ଭାରତୀୟଙ୍କୁ ଆମେରିକାରୁ ବିଦାକରି ଠିକ୍ କରିଛନ୍ତି ଟ୍ରମ୍ପ ! Donald Trump sends illegal immigrants to India.

  Рет қаралды 47,686

Pratidin TV

Pratidin TV

Күн бұрын

ଭାରତୀୟଙ୍କୁ ଆମେରିକାରୁ ବିଦାକରି ଠିକ୍ କରିଛନ୍ତି ଟ୍ରମ୍ପ ! Donald Trump sends illegal immigrants to India. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 303
@premalatanayak7422
@premalatanayak7422 5 күн бұрын
100% Right
@csc_seva
@csc_seva 5 күн бұрын
ଭାରତ ମଧ୍ୟ ସେମିତି ଅନ୍ୟ ଦେଶ ଲୋକଙ୍କୁ ବିଧା କରିବା ଦରକାର l NRC, CAA ଭାରତ ଜଲଦି ଲାଗୁ ହେବା ଦରକାର l
@bimalendu4628
@bimalendu4628 4 күн бұрын
🙏🙏
@sougatmohapatra1663
@sougatmohapatra1663 5 күн бұрын
ଏବେ ଆମ ଦେଶରୁ ବାଂଲାଦେଶୀ ଅନୁପ୍ରବେଶକାରୀ କେବେ ବାହାର କରା ଯିବ 😢😢???
@MamataNaik-yh3er
@MamataNaik-yh3er 4 күн бұрын
Kebe bajar karaki a
@tapankumarjena3474
@tapankumarjena3474 4 күн бұрын
Modi ra banda re bala nahi
@manaranasing6412
@manaranasing6412 4 күн бұрын
Kali bahar karajiba
@Mrkk-js1on
@Mrkk-js1on 4 күн бұрын
Ama desha ru kara jiba ni kahiki na. Ama desha re Bapuji mana karichanti india ku sabu anupabeasha kari nka ghara ba Bapuji kahi ki jaiechanti 😮
@Mrkk-js1on
@Mrkk-js1on 4 күн бұрын
​@@tapankumarjena3474kahi Bapuji jie g mariki jaiechanti modi kan kariba
@srikanta671
@srikanta671 4 күн бұрын
ଆମେରିକା ରାଷ୍ଟ୍ରପତି କୁ ଧନ୍ୟବାଦ ବହୁତ ସୁନ୍ଦର ହୋଇଛି ଧନ୍ୟବାଦ
@kailashcbehera8283
@kailashcbehera8283 2 күн бұрын
💞ବହୁତ୍ ବଢିଆ ଲାଗିଲା ଆପଣଙ୍କ ମତାମତ 🙏
@pradipray6127
@pradipray6127 4 күн бұрын
ନିଶ୍ଚିତ ଠିକ୍ କରିଚନ୍ତି କିନ୍ତୁ ଦୁଃଖର ବିଷୟ ଆମ ନେତା ମାନେ ଭାରତକୁ ଧର୍ମଶାଳା ଓ ନିଜର ଭୋଟବ୍ୟାଙ୍କ୍ ଭାବି ନେଇଛନ୍ତି
@ratnakarsethi845
@ratnakarsethi845 17 сағат бұрын
Write❤❤❤❤❤❤❤❤❤❤
@indukumar3004
@indukumar3004 4 күн бұрын
ଆମ ଦେଶରେ ଥିବା ଅନୁପ୍ରବେଶ କାରୀଙ୍କୁ ହାତ ଗୋଡ଼ ବାନ୍ଧି ତାଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଯାଉ l
@Purnimamishra2003
@Purnimamishra2003 3 күн бұрын
ବହୁତ୍ ଭଲ ପଦକ୍ଷେପ।
@hussyjena6746
