ପୁଅ ବାହା ହେଲା ପରେ ବାପା ମା କୁ ଭୁଲିଯାଏ ?Prabachana- ଓଡ଼ିଆ ପ୍ରବଚନ Kalpana Tripathy |Sidharth TV| EP-21

  Рет қаралды 1,872,922

Sidharrth TV

Sidharrth TV

Күн бұрын

Пікірлер
@dipunsahoo4128
@dipunsahoo4128 3 жыл бұрын
ବାପା ମା ହିଁ ସବୁ ଠାରୁ ବଡ ଠାକୁର 🙏
@chandanamajhi3312
@chandanamajhi3312 2 жыл бұрын
Right mam 100% right 🙏🏻🙏🏻🙏🏻
@itishreebehera5470
@itishreebehera5470 3 жыл бұрын
ଆପଣ ବହୁତ ସୁନ୍ଦର ପ୍ରବଚନ ଦେଉଛନ୍ତି। ଭଲ ଲାଗୁଛି, କିନ୍ତୁ ଆପଣ ଖାଲି ଭଲ ବାପା ମା ଶାଶୁ ର କଥା କହୁଛନ୍ତି, ଆଉ ଯେଉଁ ବାପ ମା ନିଜ ସ୍ବାର୍ଥ ପାଇଁ ପୁଅ ବୋହୁ ର ଜୀବନ କୁ ନଷ୍ଟ କରୁଛନ୍ତି ପୁଅ ବୋହୁ ମଧ୍ୟରେ କଳହ ସୃଷ୍ଟି କରି ସେମାନଙ୍କୁ ଅଲଗା କରିବାକୁ ଚେଷ୍ଟା କରନ୍ତି ସେମାନଙ୍କ ସଂପର୍କ ରେ କିଛି କହିବେ କି
@omkarnayak6127
@omkarnayak6127 Жыл бұрын
Thik kahila
@puspalatasahoo782
@puspalatasahoo782 Жыл бұрын
Your moral stories are very important in our life Many many thanks🙏🙏
@satyabhamasahoo6098
@satyabhamasahoo6098 Жыл бұрын
yes emiti ama charipakhare bahut achhanti.
@santilatapanda3661
@santilatapanda3661 Жыл бұрын
Mo isa
@PrakashPrakash-mn3gt
@PrakashPrakash-mn3gt Жыл бұрын
ପୁଅ ଝିଅ କୁପୁତ୍ର ହେଇପାରନ୍ତି କିନ୍ତୁ ବାପା ମା କୁମାତା ହେଇପାରନ୍ତି ନି.. ଯୋଉ କଥା କହୁଛ ସେଇଟା ସାବତ ବାପା କି ମା କରନ୍ତି ଜଣେ ଜଣେ 🙏
@tribalnaturefood
@tribalnaturefood 2 жыл бұрын
Wow....ଏହି ହୃୟସ୍ପର୍ଶୀ କାହାଣୀ ଶୁଣି... ଆଖିରୁ ପାଣି ଝର ଝର ହେଇ ଝରିଯାଉଚି... ସତରେ ପିତା ମାତା ହିଁ ପ୍ରକୃତ ଦେବତା... ଯିଏ ନିସ୍ୱର୍ଥ ଭାବରେ ସବୁକିଛି ଦେଇଚାଲନ୍ତି...🙏🙏🙏🙏
@pratapsahoo3281
@pratapsahoo3281 2 жыл бұрын
ହୃଦୟ ସ୍ପର୍ଶି କାହାଣୀ
@subhabratamishra4465
@subhabratamishra4465 2 жыл бұрын
Bahut Bahut Bahut 👌 . Tenu Prabachika nku Mor 🙏🙏🙏🙏
@smrutishreejena4493
@smrutishreejena4493 3 жыл бұрын
So nice 🙏🙏 jay Jagannath swami 🙏🙏
@pinujena8482
@pinujena8482 2 ай бұрын
ଆମର ପ୍ରଥମ ଭଗବାନ ବାପା ମା 🙏🙏🙏🙏 ବାପା ମା ଆଖିରେ କେବେ ଦୁଃଖ କଷ୍ଟ ଦିଅନି ଜୀବନ ରେ ଭଲରେ ରହିପାରିବ ନାହିଁ 👍
@surendraharijan5009
