବାର କିଏ ମଲେ ତୁ ଥେଇ ଥେଇ ହେବୁ 🤣
@deejay_X_Rasmi
@deejay_X_Rasmi 2 ай бұрын
@@darlingmadhab8818 mu kn kahili dj rakha boli dj ban kara kintu Malika mananku Paisa dabuki annn
@santoshkumarmishra2620
@santoshkumarmishra2620 2 ай бұрын
Govt ଏ ବାବଦରେ Tollfree No ଦିଅନ୍ତୁ. ଗାଁ ଗହଳିରେ ଏତେମାତ୍ରା ରେ DJ ବାଜୁଛି ଯେ ଘର କାନ୍ଥ ଭାଙ୍ଗି ଫାଟି ଯାଉଛି. ଏହାର ପ୍ରମାଣ ଅଛି. ଅନେକ ଲୋକ ମରିଛନ୍ତି. ଯଦି କେଉଁଠି ବାଜେ ଲୋକମାନେ Police ବା Tollfree କୁ Phone କରିପାରିବେ.
@villagepopulerfunnymaafia5533
@villagepopulerfunnymaafia5533 2 ай бұрын
Tama marriage dj bahinahi ki😂😂
@sadboysanju5558
@sadboysanju5558 2 ай бұрын
To bou marini ta😂😂😂
@ManguliMallik-vj3sg
@ManguliMallik-vj3sg 2 ай бұрын
D J ସାଉଣ୍ଡ ବ୍ୟନ୍ କରା ଯାଉ
@abhiabhi2511
@abhiabhi2511 2 ай бұрын
ବହୁତ ଭଲ ଡିସିସନ ଡ଼ି ଜେ ବନ୍ଦ ହେବା ଦରକାର.... ଏମାନେ କେହି ବି ମାନୁ ନାହାନ୍ତି
@SR_SanjayCreation
@SR_SanjayCreation 2 ай бұрын
ସାରା ଓଡିଶାରେ dj ବନ୍ଦ କରାଯାଉ
@subhamkingof8122
@subhamkingof8122 2 ай бұрын
First Ben alcohol __ second ban drugs __third band rape case then come to ban DJ ok 😡😡😡😡😡😡😡😡😡😡😡😡😡😡😡
@subhamkingof8122
@subhamkingof8122 2 ай бұрын
ଵିଆ
@SR_SanjayCreation
@SR_SanjayCreation 2 ай бұрын
@@subhamkingof8122 ତୋ ମା ବିଆ
@sgrwealth271
@sgrwealth271 2 ай бұрын
​@@subhamkingof8122ଆରେ ମୂର୍ଖ Alcohol ଯିଏ ଖାଇବ ସିଏ ମରିବ। DJ ବଜେଇ ଅନ୍ୟ ମାନଙ୍କୁ ହଇରାଣ କାହିଁକି କରିବ ତମ ର ଯଦି ଏତେ ଇଚ୍ଛା ନିଜ ଘରେ ବଜାଅ।
@Andrew-x6m8w
@Andrew-x6m8w 2 ай бұрын
Kou banda ku
@KumarJen-c8l
@KumarJen-c8l 2 ай бұрын
Dj should be banned in all Odisha permanently
@satyanarayanakirtanmandali3307
@satyanarayanakirtanmandali3307 2 ай бұрын
DJ ବନ୍ଦ ହେବା ଦରକାର ଭାଇରଶନ ବହୁତ ହଁ ଅଛି ହାଟା ଆଟାକ ମୁଖ୍ୟ କାରଣ
@RAJENDRASINGH-vy8uz
@RAJENDRASINGH-vy8uz 2 ай бұрын
6:46
@Dj_Anitya
@Dj_Anitya 2 ай бұрын
Hnn Hnn Vibration Re Tame Marijaithila 😂😂😂
@SkCreation124
@SkCreation124 2 ай бұрын
Tora Attack haithila ki
@BibekBhoi-g4y
@BibekBhoi-g4y 2 ай бұрын
Mg 😂😂😂 to bou ku jadi codibi mu ta pare dj banda haba 😂😂
@Mkc_2.0_official
@Mkc_2.0_official 2 ай бұрын
😂😂😂​@@BibekBhoi-g4y
@vikramkesharibehera1616
@vikramkesharibehera1616 2 ай бұрын
Total DJ ବନ୍ଦ କରି ଦିଆ ଯାଉ, ଆଗରୁ ଯେମିତି ଢୋଲ ବାଦ୍ୟ ଥିଲା ସେମିତି ଚାଲୁ, DJ ବଜେଇଲେ ଗାଁ ହେଉ କି ସହର ରେ ମଧ୍ୟ Heart Attack ରେ ଲୋକ ଏବଂ ଛୋଟ ପିଲାମାନେ ମଧ୍ୟ ମରି ଯାଉଛନ୍ତି, ବାଜିଲା ବେଳେ କେହି ଶୁଣୁ ନାହାନ୍ତି, ତେଣୁ ବନ୍ଦ କରିଦିଅନ୍ତୁ
@bikashranjanbehera9690
@bikashranjanbehera9690 2 ай бұрын
ବନ୍ଦ ହେବା ଦରକାର ନହେଲେ ବର୍ବାଦ ହେଇଯିବେ ଲୋକେ
@kelvinsquare9146
@kelvinsquare9146 2 ай бұрын
But wine ,whisky ,ganja should not be ban???
