ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବେଳେ ଘଟିଲା ଏମିତି କିଛି ଘଟଣା, ଯାହା ଆଗରୁ କେବେ ଘଟିନଥିଲା Naveen Puri

  Рет қаралды 1,496,067

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 1 000
@abinashnath3190
@abinashnath3190 2 ай бұрын
୨୫ ବର୍ଷ ଗୋଟେ ଯୁଗ ର ମୁଖ୍ୟମନ୍ତ୍ରୀ ନା ଅଛି ଗର୍ବ ନା ଅଂହଙ୍କର । କେମିତି ସେ ହୃଦୟ ସବୁବେଳେ ହାତ ଯୋଡ଼ି କରୁଥାଏ ଜୁହାର । ହାତ ଯୋଡ଼ିଲେ କେହି କେବେ ଛୋଟ ହେଇ ଯାଏ ନାହିଁ ଏହା ତାଙ୍କ ସଂସ୍କାର Naveen Patnaik sir 💚🙏 ତୁମେ ଆମ ପାଇଁ ଉଦାହରଣ ଚରିତ୍ର, ସଂସ୍କାର, ସ୍ୱାଭିମାନ, ବ୍ୟବହାର, ତ୍ୟାଗ ନିଷ୍ଠାପର, ଓ ସରଳତା ର ଏକ ପ୍ରତିଛବି ଆଉ ଯାହା ପାଖରେ ଏହି ସବୁ ଅଛି ସିଏ ସବୁଠୁଁ ସୁନ୍ଦର ମଣିଷ 💝
@drdentertainment7685
@drdentertainment7685 3 ай бұрын
ମାନବିକତାକୁ ରାଜନୀତି ସହ ଯୋଡିବା ଭୁଲ.. ଯାର ଯେମିତି ମାନବିକତା ସେ ସେମିତି ଚର୍ଚ୍ଚା ପାଏ.. ସେଥିପାଇଁ ନବୀନଙ୍କ ଭାବମୂର୍ତ୍ତିରେ ଟିକେ ବି କଳଙ୍କି ଲାଗି ନାହିଁ 🙏🙏🙏
@tankeswarlocalnews
@tankeswarlocalnews 2 ай бұрын
Good
@DharmendraSahoo-mz6xn
@DharmendraSahoo-mz6xn 3 ай бұрын
ସେଥିପାଇଁ ତ ନବୀନ ଏକ ନମ୍ବର 👍1
@tarshilapradhan4982
@tarshilapradhan4982 2 ай бұрын
Kou yearly to jai nothile naveeb babu
@malatimurmu4420
@malatimurmu4420 2 ай бұрын
Agaru nabin Babu TV re dekhuthile
@smrutiranjanbal6900
@smrutiranjanbal6900 2 ай бұрын
Tate gehuthile magiha​@@tarshilapradhan4982
@entertainment4you...974
@entertainment4you...974 3 ай бұрын
ନିଜ ଲୋକଙ୍କୁ କିଏ କଣ ପର କରିପାରେ???? ନିଜ ଘର ଭିତରେ ସମସ୍ତେ ସମାନ.... ଏଇଟା ତ ବଡଠାକୁରଙ୍କ ଦ୍ୱାର... ତାଙ୍କ ଦ୍ଵାରରେ ରାଜା ଆଉ ରଙ୍କ ସମସ୍ତେ ସମାନ...... ଏଇଟା ଆମର ସଂସ୍କୃତି ହବା ଦରକାର.....
@Mr-ishan123
@Mr-ishan123 3 ай бұрын
Right
@susantanayak9728
@susantanayak9728 3 ай бұрын
ଭଲ କଥା ଟିଏ କହିଲେ..... ସବୁ ରାଜନୀତିଜ୍ଞ ମାନଙ୍କ ମଧ୍ୟ ରେ ଯଦି ଏହି ଭଳି ମନୋଭାବ ରହିବ... ବହୁତ ଭଲହୁଅନ୍ତା
@shashishekharmahapatra1964
@shashishekharmahapatra1964 2 ай бұрын
Aji pa emiti gote dina je Swayam Raja Jhadu dhari safa karuchanti. Samaya asile ame jhadu bi dhariba au samasya asile Sastra bi dhariba.
@prity386
@prity386 3 ай бұрын
ହେ ନବୀନ ବାବୁ ଆମେ ତୁମ fan😢
@rinkudakua2755
@rinkudakua2755 3 ай бұрын
Kebe asutile
@rinkudakua2755
@rinkudakua2755 3 ай бұрын
Aji manepadegala
@prity386
@prity386 3 ай бұрын
@@rinkudakua2755 kahara tumara naa
@MunaMunaDalei
@MunaMunaDalei 2 ай бұрын
P​@@rinkudakua2755
@learnwithbini6060
@learnwithbini6060 2 ай бұрын
​@@rinkudakua2755sabu Barsha asithile tumaku Mane nathiba
@ArunDasArunDas-i1e
@ArunDasArunDas-i1e 2 ай бұрын
ଧରେମେନ୍ଦ୍ର ସାର୍ ଙ୍କୁ କୋଟି କୋଟି❤❤❤❤❤❤❤❤❤Dil Se Grete, ଜେ ନବୀନ ବାବୁ ଙ୍କୁ ପାଛୁଟି ନେଲେ, ଜୟ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ ଭଗବାନ ଙ୍କ, ତ୍ ନୀଳା
@jagannath12396
@jagannath12396 2 ай бұрын
Dharmendra sir nku hrudayaru krutagyanta dauchhu iloveyou sir
@lijaswain.
