ପୁରୀ ପଣ୍ଡାମାନେ ଜାଣିଶୁଣି ମୋହନ ମାଝିଙ୍କୁ ବଦନାମ କରୁଛନ୍ତି...

  Рет қаралды 75,087

lev live Odia

lev live Odia

27 күн бұрын

LEV LIVE ODIA | ODISHA NEWS | POLITICS NEWS
ପୁରୀରେ ହେଉଥିବା ଭିଡ଼ ପାଇଁ ବିଜେଡି ଦାୟୀ..#Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
Hiii…This Is a Levlive Odia KZbin Channel…Levlive Odia a Complete ENTERTAINMENT House.
-------------------------------------
ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
►►►►► ► Copyright Disclaimer ◄◄◄◄◄◄
The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
--------------------------------------
Thanks For Watching...
Don't forget to Like, Comment, Share & Subscribe…
--------------------------------------
#LevLiveOdia

Пікірлер: 271
@jayanteenanda768
@jayanteenanda768 25 күн бұрын
ପୁରୀପଣ୍ଡାଙ୍କ ଭିଡରୁ ରୋଜଗାର ବନ୍ଦ୍ ହେଲା ଏଣୁ ଏପରି କ୍ରୁତିମ ଭିଡ ସ୍ରୁଷ୍ଟି
@user-dk5ni4df5g
@user-dk5ni4df5g 25 күн бұрын
Katha pade kahilo sir 😊
@jrrkbcreation1441
@jrrkbcreation1441 25 күн бұрын
Puri re ponda chakiri pain new sceam bahara karantu aau puruna ponda ku bahara karantu
@jrrkbcreation1441
@jrrkbcreation1441 25 күн бұрын
Puri panda manku 5 year re thore change Kara jau
@sudhirdash1265
@sudhirdash1265 23 күн бұрын
Pandanka vitiri karabara kamigala.ame dinasara dhadire thia hele darasan Milani but Bengali mane hata gunja dei darasan karuchhanti.
@anandamohakuda4943
@anandamohakuda4943 17 күн бұрын
Bekar katha
@ashokkumarpal596
@ashokkumarpal596 25 күн бұрын
ପୁରୀ ର କିଛି ପଣ୍ଡା କିପରି ସରକାର ଙ୍କ ଦ୍ୱାରା ଉପକୃତ ହେଉଥିଲେ ତାହା ନବକଳେବର ସମୟରେ ଲୋକେ ଦେଖିଛନ୍ତି .ଏମାନେ ହିଁ ସବୁ ନାଟର ଗୋବର୍ଧନ .
@jrrkbcreation1441
@jrrkbcreation1441 25 күн бұрын
Puri ponda manku permanent no rakhi 5 year re thore change Kara jau
@jrrkbcreation1441
@jrrkbcreation1441 25 күн бұрын
Ponda mane bahut lutu chhanti
@s.kbehera2828
@s.kbehera2828 24 күн бұрын
ଏ ଯେଉଁ ଅପପ୍ରଚାର ହେଉଛି ଏ ସବୁ ଅପପ୍ରଚାର ବିଜେଡିର ପ୍ରାୟୋଜିତ। ଏ ପଣ୍ଡା ମାନେ ସେଥିରେ ବି ସାମିଲ ରହିଛନ୍ତି। ଜନସାଧାରଣ ଙ୍କ ଧରଜ୍ୟ ଅଛି ସାମ୍ନା କରିବାପାଇଁ। ଆପଣମାନେ ବିୟସ୍ତ ହୁଅନ୍ତୁ ନାହିଁ କାର୍ଯ୍ୟକ୍ରମ କରିଚାଲନ୍ତୁ ଫଳ ଶ୍ରୀଜଗନ୍ନାଥ ଙ୍କ ହାତରେ । ହେ ଠାକୁରେ ଆପଣ ନିଜକୁ ନିଜେ ହିଁ ରକ୍ଷାକର ନ୍ତୁ ।
@arucharanpradhan5502
@arucharanpradhan5502 25 күн бұрын
ପଣ୍ଡା ମାନଙ୍କର ହାତ ଗୁଞ୍ଜା ଓ ଅଣ୍ଟା ଖୁଞ୍ଚା ଠିକ୍ ଭାବରେ ହୋଇ ପାରୁ ନାହିଁ।
@satyabrataparida1925
@satyabrataparida1925 24 күн бұрын
ସୁନ୍ଦର ଆଲୋଚନା ।ପୁରୀ ପାଇଁ ଅରବିନ୍ଦ ପାଢ଼ୀ ଦେଇଥିବା ରିପୋର୍ଟ କୁ କାର୍ଯ୍ୟକାରୀ କରାଯାଉ ।
@bidyadharswain54
@bidyadharswain54 25 күн бұрын
Yes.ex cm nabin pattanayak is best.
