ପୁରା ଚିଟିଙ୍ଗ ସରକାରକୁ ଆସି ଭୁଆଁ ବୁଲାଉଛନ୍ତି | ASPN News

  Рет қаралды 51,774

ASPN NEWS

ASPN NEWS

Күн бұрын

Пікірлер: 243
@jullysamal6626
@jullysamal6626 2 ай бұрын
Bsky ନା ଆଉ ଯୋଜନା change କରନ୍ତୁନି bjp ମରିବ ପୁରା ନିଆଁ ଜାଳିବା ,cm ମରିବ ପୁରା
@suruchigadanayak8815
@suruchigadanayak8815 2 ай бұрын
ଠକିକି ଭୋଟ ନେଇଛନ୍ତି।
@Jotrimay
@Jotrimay 2 ай бұрын
ବିଧବା ଅସହାୟ ମା ମାନେ କଣ କରିବେ ପିଲାଛୁଆ ବଞ୍ଚିବେ କେମିତି 😭😭🙏
@thomaskor4406
@thomaskor4406 2 ай бұрын
ଆପଣ ଠିକ୍ କହିଛନ୍ତି ଆଜ୍ଞା, ଆଗାମୀ ଦିନରେ ଓଡ଼ିଶାର ଜନସାଧାରଣ ଏହାର ଜବାବ ଦେବେ, ଟିକେ ସମୟ କହିବ,
@satyam6619
@satyam6619 2 ай бұрын
80 ବର୍ଷରେ ଭତ୍ତା ମାନେ କେବଳ ମୋହନ ମାଝୀ ବୋଉ ପାଇବ. ସେ ବୁଢ଼ୀ ଲୋକ ଠିକ
@Ambassador_Christ
@Ambassador_Christ 2 ай бұрын
Right😂
@rockstardkproduction3051
@rockstardkproduction3051 2 ай бұрын
Right bhai😂
@nainadaspattnaik2663
@nainadaspattnaik2663 2 ай бұрын
ଠିକ ଠିକ 👍
@pradeepkumarpanda7626
@pradeepkumarpanda7626 2 ай бұрын
@@satyam6619 Nabina kana 60 barsa lokanku deuthila ki agaru?
@tapangamer2013
@tapangamer2013 2 ай бұрын
P😢
@tapanbalasahu7242
@tapanbalasahu7242 2 ай бұрын
You r right,ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ସରକାର କୁ ଆସିଛନ୍ତି
@ktxcobv
@ktxcobv 2 ай бұрын
କେବଳ 5 ବର୍ଷ ବିଜେପି ସରକାର ଓଡିଶା ରେ ରିହିବ
@jullysamal6626
@jullysamal6626 2 ай бұрын
କାହାକୁ କିଛି ଦେବନି bjp Line 100unit ଦେଉ ଦାଦନ ଚିହ୍ନଟ କରି ଆଣୁ ବୃଦ୍ଧ,ବିଧବା , ଦିବ୍ୟlଙ୍ଗ 3000 ହେଉ ସୁଭଦ୍ରା ସବୁ ବର୍ଗର ମହିଳା ପାଆନ୍ତୁ,ଏତେ କାଗଜ ପଟ ନୁହେଁ ଏହାର ଯୋଜନା ନା ରାହୁ କାଳିଆ ଯୋଜନା ରାହୁ Bsky ରାହୁ ସେଇ ନାମରେ ,ନହେଲେ ଲୋକ ମରିଯିବେ ଛଟପଟ ହୋଇ ନହେଲେ bjp mariba
@Ranasurabhi
@Ranasurabhi 2 ай бұрын
ସମସ୍ତଙ୍କର ଭତ୍ତା ବୃଦ୍ଧି ହେବ ବୋଲି election ପୁର୍ବରୁ ସରକାର ଘୋଷଣା କରିଥିଲେ, କିନ୍ତୁ ଏବେ କଣ କଲେ 80ବର୍ଷ ଓ 80%, ଏମାନେ ଅଛନ୍ତି ତୋ, କେତେ ଜଣ,60/70/75ଓ 60%70%75ଏମାନେ କଣ କରିବେ, ଯାହାକୁ ଦବା କଥା ସେମାନଙ୍କୁ ଦିଆଯାଉନାହିଁ, ଏ ଚୁର ସରକାର ମୁଣ୍ଡରେ ଭେଯା ନାହିଁ, ଏ ଭଣ୍ଡ ବାବା ସାରଥୀ ସରକାର ବେଶି ଦିନ ନୁହେଁ ଏ 5ବର୍ଷ, କିନ୍ତୁ ଜନତା ଛାଡ଼ିବେ ନାହିଁ ଠିକ୍ ଠିକ୍ ଜବାବ୍ ଦେବେ
