Prabhu Tume Michha Kahila - ପ୍ରଭୁ ତୁମେ ମିଛ କହିଲ | Patitapabana Das | ଭକ୍ତଙ୍କ ପାଖରେ ପ୍ରଭୁ ମିଛ କହିଲେ

  Рет қаралды 221,240

Arabinda Muduli

Arabinda Muduli

Күн бұрын

Song : Prabhu Tume Michha Kahila
Singer :Patitapabana Das
Album : Prabhu Tume Michha Kahila
Album No : JE- 7605
Lyrics : Alekh Biswal
Music : Arabinda Muduli
Music Released by : Sidharth Music
Producer : Sitaram Agrawal & Namita Agrawal
------------------------------------------------------
♪ Full Song Available on ♪
Gaana :
JioSaavn :
Wynk :
Apple Music :
Amazon Prime Music :
iTunes :
Spotify :
KZbin Music :
------------------------------------------------------
Set Caller Tune ; Operator Codes:
Vodafone Subscribers Dial
Airtel Subscribers Dial
Idea Subscribers Dial
BSNL (South / East) Subscribers sms BT To 56700
Also available on Jio Tunes
------------------------------------------------------
"Sidharth Music" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Arabinda Muduli" KZbin Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
-----------------------------------------------------
Watch & Subscribe to our other KZbin Channels:
👉 Sidharth TV : / sidharthtv
👉 Sidharth Bhakti: / sidharthbhakti
👉 Sidharth Music: / sidharthmusic
------------------------------------------------------
Enjoy & stay connected with us!
👉 Like us on Facebook : / namitaagrawalofficial
------------------------------------------------------
#ArabindaMuduli #SidharthBhakti #SidharthTV #NamitaAgrawal #SidharthMusic #SitaramAgrawal

Пікірлер: 469
@rakeshnath2438
@rakeshnath2438 29 күн бұрын
ବହୁତ୍ ଦିନ ହେଲା ଏ ଭଜନ ଶୁଣିବା ପାଇଁ KZbin ରୁ ଖୋଜୁ ଥିଲି ହେଲେ ଆଜି ମିଳିଗଲା ଅଜି ମୁଁ ବହୁତ୍ କାନ୍ଦିଚି 😢 ଏ ଭଜନ ଶୁଣି ଜୟ ଜଗନ୍ନାଥ 🙏
@AlokDas-rk5uq
@AlokDas-rk5uq 29 күн бұрын
Bhai, mu madhya khojuthili. Aji miligala. Mu khub khusi.
@pujasenapati3069
@pujasenapati3069 12 күн бұрын
🙏🏻mu bi e video apekshya re thili 🙏🏻
@anandamohakuda4943