@__badboy__5954
@__badboy__5954 2 ай бұрын
To bou bia
@subashchandra8928
@subashchandra8928 2 ай бұрын
Elections re kouthi thila
@AkashPradhan-td3wg
@AkashPradhan-td3wg 2 ай бұрын
Tate gandi mariba
@Chandu-w9j
@Chandu-w9j 2 ай бұрын
Bhai Tamar kn problem hauchi 😅
@bijayakumarmohanty8180
@bijayakumarmohanty8180 2 ай бұрын
I am Dr Mohanty say that Dj should be banned permanently .
@prasantapanda1703
@prasantapanda1703 2 ай бұрын
ପ୍ରକୃତ ଡିଜେ ମଣିଷକୁ ବହୁତ ପ୍ରଭାବିତ କରୁଛି, ଡିଜେ କୁ ସମ୍ପୂର୍ଣ ବନ୍ଦ କରିବା ଦରକାର, ପରିବାର ଜୀବନ ଜୀବିକା କଥା କଣ କହୁଛ କଣ ଯେତେବେଳେ ଡିଜେ ନଥିଲା ସେତେବେଳେ ତମ ପରିବାର ଖାଇବାକୁ ପାଉନଥିଲେ
@rupalibeautylifestylevlog
@rupalibeautylifestylevlog 2 ай бұрын
Tame dj Malika nku posiba ki....
@swaineventserasamajagatsin1448
@swaineventserasamajagatsin1448 2 ай бұрын
Odisha re dj ban hele bahut bada andolana haba total sound bajibani.meeting hau ki bahaghara etc
@rlpapuff1642
@rlpapuff1642 2 ай бұрын
Mg sarkar chakiri bala dj bajila bele ghare soipade😂
@prasantapanda1703
@prasantapanda1703 2 ай бұрын
​@@swaineventserasamajagatsin1448ଯେତେବେଳେ ଡିଜେ ନଥିଲା ସେତେବେଳେ କଣ ମିଟିଙ୍ଗ ହେଉ ନଥିଲା କି, ମାଇକ ବାଜିବ,
@prasantapanda1703
@prasantapanda1703 2 ай бұрын
​@@rupalibeautylifestylevlogମାଲିକ କଣ ମତେ ପଚାରିକି ଡିଜେ କରିଥିଲେ କି, ଡିଜେ ସାଉଣ୍ଡ ଟା ମଣିଷ ଦେହରେ କେତେ ପ୍ରଭାବ ପକାଉଛି ଜାଣିନ ବୋଧେ
@subhamkingof8122
@subhamkingof8122 2 ай бұрын
First Ben alcohol __ second ban drugs __third band rape case then come to ban DJ ok 😡😡😡😡😡😡😡😡😡😡😡😡😡😡😡
@gopinathchampia
@gopinathchampia 2 ай бұрын
👍
@RsradhaSahoo
@RsradhaSahoo 2 ай бұрын
👍
@sambitjena6743
@sambitjena6743 Ай бұрын
drugs are already banned .. rape is already banned or illegal .. ta jiye drugs kimba rape kariba jail jiba .. ta kara jau mane kana nahin ki ? Ebe DJ ban kara gala bhala hela
@RasmiranjanLenka-bi5xg
@RasmiranjanLenka-bi5xg 2 ай бұрын
Dj stop ହେବା ଦରକାର ପୁରା ଓଡ଼ିଶା ରେ
@banambarsahu806
@banambarsahu806 2 ай бұрын
Bahaghara re kn chali chali paleibu
@banambarsahu806
@banambarsahu806 2 ай бұрын
Dj bajibo
@binayabiswal5147
@binayabiswal5147 2 ай бұрын
ବନ୍ଦ ହବା ଦରକାର
@sanam151
@sanam151 2 ай бұрын
Dj ବନ୍ଦ କର ତମ ମାନଙ୍କ ପାଇଁ ବହୁତ ମୂଲ୍ୟବାନ ଜୀବନ ଚାଲିଯାଉଚି..
