ପ୍ରସ୍ତୁତ ହୋଇଛି କି ମନ୍ତ୍ରୀ ମଣ୍ଡଳ ତାଲିକା ? | Odisha Reporter

  Рет қаралды 66,837

Odisha Reporter

Odisha Reporter

Күн бұрын

ମନ୍ତ୍ରୀ ମଣ୍ଡଳର ଏକ ତାଲିକା ପ୍ରସ୍ତୁତ ହୋଇଥିବା ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଛି। ତାଲିକାରେ ଅନେକ ପ୍ରଭାବଶାଳୀ ନେତାଙ୍କୁ ବାଦ ଦିଆଯାଇଛି। ବିଶେଷକରି ଦାଗୀ ମନ୍ତ୍ରୀଙ୍କୁ ହଟାଇ ଦିଆଯାଇଛି। ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ନବ ଦାସ, ପ୍ରତାପ ଜେନାଙ୍କ ଭଳି ନେତାଙ୍କୁ ବଦା ଦିଆଯାଇଛି। ସେହିଭଳି ମୟୁରଭଞ୍ଜ ଜିଳ୍ଲାରୁ ସୁଦାମ ମାରଣ୍ଡିଙ୍କୁ ବାଦ ଦିଆଯାଇଛି। ପୁରୀ ଜିଲ୍ଲାରୁ ସମୀର ଦାସ, ତୁଷାରକାନ୍ତି ବେହେରାଙ୍କୁ ବାଦ ଦିଆଯାଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#Odisha #OdishaReporter #Bjd #SocialMedia

Пікірлер: 437
@anmayeedas4839
@anmayeedas4839 2 жыл бұрын
ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ବିଷୟ ରେ କିଛି ଏ ପର୍ଯ୍ୟନ୍ତ କହିନାହାନ୍ତି।
@ajitajit9967
@ajitajit9967 2 жыл бұрын
ଲୋକ ସଭା ଭବନ ରେ ବୁଲୁଛି ମନ୍ତ୍ରୀ ବିଭାଗର ନୂଆ ତାଲିକା
@durbadalabhoi931
@durbadalabhoi931 2 жыл бұрын
Right decision
@anmayeedas4839
@anmayeedas4839 2 жыл бұрын
ମନ୍ତ୍ରୀ ମଣ୍ଡଳ ରେ କେଉଁ ନେତା ମାନେ ଯିବେ ତାହା ନବୀନ ବାବୁକଁ ନିଷ୍ପତି , ଵିରୋଧୀ ମାନେ ଗୁଜବ ପ୍ରଚାର କରି କଣ ପ୍ରୟାସ କରୁଛନ୍ତି.....
@usharanipaikaray737
@usharanipaikaray737 2 жыл бұрын
ସବୁ ଭଲ କାମର ପଛରେ ଆମ ମୁଖ୍ୟମନ୍ତ୍ରୀ ଙ୍କ ହାତ
@radhakanta8587
@radhakanta8587 2 жыл бұрын
ଏ ଲିଷ୍ଟ ବଢିଆ ହୋଇଛି ଯଦି ଏପରି ହୁଏ..ଓଡିଶା ପାଇଁ ଭଲ ହେବ
@moodoffbhubaneswar5486
@moodoffbhubaneswar5486 2 жыл бұрын
Hmmm ଭଲ ମାନେ... ପୁରା ଓଡ଼ିଶା କୁ ଖୋଳ କରୀକି ଚାମଚ ଧରରେଇଦେବେ 😂😂😂😂
@usharanipaikaray737
@usharanipaikaray737 2 жыл бұрын
ମନ୍ତ୍ରୀ ମାନଙ୍କୁ ନୂତନ ଦାୟୀ ତ୍ୟ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
@sarojbai2565
@sarojbai2565 2 жыл бұрын
Naveen sir always looks for the betterment of odisha.