@anandamohakuda4943 5 күн бұрын
Jay Jagannath 🙏🙏🙏😢😢😢
@Srikanta-81
@Srikanta-81 8 күн бұрын
ଆଜି ମୁଁ ଅନୁଭବ କରୁଛି, ଜଗନ୍ନାଥ ଙ୍କ କୃପା ମୋ ପ୍ରତି ଅଛି, ନହେଲେ ଏ ଭାବପୂର୍ଣ୍ଣ ପରିବେଷଣ ଦେଖିପାରିନଥାନ୍ତି l
@anandamohakuda4943
@anandamohakuda4943 5 күн бұрын
Jay Jagannath 🙏🙏🙏😢😢😢
@sanatsenapati4236
@sanatsenapati4236 26 күн бұрын
ଏମିତି ଭାବପୂର୍ଣ୍ଣ ଭଜନ କୁ ପାରିବେଷଣ କରିଥିବାରୁ ହୃଦୟରୁ ଅନେକ ଅନେକ ଦଣ୍ଡବତ 🙏🏻🙏🏻🙏🏻, ଏହି ଭଜନକୁ ଶୁଣିଲା ବେଳକୁ ଆଖିର ଲୁହ ଓ ଛାତିର କୋହ କୁ ରୋକି ହେଉନାହିଁ ମଣିମା 🙏🏻🙏🏻🙏🏻 ଜୟ ମହାବାହୁ
@chandiniojha3926
@chandiniojha3926 28 күн бұрын
ଅତି ଚମତ୍କାର କହିଲେ ବି କମି ଯାଉଛି ଜୟ ଜଗନ୍ନାଥ 🙏🙏🙏🙏🙏 ଜୟ ଜଗନ୍ନାଥ🙏🙏🙏🙏🙏🙏🙏
@sudhirnayak8995
@sudhirnayak8995 4 сағат бұрын
ଅତି ସୁନ୍ଦର ଭଜନ, ଶୁନି ଲୋମ ଟାଙ୍କୁରୀ ହେଇଯାଉଛି, ହେ ପ୍ରଭୁ ତୁମେ ଦୟାମୟ, ଆଦିଅନନ୍ତ, କ୍ଷମାମୟ, ଜୟ ପ୍ରଭୁ ତୁମ ଚରଣରେ ଏ ଭକ୍ତର କୋଟି କୋଟି ପ୍ରଣାମ 🙏🙏🙏🙏🙏🙏
@spcreationpintukonark5071
@spcreationpintukonark5071 Ай бұрын
ଏହି ଭାବପୂର୍ଣ୍ଣ ପରିବେଷଣ ରେ 😢 ଆଃ ଆତ୍ମା ସାନ୍ତ ଲାଗୁଛି ଅତି ଚମତ୍କାର
@devendrapanigrahi4777
@devendrapanigrahi4777 18 күн бұрын
Right Jay jagannath ❤
@nm.moharana4318
@nm.moharana4318 Ай бұрын
ଆହା କି ସୁନ୍ଦର ଭାବପୂର୍ଣ୍ଣ ପରିବେଷଣ 🙏🏻 ସୁନ୍ଦର ଭାବପୂର୍ଣ୍ଣ ଭଜନ ଶୁଣି ଆଖି ଭାବରେ ଭିଜି ଗଲା ମଣିମା 🙏🏻 ଜୟ ଶ୍ରୀ ଜଗନ୍ନାଥ🙏🏻
@user-ov5jy2iw9p
@user-ov5jy2iw9p Ай бұрын
ଆହା କି ସୁନ୍ଦର ଭଜନ 🙏🏻 ଆଖି ଓଦା ହେଇଗଲା ଭାବ ରେ ମଣିମା 🙏🏻😭
@Raja443.
@Raja443. Ай бұрын
ଜୟ ଜଗନ୍ନାଥ ❤❤❤🚩🚩🚩🙏🙏🙏
@Pujajani123
@Pujajani123 29 күн бұрын
Jay shree jagannath bless you all ❤❤❤
@BrahmaNandaDash-pt8qt
@BrahmaNandaDash-pt8qt 28 күн бұрын
Lovhan
@DibakarKhuntia-tp5jb
@DibakarKhuntia-tp5jb 27 күн бұрын
​@@Raja443.😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
@RajkishoreMuduli-ge6uq
@RajkishoreMuduli-ge6uq 24 күн бұрын
Jayjaganata........omshanti
@balarampradhan3078
@balarampradhan3078 12 күн бұрын
Wah.... କି ଭାବ, କି ପ୍ରେମ ମନ ଉତ୍ଫୁଲ ହେଇଗଲା
@nilakanthadalai3458
@nilakanthadalai3458 2 күн бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏 ଅତି ସୁନ୍ଦର ଭଜନ ଶୁଣିବାକୁ ମିଳିଲା ସିଦ୍ଧାନ୍ତ tv ମଧ୍ୟମରେ ଜୟ ଜଗନ୍ନାଥ 🙏🙏🙏
@pintuvillagetour