@surendraharijan5009 3 жыл бұрын
Bapa maa ku koti koti🙏🙏🙏👩‍👩‍👧‍👧
@saktichannel3865
@saktichannel3865 3 жыл бұрын
Bahut vala kahani ,agami emti bapa maa nka upre adharita kahani jari rakhantu....🙏🙏
@sandhyamobile6391
@sandhyamobile6391 3 жыл бұрын
To story
@ranjansundaray649
@ranjansundaray649 3 жыл бұрын
ପ୍ରଥମ ଥର ଦେଖିଛି।ଏତେ ଭଲ ଲାଗିଲା ଯାହାକି ଭାଷାରେ ବର୍ଣ୍ଣନା କରି ପାରୁନି।ସତରେ ଏ କାହାଣୀ ଟିରେ ବହୁତ୍ ଶିକ୍ଷା ମିଳେ।କିନ୍ତୁ ଆଖିରେ ଲୁହ ବୋଲ ନ ମାନି ବାହାରକୁ ଚାଲି ଆସୁଛି ।ଜୟ ଜଗନ୍ନାଥ
@basantbisoi916
@basantbisoi916 Жыл бұрын
Danay bada
@pinujena8482
@pinujena8482 2 ай бұрын
ବାପା ମା ହିଁ ଆମର ବଡ଼ ଭଗବାନ 🙏🙏🙏
@jyotirmayeenanda6165
@jyotirmayeenanda6165 2 жыл бұрын
ବହୁତ ସୁନ୍ଦର। ହୃଦୟସ୍ପର୍ଶୀ କାହାଣୀ ଟିଏ। ପ୍ରକୃତରେ ବାପା ଓ ମା ହିଁ ସାକ୍ଷାତରେ ଭଗବାନ୍।👌👌🙏🙏
@OfficialSidharthTV
@OfficialSidharthTV 2 жыл бұрын
ଧନ୍ୟବାଦ , ଆପଣ ମାନଙ୍କ ଏହି ଭଲ ପାଇବା ଆମକୁ ଆହୁରି ଭଲ କରିବା ପାଇଁ ପ୍ରେରଣା ଯୋଗାଇବ
@bijysamal1496
@bijysamal1496 2 жыл бұрын
A
@Aster-mv3ww
@Aster-mv3ww 3 жыл бұрын
ଜୟ ଜଗନ୍ନାଥ 🙏🌺🍒। ବିବାହ ପରେ ପୁଅ ମା' ବାପାଙ୍କୁ ଭୁଲିଯାଏ ନାହିଁ। ଏହା ସମ୍ପୁର୍ଣ୍ଣ ମିଛ କଥା। ମା'ଙ୍କୁ କେହି କେବେ ବି ଭୁଲେ ନାହିଁ କି ଭୁଲି ପାରିବ ବି ନାହିଁ। ଝୁଣ୍ଟି ପଢିଲେ ପରା ମା'କୁ ସମସ୍ତେ ମନେ ପକାଇବା ସହିତ ମା'ର ପଣତକାନିକୁ ମଧ୍ୟ ମନେପକାନ୍ତି। ହୁଏତ ଆଗାମୀ ପିଢ଼ି ଭୁଲିଯାଇ ପାରନ୍ତି କାରଣ ବର୍ତ୍ତମାନ ଆଧୁନିକ ଦୁନିଆରେ ଜିନସ୍ ବାଲୀ ମା ମାନଙ୍କର ପଣତ କାନି କୁଆଡୁ ଆସିବ.......।
@anitamahanta5685
@anitamahanta5685 3 жыл бұрын
Ha ha
@riteshkmotivation.chanel7757
@riteshkmotivation.chanel7757 2 жыл бұрын
କଣ ନ କହିଲ m
@mkchhotray
@mkchhotray 3 жыл бұрын
ସ୍ତ୍ରୀ ଯଦି ଖରାପ ହଉଚି ପର ମୁହୂର୍ତ୍ତରେ ସେ ମା ହେଲା ପରେ ତାର ପୁଅ ପାଇଁ କେମିତି ଭଗବାନ ହେଇ ଯାଉଛି . ତେଣୁ ଏତେ ପ୍ରବଚନ ଦେବା ବନ୍ଦ କର , ମୋତେ ଟିକେ ବୁଝା ଭଲ କିଏ ଖରାପ କିଏ , ବସିକି ପ୍ରବଚନ ଦେବା ଭାରି ସହଜ କିନ୍ତୁ ସିଚୁଏସନ କୁ ଯିଏ ଫେସ କରିଛି ସେହିଁ ଜାଣିଚି , ଏତେ ପ୍ରବଚନ ଦେବା ଦରକାର ନାଇଁ , ମୋର ଏତେ ସମୟ ଦେଖିକି ଟାଇମ ୱେଷ୍ଟ .
