Professor Punished at Kangaroo Court in Bolangir Village for Son's Intercaste Marriage

  Рет қаралды 55,383

OTV

OTV

Күн бұрын

#ପ୍ରଫେସରଙ୍କୁ_ଜାତିରୁ_ବାସନ୍ଦ !
ପୁଅ ଅନ୍ୟ ଜାତିରେ ବାହା ହେଲା ବୋଲି ବାସନ୍ଦ ଦଣ୍ଡ ଭୋଗୁଛନ୍ତି ପ୍ରଫେସର ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସହର ଉପକଣ୍ଠ ପୁଇଁନ୍ତଲା ଗାଁରେ।
#KangarooCourt #Professor #Balangir #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 423
@SudamGouda-k8g
@SudamGouda-k8g 2 ай бұрын
ଏଇଟା କେବଳ ପଶ୍ଚିମ ଓଡ଼ିଶାର କଥା ନୁହ ସବୁ ଜାଗାରେ ଏ ସବୁ ଚାଲିଛି । ଆମେ ସବୁ ଏମିତି ହେବାର ହି ଲୋକେ ଅନ୍ୟ ଧର୍ମ ପ୍ରତି ଆକ୍ରୁଷ୍ଟ ହେଇ ମିଶିଛନ୍ତି।ତେଣୁ ଏ ସବୁ କଥା ଆଇନ ହାତରେ ଦେଲେ ଯୋଉ ମନେ ଏମିତି କରୁଛନ୍ତି ସୁଧୁରିବେ। ଜୟ ହିନ୍ଦ
@Indian-y2f
@Indian-y2f 2 ай бұрын
@@SudamGouda-k8g correct
@jadunathhembram361
@jadunathhembram361 2 ай бұрын
Administration should take this matter seriously and necessary action regarding the issue.
@Rakeshsahu678
@Rakeshsahu678 2 ай бұрын
Bhai sarkar nije jati ra rajniti Karu chhi ta jati kana khatam Kariba epari sthale bharata bishwa guru hebar swana dekhu chhi jau deshare swadhinata ra 77 barsa helani tathapi e bhali kubyabastha asamajika byabastha ku e parjyanta samapt Kari parini se desha puni bishwa guru wah re bharat ra loka
@stephen0369
@stephen0369 2 ай бұрын
Good comment
@prakashghose7518
@prakashghose7518 2 ай бұрын
ଏହି ଘଟଣା ସଂକୀର୍ଣ୍ଣ ମାନସିକତାର ଆଉ ଏକ ଜ୍ୱଳନ୍ତ ଉଦାହରଣ
@amitkumarsahu2168
@amitkumarsahu2168 2 ай бұрын
We are supporting you Prof Sir
@status4u267
@status4u267 2 ай бұрын
Professor sir Bhadme jaye yeduniya Ye log kisike nai hue Mast raho
@basantmahananda6780
@basantmahananda6780 2 ай бұрын
​@@chandanpadhan2072se Jen caste ne bi marriage Karu tui kiye murukh bo kahebar lagi.
@chandanpadhan2072
@chandanpadhan2072 2 ай бұрын
@@basantmahananda6780 tate ta mui nai kahi kn hela j badhu6e Tui k au j mate kahu6u
@chandanpadhan2072
@chandanpadhan2072 2 ай бұрын
@basantmahananda6780 Tate ta mui nai kahebar Kn hela j badhu6e Mate kahebar lagi tui Kia au
@nabinraj7474
@nabinraj7474 2 ай бұрын
ମୂର୍ଖ ମାନେ ସବୁ ଅଛ ରେ ଜାତି ପ୍ରଥା ଆଉ ଧର୍ମ ପଛରେ ଏବେବି ପଡ଼ି ଛ ରେ ଏ କାରଣ ଯୋଗୁଁ ଖ୍ରୀଷ୍ଟିଆନ, ମୁସଲିମ ଧର୍ମ କୁ ଯାଉଛନ୍ତି ଭାରତ ର ଲୋକ ସମସ୍ତେ ହିନ୍ଦୁ ଭଳି ରୁହ ନଚେତ୍ କେତେବର୍ଷ ପରେ ହିନ୍ଦୁ ନଥିବେ
@sweta_143
@sweta_143 2 ай бұрын
Right
@srikant5862
@srikant5862 2 ай бұрын
Sabu dharma re jati pratha achhi
@tankarohidas8538
@tankarohidas8538 2 ай бұрын
Kn ne dekhlu ​@@srikant5862
@radhakantamahananda7148
@radhakantamahananda7148 2 ай бұрын
​@@srikant5862only hindu re a6i
@jadunathhembram361
@jadunathhembram361 2 ай бұрын
Right
@Raja-c9j
@Raja-c9j 2 ай бұрын
ପ୍ରଫେସର ସାର୍ ଙ୍କୁ ୧୦୦/saulte ଆଉ ତାଙ୍କ ପରିବାର କୁ ବହୁତ୍ ଭଲ କାମ କରିଛନ୍ତି
@Mantubhesra
@Mantubhesra 2 ай бұрын
Profesor is educated right decision profesar sir and son