@pintuvillagetour Ай бұрын
ଆଜି ଅରବିନ୍ଦ ମୁଦୁଲିଙ୍କୁ ବହୁତ ମନ ଝୁରୁଛି 😭😭 କୁଆଡ଼େ ଗଲା ତାଙ୍କର ସେ ଭାବପୂର୍ଣ୍ଣ ଭଜନ .. ଜୟ ଜୟ ଜଗନ୍ନାଥ 🚩🙏🙏
@AntaryamiSamal-nc6uo
@AntaryamiSamal-nc6uo 28 күн бұрын
ଏ ଜୀବନ ଧନ୍ୟ ହେଇଗଲା ପ୍ରଭୁଙ୍କର ଏ ଭଜନ କୀର୍ତ୍ତନ ସୁଣି ଜୟ ଜଗନ୍ନାଥ
@Prasannakumar-hu1qu
@Prasannakumar-hu1qu 27 күн бұрын
ମନ ମୂଦ୍ଧ ହୋଇ ଗଲା, ଭଉତ ଅନୁରୋଧ ପରେ ଆସିଲା, ଓଃ କି ଭାବ ଲୁହ ଭାରି ଯାଉଛି ଆଖିରୁ 👍🙏
@ripanmishra8004
@ripanmishra8004 2 күн бұрын
ସତରେ ବହୁତ୍ ଭବବିହୋଲ ଲାଗିଲା କିନ୍ତୁ , ହେ ପ୍ରଭୁ ଜଗନ୍ନାଥ ❤
@saileshsekharmahanta1156
@saileshsekharmahanta1156 29 күн бұрын
ଆହା କି ସୁନ୍ଦର ଭାବପୂର୍ଣ୍ଣ ଭଜନ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ମହାପ୍ରଭୁ। ସତରେ ଏ ଭଜନ ଶୁଣିଲେ ଆଖିରୁ ଲୁହ ଆସିଯାଉଛି ।
@sarojakumardas7898
@sarojakumardas7898 Ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ତୁମ ଶ୍ରୀ ଚରଣାର ଵିନ୍ଦେ କୋଟି କୋଟି ନମୋ ନମଃ
@SatyaParida-hb6wy
@SatyaParida-hb6wy Күн бұрын
Jaya jagarnath 🙏🙏🙏🙏🙏🙏🙏 Bhuta Sundar Bajana Jaya jagarnath ❤️❤️❤️❤️❤️🙏🙏🙏🙏🙏🙏
@LBMUSICALODIA
@LBMUSICALODIA 3 күн бұрын
ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଭାବଭକ୍ତି ଭରା ସଙ୍ଗୀତ ଟିଏ ସତରେ ପ୍ରଭୁ ତୁମର କି ଅପୂର୍ବ ଲୀଳା........ ଚମତ୍କାର 🙏ଚମତ୍କାର 🙏ଚମତ୍କାର🙏ହେ ମଣିମା ଏଇଠୁ ଥାଇ ଏଇ ଅଧମର ଦଣ୍ଡବତ ଗ୍ରହଣ କର 🙏🙏🙏😭😭😭😭😭
@sudarsannayak8164
@sudarsannayak8164 7 күн бұрын
ସାବାସ ବନ୍ଧୁ ଆପଣଙ୍କ ଗାୟନ ପ୍ରଣାଳୀ ଅତି ଉତ୍ତମ
@88811900
@88811900 26 күн бұрын
ଏତେ ସୁନ୍ଦର ଭଜନ ଆମ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି।
@jitenkumardas7652
@jitenkumardas7652 27 күн бұрын
ହେ ମହାତ୍ମା ଆପଣ ମତେ କନ୍ଦେଇ ଦେଲେ। ଜୟ ଜଗନ୍ନାଥ ⚫‼️⚫
@bijayakumarsahoo4623
@bijayakumarsahoo4623 24 күн бұрын
ଜୟ ଜଗନ୍ନାଥ ,,, ସତରେ ଏତେ ସୁନ୍ଦର ପରିବେଷଣ ଛାତିର କୋହ ଆଖିର ଲୁହ ହୃଦୟରେ ଏକାକାର ହୋଇଗଲା।
@basudevpradhan7694
@basudevpradhan7694 7 күн бұрын
ଆଖିରେ ଲୁହ ଆସିଗଲା.... ହେ ମହାବାହୁ 🙏🙏
@jugejugejaganath
@jugejugejaganath Ай бұрын
ଭଜନ ଶୁଣିଲା ପରେ କିଛି ଶବ୍ଦ ନାହିଁ ଲେଖିବା ପାଇଁ 🙏🙏🙏🙏🙏 ସବୁ ସେଇ କାଳିଆ ର ଲୀଳା 🙏
@gyanapriya4477
@gyanapriya4477 4 күн бұрын
Jay Jagannath prabhu..aahaa ki sundar ae Bhajan...