@hrithvikrudra06
@hrithvikrudra06 3 жыл бұрын
Correct
@sureshkumarroutray1107
@sureshkumarroutray1107 3 жыл бұрын
@@hrithvikrudra06 Hi
@sonammohanty8564
@sonammohanty8564 Жыл бұрын
Really heart touching Didi..😢they are our living God..
@kahnasahoo872
@kahnasahoo872 3 жыл бұрын
Jay jagannath 🙏🙏🙏🙏 Jay siddarth 🇮🇳🇮🇳🇮🇳🇮🇳🇮🇳🙏❤️🙏
@godabarimangaraj5027
@godabarimangaraj5027 3 жыл бұрын
🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏
@satyanarayanmishra3342
@satyanarayanmishra3342 2 жыл бұрын
🙏🙏
@jogendramoharana7590
@jogendramoharana7590 2 жыл бұрын
କାରଣ ବାପ ମା ବାହା ହେବା ପରେ,ଜେଜେ ଓ ଜେଜେମା ଙ୍କୁ ଭୁଲି ଯାଇ ଥିଲେ ।ସେମାନେ ବାହା ହେବାପରେ ତାଙ୍କ ବାପ ମା କୁ ଭୁଲି ଯାଇ ଥିଲେ।
@ommvlogsvideo2307
@ommvlogsvideo2307 2 жыл бұрын
kzbin.info/www/bejne/qIeVppyGpbSMa7s
@shradha5809
@shradha5809 2 жыл бұрын
Jahara pua nahi only jhia semane kn karibe?
@sitakantanaik1747
@sitakantanaik1747 3 жыл бұрын
Heart touching content mam♥️♥️ Bhagban korontu Bapa Maa sebare jemiti hela no koru😭😭
@debasissahoo6665
@debasissahoo6665 Жыл бұрын
ଆପଣଙ୍କ ପ୍ରବଚନ ଭଲ ଲାଗୁଛି
@urmilasahoo5807
@urmilasahoo5807 3 жыл бұрын
U r great Maa🙏🙏🙏Nice VDO
@deepakmaharana6811
@deepakmaharana6811 3 жыл бұрын
Satre madam,akhiru luha asila hari,very very heart touching✨✨🙏
@ମାଁମାହେଶ୍ୱରୀ
@ମାଁମାହେଶ୍ୱରୀ 3 жыл бұрын
ଅତି ସୁନ୍ଦର ଭାବରେ କରୀଚ ଧନ୍ୟବାଦ ମାଁ
@ashissahoo1161
@ashissahoo1161 3 жыл бұрын
ବହୁତ ସୁନ୍ଦର ଆଉ ଭଲ ଲାଗିଲା
@pragyanajit7399
@pragyanajit7399 3 жыл бұрын
ସ୍ୱମୀ ଦେବତା ନୁହେଁ ଜୀବନ ସାଥୀ
@sarojsamal327
@sarojsamal327 2 жыл бұрын
Congratulations sir mom derghauvaba happy maa eka emiti Ka sabda jahar Akar Nahin maa pranam beta bahut bahut Khushi yes right joy sanidev happy
@prasantacreations
@prasantacreations 3 жыл бұрын
ବାବା ଓ ମା ଭଳି କେହି ହେବେନାହିଁ। 🙏🙏 ।
@prasadisatapathy7164
@prasadisatapathy7164 2 жыл бұрын
ଜନନୀ ଜନ୍ମଭୂମିଶ୍ଚ ସ୍ପର୍ଗାତ୍ ଅପିଗରୀୟସୀ,
@mahanisahoomahanisahoo7711
@mahanisahoomahanisahoo7711 3 жыл бұрын
ବହୁତ ସୁନ୍ଦର
@milangamer914
@milangamer914 Жыл бұрын
Father and mother is the first'God..