@hussyjena6746 3 күн бұрын
ରୋହିଜ୍ଞା ଅଛନ୍ତି, ବାହାର କରାଯାଉ,
@SudhirPradhan-e2i
@SudhirPradhan-e2i 4 күн бұрын
ଉଦାହରଣ ସ୍ୱରୂପ ବାଂଲାଦେଶୀ ଓ ଇଣ୍ଡିଆ କଥା ଭାବ ଭାଇ, ଆପଣ ଠିକ କହିଛନ୍ତି ଆପଣକୁ ସଲାମ 🙏🙏🙏sir
@NrusinghaCharanRatha
@NrusinghaCharanRatha 4 күн бұрын
ବେଆଇନ ଭାବେ ବିଦେଶରେ ପଶିକରି ରହିଥିବା ଭାରତୀୟମାନେ, ବିଶ୍ବ ଦରବାରରେ ଭାରତର ଛବିକୁ ଖରାପ କରିଛନ୍ତି । ଟ୍ରମ୍ପଙ୍କ ଏପ୍ରକାର ପଦକ୍ଷେପ ଶତ ପ୍ରତିଶତ ଠିକ୍ । ଭାରତ ତାଙ୍କୁ ଅନୁସରଣ କରିବା ଉଚିତ ।
@Gurubachan688
@Gurubachan688 3 күн бұрын
ଯାହା ହେଉ ଆମେରିକା ଉଚିତ ଶିକ୍ଷା ଦେଇଛି ,ଭାରତର ସରକାର ଏପରି କଠୋର ହେବା ଉଚିତ
@parsuramsahoo7509
@parsuramsahoo7509 5 күн бұрын
ଧନ୍ୟବାଦ୍🎉🎉🎉🎉🎉🎉🎉🎉
@k-adicomedy8266
@k-adicomedy8266 5 күн бұрын
ତାହାଲେ ବେଆଇନ୍ ଭାବେ ରୋହିଙ୍ଗିଆ ବାଂଲାଦେଶୀ ଭାରତରେ ଅଛନ୍ତି , ମୋଦିବାବୁ ତଡୁନାହାଁନ୍ତି କାହିଁକି।😢😢😢😢
@bighneswarpadhy4726
@bighneswarpadhy4726 5 күн бұрын
ତମେ ମୋଦି ମନ୍ତ୍ରୀ ହର ଦୀପ ପୁରୀ କି ଶୁଣି ନ ବୋଧେ । ସିଏ ପା ଘୁସ ପେଠି ଆ ଙ୍କୁ ଘର ଲାଇଟ୍ ପାଣି ଦେଇ କି ରଖିଚି , ଆଉ ତାଙ୍କୁ ଦେଖେଇ କି ହିନ୍ଦୁ ଙ୍କ ଭୋଟ ନଉଚି election ରେ ।
@diptisahoo4421
@diptisahoo4421 4 күн бұрын
CAA NRC anithila pa congress bala kete danga kale
@prafullakumarmandal2648
@prafullakumarmandal2648 4 күн бұрын
This is only vote bank modi can do nothing
@sunilkanhar6660
@sunilkanhar6660 2 күн бұрын
ସେ କଣ ତଡ଼ିବ ଭାଈ କେବଳ ଭୋଟ ବ୍ୟାଙ୍କ ପାଇଁ କାରଣ ବିଶ୍ଵ ର ସମସ୍ତ ଦେଶ ବଙ୍ଗଳାଦେଶ ପ୍ରଧାନ ମନ୍ତ୍ରୀ ଶେଖ୍ ହୋସିନ କୁ ଶରଣ ଦେଲେ ନାହିଁ ମୋଦୀ ନିଜେ ଦେଲେ
@bibhutisahu4204
@bibhutisahu4204 Күн бұрын
ଠିକ କହିଲେ ସାର, ଲୋକ ଗୁଡାକ କିଛି ନ ବୁଝି ମୋଦି ଙ୍କୁ ଭୁଲ ଦେଉଛନ୍ତି
@bibhutisahu4204
@bibhutisahu4204 Күн бұрын
ଟ୍ରମ୍ପ ଠିକ କରିଛି, ଭାରତ ରେ ଜାଗା ନାହିଁ କି, ଯାଇକି ନିର୍ଲଜ ଭଳି ବିନା ଭିଶାରେ ଆମେରିକା ରେ ରହୁଛ
@ramakantapatta3921
@ramakantapatta3921 4 күн бұрын
Right very good sir
@susantrait6176
@susantrait6176 5 күн бұрын
Right thought
@Pksahu-t1x
@Pksahu-t1x 5 күн бұрын
ସରକାର କିଛି କରିପାରିବନି ଏହା ସତ୍ୟ
@basantarout9538
@basantarout9538 4 күн бұрын