@ArunDasArunDas-i1e
@ArunDasArunDas-i1e 2 ай бұрын
Good 👍👍👍👍 ଭାଈ ଠିକ୍ କହିଲେ bjp ଆମକୁ ବହୁତ୍ ଅନୀୟ କରିଚି
@tapasmishra5355
@tapasmishra5355 2 ай бұрын
ଓଡ଼ିଶାର BJP ନେତା ମାନଙ୍କର କିଛି ଓଜନ ନଥାଏ। କାରଣ ରାତି ପାହିଲେ ଆମର ଯସୋଷି ପ୍ରଧାନ ମନ୍ତ୍ରୀ ଏମିତି କହିଲେ ସେମିତି କହିଲେ ଏମିତି ସ୍ବପ୍ନ ଦେଖିଛନ୍ତି ଅନର୍ଗଳ BJP ବାଲା କୁହନ୍ତି।❌❌❌👹👹👹
@AlokMishra-w3e
@AlokMishra-w3e 2 ай бұрын
ଭିନ୍ନକ୍ଷମ ମାନଙ୍କୁ ବି ପାତର ଅନ୍ତର କରାଯାଇଛି ଯେଉଁମାନେ ୬୫/ ଭିନ୍ନକ୍ଷମ ବୟସ ୪୦ ବର୍ଷ ତାଙ୍କର ହାତ ଗୋଡ଼ ନାହିଁ ତାଙ୍କର ସଂସାର ଅଛି ସେମାନେ କଣ ଯୋଗ୍ୟ ନୁହନ୍ତି। ସରକାର ଏମାନଙ୍କୁ ଆଡେଇ ଦେଇଛନ୍ତି 😢😢😢😢😢😢😢😢😢😢😢😢😢😢😢😢😢
@tapasmishra5355
@tapasmishra5355 2 ай бұрын
ମୋ ବାଳ ସରକାର ❤
@padhicreation
@padhicreation 2 ай бұрын
ଏ ସରକାର ଠକ ସରକାର ଜଣିଗଲେ ନି ଲୋକ ବୃଦ୍ଧା ଙ୍କ ସହ ଖେଳ ଏ ସରକାର କରିଲା
@maanandakisworicreation
@maanandakisworicreation 2 ай бұрын
ଠକି କି ଭୋଟ ନେଇଛ, ଓଡ଼ିଆ ଲୋକଙ୍କୁ ସେମିତି ଦରକାର ଥିଲା, ସାଧାରଣ ଲୋକ ଙ୍କ କିଛି ସୁବିଧା ହେବନି 🙏
@Publicsmaster
@Publicsmaster 2 ай бұрын
ଯଦି ଦମ ଅଛି 2000 କର ସମସ୍ତଙ୍କୁ ବୃଦ୍ଧା ଭତା 60 above
@jayantamanna6240
@jayantamanna6240 2 ай бұрын
Maa giha mohan sarkar
@jitendrasahu-sm6xm
@jitendrasahu-sm6xm 2 ай бұрын
Right
@nainadaspattnaik2663
@nainadaspattnaik2663 2 ай бұрын
ଆଖି ଆଗରେ ଉଦାହରଣ ଦେଖି ବି ଓଡିଶା ବାସୀ ଭୁଲ କରିଛନ୍ତି, ବିଜେପି କୁ ଶାସନ ଭାର ଦେଇ 🥲
@truptimayeedas8436
@truptimayeedas8436 2 ай бұрын
କିଏ ବା 80 ବର୍ଷ ବଞ୍ଚିବ, ଏତେ ସପନ କୁ ରାତି କାହିଁ, ଗୋଟେ ଭାଲୁ ଧରାଉଛନ୍ତି ଲୋକ ଙ୍କୁ
@rajendrarajput8469
@rajendrarajput8469 2 ай бұрын
Good Statement Sir it is correct and true fact that I am Proud of you Sir Jay Shree Jagannath Swami 🙏 🙏 🙏
@DilluDilli-g4v
@DilluDilli-g4v 2 ай бұрын
ହାଣ୍ଡିଆ ମାଝୀ ର କିଛି ବୁଦ୍ଧି ନାହିଁ
@englishwithtapankumar3331
@englishwithtapankumar3331 2 ай бұрын
No BJP, No BJD.... Only Congress.... next time sure.......
