PRAGYAN & SHANKAR NKA BOBAL COMEDY - NAMAN | ମୋ ଗାଡ଼ି କିରୋସିନିରେ ଚାଲେ ପେଟ୍ରୋଲ କଣ ହବ | BEST COMEDY

  Рет қаралды 658,480

DCD Odia

DCD Odia

Күн бұрын

Пікірлер: 54
@satishchandrabehera7291
@satishchandrabehera7291 25 күн бұрын
ବହୁତ ସୁନ୍ଦର ସାମାଜିକ ବାର୍ତ୍ତା। ଶଙ୍କର ଭାଇଙ୍କୁ ଅଶେଷ ଶୁଭେଚ୍ଛା। ଜୟ ଜଗନ୍ନାଥ!!!
@BharatSahu-v5c
@BharatSahu-v5c 7 ай бұрын
❤ଭଲ ଅଭିନୟ❤❤
@BasantakumarRaul
@BasantakumarRaul 9 ай бұрын
ବହୁତ ଚମତ୍କାର।
@CuteRajalaxmi963
@CuteRajalaxmi963 8 ай бұрын
Very good pragya.bhai
@RajeshDeogam-bj2ug
@RajeshDeogam-bj2ug 4 ай бұрын
I L U pragyan bhai
@babunapattanayak6960
@babunapattanayak6960 9 күн бұрын
❤❤❤❤👌👌👏👏👏👏👏
@prafullatripathy7138
@prafullatripathy7138 6 ай бұрын
👌👌👌🙏🙏
@pramodkumarbehera9498
@pramodkumarbehera9498 9 ай бұрын
Namaskar, it's a teachable, funny acts of pragyan &sasanka bhai, mind-blowing, interesting,enjoying act, jai jagannath., Naman programme is a superb.
@rajkishoreraj5
@rajkishoreraj5 Ай бұрын
Beautiful ❤️❤️
@ManojBarik-b1w
@ManojBarik-b1w 3 ай бұрын
Good mesage of society
@sujatasahoo6073
@sujatasahoo6073 Ай бұрын
Very good.
@main_hoon_alag
@main_hoon_alag 7 ай бұрын
What a amazing innovative idea..to make people laugh...🎉🎉
@7thclassayushmanmahapatra973
@7thclassayushmanmahapatra973 3 ай бұрын
❤❤❤❤❤❤❤❤❤❤❤Nice
@chitaranjanbehera7569
@chitaranjanbehera7569 9 ай бұрын
ବହୁତ ସୁନ୍ଦର
@bikramkesharinayak35
@bikramkesharinayak35 5 ай бұрын
Nice my odisha police 🚨. Garat salutu
@mjodia_vlogs6525
@mjodia_vlogs6525 6 ай бұрын
Best comedian duo of Odisha
@prasannaparida853
@prasannaparida853 6 ай бұрын
Nice comedian prangya bhai
@TapanTapan-zu6gx
@TapanTapan-zu6gx 7 ай бұрын
Jaybbsrpolice.❤