@ramakantabehera3242
@ramakantabehera3242 Ай бұрын
ବହୁତ ସୁନ୍ଦର ଉପସ୍ଥାପନା। ମୁଁ ବାରମ୍ବାର ଶୁଣୁଛି।ଜୟ ଜଗନ୍ନାଥ 🙏🙏🙏💐🌺
@ajitkumarnath6859
@ajitkumarnath6859 Ай бұрын
ଅତ୍ୟନ୍ତ ଭାବ ଯୁକ୍ତ ଗୀତ,, ଆଖିରେ ଲୁହ ଆସିଗଲା
@pintuvillagetour
@pintuvillagetour Ай бұрын
ମୁଁ ଏ ଗୀତ ୪ ଥର ଦେଖିଲାଣି , ତଥାପି ଆହୁରି ଦେଖିବାକୁ ଇଛା ❤❤ସୁନ୍ଦର ଅଭିନୟ ସହିତ ସୁନ୍ଦର ଭାବପୂର୍ଣ୍ଣ ଭଜନ ଜୟ ଜୟ ଜଗନ୍ନାଥ 🚩🙏🙏🙏🙏🙏
@nidhibhoi-ns8ph
@nidhibhoi-ns8ph 8 күн бұрын
😢 ହେ ମହାପ୍ରଭୁ କାଳିଆ ❤❤❤ ସାଆନ୍ତ ❤❤😢😢😢
@ghasinathbehera7298
@ghasinathbehera7298 29 күн бұрын
ଆଜି ଏ ଭଜନ ଶୁଣି ଅରବିନ୍ଦ ମୁଦୁଲି ଙ୍କୁ ମନେ ପଡି ଜାଉଛି ଜୟ ଜଗନ୍ନାଥ
@realartrahul5389
@realartrahul5389 19 күн бұрын
Mana re bhakti bhaba asi jauchhi
@realartrahul5389
@realartrahul5389 19 күн бұрын
Really Arabinda muduli nka voice bhali subhuchi
@realartrahul5389
@realartrahul5389 19 күн бұрын
Jay Jagannath
@niranjanpatra5772
@niranjanpatra5772 Ай бұрын
ଅତି ସୁନ୍ଦର l ଜୟ ଜଗନ୍ନାଥ 🙏🙏
@prasantbarik2135
@prasantbarik2135 27 күн бұрын
ଶ୍ରୀ ଅରବିନ୍ଦ ମୁଦୁଲିଙ୍କ ରଚିତ ଅତି ସୁନ୍ଦର ଭାବପୂର୍ଣ୍ଣ ଭଜନ ପରିବେଷଣ 🙏ଜୟ ଜଗନ୍ନାଥ ସ୍ବାମୀ ⭕❗⭕🙏🚩🚩🚩
@abhimanyusahoo8735
@abhimanyusahoo8735 12 күн бұрын
ଅତି ସୁନ୍ଦର 🙏🙏🙏 ସବୁ ସେ ମଣିମା ଲୀଳା... ଜୟ ଜଗନ୍ନାଥ 🙏🙏🙏🙏🙏
@rahasbehera9578
@rahasbehera9578 15 күн бұрын
ଓଡ଼ିଆ ଙ୍କ ବଳ। ଏ ଭକ୍ତ ଙ୍କ କଣ୍ଟଶ୍ବର।
@SatyaParida-hb6wy
@SatyaParida-hb6wy 4 күн бұрын
Jaya jagarnath vari Beautful suppr Song🙏🙏🙏🙏🙏🙏
@PravatkumarBehera-v8h
@PravatkumarBehera-v8h Ай бұрын
A sunder gita katijaithila patitapaban sirnkara... Dhanyawad sidharth music... A gita suni atma santi hoijauchi... Gote alga prakara bhaba asuchi
@Tanmayasahubhajan4526
@Tanmayasahubhajan4526 Ай бұрын
ମୋ ଠାକୁର ମିଛ କହିଲେ ହେଲେ ଭକ୍ତ ଗୋଟି ଗୋଟି ସତ ବଖାଣିଲେ 😢
@pramodadash2261
@pramodadash2261 29 күн бұрын
Jai jagannath,jay odia,Sundar upasthapana .