@ajitajit9967
@ajitajit9967 2 жыл бұрын
ଅନ୍ତରୀଣ ବିଷୟରେ ହସ୍ତକ୍ଷେପ କରିବା ବନ୍ଦ କରନ୍ତୁ ବିରୋଧୀ
@satyashreemishra8823
@satyashreemishra8823 2 жыл бұрын
ଆମେ ସବୁବେଳେ ନବୀନ ପଟ୍ଟନାୟକଙ୍କୁ ବିଶ୍ବାସ କରୁ ଓ ତାଙ୍କ ରାଜନୀତି ଉପରେ ଆମର କୈାଣସି ପ୍ରଶ୍ନ ନାହିଁ।
@anmayeedas4839
@anmayeedas4839 2 жыл бұрын
ଵିରୋଧୀ ଦଳ ଏମିତି ତୁଚ୍ଛା ଗୁଜବ ଆଗରୁ ମଧ୍ୟ ପ୍ରଚାର କରିଚି।
@ajitajit9967
@ajitajit9967 2 жыл бұрын
ବହୁତ୍ ଦଗୀ ମନ୍ତ୍ରୀ ଙ୍କୁ ମନ୍ତ୍ରୀ ପଦରୁ ବାଦ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ 🙏👍👍
@anmayeedas4839
@anmayeedas4839 2 жыл бұрын
ଵିରୋଧୀ ଦଳ ଓ ଲୋକମାନେ ଅଉ କିଛି ଦିନ ପରେ ସବୁ ଜାଣି ପାରିବେ।
@ajitajit9967
@ajitajit9967 2 жыл бұрын
ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ନୂଆ ମନ୍ତ୍ରୀ ମଣ୍ଡଳ ତାଲିକା ପ୍ରସ୍ତୁତି ନିମନ୍ତେ
@usharanipaikaray737
@usharanipaikaray737 2 жыл бұрын
ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମ୍ ନୂଆ ନୂଆ କାମରେ ଆଗେଇ ନେବେ ଓଡ଼ିଶା କୁ
@ajitajit9967
@ajitajit9967 2 жыл бұрын
ଏଥର au କିଛି ଅସୁବିଧା ହେବନି ଓଡ଼ିଶା ବିକାଶରେ
@ajitajit9967
@ajitajit9967 2 жыл бұрын
ଟିମ୍ ଘୋଷଣା ପୂର୍ବରୁ ଗୁଜବ କରୀଙ୍କ ଗୁଜବ ଚାଲିଛି ଏ ମୋବାଇଲ୍ ରୁ ସେ ମୋବାଇଲ୍ ଘୁରୁଚି ତାଲିକା
@suryakantapradhan8460
@suryakantapradhan8460 2 жыл бұрын
କିଛି ଅପପ୍ରଚାରକାରୀ ଏପରି ଗୁଜବ ପ୍ରଚାର କରି ବିଭ୍ରାନ୍ତ କରୁଛନ୍ତି, ସତେଯେମିତି ସରକାରର ମୁଖ୍ୟ ଓ ସମସ୍ତ ନିଷ୍ପତ୍ତି ଏମାନଙ୍କ ଈଶାରାରେ ହେଉଛି।
@pratikshyapattnaik4349
@pratikshyapattnaik4349 2 жыл бұрын
ଛି ଛି ରେ ଶେଷକୁ କିଛି ଉପାୟ ନପାଇ ଅଭଳୀ ପ୍ରଚାର ବିରୋଧୀ ଙ୍କୁ ମାନିବାକୁ ପଡ଼ିବ
@ajitajit9967
@ajitajit9967 2 жыл бұрын
ଗୁଜବ କରୀମାନେ ସବୁବେଳେ ଏମିତି ଗୁଜବ କରିବେ ଦାଗି ମନ୍ତ୍ରୀ ଙ୍କୁ ହଟାଇ ଯୁବ କ ମାନଙ୍କୁ ମନ୍ତ୍ରୀ ପଦ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ବହୁତ୍ ବଢିଆ ପଦକ୍ଷେପ ନେଇଛନ୍ତି
@usharanipaikaray737
@usharanipaikaray737 2 жыл бұрын
ମନ୍ତ୍ରୀ ମଣ୍ଡଳ ର ତାଲିକା କୁ ନେଇ ସବୁଠି ଚର୍ଚ୍ଚା
@anmayeedas4839
@anmayeedas4839 2 жыл бұрын
ଵିରୋଧୀ ଏମିତ ମିଛ ପ୍ରଚାର କରି କିଛି କରିପାରିବ ନାହିଁ।
@anmayeedas4839
@anmayeedas4839 2 жыл бұрын
ମୁଖ୍ୟମନ୍ତ୍ରୀ ଅତେ ପର୍ଯ୍ୟନ୍ତ ଚୁପ ଅଛନ୍ତି ହେଲେ ଵିରୋଧୀ ଗୁଜବ କରି ମନ୍ତ୍ରୀ ମଣ୍ଡଳ ବଦଳି ଦେଲେନୀ।
@ajitajit9967
@ajitajit9967 2 жыл бұрын
ନିଜ ଚାନେଲ ମାଧ୍ୟମରେ ବିରୋଧୀଙ୍କ ହିନ ରାଜନୀତି ର ପ୍ରୟାସ କରୁଛି ବିରୋଧୀ
@anmayeedas4839
@anmayeedas4839 2 жыл бұрын
ଵିରୋଧୀ ଦଳ ମିଛ ପ୍ରଚାର କରି ହିନ ରାଜନୀତି କରୁଛି ।
@anmayeedas4839
@anmayeedas4839 2 жыл бұрын
ଵିରୋଧୀ ନିଜ ଚାନେଳ୍ ରେ ଗୁଜବ ପ୍ରଚାର କରୁଛନ୍ତି।
@satyashreemishra8823
@satyashreemishra8823 2 жыл бұрын
Everyone should be get chance to take their responsibility.