@lijaswain. 2 ай бұрын
Dharmendra sir u r great
@franshishnag3997
@franshishnag3997 3 ай бұрын
ନବୀନ ବହୁତ ଭଲ 👌
@CreationOdia1234
@CreationOdia1234 3 ай бұрын
BJP ଦଳ ର ଗୋଟେ ଭଲ ଗୁଣ ବୟସ ର ବଡ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ମାନ ଦେଉଛନ୍ତି ବହୁତ୍ ଭଲ କଥା କିନ୍ତୁ ନବୀନ ବାବୁ ବି ଓଡ଼ିଶା ପାଇଁ ବହୁତ୍ କିଛି କରିଛନ୍ତି
@sahibadim7742
@sahibadim7742 3 ай бұрын
Hele education re kichhi kari parena 😂
@biprasideaexecutionsuccess4795
@biprasideaexecutionsuccess4795 2 ай бұрын
ଯଦି ଯିଏ ବି ଜାଣିବା ଘରକୁ ଆସିଲେ ତାକୁ ତୁମେ ବସିବା ପାଇଁ ମନା କରିବ କି ଏଇଟା କିଛି ବଡ଼ କଥା ନୁହେଁ
@jagannath12396
@jagannath12396 2 ай бұрын
@@sahibadim7742 apanankara bakya ati kharap manisa chinniba apanankara bodhe abhyasa nahin.
@sachindashsachin1653
@sachindashsachin1653 2 ай бұрын
Seita Naveen babunka mahanata je se stage pakhaku gale bjp bala jadi tanku invite karithante tahele bjp balanka rajaneeti uchha kotira boli bhabithantu
@_ODISHA_TOKA_738
@_ODISHA_TOKA_738 3 ай бұрын
ଟିକେ ବି ଗର୍ବ ନାହିଁ ନବୀନ ପଟ୍ଟନାୟକ ଙ୍କ ର
@PravatBaliarsingh-qm9kg
@PravatBaliarsingh-qm9kg 3 ай бұрын
Great Nabin sir
@amitrashmita4577
@amitrashmita4577 3 ай бұрын
ଆଗରୁ ଥିଲା
@NiligaHimirika
@NiligaHimirika 2 ай бұрын
Achhi na au
@learnwithbini6060
@learnwithbini6060 2 ай бұрын
​@@amitrashmita4577kebe b nuha
@biswajit6289
@biswajit6289 2 ай бұрын
Achi na 🎉🎉🎉
@pinkysamal4947
@pinkysamal4947 3 ай бұрын
ନବିନ ସାର୍ ଆମ ଚାମୁ ଜୟ ନବିନ ଜୟ ବିଜେଡ଼ି
@ullasakumarjena9573
@ullasakumarjena9573 3 ай бұрын
Barmga kuha Jaya dharmendra
@Harekri275
@Harekri275 2 ай бұрын
ଭଗବାନଙ୍କ ଛଡା ଆଉ କାହା ପାଖରେ ଜୟ ଲାଗିବନି ।
@akshyakumarmunda7323
@akshyakumarmunda7323 2 ай бұрын
ଏପରି ସଂସ୍କାର କେବଳ ବିଜେପି ପାଖରୁ ମିଲିବ ନବୀନ ପଟ୍ଟନାୟକ ଜଣେ ଭଲ ନେତା ଥିଲେ ସେଥିପାଇଁ ତାଙ୍କୁ ସମ୍ମାନ ମିଳୁଛି
@bm_creative._.2.0
@bm_creative._.2.0 2 ай бұрын
U r right broh❤
@kuidinakandhamal7070
@kuidinakandhamal7070 2 ай бұрын
ଠିକ କହିଲେ ଭାଇ
@rmjena3206
@rmjena3206 2 ай бұрын
Hmm bjp ra sanskara jala jala kari dekha jauchi pa .....laja nahni se bjp ra sei ama mukhya mantri ku au laja nahni tama bhali bjp fans ku
@pravashmishra1178
@pravashmishra1178 3 ай бұрын
ହେ ପ୍ରଭୁ ଜଗନ୍ନାଥ ତୁମ ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ
@kurikudumba5209
@kurikudumba5209 2 ай бұрын