@adcreations6514
@adcreations6514 28 күн бұрын
ଆଗକୁ ଏମିତି ଭାବପୂର୍ଣ୍ଣ ଭଜନ ଶୁଣିବାକୁ ମିଳୁ 🙏 ଆପଣଙ୍କ ମଣିମା 🙏ଡାକରେ...... କି ଅପୂର୍ବ ଅନୁଭବ 🙏🙏
@ranjitmandal829
@ranjitmandal829 25 күн бұрын
ଅତି ମନୋରମ, ଜୟ ଶ୍ରୀ ଜଗନ୍ନାଥ ⚫❗⚫
@managobindadas6498
@managobindadas6498 47 минут бұрын
Jay gobind Jay arvind, ehipari bhajan sunile roma tankuri uthuchi, akhire luha asijauchhi
@deepanjalimaharana9078
@deepanjalimaharana9078 Ай бұрын
କିଛି ବି ଆଉ ଶବ୍ଦ ନାହିଁ 😢😢😢ଜୟ ଜଗନ୍ନାଥ 🙏🙏🙏🙏
@subhaprasadchanda3200
@subhaprasadchanda3200 6 күн бұрын
ମୋ ପ୍ରଭୂ ଶ୍ରୀ ଜଗନ୍ନାଥ 🙏🚩🙏
@HimansuMalik-zc4vf
@HimansuMalik-zc4vf 29 күн бұрын
ଆଗକୁ ଏମିତି ଅନେକ ପୋଗ୍ରାମ କରିବା ପାଇଁ ପତିତପାବନ ନନା ଙ୍କୁ ସୁଯୋଗ ଦିଆଯାଉ
@sriyabasupal7800
@sriyabasupal7800 2 күн бұрын
Emitika Gita suniba ati biral...Jay jaganath 😢😢😢
@sangramcreation8827
@sangramcreation8827 Ай бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏🙏ପ୍ରଭୁ ପାଖରେ କୋଟି ପ୍ରଣାମ🙏🙏🙏🙏🙏।
@sanjuktaranisahu7532
@sanjuktaranisahu7532 23 күн бұрын
Joy jagannath ki joy bhajan manku mugadha karidela radhey radhey koti koti pranam
@ashokkumarnayak499
@ashokkumarnayak499 23 күн бұрын
ବହୁତ ହ୍ରୁଦୟ ଷ୍ପର୍ଶି ଭଜନ
@user-en2fm5ff1d
@user-en2fm5ff1d 19 күн бұрын
ଜୟ ଜଗନ୍ନାଥ ମଣିମା ଙ୍କ ର ଜୟ ହହୁ, ତୁମେ ଭଲରେ ରୁହ ମଣିମା,⭕‼️⭕🙏🙏🙏🙏
@jaymaamangala4297
@jaymaamangala4297 25 күн бұрын
ଲେଖିବା ପାଇଁ କିଛି ଶବ୍ଦ ନାହିଁ କେବଳ ଆଖିରେ ଲୁହ ଆଉ ଲୁହ😭😭😭
@jubulabehera3087
@jubulabehera3087 8 күн бұрын
👌👌👌👍👍🙏🙏🙏🎉🎉🎉🎉🙏🙏🎉🎉🙏🙏🙏🙏🙏🙏🙏🙏🪔🪔🙏🙏🙏🙏🙏🙏🙏🙏🙏🙏🙏🙏🎉🎉🎉
@user-ml3yv2nz5y
@user-ml3yv2nz5y Күн бұрын
Excellent ki sundar bhajans jay Jagannath
@Artbyombadatya
@Artbyombadatya 15 күн бұрын
Bahut sundar. Jay jagannath 🙏🙏🙏🚩
@nirmalkumarparida688
@nirmalkumarparida688 12 күн бұрын
