Poll violence in Odisha | Tension erupts over killing of BJP leader in Khallikote

  Рет қаралды 337,107

OTV

OTV

Күн бұрын

#ଗଞ୍ଜାମରେ_ରକ୍ତରଞ୍ଜିତ_ନିର୍ବାଚନୀ_ରଣଭୂମି
ଭୋଟ୍ ପୂର୍ବରୁ ରକ୍ତରଞ୍ଜିତ ହେଲା ଗଞ୍ଜାମ। ଖଲ୍ଲିକୋଟରେ ଗଡ଼ିଛି ବିଜେପି କର୍ମୀଙ୍କ ମୁଣ୍ଡ। ବ୍ୟାନର ମରାକୁ କେନ୍ଦ୍ର କରି ଜଣେ ବିଜେପି କର୍ମୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏହାପଛରେ ଦିବଂଗତ ରାଣୀ ସୁଜ୍ଞାନ ଦେଓଙ୍କ ପୁତୁରାଙ୍କ ସଂପୃକ୍ତି ଅଭିଯୋଗ ଆଣି ଗର୍ଜିଛି ବିଜେପି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ ସହ ଥାନା ଘେରାଉ ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ୍ ଚାର୍ଜ କରିଥିଲା।
#Pratidin #Khallikote #Ganjam #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 402
@lnvlogs2081
@lnvlogs2081 4 ай бұрын
ବିଜେଡି ବାଲ ଙ୍କ ଚେର ଲାଗିଯାଇଛି ଯୋଉଠି ଯାଉଛନ୍ତି Scorpio ନେଇକ ଯାଉଛନ୍ତି ଦଳ ଦଳ ହେଇ
@songtom2845
@songtom2845 4 ай бұрын
ମୋର ଭାଇ ଭଉଣୀ ମାନଙ୍କୁ ଏତିକି ଅନୁରୋଧ bjp କିମ୍ବା Congress ଭୋଟ୍ ଦେବ ସିନା bjd କୁ ଭୋଟ୍ ଦେବ ନାହିଁ 🙏🙏🙏🙏
@SankarCharchi-nm4eq
@SankarCharchi-nm4eq 4 ай бұрын
Bjd win 2024
@n.rcreation3399
@n.rcreation3399 4 ай бұрын
​@@SankarCharchi-nm4eq 😅😅😅
@factconscious1
@factconscious1 4 ай бұрын
Party dekhi ki vote dia huana Candidate dekhiki dia, does he have the decision making power, does he have the knowledge on the basis of that
@kapilasmahakur8371
@kapilasmahakur8371 4 ай бұрын
Praarthi dekhi ki vote diontu
@factconscious1
@factconscious1 4 ай бұрын
@@kapilasmahakur8371 yaa 👍
@Mahakud-8MAY18
@Mahakud-8MAY18 4 ай бұрын
ଭାଇ ମାନେ ନେତା ପଛରେ ଯାଓ ନି ନହିଲେ ତୁମର ବି ଏଇ ଅବସ୍ଥା ହେବ।।।।। ନେତା ମାନେ କେବେ ତୁମର ହେବେ ନାହିଁ ଆଜି BJD ରେ ତୋ କାଲି BJP ରେ।।।।
@sambhumallik9676
@sambhumallik9676 4 ай бұрын
Exactly right Bhai... Same situation mo upare emit heichi
@sarojmahanta6491
@sarojmahanta6491 4 ай бұрын
Neta pachare nagale , kan tama pacha re jibu. Odisha ku nua leaders darakar , youth politics ku na asile ehipari tamilnadu ru sasan hebo Odisha .
@Mahakud-8MAY18
@Mahakud-8MAY18 4 ай бұрын
@@sarojmahanta6491 ହଣା ଖାଇବାକୁ ମନ ଅଛି
@kishanmallik1331
@kishanmallik1331 4 ай бұрын
Bhai kn kahucha tame ama Bharat re ame surakhita nuhn
@pranatisamantaray144
@pranatisamantaray144 4 ай бұрын
Correct thought 😊
@MKC..
