ଦରଦାମ ବୃଦ୍ଧି: ଦାୟୀ କିଏ? | 9 PM Prime Time Discussion | PrameyaNews7

  Рет қаралды 5,609

Prameya News7

Prameya News7

Күн бұрын

Пікірлер: 46
@BabuliBehera-zs2ko
@BabuliBehera-zs2ko 12 сағат бұрын
ବିଜେପି ସରକାର କୁହାଳିଆ ସରକାର କାମକୁ ନୁହେଁ
@prabinkumarnayak5324
@prabinkumarnayak5324 10 сағат бұрын
ବିଜେପି ମାନେ ପବନ, ଏ ୫ ବର୍ଷ ଏମିତି ଚାଲିବ, ଅଭ୍ୟାସ ପଡ଼ିବାକୁ ଚେଷ୍ଟା କର, ବିଜେବି ଯଦି ପଚରିବେ ସେମାନେ କହିବେ ନବୀନ ବାବୁ ଏବେ ଦାୟୀ 5 ବର୍ଷ ପରେ ବି ନବିନ ବାବୁ ଦାୟୀ ରହିବେ,
@maapournamasitkpd1723
@maapournamasitkpd1723 20 сағат бұрын
ବିଜେପି ଦାୟୀ
@pitambarsingh7904
@pitambarsingh7904 17 сағат бұрын
ଶୀତଳଭଣ୍ଡାର ସେତେବେଳେ ଅର୍ଥର ଅଭାବ ଥିଲା ଅର୍ଥ ଅଭିବୃଦ୍ଧି ହୋଇଛି ବର୍ତ୍ତମାନ ସରକାର କରନ୍ତୁ ପୂର୍ବସରକର କୁ ଦୋଷ କାହିଁକି
@jacobpradhan8125
@jacobpradhan8125 33 секунд бұрын
Sir ଠିକ coment କରିଛନ୍ତି
@avayjena9238
@avayjena9238 12 сағат бұрын
ଅପାରଗ ସରକାର ଦାୟୀ
@NrusinghaCharanRatha
@NrusinghaCharanRatha 15 сағат бұрын
ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ଯାହାର ଦାୟିତ୍ବ ସେ ହିଁ ଦାୟୀ ।
@pravatnath5392
@pravatnath5392 15 сағат бұрын
ଭାରତ ସରକାର ଙ୍କ ଅଧୀନରେ ଥିବା ଶୀତଳଭଣ୍ଡାର କୁ ଆଦାନୀ କୁ ବିକିଲେ ମୋଦି
@ZeeSports934
@ZeeSports934 20 сағат бұрын
ବିଧାୟକ ମାନେ ଦରମା ବଢିବା ପାଇଁ ଦାବି କଲେନ ତ କେତେ ଟଙ୍କା ହେଲେ ଚଲିପାରିବେ ବିଧାୟକ ମାନେ ମାଡାମ ଗୁଟେ question ଟେ ପଚାରିବେ ତ ବିଧାୟକ ମାନଙ୍କୁ ଆଉ ଗୁଟେ ପନିପରିବା ଯଦି ଟିକେ ଲାଭରେ ବିକିରେ ତାକୁ କାହିଁକି ଧରୁଛନ୍ତି ମୁଁ ଭାବୁଛି ମାଡାମ government job ଆଉ ବିଧାୟକ ମାନଙ୍କ ଦରମା ଟିକେ କମ କରନ୍ତୁ ତା ପରେ ସବୁ ଦରଦାମ ଆପେ ଆପେ କମିଯିବ ମୁଁ ଭାବୁଛି ଛୁଟିଆ ଛୁଟିଆ ବେପାରୀ କିମ୍ବା ଗରିବ ମାନଙ୍କଠୁ ଲୁଟି କି ଏଇ government job ଆଉ ବିଧାୟକ ମାନଙ୍କୁ ଅଧିକା ପଇସା ଦଉଛନ୍ତି ସେଥିପାଇଁ ସବୁ ଜିନିଷ ବଢୁଛି ନିଜେ ଭାବନ୍ତୁ ଗୁଟେ government job ଵାଲା କୁ ଯେନ 80 ହଜାର ଦଉଛି government ଚାରିଟା ପିଲାକୁ job ଦିଅନ୍ତୁ 20 ହଜାର କରିକି କମ ସେ କମ ସେଇ ଦରମା ରେ ତ ଆଉ 3ଟା ପରିବାର ଚଲିପାରିବେ ଗୁଟେ job ପାଇଁ 80 ହଜାର ଦୁଇଟା ହାତ ଅଛି କେତେ ଲୋକର କାମ କରିପାରିବ job ଵାଲା କର ଏମିତି ହିସାବ କିତାବ କଲେ ହେବନି ଯେମିତି କି ଗୁଟେ ଆଳୁ ବେପାରୀ ଉପରେ କରୁଛନ୍ତି କିଣୁଆ ପଡୁଛି 37 କି 38 ଟଙ୍କାରେ ତମେ ବିକ 43 ଟଙ୍କାରେ କହୁଛନ୍ତି 45 ରୁ ଉପରକୁ ହେଲେ ଦୁକାନ ସିଲ ହେବ ଲାଭ କେତେ ଟଙ୍କା ପାଇଲା ଟିକେ କୁହନ୍ତୁ ଗୁଟେ kg ରେ 5 କି 6 ଟଙ୍କା ଠିକ ଅଛି ଏଇଟା ଏମାନଙ୍କର ହିସାବ ଆଉ ଗୁଟେ ବେପାରୀ ହିସାବ କଲେ ତାକୁ କେତେ କ୍ଷତି ହଉଛି ଗୂଦାମରୁ ଆଳୁ ନେବ ତେଲ ପୁଡ଼େଇକି ତାରି ଖର୍ଚ୍ଚା ଯଦି ଆଳୁ ଗୁଟେ kg କୁହି ଗଲେ ଥରକେ 37 loss ହେଲା ତ ସେ କେତେ kg ଆଳୁ ବିକିଲେ ଯାଇକି 37 ଟଙ୍କା cover କରିବ ତ ଆଳୁ କାହିଁକି ବିକିବେ ଏମିତି ହେଲେ ନିଜ ହାତରୁ ବାଜିବ ମୋ ମତରେ ଆଳୁ କିଲୋ ବି kg 80 ଟଙ୍କା ହେବା କଥା କାହିଁକି ନା ଗୁଟେ ଆଳୁ ବେପାରୀ ର ବି 80 ହଜାର ହେଲା ଆଉ ଗୁଟେ government job ଵାଲା ର ବି 80 ହେଲା ହିସାବ ବରାବର
@ManaGobinda-wl6oz
@ManaGobinda-wl6oz 21 сағат бұрын
ଚାଷ ଆଉ ଚାଷୀ ଙ୍କୁ ସରକାର ପ୍ରଥମ ଗୁରୁତ୍ଵ ଦିଅନ୍ତୁ।
@odchiku4665
@odchiku4665 21 сағат бұрын
ଗରିବ ଙ୍କ ଘରେ ଡାଲି ଧନୀ ଙ୍କ ଘରକୁ କେବେଠୁ ଗଲାଣି ଚାଲି
@pitambarsingh7904
@pitambarsingh7904 18 сағат бұрын
ଜିନିଷ ଦରଦାମ ବୃଦ୍ଧିର କରଣ ମୁନାଫା ଲାଭ
@odchiku4665
@odchiku4665 22 сағат бұрын
Alu 50tanka ru adhika
@harekrushnapatra4629
@harekrushnapatra4629 13 сағат бұрын
Bjp is fully responsible .The bjp is promoting Adani Ambani to grow their wealth and be richest in world
@kamallochannayak9660
@kamallochannayak9660 13 сағат бұрын
Anable BJP Govt Dhik .
@sashibhusanmahanta617
@sashibhusanmahanta617 11 сағат бұрын
Aparaga sarakar dai rahibe.
@deepakdhal4417
@deepakdhal4417 21 сағат бұрын
Alu mantrira darama badhiba
@bibekanandadash4327
@bibekanandadash4327 3 сағат бұрын
ଶୀତଳ ଭଣ୍ଡାର ଯୋଗୁ ଆଳୁ ବଢିଲା ଏ କଥା କହିବାକୁ ଲାଜ ମାଡୁନାହିଁ l
@ghasinathdehury9640
@ghasinathdehury9640 4 сағат бұрын
Chasa Kara khusire Ruha jai jawaan jai kishan
@DibyaKumarBariha
@DibyaKumarBariha 12 сағат бұрын
ନବୀନ ପଟ୍ଟନାୟକ ଦାୟୀ 😂😂 ଅନ୍ଧ ଭକ୍ତ
@SubashPanigrahy-km4hv
@SubashPanigrahy-km4hv 13 сағат бұрын
Anya kahi nuha government dai
@BiswanthaSahu
@BiswanthaSahu 10 сағат бұрын
B J P
@Sanand965
@Sanand965 12 сағат бұрын
