Protests Over Primary Teacher Recruitment Process: Demand Raised For Hiring Locals In Malkangiri

  Рет қаралды 56,127

Kanak News

Kanak News

Күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaNews #IndiaNews #Malkangiri #PrimaryTeacherrecruitment

Пікірлер: 458
@bhagyadharsethi7845
@bhagyadharsethi7845 13 күн бұрын
ପ୍ରଥମେ ତମ ଜିଲ୍ଲା ର ଯୋଉ ପିଲା ସବୁ ବାହାର ଜିଲ୍ଲାରେ ଚାକିରି ପାଇଛନ୍ତି ତାଙ୍କୁ ବାହାର କରି ଆଣ ..ତା ପରେ ତମ ଜିଲ୍ଲା କଥା କହିବ !! କେବଳ ଗ୍ରୁପ୍ C ଓ D ନୁହେଁ ସବୁ ପୋଷ୍ଟ ପାଇଁ ହେଉ |
@moviegamer786
@moviegamer786 13 күн бұрын
ଚାକିରୀ ନ ____ ପାଇଛନ୍ତି....maxm ସବୁ ମାଲକାନଗିରି ର ପିଲା ଦାଦନ ଖଟୁଛନ୍ତି
@RakeshSahoo-l6o
@RakeshSahoo-l6o 5 күн бұрын
Bilkul Right
@Hemrajsahu
@Hemrajsahu 2 күн бұрын
Ehi demand pupuri jukti jukta ae
@kalahandikings208
@kalahandikings208 2 күн бұрын
Aau tama zillara sabu pilanku sabu bahar district ru asna tahele
@MAJAMASTI24hours
@MAJAMASTI24hours 13 күн бұрын
ଆରେ କୋରାପୁଟ ମାଲକାନଗିରି ନବରଙ୍ଗପୁର ପିଲା ବି ଭଲ ପାଠ ପଢି state merit ରେ ଆସି job ପାଇଛନ୍ତି.. KBK ଜିଲ୍ଲା ର ପିଲା ମାନେ ବି ଭଲ ପାଠ ପଢୁଛନ୍ତି ଆଉ ଯେଉଁ ମାନେ ପାଇନାହାନ୍ତି ଆହୁରି ପରିଶ୍ରମ କରି ଆଗକୁ ପାଇବେ.. KBK DIST ପିଲା ମାନେ କଣ କେବଳ CT କରିକି ଅଛନ୍ତି.. ସେମାନେ କଣ କେବଳ primary teacher ହେବାକୁ ଯୋଗ୍ୟ କି ସେଥିପାଇଁ ଏହି job କୁ କେବଳ ଜିଲ୍ଲା ଭିର୍ତ୍ତିକ କରିବାକୁ ଦାବି କରୁଛନ୍ତି.. ଯଦି ହେବ ସବୁ job ଜିଲ୍ଲା ଭିର୍ତ୍ତିକ ହେଉ.. Teacher ହେବେ ନିଜ dist ପିଲା doctor ହେବେ ନିଜ dist ପିଲା ପୋଲିସ ବି ହେବେ ନିଜ dist ପିଲା
@narendrapurnatyasansad2003
@narendrapurnatyasansad2003 13 күн бұрын
Tu kouthi thilu lo??
@sagarrinasampurnaofficial
@sagarrinasampurnaofficial 13 күн бұрын
Soto na
@vikramkumar...2265
@vikramkumar...2265 13 күн бұрын
Thik kahicha 😂
@BasantiDei-k9u
@BasantiDei-k9u 12 күн бұрын
To bala,jilla bhittika hele nischaya paibe.
@SimaraniPradhan-jl7xh
@SimaraniPradhan-jl7xh 10 күн бұрын
ଠିକ ରେ ଭାଇ ଏମିତି ହେଲେ ତେଲିଆ ମୁଣ୍ଡରେ ତେଲ ହବ ଯୋଉ ମଳିମୁଣ୍ଡିଆ ସେଇ ମଳିମୁଣ୍ଡିଆ ହେଇ ରହିବ କାରଣ ତମର ଏଇଠି ଯିଏ ଟିକିଏ ପାଠ ପଢିଲା ଫର୍ମ ଟିକିଏ ଫିଲ୍ଲପ କରିବା ପାଇଁ ଏଇ ଗରିବ ଠାରୁ 20ଟଙ୍କା ନବ ତାପରେ ସବୁ ତମ ପିଲା ହେଲେ ଯାହା ହବ ଆମ ଆଦିବାଶି ମାନଙ୍କ ଭାଗ୍ୟ ଆହୁରି 30ବର୍ଷ ତଳକୁ ଫେରିଯିବା ଏଇ କଂଗ୍ରେସ ମାରିଦେଇଥିଲା ଏବେ ଟିକିଏ ଆଶ୍ବସ୍ତି ମିଳିଥିଲା ମୋହନ ସରକାରରେ କଣ ହବ ତମର ଭାଗ୍ୟ କିଏ କହିବ 😄😄😄😄😄😄😄😄😄😄😄😄😄😄😄
@rakesh8122
@rakesh8122 13 күн бұрын
ଏପରି କିଛି ପୋଷ୍ଟ ରହିଛି ଯାହା ଜିଲ୍ଲା ଭିତ୍ତିକ ହେବା ଉଚିତ୍ କାରଣ , ନିଜ local ଲୋକ ହିଁ local ଲୋକ ଙ୍କ ଦୁଃଖ ସୁଖ ବୁଝି ପାରିବେ , ଆଉ local ଲୋକ ଙ୍କ ସହ ଭାବ ବିନିମୟ କରି ପାରିବେ ଆଉ ଏଇ Teacher ମଧ୍ୟ ସେଥିରୁ ଗୋଟେ , ଶିକ୍ଷକ ଯଦି ଅଲଗା area ରୁ ଯାଇକି ପଢେଇବ , ତାର ଭାଷା ଆଉ ବ୍ୟବହାର ସହିତ ପିଲା ମାନେ ଜଡ଼ିତ ନୁହେଁ ସେଥିପାଇଁ ସେମାନେ ଉଚିତ୍ ଭାବ ବିନିମୟ ନ କରି ପାରି , ଶିକ୍ଷା ଗ୍ରହଣ କରି ପାରିବେନି ସେହିପରି ଆହୁରି ଅନେକ ଗ୍ରୁପ C ଆଉ D କୁ ବି ସେଥିପାଇଁ ଆଗରୁ ବି ଜିଲ୍ଲା ଭିତ୍ତିକ କରା ଯାଇ ଆସୁଥିଲା , ଏଇ ଥର 1st ଟାଇମ୍ ଏଇ teacher କୁ ଜିଲ୍ଲା ଭିତ୍ତିକ କରା ଯାଉନି ବୋଲି ଲୋକ ମାନେ ଆନ୍ଦୋଳନ କରିବା ଟା ସ୍ଵାଭାବିକ କଥା
@ExamSupport2.0
@ExamSupport2.0 13 күн бұрын
Agaru heuthila ki kebe ... Kou year re heithila
@ramapujari99
@ramapujari99 13 күн бұрын
@@ExamSupport2.0 2013 ରେ ରବିନାରାୟଣ ନନ୍ଦ ଉଠାଇଲେ।
@birat450
@birat450 8 күн бұрын
Pura bhul ...local loka local re paile besi thakibe au corruption besi karibe...