@srustidhardey5817
@srustidhardey5817 24 күн бұрын
Puri panda mane disturbens କରୁଛନ୍ତି ପଣ୍ଡା ମନ୍ ମାନି ବନ୍ଦ କର ❤❤❤❤❤
@user-cw9gp5ty9f
@user-cw9gp5ty9f 25 күн бұрын
ରଜ ଛୁଟିରେ ଏ ପ୍ରକାର ଭିଡ଼ ଆଦୌ ଅସ୍ବାଭାବିକ ନୁହେଁ କି ଅପ୍ରତ୍ୟାଶିତ ନୁହେଁ । ସାମ୍ଭବ୍ୟ ଭିଡ଼କୁ ଆଖି ଆଗରେ ରଖି,ସତର୍କତାମୂଳ ପଦକ୍ଷେପ ନେବା ଯାହାର କର୍ତ୍ତବ୍ଯ, ସେ ହିଁ ଏସବୁ ଅବ୍ୟବସ୍ଥା ପାଇଁ ଦାୟୀ । ଜୟ ଜଗନ୍ନାଥ, ... ... ...
@suryanandasoren6659
@suryanandasoren6659 17 күн бұрын
ବହୁତ ସୁନ୍ଦର ଉପସ୍ଥାନ
@dhaneswarmajhi3144
@dhaneswarmajhi3144 24 күн бұрын
You are right sir ❤❤❤
@saratmishra7100
@saratmishra7100 25 күн бұрын
ଠିକ୍ କଥା।
@babumb260
@babumb260 25 күн бұрын
Nabin is Nabin, the real hero of odisha . Opening of 4 gates may not have able to develop Odisha. Too much proud is not good.
@chandanamanta9455
@chandanamanta9455 20 күн бұрын
Good Government for Mohana Govt ❤❤🎉🎉
@skumar7960
@skumar7960 25 күн бұрын
ମୋହନ ସାର୍ is verry good cm
@sairindhrilayak8191
@sairindhrilayak8191 16 күн бұрын
1000 ଵରଷ ହେଲା 4 ଦ୍ୱାର ଖୋଲାଥିଲା ଆଗରୁ ବି ଲୋକେ ଯିବା ଆସିବା କରୁଥିଲେ 4 ବର୍ଷ ହେଲା ଵନ୍ଦ ହେଇଥିଲା ତେଣୁ ପୂନର୍ବାର ଖୋଲା ହେଲା ଏଥିରେ ଵ୍ୟସ୍ତ ବିବ୍ରତ ହୋଇ ଅପପ୍ରଚାର କୁ ଵନ୍ଦ କରାଯାଉ
@babulasahu7573
@babulasahu7573 24 күн бұрын
ବାବୁ ଆପଣ କଣ ବିଜେପିର କୁହାଳୀଆ ଭକ୍ତ କୀ ଏବେ ଆପଣଙ୍କୁ ବାଧୁଛି
@snigdhasorenofficial863
@snigdhasorenofficial863 25 күн бұрын