@anmayeedas4839
@anmayeedas4839 2 жыл бұрын
ସରକାର ଯାହା ଭି ନିଷ୍ପତି ନେବେ ତାହା ଓଡିଶା ପାଇଁ ଭଲ ହେବ।
@ajitajit9967
@ajitajit9967 2 жыл бұрын
ନୂଆ ତାଲିକା କୁ ନେଇ ସବୁଠି ଚର୍ଚ୍ଚା ଚାଲିଛି
@anmayeedas4839
@anmayeedas4839 2 жыл бұрын
ନବୀନ ବାବୁ ମିଛ ଗୁଜବ ରେ ବିଶ୍ୱାସ କରନ୍ତି ନହିଁ । ସିଏ କାମ ରେ କରି ଦେଖନ୍ତି । ଏଥର ମଧ୍ୟ ସିଏ ଓଡିଶା ବସି କଁ ଭଲ ପାଇଁ ଗୋଟେ ଭଲ ମନ୍ତ୍ରୀ ମଣ୍ଡଳ କରିବେ।
@ajitajit9967
@ajitajit9967 2 жыл бұрын
ମୁଖ୍ୟମନ୍ତ୍ରୀ ତାଙ୍କ ନୂଆ ଟିମ୍ ଘୋଷଣା କରିପାରନ୍ତି
@anmayeedas4839
@anmayeedas4839 2 жыл бұрын
ଵିରୋଧୀ ନବୀନ ବାଵୁ କଁ ରଣନିତି କୁ ଡୋରି ଏମିତି ମିଛ ପ୍ରଚାର କରୁଛନ୍ତି ।
@swarnasufalaswain3029
@swarnasufalaswain3029 2 жыл бұрын
Jadi maharathi mantri paibe Kichhi matrare lokanka subha Heba nischinta welcome Mr Maharathi the great leader
@usharanipaikaray737
@usharanipaikaray737 2 жыл бұрын
ଓଡ଼ିଶା ପାଇଁ ସବୁଠୁ ବଢିଆ ପଦକ୍ଷେପ
@debashishsrichandann4993
@debashishsrichandann4993 2 жыл бұрын
ଗୁଜବ ଗିରି ବିରୋଧୀ ଙ୍କ ରୋଜଗାର ର ପ୍ରନ୍ଥା ପାଲଟିଛି
@usharanipaikaray737
@usharanipaikaray737 2 жыл бұрын
ସବୁବେଳେ ଓଡ଼ିଶା ସରକାର ଓଡ଼ିଶା ପାଇଁ ଭଲ ପଦକ୍ଷେପ ନେଇଥାନ୍ତି
@Odia_Toka_Om
@Odia_Toka_Om 2 жыл бұрын
ହଁ କିନ୍ତୁ ୟେ ଶଲେ ବିଜେପି ଵାଲା ତାହା ଦେଖି ସହି ପାରୁନାହାନ୍ତି ସେଇ ପାଇଁ ତୋ ନିଜ ଚେନାଲ ରେ ନବୀନ ବାବୁଙ୍କ ବିଷୟରେ ଖାଲି ମିଛ ପ୍ରଚାର କରୁଥାନ୍ତି
@indiradas2104
@indiradas2104 2 жыл бұрын
ଓଡ଼ିଶା ର ଜନସାଧାରଣ ଭଲଭାବରେ ଜାଣିଛନ୍ତି , ନବୀନ ସରକାର ଓଡ଼ିଶା ର ବିକାଶ ପାଇଁ କ'ଣ କରିଛନ୍ତି। ଆଜି ଓଡ଼ିଶା ର ବିକାଶ ଓଡ଼ିଶା କୁ ଏକ ନୂଆଁ ପରିଚୟ ଦେଇଛି।
@usharanipaikaray737
@usharanipaikaray737 2 жыл бұрын
ଏହି ବିକାଶ ର ମୂଳ ନାୟକ ନବୀନ ପଟ୍ଟନାୟକ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓଡ଼ିଶା ବାସି ଙ୍କ ତରଫରୁ
@saajanswastik9240
@saajanswastik9240 2 жыл бұрын
Best team heba emiti helay
@ajitajit9967
@ajitajit9967 2 жыл бұрын
ବିକାସ ର ଆଗରେ ନବୀନ ଙ୍କ ନୂଆ ଟିମ୍
@sukantitripathy4496
@sukantitripathy4496 2 жыл бұрын
Gajab news srusti kariba re Odisha reporter dhurandhara
@prabirkumardas2743