@stylestar486
@stylestar486 2 ай бұрын
Center ରେ 100% Cong ଆସିବ
@sanjaynayak9081
@sanjaynayak9081 2 ай бұрын
ଭାଇ ଓଡ଼ିଶା ଜମା ଭୁଲିବନି।।BJP କେମିତି ଚୁତୀୟା କଲା
@Sibani-45
@Sibani-45 2 ай бұрын
2024 budget ପରେ ବିଜେପିର ଅସଲ ରୂପ ସାମ୍ନାକୁ ଆସିଛି। ସବୁ ପ୍ରକାର tax ଦେଲା ପରେ ମଧ୍ୟ ବ୍ୟବସ୍ଥାରେ କୌଣସି ଉନ୍ନତି ନାହିଁ। ଆମେ ଦେଉଥିବା tax କେବଳ ସରକାରଙ୍କ ପକେଟ୍ ଗରମ କରୁଛି। ଆୟକର ବିଭାଗ ଦ୍ଵାରା ସଂଗ୍ରହ କରାଯାଇଥିବା କଳାଧନ କଳାଧନ ହୋଇକି ହିଁ ରହୁଛି। କୋଟିପତିଙ୍କଠୁ tax ନ ନେବା ତେଲିଆ ମୁଣ୍ଡରେ ତେଲ ବୋଲିବା ସହ ସମାନ।
@satyam6619
@satyam6619 2 ай бұрын
ମୋ ବାଳ ସରକାର. ଛୋଡ଼ିପୁଅ ଓଡ଼ିଆ ଶିଖିନି ତାକୁ ମୁଖ୍ୟମନ୍ତ୍ରୀ କଲେ
@pradeepkumarpanda7626
@pradeepkumarpanda7626 2 ай бұрын
Tama Nabina besi Odia janithila.
@subhasismohanty752
@subhasismohanty752 2 ай бұрын
@@pradeepkumarpanda7626 jetiki janithila.. Eyi manaka tharu adhika jani thila… Eyi mana ta gadha guda…
@sidhikumari9025
@sidhikumari9025 2 ай бұрын
Are maghia Nabeen kete odiA kahuthilaa
@JogeswarMajhi-lt7hj
@JogeswarMajhi-lt7hj 2 ай бұрын
ତୁମ ନବୀନ ଭଲ ଓଡ଼ିଆ କୁହନ୍ତି
@mehndistylish0110
@mehndistylish0110 2 ай бұрын
​@@pradeepkumarpanda7626 ebe bi loka ra akhire dekha jauni mohana ra gandi
@NisaSahu-xs3rg
@NisaSahu-xs3rg 2 ай бұрын
ଠିକ କଥା
@kalyanipradhan9737
@kalyanipradhan9737 2 ай бұрын
You are right sir
@BishnupriyaSahu-sp8xw
@BishnupriyaSahu-sp8xw 2 ай бұрын
2000
@Ranasurabhi
@Ranasurabhi 2 ай бұрын
ଭାଇ ଆପଣ ଯାହା କହୁଛନ୍ତି ଠିକ୍ କଥା, ମୁଁ ଏଇ ଖୁସିରେ like ଓ subscribe କରୁଛି
@gaurangasahu1453
@gaurangasahu1453 2 ай бұрын
Your 100% right sir.