@rajvideo8699
@rajvideo8699 2 ай бұрын
ଏନ୍ତା କଥା ର ଲାଗି ହିନ୍ଦୁ ଧର୍ମରୁ ଖ୍ରୀଷ୍ଟିଆନ ,ବୌଦ୍ଧ,ଧର୍ମ କେ ପରିବର୍ତ୍ତନ ହେଉଛନ ଲୋକେ।
@jagdishrao3095
@jagdishrao3095 2 ай бұрын
ryt katha
@kanhajikumar
@kanhajikumar 2 ай бұрын
Christian au bahut kharap....hindu pila accept nae karbar
@kanhajikumar
@kanhajikumar 2 ай бұрын
Buddhist sabse best
@zxxvtry345
@zxxvtry345 2 ай бұрын
. Tame thik kahila je ethi pain ama hindu dharma aji bhangi jaicha
@sushantakumarsahoo-x5y
@sushantakumarsahoo-x5y 2 ай бұрын
Muslim re b jati achi , mora Muslim sanga saha aka ghatana haichi , 2 year burburu , ebe sabu normal haigalanee
@mr.debashishbhaina8000
@mr.debashishbhaina8000 2 ай бұрын
ବିଦେଶୀ ଗେରୁଆ ଦଳ ଦ୍ବାରା ଜାତି, ଧର୍ମ କୁ ନେଇ ଭାରତରେ ଯେଉଁ ମଞ୍ଜି ପୋତାଯାଇଛି, ତାହା ସୁଧୁରିବା ପାଇଁ ଆହୁରି ବହୁତ ସମୟ ଲାଗିବ।😢😢 ଧନ୍ୟ ଆମ ଭାରତୀୟ ସମ୍ବିଧାନର ନିଖୁଣ ଭୁମିକା ପାଇଁ ଲୋକେ ଶିକ୍ଷା ର ଅଧିକାର ପାଇ, କିଛି ରାସ୍ତା ଆଗେଇଛି। ଜୟ ଭାରତ, ଜୟ ଭୀମ୍, ଜୟ ସମ୍ବିଧାନ 🙏🙏
@prakashghose7518
@prakashghose7518 2 ай бұрын
ଏଥିରେ ବିଦେଶୀଙ୍କ କୌଣସି ହାତ ନାହିଁ ଭାଇ। ଏହା ଏକ ସମ୍ପୂର୍ଣ୍ଣ ଦେଶୀୟ ସଂକୀର୍ଣ୍ଣ ବ୍ୟବସ୍ଥା।
@pramodjhankar9720
@pramodjhankar9720 2 ай бұрын
ଜାତି ଧର୍ମ ନାମରେ ଲୋକ ମାନଙ୍କୁ ମୂର୍ଖ ବନା ଯାଉଛି। ଜାତି ମାନେ କ'ଣ
@SanjuktaKharsel-h6h
@SanjuktaKharsel-h6h 2 ай бұрын
Support professor sir
@bkmeher9005
@bkmeher9005 2 ай бұрын
Proud of you professor sir ❤
@greateffectiveattitude
@greateffectiveattitude 2 ай бұрын
ଛି ଏତେ ତଳିଆ ଚିନ୍ତା ଧାରା 😢😢😢😢
@amitt319
@amitt319 2 ай бұрын
ଆଉ କିଛି ଲୋକ କହୁଛନ୍ତି ଜାତିପ୍ରଥା ଆଉ ନାହିଁ ଆଉ Reservation ଉଚ୍ଛେଦ ହେବା କଥା 😂😅
@Readsudheer
@Readsudheer 2 ай бұрын
ପଶ୍ଚିମ ଓଡିଶା ରେ ଏମିତି ଅନେକ ଜାତି ପ୍ରଥା ରହିଛି l ଏପରିକି ଏହି ପ୍ରଥା ଅନୁଗୁଳ ଓ ଢେଙ୍କାନାଳ ପ୍ରଯ୍ୟନ୍ତ ରହିଛି l ଗୋଟିଏ ଜାତି ଭିତରେ ଆମ ଅଞ୍ଚଳ ରେ ଏପରିକି ପାଞ୍ଚ ଛଅ ପ୍ରକାର ର ଜାତି ରହିଛି l ସମାନ ଜାତି ହୋଇଥିଲେ ମଧ୍ୟ ଜାତି ଭିତରେ ଥିବା ପ୍ରକାର ସମାନ ନ ହେଲେ ଜଣେ ବିବାହ କରିପାରିବ ନାହିଁ l କେହି ଜାତି ସମାଜ ର ମୁଖ୍ୟ ଏହି ବିଷୟ ରେ ବାହାରେ ନ କହିଲେ ମଧ୍ୟ ଭିତରେ ନୋଟିସ ଦେଇକି ଵାସନ୍ଦ କରୁଛନ୍ତି l ଏହା ଯୁବ ପଢି ପାଇଁ ଅତ୍ୟନ୍ତ ଦୁଃଖ ଦାୟକ l ସରକାର ଏଥି ପ୍ରତି Social Awarness କରିକି ଏଥିରୁ ନିବୃତ ରହିବା ପାଇଁ କିଛି ନିୟମ ଆଣିଲେ ସମସ୍ତେ ଉପକୃତ ହୋଇ ପାରନ୍ତେ l
@JogeswarMajhi-lt7hj
@JogeswarMajhi-lt7hj 2 ай бұрын
ଭାଇ ଆଦିବାସୀ ପରମ୍ପରା ଅନାଦି କାଳ ରୁ ସ୍ଵତନ୍ତ୍ର ଏବଂ ନିଆରା,,ପ୍ରତ୍ୟେକ ଜାତି ରେ କିଛି, କିଛି କୁ ପ୍ରଥା ଆଜି ବି ରହିଛି,,ବିଭିନ୍ନ ଜାତି ରେ ଭିନ୍ନତା ରହିଛି ,,ଜାତି ପ୍ରଥା ଯଦି ହଟେଇ ଦିଆଯାଏ,,ନିଶ୍ଚିତ ଭାବେ ସମାଜ ର ଅନେକ ବିଧି, ବିଧାନ,ପୂଜା,ପାଠ,,ଲୋପ ପାଇଯିବ,,,ଶେଷ ରେ ଯେଉଁ ଜାତି,,ର କିଛି ସ୍ୱତନ୍ତ୍ରତା ରହିଛି ତାହା ମଧ୍ୟ ଲୁପ୍ତ ହେଇଯିବ,,ଜାତି,,ବର୍ଣ୍ଣ ମଧ୍ୟ ସମାପ୍ତ ଘଟିବ,,,କିଛି ପାରମ୍ପରିକ ରୀତିନୀତି ରହିଛି ଯାହା ଦ୍ଵାରା,,ଆମେ ନିଜକୁ ଶୃଙ୍ଖଳିତ ଏବଂ ନିରାପଦ ମନେ କରୁ,,ଯାହା ମୋ ର ମତ
@Readsudheer
@Readsudheer 2 ай бұрын
ଏମାନେ କେହି ଆଦିବାସୀ ନୁହଁନ୍ତି l ପରମ୍ପରା ରହିବା ଜରୁରୀ କିନ୍ତୁ ମଣିଷ ନିଜ ହିସାବ ରେ ବିବାହ ଅନ୍ୟ ଜାତିରେ କରିପାରିବ ଏଥି ପାଇଁ କିଛି ବିକଳ୍ପ ରହିବା ଜରୁରୀ l ସାମାଜିକ ବାସନ୍ଦ ଆଜି କାଲି ସମାଜ ରେ ମୁଖ୍ୟ ଅସୁବିଧା​@@JogeswarMajhi-lt7hj
@hemsagarkisan
@hemsagarkisan 2 ай бұрын
Amar jharsuguda district v bahut heuchhe
@nrusinghbehera1994
@nrusinghbehera1994 2 ай бұрын
Aama deogarh re bi
@dibak9524
@dibak9524 2 ай бұрын
​@@JogeswarMajhi-lt7hj Majhi sir.... aapana Jhia maanka swatantrata bisayre kichi kahibe..... joutaa ebe v kichi samaj re bekhaatir kara jauchi..... gareeba loka ra hospital kharchaa aapana tike bujhaantu?? Dalita maanka discrimination ra shikaar hebaa bisayre dui dhaadi kuhontu
@kishorekumbhar2855
@kishorekumbhar2855 2 ай бұрын
ସେଥିପାଇଁ ଇଣ୍ଡିଆ ଆମେରିକା ଜାପାନ ଠାରୁ ଅନୁନ୍ନତ
@saraswat7000
@saraswat7000 2 ай бұрын
Sorry but I don't agree with you please read history for reason behind this, just imagine for a second what would have happened to that person if he would have married to a mu$lim girl. Would he remained Hindu then ?? If yes then ok. If not then he would have changed to mu$lim. Isn't that demographics Change of indigenous people.
@Indian-y2f
@Indian-y2f 2 ай бұрын
@@kishorekumbhar2855 correct
@_RAJ_SAMBALPURIA143
@_RAJ_SAMBALPURIA143 2 ай бұрын
​@@saraswat7000babu alga jati sange hei6e se b hindu tukel ai,, naki Christian ki Muslim tukel
@Bapujipro
@Bapujipro 2 ай бұрын
ଗଞ୍ଜାମ ରେ ବି ସମାନ ଅବସ୍ଥା
@AhishKumarJagdala
@AhishKumarJagdala 2 ай бұрын
This is the brutal reality of Hinduism... With out cast system Hinduism is incomplete....
@Sabyasweta
@Sabyasweta 2 ай бұрын
💯
@UNBIASED-7067
@UNBIASED-7067 2 ай бұрын
Respect for professor 👏
@odishaallrounder8289
@odishaallrounder8289 2 ай бұрын
Reality of hindu dharm
@satyamsahoo9551
@satyamsahoo9551 2 ай бұрын
No It is not reality, it is the problem of some local community
@prasantabagh432
@prasantabagh432 2 ай бұрын
​@@satyamsahoo9551that's true 😂😂😂😂😂😂😂
@bishwajitbal7348
@bishwajitbal7348 2 ай бұрын
Hindu dharma does not tell about social boycott
@Greatfun321
@Greatfun321 2 ай бұрын
@@odishaallrounder8289 These western Odisha people are egoistic in the name of caste.
@prasant6357
@prasant6357 2 ай бұрын
Hindu dharma re jati nahin...only brahmin mane a sabu bahara karichanti
@basantadakua9300
@basantadakua9300 2 ай бұрын
ଜାତି ପ୍ରଥା ଉଠାଯାଉ । ସରକାରୀ ଚାକିରୀ ରେ ସବୁ ସମାନ କରାଯାଉ । ମୁଁ 2019 ରୁ ପଢୁଛି ଏବେ ଯାଇ ସବୁ ସରକାରୀ ଚାକିରୀ ରେ 70 ରଖିଲେ ବି ଚାକିରି ହେଉନି । ମୁଁ obc ପିଲା।
@bsn8527
@bsn8527 2 ай бұрын
😂Nija Swartha re Badha Habaru Uthei ba Katha Chinta Pasila😂Agaru Nija Swartha pain Nijaku Ucha Jati Ghasana Kari Emiti Kusanskar Ana jai thila😂Swartha para Duniya😂
@mousumiamat6272
@mousumiamat6272 2 ай бұрын
Lots of respect for professor ❤
@sunilbeer
@sunilbeer 2 ай бұрын
We support Professor..