@prabirkumardas2743 2 жыл бұрын
ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ନିଷ୍ପତି କୁ ବିରୋଧି କିପରି ଭାବରେ ଭୁଆଁ ପ୍ରଚାର କରୁଛନ୍ତି ତାହା ଦେଖି ହସ ଲାଗୁଛି।
@pin2jugad542
@pin2jugad542 2 жыл бұрын
R8
@usharanipaikaray737
@usharanipaikaray737 2 жыл бұрын
କେତେକ ଦାଗୀ ମନ୍ତ୍ରୀ ଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯିବା ତାଲିକା ପ୍ରସ୍ତୁତି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ
@usharanipaikaray737
@usharanipaikaray737 2 жыл бұрын
ଏଥର ଆଉ କୌଣସି ଅସୁବିଧା ହେବନି ଯୁବ ମନ୍ତ୍ରୀ ମାନେ ଓଡ଼ିଶା ବିକାସ ର ମଙ୍ଗ ଧରିଲେ 👍👍
@anmayeedas4839
@anmayeedas4839 2 жыл бұрын
ନବୀନ ବାଵୁ ସବୁବେଳେ ଭଲ ନିର୍ଣ୍ଣୟ ନେଇଛନ୍ତି ଓ ନେବେ ଯାହା ଓଡିଶା ର ଭଲ ଓ ମଙ୍ଗଳ ପାଇଁ କାମ କରିବ।
@narayanbehera1373
@narayanbehera1373 2 жыл бұрын
ନବୀନ କ୍ରେଯ ଆଗରେ ବିରୋଧୀ ଙ୍କ ଏଭଳି ହିନ ରାଜନୀତି କିଛି କାମ ଦେବନି ।
@bhaskarmisra8765
@bhaskarmisra8765 2 жыл бұрын
ଏସବୁ ଗୁଜବ। ଜୁନ୍ ପହିଲା ଆଗରୁ ମନ୍ତ୍ରୀମଣ୍ଡଳ ଅଦଳ ବଦଳ କଦାପି ହେବନାହିଁ।
@susiljena0707
@susiljena0707 2 жыл бұрын
ସରକାରଙ୍କ ଘୋଷଣା ପୂର୍ବରୁ ବିରୋଧୀ ନିଜେ ପ୍ରସ୍ତୁତ କରିଥିବା ତାଲିକାକୁ ନିଜ ମୁହଁରେ ସ୍ୱୀକାର କରିଛନ୍ତି
@usharanipaikaray737
@usharanipaikaray737 2 жыл бұрын
ବିରୋଧୀ ସହି ନ ପାରି ଗୁଜବ କରୁଛନ୍ତି
@susiljena0707
@susiljena0707 2 жыл бұрын
ପ୍ରସଙ୍ଗ ବିହୀନ କଥାକୁ ସବୁବେଳେ ନିଜର ପ୍ରଶଂସା ପାଇଁ ବ୍ୟବହାର କରୁଛନ୍ତି
@ranjanprakash4556
@ranjanprakash4556 2 жыл бұрын
ଜନ ମାନସଙ୍କୁ ଆପଣେଇବା ପାଇଁ ବିରୋଧୀଙ୍କ ଆଉ ଏକ ଚେଷ୍ଟା |
@sujitsahoo1226
@sujitsahoo1226 2 жыл бұрын
ଏଭଳି ଗୁଜବ ଏବେ ଦେହସୁଆ ହୋଇଗଲାଣି , କିଛି ଦିନମଧ୍ୟରେ ଏଭଳି ଖବର ଗୁଜବ ମିଡିଆରେ ଆସୁଛି ।
@adityaprasadtripathy3542
@adityaprasadtripathy3542 2 жыл бұрын
ଆମ ବିଜେଡି ଦଳ ହେଉଛି ଏକ ଶାନ୍ତି ଶୃଙ୍ଖଳିତ ଦଳ ଆଉ ଆମ ଦଳର ନେତା ମାନେ ସମସ୍ତେ ନବୀନ ବାବୁଙ୍କ କଥା ମାନି ଜନସେବା କରନ୍ତି।
@lipsadas4353
@lipsadas4353 2 жыл бұрын
ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନିଅନ୍ତି ମାନ୍ୟବର ନବୀନ ପଟ୍ଟନାୟକ।
@EngineersChoiceAnyday
@EngineersChoiceAnyday 2 жыл бұрын
ଆଉ ବିକ୍ରମ କେଶରୀ କଣ ନିର୍ମଳ ଭାବମୁର୍ତ୍ତି. ବେକାର.