ଆମ ଦେଶ ରୁ ପ୍ରବାସୀ ମାନଙ୍କୁ ବିଦା କରିବାକୁ ଲାଗୀ ପଡନ୍ତୁ ଭାରତ୍ ସରକାର.. Trump ଙ୍କ ନିଷ୍ପତ୍ତି କିଛି ମନ୍ଦ ନୂହେଁ..thank you so much sir 🙏 🙏
@ratnakarsethi845
@ratnakarsethi845 17 сағат бұрын
India re bhi hau ammee chahuchuuu❤❤❤❤
@sinigahembramsiniga8356
@sinigahembramsiniga8356 4 күн бұрын
ଆମ ଦେଶରେ ବହୁତ ଅଧିକ ଅନୁପ୍ରବେଶକାରୀ ଅଛନ୍ତି କିନ୍ତୁ ଭୋଟ୍ ଲୋଭରେ ସେମାନଙ୍କୁ ଗେହ୍ଲା ପୁଅ ଭଳିଆ ରଖାଯାଇଛି ପ୍ରତ୍ୟେକ ରାଜ୍ୟ ରେ 🙏
@ambedakarhumanresearch5132
@ambedakarhumanresearch5132 4 күн бұрын
ଲଜ୍ୟା, ଦେଶରେ ରୋଜଗାର ନାହିଁ, ସେଥିପାଇଁ ବିଦେଶକୁ ଯାଉଛନ୍ତି 😂😂
@prafullakumarmandal2648
@prafullakumarmandal2648 4 күн бұрын
Absolutely correct
@abhimanyudash8360
@abhimanyudash8360 4 күн бұрын
କେହି ବି ବେରୋଜଗର, ଦରଦାମ ବୃଦ୍ଧି ବିଷୟରେ କହିବେ ନାହିଁ.. ସେଥିପାଇଁ ଅତି ଶିକ୍ଷିତ ଲୋକ ବିଦେଶ ଯାଉଛନ୍ତି ଗୁପ୍ତ ମାର୍ଗରେ ଦାଦାନ ଖଟିବା ପାଇଁ..
@ashokkumarmurmu9544
@ashokkumarmurmu9544 5 күн бұрын
Good 🎉🎉🎉❤❤❤Bhai
@narendranathpati6706
@narendranathpati6706 3 күн бұрын
ଭାରତ ସରକାର କେବେ ଅନୁପ୍ରବେଶ କାରୀଙ୍କୁ ଏହିଭଳି ବିଦା କରିବ?
@RadhamohanDas-l5m
@RadhamohanDas-l5m 4 күн бұрын
Bhai ଠିକ୍ କହିଛନ୍ତି ।କିନ୍ତୁ ଆମ ଅପାରଗ ସରକାର ବାଂଲାଦେଶୀ ଙ୍କୁ ବାହାର କରି ପାରୁନାହିଁ।
@tapanbehera4650
@tapanbehera4650 5 күн бұрын
ବିଲକୁଲ ଠିକ୍ ଏହା ସମସ୍ତେ ବୁଝିବା ଦରକାର ବିନା ଭିସା ବିନା ପାସପୋର୍ଟ ରେ ଅନ୍ୟ ଦେଶ ରେ ଲୁଚି ଲୁଚି ପଶିବା କେତେ ଦୂର ଠିକ୍
@ashisakumarprusty6815
@ashisakumarprusty6815 5 күн бұрын
ତା ହେଲେ ଚେନ୍‌ରେ ବାନ୍ଧି ପଠାଇବାଟା ଠିକ୍ ଥିଲା ବୋଲି କୁହନ୍ତୁ | କୁଟନିତି ବୋଲି କିଛି ନାହିଁ ? କଲମ୍ବିଆ ଦେଶ କଣ କଲା ।
@jyotiranjandas1704
@jyotiranjandas1704 5 күн бұрын
Sea ba BJP seaithipain support karibani au kn kariba
@prasantbiswal3385
@prasantbiswal3385 4 күн бұрын
To kahiba thik hele hata goda bandhi ki fereiba.
@tusharakantabehera2587
@tusharakantabehera2587 4 күн бұрын
କୂଟନୀତି ଅଛି ବୋଲି ତ ସେମାନଙ୍କୁ ଗୁଳି ନକରି କେବଳ ହାତ ଗୋଡ ବାନ୍ଧି ଛାଡିଲେ.
@ReshmapP-zh7ik
@ReshmapP-zh7ik 3 күн бұрын
Kale aparadhi heithibe!!seithipai....