@gboss2224
@gboss2224 13 күн бұрын
Ete din kn karuthilo high court re case chalu thila bele high court already ରାଜ୍ୟ ଭିତ୍ତିକ ନିଯୁକ୍ତି disicion ଦେଇ ସାରିଛି ଆଉ ତୁମେ ମାନେ ଏବେ ନାଟକ ଚଳାଇଛ aspirants ଙ୍କୁ ହୋଇରଣ କରନି
@narendrapurnatyasansad2003
@narendrapurnatyasansad2003 13 күн бұрын
E chuka pila nku khali mada chhada kichhi nuha
@NilakanthaSatpathy-gu2er
@NilakanthaSatpathy-gu2er 13 күн бұрын
ଆମ ପଟେ ହାଇକୋର୍ଟ ବି ନାହଁ
@narendrapurnatyasansad2003
@narendrapurnatyasansad2003 13 күн бұрын
@@NilakanthaSatpathy-gu2er karidia
@ramapujari99
@ramapujari99 13 күн бұрын
High court ତୁମର ନ୍ୟାୟ ମଧ୍ୟ ତୁମ ର ଆମକୁ ଆଳୁ ମିଳିବ ।
@gboss2224
@gboss2224 13 күн бұрын
@@NilakanthaSatpathy-gu2er 🤭 🤣 ତୁମେ kn olaga ରାଜ୍ୟ କି ତୁମମାନଙ୍କ ପାଇଁ ତୁମ ଘର ଦ୍ୱାରେ high court bana jiba kahi thila re babu mane 🤭
@krutideepadas1657
@krutideepadas1657 13 күн бұрын
Notification ଯେତେବେଳେ ବାହାରିଥିଲା ବିରୋଧ କଲନି ଆଜି କଣ ପାଇଁ ବିରୋଧ କହୁଛ 2023 ରୁ post ଆସିଲାଣି last time ରେ ଏମିତି କଣ ପାଇଁ ହଉଛ
@TECH_TOK_WORLD
@TECH_TOK_WORLD 13 күн бұрын
Tame kahi tamar state re job pai kohila nahi
@krutideepadas1657
@krutideepadas1657 13 күн бұрын
@@TECH_TOK_WORLD state wise job ହେଇଛି ଯେ
@antaryamirana4500
@antaryamirana4500 13 күн бұрын
Agaru emane kouthi soipadithile ebe birodh karuchhanti
@somerandomperson6066
@somerandomperson6066 13 күн бұрын
​@@TECH_TOK_WORLD state wise recruitment hi chalichi, kehi tamilnadu ki dubai ru job karite asu nahanti
@padmarandhari4248
@padmarandhari4248 13 күн бұрын
Jahabi heuchi bhal pai heuchi
@murali3632
@murali3632 13 күн бұрын
ନିଜେ ପାଠ ପଢ଼ି ପଣ୍ଡିତ ହୁଏ, ମେରିଟ ରେ ଚାକିରି ନିଓ....ରଙ୍ଗ nd ଗୁଣ୍ଡଗିରୀ ଦେଖାଇବା ବନ୍ଦ କର
@everythingforyou9342
@everythingforyou9342 13 күн бұрын
ହଇରେ ବେଧ, ଯୋଉ ପିଲା ମାନେ ମାଲକାନଗିରି ର ସେମାନେ ଶିକ୍ଷକ ଚାକିରୀ ପାଆନ୍ତୁ, ସେମାନେ ଅଲଗା ଚାକିରୀ ପାଇଁ କହୁ ନାହାନ୍ତି... ଯିଏ ଯୋଉ ଜିଲ୍ଲାର ପିଲା ସେ ଜିଲ୍ଲାରେ ପାଉ...ଅନ୍ୟ ର କଣ ବାଳ ଉପୁଡୁଛି
@KingAshokaRaita9861
@KingAshokaRaita9861 13 күн бұрын
Point to be notice... ଯେଉଁ ପିଲାମାନେ ବାହାର ଜିଲ୍ଲାରୁ ପାଇବେ ସେମାନେ କେତେ ବର୍ଷ ପରେ ନିଜ ଜିଲ୍ଲାକୁ ଯାଉଛନ୍ତି ସେଥିପାଇଁ ଜିଲ୍ଲା ୱାରୀ ନି୍ୟୁକ୍ତି ଦିଆଯିବ ଦରକାର ଭାଇ.... ନଚେତ ଆନ୍ଦୋଳନ ଚାଲୁ ରହିବା ଦରକାର 👍
@jagannath_jena
@jagannath_jena 13 күн бұрын
Malkangiri pila se jagare post paiba katha naaa. Resident Certificate jau bahara kara jauchi kauthi pain ki?
@praveensahu1228
@praveensahu1228 13 күн бұрын
Same zilla same zilla haba katha​@@everythingforyou9342
@murali3632
@murali3632 7 күн бұрын
@@everythingforyou9342ଭଲ ଶିକ୍ଷା ଆଉ ବ୍ୟବହାର ପାଇଛ ପରିବାର ଆଉ ବିଦ୍ୟାଳୟରୁ msg reply ରୁ ଜଣାପଡୁଛି, ଶିକ୍ଷକ ହେଲେ ଏସବୁ ପିଲାଙ୍କୁ ସିଖେଇବ ଭାଇ
@debasisswain4615
@debasisswain4615 13 күн бұрын
ଭାଇ ଏବେ ଅଧିକ ପୋଷ୍ଟ ଆସିଚି ଆମେ ବିରୋଧ କରୁଛନ୍ତି ଯଦି ଗଜପତି ଜିଲ୍ଲା ଭଳି 8 ଟି ପୋଷ୍ଟ ଆସିଥାନ୍ତା ଆପଣ ମାନେ ଏମିତି କରିଥାନ୍ତେ କି?
@khaladiherel404
@khaladiherel404 13 күн бұрын
୮୦୦ ସିଟ୍ ରୁ ଯଦି ୧୦ ଜଣ ପିଲା ବି local ପିଲା ନାହାଁନ୍ତି ତାହାଲେ ଆହୁରି ଅଧିକ ପଢ଼... ମେରୀଟ ରେ ଆସ, ଚାକିରୀ ପାଅ.. Mayurbhanj ବି ଆଦିବାସୀ ବହୁଳ ଜିଲ୍ଲା.....କାହିଁ ଆମର ତ ସେମିତି କିଛି ସମସ୍ୟା ନାହିଁ
@PujariTanka
@PujariTanka 13 күн бұрын
Bala na au
@ramsmil...2951
@ramsmil...2951 13 күн бұрын
ଏତେ ଶିକ୍ଷାଗତ ଯୋଗ୍ୟତା ଅଛି ତେବେ ମୟୂରଭଞ୍ଜ ଜିଲ୍ଲାର ଲୋକେ ମାଲକାନଗିରି ଜିଲ୍ଲାରେ ଚାକିରି କରିବା ପାଇଁ କାହିଁକି ଆସୁଛନ୍ତି।
@sandeepdehury1236
@sandeepdehury1236 13 күн бұрын
ja nije puraya anya dist pila nku nija dist re.sabu jaga re seta chalibani
@MKC..
