ପୁଅଟା କମଜୋର ଥିଲା ଝିଅମାନେ ଲୋଡ ପକେଇଛନ୍ତି ..ଆମଭଳି ଟୋକା ହେଇଥିଲେ....

  Рет қаралды 691,946

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
ANDROID APP- play.google.co...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #BreakingNews #LatestNews

Пікірлер: 1 300
@The_Devotional_Theology_Odia
@The_Devotional_Theology_Odia Жыл бұрын
ତୁମେ ଯାହାସବୁ କହିଛ ସ୍ୱାଗତ ଯୋଗ୍ୟ ଅନୁଭବ ତୁମର, ତୁମେ ଆଗକୁ ଆସ, ତୁମର ପ୍ରତିଟି ଶବ୍ଦ ଅତି ମୂଲ୍ୟବାନ, ତୁମର ସର୍ବ ବିଧ ମଙ୍ଗଳ ହେଉ, ତୁମେ ଚାହିଁଲେ ଏ ସମାଜକୁ ପରିବର୍ତ୍ତନ କରିପାରିବ, ତୁମେ ପ୍ରକୃତ ଉପଲବଧି ପ୍ରାପ୍ତ ହୋଇଅଛ, ତୁମକୁ ଧନ୍ୟବାଦ, ତୁମେ ପ୍ରକୃତରେ ଭଲ ମଣିଷ...
@sonainfo1827
@sonainfo1827 Жыл бұрын
He chup, jhia guda janiki semiti karichhanti aji parjyant pua guda kemiti karichhanti tame janichha
@sameermeher7054
@sameermeher7054 Жыл бұрын
@@sonainfo1827 Tate keteta hati gehesarileni Pura gumpha heijaithiba ta Pura hati Banda re 🤣
@dhableshbhai
@dhableshbhai Жыл бұрын
Right bro
@sameerpatra345
@sameerpatra345 Жыл бұрын
@@sonainfo1827 Tate besi badhigala ki re ghodaghei dari ...sala ama bhalia pila habuda re pada to bia upadi debi ghodaghei
@bijayandaaz1722
@bijayandaaz1722 Жыл бұрын
@@sameerpatra345 kemiti word lekhichu re ! IT cell re debi , To jhaala bahari jiba kali .. ...... DCP sir nku debi To ID ? ... bhabni Emiti kahuchi boli .. To comment either edit karibu , nohele delete karibu ... Nohele To muhan paaibu Bhaskar channel re
@mangulugond3153
@mangulugond3153 Жыл бұрын
ଏହା ହିଁ ଅସଲ କଥା ଧନ୍ୟବାଦ ଭାଇ
@shekharkumar7234
@shekharkumar7234 Жыл бұрын
ଭାଇ ପୁରା ମଞ୍ଜି କଥା କହିଛ ଧନ୍ୟବାଦ ଆପଣଙ୍କୁ
@santoshsahu9377
@santoshsahu9377 Жыл бұрын
Bhai pura thick kohicho Aaji kali nari besi utupato hauchanty
@ranjitmunda7379
@ranjitmunda7379 Жыл бұрын
ଭାଇ ଜଣକୁ କଲେ କିଛି ଅସୁବିଧା ନାହଁ ।ଚାରି ଜଣ ହେଲେ ଅଭର ଲଡ୍ ଗୋଟିଏ ପୁଅ ପାଇଁ ।
@technicalromeo2k23
@technicalromeo2k23 Жыл бұрын
ତା ପାଇଁ 100% tablet ଦରକାର୍ 😁😁😁
@narayanmurmu5550
@narayanmurmu5550 5 ай бұрын
Ta lingo ta kon etey strong thhila 4 jon taku rep koley?
@Bhola95
@Bhola95 Жыл бұрын
Law ସମସ୍ତଙ୍କ ପାଇଁ ସମାନ ହେଉ। freedom ନାଆଁ ରେ ଉଦ୍ଧତ ହେଇଛନ୍ତି।
@karunabehera4732
@karunabehera4732 Жыл бұрын
ଆପଣ ଠିକ କହୁଛନ୍ତି ଭାଇ କିନ୍ତୁ confuse ବି ଟିକେ ଅଛନ୍ତି ଯେଉଁ କଥା କହିଲ ସେ ପୁରୁଷ ଯଦି strong ହୋଇଥାନ୍ତେ ସେ ଫାଶୀ ପାଇ ସାର ନ୍ତେ ଣି
@mr.sanjayinformationdiscov3282
@mr.sanjayinformationdiscov3282 Жыл бұрын
ଭାଇ ପୁଅ କମଜୋର ଥିଲା ବୋଲି ଦୁଷ୍କର୍ମ ର ଶିକାର ହେଲା ଯଦି ନିଜର ଶକ୍ତି ଦେଖେଇ ଝିଅ ମାନଙ୍କୁ ମାରି ଥାନ୍ତା ତେବେ ପୁଅ ଏବେ ଦୁଷ୍କର୍ମ ଉଦ୍ୟମ ପାଇଁ ଜେଲ ରେ ଥାନ୍ତା ଆଉ ଦୁନିଆ ଜାଣିଥାନ୍ତା ଯେ ଜଣେ ପୁଅ ଚାରି ଚାରି ଟା ଝିଅ ଙ୍କୁ ଅଭଦ୍ର ବ୍ୟବହାର କରିଛି।।।। କାରଣ ହେଲା ସହଜରେ ମହିଳା ଙ୍କୁ ବିଶ୍ୱାସ କରେ ଆମ ସମାଜ ଓ ଆଇନ।।।।
@padmabatimohanta252
@padmabatimohanta252 Жыл бұрын
Bhai Kali jugare jhia mane emiti hin hebe semane para modern eithi pain family daayi Malika atha sata hauchhi
@jenapitagaon
@jenapitagaon Жыл бұрын
Rigt right😠😠😠😠😠
@itsnabinvlogs8750
@itsnabinvlogs8750 Жыл бұрын
Right brother 👍
@Satyasradha
@Satyasradha Жыл бұрын
O... ହଉ.... ସେ ତ ଶୁଖିଲା ରେ ମଜା ନେଲା ଆଉ,,,, ଲୋକେ ସେ ଟିକେ ପାଇଁ ୟା ଘରେ ତା ଘରେ ଅର୍ଚନା ଘରେ ଗଳୁଛନ୍ତି, ଆଉ ୟାକୁ ତ free ରେ ମିଳିଲା
@jenapitagaon
@jenapitagaon Жыл бұрын
@@Satyasradha 🙄🤔🤔🤣🤣🤣
@ChhabilaMunda
@ChhabilaMunda Жыл бұрын
ଭାଇ ତମେ 1no. କଥା ପଦେ କହିଛ ମୋ ଆଡୁ ତୁମକୁ ଗୁରଦୁ ଟେ ଧନ୍ୟବାଦ୍... 🙏
@manasranjan5029
@manasranjan5029 Жыл бұрын
ପୁରା ୧୦୦ ରୁ ୧୦୦ ସୋତୋ କଥା କୋହୂଚୋନ୍ତି ଭାଇ ତମ କୁ ନମସ୍କାର 🙏🙏💐💐💐💐😂😂😂💐💐💐💐🙏🙏
@aloknayak9986
@aloknayak9986 Жыл бұрын
ପୁରା ସତ୍ୟ ଘଟଣା ଠିକ୍ କହିଛନ୍ତି ଭାଇ ତୁମକୁ ଧନ୍ୟବାଦ
@-m.x.m-61
@-m.x.m-61 Жыл бұрын
Bro i loved the way you spoke the truth. 👍👍💯💯💯 . Very sensible.
@AmmaBhagaban5621
@AmmaBhagaban5621 Жыл бұрын
ଟୋକିମାନଙ୍କୁ ଫାସୀ ଦିଆଯାଉ.
@himanshuparida7011
@himanshuparida7011 Жыл бұрын
Very good speech salute brother 👏 🙏 the true story of the new generation
@pintuarts6652
@pintuarts6652 Жыл бұрын
ଆପଣଙ୍କ ମତାମତା ବହୁତ ସୁନ୍ଦର ଭାଇ ପ୍ରତିଟି ଶବ୍ଦ ଅତି ମୂଲ୍ୟବାନ ବଚନ ପୂରା ଠିକ୍ କଥା
@saratkumarpradhan3468
@saratkumarpradhan3468 Жыл бұрын
ଭାଇ ପୁରା 100% ଠିକ କହିଛନ୍ତି
@factsgalaxy6228
@factsgalaxy6228 Жыл бұрын
100% ନୁହେଁ ଝିଅ ମାନେ ବି ଏହି ଭଳିଆ କରନ୍ତି କିନ୍ତୁ ଜଣା ପଡେନା କାରଣ ପୁଅ ମାନଙ୍କ ର ସୁଖ ଅନ୍ତର୍ନିହିତ ଥାଏ ଝିଅ ମାନେ ମଜା ନେବାକୁ ଆଉ ଦି ପଇସା କମେଇବାକୁ ଏହି ସୁବିଧା ବାଟ କୁ ଆଦରି ନିଅନ୍ତି
@mostlybliss546
@mostlybliss546 Жыл бұрын
ଯାହା ହଉ ଭାସ୍କର news ଏତେ ଦିନ ପରେ ଗୋଟେ ଭଲ issue କୁ ନେଇ ସାମ୍ବାଦିକତା କରିଛି ।
@tularamtanti1985
@tularamtanti1985 Жыл бұрын
Love you bro.your speak 100%Right.
@digambeardas9098
@digambeardas9098 Жыл бұрын
ଠିକ୍ କହିଛନ୍ତି ଆପଣ ଭାଇ🙏🙏🙏🙏🙏😊😊😊😊 ଜୟ ଜଗନ୍ନାଥ 🙏🏾
@sksuperstar459
@sksuperstar459 Жыл бұрын
I salute from my heart Bro👍👍👍 You are absolutely right
@laxmidharjena5427
@laxmidharjena5427 Жыл бұрын
100%right Katha👍👍👍
@ansumandey2231
@ansumandey2231 Жыл бұрын
Pura perfect kotha kahicha bhai 100%right 👍🏼👍🏼👍🏼
@ajitjena6471
@ajitjena6471 Жыл бұрын
Perfect man I love you i salute brother 👏👏
@munabehera8656
@munabehera8656 Жыл бұрын
Right katha kahila bhai 👍👍👍👍👍👍
@litankumarbehera6487
@litankumarbehera6487 Жыл бұрын
Bhai bilkul Right kahucha
@kshirodrana6827
@kshirodrana6827 Жыл бұрын
ଠିକ୍ କହୁଛ ଭାଇ ଆମର input ତ ସେଥି ପାଇଁ ଟିକେ problem ହେଉଛି , ଝିଅଙ୍କର output ତାଙ୍କ ପାଇଁ କେସ ନାହିଁ
@deviprasad6287
@deviprasad6287 Жыл бұрын
Sabu katha thik
@Kiraannnn
@Kiraannnn Жыл бұрын
Love u sir ମାନିଗଲି ଆପଣ ଆମ ସମାଜଜ ପାଇଁ ଯଦି ଆଗକୁ ଆସିବେ ତ ? Love u sir
@jagatmohannayak6509
@jagatmohannayak6509 Жыл бұрын
ଠିକ୍ କହିଛନ୍ତି ଭାଇ 👍👍👍👍
@bipinbiharinayak3191
@bipinbiharinayak3191 Жыл бұрын
,100 ru 100 👍
@st..sunil..talcherboys..
@st..sunil..talcherboys.. Жыл бұрын
Bhai ଆପଣ ଙ୍କୁ 🙏🙏tq so much thik katha kahuchanti
@kalpatarucreative6353
@kalpatarucreative6353 Жыл бұрын
ମାଳିକା ରେ ଲେଖା ହେଇଛି ଝିଅ ମାନେ ପୁଅଙ୍କୁ ଧର୍ଷଣ କରିବେ
@sameermeher7054
@sameermeher7054 Жыл бұрын
Tu ta nije lekhichu au 🤣🤣🤣
@rasmidas4184
@rasmidas4184 Жыл бұрын
Yesss bhai malika nhi sata maribe sabu🙏🙏🙏
@factsgalaxy6228
@factsgalaxy6228 Жыл бұрын
@@rasmidas4184 ନା ରେ ସବୁ ସତ ନୁହେଁ ସବୁ ହଉଥିଲା room ଭିତରେ କିନ୍ତୁ ଏବେ out of room ହୋଇଗଲା
@Satyasanidhyaart
@Satyasanidhyaart Жыл бұрын
@@sameermeher7054 tu bala chua aga padhe ta pare janibu
@pushparaj-jhukeganahisala5543
@pushparaj-jhukeganahisala5543 Жыл бұрын
ମାଳିକା ବଚନ ନୁହେଁ ରେ ମାଳି ସାହି ର ଗୋପନୀୟ କଥନ।
@pushparaj-jhukeganahisala5543
@pushparaj-jhukeganahisala5543 Жыл бұрын
ଓଃ ଅତି ସୁନ୍ଦର ବ୍ୟାଖ୍ୟା। ଖୁସି ଲାଗିଲା
@psagar9230
@psagar9230 Жыл бұрын
Bahuta bhala kahila sir.thanks
@AaleGunuBeta
@AaleGunuBeta Жыл бұрын
ନ ହେଲେ ସବୁ ଲଙ୍ଗଳା ହୋଇ ବୁଲି ବା କାହାରି କିଛି ହେବନି 👍ଠିକ ନା ଭୁଲ 👍କୋଉଟା କଲେ ଭୋଲ ହେବ
@kartikpradhan8835
@kartikpradhan8835 Жыл бұрын
Nirbhaya gana duskarma katha ethi mane pankantu ଏଠି ଝିଅ ରେଫେ ହେଲା ପୁଅ ଫାଶୀ ପାଇଲେ ଆଜି ଠିକ୍ ସେହି ପରି ଆଉ ଏକ ଦୁଷ୍କର୍ମ ହେଇଚି ଆଇନ ସମାନ ପୁଅ ହଉବା ଝିଅ ଏଠି ଝିଅକୁ ବି ଫାଶୀ ଦଣ୍ଡ ଦିଆଯାଉ 😭
@nandiniguru7981
@nandiniguru7981 Жыл бұрын
Bhai thik kahila
@laxmipriyadas795
@laxmipriyadas795 Жыл бұрын
Salute Bhai... Right 👍👍👏👍▶️
@madhu1759
@madhu1759 Жыл бұрын
Hii tuma ghara keunthi
@madhu1759
@madhu1759 Жыл бұрын
Ji
@madhu1759
@madhu1759 Жыл бұрын
@@ganeswarpadhiar7627 bls. Pua mu
@madhu1759
@madhu1759 Жыл бұрын
@@ganeswarpadhiar7627 se sradha jau. Ghara kauthi
@debakantabiswal9988
@debakantabiswal9988 Жыл бұрын
@@ganeswarpadhiar7627 abe nalua.... Chari ade kn jhia nmbr maguchhu
@kumarshanmallick6751
@kumarshanmallick6751 Жыл бұрын
You are bro.. Right bro. ତମରଭିଡ଼ିଓ ମୋଜରେ ବି ଦେଖେ ଭଲ ଲାଗେ ମତେ... ତୋମ ଭିଡ଼ିଓ love you bro
@ashoknayak1524
@ashoknayak1524 Жыл бұрын
Good speech bro keep continue
@ashoknaik3517
@ashoknaik3517 Жыл бұрын
Hii
@binodagouda6484
@binodagouda6484 Жыл бұрын
all rite 👌👍aji kali jhiea sabu heroen👌🙌 ଝିଅ ମାନେ ଜାହା କରିବେ ନିଳା ,,ପୁଅ ମାନେ ଜାହା କରିବେ କୀଳା ,,ସିସି ପାରବତି ସବୁ👌👌👍👍❤❤
@satyanayak4271
@satyanayak4271 Жыл бұрын
ଭାଇ କଣ ନ କହିଲ ମ ! ହୃଦୟରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ !
@rckchannel1970
@rckchannel1970 Жыл бұрын
😂😂😂
@Sami-wg9es
@Sami-wg9es Жыл бұрын
ବହୁତ ସୁନ୍ଦର କଥା ଭାଇ
@tapandash6488
@tapandash6488 Жыл бұрын
Bahut badhia kahile.
@AaleGunuBeta
@AaleGunuBeta Жыл бұрын
ଛୋଟ ଛୋଟ ଡ୍ରେସ👍 ବେନ 👍ହୋଉ ନ ହେଲେ ଯୋଉ ମାନେ ଛୋଟ ଛୋଟ ଡ୍ରେସ ପିନ୍ଧୁଛନ୍ତି ସେ ମାନଗକୁ ଗୁଡେଇ ଗୁଡେଇ ମରା ଯାଉ
@subhasre4290
@subhasre4290 Жыл бұрын
🙏👍👍👍👍👍👍👍👍
@AaleGunuBeta
@AaleGunuBeta Жыл бұрын
@@subhasre4290 👍👍👍👍tq
@sukantakumarkanharkanhar9783
@sukantakumarkanharkanhar9783 Жыл бұрын
Bhai tumar statement jabardast...respectfully statement
@artstorm6459
@artstorm6459 Жыл бұрын
Bahut badhia katha mane kahile agyan🙏❤️👍
@deepaksingh-nl2wb
@deepaksingh-nl2wb Жыл бұрын
ଭାଷ୍କର ଚେନାଲ ର ledis ତାକୁ ଶୁଣିବା ପାଇଁ ବହୁତ ଖୁସି ଲାଗିଥିବ
@just_gk2141
@just_gk2141 Жыл бұрын
ହଁ ରେ ଭାଇ_ଗୋଟେ ଝିଅ ର ଅବସ୍ଥା ଏମିତି ହେଇଥିଲେ କେତେ କଣ ହେଇସାରନ୍ତାଣି
@kunalkumarpathak6250
@kunalkumarpathak6250 Жыл бұрын
ଧନ୍ୟ ଭାସ୍କର news ଶେଷକୁ ଏଭଳି ପାଗଳ ମାନେ news ରେ ଭାଷଣ ଦେଉଛନ୍ତି ........ ଏ ବେଲଜ୍ୟା ତା video ରେ ନାରୀକୁ କେବେ ସମ୍ମାନ ଦେଇନି.... ତୁ ପଶୁ ନାରୀ ଗୋଟେ ବସ୍ତୁ କହୁଛୁ....
@BiswajitStudyIQ
@BiswajitStudyIQ Жыл бұрын
ଠିକ୍ କହିଲେ ଭାଇ......
@tapankumardas8427
@tapankumardas8427 Жыл бұрын
କି ଭାଷା କହୁଛ ଭାଇ କିଛି ବୁଝା ପଡୁ ନାହିଁ। ଝିଅମାନେ କ'ଣ କେବେ ପୁଅକୁ ରେପ୍ କରନ୍ତି ? କି ଅଭଦ୍ର । ସେ ପିଲାଟା ବୋଧେ ପାଗଳ ହୋଇଥିବ। ଏଭଳି ମିଛ ଖବର ସମାଜ ଉପରେ ଖରାପ ପ୍ରଭାବ ପକାଉଛି। ଏଭଳି ଖବର କାହିଁକି ପ୍ରସାରଣ (ଭାଇରାଲ୍) କରୁଛନ୍ତି।
@c.prasad3064
@c.prasad3064 Жыл бұрын
ଭାଇ ସତ କଥା କହିଲ ଯେ... ହେଲେ ଝିଅ ମାନେ ପରିସ୍ଥିତିରେ ପୋଡି ବେଶ୍ୟା ବୃତ୍ତି କରୁଛନ୍ତି.... ଏଇଟା ସମ୍ପୂର୍ଣ୍ଣ ମିଛ କଥା.... ସବୁ ପଇସା ରେ ବାୟା.... ସେଗୁଡା ମୂଳରୁ ବାର ବାଣ୍ଡର ଛୁଆ... ସେମାନେ ଠିକ ଜାଣନ୍ତି ଯୋଉଠୁ ବାହାରୁଛି ମୁଣ୍ଡ... ସେଠି କି କରିବ ବାଣ୍ଡ..... ଭାଇ 100 ବେଶ୍ୟାଙ୍କୁ ମୋ ପାଖକୁ ପଠାଓ ସେମାନେ ବେଶ୍ୟା ଛାଡି କାମ କରି ଆତ୍ମସ୍ୱାଭିମାନ ରେ ଚଳିବେ... ମୁତ କହିବି ମାଇକିନା ଗାଣ୍ଡିରେ ବୁରା ପୂରେଇକି ଶୋଇଯିବ ହେଲେ କେବେବି ବେଶ୍ୟା ଛାଡି ପାରିବନି 🙏🙏🙏🙏🙏🙏🙏
@sachindanandamahapatra6758
@sachindanandamahapatra6758 Жыл бұрын
ଭାରତ ରେ ତାଲିବାନ ସମ୍ବିଧାନ ଚାଲିବା ଦରକାର
@TheAyeshaDiaries
@TheAyeshaDiaries Жыл бұрын
simple truth of socity...and logical.great speech...
@supriyaojha8615
@supriyaojha8615 Жыл бұрын
Great bhai bohut Sundar katha kahila🙏🙏🙏
@mantubhai1139
@mantubhai1139 Жыл бұрын
100℅ Right bhai...
@biranchisuna8353
@biranchisuna8353 Жыл бұрын
You are right brother
@anupamabehera7232
@anupamabehera7232 Жыл бұрын
Mo suna bhai right kahicha
@barshasahu4763
@barshasahu4763 Жыл бұрын
Right. . answer
@rajkumarsahoo5012
@rajkumarsahoo5012 Жыл бұрын
Perfect way of speaking and perfect use of languages....
@anu200........2
@anu200........2 Жыл бұрын
ବାଳ ୟେ ଭାସ୍କର news ୱାଲା ଙ୍କୁ ଏଇ ଭଳିଆ ବାଳ ଖବର ଆଉ ଏଇ ଭଳିଆ ଲୋକ ମିଳୁ ଛନ୍ତି interview ପାଇଁ 🤬😡😡🤬
@Adivasi45
@Adivasi45 Жыл бұрын
True brother
@basistakanhar6667
@basistakanhar6667 Жыл бұрын
ଏ କଥା ରୁ ଝିଅମାନେ କିଛି ଶିଖିବା ଦରକାର କଉ ନାରୀକୁ କେମିତି ସମ୍ମାନ ଦେବା କଥା ସେମିତି ଦେବା ।
@diptiranjanacharya7348
@diptiranjanacharya7348 Жыл бұрын
100./. true brother. I support you in your speech
@marinekitchen
@marinekitchen Жыл бұрын
Bhai full bobal
@sandeepmohapatra8659
@sandeepmohapatra8659 Жыл бұрын
Vai apanaku pranam thik kahila
@babulkumarj220
@babulkumarj220 Жыл бұрын
ହେଇ ହେଇ ଆଇଲା ଭାସ୍କର ନିଉଜ୍😁 ୫ ଥର କହିବ😁😀🤣🤣
@pushpareddy8453
@pushpareddy8453 Жыл бұрын
Super sir very nice 🙏
@odiagamingbadboy9914
@odiagamingbadboy9914 Жыл бұрын
Super lesson 👌👌👌👌
@lifeisgreat5851
@lifeisgreat5851 Жыл бұрын
100% Ek dum right 👍
@hbrpresent5782
@hbrpresent5782 Жыл бұрын
ଭାଇ ତୁମ କଥା ମନ୍ ଛୁଇଲା,,,, ଆଗକୁ ବଢ଼ି ଚାଲ,,,,
@bangimajhi7954
@bangimajhi7954 Жыл бұрын
ହଁ ଯେ,, କିନ୍ତୁ ଝିଅ ମାନେ ଯଉ ସବୁଦିନ ବଳାତ୍କାର ହେଉଛନ୍ତି ,, ସେଇଥିପାଇଁ ପୁଅ ମାନେ କେତେ ଦଣ୍ଡ ପାଉଛନ୍ତି କି,କଉଠି ଝିଅ ମାନେ ଟିକେ ଦୁଷ୍କର୍ମ କରିଦେଲେ ଯେ ଝିଅ ବିଷୟରେ ବହୁତ କଥା କହିପାରୁଛ ,, ହଜାର ହଜାର ଝିଅ କେତେ ବଳାତ୍କାର ହେଉଛନ୍ତି,,ସେବିଷୟରେ ତୁମେ କଣ କହିବ
@pruthwibimalilk2334
@pruthwibimalilk2334 Жыл бұрын
Thiki kahicha bhai
@lovsongod7996
@lovsongod7996 Жыл бұрын
Thik kathaa bhai👍perfect describe💓🤟🙏
@prafulsuparseuparmo3874
@prafulsuparseuparmo3874 Жыл бұрын
Dhanyabad bhai
@od0988
@od0988 Жыл бұрын
Right 👍 ବହୁତ ସୁନ୍ଦର କହିଲ ଭାଇ
@sahadevlifestyle4596
@sahadevlifestyle4596 Жыл бұрын
100%right bro👏👏👏👏
@balarampradhan3724
@balarampradhan3724 Жыл бұрын
Ok👍🏿👍🏿👍🏿👍🏿👍🏿👍🏿👍🏿🙏
@pr-allthings7220
@pr-allthings7220 Жыл бұрын
Govt. ତ ସବୁଥିରେ ଝିଅଙ୍କୁ ଆଗରେ ରଖିଲା, ସବୁ କିଛି facilities ଦେଲା...ଆଉ ଏଥିରେ ସେ କଣ ପାଇଁ ପଛରେ ରହିବେ, ସେମାନେ ବି ଏ କାମ କରି ପୁଅଙ୍କ ସହ ସମାନ ହେଲେ...
@pintu9102
@pintu9102 Жыл бұрын
Thanks.
@DEBASISH_KHAMANIA
@DEBASISH_KHAMANIA Жыл бұрын
ଯେତେ ବେଳେ ୪ ଟା ପୁଅ ମିଶିକି । ଗୋଟେ ଝିଅ କୁ - କରୁଛି ସେତେ ବେଳେ ତ କିଛି । ହୋଉନୁ ହେଲେ ଆଜି....😡
@meenakhipurohit9686
@meenakhipurohit9686 Жыл бұрын
Bhai apanku asesh asesh dhanyavad🙏🏻 Apanka pratiti word important thila.
@Actorchinmayvlogs
@Actorchinmayvlogs Жыл бұрын
ସମସ୍ତ ପୁଅ ମାନଂକୁ ଅନୁରୋଧ ଜାପାନୀ ତେଲ ଲଗାଇବା ବଦଳରେ ଏବେ ଡାଇରେକ୍ଟ ପିଇ ଦିଅ💪
@Nabarathi21
@Nabarathi21 Жыл бұрын
😁
@susrishorts7430
@susrishorts7430 Жыл бұрын
😂😂😂
@baabusonaa2047
@baabusonaa2047 Жыл бұрын
ସରକାର କୁ କୁହ କିରୋସିନି ବଦଳରେ ଜାପାନୀ ତେଲ ଦେବେ କିରୋସିନି ଆଉ କାମରେ ଲାଗୁନି 😂
@Actorchinmayvlogs
@Actorchinmayvlogs Жыл бұрын
@@baabusonaa2047 ଠିକ୍ ଠିକ୍
@satyanandamunda67
@satyanandamunda67 Жыл бұрын
Thankyou brader
@bapibehera7264
@bapibehera7264 Жыл бұрын
U r right bro
@jyotiranjanbehera5630
@jyotiranjanbehera5630 Жыл бұрын
Very good 👍 salute bother
@ansusharmarollno6412
@ansusharmarollno6412 Жыл бұрын
Thank you
@gagankumarpatra8088
@gagankumarpatra8088 Жыл бұрын
ନ୍ୟାୟ ମିଳିବା ଦରକାର ...ଆଉ ନ୍ୟାୟ ହେଲା ...ଶାବଳ ଗଟେ ଗରମ କରିକି ପୂରେଇଦେବା ଉଚିତ୍....