@namitagochhayat5059
@namitagochhayat5059 2 жыл бұрын
ହୀନ ଲୋକଙ୍କର ହୀନ ଚିନ୍ତାଧାରା। odisha ରେପୋର୍ଟେର ଠାରୁ ଏହାହିଁ ଆଶା କରାଯାଇପାରିବ
@NanduComedy
@NanduComedy 2 жыл бұрын
ଏ ସବୁ ମିଛ ପ୍ରଚାର ଚାଲିଛି।
@prabirkumardas2743
@prabirkumardas2743 2 жыл бұрын
ଆଜିକାଲି ସୋସିଆଲ ମିଡିଆ ଏକ ଅର୍ଥ ଉପାର୍ଜନ ର ମାଧ୍ୟମ ପାଲଟିଛି ତେଣୁ ଅର୍ଥ ଲାଳସା ରେ କେହି ଏ ଗୁଜବ ପ୍ରଚାର କରିଥାଇପରନ୍ତି।
@namitagochhayat5059
@namitagochhayat5059 2 жыл бұрын
ଆଜି ପର୍ଯ୍ୟନ୍ତ ନବୀନ ବାବୁ ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ଉଚିତ ନିଷ୍ପତ୍ତି ନେଇଆସୁଛନ୍ତି। ହେଲେ ଏଭଳି ଗୁଜବ ସୃଷ୍ଟି କରିବା ନିନ୍ଦନୀୟ।
@usharanipaikaray737
@usharanipaikaray737 2 жыл бұрын
କିଛି ତ kariparntini ଏମିତି ଗୁଜବ କରିବା ତାଙ୍କ ପକ୍ଷେ କିଛି ନୂଆ ନୁହେଁ
@maheshpatnaik6972
@maheshpatnaik6972 2 жыл бұрын
ଘୋଷଣା ପୂର୍ବ ରୁ ଏପରି ମିଛ ପ୍ରଚାର କରିବା ଠିକ୍ ନୁହେଁ....
@namitagochhayat5059
@namitagochhayat5059 2 жыл бұрын
ଯେତେ ଗୁଜବ କି ଅପପ୍ରଚାର କଲେ ମଧ୍ୟ ବିରୋଧୀ କେବେ ବି ରାଜ୍ୟବାସୀଙ୍କ ବିଶ୍ୱାସ ଜିତିପାରିବେନି।
@adityaprasadtripathy3542
@adityaprasadtripathy3542 2 жыл бұрын
ଯାହାର ଯେପରି ଯୋଗ୍ୟତା ତାକୁ ସେହି ଜାଗାରେ ନବୀନବାବୁ ରଖିଛନ୍ତି ତେଣୁ ଦଳ ଆଗେଇ ଚାଲିଛି।
@indiradas2104
@indiradas2104 2 жыл бұрын
ରାଜ୍ୟ ବାସୀଙ୍କ ଉପରେ କିଛି ପ୍ରଭାବ ପକାଇପାରିବନି , ବିରୋଧୀ ଙ୍କ କୌଣସି ଚାଲ।
@prabirkumardas2743
@prabirkumardas2743 2 жыл бұрын
ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଭାରି ବିଚକ୍ଷଣ କୌଶଳନୀତି ଅବଲମ୍ବନ କରନ୍ତି।ସବୁ ବେଳେ ତାଙ୍କ ରଣନୀତି ଶେଷ ମୁହୂର୍ତ୍ତ ରେ ଜଣାପଡେ।