@tusharakantabehera2587
@tusharakantabehera2587 3 күн бұрын
@@ashisakumarprusty6815 କଲମ୍ବିଆ ନିଜର ବିମାନ ପଠାଇଥିଲେ ବି, ଆମେରିକା ସେମାନଙ୍କୁ ବାନ୍ଧିକି ଛାଡିଥିଲା.
@sanjuktamohanty9668
@sanjuktamohanty9668 5 күн бұрын
Thanks for your right opinion ☺️ 👍
@KUMARBULUSINGH
@KUMARBULUSINGH 4 күн бұрын
ରୋହିଙ୍ଗିଆ ପଠାନଙ୍କୁ ଭାରତ ସରକାର କେବେ ହାତ କଡି, ଜଞ୍ଜିର ଲଗେଇ ବାଂଲାଦେଶ ପଠେଇବ, ଦମ୍ ଅଛି। ଭାରି ଦମ୍ଭୋକ୍ତି ରେ ନିୟମ କାନୁନ୍ ବୁଝାଉଚ୍ଚ
@Maniratanm
@Maniratanm 4 күн бұрын
😂😂😂
@ARABINDAMAHARANA-rk9dd
@ARABINDAMAHARANA-rk9dd 3 күн бұрын
❤❤❤❤ Sir 100% Right.❤❤❤❤
@srikantadassrikantadas3908
@srikantadassrikantadas3908 5 күн бұрын
100% Right 👍
@prem-tu9vp
@prem-tu9vp 4 күн бұрын
Very good 👍 sir
@pradeepkumarmahakud5486
@pradeepkumarmahakud5486 4 күн бұрын
Perfect, view......
@bhaktimarga853
@bhaktimarga853 4 күн бұрын
ସେମାନଙ୍କୁ ସେ ଭାରତ ପଠାଇ ଭଲ କରିଛନ୍ତି ।ଏମାନଙ୍କୁ ସମୁଦ୍ରରେ ଫୋପାଡି ଦେଇ ନାନନ୍ତ।ସ୍ଵର୍ଣ୍ଣ ଭାରତକୁ ନଛାଡି ଏଠି ନିଜକର୍ମ କରି ରହିବାର ଥିଲା ।ଭାରତ ସରକାରଙ୍କୁ ଅନୁରୋଧ ବେଆଇନ ଅନୁପ୍ରବେଶ କାରୀଙ୍କୁ ଭାରତରୁ ବିଦାୟ କରନ୍ତୁ ।
@abhimanyudash8360
@abhimanyudash8360 4 күн бұрын
ସତ.. କିନ୍ତୁ ରାଜନିତ ଭୋଟ ପାଇବା ପାଇଁ ସବୁ ଏ ଚକ୍ରାନ୍ତ
@bhawanisankargopalgopalbha7340
@bhawanisankargopalgopalbha7340 4 күн бұрын
100 Percent Right and True
@subashchandramajhi6561
@subashchandramajhi6561 2 күн бұрын
Good opinion sir
@KerseHembram
@KerseHembram 4 күн бұрын
ଆମେରିକା ଜାହାବି ପଦଖେପ୍ ନେଇଚି ତାଙ୍କର ଦେଶବାସୀଙ୍କ ଭଲ ପାଇଁ କରିଚି ସେଥି ପାଇଁ ଆମ ଭାରତ ସରକାର ମଧ୍ଯ ଆମ ଭାରତୀୟମାନଙ୍କ ପାଇଁ ଭଲ ଚିନ୍ତା ଧାରା ରଖି ସେ ପଦଖେପ୍ କୁ ଆପଣେଇବା ଦରକାର
@JagannathMohapatra-j1c
@JagannathMohapatra-j1c 3 күн бұрын
Thik kahi chhanti
@YugalChura
@YugalChura 3 күн бұрын
sata katha
@DNS7960
@DNS7960 4 күн бұрын
Great.
@KamalMurmu1990
@KamalMurmu1990 3 күн бұрын
Right very good work 💯💯💯💯💯💯
@NiranjanSahu-s3z
@NiranjanSahu-s3z 2 күн бұрын
Good
@govindamajhi4046
@govindamajhi4046 4 күн бұрын
You are right Arun sir.