@GourangaSahoo-wy9cn
@GourangaSahoo-wy9cn 2 ай бұрын
Right vai right
@ashokpadhan3321
@ashokpadhan3321 2 ай бұрын
ଓଟିଭି ଖବର ଦେଖା ଯାଉନି
@tapasmishra5355
@tapasmishra5355 2 ай бұрын
ଓଡ଼ିଶାରେ ଯେତେକ BJP ନେତା ଅଛନ୍ତି ସେମାନେ ଓଡ଼ିଆ ନୁହଁନ୍ତି। ହୁଏତ ତାଙ୍କ ପୂର୍ବ ପୁରୁଷ ଅନ୍ୟ ରାଜ୍ୟରେ ଥିଲେ। ଆସ୍ତେ ଆସ୍ତେ ଓଡ଼ିଶାରେ ବସତି ସ୍ଥାପନ କଲେ , ବାଣିଜ୍ୟ ବ୍ୟବସାୟ କଲେ ଏବଂ ଶେଷରେ ଓଡ଼ିଶା ଲୋକଙ୍କର ସରଳତାର ସୁଯୋଗ ନେଇ ଓଡ଼ିଆ ଭାଷା ଶିଖି ଓଡ଼ିଶାରେ ରାଜୁତି କରିବା ଆରମ୍ଭ କରିଦେଲେ। ନ ହେଲେ ଆଜି ଝାଡ଼ଖଣ୍ଡ ଲୋକ ଗୋଟେ ଓଡ଼ିଆ ଅଫିସର୍ କୁ ମାରି ନଥାନ୍ତା କି 20 MP ଦେଇ ଓଡ଼ିଶାର BJP ନେତା ଚୁପ୍ ବସି ନଥାନ୍ତେ। ଧନ୍ୟ ତମର ଶାସନ ପ୍ରଣାଳୀ।❌❌❌❌❌
@Chandinia-qn4hh
@Chandinia-qn4hh 2 ай бұрын
ଠିକି୍ କଥା
@sanjaynath6217
@sanjaynath6217 2 ай бұрын
କପି ପେଷ୍ଟ ଯୋଜନା
@ChandanBarik-l7b
@ChandanBarik-l7b 2 ай бұрын
Jay bjd sir tame bahut bhala❤❤❤
@ReshmaMohanty-q3z
@ReshmaMohanty-q3z 2 ай бұрын
Super ❤❤❤
@nrusinghamoharana7689
@nrusinghamoharana7689 2 ай бұрын
ବିଶ୍ବାସ ଘାତକତା ସରକାର ଧୋକାବାଜ୍
@BanitaBehera-u6k
@BanitaBehera-u6k 2 ай бұрын
ମୋହନ ବାବୁ ବେଷ୍ଟ copy master 😂😂
@RajukumarRajukumar-kw9jd
@RajukumarRajukumar-kw9jd 2 ай бұрын
80 ru debe bhata 90 ru debe subhadhra
@niranjanpradhan405
@niranjanpradhan405 2 ай бұрын
Name change budget
@bikramroutaray935
@bikramroutaray935 2 ай бұрын
କଂଗ୍ରେସ ହିଁ ବିକଳ୍ପ
@PintuPradhan-yf6ev
@PintuPradhan-yf6ev 2 ай бұрын
Sir...
@anandnayak7549
@anandnayak7549 2 ай бұрын
👌👌👌👌♥️♥️💯
@suvendubhusanajena3861
@suvendubhusanajena3861 2 ай бұрын
Nanin sarakar bhala thila.
@bijayparida8085
@bijayparida8085 2 ай бұрын
80 ରେ ଖସିବ ଲୋକେ
@UpendraBehera-o1z
@UpendraBehera-o1z 2 ай бұрын
ଜୟ ବିଜେପି।
@PravaskumarSamantaray
@PravaskumarSamantaray 2 ай бұрын
ସରକାର ଗାଲୁମାଧବ
@saritapradhan5506
@saritapradhan5506 2 ай бұрын
Ranga badala sarakar
@arunabarik1790
@arunabarik1790 2 ай бұрын
Andha bhakta mane adjust karidebe sir
@SaradaRajguru
@SaradaRajguru 2 ай бұрын
This katha kahi chanti
@BanitaBehera-u6k
@BanitaBehera-u6k 2 ай бұрын
ମୋହନ ସରକାର ଙ୍କୁ ମାସିକ ୧୦୦୦ ଟଙ୍କା ଦେଇକି ମାସ ସାରା ଚଳିବାକୁ ଗୋଟେ କୁହନ୍ତୁ।ଅନୁରୋଧ ।
@SantoshNayak-st9sk