ଆପଣଙ୍କ ସ୍ବର ଶୁଣିଲେ ମନକୁ ଶାନ୍ତି ଲାଗେ
@sibasankarsahoo
@sibasankarsahoo Ай бұрын
ହୃଦୟ ସ୍ପର୍ଶି ଭଜନ ଟିଏ ⭕‼️⭕🙏🙏🙏🙏🙏
@ManojkumarJena-g8v
@ManojkumarJena-g8v 9 күн бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏
@rashmipradhan2508
@rashmipradhan2508 27 күн бұрын
Jay Shree Radhe Radhe 🙏 Jay Shree Jagannath 🙏 ♥️ Jay Shree Ram 🙏 Jay Shree Hanuman 🙏
@JyotchhnaraniSahu
@JyotchhnaraniSahu 20 күн бұрын
ଭଜନ ଗାୟକ ଉଭୟ ଅତି ଚମତ୍କାର ।
@ashoksamal7683
@ashoksamal7683 4 күн бұрын
ଆଜି ପ୍ରଭୁ ମୋ ଦୁଃଖ ଶୁଣିବକି 😭
@narayankhuntia9804
@narayankhuntia9804 20 күн бұрын
ଅତି ସୁନ୍ଦର ଭଜନ,, 🙏🙏
@ChinmayaKuBehera-yd2oy
@ChinmayaKuBehera-yd2oy 29 күн бұрын
ଜୟ ଜଗନ୍ନାଥ ଲେଖି ରହିପାରିଲିନି। ହେ କାଳିଆ ସାଆନ୍ତ ତୁମ ଲୀଳା ଅପାର ପ୍ରଭୁ। ଏ ଭଳି ଗୀତ ହୁଏତ ଓଡ଼ିଆ ବାସୀଙ୍କ ଦେହରେ ଥିବା ସମସ୍ତ ଲୋମ ଟାଙ୍କୁରିଦେବା ଭଳି ହୋଇଛି। ଅତି ସୁନ୍ଦର, ଅବର୍ଣ୍ଣନୀୟ, ଅତୁଳନୀୟ .... ଏମିତି ଯେତେ ଶବ୍ଦ ଲେଖିଲେ ହୁଏତ କମ୍ ଲାଗୁଛି। ସବୁ ପ୍ରଭୁଙ୍କ କୃପାରୁ ଏ ଭଳି ଗୀତଟି ମୁଁ ଆଜି ଶୁଣିବାକୁ ପାଇଲୀ।❤❤❤❤❤
@pradipchakra7182
@pradipchakra7182 23 күн бұрын
ଜୟ ଜଗନ୍ନାଥ ପ୍ରଭୁ ❤
@SumitraMunda-qd5ui
@SumitraMunda-qd5ui 21 күн бұрын
ଜୟ ଜଗନ୍ନାଥ ⭕‼️⭕ ଜୟ ଜଗନ୍ନାଥ ⭕‼️⭕ ଜୟ ଜଗନ୍ନାଥ ⭕‼️⭕ ନମସ୍କାର 🙏🏻 ଯୋଉଠି ଥାନ୍ତୁ ଭଲରେ ଖୁସିରେ ଶାନ୍ତିରେ ଥାନ୍ତୁ ଜୟ ଜଗନ୍ନାଥ ⭕‼️⭕
@pratapjena1232
@pratapjena1232 Ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🙏🙏🙏💐💐💐
@khageswarrout4290
@khageswarrout4290 29 күн бұрын
ଅତି ସୁନ୍ଦର ଜୟ ଜଗନ୍ନାଥ
@user-ll7tn1nd5t
@user-ll7tn1nd5t 9 күн бұрын
Oho😭akhi ru luha asigola😭😭 joy joganath🙏🙏🙏🙏🙏
@raajkumarpadhy9391
@raajkumarpadhy9391 Ай бұрын
ଭକ୍ତ ର ଠାକୁର କଳା ସାଆନ୍ତ🙏
@ଜୟଜଗନ୍ନାଥ1995
@ଜୟଜଗନ୍ନାଥ1995 24 күн бұрын
ଆଜି ସତରେ ସୁଣିକି ମନ ❤ ପ୍ରଫୁଲିତ୍ ହେଇଗଲା ଧନ୍ୟ ତୁମେ ଲୀଳାମୟ ଧନ୍ୟ ତୁମ ଅପାର କରୁଣା ଧନ୍ୟ ତୁମ ମହିମା