@MKC.. 13 күн бұрын
@@khaladiherel404 mayurbhanj ଆଦିବାସୀ ବହୁଳ ଜିଲ୍ଲା କିନ୍ତ୍ KBK ଜିଲ୍ଲା ନୁହେଁ।
@HemantMajhi-yi3fr
@HemantMajhi-yi3fr 13 күн бұрын
Exam କରି କି cutoff mark ନ ଦେଲେ ଆମେ କେମିତି meritlist re ଆସିବୁ, ତମେ ପଇସା ଦେଇକି job ପାଉଛ କି
@anilkumarmallick1661
@anilkumarmallick1661 13 күн бұрын
doctor pakhaku gale alaga kou dist ra doctor ku dekheibani, tama malkangiri doctor ku dekheiba
@narendrapurnatyasansad2003
@narendrapurnatyasansad2003 13 күн бұрын
Sahi baat hai
@narendrapurnatyasansad2003
@narendrapurnatyasansad2003 13 күн бұрын
Sala ama bbsr ade asile godeiki badeiba sala nku
@NilakanthaSatpathy-gu2er
@NilakanthaSatpathy-gu2er 13 күн бұрын
ତୁମ ଡାକ୍ତର ଙ୍କୁ ଫେରି ଯିବାକୁ କୁହ
@ramapujari99
@ramapujari99 13 күн бұрын
ଆମେ ଗୁଣିଆ ଦିଶାରୀ କରିବା ଲୋକ
@laxmikantabehera9195
@laxmikantabehera9195 13 күн бұрын
All right bro
@sipunrout71
@sipunrout71 13 күн бұрын
ଖାଲି ରାଜନୀତି କରୁଛନ୍ତି ଆଗରୁ କଣ କରୁଥିଲ, ନିଜେ ପାଠ ପଢ଼ି ବାହାର ପିଲାଙ୍କୁ ନିଜ ଜିଲ୍ଲା କୁ ଆସିବାର ବନ୍ଦ କର, ଜଣେ ପିଲା ଯଦି exam ପାସ କରିପାରୁ ନାହିଁ ସେ ତାହେଲେ କଣ ପିଲା ଙ୍କୁ ପାଠ ବଢ଼ାଇବ
@Tarun.Cricketlivenews
@Tarun.Cricketlivenews 13 күн бұрын
Sabu baharo pilaa poisa ro komal bhai😅
@radhikabaraja6865
@radhikabaraja6865 13 күн бұрын
Semane thik karuchonti semane niriho bali faida uthauchonti educated bahut achonti
@bidyadharpadhan1355
@bidyadharpadhan1355 13 күн бұрын
Are bhai jou pila pass kariparuni kahuchha,se agaru10th,+2, CT entrance, CT, OTET pass kariki asichi,tama govt Job deiparuni boli se pauni nanhi ki ta pakhare jogyata nanhi,au kete jogya heba darkar jane primary pila ku padheiba pain
@sipunrout71
@sipunrout71 13 күн бұрын
@@Tarun.Cricketlivenews ନା ଭାଇ ଭୁଲ କହିଲ ସବୁ ପିଲା ପଇସା ଦେଇ ପାରିବେ ନାହିଁ , ବହୁତ ପିଲା ଅଛନ୍ତି ଯେ କି ନିଜ ପରିଶ୍ରମରେ ଚାକିରି କରିଛନ୍ତି
@sipunrout71
@sipunrout71 13 күн бұрын
@@bidyadharpadhan1355 ସେମାନେ ଯଦି ପାସ କରିଛନ୍ତି ତାହେଲେ jt exam ରେ କାହିଁକି ପାସ କରିପାରୁ ନାହାଁନ୍ତି
@murali3632
@murali3632 13 күн бұрын
ମାଲକାଗିରି ଜିଲ୍ଲା ପିଲା ଆଉ ଜେଉ ଜିଲ୍ଲା ରେ ନିଯୁକ୍ତି ପାଇଛନ୍ତି, ସେଠାରେ ସେମାନଙ୍କୁ ପିଟ,,,,, ଯେସାକୁ ତେସା
@bhramarhial1870
@bhramarhial1870 7 күн бұрын
Kariki dekho pore jaha hebo sambhali pariboni
@jayashreebhoi718
@jayashreebhoi718 13 күн бұрын
Notification baharila bele kn soithilaaa abe baharucha .....
@radhikabaraja6865
@radhikabaraja6865 13 күн бұрын
Good decision..eita agaru korithile ahuri bhala heithanta bahari dist ro pila sabu faida uthauchonti malkangiri ro niriho adibasi nko tharu
@SetumaniParadhan
@SetumaniParadhan 13 күн бұрын
ଆସିଲା ଆଦିବାସୀ କାର୍ଡ଼ ଖେଳି। ଭଲ ପାଠ ଶାଠ ପଢ଼ି ମେରିଟ୍ ଲିଷ୍ଟରେ ଆସ.. ଗଧୁଣୀ .. ତୋର ତ କୋଟା ବି ଲାଗୁଛି ତଥାପି ଏତେ ଅପାରଗ 😂
@radhikabaraja6865
@radhikabaraja6865 13 күн бұрын
@@SetumaniParadhan arre godho bhala patho podhiki merit list aso poisa deiki kn chakiri karucho ..parishrama kariki list re aso
@radhikabaraja6865
@radhikabaraja6865 13 күн бұрын
@@SetumaniParadhan tome kn tama dist pila saha compitition kariparuno ki anya dist re job karibaku jaucho , gadho jako ka pora laguchi
@tirthagaminaik8009
@tirthagaminaik8009 13 күн бұрын
ବହୁତ ସୁନ୍ଦର ପଦକ୍ଷେପ, ସ୍ୱାଗତ ଯୋଗ୍ୟ
@beupdate7733
@beupdate7733 13 күн бұрын
କଣ ଫାର୍ସ ଚାଲିଛି ବେ ବେଧ ଦଳ କୁଜି ନେତା...ବେ ଶଳା,..ଓଡ଼ିଶା ମୋର ମୁଁ ଓଡ଼ିଶା ରେ ଜଉଠୀ ଚାହିଁବି job କରିବି
@bhramarhial1870
@bhramarhial1870 7 күн бұрын
Tame tamar jilare koro
@beupdate7733
@beupdate7733 7 күн бұрын
@@bhramarhial1870 ଚାକିରି ନ କଲେ ବି ଚଳି ପାରିବି... ତମେ ତମ ଜିଲ୍ଲା ରେ କର ୟା ପରେ କହିବ ତମ ଗାଁ ରେ ବି ଦିଆଯିବ ଚାକିରି.. ବ୍ୟସ୍ତ ହୁଅନି
@nirmalprasad4154
@nirmalprasad4154 10 күн бұрын
ସ୍ୱାଗତ ଯୋଗ୍ୟ ପଦକ୍ଷେପ ସବୁ ଜିଲ୍ଲା ରେ ଏମିତି ସଚେତନ ହୁଅନ୍ତୁ
@kartikroutctc2168
@kartikroutctc2168 13 күн бұрын
Thik achi Madi Chala. We all support you
@sunilkalta9246
@sunilkalta9246 13 күн бұрын
ପାଠ ପଢ଼ ରେ ନହେଲେ ମୂର୍ଖ ମାନେ ପଢ଼େଇଲେ ପିଲାମାନେ ଆହୁରି ମୂର୍ଖ ହେଇଯିବେ
@parentlover7012
@parentlover7012 6 күн бұрын
Next posting re ae demand kara..
