ଟାଟା ପ୍ରି-ପେଡ୍‌ ସରିଲେ କଟିଯିବ ବିଜୁଳି; ପ୍ରକାଶ ପାଉଛି ଅସନ୍ତୋଷ । NandighoshaTV

  Рет қаралды 193,585

Nandighosha TV

Nandighosha TV

Күн бұрын

Пікірлер: 420
@prakashsamal3682
@prakashsamal3682 2 жыл бұрын
ଓଡ଼ିଶା ରେ ମାଗଣା ବିଦ୍ୟୁତ୍ ଜାଳିବା ଉଚିତ । ନହେଲେ ଅତି କମ୍ ଶୁଳ୍କ ରେ । କଣ ସବୁ କଲଣି ରେ ଧନିଆ ।
@dk.1234
@dk.1234 2 жыл бұрын
Tata ku odisha ରୁ ହଟା ଅ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ। ଓଡିଶା ରେ ବିଜୁଳି ତିଆରି ହେଉଚି। ତା ପରେ ବି ଏତେ electric bill। It's not tolerated.
@kakulibalarambehera
@kakulibalarambehera 2 жыл бұрын
ଯେଉଁ ମାନେ କହୁଛନ୍ତି ଦିଲ୍ଲୀ ଭଳି ବିଜୁଳି ମାଗଣା ହବା ଦରକାର,ସେମାନେ ଦିଲ୍ଲୀ ରେ ରହୁଥିବା ଲୋକଙ୍କୁ ପଚାରନ୍ତୁ ମାଗଣା ବିଜୁଳି ପାଇବା ପୂର୍ବରୁ ସେମାନେ କେତେ ବିଜୁଳି ଚୋରି କରୁ ଥିଲେ?
@anantasahoo9018
@anantasahoo9018 2 жыл бұрын
Odisha govt is fully responsibility in this situation.
@Snehashreepuchu
@Snehashreepuchu 2 жыл бұрын
Khali kn odisha sarakar kala au modi babu?
@manasranjandas7669
@manasranjandas7669 2 жыл бұрын
@@Snehashreepuchu agaru 120 Re Sabu tv channel dekhi hau thila , modi sarkar pain ebe 180 + jauchi 🤦, sabu jinisa ra rate bahana kari badhei delani ,ye modi government 😡😡😡😡
@Kiddie_Kingdom_Station
@Kiddie_Kingdom_Station 2 жыл бұрын
Ate sasta khhojoni vai
@dbss206
@dbss206 2 жыл бұрын
@@Snehashreepuchu Modi Babu asichanti boli saabu badhia. Nahele congress dala jaha karichi ebe bhoguchanti sabu
@Snehashreepuchu
@Snehashreepuchu 2 жыл бұрын
@@manasranjandas7669 bhai rate na badhile modi babu nijapayni pvt plane au 5 lks ra dress kemity pindhibe.
@kakulibalarambehera
@kakulibalarambehera 2 жыл бұрын
ଆମ ଗାଁ ଆଉ ଆମ ପାଖାପାଖି ସମସ୍ତ ଗାଁ ରେ 80% ଲୋକଙ୍କ ଘରେ ବିଜୁଳି ଚୋରି ହଉଚି,ଏମିତି ଅବସ୍ଥା ପାଇଁ ଆମେ ନିଜେ ଦାୟୀ
@rakhanag9124
@rakhanag9124 2 жыл бұрын
ଏଥି ପାଇଁ ସରକାର ଦାୟୀ ,,, ଏଥର ସରକାର change ହେବା ବହୁତ୍ ଜରୁରୀ ଅଟେ।
@sanjeebkumardalei8957
@sanjeebkumardalei8957 2 жыл бұрын
ଯଦି ଓଡ଼ିଶା ବାସୀଙ୍କ ବିଜୁଳି ଚୋରି ରୋକିବାକୁ ଏଭଳି ପ୍ରୟାସ ଓଡିଶା ସରକାରଙ୍କ ଠାରୁ କ୍ଷମତା ପ୍ରାପ୍ତ ପାଇଥିବା ଟାଟା ପାୱାର ର ତେବେ ଓଡିଶା ରୁ ବିଜୁଳି କିଣି ପଡୋଶୀ ରାଜ୍ୟ ନିଜ ରାଜ୍ୟରେ ମାଗଣାରେ କାହିଁକି ଦେଇଛନ୍ତି।।
@kakulibalarambehera
@kakulibalarambehera 2 жыл бұрын
ପ୍ରଥମେ ଟିକେ ବୁଝି ଦିଅ ପଡୋଶୀ ରାଜ୍ୟ ରେ ଟଙ୍କିକିଆ ଚାଉଳ ମିଳିଛି କି? ମିଳୁ ନ ଥିବ।ତା ପରେ ଓଡିଶା ରେ ଏତେ ବିଜୁଳି ଚୋରି ହଉଚି ଯେ ବାହାର ରାଜ୍ୟକୁ ବିକ୍ରି କରି କିଛି ଅର୍ଥ ଭରଣା କରା ଯାଉଛି,ନହେଲେ ବିଜୁଳି ବିଭାଗ ଚାଲିବ କିପରି
@lalitmohanmishra3561
@lalitmohanmishra3561 2 жыл бұрын
ନବୀନ ଟାଟା ଠାରୁ ପଇସା ନେଇଛି, ନବୀନ kejriwaal ଠାରୁ କିଛି ଶିଖିବା ଦରକାର, ସେବା କଣ, ଶୋଷଣ କଣ ????
@sarojkumarnayak9448
@sarojkumarnayak9448 2 жыл бұрын
ଟାଟା ପାୱାର ଆଗ ଉପଭୋକ୍ତା ମାନଙ୍କୁ ସଠିକ୍ ଭୋଲଟେଜ ଦେବା ପାଇଁ ଆଗ ବ୍ୟବସ୍ଥା କରୁ।
@pradeeppradhan479
@pradeeppradhan479 2 жыл бұрын
Meter basile aape aape voltage badhiba chinta karani
@bipinkumarop3448
@bipinkumarop3448 2 жыл бұрын
ଆରେସଳା ନବିନ 22ବରଶ ପାଇଁ ବିକିଦେଈଚିଟାଟା କମ୍ପାନୀ ଭାବୁକେହିଜାଣିପାରିବେନି ନବିନ କହୁନୁ
@maharanainterior3793
@maharanainterior3793 2 жыл бұрын
ଇଙ୍ଗ୍ରେଜ ପ୍ଳାନ Returns... ମାଡ ଖାଇବେ ଆମ ଗାଁକୁ ଆସିଲେ। ସରକାର କଣ ଭକୁଆ?
@PNM2007
@PNM2007 2 жыл бұрын
Tama ga ku line kati debe.
@kakulibalarambehera
@kakulibalarambehera 2 жыл бұрын
ଅତ୍ୟନ୍ତ ଭଲ ଯୋଜନା ବିଜୁଳି ଚୋରି ହେଲେ ଭଲ service ମିଳିବ କେମିତି।ଘରେ 5 ଟି ମୋବାଇଲ number ରେ ରିଚାର୍ଜ କରି ହଉଚି କିନ୍ତୁ ବିଜୁଳି bill ଦେଇ ହଉନି,ଓଡିଶା ବାସୀ ବିଜୁଳି ମାଗଣା ରେ ବ୍ୟବହାର କରିବାର ଅଭ୍ୟାସ ଛାଡିବାକୁ ନାରାଜ
@rajaashoksamrat417
@rajaashoksamrat417 2 жыл бұрын
ଟାଟାକୁ ହଟାଅ ବିଜୁଳି ମାଗଣା ଦିଅ ନହେଲେ ଅତି କମ ଦାମରେ ମିଳିବା କଥା
@maharanainterior3793
@maharanainterior3793 2 жыл бұрын
ଆମେ ଓଡ଼ିଶାବସୀ ଟାଟା ର ଏ ପ୍ରକାର ଅମାନବିକ କର୍ଯ୍ୟ କୁ ଆମ ଓଡ଼ିଶାରେ ସଫଳ ହେବାକୁ ଦେବା ନାହିଁ।
@bibekstorm5120
@bibekstorm5120 2 жыл бұрын
Right right right
@thelosttraveller1403
@thelosttraveller1403 2 жыл бұрын
ତମେ ତ ଭୋଟ ଦେଇକି ଚୋର ସରକାରକୁ ଶାସନ ଗାଦିରେ ବସେଇବ। ଆଉ ସେଇ ଚୋର ସରକାର କାମ କଲେ କରେଇଦେଵ ନାହିଁ ବୋଲି କହୁଛ କାହିଁକି??
@prabhatbehera4416
@prabhatbehera4416 2 жыл бұрын
ପ୍ରିପେଡ ନିଷ୍ପତ୍ତି ଭୁଲ୍ ଏହା ଉଚିତ୍ ନୁହଁ ଏହା ଉପଭୋକ୍ତାଙ୍କର ଆକାଉଣ୍ଟ୍ ଉପରେ ପ୍ରଭାବ ପକାଇବ..... 👎👎🙏🙏🙅‍♂️🙅‍♂️🙅‍♀️🙅‍♀️🙅‍♀️
@saratsenapati2530
@saratsenapati2530 2 жыл бұрын
Post paid ra payement sarkar daychhanti ki??
@bharadwajdeep4506
@bharadwajdeep4506 2 жыл бұрын
ସେ ସମୟରେ କେମିତି ଥିବ - ଆଜି ମନେପଡେ ଇଷ୍ଟଇଣ୍ଡିଆ କମ୍ପାନୀ
@sridharjagannathkarkoundin4616
@sridharjagannathkarkoundin4616 2 жыл бұрын
I think 1st odisha government should free minimum 200 unit electric bill as per Delhi,also take necessary action against hike electric bill.
@ardhendusekharmishra3347
@ardhendusekharmishra3347 2 жыл бұрын
Delhi Govt tankikia chaula dauni bhai 50% BPL odisha re Sabu ta magana khaibe au ta sange current bill b debeni. Achhha bhai tame keteta loka nku magana khuacha daily
@kakulibalarambehera
@kakulibalarambehera 2 жыл бұрын
ଯେଉଁ ମାନେ କହୁଛନ୍ତି ଦିଲ୍ଲୀ ଭଳି ବିଜୁଳି ମାଗଣା ହବା ଦରକାର,ସେମାନେ ଦିଲ୍ଲୀ ରେ ରହୁଥିବା ଲୋକଙ୍କୁ ପଚାରନ୍ତୁ ମାଗଣା ବିଜୁଳି ପାଇବା ପୂର୍ବରୁ ସେମାନେ କେତେ ବିଜୁଳି ଚୋରି କରୁ ଥିଲେ?
@ashisrout6101
@ashisrout6101 2 жыл бұрын
Sabu magana darkar mg nku🙄
@sridharjagannathkarkoundin4616
@sridharjagannathkarkoundin4616 2 жыл бұрын
All basis need should be in under subsidy or low price, odisha government always sell electricity to other state.
@sridharjagannathkarkoundin4616
@sridharjagannathkarkoundin4616 2 жыл бұрын
@@ashisrout6101 mind your language
@prananathpati9976
@prananathpati9976 2 жыл бұрын
ଟାଟା ମାଡଖିଆ ବୁଦ୍ଧି ବାହାର କଲାଣି। ଲୋକ ଗୋଡ଼େଇ ଗୋଡ଼େଇ ମାରିବେ।
@maharanainterior3793
@maharanainterior3793 2 жыл бұрын
ଟାଟା mcd.
@ranjanpatel8608
@ranjanpatel8608 2 жыл бұрын
ବିନାମିଟର ରେ କୃଷି ବିଲ ନିଆ ଜlଉଛି ସେଠି ମିଟର ଲଗାଅ
@rakeshnanda8876
@rakeshnanda8876 2 жыл бұрын
Right 👍 sir tata chora company
@padmacharanratha647
@padmacharanratha647 2 жыл бұрын
ତମେ ସଳାଏ କିଛି କରିପାରିବେନି । କେବଳ ପ୍ରେସମିଟ ଜରିଆରେ ରାଜନିତୀ କରିବା ଜାଣିଛ । ନେତା ମନ୍ତ୍ରୀ ବିଦ୍ୟୁତ ବିଭାଗ କୁ ଲୁଟି ଖାଇସାରି ଛନ୍ତି । ଯାହାର ଭରଣା ସାଧାରଣ ଲୋକ ବର୍ଦ୍ଧିତ ବିଲ୍ ଜରିଆରେ ଭରଣା କରୁଛନ୍ତି । ଗୋଟିଏ ସରକାର ବାରମ୍ବାର କ୍ଷମତା ରେ ରହିଲେ ଏହି ଅବସ୍ଥା ଭୋଗିବାକୁ ପଡେ
@jagatkrishna1543
@jagatkrishna1543 2 жыл бұрын
Jago Grahak Jago! Consumers Court Case
@kutharidalai9713
@kutharidalai9713 2 жыл бұрын
Tata Power ପରମ ଗାଣ୍ଡୀ ମରା କମ୍ପାନୀ , ଏ କଥା ସମସ୍ତେ ଜାଣିଛନ୍ତି
@ajaybarik1619
@ajaybarik1619 2 жыл бұрын
Tata power bill ରେ ଚୋରୀ କରୁଛି
@Odiatechtalks
@Odiatechtalks 2 жыл бұрын
ଆଛା ମୋବାଇଲ ର recharge ୩୦% ବଢ଼ିଗଲା ସେତେବେଳେ କିଛି କରିପାରିଲିନି
@SNCreationtm
@SNCreationtm 2 жыл бұрын
ଆହୁରି bjd କୁ ଭୋଟ ଦିଅ ବିଜେଡି ସରକାର tata ku bikichhi
@jatindranathmurmu4655
@jatindranathmurmu4655 2 жыл бұрын
I support tata power
@jatindranathmurmu4655
@jatindranathmurmu4655 2 жыл бұрын
Thank you,, sir.
@hindisong8089
@hindisong8089 2 жыл бұрын
Tora paisa achi tu tata ku support karuchu gariba lokata kn Kariba
@friend4249
@friend4249 2 жыл бұрын
ମା ଗିହା ମୋଦି ତୁ ମରିଯାହା ସବୁ ବିକିଦେଲୁ ତ ମାଇପକୁ ବି ବିକିଦେଲୁ ତ ଉପରେ ଗାଡି ଚଢିଜାଉ ମା ଗିହା
@susantakumarrout83
@susantakumarrout83 2 жыл бұрын
Tu gote bokachoda kire ganda murkha e heuchhi state matter to naveen PATTNAIK karuchhi. Tu janinu kire kete state electric bill free karichhanti delhi, mp, up kintu ama naveena amaku lutibare bysta
@bipinkumarop3448
@bipinkumarop3448 2 жыл бұрын
ଆରେ ଭାଇ ନବିନ ବକିଚି ଟାଟାକୁ 22ବରସପାଈ
@ranjitkumarbhoi612
@ranjitkumarbhoi612 2 жыл бұрын
ତୁମ ବି ଅଜି ଅନ୍ଧାରରେ ଅଛ 🤣🤣🤣🤣
@saratpradhan5425
@saratpradhan5425 2 жыл бұрын
ତୁମେ ବିଜେଡି ସ୍କୁଲରେ ପାଠ ପଡିଛ କି,
@ajayyyjustiiin1246
@ajayyyjustiiin1246 2 жыл бұрын
Pagal ta kire Tu modi kn kahu chhu nabin kahunu
@ranjanpatel8608
@ranjanpatel8608 2 жыл бұрын
ମିଟର ଭଡା କିଏ ଦେବ କହିଲେ ନାହିଁ
@qwertyui4317
@qwertyui4317 2 жыл бұрын
Wrong decision taken by odisha govt
@subodhmishra8366
@subodhmishra8366 2 жыл бұрын
ନବିନର ୨୫ ବର୍ଷର କରାମତି । ଆଉ ରି ୫ ବର୍ଷ ଭୋଟ ଦିଅ ! ଦିଲି ରେ ବିଜୁଳି ୨୫୦ ୟୂନିଟ୍ ଫ୍ରି କିନ୍ତୁ ଓଡ଼ିଶାରେ ବିଜୁଳି ଦର ବଡ଼ି ଚାଲିଛି । ରିଲାଏନ୍ସ , ପରେ ଟଟା ଓ ପରେ ଆଉ କିଏ ଆସିବ ଲୋକଙ୍କୁ ଲୁଟିବ । ଏ ହଉଚି ନବନ ସରକାର ର ବିଜୁଳି ସସ୍କାର । ଚାହିଁ ରହିଥରେ ଜଳକା ମାରି ନେଲେ ମହାପାତ୍ର🤩
@ranjeetnayak1702
@ranjeetnayak1702 2 жыл бұрын
ବୋଝୋ ଉପରେ ନଳିତା ବିଡା 😟😟😟☹️😐
@pintumajhi9761
@pintumajhi9761 2 жыл бұрын
ସବୁ ଟାଟା କୁ ବିକ୍ରି କରିଦିଅ
@pnp5354
@pnp5354 2 жыл бұрын
BHAIMANE SAJG HUA AASILE BANDHIKI BADAI HATA GODA BHANGIKI CHADA TAPARE DEKHIBA SARKAR YE TATA KANA KARIBA DEKHIBA 🙏 JAYA JAGANNATH 🙏🙏🙏
@kakulibalarambehera
@kakulibalarambehera 2 жыл бұрын
ଏଠି 100 ୟୁନିଟ ନୁହେଁ 500 ୟୁନିଟ ମାଗଣାରେ ଜାଳୁଛନ୍ତି।ଚୋରା ରେ heater, rice cooker, ମୋଟର pump ,induction ସବୁ ବ୍ୟବହାର ହଉଚି
@arjunmaharana3525
@arjunmaharana3525 2 жыл бұрын
ଆଉ ମାରନି ...ଭୀଷଣ ପୋଡ଼ିଲାଣି ।
@susantakimbaka2580
@susantakimbaka2580 2 жыл бұрын
Very good decision
@jhasaketanset3555
@jhasaketanset3555 2 жыл бұрын
Very good एक्यूशन
@commando2403
@commando2403 2 жыл бұрын
Mobile re pre post achhi. Rate b badhuchi sabu chup. Electricity ku kebala oppose kale kana heba. Sabu ku oppose kale bhala haba
@mathatyou717
@mathatyou717 2 жыл бұрын
What Govt is doing it is good. If everyone one can charge Mobile pre-paid charge what not electricity. Take example- when people are going for shoping vegetable from street vendors, they are bargaining but in case of Mall. You can not bargain. Pls support govt. It is better.
@jagdishmahanta5796
@jagdishmahanta5796 2 жыл бұрын
Bahut badhia
@anubhapanda9761
@anubhapanda9761 2 жыл бұрын
Advanced. Democracyଲୋକହସା ଵେସରମ। ଗଣତନ୍ତ୍ର
@debsahoo-x8q
@debsahoo-x8q 2 жыл бұрын
ଅନ୍ୟ state ରେ ବାଳ ଟା ହେଉଛି
@sudhirswainvillagevlog
@sudhirswainvillagevlog 2 жыл бұрын
Tata ଲୋକଙ୍କୁ ଠକୁଛି
@chandrapanda7222
@chandrapanda7222 2 жыл бұрын
ଓଡିଶା ରାଜ୍ୟ କୁ ମଧ୍ୟ ବିକ୍ରି କରାଯାଉ ଓ ରାଜ୍ୟ ରେ ଗୋଟିଏ ମିଟର ବସା ଯାଉ.
@paridaupdate
@paridaupdate 2 жыл бұрын
Right sura bhaiiii 💞💞💞
@Moksha1308
@Moksha1308 2 жыл бұрын
Nice job by TATA
@amrasulivillageevident4928
@amrasulivillageevident4928 2 жыл бұрын
Sura sir. is best
@Dream_India_tour
@Dream_India_tour 2 жыл бұрын
Baba I support u
@BasudebaSahoo-ee4fi
@BasudebaSahoo-ee4fi Жыл бұрын
Sarkaar. 6.ka
@lingarajdalai8936
@lingarajdalai8936 2 жыл бұрын
Thiki kahichhanti sir
@sarojvlogs9089
@sarojvlogs9089 2 жыл бұрын
Mobile ଵାଲା price ବଢ଼ାଉଛନ୍ତି ଯାଉନ ସଲେ ଆନ୍ଦୋଳନ କରିବ
@dillipkumarrautray8056
@dillipkumarrautray8056 2 жыл бұрын
Thanks raut ray sar
@BgrMalik143
@BgrMalik143 2 жыл бұрын
Ek dum sahi baat hai ♥️♥️♥️
@susantakimbaka2580
@susantakimbaka2580 2 жыл бұрын
Sir apan jaha bi kahichanti bahut bhala kahichanti thanks very much 👍👍🙏🙏
@sandhyaranidehury9740
@sandhyaranidehury9740 2 жыл бұрын
Correct point sura sir thank you
@PratapMohanty90
@PratapMohanty90 2 жыл бұрын
If, I will be prepared electric consumer. Then my dear govenment give me the option to chose Consume other companies electric nd to I have to swich other If any of my need. otherwise it will be monopoly of power proving of one company.
@abdulnasimaktar4862
@abdulnasimaktar4862 2 жыл бұрын
ଟାଟା ଯଦି ଏୟାର ଇଣ୍ଡିଆ କୁ କିଣି ପାରୁଛି...ଆମେ ତମେ କିଏ
@SONUkumar-ge6mf
@SONUkumar-ge6mf 2 жыл бұрын
Right 👍👍👍
@ssamal1692
@ssamal1692 2 жыл бұрын
Good sir
@abinash6225
@abinash6225 2 жыл бұрын
I support Tata power
@madhusudansahoo4803
@madhusudansahoo4803 2 жыл бұрын
ଆପଣ ମାନେ ଖୁସିତ
@prayasrajghadai7838
@prayasrajghadai7838 2 жыл бұрын
କଳାହାଣ୍ଡି ର ପରିସ୍ଥିତି ସମାନ। ଜଲଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର୍
@rasmitab4012
@rasmitab4012 2 жыл бұрын
Good dission
@papunadas4378
@papunadas4378 2 жыл бұрын