@BijayaSahu-o3w
@BijayaSahu-o3w 22 күн бұрын
😭😭😭😭😭 🙏ଜୟ ଜଗନ୍ନାଥ 🙏 ହେ ମଣିମା 🙏🙏😭
@jayantinayak3816
@jayantinayak3816 25 күн бұрын
Jay jaganath he pravu
@biswajeetnayak8734
@biswajeetnayak8734 28 күн бұрын
Satare tu Jaga hatia thakura.. ❤
@sethi_anchal_1999
@sethi_anchal_1999 28 күн бұрын
Satare akhiru luho asijauchi 😭 Jay jagannath 🙏
@suriyavlogs5076
@suriyavlogs5076 29 күн бұрын
Oh my God Apana kiye mu janine,first time apanankara a pravachan & vajan sunili satatre akhiru luha aasigala... Ate vala lagila j imagine kariparuni.... Jay Jagannath 🙏
@user-hg4iy3rl3i
@user-hg4iy3rl3i 27 күн бұрын
ପତିତ ପାବନ ନନାଙ୍କୁ ଅନେକ ଅନେକ ଧନ୍ୟବାଦ ଆମକାଳିଆ ସାଆନ୍ତ ଙ୍କୁ ଅନେକ ଲୋକଙ୍କୁ କହିବାକୁ ହେବ କେତେ ଭଲ
@kalupalatasingh1163
@kalupalatasingh1163 20 күн бұрын
ଉଚ୍ କୋଟିର ଭଜନ୍ ଉପସ୍ଥାପନା କରୁଛନ୍ତି ଅତି ସୁନ୍ଦର
@Nutanaaloka
@Nutanaaloka 13 күн бұрын
ଭାଷା ନାହିଁ କହିବାକୁ 😭😭😭😭😭
@ajaychinara7698
@ajaychinara7698 28 күн бұрын
Ahaa mana chua bhajana😢😢....Jay Jagannath 🙌🙏
@adcreations6514
@adcreations6514 28 күн бұрын
ଆହାଃ 🙏 କି ଭକ୍ତ ଆପଣ 🙏
@harikrushnasahu3193
@harikrushnasahu3193 5 күн бұрын
Jay jagannath 🙏🙏🙏🙏 manimaa 🙏🙏🙏🙏😭
@SonuTreder-xb2cn
@SonuTreder-xb2cn 8 күн бұрын
Bhabar bhajan sunibaku bahut madhur 👌
@SanjayakumarPadhi-m2o
@SanjayakumarPadhi-m2o 14 күн бұрын
Bahuta sundara gauchantyy angya atama Santi hei jauchi Jay jagannath
@sarangadharranarana6783
@sarangadharranarana6783 20 күн бұрын
Atti.sundar.bhajan.jayjagannath.prabhu.tuma.he.saha.
@manojparida2082
@manojparida2082 26 күн бұрын
JAI jagannath Prabhu 🙏🙏🙏
@sankarsanbrahma2154
@sankarsanbrahma2154 13 сағат бұрын
Jay Jagannath. Heart touching Bhajan.