ମୁଖ୍ୟମନ୍ତ୍ରୀ ନିଜେ ନିଜେ ବଦନାମ୍ ହଉଛନ୍ତି ,କେହି ବଦନାମ୍ କରୁ ନାହାନ୍ତି ,ଯେମିତି କର୍ମ ସେମିତି ଫଳ
@chunuramhansdah2525
@chunuramhansdah2525 25 күн бұрын
To gandire kila posuchhi
@jhunumandal6864
@jhunumandal6864 25 күн бұрын
jay Nabin babu🎉
@sivacharana3867
@sivacharana3867 22 күн бұрын
ମନ୍ଦିର ବାହାର ଭିଡ଼ଥିଲା । ଏବେ ସମସ୍ତେ ମନ୍ଦିର ବେଢାରେ ରହିଲେ ଭିଡ଼ ପ୍ରବଳ ଭିଡ଼ ହେଉଛି । କରିବ ବା କିଏ । ଅଳ୍ପ ଯାଗାରେ ବହୁତ ଲୋକ ରହିଲେ ଭିଡ଼ ହେବା ସ୍ୱାଭାବିକ କଥା । ଭିଡ଼ ହେଉଛି । ଆସୁ ଆସୁ ୪ ଦ୍ଵାର ଖୋଲା କିନ୍ତୁ ଭିତରେ ଭିଡ଼ ପାଇଁ ଦୁରଦୃଷ୍ଟି ରହିଲାନି । ଭିଡ଼ ତ ହେଲାଣି ହଠାତ କିଛି ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ହେଉ । ନ କରି ପାରି ଅନ୍ୟ ର ଦୋଷ ଦେବା କି ? ଶାସନ ହାତରେ ଥାଇ ଶାସକ କୁ ଠକିବ କିଏ । ଧନ୍ୟ ରେ ଆଲୋଚକ ।ନକରି ପାରି ପରମୁଣ୍ଡରେ ଅଠା ବୋଳା ନିତି ।
@dushmanthjani3574
@dushmanthjani3574 25 күн бұрын
Mohan sarkar great ❤❤❤
@sadanandasahoo3707
@sadanandasahoo3707 25 күн бұрын
ଗୋଟିଏ କଥା କହିଲେ। କୋଣସି ବିଚାର ବିମର୍ଷ ନ କରି ,୪ ରି ଦ୍ବାର କାହିଁକି ବନ୍ଦ ଥିଲା , ହଠାତ ମନ୍ଦିର ଖୋଲିବା ଅପରିପକ୍ବତାର ନିଦର୍ଶନ ନୁହେଁ କି? ତେଲ ମାରିବା ଛଡା ଆପଣମାନେ ସତ୍ୟ କରୁନାହାଁନ୍ତି
@sharatjena380
@sharatjena380 25 күн бұрын
Mohan Sarkar is far far better than Nabin sarkar
@jullysamal6626
@jullysamal6626 25 күн бұрын
ଗୁଟଖା ହାଣ୍ଡିଆ ମଦ ଖିଆ ମାଝି ସରକାର
@pratyushmohanty8455
@pratyushmohanty8455 25 күн бұрын
​@@jullysamal6626Madam Naveen Daily UK ru Scotch mageiki piuthile.. Tanku kete thara Mada khia kahileni??
@pramodpradhan8792
@pramodpradhan8792 25 күн бұрын
Ur right sir
@pramodpradhan8792
@pramodpradhan8792 25 күн бұрын
​@@jullysamal6626with out knowledge
@satrughnajenabapi4854
@satrughnajenabapi4854 24 күн бұрын
Absolutely right
@user-hj3iu9ge7o
@user-hj3iu9ge7o 25 күн бұрын
Right khata sir
@laxmanmurmu4206
@laxmanmurmu4206 21 күн бұрын
Thank you sir &your channel
@KuniSwain-qy8wb
@KuniSwain-qy8wb 19 күн бұрын
ମୋହନ ସରକାର ବେଶି ଦିନ ନୁହେଁ
@narayandalai8414
@narayandalai8414 14 күн бұрын
ଭାଇ 4 ଦ୍ୱାର ଯୁଗ ଯୁଗ ରୁ ଖୋଲା ହେଉଥିଲା
@drnrusinghaojha55
@drnrusinghaojha55 21 күн бұрын
Puri temple has a very deep culture. The pandas have strong unity. Navin Pattnaik is very intelligent for which he was able to mange puri. For vote shake Modiji take help of jaganath temple.But itis not so easy to take over jagnathtemple
@rajeshbehera5013
@rajeshbehera5013 21 күн бұрын
ଆପଣ ବିଜେପି କି ମନ୍ଦିର ଆସନ୍ତୁ ନିଜେ ଦେଖନ୍ତୁ କଣ ହେଉଛି
@satrughnajenabapi4854
@satrughnajenabapi4854 24 күн бұрын
Good massage right now
@prakashkarjee3165
@prakashkarjee3165 22 күн бұрын
ପଣ୍ଡା ମାନେ ପାଣ୍ଡୀଆ ସହିତ ମିଶି ରତ୍ନ ଭଣ୍ଡାର ଲୋଟି ଛନ୍ତି, ତେଣୁ ନୂତନ ମୁଖ୍ୟ ମନ୍ତ୍ରୀ ଙ୍କୁ ବଦନାମ କରୁଛନ୍ତି.
@binapaninayak4043
@binapaninayak4043 22 күн бұрын
Very good suggestions
@madhusudannanda9734
@madhusudannanda9734 24 күн бұрын
Quite Right perfectly said the truth
@SudhansuSwain-cm4gi
@SudhansuSwain-cm4gi 25 күн бұрын
ବିଜେଡି ମନେ ମନେ ବାଉଳି ହେଉଛି, ହେଲେ ୟା ଭିତରେ ବିଜେଡି ଭାଙ୍ଗି ଯିବବୋଲି ଅନୁମାନ ହେଉଛି
@satrughnajenabapi4854
@satrughnajenabapi4854 24 күн бұрын
Right
@allcricketfan18
@allcricketfan18 25 күн бұрын
BJP go BJP go
@sunakarsamantaray9737
@sunakarsamantaray9737 23 күн бұрын
ଇଂରେଜମାନେ ଭାରତରୁ ପଲାଇଲା ପରେ ଅନେକ ଭାରତୀୟ ଇଂରେଜମାନଙ୍କୁ ଝୁରି ହେଉଥିଲେ ।ସ୍ଵାଧୀନତା କୁ ସେମାନେ ପସନ୍ଦ କରୁ ନ ଥିଲେ ।
@rajibdas950
@rajibdas950 25 күн бұрын
ଆପଣ ମନ୍ଦିର ଭିତରକୁ ପସନ୍ତୁ
@narayandalai8414
@narayandalai8414 14 күн бұрын
ଧନ୍ୟବାଦ
@santoshkumarmohanty1888
@santoshkumarmohanty1888 12 күн бұрын
କିଛି ପୁରୀ ପଣ୍ଡା ଏବଂ କିଛି ମନ୍ଦିର ପୋଲିସ୍ ଚୋର ନଂ 1.ଏମାନଙ୍କ ନାମରେ complain ଆସିଲା ମାତ୍ରେ ଅନୁସନ୍ଧାନ କରି ବହିଷ୍କାର ଦରକାର। ବହୁତ ଉଦ୍ଧତ। ଭକ୍ତମାନଙ୍କ ପ୍ରତି ଏମାନଙ୍କ ବ୍ୟବହାର ବହୁତ ଖରାପ।
@user-dj5tc5qd9v
@user-dj5tc5qd9v 24 күн бұрын
Very Nice
@SudhansuSwain-cm4gi
@SudhansuSwain-cm4gi 25 күн бұрын
ନୂଆ ସରକାର ଙ୍କ ନୂଆ ଘୋଷଣା କୁ ନେଇ ଭିଡ଼ ଟିକେ ହବ, ନୋ ଟେନସନ ହବାର ନାହିଁ, ଯଦି ବି କିଏ କହୁଛି ଭିଡ଼ ହେଇଚି ସେଥିପାଇଁ ତାହେଲେ ସେ ଶ୍ରୀମନ୍ଦିର ନଯାଉ
@babulasahu7573
@babulasahu7573 24 күн бұрын
ଏଇଟା ବାଟ ଧନ୍ୟବାଦ ଭାଇ
@queenpinky3367
@queenpinky3367 25 күн бұрын
Nabini sir ok❤❤❤❤❤❤❤❤❤❤❤❤❤❤❤❤❤❤❤😂❤😂❤❤❤
@artabandhu1943
@artabandhu1943 13 күн бұрын
ମୋହନ ସାର୍ is correct ମୋ ଜାଣିବାରେ
@user-yg2nl2xn5d
@user-yg2nl2xn5d 22 күн бұрын
Immediate action for 300 free units of electricity to the consumers of Odisha.
@pritiranjankusumanjali6544
@pritiranjankusumanjali6544 22 күн бұрын
Thhik sar
@BINODDAS-pw2eg
@BINODDAS-pw2eg 25 күн бұрын
Only Naveen Patnaik ❤❤❤❤❤
@FuljharanBaligoda
@FuljharanBaligoda 17 күн бұрын
Thanks uncle
@laxmandasadhikari8104
@laxmandasadhikari8104 25 күн бұрын
300 unit free lagu koro
@santilatapanda1386
@santilatapanda1386 24 күн бұрын
July re Electri Unit 300 free debe kahithile
@__rk__gamez__12
@__rk__gamez__12 24 күн бұрын
Yes sir
@user-jf4jl1yr4i
@user-jf4jl1yr4i 22 күн бұрын
ଭାଇ ନମସ୍କାର
@LambodarPradhan-sj6uy
@LambodarPradhan-sj6uy 24 күн бұрын
ସିମ୍ ତଥା ବିଜେପି ଜିନ୍ଦାବାଦ
@biswanathbiswal6016
@biswanathbiswal6016 17 күн бұрын
ନୂଆ ନୂଆ ଭଲ ଲାଗେ,
@abhijitabhi7357
@abhijitabhi7357 25 күн бұрын
Nabin sir is best cm in odisha sir miss you 😂
@rabindramahapatro7812
@rabindramahapatro7812 24 күн бұрын
Jay pandu😂😂😂
@khirodmohanty3629
@khirodmohanty3629 24 күн бұрын
Naveen will not break the BJP govt . Centre will break by Jdp & Tdp .
@rudrapratapnayak-tq5sy
@rudrapratapnayak-tq5sy 17 күн бұрын
Jay Naveen
@rajkishorpanda7814
@rajkishorpanda7814 23 күн бұрын
ଲୋକଙ୍କ କାମ ହେଉଛି କହିବା l ସେମାନଙ୍କ କହିବା ଭିତରେ ଯାହା ସକାରାତ୍ମକ ତାହାକୁ କତୃପକ୍ଷ ଗ୍ରହଣ କରି ପଦକ୍ଷେପ ନେବା l ଏହିଭଳି media ର ଉପସ୍ଥାପନ ତୁମ୍ବିତୋଫାନ କୁ ଅଣଦେଖା କରିବା ବୁଦ୍ଧି ଥିବା ଲୋକଙ୍କ କର୍ତ୍ତ୍ୟବ୍ୟ I
@user-yg2nl2xn5d
@user-yg2nl2xn5d 22 күн бұрын
Really Naveen Patnaik is better than BJP government.
@bhagabatsahoo3066
@bhagabatsahoo3066 25 күн бұрын
ନିହାତି ସତ କଥା ପଣ୍ଡା ମନେ କିଏ କିମି ତୀ BJD ଥିବେ ଭକ୍ତ ମାନଙ୍କୁ ହଇରାଣ କରାଯାଉଛି। ପ୍ରଶାସନ କଣ କରୁଛି। ରାଜା କଣ କରୁ ଛନ୍ତି ଅଭିଜ୍ଞ ତା ପ୍ରଶାସନ କୂ ଦେଉ। ରାଜା କହିକି 4 ଦ୍ବାର କରି ଥିଲେ। ସେ ବୋକା।
@user-dm9mh6ho1l
@user-dm9mh6ho1l 25 күн бұрын
ମଉସା bjd 2024election ହରିଗଲ ପଛେ modi କି bjp କୁ ଖରାପ କେବେ କହିନି କି ଅପା ପ୍ରଚାର କରିନି bjp ର ସବୁ ଭୁଲ କାମ ରେ ସମର୍ଥନ ଦେଇଛି ଆଜି ପୁରୀ ମନ୍ଦିର ଚାରି ଦୁଆର ଖୋଲା ହେଲା ଭିଡ଼ ହେଲେ ଲୋକ ବହୁତ୍ ହଇରାଣ ହେଉଛନ୍ତି bjd କନ ପାଇଁ ଖରାପ କହିବ
@kishormallik8071
@kishormallik8071 18 күн бұрын
B. J. P. A.. Puri4gat. Open
@sanjibbehera9702
@sanjibbehera9702 18 күн бұрын
ଗାଦି ପାଇଁ ଦୂରଦୃଷ୍ଟିର ଅଭାବ, ଗୋଦରୀ କୁଡେ଼ ଯେତେ ମାଡ଼େ ସେତେ.
@arunnayak4145
@arunnayak4145 23 күн бұрын
Naveen Pattnaik jindabad jindabad jindabad
@madhupattnaik6417
@madhupattnaik6417 23 күн бұрын
Amiti hi haba Naveen babu aasibe puni just wait and watch
@bibhutibhusannayak6445
@bibhutibhusannayak6445 25 күн бұрын
ବହୁତ ଭଲ ହୋଇଛି ।
@user-oj3kl1nc3b
@user-oj3kl1nc3b 23 күн бұрын
Sir thik kahuchhanti
@bhagyaranjantripathy377
@bhagyaranjantripathy377 25 күн бұрын
Rober stam cm mohan
@rabindramahapatro7812
@rabindramahapatro7812 24 күн бұрын
Burnol laga
@akjyotirmayee3488
@akjyotirmayee3488 23 күн бұрын
ସମସ୍ତେ ଜାଣନ୍ତି ଆାଦିବାସୀ ସମାଜରେ ମୋହନ ମାଝୀ ଠାରୁ ଅନେକ ମେଧାବୀ ଲୋକ ଅଛନ୍ତି କିନ୍ତୁ Bjp ନାଗ ସାପ ମୁହଁରେ କାହିଁକି ହାତ ଦେବୀ କହି ନିରୀହ ବ୍ୟକ୍ତି ଙ୍କୁ ବାଛିଲା । ଯାହାଫଳରେ ST SC ସମାଜକୁ ଅପମାନିତ କରିହେବ।
@KastaPradhan-kq1pk
@KastaPradhan-kq1pk 24 күн бұрын
Mohan sarkaar is best
@umashankarchand8161
@umashankarchand8161 Күн бұрын
ଏସବୁ ବାଜେ ପ୍ରଳାପ
@HaripadaSi-iu6ym
@HaripadaSi-iu6ym 24 күн бұрын
Mahan cm is great
@rajaashoksamrat417
@rajaashoksamrat417 20 күн бұрын
ମନ୍ଦିର ମହଜିତ୍ ଏଥୀରେ ବିଜେପି ଭଲ ଆଉ ଏମିତି କୋଉ ପାଟି ନାହିଁ ଜେ ମନ୍ଦିର ମହଜିତ୍ ରାଜନିତି ବିଜେପି ଠାରୁ ଭଲ ନାହାନ୍ତି ଅଲଗା ପାଟି ମାନେ ଲୁଚେଇକି କରୁଥୀଲେ ବିଜେପି ଖୋଲା ଖୋଲି କରୁଚି ଆଉ ମୋହୋନ ଶରକାର ନୁହେଁ ବିଜେପି ସରକାର
@srikantpatnaik2849
@srikantpatnaik2849 24 күн бұрын
କାହାକୁ ଡ଼ରୁଛ ହୋ l ଏ ସରକlର ନବୀନ ସରକାର ର ଦୁର୍ନୀତି ବିରୋଧ ରେ କହିକି ଆସିଛି ଯଦି ଦୁର୍ନୀତି ନ ବାହାର କରି ଦଣ୍ଡ ନ ଦିଏ ଲୋକ କ୍ଷମା କରିବେ ନାହିଁ l ସଲlସୁତୁରା ରାଜନୀତି ଲୋକ ଗ୍ରହଣ କରବେ ନାହିଁ l
@AshokSamal-lg2vu
@AshokSamal-lg2vu 25 күн бұрын
Bestnabinbabu
@khulananahak1618
@khulananahak1618 25 күн бұрын
ସାର ଯିଏ ସତକଥା କହିବ ସେ ହେଉଛି bjd ଆପଣ ଯାଣିନାହାନ୍ତିବୋଧେ ଭାବିଚିନ୍ତି କାମକଲେ ପ୍ରମାଦ ନପଡଇହେଲେ ଏବେ ପଣ୍ଢା ମାନଙ୍କର ଦୋଷ ପୁଲିସଙ୍କ ଦୋଷ ମୂରଖଭଳିକାମକଲେ ସମସ୍ତେ ମୁହ ରେ ମୁତିଦେଇକିଯିବେ
@PratapBhai-tw1mu
@PratapBhai-tw1mu 25 күн бұрын
Sir tame koudalar
@SIBARANJANIJENA1234HHGGHHJGYO
@SIBARANJANIJENA1234HHGGHHJGYO 25 күн бұрын
BJP
@binodkumarsahoo7355
@binodkumarsahoo7355 14 күн бұрын
Really facts D't mind it The orissa peoples like kannada Say' EX C M Odisha Long way
@user-vn7rf6fs3b
@user-vn7rf6fs3b 18 күн бұрын
Jay shri ram. Very nice
@kumarsagardas-uu3tj
@kumarsagardas-uu3tj 25 күн бұрын
Are a Mahatma kia 😂😂😂
@user-gj8uq2pb1h
@user-gj8uq2pb1h 21 күн бұрын
ଆପଣଠିକକହିଛନ୍ତି
@premchandmahanta9398
@premchandmahanta9398 25 күн бұрын
ନବିନ ଳା କାହି ନେଉଛଛ କବିନ ରାଜ୍ୟ ଚଳାଉଥିଲା ପାଣ୍ଡିଆନ ରାଜ ଥିଲା ।
@skshitish
@skshitish 18 күн бұрын
ମଦ ବନ୍ଦ୍ କଲେ ଓଡ଼ିଶା ଚାଲିବ କିପରି
@SsPix23
@SsPix23 25 күн бұрын
Good governance BJP government
@satrughnajenabapi4854
@satrughnajenabapi4854 24 күн бұрын
Mohan Sarkar is better.
@animeshmohapatra8824
@animeshmohapatra8824 23 күн бұрын
ଆପଣ ବୁଝିବା ଦରକାର ଯଦି ବନ୍ଦ ପାଇଁ ମନ୍ଦିର କମିଟି ଜିଲ୍ଲା କମିଟି ସୁପ୍ରିମ କୋର୍ଟ ର ନିଷ୍ପତି ପରେ ସରକାର ଚାରି ଦ୍ଵାର ବନ୍ଦ କରିଥିଲେ ଖୋଲିବା ପାଇଁ କଣ କଣ ପଦକ୍ଷେପ ନିଆଯାଇଛି ନା ଆଉ କିଛି ଜନ ହିତକର କାମ ପାଇଲେନି ଚାରି ଦ୍ଵାର ଖୋଲି ଦେଲେ ଓଡ଼ିଶା ଜନ ସାଧାରଣ ପେଟ କୁ ଦାନା ଗାଣ୍ଡିକି କନା ଯୁଟି ଯିବ ଆପଣ ଏ ତେଲିଆ କଥା କାହିଁକି କହୁଛନ୍ତି ଆପଣ ଲୋକଙ୍କୁ PhD ଡକ୍ଟ୍ରେକ୍ଟ କଥା କହୁchhanti ଆପଣ କୋଉଥିକଲୋକ ଓଡ଼ିଶା
@GuruMalik-my4os
@GuruMalik-my4os 25 күн бұрын
Sir ur trofike very like
@lxyvv
@lxyvv 2 күн бұрын
Jay bjd
@gyananjayacreations7496
@gyananjayacreations7496 25 күн бұрын
Right sir
@rameshchandraroutray7307