@SantoshNayak-st9sk 2 ай бұрын
ଲୋକ ମାନେ ତ 80 ବର୍ଷ ବଞ୍ଚୁନାହାନ୍ତି ତ ଭତ୍ତା ଦେବେ କାହାକୁ
@santoshpadhykumar9418
@santoshpadhykumar9418 2 ай бұрын
ଓଡ଼ିଆ ଅସ୍ମିତା କହୁଛନ୍ତି ମୂଖ୍ୟମନ୍ତ୍ରୀ ଙ୍କୁ ଓଡ଼ିଆ ବହି ପଢ଼ିବର ଆସୁନି ଲଜ୍ଜ୍ୟାଲାଗୁନି
@jyotsnaranipanda2613
@jyotsnaranipanda2613 2 ай бұрын
ହିନ୍ଦୀ କହିବାରେବି ପ୍ରବୀଣ, ଆଉ English ରେ ଶୁଣିବାକୁ ବାକିରହିଲା
@pradeepkumarpanda7626
@pradeepkumarpanda7626 2 ай бұрын
@@santoshpadhykumar9418 Tame augote video edit Kari chhadi dia
@gugujaraka5683
@gugujaraka5683 2 ай бұрын
ମାଗିହା ବିଜେପି ସରକାର
@KartikaBrahma
@KartikaBrahma 2 ай бұрын
ସରକାର ଭତା ପାଇଁ ବଜେଟ୍ ରେ ଜେତିକି ଘସଣା କରିଛନ୍ତି ତାହା 80% ପାଇଁ ସମସ୍ତଙ୍କ ପାଇଁ ନୁହେଁ ହେଲେ 80% ଲକ କେତେ ଅଛନ୍ତି କହିପାରିବେ କି କିନ୍ତୁ 80% ଲକ ବହୁତ କମ ଅଛନ୍ତି ଆପଣ ଙ୍କ ବଜେଟ ଟଙ୍କା ବଳିବ ସେଟଙ୍କାନେଇ ଆଉ ଜଉକାମ ଅଛି ସେଥିରେ ଲଗାନ୍ତୁ ନହେଲେ ନିଜ ପକେଟ ଗରମ କରନ୍ତୁ ବେଇମାନ ସରକାର
@gopinathnayak4689
@gopinathnayak4689 2 ай бұрын
Are mankada hatare salagram deichanti
@dolagobindasahoo819
@dolagobindasahoo819 2 ай бұрын
A sarkar chitting sarkar
@BanitaBehera-u6k
@BanitaBehera-u6k 2 ай бұрын
କେନ୍ଦୁଝର ର big chiter
@ManoranjanMahanand-l5i
@ManoranjanMahanand-l5i 2 ай бұрын
Chief minister 80 years banchiba ta ?
@mrutyunjayaacharya
@mrutyunjayaacharya 2 ай бұрын
420ଵାଲା ବିଜେପି
@bishoppurnasagarnag2218
@bishoppurnasagarnag2218 2 ай бұрын
Do they have any good thing to offer to the people of Odisha
@upenpadhan4598
@upenpadhan4598 2 ай бұрын
ଭତା ଲାଇନ ଭଳିଆ ଜଦି ଧାନ ରେଟ କଳ ଚାଷି 😢😢
@sahootitiranjan9514
@sahootitiranjan9514 2 ай бұрын
ଏହାର ପ୍ରତିବାଦ କରାଯାଉ. ରାଜ ରାସ୍ତା କୁ ଯିବାକୁ ପଡିବ. ବିଜେପି ହଟାଓ ଦେଶ ବଚାଓ.
@SubashPadhan-zk4mh
@SubashPadhan-zk4mh 2 ай бұрын
ରୁହ ଦେଖ 2029 ରେ 😢
@cutemamata4423
@cutemamata4423 2 ай бұрын
Equal Pay for equal work....teacher mananka katha kuade gala
@truptilatabarik8806
@truptilatabarik8806 2 ай бұрын
🙏🙏🙏👍👍👍👍💪💪💪👌👌
@biranchinarayannanda4554
@biranchinarayannanda4554 2 ай бұрын
ଏ ସବୁ ଯାହା ହଉଛି ତାଙ୍କରି ଦଳର ଲୋକ ମାନେ କରୁଛନ୍ତି..... ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କୁ ଅପଦସ୍ତ କରି ମୋହନ କୁ ହଟାଇ ନିଜେ ହବେ...... ମୁକୁ ମନମାନିଆ ଷଢଙ୍ଗୀ.