ଆଜି ବହୁ ଦିନ ପରେ ଖୁସିରେ ଲୁହ ଝରି ପଡ଼ିଲା। ଆମ ନବୀନ ବାବୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, ତାଙ୍କ ପାଖରେ ଅହଙ୍କାର ଭାବ ବୋଲି କିଛି ନାହିଁ।❤🙏🏽⭕❗⭕ଜୟ ଜଗନ୍ନାଥ 🙏🏽
@Vibek5678
@Vibek5678 2 ай бұрын
ଏଇଥି ପାଇଁ ଆମ ନବୀନ ବାବୁ ସବୁବେଳେ ସବୁଠି ଏକ ନମ୍ୱର୍ ❤❤❤❤❤
@mahendrakumarkar1415
@mahendrakumarkar1415 2 ай бұрын
ବହୁତ ବହୁତ ସୁନ୍ଦର ଧର୍ମେନ୍ଦ୍ର ପ୍ରଧାନଙ୍କର ବ୍ଯବହାର ବହୁତ ଭଲ ଲାଗିଲା
@shambhunathasahoo
@shambhunathasahoo 3 ай бұрын
ଏ ହେଉଛି ବିଜେପିର ସଂସ୍କାର ସୁସ୍ଥ ରାଜନୀତି ପରମ୍ପରା ଜୟ ଜଗନ୍ନାଥ ⭕‼️⭕
@mishrabisudhananda3551
@mishrabisudhananda3551 3 ай бұрын
ଧର୍ମ ଦ୍ରୋହି,ଦେଶ ବିରୋଧୀ,ହିନ୍ଦୁ ଦ୍ରୋହିଁ ,କଂଗ୍ରେସ ବାଲା ଏହି କଥାରୁ କିଛି ସିଖିବେକି?
@Aratipradhan2265
@Aratipradhan2265 3 ай бұрын
Congress ku bujhiba pain knowledge darkara halfeducated hele habani
@Yadavstatusboy24
@Yadavstatusboy24 3 ай бұрын
Pura satha katha te kahila bhai
@sunilbehera9253
@sunilbehera9253 3 ай бұрын
Sonia ku bidhaba kahila pjb
@Ttyilojg
@Ttyilojg 3 ай бұрын
ସୋନିଆ ର ସ୍ବାମୀ ମଲାଣି ​ କେବେଠୁ@@sunilbehera9253
@BimalkumarSethi-c7h
@BimalkumarSethi-c7h 3 ай бұрын
କଂଗ୍ରେସ ଗୋମାଂସ ବିକା କମ୍ପାନୀ ଠାରୁ ୭୫୦ କୋଟି ଟଙ୍କା ଆଣିଛି କି । ଅନ୍ଧ ଭକ୍ତ
@jiturockez8572
@jiturockez8572 3 ай бұрын
କିଛି ଶିଖ..... କୁଜି ନେତା ମାନେ.. ସେଠି କୋଳା କୋଳି... ତମେ ଏଠି ଯାହା ହଉଛ ରେ... ସୋସିଆଲ ମିଡିଆରେ.... ନାଲି ଗାମୁଛା ଭାଇ ଟିକେ ଦେଖ..
@susantanayak9728
@susantanayak9728 3 ай бұрын
ନବୀନ ବାବୁ ସବୁଠୁ ଭଲ ମୁଖ୍ୟମନ୍ତ୍ରୀ,,, କିନ୍ତୁ ତାମିଲ ଚୋର ଆମ ଓଡ଼ିଆ କେତେଜଣ mla ଙ୍କୁ ହାତ କରି ତାଙ୍କୁ ଖରାବ ରାସ୍ତା ରେ ନେଉଚାଲିଥିଲା.....
@MinatiBehera-t4r
@MinatiBehera-t4r 3 ай бұрын
Jahabi hele nabin sar hauchanti ama odia matira bapara pua 🙏nabin sar hauchanti amara gauraba🙏❤️👍👌👌
@jagannath12396
@jagannath12396 2 ай бұрын
Thik kahichhanti apana
@manasnayak9528
@manasnayak9528 3 ай бұрын
ବହୁତ ସୁନ୍ଦର ବିଚାର
@mohanbaba4853
@mohanbaba4853 2 ай бұрын
ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବର୍ଷ ପରି ଏଇ ବର୍ଷ ମଧ୍ୟ ଦର୍ଶନ ନିମନ୍ତେ ଆସିଥିଲେ ସେ ଜଣେ ବଡ ଭକ୍ତ ସେଥିପାଇଁ । ଗରିବ ପଛେ ଭୋକରେ ମରୁ ,ଶ୍ରୀକ୍ଷେତ୍ର କୁ ସଜାଇ ଥାଉ ,ଏ ହେଲେ ପ୍ରଭୁ ଙ୍କର ମହାନ ଭକ୍ତ
@manaspriyapanda1909
@manaspriyapanda1909 3 ай бұрын
Modi company give respect to Naveen pattanaik and take respect from the 4.5 crores of people of Odisha bcz Naveen is the EYE of the people of odisha.
@manassahoo6572
@manassahoo6572 3 ай бұрын
This is a great personality of Dharmendra pradhan.
@sahibadim7742
@sahibadim7742 3 ай бұрын
Wrost education minister 😂
@Andhadiganta
@Andhadiganta 2 ай бұрын
ସମୟ ର ଖେଳ ଦିନେ ଯାହାଙ୍କ ନିର୍ଦେଶ ରେ ମଞ୍ଚ ବନା ଯାଉଥିଲା ଆଜି ସେହି ବ୍ୟକ୍ତି ଙ୍କୁ ମଞ୍ଚ କୁ ଯିବାକୁ ଅନ୍ୟ ର ଅନୁମତି ଆବଶ୍ୟକ ଧନ୍ୟ ରେ ସମୟ କାହାକୁ ତୂ ଶକ୍ତିଶାଳୀ କରୁ ତ କାହାକୁ ଶକ୍ତି ହୀନ ସବୁ ତୋରି ଚାଦର ତଳେ ବ୍ୟକ୍ତି ଖାଲି ମିଛି ମିଛି କା ଶକ୍ତି ପ୍ରଦର୍ଶନ କରେ ଏହା ହିଂ ସତ୍ୟ
@tankeswarlocalnews
@tankeswarlocalnews 2 ай бұрын
ନବୀନ ବର୍ତ୍ତମାନ ସାଶନ ଗାଦିରେ ନାହାନ୍ତି, ସମ୍ମାନ ଦୃଷ୍ଟିରୁ ନବୀନ sir ସାଶନ ଭାରରେ ଥିବା ସରକାର ଙ୍କର ନିକଟରେ ବସିବା ଉଚ୍ଚିତ ମନେକରୁନାହାନ୍ତି, ନବୀନ ଙ୍କର ରାଜନୀତି, ଏବଂ ଜଗରନ୍ନାଥ ମହାପ୍ରଭୁଙ୍କ ସମ୍ମାନ ହିଁ ତାଙ୍କ ଜୀବନର ସମ୍ମାନ
@lataranimaharana4372
@lataranimaharana4372 3 ай бұрын
Always great our former cm nabin sir
@tunathakur5802
@tunathakur5802 3 ай бұрын
Eha purba mukhyamantri nka sresthata nuhan. Eha odissa ra asmita, odia jati ra sanskaar. Dharmendra pradhan o naveen pattanayak
@bhaktimarga853
@bhaktimarga853 2 ай бұрын
ବ୍ୟକ୍ତିଗତ ସ୍ତରରେ ଏମିତି ଭଲ ସମ୍ପର୍କ ରହିବା ଦରକାର . ଧର୍ମେନ୍ଦ୍ର ବାବୁଙ୍କୁ ଧନ୍ୟବାଦ.
@swarnalatasahoo1293
@swarnalatasahoo1293 3 ай бұрын
Navin pattaniak sir is great man of India
@sahabkhan4070
@sahabkhan4070 3 ай бұрын
Right 👍
@mrrabindra9213
@mrrabindra9213 3 ай бұрын
ଭଦ୍ର ମୁଖା କୁଜି ନେତା ମାନେ କିଛି ତ ଶିଖ
@samirnayak3768
@samirnayak3768 3 ай бұрын
ବଡ଼ ଦାଣ୍ଡରେ , ଜଗନ୍ନାଥ ଧାମରେ ବିରୋଧୀ ଶାସକ କିଛି ନଥାଏ, ଯଦି ନିଜେ ମହାପ୍ରଭୁ ବଡଦେଉଳରୁ ଭକ୍ତଙ୍କ ପାଖକୁ ଆସିପାରୁଛନ୍ତି ତେବେ କାହାମଧ୍ୟରେ ଅହଂକାର କଣପାଇଁ? କେବଳ କେତକ କୁଜିତଳିଆ ତୋର ମୋର ଶାସକ ବିରୋଧୀ ଇତ୍ୟାଦି କରିଥାନ୍ତି. ଆଜିର ଏ ଘଟଣା ବହୁତ କିଛି ଶିକ୍ଷା ଦେଉଛି.
@manojkumarbisoyi6922
@manojkumarbisoyi6922 3 ай бұрын
🙏good msg
@CreativeNatureLife
@CreativeNatureLife 3 ай бұрын
ଭାଇ ଠିକ୍ କହିଛ, ଖୋଦ୍ ଜଗନ୍ନାଥ ନିଜେ ଭକ୍ତ ମାନକୁ ଦର୍ଶନ ଦେବାପାଇଁ ବଡ ଦେଉଳରୁ ବାହାରି ରଥରୁଡ ହେଉଛନ୍ତି। ଜୟ ଜଗନ୍ନାଥ 🙏🚩🙏
@SandhyaraniDas-yb4fq
@SandhyaraniDas-yb4fq 3 ай бұрын
@@CreativeNatureLife yessssss 🙏🙏
@dhanumunda7630
@dhanumunda7630 3 ай бұрын
Dharmendra sir good behaviour..iam salute u dharmendra sir..
@sahibadim7742
@sahibadim7742 3 ай бұрын
What about education 😂
@RAKESH20249
@RAKESH20249 3 ай бұрын
The great person Navven Patnaik ❤️ Love' you sir INDIA No-1 CM Navven Patnaik 🙏
@Majhi_Info_01
@Majhi_Info_01 2 ай бұрын
ଏବେ ଆଉ ଥରେ ନିର୍ବାଚନ ହେଉ ନବୀନ sir ଜିତିବେ.......
@anantapradhan6737
@anantapradhan6737 2 ай бұрын
Hnnn
@dibakarsa754
@dibakarsa754 3 ай бұрын
ମାନବିକତା କଣ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଶିଖ କଂଗ୍ରେସ ନେତାମାନେ ।
@pramodsahu1341
@pramodsahu1341 3 ай бұрын
Dharmendra chora neet ghotala kari sara bharatare chanchalya srusti karichhi ethire rastrapati, om birla, dhankad jadi janch karibaku order debe sabu bjp party jail jibe au sata ru bahiskar3hebe
@Balasoreexpress123
@Balasoreexpress123 3 ай бұрын
Sethi pai bhuda kahi hasuthila lunigi pai trule kale Ama Naveen babunku​@@pramodsahu1341
@sahibadim7742
@sahibadim7742 3 ай бұрын
Wrost education minister khali namaskar hei gale dharma kuha jayena karma hi bhagwan and Dharmendra Pradhan education minister hei ta karma thik karini wrost education minister 😂
@Romeolifestyle9830
@Romeolifestyle9830 2 ай бұрын
ନବିନ ସାରଙ୍କ ଆଗରେ ଏମାନେ ସବୁ କିଛି ଭି ନୁହନ୍ତି
@biswamberbhutia3280
@biswamberbhutia3280 3 ай бұрын
ରାଜନୀତି ରେ ସେ କେବେ କାହା ଉପରକୁ କାଦୂ ଫୋପାଡ଼ି ନ ଥିଲେ। ମୋହନ ମାଝି ତା ବିରୋଧରେ ଏବେ ଯେଉଁ କହୁଛି ତାକୁ ଭଲ ଲାଗୁ ନ ଥୀବ କାରଣ ଯିଏ ସିଧା ତାକୁ ଖରାପ କହିବା ଭୁଲ। ଏଠି ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଭଲ ସମ୍ମାନ ଦେଇଛନ୍ତି। ।ଯିଏ ଭଲ ତାକୁ ଖରାପ କହିବା ସାହସ ହେଵ ନାହି
@santanumalik1269
@santanumalik1269 3 ай бұрын
Naveen Babu ଲୋକମାନଙ୍କ ହୃଦୟରେ ସଦା ସର୍ବଦା ଥିବେ, ନବୀନ is unique
@binayabehera2389
@binayabehera2389 2 ай бұрын
ନବୀନ ପଟନାୟଜ ଗୁଟେ ରିଅଲ ହେରୋ ଥିଲେ , ଆଉ ଏବେ ଭି ଅଛନ ନ୍ତି. 👍👍❤❤
@ArabindaSahoo-r5q
@ArabindaSahoo-r5q 3 ай бұрын
Dharmendra Pradhan is the Great personality
@sahibadim7742
@sahibadim7742 3 ай бұрын
But wrost education minister 😂
@deepakkumarswiftlover
@deepakkumarswiftlover 2 ай бұрын
Right ,Dharmendra p is best humanity 👌 ❤️,
@sahibadim7742
@sahibadim7742 2 ай бұрын
@@deepakkumarswiftlover that's why education is important 😂
@rameshmohanty1211
@rameshmohanty1211 3 ай бұрын
ସମୟ ବଡ଼ ବଳବାନ
@chintamanimoharana2678
@chintamanimoharana2678 3 ай бұрын
ନବୀନ BJP ku ଯେତିକି କେନ୍ଦ୍ର ରେ saahojoga କରିଛି ତାର ମୂଲ୍ୟ 😂
@archanabarik2330
@archanabarik2330 2 ай бұрын
@@chintamanimoharana2678 Kichhi na jani khali gala....auu
@bichitrakumarswain7420
@bichitrakumarswain7420 3 ай бұрын
Dharmendra Bhai well done. You have created a good culture in Odisha. Thanks.
@sahibadim7742
@sahibadim7742 3 ай бұрын
But faill in education minister 😂
@arunamohanty2986
@arunamohanty2986 3 ай бұрын
Dharmendra nku bahut dhanya vad ete sanmman deithibaru🙏
@narendracreation5960
@narendracreation5960 3 ай бұрын
ନବୀନ ପଟ୍ଟନାୟକ ସାର୍❤❤❤❤❤❤
@GS..SGMS.143
@GS..SGMS.143 2 ай бұрын
ରାଜନୀତି କେହି ଯଦି ଶିଖିବେ ତାହେଲେ ନବୀନ ବାବୁଙ୍କଠୁ ଶିଖନ୍ତୁ ❤ ଜୟ ଜଗନ୍ନାଥ
@BirenDamayantiMusic
@BirenDamayantiMusic 3 ай бұрын
ଜୟ ଜୟ ଶ୍ରୀଜଗନ୍ନାଥ 🙏🏻🙏🏻🙏🏻
@manmathpal256
@manmathpal256 2 ай бұрын
ଇଏ ହେଉଛନ୍ତି ଆମର ମୁକ୍ତ ନବୀନ ସାର୍....ସତ ରେ କେତେ ପ୍ରାକୃତିକ ଏ ଦ୍ରୁଶ୍ୟ ❤
@ajaykumardash9999
@ajaykumardash9999 3 ай бұрын
Politics kemiti karajay odisharu sikhiba katha other state
@t.n.timepass9800
@t.n.timepass9800 3 ай бұрын
ସମସ୍ତେ ଭାଇ ଭାଇ ହେଇ କି ରୁହ ଆଉ ପରସ୍ପର କୁ ଭଲପାଇବା ଏବଂ ସନ୍ମlନ ମଧ୍ୟ ଦିଅନ୍ତୁ ଜୟ ଗଜନ୍ନାଥ 🙏🙏
@chinmayasahoo1602
@chinmayasahoo1602 3 ай бұрын
Brand always BRAND
@Juli-v8e
@Juli-v8e 2 ай бұрын
ନବୀନ ପଟ୍ଟନାୟକ ଶାସନ ରେ ଥିଲା ବେଳେ ଏମାନଙ୍କୁ ଭିତରେ ପୁରେଇ ଦଉନଥିଲା ଏମାନେ ତ ତାଙ୍କୁ ବହୁତ ସମ୍ମାନ ଦଉଛନ୍ତି
@bamadebajena5968
@bamadebajena5968 3 ай бұрын
ଜୟ ଶ୍ରୀରାମ
@SunilMallick-k7h
@SunilMallick-k7h 3 ай бұрын
B j p ସନତ ଧର୍ମର ପରମ୍ପରକୁ ମନିଆସୁଛି
@sahibadim7742
@sahibadim7742 3 ай бұрын
Khali Dharma re desa chalena aahuri bahut kichhi achhi
@rasmiranjansahoo5373
@rasmiranjansahoo5373 3 ай бұрын
Jie vadra se sabubele vadra
@RajKapili
@RajKapili 2 ай бұрын
ନବୀନ ପଟ୍ଟନାୟକ ମନରେ ରାଗ ରୁଷା ହିଁ ସବୁ ଭଲ ପାଉଛନ୍ତି ନବୀନ ପଟ୍ଟନାୟକଙ୍କ ଫିଆନ୍
@ChandraShekharMuduli-nv2tb
@ChandraShekharMuduli-nv2tb 3 ай бұрын
Odisha CM nabinbabu ❤❤
@rankanayak9953
@rankanayak9953 3 ай бұрын
ଏବେ ବିଜେଡି ଆପଣ ମାନେ ଖୁସିତଏଥୁରୁ କିଛି ସିଖ
@Balasoreexpress123
@Balasoreexpress123 3 ай бұрын
Lungi bhudha setha kan thila
@pradeepsahoo6484
@pradeepsahoo6484 2 ай бұрын
Kete asibe kete jibe kintu Naveen sir ama hrudayare thile achanti agaku madhya Rahi thibe
@mahaprasadbrahma1433
@mahaprasadbrahma1433 2 ай бұрын
We learn Dharmendra Pradhan will be next cm in odisa after a yr and he collect sympathy from Naveen pattanaik for a big support.
@TapanPattnaik-s8j
@TapanPattnaik-s8j 3 ай бұрын
Nabin babu jindabad
@alokmohapatra1856
@alokmohapatra1856 3 ай бұрын
ନବୀନ ଙ୍କୁ ବିରୋଧୀ ବି ଭଲ ପାଆନ୍ତି
@suryakantanayak4463
@suryakantanayak4463 3 ай бұрын
I salute Dharmendra sir...
@sahibadim7742
@sahibadim7742 3 ай бұрын
Wrost education minister 😂
@bhaskarchandrapati4084
@bhaskarchandrapati4084 2 ай бұрын
Dharmendra sir ଧନ୍ଯବାଦ ଜୟ ଜଗନ୍ନାଥ
@sanjaybehera1291
@sanjaybehera1291 3 ай бұрын
Jay jagannath
@Faltutokarafaltuvideo
@Faltutokarafaltuvideo 2 ай бұрын
ଏଇଟା ହେଲା ଓଡ଼ିଆ ଅସ୍ମିତା 🙏
@SonaliPradhan-we8mj
@SonaliPradhan-we8mj 3 ай бұрын
Jay jagannath 🙏
@Mukundpaintingworks782
@Mukundpaintingworks782 3 ай бұрын
ପ୍ରକ୍ରୁତରେ ଏମିତି ଦୃଶ୍ୟ ଦେଖିବାକୁ ଖୁବ୍ ସୁନ୍ଦର ଲାଗିଲା।
@hinasethy8240
@hinasethy8240 3 ай бұрын
Great Nabin sir❤❤
@prasant1430
@prasant1430 3 ай бұрын
Legendary is a legendary ନବୀନ ପଟ୍ଟନାୟକ is a God of odisha ଜୟ ଜଗନ୍ନାଥ 🙏❤
@santoshjena9268
@santoshjena9268 3 ай бұрын
ଜୟ ଜଗନ୍ନାଥ ସ୍ୱାମୀ 🙏
@ChhutuTudu-f7q
@ChhutuTudu-f7q 3 ай бұрын
Naveen sir a respect fully person jai Johar Nabeen sir
@ramkrushnamohapatra2117
@ramkrushnamohapatra2117 2 ай бұрын
ଅତ୍ୟନ୍ତ ସୁନ୍ଦର, ଏଠାରେ ସମସ୍ତେ ଆପଣାର ଓ ନିଜର ❤❤❤
@paramprateekpanigrahi8395
@paramprateekpanigrahi8395 3 ай бұрын
Naveen Pattnaik ku asanman hele pun by-election heba.....bjd sarkar puni asiba
@chimkandishorts937
@chimkandishorts937 3 ай бұрын
😂😂😂
@anantapradhan6737
@anantapradhan6737 2 ай бұрын
Hmn
@santoshrout5764
@santoshrout5764 3 ай бұрын
JAY JAGANNATH SWAMI NAYNA PATHAGAMI BHABA TUME KI JAY ନବୀନ ପଟ୍ଟନାୟକ ସାର୍ ଙ୍କ ଭଳି କେହି ହୋଇ ପାରିବେ ନାହିଁ ନବୀନ ପଟ୍ଟନାୟକ ସାର୍ ହେଉଛନ୍ତି ଭାରତର ନମ୍ବର ଓାନ୍ ମୁଖ୍ୟମନ୍ତ୍ରୀ ତଥା ରାଜନେତା ଭାରତ ବର୍ଷରେ ଯେତେଵି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବା ହୁଅନ୍ତୁ ନା କାହିଁକି ନବୀନ ପଟ୍ଟନାୟକ ସାର୍ ଙ୍କ ଭଳି କେହି ହୋଇ ପାରିବେ ନାହିଁ
@LCKbabu
@LCKbabu 3 ай бұрын
Odisha best cm naveen patnayak sir ❤
@abinashnath3190
@abinashnath3190 2 ай бұрын
ସେ ହୃଦୟ ନବୀନ ପଟ୍ଟନାୟକ ଙ୍କ ପାଖରେ ଅଛି 💝
@BarikaKurudia-vr9uf
@BarikaKurudia-vr9uf 3 ай бұрын
Jay shree jagannath 🙏
@annapurnaparida9315
@annapurnaparida9315 2 ай бұрын
ସେଥିପାଇଁ ତ ହେ ନବୀନ ବାବୁ ଆମେ ତୁମ fan ❤❤❤❤
@amitabhakusahoo871
@amitabhakusahoo871 3 ай бұрын
ରାଷ୍ଟ୍ରପତି ଆସିଥିବା ଦେଖି କୃଦ୍ଧରେ ଲାଇନ କାଟିଥିବା ଭାଇ ଆଜି ଏ ଭଉଣୀ ପାଖରୁ କିଛି ଶିଖିବା ଦରକାର
@bibhutibhusansamal5503
@bibhutibhusansamal5503 2 ай бұрын
ବହୁତ ସୁନ୍ଦର ଦୃଶ୍ୟ
@Gyanaranjanmalla-tj3gb
@Gyanaranjanmalla-tj3gb 3 ай бұрын
Good. Job
@mahadevkijai1544
@mahadevkijai1544 3 ай бұрын
We should never fight among ourselves for any political party
@shusilabalaawwchhotagadi1036
@shusilabalaawwchhotagadi1036 3 ай бұрын
Nabin Pattnaik is ever green CM of Odisha
@Florinamusic
@Florinamusic 3 ай бұрын
ଜୟ ଜଗନ୍ନାଥ 🙏🙏🙏🙏
@aditya_das_343
@aditya_das_343 3 ай бұрын
Special thanks for Dharmendra pradhan sir🙏
@BhawaniPrasaRout
@BhawaniPrasaRout 3 ай бұрын
ଧର୍ମେନ୍ଦ୍ର ପ୍ରଧାନ election time Naveen Patnaik nku ଖରାପ ଭାଷା କହିଥିଲେ ବୁଢ଼ା ଆଉ କେତେ କଥା କହିଥିଲେ ଏବେ ଡ୍ରାମା କରୁଛନ୍ତି
@SushilSilu-yn2jr
@SushilSilu-yn2jr 3 ай бұрын
Nabin sir abe bi samastanka hrudyare achanti
@AnitaSethi-co1vh
@AnitaSethi-co1vh 3 ай бұрын
Jay jagannath prabhu ❤❤❤
@deepapuspitanayak3147
@deepapuspitanayak3147 3 ай бұрын
Jay Jagannath 🙏🙏🙏
@SamarsLife
@SamarsLife 3 ай бұрын
Very good Behavior Mr Dharmendra Pradhan Sir 👍
@padmabatiprusty5702
@padmabatiprusty5702 3 ай бұрын
Otv Bala kichhi kahunati
@SushilSilu-yn2jr
@SushilSilu-yn2jr 3 ай бұрын
Otv pati band ,otv khali nida aau gohi kholiba band kale aau kn dekheeba na
@RatanKumarPradhan-u3d
@RatanKumarPradhan-u3d 3 ай бұрын
Otv gute Banda news chenal ​@@SushilSilu-yn2jr
@ramachandrabehera4696
@ramachandrabehera4696 2 ай бұрын
ଜୟ ଶ୍ରୀ ନବୀନ ପଟ୍ଟନାୟକ ଜୟ ଶ୍ରୀ ଜଗନ୍ନାଥ
@jiturockez8572
@jiturockez8572 3 ай бұрын
Great dharemenda sir🙏🙏
@raghunathparida5023
@raghunathparida5023 2 ай бұрын
ଏହା ହେଉଛି ଓଡ଼ିଶା ମାଟିର ପରିଚୟ ଜୟ ଜଗନ୍ନାଥ
@SandhyaraniDas-yb4fq
@SandhyaraniDas-yb4fq 3 ай бұрын
Dekha re bjd ra kuji neta mane .kali jou Nabeen babu amara PM ku tourist boli kahuthile aji dekha sei dala ra neta mantri mane Nabeen babu nku kemt sanman dauchhanti.bjp sarkar ki Jay Ho 🙏🙏
@Hexan252
@Hexan252 3 ай бұрын
Se janichanti Nabin nka against re kichhi kale loko Mane agaku kan karibe
@keshabchandramallick3828
@keshabchandramallick3828 2 ай бұрын
ନବୀନ କେନ୍ଦ୍ରରେ ସହଯୋଗ କରି ଥିବାରୁ ବିଜେପି ପାଖରୁ ସମ୍ମାନ ପାଉଛି, ବିଜେପି ଜିନ୍ଦାବାଦ
@akhayakumarsatapathy1420
@akhayakumarsatapathy1420 3 ай бұрын
It is a very good gesture shown by Our Dharmendra Pradhan Ji
@h.k.behera8916
@h.k.behera8916 2 ай бұрын
ଏହି ଘଟଣା ଟି ଓଡ଼ିଆ ଏକତା ର ଏକ ଦୃଷ୍ଟାନ୍ତ ହେଉ... ଓଡ଼ିଆ ଏକତା ଆହୁରି ମଜବୁତ୍ ହେଉ ... ଜୟ ଜଗନ୍ନାଥ।❤🙏
@sudeshnapradhan6471
@sudeshnapradhan6471 2 ай бұрын
ଏହା ହିଁ ଆମ ଓଡ଼ିଆ ସଂସ୍କୃତି, ପ୍ରଭୁଙ୍କ ପାଇଁ ସବୁ ସମାନ
@satyanarayanjena9682
@satyanarayanjena9682 3 ай бұрын
Politics should not be a platform of personal rivalry. The video has given this message. Everyone should learn to live and let others to live in harmony. Pray Prabhu Jagannath to bless all abundantly.
@RAlok687
@RAlok687 2 ай бұрын
ନବିନ୍‌ ସବୁବେଳେ ଅପ୍ରତି ଦୋଦ୍ଦିନେତା ସେସବୁବେଳେ ମୋହାନ ହେନବିନ୍‌ବାବୁ ଆମେ ତମ ପାଖରେ ରୁଣି କିଛି ସିଖ କୁ ଜିନେତା ନବିନ୍ ବାବୁଙ୍କଠୁ ବିଜେପିକୁ ଧନ୍ୟବଦ🙏🙏🙏👌👌👌🌹🌹🌹
@St.talking
@St.talking 3 ай бұрын
It's a quality of a gentleman
@SidhantaMuduli-w6w
@SidhantaMuduli-w6w 2 ай бұрын
ହେ ମୋହନ ବାବୁ ଆମେ ତମର ପ୍ୟାନ ❤❤❤❤❤❤❤❤❤❤❤❤❤❤❤❤
Kluster Duo #настольныеигры #boardgames #игры #games #настолки #настольные_игры
00:47
Двое играют | Наташа и Вова
Рет қаралды 1,9 МЛН
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 3,4 МЛН
How Strong is Tin Foil? 💪
00:26
Preston
Рет қаралды 150 МЛН
Running With Bigger And Bigger Lunchlys
00:18
MrBeast
Рет қаралды 124 МЛН
Exclusive Interview With Sura Routray | Odisha Reporter
40:38
Odisha Reporter
Рет қаралды 24 М.
Rath Yatra 2024 | Shree Jagannath Anubhuti | Pragyan | Alankar TV
16:20
Kluster Duo #настольныеигры #boardgames #игры #games #настолки #настольные_игры
00:47
Двое играют | Наташа и Вова
Рет қаралды 1,9 МЛН