@chilamajhi1981
@chilamajhi1981 3 жыл бұрын
ବହୁତ୍ ସୁନ୍ଦର୍ ଲାଗିଲା,,, କିନ୍ତୁ ଆଜି କାଲି ଏ ଦୁନିଆଁ ରେ ଏମିତି ବାପା ମା ବହୁତ କମ୍ ଦେଖି ବାକୁ ମିଳିବେ ,,,,, ( ଲଭ ୟୁ ବାପା ମା )
@adityaswain9134
@adityaswain9134 3 жыл бұрын
Ahipari hita nani. Sunaethibaru. Aneka. Aneka. Dhanyabad agaku. Agaku
@kbeherakbehera6584
@kbeherakbehera6584 3 жыл бұрын
କଳ୍ପନା ମା ତୁମେ ସବୁବେଳେ ଅହିଭଲି ଜ୍ଞାନ ଦେଉଥାଓ
@nityanandasahoo470
@nityanandasahoo470 3 жыл бұрын
Maa apanku satya bachana paini bahut dhanyavad
@epilijitendra5445
@epilijitendra5445 3 жыл бұрын
ସବୁବେଳେ ପୁଅମାନଂକୁ ସମାଲୋଚନା କରାଯାଉଛି... କିନ୍ତୁ ସବୁପୁଅମାନେ ସେମିତି ନୁହନ୍ତି... ବାପା ମା ଙ୍କ କର୍ତଵ୍ୟ ବିଷୟରେ କୁହନ୍ତୁ...
@rajendrabehera7860
@rajendrabehera7860 3 жыл бұрын
Sabu bapa maa saman nuhanty
@madhusudanmajhi8037
@madhusudanmajhi8037 3 жыл бұрын
You are right, parents manankara b bhul thae
@chandinisahoo8753
@chandinisahoo8753 3 жыл бұрын
Exactly
@pinuswain6569
@pinuswain6569 3 жыл бұрын
Right
@sunitabeshra7837
@sunitabeshra7837 3 жыл бұрын
Jaha 90% seitahi dhorajae
@lijajena903
@lijajena903 3 жыл бұрын
Jiban re first guru Bapamaa ,bhulantu nahi
@suchismtitamallick2849
@suchismtitamallick2849 3 жыл бұрын
Kyama karibe gote apriya satakatha Kahibi Athi apana ka prabachana starting ru gote bohuku Ninda karibara barta rahuchi auu Sasu sasura nka sapakyare Hele Amt jadi hauchu Aji jaA amt badhu hatya,joutuka nirjatana pain Manasika saririka nirjatana, Kebe peper auu news ra headlinere asantani.. Prakuta Katha helaa Athi sabu Tanka ra kamal.. Sabu Sasu Saman nuhanti ki Sabu bohu Samana nuhanti.. Ame Jaha tiari karanti jaha Amara prapya Amaku seta mile Seta Sasu ra Hou ki bohura.. Jou jhia dine bohu thaa Sebi Sasu hua prathame gote Nari Nari ra satru.. Athi Se prati muhurtare sangharsa Kare.. Kintu au Jane Nari ra kastare bhitaru Santi paa..jou Nari maa rupi sasu sajuchi Se jhiaparika bohu pauni ..jou Nari jhia rupi bohu sajuchi se Swarthabadi Kimba Tanka lovi Sasu pauchi.. Kichhi Janaka pain samasta Nari jati badnam se Sasu rupare Hou ki bohura rupare
@tapankumarkara4924
@tapankumarkara4924 3 жыл бұрын
00000000000000000000000000000,000000000000000000000000000000000000000000000000000000000000000000000000000000000000000000000000000,l000000000000000000000000000000,000000000000000000000000000000000000000000000000000000000000000000000000000000000000l000000000000lm00