@bhabanibehera2800
@bhabanibehera2800 13 күн бұрын
Nija pilanka ଭବିଷ୍ୟତ ଅନ୍ଧାର ପାଇଁ ଏହି ଲୋକ ମାନେ ହିଁ ଦାୟୀ
@susantakumarsenapati9752
@susantakumarsenapati9752 13 күн бұрын
😂😂😂
@sagarrinasampurnaofficial
@sagarrinasampurnaofficial 13 күн бұрын
You are right
@padmarandhari4248
@padmarandhari4248 13 күн бұрын
Jahabi karuchanti ama bhal pai karuchanti district wise nijukti karajau
@sagarrinasampurnaofficial
@sagarrinasampurnaofficial 13 күн бұрын
@@padmarandhari4248 tumo nijo gaon school re job koruno... Bhala hebo other block re hele duro hebo na
@ashutoshsahu6997
@ashutoshsahu6997 13 күн бұрын
ଆଛା ଭାଇ ନବରଙ୍ଗପୁର ରେ ଯେଉଁ ମହାନ୍ କୁଜି ନେତା ମହିଳା ଙ୍କୁ ହାତ ଉଠେଇବାକୁ ଧମକ ଦେଲେ ସେଇଟା କେତେଦୂର ଠିକ୍ ? ଅନ୍ଧ ଭଳି ମୂର୍ଖ କୁଜି ନେତା ଙ୍କ ପଛରେ ଜିନ୍ଦାବାଦ ପକେଇବା ଛାଡ଼​@@padmarandhari4248
@soumyabantameher
@soumyabantameher 13 күн бұрын
St,sc ପାଇଁ reservation ନାହିଁ କି ତଥାପି ଯଦି ପାଇ ପରୁନ କାହା ଦୋଷ, ତମର ତ ଯୋଉ ଜିଲ୍ଲା, ପିଲା ମାନେ ଯିବେ କାହିଁକି ତମ ପିଲା ସିଲେକ୍ଟ ହେଇ ପାରିଲେ ନି ବଲି ବାଧ୍ୟ ହୋଇ ସରକାର ଦେଇଛି
@bunusentertainment3992
@bunusentertainment3992 13 күн бұрын
ହେଲେ ଆପଣ ଙ୍କ କହିବା କଥା କି ଆମର ପିଲା ମାନେ ପାଠ ପଢି ନାହାନ୍ତି କେବଳ ବାହାର ଜିଲ୍ଲା ର ପିଲା ମାନେ ହିଁ ବହୁତ୍ ପାଠ ପଢ଼ିଛନ୍ତି।। ସେମାନେ ହିଁ ଉଚ୍ଚ ଶିକ୍ଷିତ
@Ranjanmallick1999-tr1ih
@Ranjanmallick1999-tr1ih 13 күн бұрын
Hn Tamara pila sabu murkha ​@@bunusentertainment3992
@SetumaniParadhan
@SetumaniParadhan 13 күн бұрын
​@@bunusentertainment3992 ତ ସିଲେକ୍ଟ ହେଇ ନାହାନ୍ତି କାହିଁକି? ଭଲ ପାଠ ପଢ଼ିଲେ ତ... ସିଲେକ୍ଟ ହେବ
@padmarandhari4248
@padmarandhari4248 13 күн бұрын
Tm besi bhal padha padila bala
@lilamayasahu6669
@lilamayasahu6669 13 күн бұрын
ନିଜ ଜିଲ୍ଲା ରେ କର
@manojabehera7376
@manojabehera7376 10 күн бұрын
ମାଲକାନଗିରି ରୁ ବାହାର ଜିଲ୍ଲା ରୁ ପାଇଥିବା doctor ଓ ଇଞ୍ଜିନିଅର ଙ୍କୁ କାଢ଼ିଆନ କେବଳ education ରେ କହୁଛନ୍ତି ନା ଦେଖିବା କେତେ emplyment ଦେବେ ନିଜ ଜିଲ୍ଲା ରେ
@NilakanthaSatpathy-gu2er
@NilakanthaSatpathy-gu2er 9 күн бұрын
@@manojabehera7376 ନେଇ ଯାଅ
@ranjankumardash5517
@ranjankumardash5517 13 күн бұрын
Bahut bhala katha kahile
@akashpangi8109
@akashpangi8109 12 күн бұрын
💯% Right katha bhai
@Raja-c9j
@Raja-c9j 13 күн бұрын
କୋରାପୁଟ ରେ ଯାହା ହେଉଛି ତାହା ସାରା ଓଡ଼ିଶା ବାସୀ ଶିଖିବା ଦରକାର ।
@Chinu12346
@Chinu12346 13 күн бұрын
Western odisha sabe enta kara
@anwesha1993
@anwesha1993 13 күн бұрын
District wise selection heu
@sarojnaik2166
@sarojnaik2166 13 күн бұрын
Hn tame bi anya dist re job kariba pain gale pahara basiba
@frozenavatar913
@frozenavatar913 13 күн бұрын
Ta gandi gote bada kila dia jau
@nayak2385
@nayak2385 9 күн бұрын
​​@@sarojnaik2166bhai khelo bhuji paruno tame gote be local pila ku milini😢 aatha post re ..amane aatha brilliant jako ki....gote be nai local pila pora transfer hai ki takoro local chali jjiba. Koroput logo kon chutiya 😂😂sab setting Kari asichonti amane sobu
@moviegamer786
@moviegamer786 13 күн бұрын
ହାରାମି ବାଲେଶରୀଆ ଙ୍କୁ ଗ ରେ ଗୋଇଠା ମାରି ଖେଦ ଶଳା......ସେଇ ମନ ଙ୍କ ପାଇଁ ଆଜି ଆମ ମୟୁରଭଞ୍ଜ ପିଲା ମାଲକାନଗିରି ରେ ଯାଇ ହଇରାଣ ହେଉଛନ୍ତି......
@ASHISHKUMARPALEI-ut9tb
@ASHISHKUMARPALEI-ut9tb 6 күн бұрын
Before resolution and hearing of court you should come...why are coming at the end of joining???😊
@bishnubehera8551
@bishnubehera8551 13 күн бұрын
ମାଲକାନଗିରି କୁ ଗୋଟେ extra ରାଜ୍ୟ karajau🤣🤣🤣
@mukeshnaik2073
@mukeshnaik2073 13 күн бұрын
Jay kosal
@JayJagannath9090
@JayJagannath9090 13 күн бұрын
Educational post heuchi gote responsibilty ..apono mane bekari hateibd boli kn kahuchantu.kn aethi kie teacher job semiti dia heuchi ki exam dei qualify hele job miluchi.bujhantu tike aponomane kain hairan karuchanti ..pilanku .