@MKC.. 4 ай бұрын
ପୋଲିସ ମାନେ ଗାଡ଼ି ଭାଙ୍ଗିବା ବାସ୍ତବରେ ଆଇନ ସଂଗତ କି ।କିଏ ଦେଲା ଏହି ଅଧିକାର
@RajibDakua-l8s
@RajibDakua-l8s 4 ай бұрын
ଠିକ କଥା
@bsn8527
@bsn8527 4 ай бұрын
Voter Mane Joun Criminal, BusinessMan.. Mananku Vote Dei Power Deichanti..... Sei Mane Police ku Emiti Karibaku Kahichanti👍👍👍
@bapimurmu8924
@bapimurmu8924 4 ай бұрын
ପୋଲିସ କୁ ଏମିତି କରିବାର ନ ଥିଲା ,,,,
@Nifty50Trader
@Nifty50Trader 4 ай бұрын
Emane police nuhen bjd gunda
@Flexify007
@Flexify007 4 ай бұрын
Police is influenced by BJD!!!! ETHI AAINN KANNUN SABU BJD, BAKI SABU CHULI KU JAU.. WE NEED CHANGE, AME AU 5T SASANA SAHIBU NAHNI....
@moodoffbhubaneswar5486
@moodoffbhubaneswar5486 4 ай бұрын
ପାଣ୍ଡୁ ତ ଚାହୁଁଛି ଏମିତି ହଣାକଟା ହେଇକି ଓଡ଼ିଆ ମରନ୍ତୁ.... ଛି ରେ ଓଡ଼ିଆ ମେଣ୍ଢା ତାମିଲ ଚାକର
@Flexify007
@Flexify007 4 ай бұрын
ODIA MANE BARTAMAN GOTE GOTE PATHA PADHUA MENDHA.....
@lnvlogs2081
@lnvlogs2081 4 ай бұрын
Bjd hatao bjd hatao ବିଜେଡି ଦଳରେ ପୋଲିସ
@BeheraPradhan-nm1fx
@BeheraPradhan-nm1fx 4 ай бұрын
ଗଞ୍ଜାମ ସହ ସାରା ଓଡିଶା ରୁ ବୁଡିବ bjd
@Flexify007
@Flexify007 4 ай бұрын
EI TA ARAMBHA BHAI, NEXT ELECTION KU SATTA HAJI JIBA
@BeheraPradhan-nm1fx
@BeheraPradhan-nm1fx 4 ай бұрын
ଗଞ୍ଜାମ ସହ ସାରା ଓଡିଶାରୁ bjd ବୁଡିବ ଏଥର ଏ ଗୁଣ୍ଡା ରାଜ ପାଇଁ
@preranasingh294
@preranasingh294 4 ай бұрын
ଏ ସବୁ ପାଣ୍ଡୁ କରୁଛି
@gadadharsahoo7997
@gadadharsahoo7997 4 ай бұрын
BJD HATAO Nabin hatao BJD HATAO odisha bachao BJP jinda bad BJD party neta matri Jail pathaile bhuta bhalla heba
@Mrindiantelentstar-pt4gk
@Mrindiantelentstar-pt4gk 4 ай бұрын
BJD hatao odisha bacho
@TapuBhainsa
@TapuBhainsa 4 ай бұрын
Hete dinu kanhi sui thilu re babu, bjd lagi taa bhal jinis hau6e bjp asle chuhi ba
@AurunMishra
@AurunMishra 4 ай бұрын
ରାଜନୈତିକ ହତ୍ୟା ରେ ଖଲ୍ଲିକୋଟ ବିଜେଡି ପ୍ରାର୍ଥୀନୀ ମଧ୍ୟ ସମ୍ପୂର୍ଣ ଦାୟୀ l
@rajeshswain3182
@rajeshswain3182 4 ай бұрын
B J D hatao odisha banchao
@siddharthamoharana9328
@siddharthamoharana9328 4 ай бұрын