@sairendriswain8328
@sairendriswain8328 3 жыл бұрын
Very true
@rinkymuduli714
@rinkymuduli714 3 жыл бұрын
Really katha kahuchanti apana
@madhusing1545
@madhusing1545 3 жыл бұрын
Be positive negativ kahi bhabuchanti madam bhala katha grahana karantu. Ebang apriya satakatha hela apana bodhe emiti karuthibe ta apanku badhigala
@ankeetpriyadarshi1570
@ankeetpriyadarshi1570 3 жыл бұрын
@@madhusing1545 Bhala Katha Kahicha Bhaina
@krupasindhushankhua8264
@krupasindhushankhua8264 2 жыл бұрын
ଅତି ସୁନ୍ଦର ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@bharatibhoi5730
@bharatibhoi5730 2 жыл бұрын
ଜୀବନରେ ସବୁ ଋଣ ଶୁଝିପାରିବା କିନ୍ତୁ ବାପା ମା ଙ୍କର ଋଣ ସାତ ଜନ୍ମ ରେ ବି ସୁଝି ପରିବା ନାହିଁ 🙏🏿
@subashsahu8990
@subashsahu8990 2 жыл бұрын
¹
@parsuramjena7951suvam.cheneal
@parsuramjena7951suvam.cheneal 2 жыл бұрын
Bahuta sunder 🙏🙏🙏🙏🙏🙏
@mr.happycomedy4561
@mr.happycomedy4561 3 жыл бұрын
Sidharth is best tv channel
@ommvlogsvideo2307
@ommvlogsvideo2307 2 жыл бұрын
Khub sundar 👌
@pratimapattanaik407
@pratimapattanaik407 3 жыл бұрын
ଆଶା ହିଁ ଦୂଃଖ ର କାରଣ। ନିଜର କର୍ତ୍ତବ୍ୟ କରି ଚାଲ, ଫଳ ଉପରେ ଆଶା ରଖନି। ସବୁବେଳେ ପିଲା ମାନଙ୍କୁ ନିନ୍ଦା କରିବା ଠିକ୍ ନୁହେଁ। ମା, ବାପାଙ୍କ ଦୂଃଖ ରେ ପିଲାମାନେ ଦୂ଼ଃଖି ହୁଅନ୍ତି।
@prakashkumardas6996
@prakashkumardas6996 2 жыл бұрын
ସବୁ ବାପା ମା ଭଲ, ବେଳେ ବେଳେ ମୋହ ପାଇଁ ବାପା ମା ବି ନିଷ୍ଟୁର ହେଇ ଯାଇନ୍ତି (ଉଦାହରଣ ଧୃତରାଷ୍ଟ୍ର ପୁତ୍ର ମୋହ ପାଈଁ ମହାଭାରତ)
@li2pradhan118
@li2pradhan118 3 жыл бұрын
Chalanti Thakura Bapa Maa❤❤
@munmun8511
@munmun8511 3 жыл бұрын
Bahut sundar 👏👏👏🙏🙏🙏
@focusonstudy1864
@focusonstudy1864 3 жыл бұрын
ବାପ ଥିଲେ ପୁଅ ସଭାରେ ହାରେନା, ମାଆ ଥିଲେ ପୁଅ ଦୁନିଆ ଡରେନା। କିନ୍ତୁ ମୋ ବାପା କରଜ କରୁଛି, ମୁଁ ମୂଲ ଲାଗି ବାପା କରଜ ସୁଝୁଛି। ମାତ୍ର ଏହା ପରେ ବି ମୋ ବାପା ମୋତେ କହୁଛନ୍ତି କୁତୁରୁପିଆ।
@sahoochandragolak9848
@sahoochandragolak9848 3 жыл бұрын
😁😁😁
@mahendrabhoi9102
@mahendrabhoi9102 3 жыл бұрын
Thik kahichha bhai hele baapa maa bi bujhiba katha
@jyotiranjansahoo298
@jyotiranjansahoo298 3 жыл бұрын
Bapa jadi karaja kale kaha pain see chhuank pain tenu tanku jamaru bhul bujhibeni .. Jay Jagannath
@soumyadhal534
@soumyadhal534 3 жыл бұрын
Ea bhai tum bapa drink karnti ki
@kalpatarunayak9638
@kalpatarunayak9638 3 жыл бұрын
Bhai tuma kathare mu ak mat
@umakantabehera1824
@umakantabehera1824 3 жыл бұрын
ମା ଆପଣ କଣ ଆପଣଙ୍କ ଶାଶୁ ସସୁରଙ୍କ୍ ସେବା କରିଛନ୍ତି ?
