"ବର୍ଷା-ଟୁଙ୍ଗୁରୁ ଭଳି ଅସାମାଜିକ ଲୋକମାନେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି"

  Рет қаралды 242,404

Prameya News7

Prameya News7

Күн бұрын

"ବର୍ଷା-ଟୁଙ୍ଗୁରୁ ଭଳି ଅସାମାଜିକ ଲୋକମାନେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି, ତାଙ୍କ ପାଇଁ ଛୋଟ ପିଲାମାନେ ପଚାରୁଛନ୍ତି ସେମାନଙ୍କ କଥା; ବହୁତ ଦୁଃଖର କଥା ଏହା"
#PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameyanews...
KZbin: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
SARPANCHA BABU SABADHAN • SARPANCHA BABU SABADHA...
Explore Odisha: • Explore Odisha
Breakfast Odisha: • Breakfast Odisha News7
Maganna Oligi • Video
Biswas Abiswas Andhabiswas: • Biswas Abiswas Andhabi...
Digital Special Stories: • Digital Special Stories
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
Nua Jibana Nua Asha : • Nua Jibana Nua Asha | ...
No Tension: FUNNY Interviews: • No Tension: Exclusive ...
Face To Face: • Face To Face

Пікірлер: 1 100
@srikantagharai8325
@srikantagharai8325 2 жыл бұрын
ଦିଦି ଆପଣ ବାସ୍ତବ କଥା ଉପସ୍ତାପନା କରିଛନ୍ମି 🙏 ଆଉ ମୁଁ ଆପଣଙ୍କ ମତାମତରେ ସହମତ ! କେବଳ ସମାଧାନର ପନ୍ଥା ବାହାର କରାଯାଉ ! ଏଭଳି ଋଗ୍ମ ମାନସିକତାରୁ ଓଡ଼ିଶାବାସୀଙ୍କୁ ମୁକ୍ତ କରାଯାଉ🙏
@padmanayak9883
@padmanayak9883 2 жыл бұрын
ଧନ୍ୟବାଦ ଭଉଣି ଆପଣ ଠିକ କହୁଛନ୍ତି ଏହା ଅମ ସମାଜ ପାଇଁ ଖରାପ ପ୍ରଭାବ ପଡୁଛି ଜୟ ଜଗନ୍ନାଥ ପ୍ରଭୁ ସଦ୍ ବୁଧି ଦିଅନ୍ତୁ ଏହି ପରି ଚରିତ୍ର ମାନଙ୍କୁ
@prakashdalai9110
@prakashdalai9110 2 жыл бұрын
ଠିକ୍ କହିଛନ୍ତି ଦିଦି ଖରାପ୍ ବାର୍ତ୍ତା ହଁ ମିଡ଼ିଆ ଭାଇ ଙ୍କୁ ମିଳେ ଭଲ ବାର୍ତ୍ତା କୋଉଠୁ ପାଇବେ
@kumarprince23
@kumarprince23 2 жыл бұрын
Right
@truefacts5820
@truefacts5820 2 жыл бұрын
Thank you mam your opinion absolutely 100% right I'am proud of you 🙏🙏🙏🙏🙏
@anilgochhayat1447
@anilgochhayat1447 2 жыл бұрын
Very nice excellent madam 🙏🏾🙏🏾
@koustuvaenterprises2696
@koustuvaenterprises2696 2 жыл бұрын
Ma'am salut you
@koraputiajitunona8857
@koraputiajitunona8857 2 жыл бұрын