@deejay_X_Rasmi
@deejay_X_Rasmi 2 ай бұрын
Tama kahiba ra artha Kan nai nai public mada pi kahibe sound badhaa au eine heart present male dosa Malika nkara
@srikanta671
@srikanta671 2 ай бұрын
​@@deejay_X_Rasmiମଦ ପିଇବା ନିଜ ଇଛାରେ,,,ସେ ମରିବ,,,
@SusantMunda-e3f
@SusantMunda-e3f 2 ай бұрын
Road re ete accident heiki kete Luka maruchanti Sethi prati kaha najar nai dj bajile Luka maruchanti kuadu asucha sabu
@santoshswain9686
@santoshswain9686 2 ай бұрын
Dj.stop.super.desison.goverment.right
@subhamkingof8122
@subhamkingof8122 2 ай бұрын
First Ben alcohol __ second ban drugs __third band rape case then come to ban DJ ok 😡😡😡😡😡😡😡😡😡😡😡😡😡😡😡
@BabulDas-q5x
@BabulDas-q5x Ай бұрын
ଯେଉଁ ମାନଙ୍କର dj ଅଡ଼ୁଆ କରୁଛି ସେମାନେ dj ମାଲିକ ଙ୍କୁ ଭରଣ ପୂଷଣ କରନ୍ତୁ
@amritadas9559
@amritadas9559 2 ай бұрын
Dj should be banned permanently
@kelvinsquare9146
@kelvinsquare9146 2 ай бұрын
Why?? Who has already invested what will they do??You will brought up them??
@kelvinsquare9146
@kelvinsquare9146 2 ай бұрын
Out of state people are also same as we are..but in our state there is so much restrictions...but the limit should be kept...
@cricket.669
@cricket.669 2 ай бұрын
Bando bann hebo
@sahilcreations8361
@sahilcreations8361 2 ай бұрын
Achaa.. but clg re dj bajile jou gandi dekhei nacho seita kuha ban hba darkar?!
@papu60457
@papu60457 2 ай бұрын
Right
@MithunNaik-ju3tb
@MithunNaik-ju3tb 2 ай бұрын
ଯଦି ଯେଉଁ ଲୁକ dj ସାଉଣ୍ଡ ରେ ମରିଯିବେ ତାହେଲେ dj ମାଲିକ କ୍ଷତି ପୂରଣ ଦେବେ
@swagatswain2384
@swagatswain2384 2 ай бұрын
It is a welcoming job by police....sound pollution is very denger....people die in heartattack.
@tapannayak4187
@tapannayak4187 2 ай бұрын
DJ ବାଜୁ, କିନ୍ତୁ ମାଲିକ ମାନେ ଲେଖନ୍ତୁ କ୍ଷତିପୂରଣ ଦେବେ।
@alokkumardash2679
@alokkumardash2679 2 ай бұрын
ଡିଜେ ସମ୍ପୂର୍ଣ ବନ୍ଦ ହେବା ଦରକାର
@hdgamer6617
@hdgamer6617 Ай бұрын
Tama ichha re dj stop haba 😂
@DjChandanOstapur
@DjChandanOstapur Ай бұрын
Dj ର ସବୁ ଜିନିଷ ନେଇ ଥାନା ଆଗରେ ରଖି କି ଧାରଣା ଦିଅନ୍ତୁ । ସରକାର ଏହାର ମୂଲ୍ୟ ଦିଅନ୍ତୁ ।
@sureshnayak5817
@sureshnayak5817 2 ай бұрын
DJ should be banned
@s.k.raider8647
@s.k.raider8647 Ай бұрын
ପଥମେ ମଦଟାକୁ ବଦ୍ଦକର ସେଟାକୁ ବଦ୍ଦକରିପାରିବନି କାହିକିନା ବାଣ୍ଡର ଜୁର୍ ନାଇିଁ । ମଦ ପିଇକି ଲୁକକୁ ହାନିଦଉଚନ୍ତି ଝିଅ ମାନକୁ ରେପ୍ କରୁଚନ୍ତି । ତେଣୁ ସରକାର ପଥମେ ମଦ ବଦ୍ଦକର ତାପରେ ଅାଉୁ ଜାହା ବଦ୍ଦକରିବ 🤗🤗