@rameshchandraroutray7307 25 күн бұрын
Thanks
@sibacharansahoo9661
@sibacharansahoo9661 25 күн бұрын
C m sir you are right
@asitkumardas1349
@asitkumardas1349 25 күн бұрын
Best Wishes 🎉🎉
@umeshbagh4801
@umeshbagh4801 25 күн бұрын
CM on feet 😂😂😂 Odisha barbata hela
@user-ff3hl6jq1d
@user-ff3hl6jq1d 20 күн бұрын
ପାଣ୍ଡୁର ଶନିବାର କୁ ଶନିବାର ମିଳୁଥିବା ବଟି ବନ୍ଦ ହେଇଗଲା
@manasranjanmohanty3270
@manasranjanmohanty3270 25 күн бұрын
ଏ ମଲା ବୁଢ଼ା ସବୁ କୋଉ ଗାତ ଭିତରେ ଥିଲେ ବହୁତ ଗପୁଛନ୍ତ 😄
@pravatranjansukla4008
@pravatranjansukla4008 25 күн бұрын
JAY JAY MOHAN JEE CM
@bibhuprasad4906
@bibhuprasad4906 3 күн бұрын
This man is always talking oneside. He himself thinking that what he is telling right
@odishatourist523
@odishatourist523 25 күн бұрын
Puri panda mane aua gala bata dei tanka luti parunahanti.....chari dwara kholigala...panda mane aua rojagar kariparunahanti....
@jrrkbcreation1441
@jrrkbcreation1441 25 күн бұрын
Panda chakiri pain sarkar nka pakhaku application lekhantu
@dolagobindasahoo819
@dolagobindasahoo819 25 күн бұрын
1st step line rahu darsan kariba running heba darkar
@basantakumarjena9512
@basantakumarjena9512 25 күн бұрын
Right 👍
@anmolmuna2352
@anmolmuna2352 25 күн бұрын
Are vhai ଲୋକ ମାନେ କଣ କହୁଛନ୍ତି tume ଦେଖୁନ ki
@Manoranjan78668
@Manoranjan78668 20 күн бұрын
Kn ପାଇଁ ନା ଆଉ ଲୋକ ମାନଙ୍କୁ ଗାଣ୍ଡୀ ମାରିପରେବେ ନି ନା ସେଥିପାଇଁ
@PratapBhai-tw1mu
@PratapBhai-tw1mu 25 күн бұрын
My favourite nabin Babu achhanti rahibe ❤❤❤❤❤❤❤❤❤❤❤
@sabitapadhi8946
@sabitapadhi8946 25 күн бұрын
ରଖିଥାନ୍ତୁ 😂
@saritamaharana4151
@saritamaharana4151 21 күн бұрын
ନବୀନ ବାବୁ ତାଙ୍କ ମନ୍ତ୍ରୀ ମଣ୍ଡଳ, ତାଙ୍କ ଅଫିସର ମାନେ 25ବର୍ଷ ହେଲା ବସିକି ଖାଉଥିଲେ ।ପ୍ରକୃତରେ ବର୍ତ୍ତମାନ ସରକାର କାମ କରୁଛନ୍ତି।ବି.ଜେ.ଡି ବି.ଜେ.ପି କୁ ଦେଖି ସହିପାରୁ ନାହାନ୍ତି
Мы никогда не были так напуганы!
00:15
Аришнев
Рет қаралды 6 МЛН
تجربة أغرب توصيلة شحن ضد القطع تماما
00:56
صدام العزي
Рет қаралды 37 МЛН
When You Get Ran Over By A Car...
00:15
Jojo Sim
Рет қаралды 24 МЛН