ଖଲ୍ଲିକୋଟ ର ବିଜେପି କର୍ମୀ ହତ୍ୟାକାରୀ ku ଅବିଳମ୍ବେ ଗିରଫ କରାଯାଉ ଦକ୍ଷିଣ ଓଡିଶା ରୁ ପଦ୍ମ ଫୂଲ ଫୁଟି ସାରା ଓଡିଶା ରେ ବିସ୍ତାର କରୁ Jai ଶ୍ରୀ ରାମ 🙏 jai ଜଗନ୍ନାଥ 🙏
@pramodkumarmallik1482
@pramodkumarmallik1482 4 ай бұрын
ଜୟ ଶ୍ରୀ ରାମ
@srustidhardey5817
@srustidhardey5817 4 ай бұрын
❤❤❤ BJD hatau odisha ru 🎉🎉🎉🎉🎉🎉🎉
@RajibDakua-l8s
@RajibDakua-l8s 4 ай бұрын
ଜାଗ ଓଡିଶା ବାସି ଜାଗ Up ମୋଡେଲ କରିବା
@prajanadattaputhal7034
@prajanadattaputhal7034 4 ай бұрын
Bjp sala chora
@sanjaynanda992
@sanjaynanda992 4 ай бұрын
ପୁରା, ଓଡିଶା ରେ ଶୋକ ସଭା, ପ୍ରତିବାଦ, ଆନ୍ଦୋଳନ କର, ବିଜେଡି ଗୁଣ୍ଡା ରାଜ ଲୋକ ଲୋଚନ କୁ ଆଣ
@kartikasahoo6253
@kartikasahoo6253 4 ай бұрын
ବିଜେଡି ହଟାଓ ଓଡିଶା ବଞ୍ଚାଓ
@hrudanandasahuofficial
@hrudanandasahuofficial 4 ай бұрын
ବିଜେଡିଦଳର ଗୁଣ୍ଡାଯୋଗୁଁହତ୍ୟାହୋଇଛି ବିଜେଡ଼ିହଟାନ୍ତୁ ଓଡିଶାବଞ୍ଚାନ୍ତୁ
@UpendraBhoi-w6z
@UpendraBhoi-w6z 4 ай бұрын
ଧନ୍ୟ. ତୁ. ସରକାର. ନବୀନ ପଟ୍ଟନାୟକ. ଓଡ଼ିଆ.କୁ. ମାରୁଚୁ
@s_u_n_i___l
@s_u_n_i___l 4 ай бұрын
Ganjam ru BJD hatajau
@narayanmahalik2198
@narayanmahalik2198 4 ай бұрын
Yogi adityanatha darkar
@SocialWorkerPradeep-gr9mr
@SocialWorkerPradeep-gr9mr 4 ай бұрын
ଜନସାଧାରଣ ଏବେବି ସମୟ ଅଛି ବଦଳିଯାଅ
@binayapradhan4671
@binayapradhan4671 4 ай бұрын
Bjd ବାଳ ବାଳ ପାଇବ ଏଥର ଭୋଟ
@surathdas3892
@surathdas3892 4 ай бұрын
ନିଜ କାମ ଛାଡ଼ିକି କେଉଁ ନେତା ଙ୍କ ପଛରେ ଗଲେ, ଏୟା ହୁଏ
@brajeswarisingh909
@brajeswarisingh909 4 ай бұрын
ହେ ଭଗବାନ, ନ୍ୟାୟ ମିଳୁ , 😂😂😂😂😂
@Publicsmaster
@Publicsmaster 4 ай бұрын
ବିଜେପି ପାଇଲେ ସବୁ ଅଫିସର କୁ ଆଗ ହଟାଅ
@chandraprakashgiri552
@chandraprakashgiri552 4 ай бұрын
😢😢😢😢bhai ku naaya miliba darakar 😢😢😢 please Bhai bhauni mane vote for BJP
@debendranarayandash9040
@debendranarayandash9040 4 ай бұрын
ପାଞ୍ଚ ଦଶ ବର୍ଷରେ ସରକାର ପରିବର୍ତ୍ତନ ଆବଶ୍ୟକ ବହୁତ ବର୍ଷ ଗୋଟିଏ ସରକାର ରହିଲେ ଏହିଭଳି ପରିସ୍ଥିତି ସୃଷ୍ଟି ହୁଏ ଥରେ ମାତ୍ର ପରିବର୍ତ୍ତନ
@biologylover1565
@biologylover1565 4 ай бұрын
Dhiray Dhiray amo odisha bhi west Bengal bhalia 😢 situation helani. Violence and crime jomaru tolerate nao Kora jau.