@BADRINARAYANDAS-x5f
@BADRINARAYANDAS-x5f 2 ай бұрын
DJ ରେ vibrretar ବି ଲାଗୁଛି ଏମାନେ କହିବୁଲାନ୍ତି ମୋ saund ଗାଣ୍ଡୀ ସର୍ଟ କଡିଦେବ ମୋ saund ବଜିଲାବେଳେ ବାଣ୍ଡରୁ ମନକୁ ବହରିଯିବ ଏବେ ସେଇ ସାଉଣ୍ଡ କୁ ନିଜ ଗାଣ୍ଡିରେ ପୁରା
@merabharatmahan6537
@merabharatmahan6537 2 ай бұрын
To gandi kn pai fatuchi
@kelvinsquare9146
@kelvinsquare9146 2 ай бұрын
Bhai sound spelling thik se lekh ta pare objection karibu
@sumitchand305
@sumitchand305 2 ай бұрын
Slang use karani.. mind language
@BanitaSethi-l1h
@BanitaSethi-l1h 2 ай бұрын
School jainathiba bahi dekhi nathiba murkha
@BADRINARAYANDAS-x5f
@BADRINARAYANDAS-x5f 2 ай бұрын
@@BanitaSethi-l1h sound ଭୁଲ କିନ୍ତୁ ତା ତଳକୁ banda thik ଅଛି ତାକୁ ଟିକେ ଧ
@pradeeppatra2655
@pradeeppatra2655 2 ай бұрын
ବହୁତ ଭଲ ହୋଇଛି ।
@anjanpatra4745
@anjanpatra4745 2 ай бұрын
Thanks dcp
@DeepkamalSwain
@DeepkamalSwain 2 ай бұрын
ଅତି ସୁନ୍ଦର ପଦକ୍ଷେପ, ସମ୍ପୂର୍ଣ୍ଣ ଓଡ଼ିଶା ରେ dj band କରାଯାଉ.
@jayantaswain8686
@jayantaswain8686 2 ай бұрын
Dj ବିକି ଦିଅ ଓଡିଶାରେ ବାଜିବନି ତମେ ଅଲଗା କାମ କର
@desipila09
@desipila09 2 ай бұрын
Tame douna jete invest karichhu
@subhamkingof8122
@subhamkingof8122 2 ай бұрын
First Ben alcohol __ second ban drugs __third band rape case then come to ban DJ ok 😡😡😡😡😡😡😡😡😡😡😡😡😡😡😡
@rajmanoj589
@rajmanoj589 2 ай бұрын
Bhai gandi re dam achhi odisha re mada band kariki kahila,,4 t box re ame kama karibu puni aahuri ama peta re goitha mariba
@prabinaswain4224
@prabinaswain4224 2 ай бұрын
​@@rajmanoj589Au kan kichi kama nahin
@chinmyamahanta140
@chinmyamahanta140 2 ай бұрын
Tu kinibi ki
@parthapatnaik
@parthapatnaik 2 ай бұрын
Stop DJ in marriages also
@parsuramparsuram2053
@parsuramparsuram2053 2 ай бұрын
Pura DJ band karo sar
@subhamkingof8122
@subhamkingof8122 2 ай бұрын
First Ben alcohol __ second ban drugs __third band rape case then come to ban DJ ok 😡😡😡😡😡😡😡😡😡😡😡😡😡😡😡
@subhamkingof8122
@subhamkingof8122 2 ай бұрын
ତୋ ବାପା ବିଆ
@DJRAJABBSR
@DJRAJABBSR 2 ай бұрын
To maa ku kaha to bapa gehinbaku band kariba nahele to vali chua janma hauchanti. Ta pare dj band haba
@subhamkingof8122
@subhamkingof8122 2 ай бұрын
@@DJRAJABBSR right bro
@SushilJani-f4f
@SushilJani-f4f 2 ай бұрын
କମ୍ sound DJ ବାଜିବା ଦରକାର୍ ବେଶି sound ବଜାଇଲେ ....ଛୋଟ ଛୁଆ, ବୁଢ଼ା, ବୁଢ଼ି, ଆହୁରି ଅନେକ୍ ଲୋକଙ୍କୁ କ୍ଷତିକରୁଛି ଭାଇ ଧିରେ ଧିରେ ତାର୍ ହିସାଭେ ବଜାଲେ ଚଲ୍ ବା🙏
