No video

ପୁଅ କଲେ ଭୁଲ ହେଲେ ରାଜ୍ୟପାଳରୁ ଇସ୍ତଫା ଦେବେ ରଘୁବର ଦାସ...

  Рет қаралды 106,034

lev live Odia

lev live Odia

Ай бұрын

LEV LIVE ODIA | ODISHA NEWS | POLITICS NEWS
ଇସ୍ତଫା ଦେବେ ରାଜ୍ୟପାଳ...#Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
Hiii…This Is a Levlive Odia KZbin Channel…Levlive Odia a Complete ENTERTAINMENT House.
-------------------------------------
ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
►►►►► ► Copyright Disclaimer ◄◄◄◄◄◄
The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
--------------------------------------
Thanks For Watching...
Don't forget to Like, Comment, Share & Subscribe…
--------------------------------------
#levliveodianewsspecial
#LevLiveOdia

Пікірлер: 296
@pramodkumarvlogs4429
@pramodkumarvlogs4429 Ай бұрын
ପ୍ରଥମ କଥା ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରି ଜେଲ୍ ପଠାନ୍ତୁ.ଦ୍ବିତୀୟ କଥା ରାଜ୍ୟପାଳଙ୍କୁ ଅନ୍ଯତ୍ର ରାଜ୍ୟକୁ ବଦଳି କରାଯାଉ. ଓଡିଶାରେ ରହି ଓଡିଆ ଖାଦ୍ୟ ଖାଇ ଓଡିଆ ଲୋକଙ୍କୁ ମାଡ ମାରିବ ଏ କଥାକୁ କେବେ ହେଲେ ଓଡିଶାବାସୀ ସହି ପାରିବେନି. ଜୟ ଜଗନ୍ନାଥ
@PrahalladNayak-wn7sm
@PrahalladNayak-wn7sm Ай бұрын
ନିଜ ଅଯୋଗ୍ୟ ପୁତ୍ର ପାଇଁ ଇସ୍ତଫା ଦେବା ମହାନତାର ପରିଚୟ.
@user-wv6yb9sw1r
@user-wv6yb9sw1r Ай бұрын
ଏ ମିତି ଗୁଣ ପାଇଁ ବିହାରୀ ମାନେ ସବୁ ରାଜ୍ୟ ରେ ମାଡ଼ ଖାଉଛନ୍ତି ଆଉ ସବୁ ରାଜ୍ୟ ରୁ ତୋଡ଼ା ଖାଉଛନ୍ତି
@joykrishnamishra1785
@joykrishnamishra1785 Ай бұрын
ଶୀଘ୍ର ଇସ୍ତଫା ଦିଅନ୍ତୁ
@hadibandhunaik3464
@hadibandhunaik3464 Ай бұрын
ଠିକ କଥା ଇସ୍ତଫା ଦିଅନ୍ତୁ
@LovelyGiraffes-jp2xd
@LovelyGiraffes-jp2xd Ай бұрын
ଜାଗି ଉଠ ଓଡ଼ିଆ ଭାଇ ମାନେ ଅଣ ଓଡ଼ିଆ ଆସି ଆମ ଘରେ ପଶି ବାଡେଇବା ଘଟଣା କେତେ ନିନ୍ଦନୀୟ ଇଏ କଣ ଓଡ଼ିଆ ଅସ୍ମିତା 😢😢
@saratranjanbehera6661
@saratranjanbehera6661 Ай бұрын
ଧର୍ମେନ୍ଦ୍ର ବାବୁ ଏତିକି ବେଳକୁ ଗଲ କୁଆଡେ... ଯିଏ ଓଡ଼ିଆ ଅସ୍ମିତା ନାଁ ରେ ପ୍ରବଳ ପବଳ ହାୱା କରେ ସେଇ ଧର୍ମେନ୍ଦ୍ର ପ୍ରଧାନ କଉଠି ଲୁଚିଛ.....? କାଇଁ ଲୁଚିଛ ଧର୍ମେନ୍ଦ୍ର ବାବୁ
@bikashchandrasahoo7713
@bikashchandrasahoo7713 Ай бұрын
Thik
@thabirkumarharjan2893
@thabirkumarharjan2893 Ай бұрын
Wait for 2029 BJP sarkar
@Boymkninn
@Boymkninn Ай бұрын
ଧମ୍ରେନ୍ଦ୍ର Delhi re l MP ପାତ୍ର କୁଆଡେ ଗଲେ 😂😂
@archanabarik2330
@archanabarik2330 Ай бұрын
Sala chora tautor kouthi luchi chhi....😡😡
@nuelbaa8392
@nuelbaa8392 Ай бұрын
Sir, hati kede antore padibo boli sabu jugithile,ebe sabu fuss.......Mr Dharmendra pradha, mam Aparajita etc.etc.sabu gatua musa😂😂😂 .
@jullysamal6626
@jullysamal6626 Ай бұрын
ଇସ୍ତଫା ଦିଅନ୍ତୁ ରାଜ୍ୟପାଳ ରାଷ୍ଟ୍ରପତି ବି CM କାଇଁ ବୁଝୁନି
@rajiblochansahoo9863
@rajiblochansahoo9863 Ай бұрын
Pandu ku ame governor karideba au
@mamunisdeliciouskitchen6595
@mamunisdeliciouskitchen6595 Ай бұрын
Hmm thik pandu ku kara
@abhisekdas883
@abhisekdas883 Ай бұрын
Absolutely right
@maushumisoy904
@maushumisoy904 Ай бұрын
ତୁରନ୍ତ ରାଜ୍ୟ ଛାଡ଼ି ଚାଲି ଯିବା ଉଚିତ୍, କଥା ନୁହେଁ କାମରେ ଦେଖାଇବା ଉଚିତ୍,
@upendrakumarmohanty6320
@upendrakumarmohanty6320 Ай бұрын
ପ୍ରଧାନମନ୍ତ୍ରୀ କାର୍ଯାନୁଷ୍ଠାନ ଗ୍ରହଣ କରିବେ
@2019TANMAYEETPS
@2019TANMAYEETPS Ай бұрын
ସେ ମାଗିହା କଣ କରିବ
@ranajitkumarmohanty9740
@ranajitkumarmohanty9740 Ай бұрын
ସୁବିଧାବାଦୀ ଅସ୍ମିତା ll
@ajitkumarpanda6388
@ajitkumarpanda6388 Ай бұрын
ଆମେ ଆଶା କରିବା bjd ସରକାର ଯାହା କରୁଥିଲେ bjp ସରକାର ତାହା କରିବା ଠିକ୍ ନୁହଁ,,,ଲୋକଙ୍କ ର ଆଶା ଭରଷା ଧୂଳିସାତ ନ ହେଉ,ଯିଏ ବି ଦୋଷ କରିଥିବ ଦଣ୍ଡ ପାଉ,,,,,,
@archanabarik2330
@archanabarik2330 Ай бұрын
BJD sarkar BJP sarkar pari Kukura Nuhen...
@brahmaachary3955
@brahmaachary3955 Ай бұрын
ଓଡ଼ିଆ ଅସ୍ମିତା , ବିହାରୀ ଗୁଣ୍ଡା ଶାସନ
@bhikeshsabar8144
@bhikeshsabar8144 Ай бұрын
ଇସ୍ତଫା ଦିଅ
@user-wv6yb9sw1r
@user-wv6yb9sw1r Ай бұрын
ରାଜ୍ୟ ପାଳ ର ଝିଅ କୁ କରୁଥିଲା ବୋଧେ ସେଥିପାଇଁ ଓଡ଼ିଆ ଅଫିସର କୁ ହାତ ଉଠେଇଲା
@amarendra29
@amarendra29 Ай бұрын
YES SIR I SAW
@swapneswarpaikaray1229
@swapneswarpaikaray1229 Ай бұрын
ନିଜ ରାଜ୍ଯରେ ଅଲୋଡା ଅଯୋଗ୍ୟ ଅନ୍ୟ ରାଜ୍ୟରେ ସର୍ବୋଚ୍ଚ ଆସନରେ ଥଇଥାନ।ପୁତ୍ର ମୋହ ଧୃତରାଷ୍ଟ ।
@user-rh5zt3tz9u
@user-rh5zt3tz9u Ай бұрын
ଚୋରଙ୍କ ର ମୁହଁ ଟାଣ ଏବେ ବି ଜେ ପି ବାଲାଙ୍କ ପାଟିରେ ..... ପଶିଛି ନିଲଠା ଗୁଡାକ ସେମାନଙ୍କୁ ଲାଜ ଅଛି ବାଳ ଜିତିଲା ପରେ ସବୁ କାଢି ପକେଇ ବେ କହୁଥିଲେ ,କଥାରେ ନାହିଁ ବାପ ବାପ
@mohanhembram427
@mohanhembram427 Ай бұрын
ମୋହନ ସରକାର ଦାୟୀ ରାଜ୍ୟପାଳ କୁ ବିଦାୟ ନେବା ଉଚିତ୍
@ratikantajenaratikanta9421
@ratikantajenaratikanta9421 Ай бұрын
Pratibada jordar heba darkar
@salilakumardalai2787
@salilakumardalai2787 Ай бұрын
ଇସ୍ତଫା ତୁରନ୍ତ ଦେଇଦିଅ
@biranchinarayanmohanty4699
@biranchinarayanmohanty4699 Ай бұрын
ବିଜେପି ର ଏଇଟା ଅସଲ ପରିଚୟ
@sureshchandradash3653
@sureshchandradash3653 Ай бұрын
Right katha sir Rajyapal rigaein diantu
@giridharigsahani7584
@giridharigsahani7584 Ай бұрын
Right ❤❤❤❤❤❤❤
@munsarkhan9381
@munsarkhan9381 Ай бұрын
Yes sir good ❤
@rabindranathrout2937
@rabindranathrout2937 Ай бұрын
ଆମର ଏ ରାଜ୍ୟ ପାଳ ଦରକାର ନାହି
@debendraamat4776
@debendraamat4776 Ай бұрын
ସରକାରୀ ଚାକିରୀଆକୁ ମାଡ ମାରିବା ବହୁତ ଭୁଲ
@sanjayadas7539
@sanjayadas7539 Ай бұрын
ସେ ଯିଏ ହୁଅନ୍ତୁ ନା କାହିଁକି ଦୋଷୀ ଦଣ୍ଡ ପାଇବା ନିହାତି ଦରକାର।
@bijayaharichandan1592
@bijayaharichandan1592 Ай бұрын
❤☑️ଆପଣ ଠିକ କହିଛନ୍ତି
@dhirendrakumarguru980
@dhirendrakumarguru980 Ай бұрын
Odia Asmita ! Sabu nataka angya ... 😢
@name7904
@name7904 Ай бұрын
😮 ଓଡ଼ିଶା ବାଶି ଧ୍ୟାନ ଦିଅନ୍ତୁ , ଯଦି ରାଜ୍ୟପାଳ ର ପୁଅ ଏତେ ବଡ଼ ଧରଣର ଜଘନ୍ୟ ଅପରାଧ କରିଛି , ତା'ହେଲେ ତା'କୁ ଦଣ୍ଡ ନଦେଇ ବର୍ତ୍ତମାନ ପୁରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ଖୋଲିବା ଉପରେ ଏତେ ପ୍ରାଧାନ୍ୟ ଦଵା କ'ଣ ନିହାତି ଆବଶ୍ୟକ ?
@niranjannayakgreatodisha2342
@niranjannayakgreatodisha2342 Ай бұрын
ଠିକ କଥା
@mahendrasoren456
@mahendrasoren456 Ай бұрын
ଇସ୍ଥାପ ଦେବା ଦରକାର
@dhirenmohapatra4584
@dhirenmohapatra4584 Ай бұрын
ଆଦର୍ଶ ଦେଖାଇଲେ । ବହୁ ଧନ୍ୟବାଦ
@satyabaspatel4001
@satyabaspatel4001 Ай бұрын
Bhal heba istapha dele
@madhabchandrahansdah-fe2iz
@madhabchandrahansdah-fe2iz Ай бұрын
ଏଇ ଥି ପାଇଁ ନେହେରୁ ଦାୟୀ ଆପଣ ବୁଝିବା ଦରକାର। ସମାଧାନ ହୋଇ ଗଲା । ରାଜ୍ୟ ପାଳ ସବୁ ସମାଧାନ କରିଦେଲେ।
@user-sj6vw5kw7h
@user-sj6vw5kw7h Ай бұрын
Jay jaganath sir ❤❤❤❤❤❤❤❤❤
@baradakantatripathy972
@baradakantatripathy972 Ай бұрын
Rajyapala ohari jantu
@kartikpatra2346
@kartikpatra2346 Ай бұрын
ରାଜ୍ୟ ପାଳ ଆଉ ମୋହନ ବାବୁ ଇସ୍ଥଫା ଦିଅ ତମେ ଠିକ କରୁନ ଚାବି ମୋଦିଠୁ ନେଇଆସ ନହେଲେ ଦୋଷୀକୁ ଦଣ୍ଡ ଦିଅ ନହେଲେ ରାଜନୀତି ଛାଡ଼
@chakarasahoo276
@chakarasahoo276 Ай бұрын
Vidyadhar Bhai jindabd
@mnsirmathematics269
@mnsirmathematics269 Ай бұрын
ଛି ଛି ଆଉ ରଘୁବୀର ସମ୍ମାନ ଜନକ ରାଜ୍ଯ ପାଳ ପଦବୀ ଇସ୍ଥଫା ଦେଇ ଅଯୋଗ୍ୟ ପୁତ୍ର କୁ ଧରି ନିଜ ରାଜ୍ଯ କୁ ପଳାନ୍ତି।
@bhoibiswanath4
@bhoibiswanath4 Ай бұрын
ମୋ ବିଚାରରେ ରାଜ୍ୟପାଳ ଇସ୍ତଫା ଦିଅନ୍ତୁ ଓ ତାଙ୍କ ପୁଅକୁ ଗିରଫ କରାଯାଉ ତୁରନ୍ତ (ଜୟ ଜଗନ୍ନାଥ, ଜୟ ବିଜେପି )👏🇮🇳
@subaldas3254
@subaldas3254 Ай бұрын
ଜୟ ଜଗନ୍ନାଥ। ମହାମହିମ ରାଷ୍ଟ୍ରପତି ପୁରୀ ରାଜଭବନରେ ପୁରା ରାଷ୍ଟ୍ରୀୟ ସୁରକ୍ଷା ବଳୟ ମଧ୍ୟରେ ମହଯୁଦ୍ ଥିବା ସମୟରେ ସେହିଠାରେ ଜଣେ ସରକାରୀ ASO ଙ୍କୁ ମାଡ଼ମାରିବା କେତେ ଗ୍ରହଣୀୟ। ଏପରି ଘଟଣା ମହାମହିମଙ୍କ ଜ୍ଞାତସାରକୁ ନିଶ୍ଚିତ ଆସିଥିବ।
@giridharigsahani7584
@giridharigsahani7584 Ай бұрын
Region to be Governer
@sachitradas6257
@sachitradas6257 Ай бұрын
Thik kahile
@rabinarayan2414
@rabinarayan2414 Ай бұрын
ସବୁ କିଛି ସେଟିଂ ହେଇଗଲାଣି, ତେଣୁ ଆପଣ ଯାହା କହିଲେ ବି କିଛି ଫରକ୍ ପଡିବନି ଏଇ BJP ଗ୍ୟାଙ୍ଗ କୁ ....
@chinmayakumarmohapatra697
@chinmayakumarmohapatra697 Ай бұрын
Should resign bcz of prestige
@lakhinarayandas8505
@lakhinarayandas8505 Ай бұрын
ଯୋଗ୍ଯ ପିତାର ଯୋଗ୍ଯ ସନ୍ତାନମାନଙ୍କର ଲଜ୍ଜ୍ୟା ନାହିଁ। ଯେଉଁଦିନ ଘଟଣା ଘଟିଲା ସେହି ଦିନ ମହା ମହିମ ରାଷ୍ଟ୍ରପତିଙ୍କର କାର୍ଯ୍ୟାନୁଷ୍ଠାନ ନିୟୋଜିତ ଥିଲେ। ମହା ମହିମଙ୍କର ଏଠାରେ କିଛି କରିବାର ଅଛି କି ନାହିଁ
@bijayswain4460
@bijayswain4460 Ай бұрын
ତାର ତଦନ୍ତ ହେବା ଦରକାର। ସୁଖିଲାରେ ଜନକୁ ବଦନାମ କଣ ପାଇଁ! କୁନ୍ଦୁଲି ପୀଡ଼ିତା ପାଇଁ କେତେ କାନ୍ଦୁଥିଲେ ଆଜ୍ଞା?
@pradeeptakumarpanda1054
@pradeeptakumarpanda1054 Ай бұрын
Thanks too much sir
@sanvideo1480
@sanvideo1480 Ай бұрын
Good sir thanks 🙏
@purusottamnayak7939
@purusottamnayak7939 Ай бұрын
ଜୋତା ନ ଚାଟିଥିଲେ ମର୍ଡର କରିଥାଆନ୍ତେ ନା କଣ?
@sureshchandrabhoi5409
@sureshchandrabhoi5409 Ай бұрын
ଏ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀ ଓଡ଼ିଆ ଅସ୍ମିତା କଣ ବୁଝିବେ. ଏମାନେ ତ ଭଲଭାବେ ଦିପଦ ଓଡ଼ିଆ କହିଜାଣନ୍ତି ନାହିଁ. ସେମାନଙ୍କ ପାଇଁ ଅସ୍ମିତା ଅର୍ଥ ବୁଝିବା କଷ୍ଟ.
@2019TANMAYEETPS
@2019TANMAYEETPS Ай бұрын
ରାଇଟ ସାର ଏବେ ଓଡ଼ିଆ ଅସ୍ମିତା କୁଆଡେ ଗଲା ମାଗିହା
@bibhutibhusanbehera5464
@bibhutibhusanbehera5464 Ай бұрын
ଇସ୍ତଫା ଦେବା ଉଚିତ ହେବ ନହେଲେ ଇଜ୍ଜତ ଯିବ
@2019TANMAYEETPS
@2019TANMAYEETPS Ай бұрын
ଧର୍ମେନ୍ଦ୍ର ବାବୁ ଓଡ଼ିଆ ଅସ୍ମିତା କୁଆଡେ ଗଲା ପାଟି ପୁରା ଚୁପ କଣ ପାଇଁ ମୋଦି ବାବୁ କୁଆଡେ ଗଲା ଆପଣଙ୍କ ଅସ୍ମିତା ସସ୍ମିତା ରଶ୍ମିତା
@ranjitsagaria
@ranjitsagaria Ай бұрын
Shameless Governor should immediately step down
@saratkumargajendra1001
@saratkumargajendra1001 Ай бұрын
ରାଜ୍ୟପାଳଙ୍କ ପୁଅ କଣ ଆଇନରୁ ବାହାରେ? ବିଜେପି କତୃପକ୍ଷ ମୁଁହ ଖୋଲନ୍ତୁ, ପାଣ୍ଡିଆ ପାଇଁ ଯେଉଁ ସ୍ୱର ବାହାରୁଥିଲା, ଲଳିତ ଦାସ ପାଇଁ ଦବି ଯାଉଛି କାହିଁକି? ଓଡ଼ିଆ ଲୋକ ମାନଙ୍କ ଜନ୍ମ କଣ ଅତ୍ୟାଚାରିତ ହେବା ପାଇଁ??? କିଏ ଏହାର ଉତ୍ତର ଦେବ? ଓଡ଼ିଆ ଅସ୍ମିତାର ସ୍ୱର ଦବି ନ ଯାଉ
@fuse8283
@fuse8283 Ай бұрын
😮😮😮 ଆବେ ମାଗିଆ କହିଲୁ ଠିକ୍ ଅଛି ହେଲେ ଆଗରୁ କୋଉଠି ଶୋଇଥିଲୁ ମମିତା, ପରି case ରେ କେବେ ପାଟି ଖୋଲିଥିଲୁ ଆରେ ମାଗିଆ
@manasranjandas3264
@manasranjandas3264 Ай бұрын
ଇସ୍ତଫାପତ୍ର ରାଷ୍ଟ୍ରପତି ଙ୍କୁ ପଠାଇବା ଆବଶ୍ୟକ ଏବଂ tanka ପୁଅ କୁ ଦଣ୍ଡ deba ଦରକାର
@bishnupriyapradhan1152
@bishnupriyapradhan1152 Ай бұрын
Lajya
@vlogdisbilitybapunu
@vlogdisbilitybapunu Ай бұрын
Ld ଓଡ଼ିଆ ଅସ୍ମିତାକୁ ସମ୍ମାନ ଦିଅନ୍ତୁ ରାଜ୍ୟ ସରକାର.
@krushnasamal7485
@krushnasamal7485 Ай бұрын
You are absolutely right.
@janmejayaswain2612
@janmejayaswain2612 Ай бұрын
ମୁଖ୍ୟମନ୍ଢ ଵହୁତ ସରଳ ଵ୍ୟକ୍ତି ,ତାଙ୍କୁ ଏହି କଥାରେ ଟିକିଏ ଲଜ୍ୟା ଲଗୁଛି ,ତେଣୁ ଚୁପ୍ ,
@debendramohakud8831
@debendramohakud8831 Ай бұрын
Very clear & effective information here.............
@sadasivadash1713
@sadasivadash1713 Ай бұрын
ରାଜ୍ୟପାଳ ଏ ପର୍ଯ୍ୟନ୍ତ ଇସ୍ତପା ଦେଇନାହାନ୍ତି କାହିଁକି, ମୂଖ୍ୟମନ୍ତ୍ରୀ ବି ଏଥିପାଇଁ ଦାୟୀ, ଏହାହିଁ ଓଡ଼ିଆ ଅସ୍ମିତା, BJD ମୁଖ୍ୟ ବିରୋଧୀ ଦଳ ଭାବେ କରୁଛି କଣ ?
@KanhaiMajhi-pp8ll
@KanhaiMajhi-pp8ll Ай бұрын
ଏଇଠି ତାମିଲ ଶାସନ ବିହାରୀ ଶାସନ ବାଳ ଓଡ଼ିଆ ସବୁ ମେଣ୍ଢାମାତୃ ଚୁଦ ଅର୍ଗସ ଵାଲା ଗଲା କୁଆଡେ
@gandharbbiswal6649
@gandharbbiswal6649 Ай бұрын
ଶଳା ବିଜେଡ଼ି ଵାଲା କଣ ପାଇଁ ସୋଇ ରହିଛି । କେବେ ତମ ନିଦ ଭାଙ୍ଗିବ
@rnk6817
@rnk6817 Ай бұрын
He should resign.ପୁଅ କୁ ନୈତିକତା ଶିଖାଇ ନି.and govt should not select these bloody politicians as GOVERNER..a governer should be a person of intellectual and repute ଜଣେ ନେତା ର ପୁଅ ସବୁ ବେଳେ ହାରାମ ଏକ ବିହାରୀ ସଉ ବିମାରି
@preetihembramofficial
@preetihembramofficial Ай бұрын
ରାଜ୍ଯପାଳ ପୁଅର ଅପକର୍ମ ପାଇଁ ଇସ୍ତଫା ଦିଅନ୍ତୁ।
@bishnupriyapradhan1152
@bishnupriyapradhan1152 Ай бұрын
Rastrapati nku bhala lagila ta?
@BabuliBiswal-lo5gj
@BabuliBiswal-lo5gj Ай бұрын
ନବୀନ ପଟ୍ଟନାୟକଙ୍କ ରାଜନୀତି ରାଜ୍ୟ ସରକାର ଙ୍କ ନବିନ ଆରମ୍ଭ ଦରକାର ନବୀନ ପଟ୍ଟନାୟକ ❤❤
@samirnaik9773
@samirnaik9773 Ай бұрын
BJP hin apori karnam
@raghunath7355
@raghunath7355 Ай бұрын
ଓଡ଼ିଶାର ରାଜ୍ୟପାଳ ନିଜର ପୁତ୍ର କୁ ଡରୁଛନ୍ତି ଶେଭଳିଆ ରାଜ୍ୟପାଳ ଓଡ଼ିଶା ର ଜନତା କୁ କି ପ୍ରକାର ନ୍ୟାୟ ଦେବେ ବୋଲି ଓଡ଼ିଶା ରେ ଓଡ଼ିଆ ଲୋକେ ଏଥରକ ବୁଝ ରେ ଅମଣିଷ
@dukhishyamdas9176
@dukhishyamdas9176 Ай бұрын
ସମସ୍ତେ ଚୋର କିଏ ଅଭିଯୋଗ କରିବେ cm ଏବଂ sec ସବୁ ନିରବ 😮
@rakeshbehera2519
@rakeshbehera2519 Ай бұрын
Right 👍👍👍 ekdum right 👍
@sushiapadhan2479
@sushiapadhan2479 Ай бұрын
ହଇରେ ମଗହିଆ ମମିତା କେସ କୁ ନେଇ କମେଟ କରୁଛୁ ଜଉ କେସ ପଦାକୁ ବାହାରିବା ବା ଯେତେ ନେତା ଦୋଷୀ ହେବେ ତାକୁ ତମେ ବିଜେପି ବଳେ ତମ ଘରେ ରଖିଛ ଆଉ ତମ ଘରେ ଗେହୁ ଛନ୍ତି
@BIJAYBISOI-re6jg
@BIJAYBISOI-re6jg Ай бұрын
Yes
@ranajitchhatar6909
@ranajitchhatar6909 Ай бұрын
ଏଇ ହେଇଛି ଓଡିଆ ଅସ୍ମିତା, ଡବଲ ଇଂଜିନ
@pravakarbarik7900
@pravakarbarik7900 Ай бұрын
ହେ ଜଗନ୍ନାଥ ତୁମେ ପାପିଙ୍କୁ ଦଣ୍ଡ ଦିଅ
@basumandal6209
@basumandal6209 Ай бұрын
Joyguru joy sree Jagannath OK SIR
@kamalakantabindhani8896
@kamalakantabindhani8896 Ай бұрын
Odisha ra Governor Raghuvar Das immediately resign deba Sahita Odisha ru Bidaya Niantu
@ranjannayak7751
@ranjannayak7751 Ай бұрын
Good student Congress 👍👍
@jaydhanraj8864
@jaydhanraj8864 Ай бұрын
ଦେବା ଦରକାର । ସେଇଟା ସମ୍ବିଧାନ ର ନିୟମ......
@mrsahuhk1972
@mrsahuhk1972 Ай бұрын
ରହିଯା ରଘୁ । ନାମ ନେବୁ ।
@user-hh5rm8lc8h
@user-hh5rm8lc8h Ай бұрын
ଇସ୍ତଫା ଦେଉ
@ramachandrasahoo1470
@ramachandrasahoo1470 Ай бұрын
Right Katha kahuchanti
@kshyamanidhibehera3803
@kshyamanidhibehera3803 Ай бұрын
ସାର୍, ବିଗତ ଦିନରେ ରାଜ୍ୟରେ ଯାହା ସବୁ ହେଇଥିଲା ସେତେବେଳେ ଏଇମିତି ସ୍ୱର କରି ଥିଲେ ବୋଧେ ଭଲ ହେଇଥାନ୍ତା । ସେତେବେଳେ କିଏ କେତେଥର ଇସ୍ତଫା ଦେଇଥିଲେ ତାହା ମଧ୍ୟ ଆପଣ ଜାଣିଥିବେ ।
@rasmiranjanbehera7396
@rasmiranjanbehera7396 Ай бұрын
ରାଜ୍ୟପାଳ ଇସ୍ତପl ଦେବା ଦରକାର
@sadanandajena8216
@sadanandajena8216 Ай бұрын
ଯେତେ ଶୀଘ୍ର ପାରିବା ରାଜ୍ୟ ପାଳ କୁ ନେଇ ତାଙ୍କ ଗାଁ ରେ ଛାଡି ଦେବା
@bikramkesharidas3917
@bikramkesharidas3917 Ай бұрын
ସବୁ ଠାରୁ ଆଗୁଆ ଚାନେଲ ଗଲେ କୁଆଡେ। କାଇଁ ଏ ସବୁକୁ ପ୍ରସାରଣ କରୁ ନାହାଁନ୍ତି
@srikantapandit
@srikantapandit Ай бұрын
Yes suspend to Raghubar Das immediately...