@lokanathnayak9769
@lokanathnayak9769 3 жыл бұрын
ହୃଦୟ କୁ ଛୁଇଁଲା ଭଳି କଥା....👏🏻
@kishoreprusty7505
@kishoreprusty7505 2 жыл бұрын
Kishore Prusty
@dibasinidas8656
@dibasinidas8656 3 жыл бұрын
Satare maa tumera e Katha bahut bhala Kintu ebe kichhi pua acchanty j ki bapa maa nka hatya karibaku pacchaunathanty
@ashokc9612
@ashokc9612 3 жыл бұрын
Good story mam thank you so much...🙏🙏🙏
@prashantakumardash7242
@prashantakumardash7242 2 жыл бұрын
ହ୍ରୁଦୟ ସ୍ପର୍ଶୀ କାହାଣୀ ପ୍ରବଚନ ।
@mr_raghu980
@mr_raghu980 3 жыл бұрын
ଅତି ସୁନ୍ଦର ନିଚ୍ଛକ ସତ୍ୟ କଥା ବାପା ମା ପରି କେହି ହୋଇ ପାରିବେ ନାହିଁ
@gmajhibabu8283
@gmajhibabu8283 3 жыл бұрын
Bahut Sundar vavare bujhae kahile 🙏🙏🙏🙏🙏
@narendrapradhan1136
@narendrapradhan1136 3 жыл бұрын
ଜୀବନରେ ଭୁଲିଜ ସଭିଙ୍କୁ ଭୁଲ୍ ନାହିଁ ମା ବାପା ଙ୍କୁ
@pabansahu930
@pabansahu930 3 жыл бұрын
ଜୀବନରେ ସବୁ ଭୁଲିଜ ହେଲେ ବାପା ମା କୁଭ ଭୁଳନାହି🙏🙏🙏🙏🙏🙏🙏🙏🙏🙏🙏
@abinashdora8736
@abinashdora8736 3 жыл бұрын
@@pabansahu930 h
@sontoskumarnaik1621
@sontoskumarnaik1621 3 жыл бұрын
Cfnip@@pabansahu930
@diptiranjannayak5654
@diptiranjannayak5654 3 жыл бұрын
Dany bada maa ea kaha ni ama ku kahi ti ba Ru sabu to best 🙏🙏🙏
@rabindrakumarmohanty9415
@rabindrakumarmohanty9415 3 жыл бұрын
ସବୁ ପୁଅ ସମାନ ନୁହନ୍ତି ଶ୍ରବଣ କୁମାର ପରି ମଧ୍ୟ ପୁଅ ଅଛନ୍ତି। ମା ସର୍ବଂସହା ପୃଥିବୀ ବାପା ଆକାଶ ଠାରୁ ଆହୁରି ଉଚ। ସେମାନଙ୍କ ପାଇଁ ଆମେ ପୃଥିବୀ ର ଆଲୋକ ଦେଖିଲେ। ଯିଏ ଟିକି ଟିକି ପାଦରେ ହାତଧରି ଚଲାଇ ବା ଶିଖାଇଲା। ନିଜେ ନ ଖାଇ ତୁମକୁ ଖୁଆଇ ଲେ। ଦେହ ଖରାପ ହେଲେ ରାତି ରାତି ଅନିଦ୍ରା ହୋଇ ତୁମର ଆରୋଗ୍ୟ ପାଇଁ କେତେ ଦିଅ ଦେବତା କୁଂ ଡାକୁଥିଲେ ସିଏ ହେଲେ ବାପା ମା।
@khirodamohanty4180
@khirodamohanty4180 3 жыл бұрын
O
@ramakantanayak6563
@ramakantanayak6563 2 жыл бұрын
Sabu bapa akasa hoi parantini ki sabu maa pruthibi hoi parantini.jou maa swami chhuanku chhadi para purusa sangare palauchi taku pruthibi kahiba jou bapa nija khusi pain chhuanku dekhena taku akasa kahibe kuhantu.
@rashmisubudhi3310
@rashmisubudhi3310 2 жыл бұрын
Jay jaganath 🙏🏻🙏🏻🙏🏻🙏🏻🙏🏻🙏🏻🌺💐🌺🌺🌺💐💐🌿
@mrbikash..8473
@mrbikash..8473 2 жыл бұрын
I love my parents ❤️
@sabitaraut2994
@sabitaraut2994 2 жыл бұрын
Very intersting prabscham
@bimalbehera3670
@bimalbehera3670 2 жыл бұрын
Beautiful 😭🙏
@lalmohanswain4316
@lalmohanswain4316 2 жыл бұрын
Pravachan bahuta vala
@deviprasad4584
@deviprasad4584 3 жыл бұрын
ସବୁ ପୁଅ ସେ ଭଳି ନୁହଁନ୍ତି ଆପଣ ସବୁ ପୁଅ ପିଲା ମାନଙ୍କୁ କାହିଁକି ଆକ୍ଷେପ କରି କହୁଛନ୍ତି ମାମ
@sakuntalabhokta1444
@sakuntalabhokta1444 Жыл бұрын
BapaMaakukotikoti,🙏🙏🙏🙏❤❤💐💐👪
@poojaranibiswajita9275
@poojaranibiswajita9275 3 жыл бұрын
Wowwww nice story for changing life😇
@mukulprakash4920
@mukulprakash4920 2 жыл бұрын
This lack of humanity of the son
@sushilchakisushil557
@sushilchakisushil557 2 жыл бұрын
Thank you for your kind information
@NM-mq6xw
@NM-mq6xw 3 жыл бұрын
Sasu sasura bohu ku jhia bhabantu first Semane experienced, choto bhul ku bada na Kari khyama Kari paribe, Jemiti Nija bhul ku na dharanti Semiti bohu ku sneha diantu.
@janmejaymohanty1245
@janmejaymohanty1245 3 жыл бұрын
Mo experience ru ମୁଁ କିଛି କହୁଚି Jadi ଶାଶୁ sasura ମାନେ ତାଙ୍କ ବୋହୁ କୁ ଝିଅ ବୋଲି ଭାବୁଛନ୍ତି ସେ ବୋହୂ କଣ କରୁଛନ୍ତି ଜାଣିଛନ୍ତି First ସେ ବୋହୂ ସମସ୍ତଙ୍କୁ careless କଲା 2nd 24hour ph busy 3rd ସବୁବେଳେ ବାପା ଘରକୁ ଯିବି ଆଉ ଯାଉଛନ୍ତି ମଧ୍ୟ Jadi ବୋହୂ କୁ ସ୍ନେହ ଦିଆଗଲା ତାମାନେ ଗୋଟେ ବୋହୂ ଏମିତି କାମ କରିବାଟା ଠିକ୍????
@jyotshnaranibiswal2079
@jyotshnaranibiswal2079 3 жыл бұрын
Thik katha
@subhashreepatra8104
@subhashreepatra8104 Жыл бұрын
Satare hrudayasparsi 😞😞😞maa bapa mahan kalpana maa b kandipakeile 🥺🥺so pain full
@bipinbiharinag4841
@bipinbiharinag4841 3 жыл бұрын
Akhiru luha jharigala ....namaste maa🙏🙏🙏🙏
@pabitrapanigrahi7446
@pabitrapanigrahi7446 3 жыл бұрын
🙏🙏🙏 bahuta badhia ehi samaj samasta Manisa mananka pai sikhania katha 🙏🙏🙏
@elizaranipandey1073
@elizaranipandey1073 3 жыл бұрын
ହୃଦୟସ୍ପର୍ଶୀ ଓ ଶିକ୍ଷଣୀୟ
@nityaclasses4951
@nityaclasses4951 3 жыл бұрын
ହୃଦୟ ସ୍ପର୍ଶି ଶିକ୍ଷ ଣୀୟ!
@saumyaranjanbhanja1824
@saumyaranjanbhanja1824 3 жыл бұрын
Parents are alwaya god
@sarojsamal327
@sarojsamal327 2 жыл бұрын
Happy mother's Day sabu sehi mahapravu darubramha Kalia Saanta nka asribad pranam maa pranam beta pranam very sweat bani great day all many Hart thanks
@ayeshadigitalvlogs6577
@ayeshadigitalvlogs6577 3 жыл бұрын
ହୁର୍ଦୟ ବିତରକ କାହାଣୀ ମାମ
@harapriyabehera2527
@harapriyabehera2527 3 жыл бұрын
Bahut bhala katha 👍👍
@mitalijena6840
@mitalijena6840 3 жыл бұрын
Hearttouchinh story..