@narayanmahalik2198
@narayanmahalik2198 4 ай бұрын
Hare bhai ethi up cm darkar
@kanhagadua
@kanhagadua 4 ай бұрын
Right Cm yogi jesa cm odisha re dar kar
@Odisha246
@Odisha246 4 ай бұрын
ମାଳିକା କହିଥିଲା ଏ ନିର୍ବାଚନ ରେ ବହୁତ ରକ୍ତପାତ ହେବ, ସେଟା ସତ ହେଲା ପରି ଦେଖା ହଉଛି 🙏
@TravelwithAshis-nl3bb
@TravelwithAshis-nl3bb 4 ай бұрын
BJD gunda raj
@BAD_HERO14
@BAD_HERO14 4 ай бұрын
Politics is a game of mind clever people play and fooled are fight 😢
@RajivKumbhar
@RajivKumbhar 4 ай бұрын
ବିଜେପି ଓ ବିଜେଡି ଦୁହିଁ ଦଳ କୁ ଭୋଟ ଦିଅନ୍ତୁ ନାହିଁ ଦୟାକରି ଆଉ ଯୁଦ୍ଧ କ୍ଷେତ୍ର ବଢ଼ିଯିବ
@SatyabanRout-cj2oz
@SatyabanRout-cj2oz 4 ай бұрын
ଜୋଉ ପୋଲିଷ ଭାଇ ମାନେ ଗାଡି ବାଡେଇ ଭାନଗୁଛନତି ଶେଇ ମାନକ କତିରୁ ଫାଇନ ନିଆ ଜାଉ
@janakiballvamishra2118
@janakiballvamishra2118 4 ай бұрын
Odisha re kebe history hayeni.. Odisha West bengal haba ku Jauchi
@Kehnakyachahteho962
@Kehnakyachahteho962 4 ай бұрын
ଏବେ ତୋ ଯାଗ୍ରୋତ ହୁଅ 😢😢😢BJP ହିଁ ଆମର ସାଥୀ
@debendrapanda5607
@debendrapanda5607 4 ай бұрын
Bjd ekachatrabad sasan chaluchi bjd odisha ru hatiba darkar
@rameshdalei3843
@rameshdalei3843 4 ай бұрын
ଏ ହେଉଚି ନବୀନ ଓଡ଼ିଶା ଏ ଠିସବୁ ଚଳିବ ଏ ମଘିଆ ପଣ୍ଡିକୁ ଦେଖାଯାଉନି
@Mrakash992
@Mrakash992 4 ай бұрын
ମୋର ଅନୁରୋଧ ଦୟାକରି କରି ଆପଣ ମାନେ ଆପଣଙ୍କ ର ମୂଲ୍ୟ ବାନ ଭୋଟ ହରାନ୍ତୁ ନାହିଁ ଏବଂ ଠିକ ଲୋକ ଵାଛି ଦିଅନ୍ତୁ ନ ହେଲେ ଶେଷ କୁ ଇଂରେଜ ମାନଙ୍କ ପରି ଓଡିଶା ରେ ତାମିଲ ଶାସନ ଚାଲିବ
@GurucharanMajhi-b7i
@GurucharanMajhi-b7i 4 ай бұрын
କଂଗ୍ରେସ ଦଳ ସବୁଠାରୁ ଭଲ ଦଳ।
@Gunupurvloggerboy
@Gunupurvloggerboy 4 ай бұрын
Right 👍
@sibani781
@sibani781 4 ай бұрын
Yes❤
@Rashmi178jq
@Rashmi178jq 4 ай бұрын
Kiye kahila sabhutu Corrup party ye.. paisa khai dauchi.