@radhikabaraja6865
@radhikabaraja6865 13 күн бұрын
Malkangiri re b pila sabu CT, Bed kariki achonti semanko pakhe qualification achi but baharo pila poisa deiki jauchonti se district ku semane au kn karibe
@radhikabaraja6865
@radhikabaraja6865 13 күн бұрын
Jodi ete talent achonti baharo pila tahele nijo dist ru kn pain karunahanti job malkangiri re pila kom achonti boli sethi kn pain posijauchonti
@SudeshnaMohapatra-o5g
@SudeshnaMohapatra-o5g 13 күн бұрын
​@@radhikabaraja6865Nija district re kn pai karunahanti Mane amaku govt select karichi jou district re b heu ame nije select heijainu
@Shriyansi-o5g
@Shriyansi-o5g 13 күн бұрын
​@@SudeshnaMohapatra-o5gright
@Odishamanoranjan4321
@Odishamanoranjan4321 13 күн бұрын
High court Sampurna dai
@shyamsundarhansdah1219
@shyamsundarhansdah1219 13 күн бұрын
Mayurbhanj ra st o malkangiri,koraput district ra st bhitare Akasha patala different achhi.(Samajika,sanskrutika,ritiniti tatha parbarika paribesha)
@ashiana56123
@ashiana56123 13 күн бұрын
Quota, reservation pare b merit list re asiparuna....laja lagunhi auri katha kahucha....future re jadi kichi problem huye sethi pn tame sabu chora murkha kuji kempa neta dayi rahiba
@user-rg3dq6wm9c
@user-rg3dq6wm9c 13 күн бұрын
Right brother
@akshaygolari1348
@akshaygolari1348 13 күн бұрын
Very nice Idea actually amiti heba kotha Brother Malkangiri is best struggle and talent
@monoranjanbeshra6377
@monoranjanbeshra6377 13 күн бұрын
Are apono mane sabu agoru kn karuthile
@lilamayasahu6669
@lilamayasahu6669 13 күн бұрын
Malkangirii ଲୋକଙ୍କୁ ଅନୁରୋଧ ଜାଗ୍ରତ ହୁଏ
@dibyaprakashsahoo740
@dibyaprakashsahoo740 13 күн бұрын
ପୋଲିସ ପ୍ରଶାସନ କଣ କରୁଛି ସେଠି. ଶିକ୍ଷକ ମାନଙ୍କ ଭବିଷ୍ୟତ ନୁହଁ ନିଜ ପିଲା ମାନଙ୍କ ଭବିଷ୍ୟତ ସହ ଖରାପ କରୁ ଛନ୍ତି....
@NilakanthaSatpathy-gu2er
@NilakanthaSatpathy-gu2er 13 күн бұрын
ହେଉ, ତୁମ ମୁଣ୍ଡ କାଇଁ ବଥା ହେଉଛି
@anantalifestyle.4577
@anantalifestyle.4577 13 күн бұрын
Undivided Koraput, Malkangiri, Nabarangapur & Rayagada pilnkara district wise selection karibaku padiba nahele eharo parinaam bhyankar hebo..
@sunilkalta9246
@sunilkalta9246 13 күн бұрын
କିଛି ହେବନାହିଁ ପାଠ ପଢ଼ ନହେଲେ ପୁଣି ମରେଇହେବ
@bhubanmohanpradhan3060
@bhubanmohanpradhan3060 13 күн бұрын
Right bhai
@Raisevoice..8679
@Raisevoice..8679 13 күн бұрын
Bala ta haba ra pua....patha padha
@yashobantameher7246
@yashobantameher7246 13 күн бұрын
Au ae dist ra pilanku bina otet re job diajau.... Fail pilanku b job diajau..... Dadana jau thiba pilanku dakiki job diajau
@bunusentertainment3992
@bunusentertainment3992 13 күн бұрын
​@@sunilkalta9246ଭାଇ ଆପଣ ମାରେଇ ହେବେ
@jatindra9963
@jatindra9963 13 күн бұрын
ଗୋଟେ କାମ କର ତମେ ମାନେ ତମର ଗୋଟେ ମୁଖ୍ୟମନ୍ତ୍ରୀ କର ତମ ଜିଲ୍ଲାର ଦେଲେ ଏହା ଚାଲିବ ସବୁ ନିଜ ନିଜ ର ହେଇଯିବ ଆଉ ତମେ ଆଉ କଉ ଜିଲ୍ଲା ବି ଯିବା ଦରକାର ନାଇ ସବୁଦିନ ସେଇଠି ରହିବା ଯେତେବେଳେ ପିଲା ସବୁ strike କରୁଥିଲ ସବୁ ମାରିଯାଇଥିଲ ବୋଧେ
@radhikabaraja6865
@radhikabaraja6865 13 күн бұрын
Ethi khali kichi ta job pain kuhaheuchi , malkangiri re MBBS pain callage khalini ki eny academy kholini j baharo ku jibeni
@ramapujari99
@ramapujari99 13 күн бұрын
ସବୁ ତ ତମର ଏଠି ବାଳ ଅଛି ଯେ ସୁନୁ ପାପୁଡ଼ି ଖାଇବୁ ।😂😂
@MKC..
