'ଉତ୍କଳ ୟୁନିଭର୍ସିଟିରେ ଛାତ୍ର ସଂସଦ ନିର୍ବାଚନ ଜିତିଲି, ବିଜୁ ବାବୁ ଭୋଜି ଦେଇଥିଲେ': Prithviraj Harichandan

  Рет қаралды 28,679

Prameya News7

Prameya News7

Күн бұрын

Пікірлер: 30
@alloffyou4995
@alloffyou4995 Күн бұрын
ଆରେ ଇଏ ହେଉଛନ୍ତି ପରମ ଗାଲୁଆ
@Biswajitray-tj8yp
@Biswajitray-tj8yp Күн бұрын
ଏଇଟା ପୋଖତ ଦଲାଲ
@nuririna6076
@nuririna6076 Күн бұрын
ବିଜୁ ବାବୁ ସାହାଯ୍ୟ କରିଥିଲେ , ସେଥିପାଇଁ ନବୀନ ବାବୁଙ୍କ ବିରୁଦ୍ଧରେ ଅଛ
@jaylaxminarayan4337
@jaylaxminarayan4337 Күн бұрын
ସେହି ବିଜୁ ବାବୁ ଙ୍କୁ କେତେ ମନେରଖିଛ ତାଙ୍କ ପାଇଁ କଣ ଅବଦାନ ରହିବ
@HrushikeshSamantaray-tb5xn
@HrushikeshSamantaray-tb5xn Күн бұрын
Odisha Kahile Biju Patnaik Samaste Tankari Chella
@asutosh501
@asutosh501 Күн бұрын
🙏🙏ହୋମଗାର୍ଡ ମାନଙ୍କୁ ସରକାରଙ୍କ ପୋଲିସ ଡିପାର୍ଟମେଣ୍ଟ ଆମ ହୋମଗାର୍ଡ ମାନଙ୍କୁ ବିଭିନ୍ନ ମିଛ କେଶ ରେ ଯୋଡି, ଜଣକ ନାମରେ କିଛି କେଶ ନଥିଲେ ବି ଡ଼ିପାର୍ଟମେଣ୍ଟ ଜଣକ ଦୋଷ ରେ ଅନ୍ୟ ଜଣକୁ ସେଥିରେ ଯୋଡି ଚାକିରିରୁ ବହିଷ୍କାର କରୁଛନ୍ତି ଵା କରାଯାଉଛି.. ହୋମଗାର୍ଡମାନଙ୍କୁ କଣ ଖାଲି ଚାକିରିରୁ ବହିଷ୍କାର କରିବାର ପ୍ରାଧାନ୍ୟ ଅଛି. ବଡବଡ଼ିଆବାବୁ ମାନଙ୍କୁ କଣ ଖାଲି କ୍ଷମତା ଦିଆଯାଇଛି ହୋମଗାର୍ଡମାନଙ୍କୁ ବହିଷ୍କାର କରିବାକୁ. ଭୁଲଥିଲେ ତା ପାଇଁ କଣ ଆଉ ଅନ୍ୟ କିଛି ଦଣ୍ଡବିଧାନ ଲେଖା ନାହିଁ. ହୋମଗାର୍ଡ ରୁଲ୍ସ ରେ ବଡ଼ବଡ଼ବାବୁମାନେ କେବଳ ବହିଷ୍କାରକୁ ମନେରଖିଛନ୍ତି.ପୋଲିସ ରେଗୁଲାର କର୍ମଚାରୀ ଜେଲରୁ ଫେରି ଚାକିରୀ କରୁଛନ୍ତି, ବଡବଡ଼ବାବୁମାନେ ଭିଜିଲାନ୍ସ ଟ୍ରାପିଙ୍ଗ ହୋଇ ପୁନର୍ବାର ଚାକିରୀ କରୁଛନ୍ତି.ଜଣଙ୍କ ନାମରେ FIR ଥିଲେ ବି ସରକାରୀ ଚାକିରୀ କରିପାରୁଛି. ହେଲେ ହୋମଗାର୍ଡମାନଙ୍କୁ ଖାଲି ଚାକିରିରୁ ବହିଷ୍କାର ଭଳି ଦଣ୍ଡ ଛଡା ଅନ୍ୟ କିଛି ଦଣ୍ଡ ମିଳିଲା ନାହିଁ. ଛୋଟ ହେଉ ଅବା ବଡ଼ ଭୁଲ ହୋମଗାର୍ଡମାନଙ୍କୁ ବହିଷ୍କାର ଛଡା ଅନ୍ୟ ଦଣ୍ଡ ଆଜି ପର୍ଯ୍ୟନ୍ତ କାହାରିକୁ ମିଳିଲା ନାହିଁ, ହୋମଗାର୍ଡ ରୁଲ୍ସରେ କେବଳ ଏହି ବହିଷ୍କାର ଦଣ୍ତ ଛଡା ଅନ୍ୟ ଦଣ୍ଡ ଲେଖା ନାହିଁ ବୋଧେ. ଏହାକୁ କୌଣସି ରାଜନୈତିକ ବ୍ୟକ୍ତିବିଶେଷ କିମ୍ବା କୌଣସି ନ୍ୟୁଜ ଚ୍ୟାନେଲ ଅନ୍ୟାନ୍ୟ ସଂଗଠନ କେହି ଏ ବିଷୟରେ ମୁଁହ ଖୋଲୁନାହାନ୍ତି କି କହୁନାହାନ୍ତି. ସେଥିପାଇଁ ପୋଲିସ ଡିପାର୍ଟମେଣ୍ଟ ମନଇଛା ହୋମଗାର୍ଡମାନଙ୍କ ଉପରେ ଜୁଲମ ଚଲାଇଛନ୍ତି. କେବେ ହୋମଗାର୍ଡମାନେ ଏଭଳି ଇଂଗ୍ରେଜ ପୋଲିସବାବୁମାନଙ୍କଠାରୁ ସ୍ୱାଧୀନତା ପାଇବ. ମୋର ସରକାରଙ୍କୁ ନିବେଦନ ଆମ ହୋମଗାର୍ଡଙ୍କ ପ୍ରତି କରାଯାଇଥିବା ଅନ୍ୟାୟକୁ ପୁନଃ ବିଚାର କରି ସରକାର ଆମମାନଙ୍କୁ ନ୍ୟାୟ ଦିଅନ୍ତୁ.🙏🙏
@sanjayakumarsethy1762
@sanjayakumarsethy1762 Күн бұрын
କର୍ପୋରେଟର ଇଲେକ୍ସନ ଜିତିନଥିବା ବ୍ୟକ୍ତି ବହୁବାର ହାରିବା ପରେ ପ୍ରଥମ ଥର ଜିତିକି ମନ୍ତ୍ରୀପଦ ପାଇବା ତାହାପୁଣି ବିନା ଅଭିଜ୍ଞତାରେ.. ଏହା ନିଶ୍ଚିତ ଭାବେ ବିଜେପି ଦଳରେ ପରିବାରବାଦର ଜ୍ୱଳନ୍ତ ଉଦାହରଣ
@s.mohapatra-i1k
@s.mohapatra-i1k Күн бұрын
ଠିକ୍ କଥା
@Material-Scientist-22
@Material-Scientist-22 7 сағат бұрын
Exactly
@prabirkumardas641
@prabirkumardas641 Күн бұрын
୧୯୯୫ ପରେ ବିଜୁ ବାବୁଙ୍କୁ ଛୁରୀ ମାରିଲି ।
@dasrakesh5891
@dasrakesh5891 Күн бұрын
😂
@lijupradhan3037
@lijupradhan3037 Күн бұрын
ଛୁରୀ ଟା ତୁ ଦେଇଚୁ ପରା 😂😂😂😂
@dasrakesh5891
@dasrakesh5891 Күн бұрын
@@lijupradhan3037 Andha Bhakta kire tu 😂
@lijupradhan3037
@lijupradhan3037 Күн бұрын
@dasrakesh5891 ନାହିଁ ରେ ମୁଁ ତୋ ବିଜେଡି ର କ୍ରିତ ଦାସ ଆଉ କଂଗ୍ରେସ୍ ର ଚାଟୁ କାର
@PrasantaPradhan-l2k
@PrasantaPradhan-l2k Күн бұрын
Baiman kukura tu
@EshwarBhakti-ii9nk
@EshwarBhakti-ii9nk 19 минут бұрын
So good person. .
@s.mohapatra-i1k
@s.mohapatra-i1k 2 сағат бұрын
2019ରେ ବିଜେଡି ପାରଥି ପ୍ରସନ୍ନ ଜଗଦେବ ଠାରୁ ହାରି ଥିଲା ଆଉ ଏଥର EVM ଯଦି ସାଙ୍ଗରେ ନଥାନ୍ତା ତେବେ ଏଥର ମଧ୍ୟ ହାରି ଥାନ୍ତା
@Revenge-r8c
@Revenge-r8c Күн бұрын
Ea reporter kamaku nuhn....kau village ra kalanka ea...😂😂
@sureshjoshi9561
@sureshjoshi9561 22 сағат бұрын
Great great
@bhabagrahirana593
@bhabagrahirana593 Күн бұрын
🙏
@niranjanpradhan6763
@niranjanpradhan6763 Күн бұрын
ୟା ବାପା ପରେ ୟାକୁ କିଏ ବସିପାଣିରେ ପଚରିବେକି ନାହିଁ ସନ୍ଦେହ !
@hadibandhusamal3924
@hadibandhusamal3924 Күн бұрын
ନେତାହେବତଏମିତି
@jitendranaik9979
@jitendranaik9979 Күн бұрын
Jilapalo report kuade swarga dwarore
@SushantaKumar-b8m
@SushantaKumar-b8m Күн бұрын
Micha gapa bijubabu thilabela kahunathilu
@skvideos2842
@skvideos2842 23 сағат бұрын
Pakka michhua😊
How to treat Acne💉
00:31
ISSEI / いっせい
Рет қаралды 108 МЛН
It’s all not real
00:15
V.A. show / Магика
Рет қаралды 20 МЛН
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 16 МЛН