@bishnuprakashsuna
@bishnuprakashsuna 2 ай бұрын
Balangir and Bargarh is mentally regressive
@PENAMBHOI
@PENAMBHOI 2 ай бұрын
Lot's of respect to Professor ❤❤
@iqguru2.134
@iqguru2.134 2 ай бұрын
Right to marriage fundamental right..
@statuszone0324
@statuszone0324 2 ай бұрын
The day has changed now....if indian constitution allow all this inter caste inter religion then why and what is this society constitution.....we support you sir.....🙏🏻
@Omnamonarayanaya542
@Omnamonarayanaya542 2 ай бұрын
❤you Professor sir
@Madhuri.B
@Madhuri.B 2 ай бұрын
Proud of you sir...we salute 👌🏻👌🏻
@abhashkumarbhoi
@abhashkumarbhoi 2 ай бұрын
Jou mane basanda karichanti tanka pua jhia b baha hebe anya caste re au kichhi dina pare😂😂😂
@rmsbpvlogs
@rmsbpvlogs 2 ай бұрын
Sat ay 😂
@manojkumarpadhan5279
@manojkumarpadhan5279 2 ай бұрын
Nai huan bo
@mousumiamat6272
@mousumiamat6272 2 ай бұрын
Respect for professor ❤
@sumanworld9922
@sumanworld9922 2 ай бұрын
Good step sir
@roobin53
@roobin53 2 ай бұрын
ଜାତିପ୍ରଥା ଚିରନ୍ତର 10,000ବର୍ଷ ରୁ ଚାଲି ଆସିଛି ଆଉ 10,000 ବର୍ଷ ଯାଏ ରହିବ... ଯିଏ ଜାତିପ୍ରଥା କୁ ମାନେନି ତା ବିଲୁପ୍ତ ସୁନିଶ୍ଚିତ... 🙏🙏🙏🙏🙏🙏
@BBKHABARBhairababhue
@BBKHABARBhairababhue 2 ай бұрын
ଜାତିପ୍ରଥା କେବେ ଉଠିବା ଇଟା ?
@Madhaba-c1c
@Madhaba-c1c 2 ай бұрын
Choro mg sabu 😂😂😂
@dailylife9690
@dailylife9690 2 ай бұрын
Biswaguru bharat
@Upendra750
@Upendra750 2 ай бұрын
Thank Dr swain
@Krishna01123
@Krishna01123 2 ай бұрын
ହେ ଓଡ଼ିଶା ମୂର୍ଖ ଲୋକ କେବେ ଶିଖିବ ରେ ସେଥି ପାଇଁ ତ ଆମର ହିନ୍ଦୁ ତଳେ..... ସମାଜ ମାନେ କିଛି ବୁଝି ନାହାନ୍ତି......
@kunjpradhan657
@kunjpradhan657 2 ай бұрын
ଆଛା ତୁମେ ହିଁ ଶିକ୍ଷିତ ଲୋକ..... ଜାତି କଣ ପାଇଁ ଅଛି.... ଯଦି ଜାତି ନାହିଁ ତାହା ହେଲେ ପ୍ରଫେସର କୁ ଜାତି ର ଦରକାର କଣ ପାଇଁ ଲାଗୁଛି....
@status4u267
@status4u267 2 ай бұрын
​@@kunjpradhan657Jati it is a weapon🔪🔪 of Exploitation Create by Higher Class in society for Dominance
@simplereview4839
@simplereview4839 2 ай бұрын
Murkha se justice manguchi naaki jaati maanguchi .murkha maane hi jaati pratha ku mananti .au se murkha tu😂😂😂​@@kunjpradhan657
@Krishna01123
@Krishna01123 2 ай бұрын
@kunjpradhan657 ସେ କଥା ତ ମୁଁ କହୁଛି ଆଜ୍ଞା ଆପଣ ବି ବୁଝପାରୁନାହିଁ ଏଠାରେ ସମାଜ କଥା ପଡ଼ିଛି ଜାତି ନୁହେଁ
@The_one_and_onlyyyy
@The_one_and_onlyyyy 2 ай бұрын
​@@kunjpradhan657jati ra kichhi b darakaar nahi... only podoshi loka darakaar
@bijaydeep6310
@bijaydeep6310 2 ай бұрын
Actually this is hindu religion
@AnantVlogs
@AnantVlogs 2 ай бұрын
Professor ❤❤❤❤❤❤❤❤❤❤❤❤❤❤❤❤
@mousumiamat6272
@mousumiamat6272 2 ай бұрын
Subhranshu shekhar Patel, the worst man alive !