@futurefauji8669
@futurefauji8669 24 күн бұрын
ହେ ମହାବାହୁ ବଳିଆ ର ଭୁଜ 😢😢😢😢
@susantamohanty5237
@susantamohanty5237 5 күн бұрын
ବହୁତ୍ ସୁନ୍ଦର ଭଜନ
@ranjudash9409
@ranjudash9409 23 күн бұрын
Thank you bhaina jagannath apananku dirghayu Kari rakhithantu,ati sundar pari besana, hruday sparshi
@skyisthelimit49
@skyisthelimit49 Ай бұрын
Ati hrudayasparshi,bhabapurna... Jaya jagannath
@pinkukuluart8781
@pinkukuluart8781 28 күн бұрын
Jay Jagannath 🙏
@user-jn2tr4dv1i
@user-jn2tr4dv1i 11 күн бұрын
ଭଜନ ଟି ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ ଗାଇଥିଲେ ,,ଏବେ ପୀତବାସ ଙ୍କ କଣ୍ଠ ରେ ମଧ୍ୟ ସୁନ୍ଦର୍ ଭାବରେ ଭଜନ ଟି ଗାଇଛନ୍ତି ,,
@SarangiPratap-ef9sj
@SarangiPratap-ef9sj 22 күн бұрын
Bahut Bhala Lagila......❤❤❤Jay JAGANNATH ❤❤❤
@bebinabiswal5538
@bebinabiswal5538 24 күн бұрын
Jay jagannath. Manima tumari echha Purnna karantu. Lekhibaku vasa nai❤
@niranjanmahanta9826
@niranjanmahanta9826 28 күн бұрын
ଜୟ ଜଗନ୍ନାଥ ❤❤❤
@user-lt6wx1xi5n
@user-lt6wx1xi5n 29 күн бұрын
ମୋର ପସନ୍ଦ ଭଜନ, ଜୟ ଜଗନ୍ନାଥ
@AbhinkumarBishi
@AbhinkumarBishi 15 күн бұрын
He prabhu mu papi ku tamar saranre rakhaprabhu
@simanchalmohanty5849
@simanchalmohanty5849 7 күн бұрын
🙏🙏Jay jagannath guruji🙏🙏🙏🙏🙏
@alekhnayak1127
@alekhnayak1127 20 күн бұрын
Jai jagannath mohaprabhu 🙏🙏
@prabhatsahoo7131
@prabhatsahoo7131 19 күн бұрын
Jay jagannath Swami Mo Kalia Santa coti Odia R mouda mani Eai sansar Beitarani nouka ray eai papi adham ku pari karidio Hay biswa nouri Atay sundar Bhajan Ray Hrudarua koho Samali parunahi Jay jagannath Swami ❤❤❤
@sampurnakumarpasayat8900
@sampurnakumarpasayat8900 28 күн бұрын
ଜୟ ଜଗନ୍ନାଥ ମହାପ୍ରଭୁ
@cartoonframe8886
@cartoonframe8886 26 күн бұрын
jay jagannath swami.....
@Mohanjyoti648
@Mohanjyoti648 18 күн бұрын
ଆହାକି ସୁନ୍ଦର ଭଜନ
PEDRO PEDRO INSIDEOUT
00:10
MOOMOO STUDIO [무무 스튜디오]
Рет қаралды 26 МЛН
АЗАРТНИК 4 |СЕЗОН 2 Серия
31:45
Inter Production
Рет қаралды 870 М.
Люблю детей 💕💕💕🥰 #aminkavitaminka #aminokka #miminka #дети
00:24
Аминка Витаминка
Рет қаралды 1,3 МЛН
Aalo Maa Laxmi Saantani
30:02
Patitapabana Das - Topic
Рет қаралды 26 М.
PEDRO PEDRO INSIDEOUT
00:10
MOOMOO STUDIO [무무 스튜디오]
Рет қаралды 26 МЛН