@pramodpanda8976
@pramodpanda8976 Ай бұрын
Right Right Right satakatha
@CongresskaPiyar
@CongresskaPiyar Ай бұрын
Right Jay Bharat Mata ki Jay nyaay Dena chahie sir Jay Rahul Gandhi Jay Priyanka Gandhi ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🇮🇳🫡🛕🌺🕌⛪🙏🙏🙏
@subashnayak4653
@subashnayak4653 Ай бұрын
Right ❤ ❤ ❤
@sukantasahoosahoo1937
@sukantasahoosahoo1937 Ай бұрын
Rajya pala Haye Haye
@bhaktimarga853
@bhaktimarga853 Ай бұрын
ଅମର ଦାବୀ ସେ ଗିରଫ ହୁଅନ୍ତୁ.
@user-pu9qo1sg6p
@user-pu9qo1sg6p Ай бұрын
ରାଜ୍ୟପାଳଙ୍କ ମୁହଁକୁ ଲଜ୍ୟା ଲାଗିବ ନାହିଁ।କାରଣ ଏଟା ତାଙ୍କ ବିଜେପି ଦଳର ନୀତିଗତ ବିଚାର। ତାଙ୍କରି ଦଳରୁ ଯିଏ ପ୍ରଧାନମନ୍ତ୍ରୀ ହେଲେ;ଦଳ ତାଙ୍କର ସରକାର ଗଢିବା ସଂଖ୍ୟା ହାସଲ କରି ନ ପାରିବାରୁ ପର ଘର "ତୁଣ" ମାଗି ଆଣି ଖାଇବା ଚଳାଉଛନ୍ତି।ଦଳ ତାଙ୍କର କେତେ କ୍ଷମତା ଲୋଭି ଏଥିରୁ ଅନୁମେୟ।ଏ ରାଜ୍ୟପାଳ ସେମିତି ମୁହଁକୁ ଟିକେ କାଠେଇକି ରଖି ଚଳିବେ ମୋଦିଙ୍କ ପାଇଁ ଆମ ରାଜ୍ୟରେ ଦଳକୁ ରକ୍ଷା କରିବା ପାଇଁ।
@user-th8qu8ok4n
@user-th8qu8ok4n Ай бұрын
Right decision of governor to resign from the post
@sadasivadash1713
@sadasivadash1713 Ай бұрын
ଏହା କଣ Modiji national news channel ରୁ ଜାଣିପାରିଲେ ନାହିଁ, ଓଡ଼ିଶା ର BJP ର କର୍ମକର୍ତ୍ତା ଜାଣିପାରିଲେ ନାହିଁ, ତେବେ ସମସ୍ତେ ନୀରବ କାହିଁକି, ଝାଡ଼ଖଣ୍ଡ ଲୋକ ଓଡ଼ିଆ ଙ୍କୁ ମାରିବ ଏହା କଣ ଓଡ଼ିଆ ଅସ୍ମିତା
@abhipsamallick9717
@abhipsamallick9717 Ай бұрын
ଏ ପର୍ଯ୍ୟନ୍ତ ଇସ୍ତଫା ଦେଇ ନାହାଁନ୍ତି କାହିଁକି?
WORLD'S SHORTEST WOMAN
00:58
Stokes Twins
Рет қаралды 184 МЛН
Pool Bed Prank By My Grandpa 😂 #funny
00:47
SKITS
Рет қаралды 19 МЛН
Challenge matching picture with Alfredo Larin family! 😁
00:21
BigSchool
Рет қаралды 37 МЛН
Meet the one boy from the Ronaldo edit in India
00:30
Younes Zarou
Рет қаралды 13 МЛН
🔴Live | ନବୀନ ନିବାସରେ ଅମିତ
1:14:01
Nandighosha TV
Рет қаралды 9 М.
WORLD'S SHORTEST WOMAN
00:58
Stokes Twins
Рет қаралды 184 МЛН