@MKC.. 13 күн бұрын
@@jatindra9963 ସରକାର ଓ Costal ଜିଲ୍ଲା ର ଲୋକ ମାନେ ସବୁ ବେଳେ KBK ଜିଲ୍ଲା ର ଲୋକ ମାନଙ୍କୁ ଗରିବ ହିସାବ ରେ ଦେଖିବା କୁ ଚାହୁଛନ୍ତି ।
@jatindra9963
@jatindra9963 10 күн бұрын
@@radhikabaraja6865 mam mu kn kahu6i bujhantu val se MBBS au JT vitre comparison kale kn haba within odisha jie jauthi pariba rahiba/job kariba seita amor FR ,sethipain para case chalithila district selection vs state selection court re verdict kn asila state selection haba emanankar vul kauthi rahila ,semane hele neta loka semane jadi nije nije vidhan sabha e katha raise karithante tahele change possible heithanta ebe separation katha au emanku humiliation kariba thik nuhe, hope u understand the struggle life of a aspirant
@radhikabaraja6865
@radhikabaraja6865 10 күн бұрын
@@jatindra9963 bhul bujhuchonti apana rali re kebolo group CD pain kuhahaouchi ..hele comments korichonti j doctor, collector au anyanya qualification pain baharaki jiboni boli , malkangiri re ro se sabu pain center khalini na podhibaku toh ame other dist jibu hin na
@rishi2275
@rishi2275 13 күн бұрын
ଆପଣ ଭୁଲ ତଥ୍ୟ ଦେଉଛନ୍ତି । catagory 2 science ରେ ମାଲକାନଗିରିର ପିଲା ବହୁତ ଅଛନ୍ତି । ବହୁତ ପିଲା ur ଓ sebc ରେ selection ହେଇଛନ୍ତି ।କେବଳ st ପିଲା 5 ଜଣ ଅଛନ୍ତି ଆଉ ବାକି st seat vacant ଅଛି ସେଇଥିପାଇଁ ତ 20000 vacancy ରୁ 18000 ପିଲା select ହେଲେ ଆଉ ବାକି vacant ରହିଛି ।ଏବଂ 18000 ଭିତରୁ 16000 successfully verification କଲେ। ସମ୍ପୂର୍ଣ ପ୍ରକ୍ରିୟା କୁ ବୁଝନ୍ତୁ ଓ ତାପରେ ତଥ୍ୟ ରଖନ୍ତୁ । ଯେତେବେଳେ state selection ହେବ ବୋଲି resolution ଆସିଥିଲା ସେତେବେଳେ କୋଉଠି ସୋଇଥିଲା ହୋ ମହାସୟ ମାନେ ।ଏବେ ଯେତେବେଳେ ପ୍ରକ୍ରିୟା ଶେଷ ହେଲା ପିଲାଙ୍କୁ ହଇରାଣ କରୁଛ ।
@munakumar1559
@munakumar1559 13 күн бұрын
କାଇଁ ଗ୍ରୁପ A aau B କଣ ତମର ଦରକାର ନାହିଁ😅😅
@singhuramhansdah7363
@singhuramhansdah7363 13 күн бұрын
CT, BEd kale kan heba j OTET, OSTET Pass karibaku padiba Au Exam crack karibaku padiba... Khali CT, BEd kariki kau state tamaku job deuchhi ki
@jagakhillo7304
@jagakhillo7304 13 күн бұрын
Are OTET achi OSSTET achi..tu auu amoku ... knowledge..batena...MKG pilanku Murkha bhabuchu na kana?
@prasantkumandi3599
@prasantkumandi3599 13 күн бұрын
Good work all of you 🙏🙏🙏👍👍👍
@TrJADUNATHMURMUOFFICIAL
@TrJADUNATHMURMUOFFICIAL 13 күн бұрын
Local pila teacher pain eligible thile to debe ....CT PASS,OTET PASS WITH BHOLO PERCENTAGE DORKAR TEACHER PAIN...EMITI ARU GARU PILANKU KIYE DEBO
@padmarandhari4248
@padmarandhari4248 13 күн бұрын
Kie bhal percentage rakhidele se bhal teachar heijibe Nahi besi ghute percentage rakhila pala
@mukeshsahoo7257
@mukeshsahoo7257 13 күн бұрын
Kehi nija dist ku jai parunahanti.. Elementary transfer rule tk dekhi diantu..
@JayShreeRam-ej4ge
@JayShreeRam-ej4ge 13 күн бұрын
Useless People always think useless idea ଗାଆଁ ର ପିଲା ଙ୍କୁ ନିଯୁକ୍ତି ଦଉନ
@GreenCock-k8m
@GreenCock-k8m 13 күн бұрын
To maa bia
@lilamayasahu6669
@lilamayasahu6669 13 күн бұрын
Ki re rama to ghare bahar loka ପୁରା
@sridhrabehera2535
@sridhrabehera2535 13 күн бұрын
Correct brother 100%
@Arunima1111
@Arunima1111 13 күн бұрын
Amara darkar nahi sethi ku jiba.... vacancy ahuri achi...amaku alaga district re deidio... coastal area pila kehi bi tanka college padhibaku jaoni...semanaku Cuttack hospital bi asibeni...kehi tanka district loka ethiki asibemi
@Sahoo5009
@Sahoo5009 13 күн бұрын
ତୁମେ ଆଦିବାସୀ ନୁହଁ, ମୁଣ୍ଡା ସନ୍ତାଳ ବୋଲି ତୁମେ ଏଥିରୁ ପରିଚୟ ଦେଉଛ ସାରା ରାଜ୍ୟ ଆଉ ଦେଶକୁ । ଧନ୍ୟରେ କୋରାପୁଟ ଭାଲୁ ।
@chaitankisku6229
@chaitankisku6229 13 күн бұрын
Chup mg tu besi janichu
@binta319
@binta319 13 күн бұрын
Stupid ​@@chaitankisku6229
@Sahoo5009
@Sahoo5009 13 күн бұрын
@@chaitankisku6229 ତୁ ହାରାମି ସବୁ ଜାଣିକି ଛୋଡ଼ି ପକାଉଛୁ । ଯା ତାଙ୍କ ସଙ୍ଗେ ମିସିବୁ, ତତେ regular ଦେବେ ।
@rakesh8122
@rakesh8122 13 күн бұрын
ଏପରି କିଛି ପୋଷ୍ଟ ରହିଛି ଯାହା ଜିଲ୍ଲା ଭିତ୍ତିକ ହେବା ଉଚିତ୍ କାରଣ , ନିଜ local ଲୋକ ହିଁ local ଲୋକ ଙ୍କ ଦୁଃଖ ସୁଖ ବୁଝି ପାରିବେ , ଆଉ local ଲୋକ ଙ୍କ ସହ ଭାବ ବିନିମୟ କରି ପାରିବେ ଆଉ ଏଇ Teacher ମଧ୍ୟ ସେଥିରୁ ଗୋଟେ , ଶିକ୍ଷକ ଯଦି ଅଲଗା area ରୁ ଯାଇକି ପଢେଇବ , ତାର ଭାଷା ଆଉ ବ୍ୟବହାର ସହିତ ପିଲା ମାନେ ଜଡ଼ିତ ନୁହେଁ ସେଥିପାଇଁ ସେମାନେ ଉଚିତ୍ ଭାବ ବିନିମୟ ନ କରି ପାରି , ଶିକ୍ଷା ଗ୍ରହଣ କରି ପାରିବେନି ସେହିପରି ଆହୁରି ଅନେକ ଗ୍ରୁପ C ଆଉ D କୁ ବି ସେଥିପାଇଁ ଆଗରୁ ବି ଜିଲ୍ଲା ଭିତ୍ତିକ କରା ଯାଇ ଆସୁଥିଲା , ଏଇ ଥର 1st ଟାଇମ୍ ଏଇ teacher କୁ ଜିଲ୍ଲା ଭିତ୍ତିକ କରା ଯାଉନି ବୋଲି ଲୋକ ମାନେ ଆନ୍ଦୋଳନ କରିବା ଟା ସ୍ଵାଭାବିକ କଥା
@tirthagaminaik8009
@tirthagaminaik8009 13 күн бұрын
Correct 💯 ​@@rakesh8122
@SudeshnaMohapatra-o5g
@SudeshnaMohapatra-o5g 13 күн бұрын
Ete Dina e matter re case padiki July 18 ru verdict asilani sete bele kn karuthile emane?? Ebe last moment re pila nku hairana karibaku emananku adhikar dela kie?? Emane kn highcourt upare !