@pgayatrirout2326
@pgayatrirout2326 2 ай бұрын
Total band kara jau dj
@haranarayanparida2366
@haranarayanparida2366 2 ай бұрын
ଭଲ ନିଷ୍ପତି । DJ ବାଜିବା ଦ୍ଵାରା ଛୋଟ ଛୁଆ,ହୃଦ ରୋଗୀ ଙ୍କ ପ୍ରତି ବହୁତ୍ ବିପଦ
@sanjayanaik-n9s
@sanjayanaik-n9s 2 ай бұрын
କିଏ ଯଦି heart attack hele ନିଜେ ଦାଇ ହୁଅନ୍ତୁ
@arjunbehera1398
@arjunbehera1398 2 ай бұрын
ଓଡିଶା ସରକାର ଙ୍କୁ ବହୁତ ବହୁତ ଧନ୍ୟବାଦ 👍👍👍 ବହୁତ ଭଲ ପଦକ୍ଷେପ ନେଇଛନ୍ତି । DJ ଦ୍ୱାରା ବହୁତ ସମସ୍ୟା ର ସମ୍ମୁଖୀନ ହେବାପାଇଁ ପଡୁଥିଲା ଜୟ ଜଗନ୍ନାଥ 🙏🙏🙏
@jitendranayak3569
@jitendranayak3569 2 ай бұрын
Band haba darkar
@alokagarnaik4511
@alokagarnaik4511 2 ай бұрын
Jay shree ganesh 🙏🌼🌼🙏
@kshirodchandrabehera6838
@kshirodchandrabehera6838 2 ай бұрын
ଡିସିପି ସାର ଉଚିତ ପଦକ୍ଷେପ ନେଇଛନ୍ତି
@GolakhachandrajethiGolak-vk6ri
@GolakhachandrajethiGolak-vk6ri 2 ай бұрын
Bahut bhal ହୋଇଛି ଆଉ କିଛି ବିକଳ୍ପ ବାହାର କରନ୍ତୁ
@alokkumardash2679
@alokkumardash2679 2 ай бұрын
ପୋଲିସ ବାବୁ ଙ୍କୁ ଅନୁରୋଧ ଡିଜେ ସମ୍ପୂର୍ଣ ବନ୍ଦ କରନ୍ତୁ
@subhamkingof8122
@subhamkingof8122 2 ай бұрын
First go to ban alcohol then come to comment ବିଆ
@educationworld1606
@educationworld1606 2 ай бұрын
​@@subhamkingof8122DJ albat band heba
@educationworld1606
@educationworld1606 2 ай бұрын
​@@subhamkingof8122tame DJ bajeiba au loka maribe na kn
@AttitudeboySushant
@AttitudeboySushant 2 ай бұрын
Kanie aagaru kouthi gandi marau thilu mgc 😈😡😡😡😡😡
@artistbandita7867
@artistbandita7867 2 ай бұрын
ଆଗରୁ dj ନଥିଲା।ଲୋକ ରୋଜଗାର କରୁ ନଥିଲେ।ଏଇ ଚୋପା dj ବଜେଇ ରୋଜଗାର କରୁଛ ନା ଲୋକଙ୍କୁ ମାରିବା ବାକୁ ପ୍ରୟାସ କରୁଛନ୍ତି। ଏଇ dj ବାଲା ଲୋକ ମଲେ କ୍ଷତି ପୂରଣ ଦେବେ। ଚୋପା dj କୁ ଚୋପା ବୈଜ୍ଞାନୀ କ ବାହାର କରିଥିଲା।ଖାଲି ହାବୁଡେ ପଡ଼ିଲେ ଚୋପା ଭଳି ଛେଚା ଦରକାର।ଚୋପା dj
@manoranjanbarik3754
@manoranjanbarik3754 2 ай бұрын
I support the DCP sir decession. Old music system play Kara.
@lipundas2869
@lipundas2869 2 ай бұрын
Sala bhari old bala tu
@santoshsethi8627
@santoshsethi8627 2 ай бұрын
ବହୁତ ବହୁତ ଧନ୍ୟବାଦ D G ସାର ଡିଜେ ବନ୍ଧ କରିଥିବାରୁ
@damodarmishra1124
@damodarmishra1124 2 ай бұрын
DJ should be banned due to high sound pollution.
@souvagyaprusti3170
@souvagyaprusti3170 2 ай бұрын
ଧନ୍ୟବାଦ ହେ ପ୍ରଭୁ, ପୁରା ବନ୍ଦ କରାହେଉ 🙏🏻🙏🏻🙏🏻🙏🏻
@dilipkumarmaliklipu6330
@dilipkumarmaliklipu6330 2 ай бұрын
Gote 2 ta dj bajeiki. 50.000.......... 1 lakh thaki ki nou chanti.. Dj re bala achhi........ Kain box 📦fonel bajeiki mahol karuna... Dj naa mo bala..