@pravjyot-c13
@pravjyot-c13 2 жыл бұрын
Jai jagannath 🙏🙏🙏❤️💓💖
@suchitramama7623
@suchitramama7623 3 жыл бұрын
Heart touching story😭😭😭
@RIT-KID
@RIT-KID 3 жыл бұрын
Excellent man 🙏🙏🙏🙏 Wise hi ho jagat me .sub ko Apni galti ehsas ho Jai jagannath 🙏
@khushi85502
@khushi85502 3 жыл бұрын
Congratulations 🎉🎉 6M
@dusmantakumardhal8346
@dusmantakumardhal8346 3 жыл бұрын
Sundar katha didi
@tapasdas1602
@tapasdas1602 3 жыл бұрын
Heart touching 😭😭
@urselamajhi521
@urselamajhi521 Жыл бұрын
😭😭😭😭😭🙏🙏🙏🙏Akhiru luha bohigala 😭😭😭😭😭😭😭🙏kichi kahe paribe nahe ata dukha katha ha probhu.
@shreedharkumar6315
@shreedharkumar6315 3 жыл бұрын
Heart touching
@basantakumardas3818
@basantakumardas3818 2 жыл бұрын
Really this topic is very heart touch advice mam very good 💞☺️
@asmitasahoosahoo7684
@asmitasahoosahoo7684 3 жыл бұрын
Mama and Papa ♥️
@minakshidei7522
@minakshidei7522 3 жыл бұрын
ବାବା ଓ ମାଆ ପରି ଆଉ କେହି ନୁହନ୍ତି
@kamallochanparida2862
@kamallochanparida2862 2 жыл бұрын
Bahut badhia madam..mo mana kini neigale apana
@gayatripadhihary9015
@gayatripadhihary9015 3 жыл бұрын
Apananka story re Bapa MAA bahut bhala.. Kintu sabu Bapa MAA semiti nuhanti, semananku kebala tanka darkar pua thu ... Sethipain Bapa MAA pua thu ta stree ku alaga kari dianti.. Madam apana kou unreal dunia re achhanti..
@ashishmahapatra5478
@ashishmahapatra5478 3 жыл бұрын
Aji bhi bhala bapa maa achanti, aji bhi bhala puo bohu achanti. Compare uchit nuhe
@Mp40God
@Mp40God 2 жыл бұрын
ସବୁ ପୁଅ ସମାନ ନୁହଁ ନ୍ତି
@prasantahota6659
@prasantahota6659 3 жыл бұрын
କେହି କାହାକୁ ଭୁଲନ୍ତି ନାହିଁ।କେଵଳ ଅତ୍ୟଧିକ ପାଇବାର ଇଚ୍ଛା ହିଁ କଷ୍ଟ ଦିଏ
@chandipadarbindarout2561
@chandipadarbindarout2561 3 жыл бұрын
definitely
@sangramkeshari590
@sangramkeshari590 3 жыл бұрын
ଏହା ହେଉଛି ଅପ୍ରିୟ ସତକଥା
@manojsahu6511
@manojsahu6511 3 жыл бұрын
@@sangramkeshari590 q୧୧୧୧୧୧୧୧୧୧୧୧୧~୧~୧୧୧୧Q୧୧~~୧୧୧୧୧୧QQ୧୧୧Qqqqqqqqqqqqq~qqqqqQq୧୧୧୧୧Q୧୧୧୧ ଼ ୧୧,ୱା#ଆ
@mitudpradhan5961
@mitudpradhan5961 3 жыл бұрын
@@chandipadarbindarout2561 Run
@sabitanath4100
@sabitanath4100 3 жыл бұрын
Ye bilkul sat katha
@rotha703
@rotha703 3 жыл бұрын
🙏🙏🙏🙏poioo
@rotha703
@rotha703 3 жыл бұрын
Ooibbnjj
@rotha703
@rotha703 3 жыл бұрын
Man
@ivaankisku6401
@ivaankisku6401 3 жыл бұрын
Heart touching story mam
@bindastitupk1475
@bindastitupk1475 3 жыл бұрын
Sata katha didi bapa maa bhaga bana 🙏🙏🙏
@satyabehera9951
@satyabehera9951 3 жыл бұрын
Maa your explanation is very very nice
@haimabatimohanta2096
@haimabatimohanta2096 2 жыл бұрын
Bahut Sundar katha
@aratimeher6652
@aratimeher6652 3 жыл бұрын
Really heart touching mam❤️ very nice video
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 16 МЛН
“Don’t stop the chances.”
00:44
ISSEI / いっせい
Рет қаралды 61 МЛН
Что-что Мурсдей говорит? 💭 #симбочка #симба #мурсдей
00:19
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 16 МЛН