@adityaprasadtripathy3542
@adityaprasadtripathy3542 2 жыл бұрын
ନବୀନ ବାବୁ ଯଉ ନେତା ଙ୍କୁ ଯଉ କାମ ଦିଅନ୍ତି ସେ ନେତା ସେ କାମକୁ ଭଲ ଭାବରେ କରନ୍ତି।
@lipsadas4353
@lipsadas4353 2 жыл бұрын
୨୦୨୪ ରେ ନିର୍ବାଚନ ଥିବାରୁ,ପୁରୁଣା ଓ ଅଭିଜ୍ଞ ନେତା ମାନଙ୍କୁ ନିଶ୍ଚୟ ଦଳୀୟ ସଂଗଠନ ଦାୟିତ୍ଵ ଦେବେ,ଓ ନୂଆ ନେତା ମାନଙ୍କୁ ମନ୍ତ୍ରୀ ପଦ ଦେବେ
@Odia_Toka_Om
@Odia_Toka_Om 2 жыл бұрын
ଓଡିଶା ରିପୋର୍ଟର ତୋ କିଛି କାମ ଧାମ ନାହିଁ ଯେତେବେଳେ ଦେଖ ଅପପ୍ରଚାର କରିବା ଛଡା ଆଉ କିଛି ଜାଣେ ନାହିଁ
@suryakantapradhan8460
@suryakantapradhan8460 2 жыл бұрын
ବିଜେଡିର ଭାବମୂର୍ତ୍ତିରେ ଆଞ୍ଚ ଆଣିବା ଓ ଦଳ ଭିତରେ ଗୋଷ୍ଠୀ କନ୍ଦଳ ସୃଷ୍ଠି ପାଇଁ ଉଦ୍ଦେଶ୍ୟ ପ୍ରଣୋଦିତଭାବେ ସକ୍ରିୟ ହୋଇଛନ୍ତି।
@satyashreemishra8823
@satyashreemishra8823 2 жыл бұрын
ନବୀନ ବାବୁ ଯଦି ଯୁବ ଗୋଷ୍ଠୀଙ୍କୁ ସୁଯୋଗ ଦେଉଛନ୍ତି ଏଥିରେ ଅସୁବିଧା କଣ।
@satyashreemishra8823
@satyashreemishra8823 2 жыл бұрын
ମନ୍ତ୍ରୀମଣ୍ଡଳ ତାଲିକାରେ କେଉଁ ମନ୍ତ୍ରୀ ସ୍ଥାନ ପାଇବେ କିଏ ନାହିଁ ଏକଥା ନବୀନ ବାବୁଙ୍କ ଆଭ୍ୟନ୍ତରୀଣ ବ୍ୟାପାର ।
@debashishsrichandann4993
@debashishsrichandann4993 2 жыл бұрын
ବିରୋଧୀ ମାନେ ମନେ ମନେ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି
@sujitsahoo1226
@sujitsahoo1226 2 жыл бұрын
ମେଡିଆ ବାଲା ମନ୍ତ୍ରୀ ତାଲିକା ଏମିତି ଦେଖାଉଛନ୍ତି ଯେମିତି ନବିନ ବାବୁ ତାଂକ ସହିତ କଥାବାର୍ତ୍ତା ହେଇ ଏ ତାଲିକା ପ୍ରସ୍ତୁତ କରିଛନ୍ତି ।
@krushnasahoo7401
@krushnasahoo7401 2 жыл бұрын
This list maybe implemented after Brajaraj nagar election.