@bhagabanpradhan7500
@bhagabanpradhan7500 4 күн бұрын
ସାର୍ ଆପଣ ଯେଉଁ କଥା କହୁଛନ୍ତି ତାହା ଅସୁନ୍ଦର
@panamarandi-1046
@panamarandi-1046 3 күн бұрын
Sir 100% right kotha kohichonti 🙏🙏
@mukeshdash3435
@mukeshdash3435 3 күн бұрын
Right vai
@nabinsaunta275
@nabinsaunta275 5 күн бұрын
100℅ Right sir. Nice talking.. Sir.. ❤
@Subasdas123
@Subasdas123 4 күн бұрын
U.R..Right
@BALAJEEPRADHAN-r3e
@BALAJEEPRADHAN-r3e 4 күн бұрын
100%correct
@surajpadua123
@surajpadua123 4 күн бұрын
You are right sir
@DeepakkumarDixit-x7i
@DeepakkumarDixit-x7i 4 күн бұрын
Right brother
@sarbeswarjena196
@sarbeswarjena196 5 күн бұрын
ଏହା ଠିକ କାର୍ଯ୍ୟ କରିଛି
@gagansuna8960
@gagansuna8960 4 күн бұрын
100%right
@jayashreegoswamy2508
@jayashreegoswamy2508 3 күн бұрын
Thik
@MadanKisan-f1i
@MadanKisan-f1i 3 күн бұрын
Right❤❤❤
@NiranjanPanda-rc8ex
@NiranjanPanda-rc8ex 2 күн бұрын
Thunku you
@rajendrachoudhurymotivatio7431
@rajendrachoudhurymotivatio7431 4 күн бұрын
Right ✅️
@nagendragouda9836
@nagendragouda9836 4 күн бұрын
Good ❤
@ajayaswain3757
@ajayaswain3757 3 күн бұрын
Thank you president trump
@SoumyaSahoo-f7i
@SoumyaSahoo-f7i 5 күн бұрын
Very good 🎉
@saradamishra2902
@saradamishra2902 5 күн бұрын
Absolutely right
@shreyanrivan
@shreyanrivan 4 күн бұрын
100%right kahuchanti bhai
@AkshayaKumarBhuyan-e8e
@AkshayaKumarBhuyan-e8e 4 күн бұрын
All. Right
@BangshiJBS
@BangshiJBS 4 күн бұрын
Yes koti koti
@Ashutoshdash-s2m
@Ashutoshdash-s2m 5 күн бұрын
You are right
@santoshbisoi8766
@santoshbisoi8766 3 күн бұрын
Jay Shri Krishna guruji Jay shree ram ❤❤❤
@AshokKumar-fi3so
@AshokKumar-fi3so 5 күн бұрын
Right 👍👍
@karusoren9216
@karusoren9216 4 күн бұрын
💯 support
@SripatiBehera23
@SripatiBehera23 4 күн бұрын
Right 👍 bhai
@kalebdigal7202
@kalebdigal7202 4 күн бұрын
ଠିକ୍ ହେଇଛି
@hariharparida8147
@hariharparida8147 4 күн бұрын
good sir
@santoshnayak4949
@santoshnayak4949 4 күн бұрын
Right right.
@sanjuktaoram4149
@sanjuktaoram4149 4 күн бұрын
Right katha
@chandanmohapatra3066
@chandanmohapatra3066 4 күн бұрын
ଏଥିରୁ, ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ ଶିକ୍ଷା ଗ୍ରହଣ କଲେ କମେଣ୍ଟ କରନ୍ତୁ
@abhimanyudash8360
@abhimanyudash8360 4 күн бұрын
ସେ ଟା ନୌଟଙ୍କି ବାଜ୍ ଟା..
@SaniaMajhi-wh5gw
@SaniaMajhi-wh5gw 4 күн бұрын
ଠିକ୍ କଥା ସାର
@shankarshansahoo928
@shankarshansahoo928 5 күн бұрын
Right sir
@dendrakumarrout5436
@dendrakumarrout5436 5 күн бұрын
U are absolutely right. Central govt.should immediate action on unauthorised persons in India.
@panchanandash9731
@panchanandash9731 5 күн бұрын
Right bat
@AKarjee-o5z
@AKarjee-o5z 4 күн бұрын
ଆମ ଦେଶର ଯୁବକ ମାନେ କାହିଁକି ଆମେରିକା ଯାଉଛନ୍ତି । ଏହାର ଉତ୍ତର ଦେବେ ?