@bapi00-d2s
@bapi00-d2s 2 ай бұрын
ପାରମ୍ପରିକ ବାଜା ରେ ପୂଜା କୁ ସୁନ୍ଦର କରାଯାଉ ସାଉଣ୍ଡ ଯୋଗୁଁ କେତେ ଲୋକ ଙ୍କ ଜିବନ ଯାଉଛି ।
@Justanordinaryman6
@Justanordinaryman6 Ай бұрын
Dj is good for entertainment
@BasantaMurmu-o7b
@BasantaMurmu-o7b 2 ай бұрын
ଏଥର ଘଣ୍ଟ, ଢୋଲ, ମହୁରୀ ରେ ଭସାଣୀ ହେବ 😁 ମାଳିକା କଥା:- ଖାକି ପକେଟ୍ ଗରମ ହେଲେ dj ସମ୍ଭବ 😂
@fly_with_it
@fly_with_it 2 ай бұрын
ଏଇ ଡ DJ ଗୁଡ଼ ଆଗ ବନ୍ଦ କରିବା ଦରକାର । ଅଯଥା ଶବ୍ଦ ପ୍ରଦୂଷଣ ଆଉ ଛାତି ଥରେଇଲା ପରି ଶବ୍ଦ ହଉଛି ।
@bbs.6556
@bbs.6556 2 ай бұрын
It's a good news for all peoples
@rajpatinandinibanua6320
@rajpatinandinibanua6320 2 ай бұрын
Sabu jilare dj sound band karantu DSP sir is correct i salute him
@jadunathsahoo6260
@jadunathsahoo6260 2 ай бұрын
DJ ବନ୍ଦ୍ କର
@subhamkingof8122
@subhamkingof8122 2 ай бұрын
ବିଆ ବିଆ go first ban alcohol ମଗୀୟ
@jadunathsahoo6260
@jadunathsahoo6260 2 ай бұрын
@@subhamkingof8122 first your language thik kara... then reply karibu...mo view deli.. Tora kaain fatila
@gourangacharanmaharana9161
@gourangacharanmaharana9161 2 ай бұрын
DJ ପାଇଁ ଅନେକ ହୃଦ୍ ରୋଗୀଙ୍କ ଜୀବନ ଯାଇଛି। ଏ କି ପ୍ରକାର ଆନନ୍ଦ ଯେଉଁ ଥିରେ ଅନ୍ୟ ଜୀବନ ଚାଲି ଯାଉଛି।
@KunjalataSahu-g8r
@KunjalataSahu-g8r 2 ай бұрын
ଏହିଠାରେ କେତେଜଣ ଭଦ୍ର ଦେଖେଇହେଉଛନ୍ତି କିନ୍ତୁ ସେମାନେ ନିଜେ ନାଚୁଥିବେ ପୂଜା ସମୟରେ 😂😂
@narayansethi2264
@narayansethi2264 2 ай бұрын
Right 👍 Jadi bajiba vibration wala na heba uchit Good decision
@nabaghananaik7953
@nabaghananaik7953 2 ай бұрын
Mu apana manku full support..Sarkar DJ kini pariba nahi kinile bajei deuni
@Purusottammahanta-c9b
@Purusottammahanta-c9b 2 ай бұрын
ଡିଜେ ତୁରନ୍ତ ବନ୍ଦ କରନ୍ତୁ
@KARTIKAGOCHHAYAT
@KARTIKAGOCHHAYAT 2 ай бұрын
BDK Ganesh puja (dubel setup POWER MUSIC)💥 asiba
@pmusic4794
@pmusic4794 2 ай бұрын
ଅସୁରାଳି ରେ DJ ବାଜିବ ସିଏ ଫୁଣି West Bengal DJ (❤only Bengal dj) କଣ କରିବ ଦେଖିବା ବାଳ ଉପାଡିବ 🖕🖕🖕
@DhirendraBhola
@DhirendraBhola 2 ай бұрын
Right order of DCP SIR
@nathnath878
@nathnath878 2 ай бұрын
ଭୋଟ ପଚାର ବେଳେ ଯୋଉ ବାଜୁଥିଲା ସାଉଣ୍ଡ DCP sir କୁଆଡେ ଯାଇଥିଲେ
@sadboysanju5558
@sadboysanju5558 2 ай бұрын
Sabu dj bajiba DCP marriage dj bajiba apana mane khushi ta
@narajtokabiju9248
@narajtokabiju9248 Ай бұрын
Na bhai dj ban kara
@ananda6789
@ananda6789 2 ай бұрын
ଡିଜେ ଶବ୍ଦ ପ୍ରଦୂଷଣ କରୁଛି ଏହା ବନ୍ଦ କରାଯିବା ଉଚିତ
@bapi00-d2s
@bapi00-d2s 2 ай бұрын
Right decision by commissionerate Specially heart patients suffering from DJ
@subhamsasmal8096
@subhamsasmal8096 2 ай бұрын
ଯେତେବେଳେ dj ବାହାରିନଥିଲା ସେତେବେଳେ ତ ପୁଣି ଅନ୍ୟ ରୋଜଗାର କରି ପରିବାର ଚଳାଉ ଥିଲ ଏବେବି ସମୟ ଅଛି ଟେଣ୍ଟ & ସାଉଣ୍ଡ ଲାଇଟ ରେ ରୋଜଗାର କରି ପରିବାର ଚଳାଉଛନ୍ତି ଥରେ ଭାବନ୍ତୁ ଗୋଟିଏ ଘରେ ଜନ୍ମ ହୋଇଥିବା ନବଜାତ ଶିଶୁର ଏବଂ ଘରେ ରୋଗ ଶଯ୍ୟା ରେ ପଡ଼ିଥିବା ବୃଦ୍ଧ ଲୋକର ହାର୍ଟବିଟି କେତେ କମଜୋର ହୋଇଥିବ ତାଙ୍କ ଆଗରେ ଯଦି ଗୋଟିଏ dj ସାଉଣ୍ଡ ବାଜିବ ତାଙ୍କର ଅବସ୍ଥା କଣ ହେବ କାରଣ ତାଙ୍କର ତ ପାଟି ଫିଟୁନଥିବ କିମ୍ବା ଗୋଡ଼ାହାତ ଚଳୁନଥିବ ସେମାନଙ୍କର ସେହିଠାରେ ହିଁ ଛଟପଟ ହୋଇ ଜୀଵନ ଚାଲିଯାଇଥିବ ଏକଥା କୁ ଟିକିଏ ଥରେ ଭାବନ୍ତୁ ଗୋଟିଏ dj ସାଉଣ୍ଡ ଯୋଗୁ କାହାର ଜୀବନ ଚାଲିନଯାଉ ରୋଜଗାର ପାଇଁ ଆମମାନଙ୍କ ପାଇଁ ଅନେକ କିଛି ବାଟ ଅଛି 🙏🏻🙏🏻"ଗୋଟିଏ ମଣିଷ ତାର ପରିବାର ପାଇଁ ପ୍ରତିଟି ଜୀବନ କେତେ ମୂଲ୍ୟବାନ"
@NirmalMohanty-nj2uj
@NirmalMohanty-nj2uj 2 ай бұрын
ଡ଼ିଜେ ସମ୍ପୁନ ବନ୍ଦ ହେବା ଦରକାର ମଣିଷ ଠାରୁ ଗାଈ ଗେ। ରୁ ବି ମରୁଛନ୍ତି ଏ ସବୁ ଗାଲୁଆ ମଫସଲ ଏରିଆରେ ଭାରି ଉପଦବ ହେଉଛନ୍ତି
@tunaadabar8902
@tunaadabar8902 2 ай бұрын
DJ କେବଳ ଗଣେଶ ପୂଜା ପାଇଁ ବନ୍ଦ କରା ଯାଇଛି କି ସମସ୍ତ କାର୍ଯ୍ୟକ୍ରମ ପାଇଁ ବି ବନ୍ଦ କରା ଯାଇଛି ???
@bibekanandamishra331
@bibekanandamishra331 2 ай бұрын
D J SOUND ବନ୍ଦ ହୋଇଛି ବହୁତ୍ ଭଲ ହୋଇଛି ଏଥିରେ ବହୁତ୍ ଶରୀର କ୍ଷତିକାରକ ହେଉଛି।
@bideshipardhan2381
@bideshipardhan2381 2 ай бұрын
ଅଲଗା ବ୍ୟବସାୟ କରି ପରିବାର ପସନ୍ତୁ ତା ନହେଲେ ଯୋଉ ଲୋକର କ୍ଷତି ହେବ ତାଙ୍କୁ 10ଲକ୍ଷ ଦେବେ ଲେଖି କି ଦିଅନ୍ତୁ
@sunilpanda1665
@sunilpanda1665 2 ай бұрын
ଭୁଲ୍ କଥା, ନିୟମ ତା ବାଟରେ, ଏମାନେ ଏମିତି ବଜଉଛନ୍ତି ଯେ ଛାତିରୁ କଲିଜା ଖସେଇ ଦେବ। ଟୋଟାଲି ବନ୍ଦ କରି।
@c_pro_gaming2141
@c_pro_gaming2141 2 ай бұрын
Dj sound କିମ୍ବା dj light ରେ ଜଦି କୌଣସି ବ୍ୟକ୍ତି କିମ୍ବା ପଶୁ ପକ୍ଷୀ ଙ୍କ ଅଘଟଣ ହୁଏ, ତାହାଲେ ସେ ପାଇଁ dj ମାଲିକ ଦାଈ ରହିବେକି, ଆଉ ସର୍ବଚ କେତେ ସାହାଯ୍ୟ କରିପାରିବେ
@biswajitmohanty143
@biswajitmohanty143 2 ай бұрын
Very good decision of commissionerate police....
@SANJU91430
@SANJU91430 2 ай бұрын
ଏ ବାଳ ଡିଜେ ପାଇଁ ବହୁତ ଲୋକ ହୃଦଘାତ ରେ ପ୍ରାଣ ହରଉଛଅନ୍ତି ସରକାର ବେନ କରୁ ଏ ଡିଜେ କୁ. 😡😡
@chiranjitbehera2628
@chiranjitbehera2628 2 ай бұрын
ସମସ୍ତେ ବଞ୍ଚନ୍ତୁ limit ଅନୁସାରେ ବାଜିବା ପାଇଁ marimition ଦିଆ ଯାଉ ସମସ୍ତ ଙ୍କ ର ଆଜ୍ଞା ପରିବାର ଅଛି କେତେ କିଏ ଖରାପ କାମ କରି ପଇସା ରୋଜ ଗାର କରୁଚନ୍ତି ଏମାନେ ତ କାହାର କିଛି କ୍ଷତି କରୁ ନାହାନ୍ତି ତ ତାଙ୍କୁ ବି ତାଙ୍କ ପରିବାର ଚଲେଇବା ପାଇଁ ଅନୁମତି ଦିଆ ଯାଉ କିଏ କେତେ lone ରେ ଅଛନ୍ତି ତାଙ୍କ ପାଇଁ ଏତେ ନିର୍ଦୟ ହୁଅନ୍ତୁ ନାହିଁ ଆଜ୍ଞା
@happyworld2135
@happyworld2135 2 ай бұрын
ମୁ ଗୋଟେ ମଜବୁତ ଯବାନ ଟୋକା ହେଲେ ମୋର ହାର୍ଟ ପ୍ରୋବ୍ଲେମ ଅଛି ଆମ ଗାଁ ରେ ଡିଜେ ସାଉଣ୍ଡ ବାଜିଲେ ମୁ ବହୁତ ଦୂରରେ ରୁହେ ପାଖାପାଖି ଠିଆ ହେଇପାରେନି ଜଗନ୍ନାଥ ଙ୍କ ରାଣ 🙏😌 ଏହା ନିରାଟ ସତ୍ୟ, ମୁ ଏଥିରୁ ଅନୁଭବ କରେ ଯେ ବୟସ 40 ପରେ ହେଲେ କଣ ହେବ ଅବସ୍ଥା ଡିଜେ ସାଉଣ୍ଡ ପାଖକୁ ଗଲେ
@krushnachandraprusty3869
@krushnachandraprusty3869 2 ай бұрын
ସମ୍ପୂର୍ଣ dj କୁ ବ୍ୟାନ କରା ଯାଉ.. ଶବ୍ଦ ପ୍ରଦୂଷଣ କମିବ... ଖାଲି ସହର ନୁହେଁ ଗାଁ ରେ ବି ବ୍ୟାନ କରା ଯାଉ
@rameshmajhi4317
@rameshmajhi4317 2 ай бұрын
ପୂଜା ହିଁ ବେବସାୟ ଅଟେ,😊😊😊
@DhirendraRout-b1s
@DhirendraRout-b1s Ай бұрын
ପେଟ ପୋଷିବା ପାଇଁ ଅନେକ ବାଟ ଅଛି. ଥରେ ଭାବିଲେ ଯୋଉ ଘରେ ରୋଗୀଣା ଲୋକ କି ହାର୍ଟ ପେସେଣ୍ଟ ଥିବେ କି ତାଙ୍କର ଯଦି କିଛି ଅସୁବିଧା ହୁଏ ତାହେଲେ ଦାଈ କିଏ ହେବ. କ୍ଷତି ହୋଇ ଥିବା ପରିବାର ର ଭରଣ ପୋଷଣ କିଏ ଜିମାଦାରୀ ନେବ.
@greenenterprisedhirisamalm4637
@greenenterprisedhirisamalm4637 2 ай бұрын
ସବୁବେଳେ ଗଣେଶ puja time re dj band. ଯଦି dj band କରିବ ତବେ ହଲେ sabu dj ମାଲିକ ଆଉ tanka staff ku job diya. ତମର dum ନାହିଁ job ଦେବାକୁ khali ବଡ କଥା. Plant ଯୋଗୁ ପରିବେଶ ଖରାପ ହଉଚି ତବେହଲେ plant band କରିଦିଅ. ତମର dum ନାହିଁ khali dj dekha jauchi.
Cool Parenting Gadget Against Mosquitos! 🦟👶 #gen
00:21
TheSoul Music Family
Рет қаралды 33 МЛН
Who’s the Real Dad Doll Squid? Can You Guess in 60 Seconds? | Roblox 3D
00:34
World’s strongest WOMAN vs regular GIRLS
00:56
A4
Рет қаралды 5 МЛН
The Most Mysterious Mountain in The World | Mount Kailash | Harry Sahota
17:09
News Fuse 09 SEPT 2024
21:27
OTV
Рет қаралды 196 М.