@bmohanty649
@bmohanty649 2 ай бұрын
ଏତେ ଯଦି ଓଡ଼ିଆ ଅସ୍ମିତା କଥା ଭାବୁଛନ୍ତି ସରକାର ତେବେ ସବୁ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ହେଉ ଏବଂ ସରକାରୀ ଓଡ଼ିଆ ବିଦ୍ୟାଳୟ ରେ ଯେମିତି ଅଭିଭାବକ ମାନେ ତାଙ୍କ ପିଲା ମାନଂକ ନାମ ଲେଖାଇବେ ସେଥି ପ୍ରତି ପଦକ୍ଷେପ ସରକାର ନିଅନ୍ତୁ। ଓଡ଼ିଆ ଅସ୍ମିତା ନାମ ରେ ଜନ ସାଧାରଣ କୁ ଠକିବା ବନ୍ଦ କରନ୍ତୁ।
@kkpattnaik4511
@kkpattnaik4511 2 ай бұрын
ବୈଜ୍ଞାନିକ ମତ ଅନୁସାରେ ମଣିଷ ଆୟୁଷ ବର୍ତ୍ତମାନ 60+ ହିଁ ରହିଛି research ଅନୁସାରେ କିନ୍ତୁ ମହାନ ପାନ ଖିଆ ସରକାର ଭଗବାନ ସହ କଥା ହେଇ ଆମର ଆୟୁଷ 100+ କରିଦେଲେ ଯାହା କୁ 80+ ହେଲେ 3500 ମିଳିବ 😂😂😂😂😂
@rabijena4494
@rabijena4494 2 ай бұрын
BJP cohr
@brajabandhukhora7646
@brajabandhukhora7646 2 ай бұрын
420 numbari Bjp ସରକାର 👉
@sovamayeebarikranu3242
@sovamayeebarikranu3242 2 ай бұрын
Mohan mantri chitakata
@JogeswarMajhi-lt7hj
@JogeswarMajhi-lt7hj 2 ай бұрын
ନବୀନ ଋଣ କଲା ବେଳେ ତୁମର ଜନ୍ମ ହେଇ ନ ଥିଲା
@Royalking75912
@Royalking75912 2 ай бұрын
ଏବେ ଖୋଦ ଯମରାଜ ବି ଭାବୁଥିବେ ଓଡିଶା ର ଲୋକ ଙ୍କୁ ୩୫୦୦ ଟଙ୍କା ପାଇବା ପାଇଁ ୮୦ ବର୍ଷ ବଞ୍ଚିବାକୁ ଛାଡ଼ିବି କି ନାଇ....ନ ହେଲେ ତାଙ୍କ ନା ରେ କେଶ ହେଇଯିବ.....ମୋହନ ସରକାର କଥା ମାନିବାକୁ ପଡିବ ନ ହେଲେ CBI / ED ଲଗେଇଦେବେ
@rkrk6129
@rkrk6129 2 ай бұрын
Mohan and Amit shaha please wait for sarapanch elections
@tusarkantaparija8548
@tusarkantaparija8548 2 ай бұрын
Jumula se sata hasal
@chandrasekharsamal9176
@chandrasekharsamal9176 2 ай бұрын
Prathame eibhali kahi asille,tathapi loke bujhiparillenahi,ebe kana bujhibe.
@ganeshsahu1806
@ganeshsahu1806 2 ай бұрын
୮୦ ବରଷ ପରୋ ଦାନ୍ତ ନଥିବା କଣ ଖାଈବ ୩୫୦୦ ନେଇକି ମୋଦି ମୋଦି ହେଲୁ ଏବେ ନାମ ନେଲୁ
@chinmayasahoo2554
@chinmayasahoo2554 2 ай бұрын
Govt jadi proper verification kariba Odisha ru 50 % rasan card katiba
@DillipkumarDas-t8o
@DillipkumarDas-t8o 2 ай бұрын
Ekta Jani pela
@GopiNathNanda-oi3pr
@GopiNathNanda-oi3pr 2 ай бұрын
60 years ru 80years samastanku bhata lagu hau
@prasannakumardas1
@prasannakumardas1 2 ай бұрын
Karyakari pain apeakshya karantu, purba sarakar 140 yojana keatea karyakari hoichhi?