@prafullakumarmandal2648
@prafullakumarmandal2648 4 күн бұрын
Only because of unemployment in India nothing else this glorious and "achche din" gift of Modi ji
@akshaykhara-lt9td
@akshaykhara-lt9td 4 күн бұрын
ଆମ ଭାରତ ବିଶ୍ବ ଗୁରୁ ମୋଦି ହେ ତ ମୋମକିନ ହେ ମୋଦି ନା ଶୁଣିଲେ ସାରା ପୃଥିବୀ ର ଲୋକ ସବୁ ଦେଶ ଥର ହର
@susantabhoi3452
@susantabhoi3452 4 күн бұрын
ଆମ ସରକାର ବେଆଇନ ଯିବାକୁ ପରିମିଶନ୍ କାହିଁକି ଦେଲା ତା ଉତର ଦେ ବୁଢା
@abhimanyudash8360
@abhimanyudash8360 4 күн бұрын
କେହି ପରମିଶନ୍ ଦେଇ ନାହାନ୍ତି.. ଏମାନେ ଲୁକାଛୋପାରେ ଯାଉଛନ୍ତି.. ସେଠାରେ ଗାଣ୍ଡିମରଉଛନ୍ତି..
@sarojkumarjena9052
@sarojkumarjena9052 3 күн бұрын
Right sir pura ok କଥା
@harishchandrapradhan8637
@harishchandrapradhan8637 16 сағат бұрын
❤❤❤❤❤❤
@sarojkumartripathy1436
@sarojkumartripathy1436 5 күн бұрын
Right
@AtulDash-o6r
@AtulDash-o6r 4 күн бұрын
Tr ump' s work is admairable and good work,
@munabiswal8695
@munabiswal8695 4 күн бұрын
👍
@MamataNaik-yh3er
@MamataNaik-yh3er 4 күн бұрын
Bhai thik kahile
@UmeshchandraMallick-n2p
@UmeshchandraMallick-n2p 9 сағат бұрын
Good 😅
@myommyoutubechannel7194
@myommyoutubechannel7194 5 күн бұрын
Thiki
@manoranjanpanda1017
@manoranjanpanda1017 2 күн бұрын
ବିନାଶ କାଳେ ବିପରୀତ ବୁଦ୍ଧି
@rabindragudia3741
@rabindragudia3741 4 күн бұрын
Bahut tik kahu chanthi sir emiti karina darkar
@UpendraBehera-o1z
@UpendraBehera-o1z 4 күн бұрын
ଭାରତରେ ଥିବା ରୋହେଙ୍ଗିଆକୁ ଆପଣ ବାହାର କରି ପାରିବ କି ।
@abhimanyudash8360
@abhimanyudash8360 4 күн бұрын
ଆପଣ ନୁହେଁ.. ରାଜନୈତିକ ଦଳର ଦାୟୀତ୍ବ.. କରନ୍ତୁ ସେମାନେ. .କିଏ ମାନ କଲା.. କେବଳ ଅନୁପ୍ରବେଶ କାରି ନୁହେଁ.. ବେରାଜଗାର, ଦରଦାମ ବୃଦ୍ଧି ହଟାନ୍ତୁ.. ବିଜେପି ସରକାର ଏ ଭିତର କଉଟା ହଟେଇଲାଣି କହିଲେ.. ଖାଲି ଧର୍ମ କଥା..
@bbsenapati2245
@bbsenapati2245 4 күн бұрын
ଇଣ୍ଡିଆ କିପରି visa ଦେଲା ଆମେରିକା ଯିବା ପାଇଁ?
@bhagabannayak5890
@bhagabannayak5890 4 күн бұрын
ଯା ହେଇଛି ଥିକ ହେଇଛି
@ArunKumar-rh2tf
@ArunKumar-rh2tf 5 күн бұрын
ଠିକ୍ କହୁଛ ଭାଈ 👍
@Ajaya-o7l
@Ajaya-o7l 3 күн бұрын
Right sir, hele ki a kariba
@banamalimajhi4616
@banamalimajhi4616 4 күн бұрын
ଭାଇ ଠିକ୍ କଥା କହୁଛନ୍ତି।
@saiseba
@saiseba 3 күн бұрын
Yes sir mu apanka sahita pura ekamata aji anuprabeskariananku jaldi bahar Kari deba uchit
Сигма бой не стал морожкой
00:30
КРУТОЙ ПАПА на
Рет қаралды 10 МЛН
Версия без цензуры в 🛒 МИРАКЛЯНДИЯ
00:47
Modi's mouth is not open in front of Trump
3:30
Sunstar TV
Рет қаралды 30 М.