ranga mara mohan majhi dai
@SMILAN_143
@SMILAN_143 15 сағат бұрын
ଏ ଗାଲୁଆ ସୁରତ ଟାକୁ କାହିଁ ବସେଇଚ ଡିବେଡ ରେ
@HemantaBehera-m9p
@HemantaBehera-m9p 8 сағат бұрын
Bijedi amlare alu Tila atara tanka bijepi amlare alu kila pacase
@bijaykumarrout4161
@bijaykumarrout4161 13 сағат бұрын
Nabina vote for 24 years with false aponomane khusito
@DeepakRout-y1d
@DeepakRout-y1d 6 сағат бұрын
Suratha biswal ta jibanare kebe ward member heichu besi chhodi hauchi
@sitaramkumarpradhan842
@sitaramkumarpradhan842 9 сағат бұрын
ajogya bjp govt dayi evm tempering re power re asichanti kam kichi nahi
@ranjansahoo4391
@ranjansahoo4391 16 сағат бұрын
Congress samayare sunara dam thila 10hajare ru 15hajare bartaman 70 ru 80hajare. Khabar kagaja mandan karuchi kaha gharu suna baharuchi.
@DeepakRout-y1d
@DeepakRout-y1d 6 сағат бұрын
Bjp Bala biswa tawtar biswa choro
@Indian75138
@Indian75138 15 сағат бұрын
Dayi kiye? 😂 Murkha ta ki tu? Janiparunu k sarkar re jiye thae siye dayi boli? Murkha nka bhali reporting karuchhu
@ranjansahoo4391
@ranjansahoo4391 16 сағат бұрын
Jetiki sital bhandar congress samayare heithila emane taku nasta karichanti ba sahajya karichanti.
@betexshyamsundar990
@betexshyamsundar990 13 сағат бұрын
ଖାଲି ଆଳୁ କଥା ନୁହଁ. ସବୁ ଜିନିଷ ର ଦର
@bipintripathy2656
@bipintripathy2656 14 сағат бұрын
Galua bjp govt
@technicalffstudio
@technicalffstudio 11 сағат бұрын
Galua bjp sarkar
@subashmahal7416
@subashmahal7416 19 сағат бұрын
Bjp hatao desa bancho
99.9% IMPOSSIBLE
00:24
STORROR
Рет қаралды 18 МЛН
УДИВИЛ ВСЕХ СВОИМ УХОДОМ!😳 #shorts
00:49
小路飞和小丑也太帅了#家庭#搞笑 #funny #小丑 #cosplay
00:13
家庭搞笑日记
Рет қаралды 13 МЛН
LIVE | 9 PM Prime Time | News7 Odia
Prameya News7
Рет қаралды 12
Headlines @9PM | 4th December 2024 | NandighoshaTV
2:37
Nandighosha TV
Рет қаралды 2 М.
99.9% IMPOSSIBLE
00:24
STORROR
Рет қаралды 18 МЛН