@prabirkumardas2743
@prabirkumardas2743 2 жыл бұрын
ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ଅଜିପର୍ଯ୍ୟନ୍ତ୍ ଦୀର୍ଘ ବାଇଶି ବର୍ଷ ଧରି ତାଙ୍କ ମନ୍ତ୍ରୀ ମଣ୍ଡଳ ବିଷୟରେ ଆଗରୁ ଘୋଷଣା କରି ନାହାନ୍ତି।
@namitagochhayat5059
@namitagochhayat5059 2 жыл бұрын
ବିରୋଧୀ ଏଭଳି ମିଛରେ ବିଶ୍ୱାସ କରୁଛନ୍ତି ବୋଲି ସାଧାରଣ ଜନତାଙ୍କ ବିଶ୍ୱାସଭାଜନ ହୋଇପାରୁନାହାନ୍ତି।
@adityaprasadtripathy3542
@adityaprasadtripathy3542 2 жыл бұрын
କଥାରେ ଅଛି, ଯାହାର ଯେମିତି ଚିନ୍ତାଧାରା ସେ ସେମିତି ଚିନ୍ତା କରିବ। ଯେମିତି bjp ଆଉ ତାଙ୍କ ଚାମଚା ମାନଙ୍କର।🙏🏻
@indiradas2104
@indiradas2104 2 жыл бұрын
ହୀନ ମାନସିକତା ରଖି ରାଜନୀତି କଲେ , ଫଳ ତ ଭୋଗିବାକୁ ପଡ଼ିବ।
@lipsadas4353
@lipsadas4353 2 жыл бұрын
ଶେଷରେ ବିରୋଧୀ ମିଛୁଆ ରାଧୁଆ ହୋଇ ଅବିଶ୍ବାସ ର ପାତ୍ର ହେବେ।
@rajeswarimohanty1740
@rajeswarimohanty1740 2 жыл бұрын
Jete charchare rahiba pain sadajantra rachile madhya loke emananku basi panire re bi pacharunahanti
@Satrughan479
@Satrughan479 2 жыл бұрын
Uneducated MLA MP MINISTER Get Portfolio
@satyashreemishra8823
@satyashreemishra8823 2 жыл бұрын
ନିଜ ଚ୍ୟାନେଲ ମାଧ୍ୟମରେ ଏପରି ଅପପ୍ରଚାର କରି ବିରୋଧୀ ମାନେ କେତେ ତଳକୁ ଖସି ପାରିବେ ତାହାର ଦୃଷ୍ଟାନ୍ତ ଦେଇଛନ୍ତି ।
@pratikshyapattnaik4349
@pratikshyapattnaik4349 2 жыл бұрын
ବିରୋଧୀ ଆଉ ନବୀନ ବାବୁ ଙ୍କୁ ପାରୁ ନାହାଁନ୍ତି ଏବେ ଖାଲି ମିଥ୍ୟ ପ୍ରଚାର ପ୍ରସାର ରେ ମତିଛନ୍ତି
@Odia_Toka_Om
@Odia_Toka_Om 2 жыл бұрын
ନିଜ ଚ୍ୟାନେଲ ର TRP ପାଇଁ ୟେ ବିଜେପି ବାଲାଙ୍କୁ ଆଉ କିଛି ଖବର ମିଳୁନି ବୋଧେ ସେଇ ପାଇଁ ଖାଲି ଅପପ୍ରଚାର କରୁଛନ୍ତି
@maheshpatnaik6972
@maheshpatnaik6972 2 жыл бұрын
ଟିକେ ଗୁଜବ ପ୍ରଚାର କରିବା ବନ୍ଦ କରୁ ଏହି news channel....
@satyashreemishra8823
@satyashreemishra8823 2 жыл бұрын
ଏବେ ପର୍ଯ୍ୟନ୍ତ ନବୀନ ବାବୁ କିଛି ଘୋଷଣା କରିନାହାନ୍ତି, ସେଥିପାଇଁ ଟିକିଏ ଏବେ ଚୁପ୍ ରୁହନ୍ତୁ ।
@adityaprasadtripathy3542
@adityaprasadtripathy3542 2 жыл бұрын
ବିଜେପି ବାଲାଙ୍କ କିଛି କାମଧନ୍ଦା ନ ଥାଏ। ସେଇଥି ପାଇଁ ୟା ତା ଉପରେ ଅଙ୍ଗୁଳି ଉଠାଇଥାନ୍ତି।
@prabirkumardas2743
@prabirkumardas2743 2 жыл бұрын
ନବିନ ପଟ୍ଟନାୟକ ସବୁ ବେଳେ ନିଜ ଯୋଜନା କୁ ଗୁପ୍ତ ରଖନ୍ତି।
@satyashreemishra8823
@satyashreemishra8823 2 жыл бұрын
ବିରୋଧୀ ଦଳ ଅପପ୍ରଚାର କରିବାକୁ ସବୁବେଳେ ଚେଷ୍ଟା କରୁଛି ।
@satyashreemishra8823
@satyashreemishra8823 2 жыл бұрын
ନବୀନ ବାବୁଙ୍କ ଚେଷ୍ଟା ଓଡ଼ିଶା କେମିତି ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ହେବ କିନ୍ତୁ ବିରୋଧୀ ମାନଙ୍କର ଏଭଳି ହୀନ କାର୍ଯ୍ୟକଳାପ ଯୋଗୁଁ ଏହା ସମ୍ଭବ ହୋଇ ପାରୁନାହିଁ ।
@narayanbehera1373
@narayanbehera1373 2 жыл бұрын
ଟିମ୍ ଘୋଷଣା ପୂର୍ବରୁ ବିରୋଧୀଙ୍କ ବିଭ୍ରାନ୍ତ କାରୀ ଚକ୍ରାନ୍ତ ।
@debashishsrichandann4993
@debashishsrichandann4993 2 жыл бұрын
ମିଥ୍ୟା ବାର୍ତା ସବୁଆଡେ ପ୍ରଚାର କରି ନିଜକୁ ନିଜେ ଭାବୁଛି କଣ ବିରୋଧୀ??