@Micky-pn1ck
@Micky-pn1ck 4 ай бұрын
👍👍👍👌
@basumandal6209
@basumandal6209 8 ай бұрын
Joyguru joy sree Jagannath
@SubasSenapti
@SubasSenapti 4 ай бұрын
Very nice ❤❤❤❤
@manasmohanta781
@manasmohanta781 3 ай бұрын
Sir Army ହୋଇ ବଡର ରେ ଗୁଳି ଖାଇ ମାରିବା ନୁହଁ ❌ତାହାକୁ ଦେଶ ପାଇଁ ସହିଦ ହେଲେ ବୋଲି କୁହାଯାଏ 🙏All Army lover 👍👍
@rajeshinfo-os5pu
@rajeshinfo-os5pu 8 ай бұрын
ହାତଯୋଡ଼ି🙏🏾ଅନୁରୋଧ ଦୟାକରି ପୁରା ପଢ଼ନ୍ତୁ 25ବର୍ଷ ଶାସନ କଲେଣି ଏବେବି କିଛି ଲୋକଙ୍କ ଘରେ ଚୁଲି ଜଳୁନି ଗଛ ତଳେ ପଲଥିନ ତଳେ ରହୁଛନ୍ତି ଗଛର ପତ୍ର ଫଳ ଖାଇ ଝରଣା ପାଣି ପିଇ ବଞ୍ଚୁଛନ୍ତି ମୋବାଇଲ ଫେସବୁକ ହ୍ୱାଟ୍ସଅପ ଦୂରର କଥା ଇଲେକ୍ଟ୍ରି କଣ ଜାଣନ୍ତି ନାହିଁ କିନ୍ତୁ ପାଣ୍ଡିଆନ ବାବୁ କହୁଛନ୍ତି ରୂପାନ୍ତିକରଣ ହୋଇଛି ତାଙ୍କ କଥାବି ସତ ଯଦି ରୂପାନ୍ତିକରଣ ହୋଇଛି କେବଳ ନିଜର ହୋଇଛି ନିଜେ ହଜାର ହଜାର କୋଟି ଟଙ୍କାର ମାଲିକ ହୋଇଛନ୍ତି ଯଦି ଏତେ ବଡ଼ ଅଯୋଧ୍ୟା ଶ୍ରୀରାମ ମନ୍ଦିର ହେଲା ସେଠି ଖର୍ଚ୍ଚ ହୋଇଛି 14ଶହ କୋଟି କିନ୍ତୁ ପାଣ୍ଡିଆ ସାରେ ପୁରୀରେ ମନ୍ଦିର ଚାରିପଟେ ବେଢା ଫୁଲଗଛ ଝୁଟିପକା ରାସ୍ତା ଆଉ 4ଟା ପାଇଖାନା କରି କହୁଛନ୍ତି 42ଶହ କୋଟି ଖର୍ଚ୍ଚ ହୋଇଛି କିନ୍ତୁ 8 ଦିନ ପରେ ପାଇଖାନା ପାଣି ବଡ଼ ଦାଣ୍ଡରେ ଲହିଡି ମାରୁଛି ଆପଣ ଭାବନ୍ତୁ ପାଣ୍ଡିଆନ ସାର କଉ ସ୍ତରରେ ଦୁର୍ନୀତି କରୁଛନ୍ତି ସେ ଜାଣିଛନ୍ତି ଓଡିଶାରେ ପାହାଡ଼ ପର୍ବତ ଖଣିଜ ପଦାର୍ଥ ଭରପୁର ଅଛି ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଅଛି ସେଥିପାଇଁ ତ ଜଗନ୍ନାଥ ସେନାର ଆବାହକ ସମ୍ମାନନୀୟ ପିକୁ ବାବୁଙ୍କୁ 2ଥର ଜେଲ ପଠେଇଲେଣି କାରଣ ସେ ଘୋର ବିରୁଦ୍ଧ କରୁଛନ୍ତି ପାଣ୍ଡୁଙ୍କୁ କିନ୍ତୁ ଓଡିଶାକୁ ସମ୍ପୂର୍ଣ ଲୁଟିବା ପାଇଁ ପଣ କରିଛନ୍ତି ତାଛଡା ଆମ ଓଡିଶାରେ କୌଣସି ବଡ଼ କାମ ହେଉଛି ତାକୁ ତାମିଲନାଡୁ କଣ୍ଟ୍ରାକ୍ଟର ତାମିଲନାଡୁ ଗାଡି ଆଉ ତାମିଲନାଡୁ ଲୋକ କାମ କରୁଛନ୍ତି ପୁଣି ତାଙ୍କୁ 4ଗୁଣା ଅଧୀକ ପଇସା ଦିଆଯାଉଛି କିନ୍ତୁ ଆମ ଦାଦା ଭାଇ ଭଉଣୀ ଦାଦନ ଖଟିବାକୁ ପରିବାର ଛାଡି 😭 ବାହାରକୁ ଯାଉଛନ୍ତି ସାମାନ୍ୟ ପିଅନ୍ ସିକୁରିଟି ଚାକିରୀ ପାଇଁ ଗ୍ରାଜୁଏଟ ପିଲା ଆବେଦନ କରୁଛନ୍ତି କିନ୍ତୁ ପାଣ୍ଡିଆନ ବାବୁ ଏତେ ବଡ଼ ଚାକିରୀ ଛାଡି କଣ ଓଡିଶାର ସେବା କରିବେ ଜମା ନୁହଁ ଯଦି ସେବା କରିବାର ଇଚ୍ଛା ଥାନ୍ତା ସେ ତାମିଲନାଡୁ ଯାଇ ନିଜ ଜନ୍ମଭୂମୀ ଆଉ ନିଜ ଲୋକଙ୍କର ସେବା କରିଥାନ୍ତେ କିନ୍ତୁ ଏଠି ସମ୍ପୂର୍ଣ ଓଡିଶାକୁ ଖୋଳ କରିବାପାଇଁ ଶପଥ ଖାଇଛନ୍ତି ସେଥିପାଇଁ ତ ଦିନରାତି ଏକକରି ତାମିଲନାଡୁରୁ ଲୋକ ମଗାଇ ଗୁଣ୍ଡାଗର୍ଦୀ କରି ଲୋଟିବାରେ ଲାଗିପଡିଛନ୍ତି ହଁ କୌଣସି ପଦକ୍ଷେପ ନିଆଗଲେ ତାର ମହତ ଉଦେଶ୍ୟ ରଖାଯାଇଥାଏ ସେମିତି 5t,ଅର୍ଥାତ ଆମେ ସ୍ୱଚ୍ଛ ନିର୍ମଳ କଥା କହିବୁ କିନ୍ତୁ କରିବୁ ତାର ସମ୍ପୂର୍ଣ ଓଲଟା ଏହାର ସବୁଠୁ ବଡ଼ ଆଉ ଦିବ୍ୟ ଉଦାହରଣ ହେଉଛି କନିଷ୍ଠ ଶିକ୍ଷକ ନିଯୁକ୍ତିରେ ପିଲାଙ୍କୁ ମାର୍କ ନଜଣାଇ ପଇସା ଖାଇ ମହାଲା ମାଣ୍ଡାଙ୍କୁ ଚାକରି ଦେବା ମାନିବାକୁ ପଡିବ ପାଣ୍ଡିଆନଙ୍କ ବ୍ରେନକୁ ସେଥିପାଇଁ ବବି ଦାସ ଏବଂ ତାଙ୍କପରି ବହୁତ ବଡ଼ ବଡ଼ ନେତାଙ୍କୁ ସେ ଚୁପ କରେଇ ଦେଇଛନ୍ତି ଏଠି ସାଧାରଣ ଲୋକ ଯେମିତି ପରି ମା ପିହୁ ମା ମାହାଙ୍ଗା ଡବଲ ମର୍ଡର ଆଉ ଶହଶହ ରେପ ଏବଂ ମର୍ଡର କେସକୁ ଚାପି ଦିଆଯାଉଛି ଦିନଟାରେ ମା ଭଉଣୀ ମାନଙ୍କୁ କହି କହି ଦୁଷ୍କର୍ମ କରାଯାଉଛି ଯଦି ଧରାଗଲା ଦୋଷୀକୁ ଖସାଇ ନିର୍ଦୋଷକୁ ଦଣ୍ଡ ଦିଆଯାଉଛି ଆଉ ସ୍ୱାସ୍ଥ୍ୟ ବିଭାଗ କଥା କହିଲେ ନସରେ (ହାଇଟେକ ହସ୍ପିଟାଲ ବ୍ଲାଷ୍ଟ କେସ) ସବୁଠୁ ଅଧୀକ ପଦବୀ ଖାଲି ପଡିଛି ସ୍ୱାସ୍ଥ୍ୟ ବିଭାଗରେ କିନ୍ତୁ ମଦ ଦୋକାନ ଖୋଲିବାରେ ବ୍ୟସ୍ତ ପାଣ୍ଡୁବାବୁ ତେଣୁ ସେ ଚାଁହୁ ନାହାନ୍ତି ଶିକ୍ଷା ସ୍ୱାସ୍ଥ୍ୟ ଏବଂ ରୋଜଗାର ଯେଉଁ 3ଟା ନିହାତି ଆବଶ୍ୟକ ସେଥିପାଇଁ ତ ଆଜି ରାଜରାସ୍ତାରେ ନିଜର ହକ ପାଇଁ ଅଙ୍ଗନବାଡି ପାଚିକା ଆଶା ଶିକ୍ଷକ ଗାଁ ସାଥି ଏମିତି ସବୁ ବର୍ଗର ଅଛନ୍ତି ତାଙ୍କ ପାଇଁ ପଇସା ନାହିଁ କିନ୍ତୁ ନିଜେ ହେଲିକେପଟରରେ ନୂଆ ଓ କାର୍ଯ୍ୟକ୍ରମରେ ଅର୍ପଣ ରଥ ଦ୍ୱାରା ମହାପ୍ରଭୁ ଜଗନ୍ନାଥଙ୍କୁ ଭିକ ମଗେଇ କାମିୟା ଜାନିକୁ 18 କୋଟି ଦେଇ ନିଜର ପ୍ରଚାର ପାଇଁ କୋଟି କୋଟି ବାହାରୁଛି ଯିଏ ଏସବୁ କହୁଛି କି ଲେଖୁଛି ତାଙ୍କୁ ଜେଲ ପଠେଇ ଦେଉଛନ୍ତି ଆଉ ଏତେ ସବୁ ଅତ୍ୟାଚାର ହେଉଛି କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି ଯଦିବି କମ ବହୁତ କିଛି ଜାଣିଛନ୍ତି ତାଙ୍କୁ ବି ଚୁପ କରେଇଦେଇଛନ୍ତି ପାଣ୍ଡିଆନ ତେଣୁ ଆପଣଙ୍କୁ ଅନୁରୋଧ ଦୟାକରି ଏକ ହୁଅନ୍ତୁ ବିଜେଡ଼ି ନେତାଙ୍କୁ ଭୋଟ ଦେବା ଯାହା ପାଣ୍ଡୁର ହାତକୁ ଆହୁରି ମଜଭୁତ କରିବା ସେୟା ତେଣୁ ଏଥର ନୂଆ କିଛି କରିଦେଖାନ୍ତୁ ଏତିକି ପ୍ରାର୍ଥନା ରହିବ ମୋର