@niharikapatra3486
@niharikapatra3486 4 ай бұрын
BJP ku sarkaar ku ana au bjd ku karagaraku pthao
@Rajeshkumar-zj8od
@Rajeshkumar-zj8od 4 ай бұрын
ବି ଜେ ଡି ଦଳ ମୋ ପେଳ ଦଳ ସବୁ ଖାଉଟିଆଗା ଜାହାର ବାପ ମା ଭିକାରୀ ତାର ଛୁଆମାନେ ବି ଜେ ଡି ରେ ସାମିଲ୍ ଶଳା ପଶୁଗା
@Kehnakyachahteho962
@Kehnakyachahteho962 4 ай бұрын
ସମ୍ବିତ ପାତ୍ରଙ୍କୁ ଜଣାଅ 😢😢😢 ଏବେ ସେ ହଁ ନ୍ୟାୟ ଦେବେ😢
@SudhakarNayak-c8g
@SudhakarNayak-c8g 4 ай бұрын
ଇଲେକ୍ସନ ସଇଲ ବିଜେଡି ବିଜେପି ମିସିଜିବେ କିନ୍ତୁ ସାଧାରଣ ଲୋକେ ବଳି ପଡିଜିବେ
@SubhendukumarSahani
@SubhendukumarSahani 4 ай бұрын
जय श्री जगन्नाथ
@pitabashdas1815
@pitabashdas1815 4 ай бұрын
ଏମିତି ଯାଉଥି ହଉଚି ଗୋଣ୍ଡଳ ସେଥି ଇଲେକ୍ସନ ବନ୍ଦ କରି ଦିଆ ଯାଉ ସବୁ ଠିକ୍ ହେଇଯିବ ଆଉ ଇଲେକ୍ସନ ଦରକାର ନାହିଁ ସେ ଅଞ୍ଚଳ ପାଇଁ
@mrutyunjaybehera2855
@mrutyunjaybehera2855 4 ай бұрын
ଜଦି BJP Odisha re ନ ଆସେ ତାହେଲେ ଓଡିଶା ଭରତ ର ଦୂତିଆ West Bengal ହବ ।
@Dharmadharmpappunya
@Dharmadharmpappunya 4 ай бұрын
ନେତା ମନ୍ତ୍ରୀ ନିଜ ନିଜ ଜାଗାରେ ଏ ଶଳା ମଣିଷ ବୁଝି ପାରୁନି ନିଜ ନିଜ ମଧ୍ୟରେ ହଣାକଟା ହୋଇ ମରୁଛନ୍ତି😢
@rajcreation9061
@rajcreation9061 4 ай бұрын
ବଜେପି ଆସିଲେ mga ବିଜେଡ଼ି ଦଳ କେଉଁ ଯାଗା ରେ ଲୁଚିବେ mga ମାନଙ୍କ ଟେର ପାଇବେନି
@beishikuo4446
@beishikuo4446 4 ай бұрын
BJD hatao odisha banchao Pandu hatao odisha banchao
@sangramkesharibiswal9313
@sangramkesharibiswal9313 4 ай бұрын
Bhai bjd hatao re,nahele emiti vogiba
@dilipmohanty6218
@dilipmohanty6218 4 ай бұрын
Police rajya sarkar ra gunda, yogi sasan darkar
@janakiballvamishra2118
@janakiballvamishra2118 4 ай бұрын
Odisha is in danger due to 5T programs..