@indiradas2104
@indiradas2104 2 жыл бұрын
ନବୀନ ସରକାରଙ୍କ ରାଜନୈତିକ ଗୋଟିଚାଳନା ପାଖରେ ବିରୋଧୀଙ୍କ ଖେଳ ଶେଷ।
@susiljena0707
@susiljena0707 2 жыл бұрын
ମନ୍ତ୍ରୀ ମଣ୍ଡଳୀରୁ କିଏ ବାଦ ବାଡିବେ କହୁକୁ ମିଳିବ ମନ୍ତ୍ରୀ ପଦ ଦଳର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପରେ ନ୍ୟସ୍ତ ତୁମର କାଇଁ ମୁଣ୍ଡ ବିନ୍ଧା ହଉଚି
@prabirkumardas2743
@prabirkumardas2743 2 жыл бұрын
ମନ୍ତ୍ରୀ ମଣ୍ଡଳ ରେ କାହାକୁ ନେବେ ତାହା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିଷ୍ପତି ତାହା ବିଷୟ ରେ ଏ ଭଳି ପ୍ରଚାର ଆଦୌ ଯୁକ୍ତି ସଙ୍ଗତ ନୁହେଁ।
@popeyesailor8545
@popeyesailor8545 2 жыл бұрын
List seems good.. Criminals eliminated from list
@satyashreemishra8823
@satyashreemishra8823 2 жыл бұрын
ବିରୋଧୀ ଦଳର ସଦସ୍ୟମାନେ କଥାରେ ମାହିର କାମ ବେଳକୁ ନାହିଁ, ସେଥିପାଇଁ ଏମିତି ହୀନ ରାଜନୀତି କରି ରାଜ୍ୟ ବାସୀଙ୍କ ବିଶ୍ବାସ ଜିଣିବାକୁ ଚେଷ୍ଟା କରୁଛନ୍ତି ।
@lenkasudipa2970
@lenkasudipa2970 2 жыл бұрын
Nabin babu sabubale odisha pain bhala karjya bhala chinta kariasichanti se jadi emiti talika banai thanti tahale bahut vala karichanti
@lipsadas4353
@lipsadas4353 2 жыл бұрын
ବିରୋଧୀ ଯେତେ ଅପପ୍ରଚାର କରିଲେ କଣ ହେବ...ଓଡ଼ିଶାବାସୀ ତଥା ଜବାବ ଦେଇଛନ୍ତି ଓ ଆଗକୁ ଦେବେ।
@ramchandradash6997
@ramchandradash6997 2 жыл бұрын
CHT CBT Corruption.Who is responsible cm or sme minister plz a make CBI enquiry and prove your Govt is honest
@lipsadas4353
@lipsadas4353 2 жыл бұрын
ନବୀନ ପଟ୍ଟନାୟକ ଏମଏଲ୍ଏ ମାନଙ୍କ ଯୋଗ୍ୟତା ଦେଖି ଠିକ୍ ନେତା ଙ୍କୁ ଠିକ୍ ଦାୟିତ୍ଵ ଦେବେ।
@indiradas2104
@indiradas2104 2 жыл бұрын
ନିଜ ଚ୍ୟାନେଲ ଦ୍ବାରା ଅପପ୍ରଚାର କରିବାରେ ଲାଗିପଡିଛନ୍ତି ବିରୋଧୀ ଦଳ।
나랑 아빠가 아이스크림 먹을 때
00:15
진영민yeongmin
Рет қаралды 14 МЛН
Pakistan need 14 runs from 11 balls against india |  2004 | WHO GONNA WIN
12:30
Master Class Cricket_IN
Рет қаралды 43 МЛН