@mantuadabar1013
@mantuadabar1013 2 ай бұрын
O tv sir ଙ୍କୁ ଗୁଟେ ଅନୁରୋଧ ଜେ ଆଜ୍ଞା ଇ ଖବର ଦେଖାଇବା ପୂର୍ବରୁ ଜାନବାର ଦରକାର ଜେ ପର୍ଯ୍ୟନ୍ତ sc, st, obc ଥିବା ସେତେ ଦିନ ଇ ସବୁ ଚାଲିଥିବା...ଯେତେ ଚାହିଁଲେ ବି ୟୁବ ପିଢ଼ି କିଛି କରି ପାରିବେନି
@pakhirajkumbhar3381
@pakhirajkumbhar3381 2 ай бұрын
Obc, Sc, St, kebe hela Aau jati pratha ketedinu a6i tk janeibe
@lk9569
@lk9569 2 ай бұрын
True katha kahicha bhai​@@pakhirajkumbhar3381
@educationlearning9678
@educationlearning9678 2 ай бұрын
Very good
@radhakantamahananda7148
@radhakantamahananda7148 2 ай бұрын
Professor I support u.
@Sanjib-yj5if
@Sanjib-yj5if 2 ай бұрын
Support you professor sir..
@_filmy_kid_
@_filmy_kid_ 2 ай бұрын
Balangir town re ta caste pachrei ki room rent desan aau side village k kie pachrouche
@sweta_143
@sweta_143 2 ай бұрын
Balangir side re intercaste marriage ke sahamiti naedebae😢😢😢bahut dhuk ra katha au bahut youth suffer heuchan hethir lagi
@jivanpattanayak6120
@jivanpattanayak6120 2 ай бұрын
Berhampur re saman abasta
@TapasiroutTapasi-y1v
@TapasiroutTapasi-y1v 2 ай бұрын
We all support you
@anilkumarjena6591
@anilkumarjena6591 2 ай бұрын
Great sir
@rmsbpvlogs
@rmsbpvlogs 2 ай бұрын
Profesor own our respect ❤
@bbinod87
@bbinod87 2 ай бұрын
Jatiprtha Balangir, Paschim Odisha re Bahut te chalichhe Subransu Patel President michha kahuchhan....
@sushilmeher5518
@sushilmeher5518 2 ай бұрын
Dhanyabat agharia samaj a mahige ku basanda kariba uchit
@manojkumarpadhan5279
@manojkumarpadhan5279 2 ай бұрын
Right bro
@basantadakua9300
@basantadakua9300 2 ай бұрын
ଯଦି ଜାତି ପ୍ରଥା ଉଥିଯିବା କଥା ତା ହେଲେ ସରକାରୀ ଚାକିରି ରେ ବି sc, St,obc scbc , ସବୁ ସମାନ କରାଯାଉ।
@byrnkumar3256
@byrnkumar3256 2 ай бұрын
Reservation ଇକ୍ୱାଲିଟ ଆଣିବା ପାଇଁ କରାଯାଇଛି ଯେମିତି general caste ର ଲୋକ ମାନେ 1000-1000 ବର୍ଷରୁ ସୁବିଧା ସୁଜଗ ପାଇକରି ସ୍ୱଚ୍ଛଳ ହେଇଛନ୍ତି ତେଣୁ sc/st/OBC/female ମାନକୁ reservation ଦିଆ ଯାଇଛି ସେମାନଙ୍କ ସମକକ୍ଷ ହେବାପାଇଁ। ଜାତି ପ୍ରଥା ବନ୍ଦ କରାଯାଉ ଟାଇଟଲ ବ୍ୟବସ୍ଥା ବନ୍ଦ କରାଯାଉ reservation ଆପେ ଆପେ ବନ୍ଦ ହେଇଯିବ
@tikeswardharua2145
@tikeswardharua2145 2 ай бұрын
ଭାଇ 🙏 ହିନ୍ଦୁ କାହାକୁ କୁହାଯାଏ,,,,,,,,,, ଖ୍ରୀଷ୍ଟିଆନ କାହାକୁ କୁହାଯାଏ,,,,,,, ମୁସଲିମ୍ କାହାକୁ କୁହାଯାଏ,,,,,,,,, ଶିକ୍ଷ୍ କାହାକୁ କୁହାଯାଏ,,,,,,, ଜାଣି ଛ କି ନାହିଁ,,,,,,, ଜାଣି ଛ ତ S.T....... SC.......... ଲୋକ କେଉଁ ମାନେ କୁହ ,ବା ଲେଖ ସାର୍ ❤
@rajeshkumarmallick6747
@rajeshkumarmallick6747 2 ай бұрын
Tahele general caste kn pai 50 percent vacancy nouchanti??? Samastanka pai Saman vacancy baharu...General caste adhika sc st kam kn pai??
@jagannathdas3094
@jagannathdas3094 2 ай бұрын
It's shame for our Hindu religion and our society.....
@jagannathdas3094
@jagannathdas3094 2 ай бұрын
Ye amara Hindu Dharmara ra mahan dana ama samaj pain...
@bhodevrana7265
@bhodevrana7265 2 ай бұрын
Very good your society union, thank you so much, counties your step
@EngineersChoiceAnyday
@EngineersChoiceAnyday 2 ай бұрын
ବାଳ ନା.
@Hemantabhoiofficial
@Hemantabhoiofficial 2 ай бұрын
So sad❤❤❤
@rajendrakumarsethy1637
@rajendrakumarsethy1637 2 ай бұрын
Ebe kuha,qouta system,rt aur wrong.