@suredra1350
@suredra1350 13 күн бұрын
Thanks nice video
@TECH_TOK_WORLD
@TECH_TOK_WORLD 13 күн бұрын
Great job
@bhagirathibhatra487
@bhagirathibhatra487 13 күн бұрын
Good decision
@haraprasada7886
@haraprasada7886 13 күн бұрын
3:36 he confessed about crime.. He should held responsible if any attack happened on those teachers...
@satya2456
@satya2456 13 күн бұрын
Tame ବାଳ ଗୋଟେ state ଭିତରେ ଜିଲ୍ଲା politics କଲାଣି? Are ବେଢା ଶାଳା ତମ area re ଯେତିକି ବଙ୍ଗାଳୀ ଆଉ ତେଲୁଗୁ ଅଛନ୍ତି ସେମାନେ ତମକୁ bhakua ବନେଇ ସବୁ govt office re ମାଡି ବସିଛନ୍ତି ସେମାନଙ୍କୁ ବାଳ କିଛି କରିପାରୁନ!! ଯିଏ ସିଟି bed ପାଇଚି obviously local area ରେ preference ଦେବେ au jadi ସେଥିରେ vacancy ରହୁଛି ତେବେ ଅନ୍ୟ district ପିଲା ଯିଏ ସେ ଜାଗା ପାଇଁ apply କରିଥିବ ସେ ପାଇବ..ଏଥିରେ ଏତେ politics କଣ ମ!! ଏ ବାଳ ଟୋକା ଯିଏ bite ଦଉଛି ତାକୁ ଦେଖିଲେ ଜଣାପଡେ ସେ କତେ ପାଠ ପଢିଥିବ😂
@bharatkumarraut5842
@bharatkumarraut5842 13 күн бұрын
Don't show gundagiri. law will take action.
@dambrunayak4827
@dambrunayak4827 13 күн бұрын
Right
@aiswaryamohapatra.6710
@aiswaryamohapatra.6710 13 күн бұрын
E Sabu pai osepa dai,ist kahila district wise,mo friend sei bhabi Jajpur apply kala kintu Tara kandamalare paichi,se ebe joining pai manakaruchi ete low salary re kemiti chaliba
@Sanjaysir0D
@Sanjaysir0D 13 күн бұрын
ଏଗୁଡ଼ାକ ମୂର୍ଖ କିରେ... JT ନିଯୁକ୍ତି ରେ ଟ୍ରାନ୍ସଫର ହବ ନାହିଁ... Resolution ପଢୁ ନାହାନ୍ତି କିଛି କରୁ ନାହାନ୍ତି.. Super ମୂର୍ଖ ଗୁଡା
@narendrapurnatyasansad2003
@narendrapurnatyasansad2003 13 күн бұрын
Murkha nuhe bhai ganda murkha seithipain sei dist sadavele tala adu 1st
@NilakanthaSatpathy-gu2er
@NilakanthaSatpathy-gu2er 13 күн бұрын
ତମେ ସବୁ ପଣ୍ଡିତ ବୋଲି ୧୧୦୦୦ ଟଙ୍କା ରେ ମୁଣ୍ଡ ବିକିବା ପାଇଁ ୭୦୦ କିମି ଆସୁଛ
@narendrapurnatyasansad2003
@narendrapurnatyasansad2003 13 күн бұрын
@@NilakanthaSatpathy-gu2er au tame sei 10000 pain ethi gunda dekhei haucha😅
@rakesh8122
@rakesh8122 13 күн бұрын
​@@NilakanthaSatpathy-gu2erହା ହା , ହଁ ମ ଏସବୁ ସରକାର ର politics ଭାଇ
@rakesh8122
@rakesh8122 13 күн бұрын
ସିଏ ଭାଇ ନିୟମ ବିଷୟରେ କହୁଛନ୍ତି , ଲୋକ ଙ୍କ ଭଲ ପାଇଁ ତ ହିଁ ଏସବୁ ସମ୍ବିଧାନ ଆଉ ପୁରା ସିଷ୍ଟମ୍ ନା ! ସେଥିପାଇଁ local ଲୋକ ଙ୍କ ର ଯାହା କଲେ ଉନ୍ନତି ହବ ସେଇ ସବୁ ବ୍ୟବସ୍ଥା କରିବା ସରକାର ଙ୍କ ର ପ୍ରଥମ ଦାୟୀତ୍ବ ।
@rohitkumaracharya771
@rohitkumaracharya771 13 күн бұрын
Good job kbk area ❤❤❤
@pankajkumar-dg2xx
@pankajkumar-dg2xx 13 күн бұрын
Thick bhai
@nandabadnayak1818
@nandabadnayak1818 13 күн бұрын
ନିଜ ଜିଲ୍ଲା ପିଲା ନିଶ୍ଚିତ ପାହାନ୍ତୁ ଆଗ
@gopabandhubora8262
@gopabandhubora8262 9 күн бұрын
Thankyou,koraput
@KingAshokaRaita9861
@KingAshokaRaita9861 13 күн бұрын
Point to be notice... ଯେଉଁ ପିଲାମାନେ ବାହାର ଜିଲ୍ଲାରୁ ପାଇବେ ସେମାନେ କେତେ ବର୍ଷ ପରେ ନିଜ ଜିଲ୍ଲାକୁ ଯାଉଛନ୍ତି ସେଥିପାଇଁ ଜିଲ୍ଲା ୱାରୀ ନି୍ୟୁକ୍ତି ଦିଆଯିବ ଦରକାର... ନଚେତ ଆନ୍ଦୋଳନ ଚାଲୁ ରହିବା ଦରକାର 👍 କେତେ ବର୍ଷ ପରେ ରାଜନୀତି ନେତା ମାନଙ୍କୁ ଧରି ନିଜ ଜିଲ୍ଲା କୁ ଯାଉଛନ୍ତି ଯଦ୍ୱାରା ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡ଼ିଯିବ.... ସେଥିପାଇଁ ଆନ୍ଦୋଳନ ଚାଲୁ ରହୁ 👍
@balaramdeo9328
@balaramdeo9328 13 күн бұрын
ଠିକ କଥା ଜିଲ୍ଲା ନିଯୁକ୍ତି କରିବା କଥା
@rupecreation143
@rupecreation143 13 күн бұрын
Right 👍👍
@rajalaxminayak9331
@rajalaxminayak9331 13 күн бұрын
ଆରେ ପାଗଳ ମୂର୍ଖ ତମ ଜିଲ୍ଲାରେ ସେତିକି ପିଲା ସିନା qualify କରି ଥିଲେ exam ନିଯୁକ୍ତି ପାଇବେ , ବାକି ତମ ପିଲା କଣ ଅଲଗା dist ରେ ଚାକିରୀ କରୁ ନାହାନ୍ତି କି , ତାହେଲେ first ସେ ପିଲାଙ୍କୁ ତମ ଜିଲ୍ଲାକୁ ନେଇ ଯାଆ , ତମ ଜିଲ୍ଲାରେ କାହାର ବି ଚାକିରୀ କରିବାକୁ ଇଛା ନାହିଁ , ଯଦି ଆଉ ଟିକେ develop ଏରିଆ ହେଇ ଥାଆନ୍ତା ତାହେଲେ ତମେ ଆଉ କେତେ ଫୁଟାନି ମାରି ନ ଥାଆନ୍ତ ।
@anuradhasaha7240
@anuradhasaha7240 13 күн бұрын
O ki pandita Mane...sabu khaiba ki ashiki😅😅😅😅
@BidyadharKanhar-l8i
@BidyadharKanhar-l8i 13 күн бұрын
Right.....