ମିଡିଆ କୁ ପ୍ରଥମେ ଆରେଷ୍ଟ କରନ୍ତ ଏବଂ ବର୍ଷା ଓ ଟୁଙ୍ଗୁରୁକୁ ବି ସଜା ଦିଅନ୍ତୁ ।
@acharibikash3843
@acharibikash3843 2 жыл бұрын
Right bro
@lovelysubha1
@lovelysubha1 2 жыл бұрын
Right 👍
@SARKATTEKAATANK5
@SARKATTEKAATANK5 2 жыл бұрын
ସେମାନେ hit ହେଲେ ତମର କାଇଁ ଗାଣ୍ଡି galu ହଉଚି
@bhagabannahak4195
@bhagabannahak4195 2 жыл бұрын
ମାଡାମ୍ ଙ୍କ ମନ୍ତବ୍ୟ ରେ ନିଶ୍ଚିତ ବାସ୍ତବତା ରହିଛି । ଝିଅଙ୍କ କିଛି ସବୁଜ ସଙ୍କେତ ପାଇଲା ପରେ ହିଁ ପୁଅଟି ଆଗକୁ ବଢେ । ଏଣୁ ପୁଅଙ୍କ ଅପେକ୍ଷା ଅଧିକ ଦାୟୀ ଝିଅ ଏହା ନିରାଟ ସତ୍ଯ । କାରଣ ପ୍ରେମ କେବେ ବଳପୂର୍ବକ ହୁଏନି । ଯାହାର ବି ପ୍ରସ୍ତାବକୁ ପ୍ରଥମରୁ ପ୍ରତ୍ୟାଖ୍ୟାନ କଲେ ପୁଅଟି କଦାପି ଆଗକୁ ବଢି ନଥାଏ । 🙏
@jayjagannath6653
@jayjagannath6653 2 жыл бұрын
ଠିକ୍ କଥା
@jaijagannath1703
@jaijagannath1703 2 жыл бұрын
It doesn't mean jhia only dosi puo dosi nuha boli kahihbni । Lovers bhitaru jiye marriage pain nahi kariba se hin dosi
@ajitpani1
@ajitpani1 2 жыл бұрын
@@jaijagannath1703 but most of the case re jhiara bhul thae
@sushreedas8850
@sushreedas8850 2 жыл бұрын
Nhi bhai ..Emti nhi j se sabu jhia jaha nka saha kharap hauchhi semane sabuja sanketa dauchhanti ....aau jhia pratyakhyana kala pare b kichhi pua ta pichha chhadantini ta life barbaad kari dianti taa uparaku acid pakei dianti ...ta eta sampurna vabe thik nuha j jhia mane sabuja sanketa dianti ...hmm kichhi jhia emti karuthibe ...but max. Pua pratyakhyana ku grahana kari parantini..
@niranjannayak5969
@niranjannayak5969 2 жыл бұрын
ଆପଣଙ୍କୁ ଧନ୍ୟବାଦ ।ଏଗୁଡା ଶଳା ଭଡୁଆ ମିଡିଆବାଲା ।ସମାଜକୁ ବିପଥଗାମୀ କରୁଛନ୍ତି ।ଆମ ଆଇନ୍ ମଧ୍ୟ ସମାଜରେ କୁପ୍ରଭାବ ପକାଉଛି ।ଯାହାକି ଭବିଷ୍ୟତରେ ଯୁବପିଢି ଆହୁରି ନଷ୍ଟ ହେବାର ସମ୍ଭାବନା ରହିଛି ।ସଚେତନତା ନିହାତି ଆବଶ୍ୟକ ।
@chittaranjanjena4065
@chittaranjanjena4065 2 жыл бұрын
ତଥାପି ମୁହଁ ଟାଣ କମ୍ ନୁହେଁ। ଜଣେ କହୁଛି ସେ ସିନେମା କରିବ। ଆଉ ଜଣେ ପଚାରୁଛି ୫୦ ର ବୁଢ଼ା ଯଦି ୨୦ ର ଝିଅ କୁ ବାହା ହେଉଛି ତେବେ ୪୦ ର ବୁଢ଼ୀ ୨୦ ର ପୁଅକୁ କାହିଁକି ବାହା ନ ହେବ ? ଆଉ ଆମ ସମାଜରେ କିଛି ଛତରଖିଆ କଳାକାର/ ଗିତୀକାର ଅଛନ୍ତି।