@dipjalibag9101
@dipjalibag9101 2 ай бұрын
Right 👍
@babuljena1084
@babuljena1084 2 ай бұрын
Good
@ssubratkr
@ssubratkr 2 ай бұрын
Thik heichhi
@DuruodhanbagDbag
@DuruodhanbagDbag 2 ай бұрын
Support. Professor sir
@Anonymous-v6q2h
@Anonymous-v6q2h 2 ай бұрын
Yes, This is how the Hinduism is getting worse, This type of educated and decent persons are getting punished even not going against our sanatan Dharm. I personally know this caste and This rules. They have some types of rules and ethics to stay in this caste but if someone goes against this they punish them with such things like [Doing shradh, and giving some money's in case of going against the rule] THIS IS REALLY A TYPE OF BUISNESS. There are many type of cases like this that are doing disgust to our Hindu community ! THERE IS NO CONSTITUTION ABOVE INDIAN CONSTITUTION.
@agastimahananda123
@agastimahananda123 2 ай бұрын
Perfectly said 🎉
@kunjpradhan657
@kunjpradhan657 2 ай бұрын
My dear if the caste is not necessary then why professor is wanting to keep touch with their community.... He should saty with other too...... I support community decision.
@theinsaanthoughts9262
@theinsaanthoughts9262 2 ай бұрын
All we are from earth not mars dear...I think you are talking about Andromeda.
@Anonymous-v6q2h
@Anonymous-v6q2h 2 ай бұрын
​@@theinsaanthoughts9262exactly we all are from earth 🌎 we all are same species so how can they make a different constitution for there community
@Ghost_killer007
@Ghost_killer007 2 ай бұрын
People are trying to divide Hinduism.
@shibanaik4983
@shibanaik4983 2 ай бұрын
Sabu jati samaj re enta byabastha achhe
@akshayasamal6098
@akshayasamal6098 2 ай бұрын
OTV ku news bahut dhanyabad aei news ku cover kari thiba ru mu Cuttack ru mu b other cast marriage karichi mu jane engineer au mo wife jane govt high school teacher au mo saha mo jati loka Amit Kariba pain jati meeting re Katha padiba jadi mo saha Amit huye mu b sure case karib
@sureshdas7831
@sureshdas7831 2 ай бұрын
ବନ୍ଧୁକ ଗୁଳି କଉ ଜାତି ଦେଖେନାଁ 🙏ଜାତି,ଅଜାତି,ପରମ୍ପରା,ହିଁ ସଂସ୍କୃତି କୁ ସମ୍ମାନ ଦେବା ରଖିବା ଉଚିତ 🙏
@aarzoo4168
@aarzoo4168 2 ай бұрын
Stop SC,ST Reservation immediately
@littlebirds4160
@littlebirds4160 2 ай бұрын
General reservation 10 %
@nandakishorepatra6260
@nandakishorepatra6260 2 ай бұрын
Conspiracy of the neighborhood and nothing else
@DeepakSahu-kl7mj
@DeepakSahu-kl7mj 2 ай бұрын
Proud of you professor sir.
@kumeshmanikpuri610
@kumeshmanikpuri610 2 ай бұрын
ହିନ୍ଦୁ ହିନ୍ଦୁ ଭିତରେ ଯଦି ଏହିପରି ଜାତିଭେଦ ଥିବ ତେବେ ହିନ୍ଦୁ ଏକ କେମେତି ହୋଇ ପାରିବେ
@soumendraification
@soumendraification 2 ай бұрын
Juga badalilani. Loka open minded heba drkar
@joshuapradhan8658
@joshuapradhan8658 2 ай бұрын
Jealous ai..... Very Sad
@nimainmajhi3776
@nimainmajhi3776 2 ай бұрын
ଜାତି,,କୁ,,ନ,,ଚିହ୍ନି,,ଲେ,,ଏମିତିହୁଏ
@ShaktiChouhan7
@ShaktiChouhan7 2 ай бұрын
The Reallity Of Hindu.... Itaa To Katar Hindu maankar Biyabastaa....
@ssubratkr
@ssubratkr 2 ай бұрын
Govt ଚାକିରି ଜାତି ଅଛି ବିବାହ ବେଳେ କୁପ୍ର ଥା , ଠିକ୍ ହୋଇଛି।
@indianjaihind7774
@indianjaihind7774 2 ай бұрын
Professor z absolutely true
@rajsandhyaworld
@rajsandhyaworld 2 ай бұрын
Aisi samaj,aise jati Bhai ki koi jarurat nahi.