@GkguruRoyal
@GkguruRoyal 13 күн бұрын
Aahuri agaku adhika heba kanhiki na Athhi government job bikri hauchhi 10 lakh, 15 lakh re
@Tikemaja
@Tikemaja 13 күн бұрын
ଭାଇ ମନଦେଇ ପାଠ ପଢ଼ ଚାକିରୀ ନିଶ୍ଚିତ ମିଳିବ..... 🙏
@padmarandhari4248
@padmarandhari4248 13 күн бұрын
Kie kn nopadhi ki job miluchi ki
@nandabadnayak1818
@nandabadnayak1818 13 күн бұрын
ଭାଷା ବିତିକି ନିଯୁକ୍ତି ମିଳୁ, ତାପରେ ଅନ୍ୟ କଥା
@DhanapatiNayak-gv3xl
@DhanapatiNayak-gv3xl 13 күн бұрын
Yes sir your correct statement sir go ahead and all members support ❤❤❤❤
@anjann2523
@anjann2523 13 күн бұрын
Kain patha parduna paiba
@motilalmohanta896
@motilalmohanta896 13 күн бұрын
Selection district wise hou...
@kaisekare6029
@kaisekare6029 13 күн бұрын
5th shedule ର ସମ୍ପୁର୍ଣ୍ଣ ଉଲଂଘନ କରାଯାଉଛି।।
@Jaysriram-us8cx
@Jaysriram-us8cx 13 күн бұрын
​@@GreenCock-k8mମଣିଷ ଗୋଟିଏ ସାମାଜିକ ପ୍ରାଣୀ ଭାବେ ପରିଚିତ।
@minatisamntaleo2018
@minatisamntaleo2018 13 күн бұрын
Very nice
@RKB_1985
@RKB_1985 13 күн бұрын
Bhala dadagiri
@tkj2346
@tkj2346 13 күн бұрын
Alaga jilla pila jauchanti boli tama pilla tike patha padhuchanti.. Nohele..2 mark 1 Mark rakhi tma pila patha padheibe vala haba ta
@bunusentertainment3992
@bunusentertainment3992 13 күн бұрын
ଥରେ ଦେଖିବାକୁ ଆସେ ବାହାର ଜିଲ୍ଲା ର ପିଲା ଙ୍କ ପାଠ ପଢା। ଆପଣ ଯଦି ଏତେ ଉଚ୍ଚ ଶିକ୍ଷିତ ତାହା ହେଲେ ତମ ଜିଲ୍ଲାରେ try Karun।।
@somerandomperson6066
@somerandomperson6066 13 күн бұрын
ମେଣ୍ଢା ଗିହା ଲୋକ, state level selection re b district level appointment maguchanti. ଗୋଟେ କାମ କର ପିଲା ମାନଙ୍କୁ କୁହା ନିଜ ଜିଲ୍ଲା ରେ ପଢ଼ିବେ, ଅନ୍ୟ ଜିଲ୍ଲାର ସ୍କୁଲ କଲେଜ ରେ ନ ପଢନ୍ତୁ। ଏତେ ଦିନ ସୁଇଥିଲେ ମାଗିହା ଗା
@NaikAsha573
@NaikAsha573 13 күн бұрын
ସ୍କୁଲ ରେ କିଛି ପଢ଼ାହେଉନି
@VeetiNaveenBabu1989
@VeetiNaveenBabu1989 13 күн бұрын
🙏Malkangiri District ku Digital District kora jau. Give malkangiri people's to leave in malkangiri only. Get out outside people's👍👌.
@Nanakebhalusena
@Nanakebhalusena 12 күн бұрын
ଜିଲ୍ଲା ଭିତ୍ତିକ ନିଯୁକ୍ତି ଆମର ଦାବି। କୋରାପୁଟ ଆମ ଜିଲ୍ଲା, ଚାକିରି କରିବେ କେବଳ ଆମରି ପିଲା। ଜୟ କୋରାପୁଟ।
@SibaramBhatra-j3m
@SibaramBhatra-j3m 13 күн бұрын
Bhala heichi
@manamb9222
@manamb9222 13 күн бұрын
Kbk pila k debar katha eka
@Shark-o6v
@Shark-o6v 13 күн бұрын
Kbk district re residents banai nio dekho kemiti joining debeni.
@harekrushnapradhan3453
@harekrushnapradhan3453 11 күн бұрын
Thanks, class c and d local candidate neccary
@Hemrajsahu
@Hemrajsahu 2 күн бұрын
District wise selection kara jau
@DillipMajhi-uw5qt
@DillipMajhi-uw5qt 13 күн бұрын
Govt. ଏହାକୁ change କରୁ
@ganeswarrana1758
@ganeswarrana1758 13 күн бұрын
ନୀଚ୍ଚ ମାନସିକତା
@SiddhantaKumarSahoo-h4k
@SiddhantaKumarSahoo-h4k 11 күн бұрын
Class 1 to ground level govt employees samastanku kadhi dia district ru au tame tama katha dekha
@debarchansabarmatwo7888
@debarchansabarmatwo7888 13 күн бұрын
Bhal Kari chanti...
@shibapadal578
@shibapadal578 13 күн бұрын
Good 👍 steps
@babutvkoraputia858
@babutvkoraputia858 10 күн бұрын
I m going naksha.
@rabindrasahu4599
@rabindrasahu4599 13 күн бұрын
Kaha kaha ku october 4 re khandagiri high school re agreement pai call jaichhi...
@dipindranaik9291
@dipindranaik9291 12 күн бұрын
Zilla niyukti good
@khagagoud3640
@khagagoud3640 13 күн бұрын
Nija dist re nije chaki ri karibparuna au. Ama kbk dist re asuchnti
@BhajanSikaka-zj2yl
@BhajanSikaka-zj2yl 4 күн бұрын
👌
@savageRani
@savageRani 13 күн бұрын
Sala 11,100 salary re khatibe pila seguda dekha jauni emanku bas district recruitment khajuchnti...😂😂
@rs___ranjit7214
@rs___ranjit7214 13 күн бұрын
Right
@sodabhagh4689
@sodabhagh4689 13 күн бұрын
Qualification wise dio constitution rule wise
А что бы ты сделал? @LimbLossBoss
00:17
История одного вокалиста
Рет қаралды 8 МЛН
How To Get Married:   #short
00:22
Jin and Hattie
Рет қаралды 32 МЛН
12Noon Headlines ||| 14th October 2024 ||| Kanak News |||
1:56
Kanak News
Рет қаралды 4,4 М.
А что бы ты сделал? @LimbLossBoss
00:17
История одного вокалиста
Рет қаралды 8 МЛН