@kararokikumar7289
@kararokikumar7289 4 ай бұрын
ଓଡିଶା ରେ ବିଜେଡି ହୋଉଛି ଗୋଡ଼େ ଗୁଣ୍ଡା ଦଳ ଆଉ ପୋଲିସ ତାର କୁକୁର ସବୁ ଜଣିକି ଚୁପ ସଇତାନ ଭଳି ଅଛି 😂😭😭😭😭
@sibani781
@sibani781 4 ай бұрын
Congress ❤
@ReeGamango-ni6ui
@ReeGamango-ni6ui 4 ай бұрын
ଭାଇ ମାନେ bjp,bjd ଏମାନେ ଭାଇ ଭାଇ ତମ ମାନେ ସବୁ ଖରାପ only Congress ଶାନ୍ତି
@ashisnayakk
@ashisnayakk 4 ай бұрын
Why The police are destroying the civilian vehicles with no reason it's not acceptable
@rpdharrpd9558
@rpdharrpd9558 4 ай бұрын
କେଉଁ ବି ନେତା ଙ୍କ ପଛରେ ରୁହନ୍ତୁ ନାହିଁ ।ଜୀବନ ଗଲେ ସେମାନେ ପିଠିରେ ପଡ଼ିବେନିଁ ବରଂ ତୁମ ପରିବାର ଲୋକ ତୁମକୁ ହରେଇବେ ,ତା ଛଡା ଆଉ କାହାର ଅସୁବିଧା ହବନି। ତେଣୁ ଦୟାକରି
@rockstarashish5146
@rockstarashish5146 4 ай бұрын
Tankara kichi kariparibani ei sarkar sabu dabidaba .....aau police b kichi kariparibeni....a sarkar thile kahaku nya milibani
@chinmayagamingff5656
@chinmayagamingff5656 4 ай бұрын
ONLY BJD IN GANJAM 💚💚💚
@pcpradhan3132
@pcpradhan3132 4 ай бұрын
ଏମିତି ସବୁ ମାରିବେ କଳିଜୁଗ ଶେଷହବ
@truptikantanayakvssrikant6912
@truptikantanayakvssrikant6912 4 ай бұрын
Jay Jagannath🙏🙏🙏🙏🙏 Odisha Amar Bhai Nije Nije Kali Jhagada Karanahi First Pandian Ku Odisha Ru Bidaa Kara Tapare Odisha Only Odia Luka Ruha Kana Pain A Sabu Bhai Jay Shree Ram 🙏🏻🙏🏻🙏🏻🙏🏻🙏🏻🚩🚩🚩🚩
@titusahu2144
@titusahu2144 4 ай бұрын
Jaya.sri.ram
@spsproduction8514
@spsproduction8514 4 ай бұрын
ଭଲ ହେଇଛି
@sanjaypradhan6071
@sanjaypradhan6071 4 ай бұрын
Kn bhala hoichhi
@asheskumarnayak8690
@asheskumarnayak8690 4 ай бұрын
Police Jadi Public Property Ku Nasta Karichanti.Tebe Eha Ra Bharana Posona Kiye Kariba.Tebe Ee Police Mananku Ki Penalty Debe Court. Loke Kale Kila Aau Police Nila
@SanjayMalik-g6q
@SanjayMalik-g6q 4 ай бұрын
Politice game
@GdvbHuyan-cc8mg
@GdvbHuyan-cc8mg 4 ай бұрын
sp କୁ suspend କରାଯାଉ
@patrikc3337
@patrikc3337 4 ай бұрын
ସାଲାଙ୍କୁ ଲଜ୍ୟା ନାହିଁ ସୁରାଟରେ ଗାଣ୍ଡି ମରଉଛନ୍ତି
@ipsitudgata4
@ipsitudgata4 4 ай бұрын
Bjd hatao .... odisha banchao ....gundaraj chalichi gote
@SabramranaRana
@SabramranaRana 4 ай бұрын
😢
@pranatisamantaray144
@pranatisamantaray144 4 ай бұрын
Personal satrura rajaniti nuhne
@KaliaMollick
@KaliaMollick 4 ай бұрын
Jai shree Ram
@SabramranaRana
@SabramranaRana 4 ай бұрын
Sabram,Rana
@earnwithashish4842
@earnwithashish4842 4 ай бұрын
Wah kiya baat ha
@bidyadharpadhan9532
@bidyadharpadhan9532 4 ай бұрын
ପୁରା ଗୁଣ୍ଡାରାଜ ବିଜେଡି ର, ବିଜେପି ଵାଲା ମାଇଚିଆ କି, ଏଇ ଶଳା ମୋଦି ବି ମାଇଚିଆ
@kumarmanas1894
@kumarmanas1894 4 ай бұрын