ସାରା ଓଡିଶା ବାସୀଙ୍କୁ ଯିଏ ଯେଉଁ ବୃତ୍ତିରେ ଥାନ୍ତୁ ନା କାହିଁକି)ଏ ବିଷୟରେ ଗଭୀର ଚିନ୍ତା କରନ୍ତୁ ଖବର ରଖନ୍ତୁ ନିଜ ଘରେ ବନ୍ଧୁଘରେ ସାଙ୍ଗ ସାଥିଙ୍କ ସାଙ୍ଗରେ ଛକ ବଜାରରେ ଆଲୋଚନା କରନ୍ତୁ ବୁଝାନ୍ତୁ କାହିଁକି ନା 70 ଭାଗ ଭୋଟଦାତା ଜାଣିନାହାନ୍ତି ପାଣ୍ଡିଆନ ଏତେ ଅସହ୍ୟ ଦୁର୍ନୀତି କରି ଆମର କୋଟି କୋଟି ଟଙ୍କା ଚଳୁ କଲେଣି ଏହା ତ୍ରିବାର ସତ୍ୟ ନହେଲେ କାହିଁକି ଆଜି ସବୁ ଜିନିଷ ଏତେ ଉଚ୍ଚ ଦର ଓଡିଶାର ସୁରକ୍ଷା ନିଜର ପରିବାରର ନିଜର ଭବିଷ୍ୟତର ସୁରକ୍ଷା ପାଇଁ ଏକ ହୁଅନ୍ତୁ ବିଜେଡ଼ି ହଟାନ୍ତୁ ଜୟ ଜଗନ୍ନାଥ 🙏🏾🙏🏾🙏🏾
@abhimanyubhoi3621
@abhimanyubhoi3621 8 ай бұрын
Bhai pura right katha kahilo pandian gote chorata
@samirranjan6076
@samirranjan6076 8 ай бұрын
Jaha kahila Bhai thik hele ethi pai ama odisha ra sabu MLA ,Sarapancha,au bjd ra kuji neta dai,semane bujhu nanhanti loka semanku vote deuchhanti tanka jogu semane power re rahuchhanti
@JyotirmayeeNahak-cm4lt
@JyotirmayeeNahak-cm4lt Ай бұрын
😊
@madhusudan8249
@madhusudan8249 8 ай бұрын
Paisha Bhi Milliba
@MituNahak-w9w
@MituNahak-w9w 6 ай бұрын
Besiya dai achi ki seta bodhe heithiba
@PramilaPatra-zo9fw
@PramilaPatra-zo9fw 2 ай бұрын
🙏🙏
@adityasarkaradityasarkar145
@adityasarkaradityasarkar145 7 ай бұрын
🎉👋👋👋👋👋
@Rajeev2433
@Rajeev2433 7 ай бұрын
😮😮
@AspinPradhan-b3n
@AspinPradhan-b3n 9 ай бұрын
Apannkar katha ru janapadilaa bhai apannkar pua ku army ku chadibe nahi second katha sahid huanti guli khai nuhe ae ward besi khrp laguchhi sry apannkar all comedy pasand kare kintu ae ward ku mu egnore karuchhi
@sapankumar4421
@sapankumar4421 7 ай бұрын
Good comedy
@satyanandabiswal5338
@satyanandabiswal5338 5 ай бұрын
Siddharth tv comedi madhyam re traffic Sochetana bahutu bhala namaskar dhanyavaad
@debendranathrout3972
@debendranathrout3972 8 ай бұрын