@iswarmohanto1509
@iswarmohanto1509 2 ай бұрын
ସପୂର୍ଣ୍ଣ କେବିକେ ଜିଲ୍ଲାର Sc/St ଜାତି ସମାଜ ମାନଙ୍କରେ ଏହି ବ୍ୟବସ୍ଥା ଯୋଗୁଁ ସମାଜର ଲୋକମାନ ମାନସୀକ ଦଣ୍ଡ ପାଇ ଅସ୍ତବ୍ୟସ୍ତ ହେଉଛନ୍ତି । ହିନ୍ଦୁ ଧର୍ମର ବର୍ଣ୍ଣ ବ୍ୟବସ୍ଥା ଏହାର ମୂଳ ସ୍ରୋତ, ତେଣୁ ଜାତି ଆଉ ବର୍ଣ୍ଣ ଦୁଇ ବ୍ୟବସ୍ଥାର ପ୍ରଚଳନ ବନ୍ଦ କରିବାକୁ ସରକାରୀ ସ୍ତରରେ ପନ୍ଥାର ଆବଶ୍ୟକ ।
@ArunDas-hc5zz
@ArunDas-hc5zz 2 ай бұрын
ଏ ହା ପ୍ରତ୍ୟେକ ଜାତି,ସମାଜ ର ନିଜସ୍ଵ ପରମ୍ପରା ।ଗୋଷ୍ଟି କୁ ସୁହାଇଲା ନାହିଁ ସେ ଗୋଷ୍ଟି ରୁ ଅଲଗା କଲେ ।ଏହା ଏକ ପ୍ରକାର ଗ୍ରହଣୀୟ ।ବର୍ତ୍ତମାନ ଯୁଗରେ ସୁବିଧା ତ କିଛି ନାହି ।ସର୍ବଦା ସମୂହ କୁ, ବ୍ୟକ୍ତି ଅଣ ହେଳା କଲେ ଓ କରାୟତ ପ୍ରଚେଷ୍ଟା ନିଜ ଶିକ୍ଷା ଆୟ କୁ ନେଇ,ହେଉଥିଲେ ।ସମାଜ ତମକୁ କାହିଁକି ଗୁରୁତ୍ୱ ଦେବ।ତମର ଅବଦାନ କଣ ଏହା ବିଚାର ଯୋଗ୍ୟ ।ସାମାଜିକ ବାସନ୍ଦ ସୋଷାଇଟି ର ନିଜସ୍ଵ ଏଥିରେ ସରକାରୀ ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ ।ଶିକ୍ଷା ନାମରେ ପ୍ରଥା ଉପରେ ଆକ୍ରଣ ବନ୍ଦ କର ।
@Shankarbhumij-i9o
@Shankarbhumij-i9o 2 ай бұрын
Right
@radhakantamahananda7148
@radhakantamahananda7148 2 ай бұрын
Jau pratha bapa ku pua ku alaga karu6i ..seita ki pratha sir .
@chittababu
@chittababu 2 ай бұрын
ପ୍ରତେକ ଜାତିର...... ନିୟମ ବଦଳିବା ଦରକାର କାରଣ ଆଗ କାଳ ରେ ଲୋକମାନେ ଅନେକ କୁସଂସ୍କାର ସମ୍ମାନ କରୁଥିଲେ ଯେମିତି ସତୀଦାହ ପ୍ରଥା...... ଆଜିକା ସମୟରେ ସତୀଦାହ ପ୍ରଥା ସମ୍ଭବ କି??? ପ୍ରତେକ ଜାତି ଉପଜାତି..... ଏ ପ୍ରକାର ବାସନ୍ଦ ନିୟମ ବଦଳିବା ଦରକାର। ଜଣେ ଜୀବନ୍ତ ପୁଅ ଝିଅ କୁ ମରିଗଲା ପରି କଳ୍ପନା ସମ୍ଭବ କି????
@Mishra2609
@Mishra2609 2 ай бұрын
True definition of development 🤦🏻‍♂️ We are proud of you 'Balangirbaasi' 👏🏻
@Priyasahoo345
@Priyasahoo345 2 ай бұрын
ମୋ ମତରେ sir ଙ୍କ ସହିତ ଉପଯୁକ୍ତ ନ୍ୟାୟ କରାଯାଉ।
@MukhaProductions
@MukhaProductions 2 ай бұрын
Sir ମୁଁ ଆପଣ ଙ୍କୁ ସମର୍ଥନ କରୁଛେଁ
@Shrutihappyjourneyvlog143
@Shrutihappyjourneyvlog143 2 ай бұрын
E jati pratha uchheda jarajau sir........ Please
@TapasiroutTapasi-y1v
@TapasiroutTapasi-y1v 2 ай бұрын
Iam khandayat my two brother married in diffeent cast but we all happy withthem
@Sengel484
@Sengel484 2 ай бұрын
This is reality of Hindu religion .
@jugeshbhoi2184
@jugeshbhoi2184 2 ай бұрын
ସାର୍ ନମସ୍କାର 🙏 ଆପଣ ମଣିଷ ଗଢା କାରଖାନାରେ ଅନେକ ମଣିଷ ଗଢି ତାଙ୍କର ଭବିଷ୍ୟତକୁ ଆଲୋକମୟ କରିଛନ୍ତି । କିନ୍ତୁ ସାମ୍ପ୍ରତିକ ସମାଜ ଆପଣଙ୍କ ବଳିଦାନ କୁ ନଜର ଦେଉନି । ଆଜିର ମନୁଷ୍ୟ ଏଇ ମାଟି ରୁ ଯାଇ ଚନ୍ଦ୍ର ରେ ପାଦ ସ୍ପର୍ଶ କଲାଣି କିନ୍ତୁ ଏଇ କଣ? ମତେ ଲାଗୁଚି ଆଜିର ସମାଜ ଶିକ୍ଷିତ ହେଉଛି ନା ଅଶିକ୍ଷିତ ଦିଗରେ ଅଗ୍ରସର ହେଉଛି । ମତେ ଲାଗୁନି ଆଜିର ମଣିଷ ପ୍ରକୃତ ଶିକ୍ଷା ପ୍ରାପ୍ତ କରୁଛି । ରେ ମନୁଷ୍ୟ ଯେଉଁ ପୁସ୍ତକ ପଢ଼ି ତୁ ଆଜି ଏଇ ପାହାଚ ରେ ପହଞ୍ଚି ପାରିଛୁ, ଯେଉଁ ସମ୍ବିଧାନର ଆଶ୍ରୟ ବଳରେ ଆଜି ଶିକ୍ଷା ପ୍ରାପ୍ତ କରି ଏତେ ଉଚ୍ଚ ସ୍ଥାନକୁ ଛୁଇଁ ପାରୁଛି କଣ ଏଇ ତୋ ଶିକ୍ଷା । ଗୋଟିଏ ବୟସ୍କ ଗୁରୁଙ୍କୁ ଶାସ୍ତି ଦେଉଛୁ ? ନା ନା ମତେ ଲାଗୁନି କି ସାମ୍ପ୍ରତିକ ସମାଜର ମନୁଷ୍ୟର ମାନସିକ ଶକ୍ତି ବୃଦ୍ଧି ହେଉଛି ।
@dumarbhatra7910
@dumarbhatra7910 2 ай бұрын
Jau Mane jati prata kahucho nija pua jhia pai Anya jatira pua jhia ku Ani baha karai ki dekha ta pore janiba jadi jati prata uthaibaku chaucho taha hele Brahman mananku kuha adivasi ,Harijan ghare tanka pua jhia mananku baha debe.