Bjd hariba bhaya re amiti karuchhi ,, ଆଜି ଦିଲିପ କୁ ହାଣିଲେ, କାଲି ତୁମକୁ ହାଣିଲେ, କାଲି ମୋତେ ଆଉ amiti ସବୁ ହଣା ହେବେ ଗୁଣ୍ଡା ଦଳ କୁ ହଟାଓ ... ବିଜେଡି ଉପରେ ଭଦ୍ର ମୁଖା ପିନ୍ଧି ପଛରେ ହତ୍ୟାକାଣ୍ଡ କରୁଛି,, ଏ ସରକାର ହଟାଓ
@kantasabar9117
@kantasabar9117 4 ай бұрын
ତେଣୁ 5ବର୍ଷ କୁ ଥରେ ସରକାର ପରିବର୍ତନ କରିବା ଆଜି ଜାଣ,
@Ashisvlogs14
@Ashisvlogs14 4 ай бұрын
Amti hele odisha agaku jaha badhiba au
@adityacreative1005
@adityacreative1005 4 ай бұрын
Pobilic kale police protection kariba darkar
@sunil_1996
@sunil_1996 4 ай бұрын
Mg police ku amiti haniba darkar .... Abhijog rakhila pare kichhi action neinathibaru se police balaku amiti abasta haba darkar
@jeetjulie9880
@jeetjulie9880 4 ай бұрын
Jay Congress ❤❤❤❤
@AshokPatra-hq3oh
@AshokPatra-hq3oh 4 ай бұрын
Jago Odisha baci bjd Chor party Naveen Sarkar fall Odisha police fall only yogi Sarkar great jay Jagannath jay Jagannath
@mamitashaoo7016
@mamitashaoo7016 4 ай бұрын
Bjd hata. Odisha ku bancha👍💐
@vivekagrawal1011
@vivekagrawal1011 4 ай бұрын
Pura odisha ru BJD ku barkhaast kara jauu
@amitsagar748
@amitsagar748 4 ай бұрын
Odisha ru BJP BJD hatiba katha,, Congress zindabad
@SantunuMahanty-e8c
@SantunuMahanty-e8c 4 ай бұрын
OTV ku Dana bad
@RekhaMalik-nw4bh
@RekhaMalik-nw4bh 4 ай бұрын
Jay shree Ram Bjp jindabad
@gaudamukeshkumar303
@gaudamukeshkumar303 4 ай бұрын
😢😢😢
@prit345
@prit345 4 ай бұрын
Waaah kete badhia Rajya amara.. hana mara sabu chalichi
@mpattanaik7
@mpattanaik7 4 ай бұрын
Nian lageidia
@abinashmohanty546
@abinashmohanty546 4 ай бұрын
Rajniti karuchha lokanka jibana kahin nauchha so sad 😢😢😢😢😢
@parsuramn424
@parsuramn424 4 ай бұрын
🚩🚩🚩BJP jindabad 🚩🚩🚩
@jagannathgedi934
@jagannathgedi934 4 ай бұрын
କି,ବାଳ, ରାଜନୀତି,, ଲୋକ ମାନେ,ବଏକଆଚଏଦଆ, ସେଥିପାଇଁ,,ଏ, ଅବସ୍ଥା
@susantakupanda
@susantakupanda 4 ай бұрын
Please 😢 replace old battery 🔋 with Tamil inverter 😢🙏💐
@SubhendukumarSahani
@SubhendukumarSahani 4 ай бұрын
जय श्री राम
@bswain1168
@bswain1168 4 ай бұрын
Mg sarkar
@dukedibya
@dukedibya 4 ай бұрын
He pravu 😢
Man Mocks Wife's Exercise Routine, Faces Embarrassment at Work #shorts
00:32
Fabiosa Best Lifehacks
Рет қаралды 6 МЛН
Players vs Corner Flags 🤯
00:28
LE FOOT EN VIDÉO
Рет қаралды 94 МЛН
Synyptas 4 | Жігіттер сынып қалды| 3 Bolim
19:27
How A Poor Boy Built Oberoi Hotels
17:18
Shivanshu Agrawal
Рет қаралды 2,9 МЛН
11PM Headlines | 7th October 2024 | Odisha TV | OTV
1:46
Man Mocks Wife's Exercise Routine, Faces Embarrassment at Work #shorts
00:32
Fabiosa Best Lifehacks
Рет қаралды 6 МЛН