Рет қаралды 38,809
Psalm 122:1
I was glad when they said to me, "Let us go to the house of the LORD."
(08/09/2024)
💐ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସୁମଧୁର ନାମରେ ନମସ୍କାର।
ସଦାପ୍ରଭୁଙ୍କ ଗୌରବ ଓ ମହିମା ଉଧେଶ୍ୟରେ ପୁଣି ଏକ ନୂତନ ଖ୍ରୀଷ୍ଟୀୟ ଭକ୍ତି ସଂଗୀତ ଆଜି SB Music Official (Sanjib Bishoyi) KZbin Channel ପରିବାର ତରଫରୁ ପ୍ରଭୁ ପୂଜା ଓ ଆରାଧନାର ମନ ଛୁଆଁ ଗୀତ ଭେଟି ଦେଉ ଅଛୁ।
ଅତଏବ ପ୍ରାର୍ଥନା ଓ ବିଶ୍ୱାସ ଯେ ଆପଣମାନେ ଏଇ ନୂତନ ଗୀତଟିକୁ ଅଧିକ ମାତ୍ରାରେ ଭଲ ପାଇବା ଦେବା ସହ ପିତା ଈଶ୍ୱରଙ୍କ ପୂଜା ଓ ଆରାଧନା କରି ସ୍ବର୍ଗୀୟ ଆଶିଷ ଓ ଅନୁଗ୍ରହ ଲାଭ କରନ୍ତୁ ଏବଂ ତାଙ୍କ ଶ୍ରୀ କୃପା ପାଇଁ ବ୍ୟବହାର କରନ୍ତୁ💐
ଏମିତି ଆଗକୁ ଆହୁରି ନୂଆ ନୂଆ ଗୀତ ପାଇବା ନିମନ୍ତେ Please do............
*Like, Share, Comment ଏବଂ - SB Music Official
(Sanjib Bishoyi) KZbin Channel ରେ Subscribe କରି ସୁସମାଚାର ବିସ୍ତାର କରିବାରେ ସାହାଯ୍ୟ କରନ୍ତୁ*
********************************
💐Song Credits💐
Song -ପ୍ରଭୂଙ୍କର ଶ୍ରୀ ଛାମୁରେ (Prabhunkara Shree Chamure)
Singer- Sashank Sekhar & Ananya Shritam Nanda
Lyrics & Composition- Fr. Sanjib Bishoyi, SVD
Music Arrangement- Bapi Samal
Dop/Edit- Ambram Ganta (Bapi) -(7978442896)
Thumbnail- Sangram Paricha (7974973141)
*********************************
💐Full Lyrics💐
ହେ...ହେ...ଲା...ଲା...୨
ପ୍ରଭୁଙ୍କର ଶ୍ରୀ ଛାମୁରେ
ଆସ ଆମେ ସର୍ବେ ଯିବା
ଭକତିର ହୃଦ ନେଇ
ତାଙ୍କ ପାଦେ ଆରାଧିବା-୨
୧. ଏଇ ଆକାଶ ଏଇ ପୃଥିବୀ
ତାଙ୍କ ମହିମା ଗାଏ
ଏଇ ପାହାଡ଼ ଏଇ ଝରଣା
ସ୍ତୁତି ପ୍ରଶଂସା କରେ
ସାରା ସୃଷ୍ଟି, ସର୍ବ ଜାତି
ତାଙ୍କ ପ୍ରେମେ ଲଭେ ଶକ୍ତି
ସେ ମହାନ ସୃଷ୍ଟିକର୍ତ୍ତା
ଆମ ପ୍ରଭୁ ପାଳନ କର୍ତ୍ତା
ଆସ ସର୍ବେ ମିଳି...ଆ
ପ୍ରେମ ଦୀପ ଜାଳି...ଆ
ଆସ ସର୍ବେ ମିଳି
ପ୍ରେମ ଦୀପ ଜାଳି
କରିବା ତାଙ୍କ ବନ୍ଦନା
ପୂଜା ଆରାଧନା-୨
୨. ବିରାଜ ହେ ପ୍ରଭୁ
ଏହି ଦିବ୍ୟ ବେଦୀରେ
ସ୍ବର୍ଗୀୟ ଆଶିଷ
ଢାଳି ଦିଅ ଆମ ଉପରେ
ପ୍ରଭୁ ହେ...
ଢାଳିଦିଅ ଆମ ଉପରେ
ଆସ ସର୍ବେ ମିଳି.....
*********************************
#christianodia
#odiachristiansong
#christianworshipsongs
#amitbadanayakchristiansongs
#jaganmohannagofficial
#salemlimachristiansong
#ananyashritamnandasongs
#asimapanda
#ssujit
#christiandevotionalsong
#sashanksekharsongs
#humansagarchristiansong
#bapisamalsongs
#amitpaniofficial
#amitpanisong
#koraputia_christian_song
#sambalpurisong
#odiajesussongs
#bestodiachristiansong
#latestodiachristiansongs
******************************
ANTI-PIRACY WARNING
------------------------
Unauthorised reproduction, redistribution, or re-upload is strictly prohibited from this material. All rights reserve with SB Music Official (Sanjib Bishoyi)