ଡିଜିଟାଲ ଦୁନିଆ ଠିକ୍ ଅଛି କିନ୍ତୁ #ଝିଣ୍ଟିକା ମାରି ବଣି ପୋଷିବା# ବ୍ୟତୀତ ଏ ବ୍ୟବସ୍ଥା ଅନ୍ୟ କିଛି ନୁହେଁ। ଯେଉଁ ଗ୍ରାମ ରେ ନେଟୱର୍କ ବ୍ୟବସ୍ଥା ନାହିଁ ସେଠି ଯେଉଁ ମାନେ ଫୋନ୍ ବ୍ୟବହାର ବିଷୟ ରେ ଜାଣିବି ନାହାଁନ୍ତି ସେମାନେ କେମିତି ଚଳିବେ।
@haraprasadmahanta4657
@haraprasadmahanta4657 2 жыл бұрын
ଛୋଟ ଲୋକମାନେ ୧୦୦୦୦ ଟଙ୍କା ଧରୁଛନ୍ତି, ମିଟର ଲଗାଇବା ଠିକ୍
@tapassutarwooddesignercarv4550
@tapassutarwooddesignercarv4550 2 жыл бұрын
ମାଡି ଚାଲ ସୁର ଭାଇ ଅଛନ୍ତି
@rajeshsteelplant4453
@rajeshsteelplant4453 2 жыл бұрын
ହଟାଓ ଏମିତି ସଂସ୍ଥା
@sisirakumargouda8137
@sisirakumargouda8137 2 жыл бұрын
Yes sir
@saktimaan5565
@saktimaan5565 2 жыл бұрын
ଦିନକୁ ଦିନ technology change ହଉଚି ଆମେ କଣ ସେଇ ପୁରୁଣା technology re ରହିବା ଆମ୍ଭେ ମାନେ ଜାଗ୍ରତ ହେବା ଦରକାର ଯେ କଣ ପାଇଁ ସବୁ ବଦଲୁଚି ସବୁ କଥାରେ ରାଜନୀତି ପୁରେଇବା ଭଲ ନୁହେଁ ଦୟା କରି ଆପଣ ମାନେ ସବୁ କଥା କୁ ଗୁରୁତ୍ୱ ଦୀୟନ୍ତୁ 🙏🙏🙏
@satyaprakashbehera6157
@satyaprakashbehera6157 2 жыл бұрын
ଭଲ ମିଟର ଥିଲେ ବି ଜବରଦସ୍ତ change କରୁଛନ୍ତି।
@kamalakantakhatua1208
@kamalakantakhatua1208 2 жыл бұрын
Very good step by TATA
@hindisong8089
@hindisong8089 2 жыл бұрын
Mo bala na
@pravasranjanmallick3065
@pravasranjanmallick3065 Жыл бұрын
ବିଜୁଳି bill ଓଡ଼ିଆ ରେ ଲେଖା ଆସୁ
@sampadbarik8802
@sampadbarik8802 2 жыл бұрын
V good But make bill actual
@biswajitmohanty2004
@biswajitmohanty2004 2 жыл бұрын
Right
@rameshmohanty1211
@rameshmohanty1211 2 жыл бұрын
ମହାରାଷ୍ଟ୍ର ରୁ ତଡ଼ା ଖାଇଥିଲା ଏବେ ଓଡ଼ିଶାରୁ ତଡ଼ା ଖାଇବ tata
@aloksatpathy1680
@aloksatpathy1680 2 жыл бұрын
Go back Tata.
@empoweringindiadefenceacad9593
@empoweringindiadefenceacad9593 2 жыл бұрын
Good decision
@Odiatechtalks
@Odiatechtalks 2 жыл бұрын
ଏମିତି କିଛି ଲୋକଙ୍କ ପାଇଁ ଆମ ଓଡ଼ିଶା ଆଯି ତଳକୁ ଖସୁଚି ସବୁ କମ୍ପାନୀ ଛାଡି ପଳଉଛନ୍ତି ଆଉ କହୁଛନ୍ତି job ନାହିଁ
@HARISHANKARHati
@HARISHANKARHati Жыл бұрын
❤❤❤❤
@groomingwithcharrie2957
@groomingwithcharrie2957 2 жыл бұрын
This is good step..prepaid meter,this has already started in Bangalore, Mumbai, Kolkata ..this is just like mobile recharge. .