Thanks brother
@PramodKumar-f1v7l
@PramodKumar-f1v7l 9 ай бұрын
😊😅
@bikramrout1116
@bikramrout1116 7 ай бұрын
ଜୟନବିନଜୟବିଜେଡି ଓଡ଼ିଶାରେ ମାଘିଆବିଜେପି କୁକୁର ଭଳିଆ ଭୁକିଵ ବିଜେପି ମାଘିଆ
@bidyadharmallick3904
@bidyadharmallick3904 3 ай бұрын
Bala kamedi
@damumali3718
@damumali3718 5 ай бұрын
😢😮
@padmalochansamal1560
@padmalochansamal1560 Ай бұрын
Mirrior is useless without perfect light
@manojkumamuduli8823
@manojkumamuduli8823 2 ай бұрын
କୋରନା ଟାଇମ୍ ରେ ପୋଲିସ୍ ଭାଇମାନେ ବାଣ୍ଡ ଛୋଡି ପକଉଥିଲେ ।
@SitakantaMohanty-l4o
@SitakantaMohanty-l4o 5 ай бұрын
Bjd jindabada
@Bllv-sk7zw
@Bllv-sk7zw 8 ай бұрын
Odisare khalihatadhara mouth achi
@SankarPatra-xd3bv
@SankarPatra-xd3bv 8 ай бұрын
😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮
@Untalented769
@Untalented769 6 сағат бұрын
J
@ranjanmalik5551
@ranjanmalik5551 8 ай бұрын
Are a odisha police kebala chora
@sudeepms143
@sudeepms143 9 ай бұрын
ପାଣ୍ଡିଆନ ପାଇଁ ଖବର ପ୍ରଚାର ଛାଡ଼ି ଟ୍ରାଫିକ ଜାଗାରେ କଣ ?
@moodisha7635
@moodisha7635 9 ай бұрын
Pandia pandia houe bala khaijiba
@natabarnayak588
@natabarnayak588 8 ай бұрын
​@@moodisha76351q1q1q11l
@kishordas4207
@kishordas4207 6 ай бұрын
😅
@tograhulyt1296
@tograhulyt1296 4 ай бұрын
❤❤❤ ମୋ​@@moodisha7635
@basantarout2160
@basantarout2160 4 ай бұрын
Pl
@ERAMAMURTYRAO
@ERAMAMURTYRAO 7 ай бұрын
J
А что бы ты сделал? @LimbLossBoss
00:17
История одного вокалиста
Рет қаралды 11 МЛН
Я сделала самое маленькое в мире мороженое!
00:43
I tricked MrBeast into giving me his channel
00:58
Jesser
Рет қаралды 20 МЛН
This dad wins Halloween! 🎃💀
01:00
Justin Flom
Рет қаралды 26 МЛН
А что бы ты сделал? @LimbLossBoss
00:17
История одного вокалиста
Рет қаралды 11 МЛН