@rakeshkumarsahoo7841
@rakeshkumarsahoo7841 2 ай бұрын
ନାମ ନିଅ ଓଡିଶା ବାସୀ 😢
@ArunDasArunDas-i1e
@ArunDasArunDas-i1e 2 ай бұрын
ଯାହା କହିଲେ ସାର୍ ଆପଣଙ୍କ ଠିକ୍ କହିଲେ ଜୟ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ ଭଗଵାନ ଗ୍ରେଟ୍ ଓଡ଼ିଶା ରେ ବିଚାର କରିବେ ମହା ପ୍ରଭୂ ଜଗନ୍ନାଥ, A ଟାଉଟର ନେତା ଜ bjp କରିଚି ସେ କାଳିଆ ଠାକୁର ହିଁ ବିଚାର କରିବେ A ଟାଉଟର bjp ର ଏକ ଏକ କରି
@hemantakisan-sg1zj
@hemantakisan-sg1zj 2 ай бұрын
Satakatha.
@ArunDasArunDas-i1e
@ArunDasArunDas-i1e 2 ай бұрын
ଠିକ୍ କହିଲେ ସାର୍ bjp aରୁପୁକା
@mahapatrarakesh3783
@mahapatrarakesh3783 2 ай бұрын
Sarkar bhangiba hla.. jadi samastanku saman bhata na dia jae... panchayat elections re hin patana arambha haba
@bijaysahoo2089
@bijaysahoo2089 2 ай бұрын
Sarkar jamaru chiting karantu nahin...tanka prati sruti ..thik thik bhabe pallna karantu...🙏🇮🇳
@ramamohantripathy1358
@ramamohantripathy1358 2 ай бұрын
BjP chating odisa people
@santilatapanda1386
@santilatapanda1386 2 ай бұрын
80 barsa CM Modi banchiba sethi pai Pela jojana karichhi BJP. Next win BJD
@Kalingatraveller636
@Kalingatraveller636 2 ай бұрын
ନବୀନ କୁ ଯାଇ ପଚାରେ ୨୦୨୯ ରେ ସରକାର କେଉଁଠି ଗଢ଼ିବ...😂 ସ୍ଵର୍ଗଦ୍ଵାର ରେ ନା ମର୍ତ୍ତ୍ୟ ରେ... ନିର୍ଲଜ ବିଜେଡ଼ି କୁକୁର ଙ୍କ କୁମ୍ଭୀର କାନ୍ଦଣା...
@luckydenjurff908
@luckydenjurff908 2 ай бұрын
3000 samasanku
@PRAKHITPodh
@PRAKHITPodh 2 ай бұрын
Thakidei vote jitilu 3000hajar nadele haributu samastanku 3000hajarde
@SaradaRajguru
@SaradaRajguru 2 ай бұрын
Nabn patna yak Pari hae paribani Mohan majhi
@PurnachandraPanda-vx2nj
@PurnachandraPanda-vx2nj 2 ай бұрын
କେବଳ ଭ ତା ଚିଟ୍ ନୁହେଁ, ଚିଟ୍ ଫଣ୍ଡ ଠକେଇ ମାମଲାରେ ଟଙ୍କା ଦେବେବୋଲି କହି ବଜେଟ୍ ରେ ନା ଗନ୍ଧ ନାହିଁ । ଆଶ୍ଚର୍ଯ୍ୟ ଏ କି ପ୍ରକାର ସରକାର ।
@bijaysahoo2089
@bijaysahoo2089 2 ай бұрын
Sarakar biswas ghtalata karichhanti....mithya pratisruti deichhanti. .deithiba pratisruti turanta karya kari karanu ..
@lingarajsahoo9173
@lingarajsahoo9173 2 ай бұрын
Samastanku 3000
@mulyapatel..
@mulyapatel.. 2 ай бұрын
Mohan, Remote sarkar only 5 year New jojana kichhi nahi 💯💯💯👈👍
@GagneswarBag
@GagneswarBag 2 ай бұрын
80. Barshalok akamanenaki
@prasantkumarsahoo1054
@prasantkumarsahoo1054 2 ай бұрын
100%ଠିକ ହୋଇଛି 35 ବର୍ଷୀୟା ସବୁ ଯିବେ, ଖଟିକି khauna
@luckydenjurff908
@luckydenjurff908 2 ай бұрын
Sarkaraku hatantu mohon majhi ku
@debabratamohanty3321
@debabratamohanty3321 2 ай бұрын
Coal au Mines Royalty increase na kari , Odisha ru luti Andhra au Bihar ku de e de le
Mom had to stand up for the whole family!❤️😍😁
00:39
How it feels when u walk through first class
00:52
Adam W
Рет қаралды 23 МЛН
啊?就这么水灵灵的穿上了?
00:18
一航1
Рет қаралды 65 МЛН