@dibakarasahu7411
@dibakarasahu7411 2 ай бұрын
Gute professor jete bele pragativan padakshep neichan tankar jetebele e avastha ta sadharan lokankar kana dasa karuthibe e samaj wale dhik tumr samaj au dhik tumr niyam kanun. Pahela nije sikhit hua t😂
@pakhirajkumbhar3381
@pakhirajkumbhar3381 2 ай бұрын
U r absolutely right
@dillipjena5818
@dillipjena5818 2 ай бұрын
ଆଧୁନିକ ଯୁଗରେ ଜାତି ପ୍ରଥା ଯଦି ନାହିଁ, ତେବେ କୋଟା ରଖାଯାଇଛି କାହିଁକି ?
@Rakeshsahu678
@Rakeshsahu678 2 ай бұрын
Bhai prathame jati pratha asila na kita asila kahi paribe ki?
@aarzoo4168
@aarzoo4168 2 ай бұрын
Jogyata anusare Govt job diajau
@bijoy86190
@bijoy86190 2 ай бұрын
ପଶ୍ଚିମ ଓଡିଶା, ପୂର୍ବ ଓଡ଼ିଶା ଠାରୁ ଜାତିପ୍ରଥା ଓ କୁସଂସ୍କାର ଅଧିକ । କେବଳ ଉନ୍ନତ ମାନର ଉଚ୍ଚ ଶିକ୍ଷାର ଆବଶ୍ୟକ।
@pramodjhankar9720
@pramodjhankar9720 2 ай бұрын
ଏମିତି ବ୍ୟକ୍ତି ବିଶେଷ କୁ ଏଲନ ମସ୍କ କୁ ଦିଆଯାଉ, ସେ ମଙ୍ଗଳ ଗ୍ରହ କୁ ପଠାଇ ବାକୁ ଚେଷ୍ଟା କରିବେ।
@suryakantasamal2526
@suryakantasamal2526 2 ай бұрын
Sabu Odisha Village re same jinisa chalichi. Paisa deiki jati re misijia😂. Hindu dharma sethipain samaste chaduchanti
@_RAJ_SAMBALPURIA143
@_RAJ_SAMBALPURIA143 2 ай бұрын
Maghihe mene kn re ,, jati kn kam re lagsa re,, jane kar biha bele, au jane kar Kam ghar bele. kahar asubidha bele help kari6 re sale
@SikshyaHub
@SikshyaHub 2 ай бұрын
Nonsense hai sab jo inter caste marriage ko gunha mat te hai......sir Educated.... koun sa Sambidhan likhe ho bhai log aapka sambidhan kya Bhartiya Sambidhan se bhi uppar hai kya.
@Abuhodisum6294
@Abuhodisum6294 2 ай бұрын
ଗାଁ ର ଲୋକେ ମାଗିହା
@bkmeher9005
@bkmeher9005 2 ай бұрын
Samaj !???? What !?
@golmal420-l2v
@golmal420-l2v 2 ай бұрын
ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡ଼ିଶାରେ ଏବେବି ଜାତିପ୍ରଥା ଅଛି
@ratanbhue8232
@ratanbhue8232 2 ай бұрын
Kebhe au lok sudhuribe
@aarzoo4168
@aarzoo4168 2 ай бұрын
Reservation ku stop kale a sabu kupratha bandh heijiba
@radhakantamahananda7148
@radhakantamahananda7148 2 ай бұрын
First ku pratha band kara ...pare reservation ku jiba
@its_pc-here
@its_pc-here 2 ай бұрын
Hamar Aghria jaati enta boli sunithili lekin news ne asla pare jani bhi gali😢 E jaati ra lok hebaar ke bhi ken muhe kahebi word nina... But great job Prof. Sir..
@sahadevakishan2010
@sahadevakishan2010 2 ай бұрын
ଠିକ୍ ହେଇଛି
@commonman1886
@commonman1886 2 ай бұрын
Agariya samaj re sickle cell disease sethi pain sabuthu beshi. Nija nija relation bhitare marriage kale sickle cell bhali disease hue.
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН
Try this prank with your friends 😂 @karina-kola
00:18
Andrey Grechka
Рет қаралды 9 МЛН
Papu pom pom comedy Bhubaneswar balijatra 2024
19:20
Odisha Exclusive
Рет қаралды 344 М.
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН