Рет қаралды 5,197
#ପଛକୁ_ଚାଲିଛି_ବିଜେପିର_୧୦୦_ଦିନିଆ-ସରକାର
ଆଗକୁ ଯିବା ବଦଳରେ ପଛକୁ ଚାଲିଛି ବିଜେପିର ୧୦୦ ଦିନିଆ ସରକାର । ତୃତୀୟ ପାଳିରେ କେନ୍ଦ୍ର ବିଜେପି ସରକାର ପଛକୁ ଚାଲିଛନ୍ତି ବୋଲି କହି କଟାକ୍ଷ କରିଛି ବିଜେଡି । ବିଜେପିର ୧୦୦ ଦିନର ଶାସନକୁ ସମାଲୋଚନା କରି ବିଜେଡି କହିଛି, କେନ୍ଦ୍ର ସରକାର ବିଭିନ୍ନ ପ୍ରସଙ୍ଗରେ ପଛଘୁଞ୍ଚା ଦେଇଛନ୍ତି । ଶୁଣନ୍ତୁ ଆଉ କ'ଣ କହୁଛନ୍ତି ବିଜେଡି ନେତା ଅରୁଣ ସାହୁ ଶୁଣନ୍ତୁ ..
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #arunsahoo #bjd #100days #odishagovt #MohanCharanMajhi #OdishaReporter