@rajeebmahapatra9788
@rajeebmahapatra9788 2 жыл бұрын
ସତରେ ଭାଇ ଆମ୍ଭେମାନେ ସବୁ ଅନ୍ଧକାର ଦୁନିଆଁରେ ବାସ କରିଛନ୍ତି। ମା, ଭାଈ,ଭଉଣୀ, ବହୂ ମାନଙ୍କୁ କେମିତି ବ୍ଯବହାର ଦେଖାଇବା ସବୁ ଭୁଲି ଗଲେଣି ।
@pratimajena3882
@pratimajena3882 2 жыл бұрын
ସେଇଥିପାଇଁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଏମିତି ପଛରେ ଆମ ଗୀତିକାର ଗାୟକ ଓ ଗାୟିକା ମାନଙ୍କୁ ଟିକିଏ ବି ଲାଜ ସରମ ହିଁ ନାହିଁ
@radhakantamajhi2721
@radhakantamajhi2721 2 жыл бұрын
100%right mam ଆପଣ ଆଗରୁ ବାଇଟ ଦେଇଥିଲେ ଭଲ ହୋଇଥାନ୍ତା
@rajusethy3938
@rajusethy3938 2 жыл бұрын
Bahi... agaru sina midala wala jibara thila madam pakhaku sabu sarila pare jauchanti
@shilparanimohanta5789
@shilparanimohanta5789 2 жыл бұрын
ଏଭଳି ଲୋକଙ୍କୁ ନେଇ ସମାଜ କୁ ଖରାପ ପ୍ରୋତ୍ସାହନ ଦଉଛି | ଅତି ଲଜ୍ୟା ଜଣକ କଥା | ଅତିସୁନ୍ଦର ଭାବରେ ବୁଝେଇ ଦେଲେ ମାଡାମ 🙏🙏🙏
@kcmutuber4413
@kcmutuber4413 2 жыл бұрын
ବର୍ଷା ଗୋଟେ ବାଜେ ଝିଅ, ତାକୁ ଟିକେ ଲାଜ ସରମ ଲାଗୁନି 2 ଟା ପୁଅ ଆଉ ସ୍ୱାମୀ କୁ ଛାଡି ଆଉ କାହା ସହିତ ରୋମାନ୍ସ କରୁଛି, ଛି ଛି ଛି...
@prabhatinayak2733
@prabhatinayak2733 2 жыл бұрын
ବର୍ଷା ଆଉ ଟୁଙ୍ଗୁରୁ ସୋସାଇଟିକୁ ଖରାପ ମେସେଜ ଦେଉନାହାନ୍ତି, ମୋ ମତରେ ମିଡିଆ ବାଲା ଏହା ଦେଉଛନ୍ତି କାରଣ,ଏମିତି ଖବର ମିଡିଆ ଜମାରୁ ବି ରେପୋଟିଙ୍ଗ କରିବା କଥା ନୁହେଁ
@crackerravi9976
@crackerravi9976 2 жыл бұрын
Right mam
@mkbr1701
@mkbr1701 2 жыл бұрын
ରାଇଟ
@prabhudattakalta6386
@prabhudattakalta6386 2 жыл бұрын
@@mkbr1701 Cccccccccknxxsxcccscccccccsccccccccccccccccccccccccccccccscccsccccc
@titusahudengapadar1421
@titusahudengapadar1421 2 жыл бұрын
ସତରେ
@prabasinidash2987
@prabasinidash2987 2 жыл бұрын
ଧନ୍ୟବାଦ ଭଉଣୀ ବହୁତ ଭଲ କଥା କହିଛନ୍ତି
@brajakishoresahoo7321
@brajakishoresahoo7321 2 жыл бұрын
ମାଡ଼ାମ ଆପଣ ଯାହା କହୁଛନ୍ତି ୧୦୦% ଠିକ଼ କିନ୍ତୁ ମିଡ଼ିଆ ଭାଇମାନଙ୍କୁ ଆଉ କିଛି ମିଳୁନି ଏହାକୁ ମଜା ଭାବୁଛନ୍ତି କି ଭଲ ସମ୍ବାଦ ମିଳୁନି ବୋଧେ ତେଣୁ ଏହିପରି ଭାବେ ପ୍ରଚାର ଓ ପ୍ରସାର କଲେ ବା ଦେଖେଇଲେ ଆଗକୁ ମିଡ଼ିଆ ଭାଇ ମାନଙ୍କୁ ଆଉ ଭରସା କେବେ କରିବେ ନାହିଁ ଏହା ସତ୍ୟ ତେଣୁ ମୋର ଅନୁରୋଧ ଏହାଙ୍କ ବିଷୟରେ ଆଉ ଅଧିକ ଆଗକୁ ନିଅନ୍ତୁ ନାହିଁ
@pehchanparesh3180
@pehchanparesh3180 2 жыл бұрын
ହିରୋ:-ଟୁଙ୍ଗୁର ହିରୋଇନ୍:-ବର୍ଷା ଭିଲିଆନ -ଶସ୍ତା ମିଡ଼ିଆ ଭଡୁଆ ଦର୍ଶକ -ଆମେ ସବୁ
@mrrajib1414
@mrrajib1414 2 жыл бұрын
Nice brother
@uttambaba6800
@uttambaba6800 2 жыл бұрын
Mu comment podhibaku au debaku asi views re podi Jaye....
@stitimayeepadhan7938
@stitimayeepadhan7938 2 жыл бұрын
@@uttambaba6800 mu b 😞
@uttambaba6800
@uttambaba6800 2 жыл бұрын
@@stitimayeepadhan7938 yei tabi amoku chhadi baku heba...
@stitimayeepadhan7938
@stitimayeepadhan7938 2 жыл бұрын
@@uttambaba6800 hmm bhai 😔
@biswajitsethi7008
@biswajitsethi7008 2 жыл бұрын
ସଂପୂର୍ଣ୍ଣ ଠିକ୍ କଥା କହିଛନ୍ତି ମାଡ଼ାମ୍
@jagannathsahoo2517
@jagannathsahoo2517 2 жыл бұрын
Really Madam rage your voice for society.
@djprava4919
@djprava4919 2 жыл бұрын
Right sister your comment is good
@shibaraj7024
@shibaraj7024 2 жыл бұрын
ବହୁତ ବଢିଆ,,, କଥା କହିଲେ,,, bhauni🙏🙏🙏
@bhagabanbehera5238
@bhagabanbehera5238 2 жыл бұрын
Jay jagananth, ବର୍ଷା, ଓ ଟୁଙ୍ଗୁରୁ ଭୋଳ କୁ ନେଇ ଯୋଉ ଭଳି ଭିଡିଓ ବନାଯାଉଛି ସମଗ୍ର ସମାଜ ପାଇଁ ଗୋଟେ ଖରାପ୍ ବାର୍ତ୍ତା ।ହେଲେ କଣ କରିବେ ଏହି ରସିକିଆ, ସସ୍ତା ଡାଇରେକ୍ଟର ଆଉ ପର୍ଡୁସର ତାଙ୍କୁ ତ ଏହି ନା ଟି ମତୁଆଲା କରୁଛି This is Tungur ।
@akashpradhan4160
@akashpradhan4160 2 жыл бұрын
Thank you mamm for your good information to society.🙏🙏🙏
@sukantipanda1115
@sukantipanda1115 2 жыл бұрын
Very nice 👍 mam
@saritanayak8652
@saritanayak8652 2 жыл бұрын
Yse
@saritanayak8652
@saritanayak8652 2 жыл бұрын
Yes
@shankarshahoo6106
@shankarshahoo6106 2 жыл бұрын
You are right, thank you, thank you
@gyanesh.7
@gyanesh.7 2 жыл бұрын
ଗରିବ ମାଇକିନା ସମସ୍ତ ଙ୍କ ଶାଳୀ ।
@fagumurmu2569
@fagumurmu2569 2 жыл бұрын
ଧନୀ ମାଇକିନା ତ ଟଙ୍କା ଯଗୁ ବେଶି ଅନ୍ୟ ମାନଙ୍କର ଶାଳୀ ହେଉଛନ୍ତି,ଗରିବ ଠୁ ୧୦୦%ଵେଶି
@ajaysahoo148
@ajaysahoo148 2 жыл бұрын
Bhai Ni je tiki ta dunia tiki
@zeesampark7901
@zeesampark7901 2 жыл бұрын
Fully justified Your opinion is good message to our society
@jungleboycreationpresent832
@jungleboycreationpresent832 2 жыл бұрын
Thank u madam u took a good byte against social media.I think we should follow our culture.we should respect our senior member.And people should learn bhagavat gita.jaya jagannath
@Enash9897
@Enash9897 2 жыл бұрын
Bohut bhala kohile mam.ଯାହା ସବୁ ହୋଉଛି ଏ ସବୁ media ହିଁ କରୁଛି ମୁ ଭଲ ଗୀତ ଗାଏ ମୋତେ highliht କରନ୍ତୁ media ଭାଇ ମାନେ palthu gudak କାହିଁକି highliht କରୁଛନ୍ତି
@laxmidhargahan6782
@laxmidhargahan6782 2 жыл бұрын
Wow! Very valuable thought u expressed. Thank u very much.
@rinkylulu6371
@rinkylulu6371 2 жыл бұрын
ମାଡାମ ଆପଣ ଉଚ୍ଚିତ କଥା ପଦେ ଶେଷ କୁ କହିଲେ.
@skacharya848
@skacharya848 2 жыл бұрын
I salute you mam whatever you speaking everything right.
@nityanandasahoo9549
@nityanandasahoo9549 2 жыл бұрын
ଟୁଙ୍ଗୁରୁ ବର୍ଷା ପଛରେ ସଜାଡି ହେବେ. ଆଗ ଶସ୍ତା ମିଡ଼ିଆ ଗୁଡିକ ସଜାଡି ହୁଅନ୍ତୁ. ସମାଜ କଣ ବାର୍ତ୍ତା ପାଇବ ଏମାନଙ୍କ ଠାରୁ.
@prasanthbadanayak8511
@prasanthbadanayak8511 2 жыл бұрын
Very nice Excellent Madam 👌........
@arunkumarprusty1968
@arunkumarprusty1968 2 жыл бұрын
ଯେଉଁ ମିଡ଼ିଆକୁ କିଛି ସମ୍ବାଦ ପରିବେଷଣ ପାଇଁ ମିଳୁନି ସେମାନେ ଏପରି ବର୍ଷା ଟୁଙ୍ଗୁରୁଙ୍କ ପଛରେ ପଡ଼ି ସେମାନଙ୍କୁ ହିରୋ ହିରୋଇନ ସଜାଉଛନ୍ତି।ଏପରି ମିଡ଼ିଆ ବନ୍ଧୁମାନଙ୍କୁ ଅନୁରୋଧ ସେମାନେ ଓଡ଼ିଶାର ପ୍ରତି ପରିବାର, ସମସ୍ତ ସରକାରୀ ଅଫିସ ଆଦି ବୁଲି ଲୋକମାନଙ୍କ ଅଭାବ ଅସୁବିଧା ବୁଝି ଯଦି ଖବର ପରିବେଷଣ କରିବେ ତେବେ ସମସ୍ତଙ୍କ ପାଖରେ ଆଦୃତ ହୋଇପାରିବେ।ଅନ୍ୟଥା ସମାଜକୁ ଖରାପ ଦିଗ୍ଦର୍ଶନ ଦେଇ ଲୋକହସା ହୁଅନ୍ତୁ ନାହିଁ।
@saratkumargiri900
@saratkumargiri900 2 жыл бұрын
ଧନ୍ୟବାଦ ଭଉଣୀ। ଠିକ୍ ବାର୍ତା ସମାଜକୁ ଜଣାଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ।
@sasmitapanda3602
@sasmitapanda3602 2 жыл бұрын
Pura perfect 👌👌❤️
@sunilkumarnaik2693
@sunilkumarnaik2693 2 жыл бұрын
Absolutely Right mam❤
@kulamanijena4902
@kulamanijena4902 2 жыл бұрын
Bhauni aapananku anek anek subheicha & dhanyawad mata mat pain🙏🏾🙏🏾
@RKBEHERA977
@RKBEHERA977 2 жыл бұрын
Right katha kahichhanti sister 🙏
@budhadebamajhi7521
@budhadebamajhi7521 2 жыл бұрын
Right kaichanti mam👍👍
@narayannayak4007
@narayannayak4007 2 жыл бұрын
You are absolutely correct, thank for your comets to society
@prasannadutta9170
@prasannadutta9170 2 жыл бұрын
All the social organisation ,union of Odisha protest againest tunguru and barsha with producer ,singer
@ruralsupportcollectionodis5279
@ruralsupportcollectionodis5279 2 жыл бұрын
ଧନନ୍ୟବାଦ ମ୍ୟାଡମ୍ good information 🙏🏽
@shibashankarbiswal6272
@shibashankarbiswal6272 2 жыл бұрын
Right, madam.
@swarnapravaprusty6882
@swarnapravaprusty6882 2 жыл бұрын
Very nice didi ae sabu Katha samasty sikhi jiba bhala . bohuta sikhibar Katha kahila
@NewLeapEducation
@NewLeapEducation 2 жыл бұрын
Very true madam, actually I don't know why media is doing this type of things??
@ajittandi473
@ajittandi473 2 жыл бұрын
Right right 👍
@itsmebiswajit91roul37
@itsmebiswajit91roul37 2 жыл бұрын
Pura Perfect 👍
@tapanbehera6877
@tapanbehera6877 2 жыл бұрын
Thank you sister your opinion is 100 Percent right
@thebudgetless
@thebudgetless 2 жыл бұрын
ସମାଜ ଟା ପୁରା ସ୍ଵଛ ହେଇକି ଅଛି ତ ଅଳିଆ ହୋଇଗଲା ନିଜେ ସୁଧୁର ସମାଜ କୁ ଏହି ମିଡ଼ିଆ ଖରାପ କରିଦେଲା ସାମାନ୍ଯ ଘା କୁ କ୍ୟାନସର କରିଦେଖାଇବା ଏବେ ମିଡ଼ିଆ ମାନଙ୍କର ଗୋଟେ ଫେସନ ହୋଇଗଲାଣି କାହିଁ ଆଜି ପର୍ଯ୍ୟନ୍ତ ଗୋଟେ ଗରିବ ଲୋକ ମିଡ଼ିଆ ସାହାଯ୍ୟରେ ମୁଠେ ଭାତ ପାଇନାହିଁ ଛି ଛି ତମକୁ ଲାଜ ମାଡ଼ିବ କଥା ଅନ୍ୟର ଭୁଲ ରେ ମନ୍ତବ୍ୟ ଦେବା ବହୁତ ସହଜ ନିଜେ ଭଲ ହୋଇ କି ଦେଖାଅ
@p.k.mansing3447
@p.k.mansing3447 2 жыл бұрын
ଧନ୍ୟବାଦ ମ୍ୟାଡାମ
@himanshudas4577
@himanshudas4577 2 жыл бұрын
Hero ଙ୍କ ପୁଅ hero ହେଉଛି ତାର ଯୋଗ୍ୟତା kn
@stitimayeepadhan7938
@stitimayeepadhan7938 2 жыл бұрын
Right ..khali nepotism chalichi ethi
@bikramcharanmalik6734
@bikramcharanmalik6734 2 жыл бұрын
Good massage & good Suggestions. Thank you to news7.
@kailashbehara7495
@kailashbehara7495 2 жыл бұрын
👍🌹💚
@sapanpatra752
@sapanpatra752 2 жыл бұрын
Great Opinion madam
@iamforyou4673
@iamforyou4673 2 жыл бұрын
ଏବେ ଏ ମାଡାମ ଆସିଲେ judgement କରିବା ପାଇଁ । ମାଡାମ ଆପଣ judgement କରିବାର ଡିଗ୍ରୀ କରିଛନ୍ତି କି ? ଆପଣ ଟୁଂଗୁରୁ ବର୍ଷା କୁ କେମିତି fail certificate ଦେଉଛନ୍ତି ? ଆମ ହିରେ ହିରୋଇନ ଗଦା ଗଦା ବାହା ହେଲେ କାହାର objection ନାହିଁ । କେବଳ ଟୁଂଗୁରୁ ବର୍ଷା ର ପ୍ରେମରେ ସମସ୍ତଂକୁ ସମସ୍ୟା ଲାଗୁଛି । ଜଣେ educate ନୁହେଁ, ତାମାନେ କଣ ସେ ପ୍ରେମ କରିପାରିବନି ? ଆପଣଂକ ବାପା ମାଁ , ଜେଜେବାପା ଜେଜେ ମାଁ ଆପଣଂକୁ ପଚାରିକି ପ୍ରେମ କରିଥିଲେକି ? ମାଡାମ କହୁଛନ୍ତି ଭାରତରେ ଯିଏ ଯିଏ ପ୍ରେମ କରିବ ସବୁ ମତେ ପଚାରିକି ପ୍ରେମ କରିବ ।
@sridhartarai2328
@sridhartarai2328 2 жыл бұрын
Thanks my sister your opinion absolutely 100% right
@sadhudas2758
@sadhudas2758 2 жыл бұрын
What about the two pairs of couples who were high lighted all over odisha. It also came out in media for two months till now. You were silent ? Has it no effect on society ? What about Bollywood hero/heroine?
@hariharnayak2935
@hariharnayak2935 2 жыл бұрын
Good msg madam u are absolutely right
@pujapolei4817
@pujapolei4817 2 жыл бұрын
Society ku kharap karuchanti media wala, varsha tunguru ra love story dekheiki,tame media wala bhala news dekhouna, rame news chanel kholicha na love story chanel kholicha media wala mane
@EatingWithOdisha
@EatingWithOdisha 2 жыл бұрын
Govt take action against tunguru and barsha
@niharranjan1413
@niharranjan1413 2 жыл бұрын
Thank you sister excellent topic..
@padmanavpanda4273
@padmanavpanda4273 2 жыл бұрын
Right 👍👍👍 All the best.Jay Jagannath 🙏🙏🙏
@sanjulatabarik5282
@sanjulatabarik5282 2 жыл бұрын
ଧନ୍ୟବାଦ ଭଉଣୀ
@sasmitaparida6721
@sasmitaparida6721 2 жыл бұрын
Bahut badhiya Katha kahile madam
@meenapaliya8896
@meenapaliya8896 2 жыл бұрын
👍👍Yes so nice massage for society
@satyanarayandas6089
@satyanarayandas6089 2 жыл бұрын
Right opinion mam. Social media ku. Good news
@ajitchatamba1409
@ajitchatamba1409 2 жыл бұрын
Impress this video 🙏 thanks mam 👍👍👍🎉🎉🎉🎉
@biswajitpanda2968
@biswajitpanda2968 2 жыл бұрын
Right 👍👍
@karunakarjayapuria6145
@karunakarjayapuria6145 2 жыл бұрын
Right point that points be sonited thanku sister
@rajibray1519
@rajibray1519 2 жыл бұрын
Thanks madam nice msg
@suchismitaashe804
@suchismitaashe804 2 жыл бұрын
very nice madam apononku koti koti moro pronam
@basudevsahu3985
@basudevsahu3985 2 жыл бұрын
Thanks mam. Your opinion is valuble .
@ayeshapattanaik3710
@ayeshapattanaik3710 2 жыл бұрын
Excellent madam you are 100℅right mam👍👍👍👍
@Mukundpaintingworks
@Mukundpaintingworks 2 жыл бұрын
bahut badhiya katha kahile madam . exactly right
@manojbarik3588
@manojbarik3588 2 жыл бұрын
Super madam 👍👍👍👌💐👍👍realy great madam 👌👌👍👍
@cutie510
@cutie510 2 жыл бұрын
Very very thanks mam🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏👌👌👌
@gangadharrout9499
@gangadharrout9499 2 жыл бұрын
Thik kahichhanti
@japakrishnabaliarsingh5941
@japakrishnabaliarsingh5941 2 жыл бұрын
Well said dear 👌👌👌
@anilchhatoi7487
@anilchhatoi7487 2 жыл бұрын
Very nice mam... Tnx
@kabirkrushika9443
@kabirkrushika9443 2 жыл бұрын
Thanks for advice
@9861275535
@9861275535 2 жыл бұрын
ek dam right
@prasannapattanyak3777
@prasannapattanyak3777 2 жыл бұрын
Thanks for the view presented by the sister
@prshantanayak9108
@prshantanayak9108 2 жыл бұрын
Bhalakatha
@manisha6916
@manisha6916 2 жыл бұрын
You are absolutely right didi👍👏👏👏
@mindpleaser2915
@mindpleaser2915 2 жыл бұрын
Thanku sister
@purnamuduli8925
@purnamuduli8925 2 жыл бұрын
Absolutely right 👍👍👍
@pankjabrik8891
@pankjabrik8891 2 жыл бұрын
Bahuta badia katha
@dipakkumarbehera1143
@dipakkumarbehera1143 2 жыл бұрын
Thank you didi for your valuable advice of our society.
@BipinKumar-jz7pd
@BipinKumar-jz7pd 2 жыл бұрын
Right opinion madam
@bharatchandrasahoo7840
@bharatchandrasahoo7840 2 жыл бұрын
Excellent advice
@pinkusika2199
@pinkusika2199 2 жыл бұрын
Didi bahutt bhala katha kahuchnti samaste manantu namaskar
@subhasreedehuaryrupadehuar6276
@subhasreedehuaryrupadehuar6276 2 жыл бұрын
Right mam
@sushantahembramofficial
@sushantahembramofficial 2 жыл бұрын
Pura perfect
@abhimanyusahoo1624
@abhimanyusahoo1624 2 жыл бұрын
Right kahila sister
@krishnaking6531
@krishnaking6531 2 жыл бұрын
Thik katha madam right
@shyamsundarchampia8374
@shyamsundarchampia8374 2 жыл бұрын
Thank you sister
@lingarajdalai8936
@lingarajdalai8936 2 жыл бұрын
Nice suggest and speech mam
@sharatwadeka3790
@sharatwadeka3790 2 жыл бұрын
You r gret madam nice exellent🙏🙏🙏😇💪💪💪
@AshishkumarNaik307
@AshishkumarNaik307 2 жыл бұрын
Right behen Thanks you
@manish91yt29
@manish91yt29 2 жыл бұрын
Very nice 100%right maam
Don't look down on anyone#devil  #lilith  #funny  #shorts
00:12
Devil Lilith
Рет қаралды 46 МЛН
小蚂蚁会选到什么呢!#火影忍者 #佐助 #家庭
00:47
火影忍者一家
Рет қаралды 115 МЛН
Sri Sri Ravi Shankar in Aap Ki Adalat (Full Episode)
52:17
IndiaTV
Рет қаралды 1,6 МЛН
9 AM #Headlines |19 Oct, 2024 | PrameyaNews7
1:47
Prameya News7
Рет қаралды 797
Lubna British Pakistani interviews Alok from @DDReact @DefenceDetective
22:14
G-4 | G-6 | G-7 | G-8 | G-10 | G-11 | G-20 | D- 10 | 4G | 5G | VOLTE | LTE
18:07
Khan GS Research Centre
Рет қаралды 4,9 МЛН