@goutamkumarjena391
@goutamkumarjena391 2 жыл бұрын
Good
@indian4040
@indian4040 Жыл бұрын
ଆମ ମୁଖ୍ୟମନ୍ତ୍ରୀ ତ ବୁଢ଼ା ହେଇଗଲାଣି,,, ସେ ବାଳ ଜାଣିବ ମାଗିଆ ଟା ଲୋକଙ୍କୁ ହଇରାଣ କରୁଛି
@tanmaypradhan8022
@tanmaypradhan8022 2 жыл бұрын
Right 🙏🙏
@kruttibasmuduli7832
@kruttibasmuduli7832 2 жыл бұрын
Good👍
@radhaswamisuppliers1232
@radhaswamisuppliers1232 2 жыл бұрын
Ratan tata donate 1500 cr in carona time , so how he will collect the amount, This is totally planning government, same thing happened RTO and traffic fines
@srisidharthdas5259
@srisidharthdas5259 2 жыл бұрын
Immediately action now government
@smakader187
@smakader187 2 жыл бұрын
Good news
@MoPrabhuJagannatha.-_1
@MoPrabhuJagannatha.-_1 2 жыл бұрын
This is a very good initiative. Continue.. Ethire problem kouthi pain. Asubidha ra bahana dekheile kana haba. Government ku proper way re jibaku dia.
@viypnoty4911
@viypnoty4911 2 жыл бұрын
First Time N-tv kichi Neutral aau Real JOURNALISM Karichi.......congrats all team of N-tv....
@ashokpradhan6163
@ashokpradhan6163 2 жыл бұрын
Tata is the best..
@pravatkumar8392
@pravatkumar8392 2 жыл бұрын
Good idea to tackle Thakas 😂😂😂 those doesn't pay their bill
@jatindranathmurmu4655
@jatindranathmurmu4655 2 жыл бұрын
Good idea.
@jagannathdash1015
@jagannathdash1015 2 жыл бұрын
ରାଜ୍ୟ ସରକାର ଦାୟୀ
@Sanjeebnanda
@Sanjeebnanda 2 жыл бұрын
I support this prepaid system
@SinuDasOdiaVlogs
@SinuDasOdiaVlogs 2 жыл бұрын
Tata ପୁରା ଠକ
@IRONFIST1580
@IRONFIST1580 2 жыл бұрын
TATA POWER KU ODISHA ru bahar kara....TATA POWER DELHI, Maharashtra aau Uttar Pradesh re bi emti lutuci. 😠
@uttamcrazyfan6822
@uttamcrazyfan6822 2 жыл бұрын
ମାଗିହାଁ ଟାଟା କମ୍ପାନୀ ପାଇଁ ଆଜି ଯାଜପୁର, ଯୋଡ଼ା, ବଡ଼ବିଲ,ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କୁ ରାଜଗାର ଦେଇଛି
@pravatkumar8392
@pravatkumar8392 2 жыл бұрын
Auu jou mane nija bill dabaku chahunnahanti semanku hin athire problem haba , I support TATA , auu bhai sabu ra price badhilane electricity price badhile kn pai ate problem , kam kharcha karo electricity
@susantarana587
@susantarana587 2 жыл бұрын
Right
@machinemart8085
@machinemart8085 2 жыл бұрын
Kehi payment Kara nahi
@saratsenapati2530
@saratsenapati2530 2 жыл бұрын
prepaid system is very good But tata power unit cost is very high
@maarecipe8842
@maarecipe8842 2 жыл бұрын
🙏🏾🕉🙏🏿🕉
Headlines @11PM | 14th January 2025 | NandighoshaTV
2:09
Nandighosha TV
Рет қаралды 1 М.
БАБУШКА ШАРИТ #shorts
0:16
Паша Осадчий
Рет қаралды 4,1 МЛН
Ong Bak | Fight Club Scene
15:05
Cinewatch
Рет қаралды 85 МЛН
Different Class in Indian Railways | 1st AC To General Coach Explained
21:00
DAILY TRAVEL HACK
Рет қаралды 2,6 МЛН
OSho Present is Everything  ||  Present is life
20:10
Osho mind
Рет қаралды 384 М.