@somnathtudu2988
@somnathtudu2988 Жыл бұрын
100 % right bro
@satyasingh3148
@satyasingh3148 Жыл бұрын
ଓଃ ......ହୋ ...ଭାଇ ବନ୍ଦ କର ହୋ କି ପାଲା ଲଗେଇଛ , ସେତିକି ଥାଉ । ହେ ଭଗବାନ୍ ...😄
@evanmathews3969
@evanmathews3969 Жыл бұрын
Well said...
@lokanathdas22
@lokanathdas22 Жыл бұрын
ଭଲ କଥା କହିଲେ ଭାଇ ।
@rakeshmohanty8683
@rakeshmohanty8683 Жыл бұрын
FIRST EVER GREAT ANALYSIS OF THE INCIDENTS HAPPENING IN DAILY LIFE RELATING TO GIRLS AND THEIR MISCONDUCT.
@sujitkumarsahoo3220
@sujitkumarsahoo3220 Жыл бұрын
କଳି ଯୁଗର ଶେଷ ସମୟ ରେ ଏପରି ଅନେକ ଘଟିବ. ମାଳିକା ଲିଖିତ. ଜୟ ପଞ୍ଚ ସଖା.
@bikashsi9198
@bikashsi9198 Жыл бұрын
Yes true
@mrrout8825
@mrrout8825 Жыл бұрын
Right bro perfect katha hauchi
@kartikpradhan8835
@kartikpradhan8835 Жыл бұрын
ସେ ପୁଅ ଯଦି ସେଠିତା power ଦେଖେଇ ଥାନ୍ତା ଆଜି ସେ ରେଫ କେସ ରେ ଝେଲ୍ ରେ ଥାନ୍ତା😭
@sabkuchiswarkahe.3657
@sabkuchiswarkahe.3657 Жыл бұрын
Kana kahila bhai.👍
@subratpradhanabhi1442
@subratpradhanabhi1442 Жыл бұрын
Ama country re Bhai amiti Chalichi ba
@sabitasahu7924
@sabitasahu7924 Жыл бұрын
Thik katha kahicha bhai
@parameswarbehera6502
@parameswarbehera6502 Жыл бұрын
Salute you brother for your valuable information.God bless you.
@litanmarndiofficial2872
@litanmarndiofficial2872 Жыл бұрын
Bhai tume ak dam thik kahila .. Thank you bhai
@deepaksingh-nl2wb
@deepaksingh-nl2wb Жыл бұрын
ଭାଇ କଣ କହିଲ ମ ତମ ପାଦ ଧୂଳି ଟିକେ ଦେବ ମୁଁ ଡିଆସିଲ ଖୋଳରେ ରଖନ୍ତି 😃😃😃
@gaganbiharibehera3105
@gaganbiharibehera3105 Жыл бұрын
ଭାଇ ଆପଣ ଙ୍କ କଥା ଠିକ୍ ହେଲେ କଳି ଯୁଗ ଅନ୍ତ ହେବ କେମିତି ମରଣ କାଳେ ବିପରୀତ ବୁଦ୍ଧି ଆଗକୁ ଆହୁରି ଏଭଳି ଅନେକ ଘଟଣା ଘଟିବ ଗଣତନ୍ତ୍ର ଶାସନ ବହୁତ ଢିଲା ମନ୍ତ୍ରୀ ନେତାଙ୍କ ଶାସନ ଆମେ ଶୁଣି ଛେ ଧବଳେଶ୍ଵର କଳାକୁ ଧଳା କରିଥିଲେ ହେଲେ ଏଠି ସବୁ କେସ କଳା କୁ ଧଳା କରାଯାଉଛି
@MahendraKumar-rw2zq
@MahendraKumar-rw2zq Жыл бұрын
Right bhai 👍👍👍👍👍
@creativechandan6868
@creativechandan6868 Жыл бұрын
Right Bhai....♥️
规则,在门里生存,出来~死亡
00:33
落魄的王子
Рет қаралды 28 МЛН
Spongebob ate Michael Jackson 😱 #meme #spongebob #gmod
00:14
Mr. LoLo
Рет қаралды 11 МЛН
BJD’s Bobby Das hints at contesting from party bastion Jajpur Constituency
5:11
规则,在门里生存,出来~死亡
00:33
落魄的王子
Рет қаралды 28 МЛН