Puri Srimandir: Cracks In Meghanad Wall, Will SriMandir Witness Its Turn ! | Nirbhay Gumara Katha

  Рет қаралды 23,210

Nirbhay

Nirbhay

Күн бұрын

Пікірлер
@pravatkumarmishra9760
@pravatkumarmishra9760 9 сағат бұрын
ଅପରାଜିତା ଷଡ଼ଙ୍ଗୀ ଜାଣିଥିଲେ ଏପରି ଅବସ୍ଥା ହବ ତେଣୁ ବିରୋଧ କରିଥିଲେ କିନ୍ତୁ ଆମ ଅନ୍ଧ ଭକ୍ତ ତାଙ୍କୁ ବିରୋଧ କଲେ ଏବେ କୁହ କିଏ ଠିକ୍
@BhagirathPrusty
@BhagirathPrusty 13 сағат бұрын
ନବୀନ ବାବୁ ଆଉ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ଉଚିତ ଥିଲା। ଓଡ଼ିଶାକୁ ଧ୍ଵଂସ କରିବାକୁ ଯାହା ଯାହା ଯୋଜନା ବାକି ଥିଲା, ସବୁ ପୂରଣ କରିଥାନ୍ତେ।
@prasantakumarswain3419
@prasantakumarswain3419 12 сағат бұрын
ସବୁ ନିଜ ଆଖି ଆଗରେ ଦେଖି ଦେଇ ଯାଇ ଥାଆନ୍ତେ, ନବୀନ ବାବୁ, କାହିଁକି ନା ବଡ଼ ବଡ଼ ଯୋଜନା ରେ ବି ଏତେ ବଡ଼ ବଡ଼ ହେଭି ମେସିନ୍ ମଧ୍ଯ ଲାଗି ନ ଥିବ, ହୀରାକୁଦ ବନ୍ଧ ନିର୍ମାଣ କରିବାରେ ମଧ୍ୟ ଏପରି ମେସିନ୍ ବ୍ୟବହାର ହୋଇ ନ ଥିବ। କଳା ପାହାଡ଼ ହାତରେ ଯଦି ଏପରି ମେସିନ୍ ଲାଗି ଥାଆନ୍ତା ଆଜି ପାଣ୍ଡିଆନ କୁ ଶ୍ରୀହୀନ କରିବାକୁ ମିଳି ନ ଥାଆନ୍ତା । କଳା ପାହାଡ଼ ତା କାମ ସାରି ଦେଇ ଥାଆନ୍ତା ।
@prafullakumarmohanty6644
@prafullakumarmohanty6644 7 сағат бұрын
ଖଳ କରଇ ମନ୍ଦ କରମ ଯେବେ ଫଳ ଫଳଇ ସାଧୁ ଜନ ଠି ତେବେ କାକ ତେଜିଲା ମଳ ମଲା ସାରସ ଜଳଧି ହେଲା ବନ୍ଧା ଚୋର ରାକ୍ଷସ
@BPATRA-by9yz
@BPATRA-by9yz 13 сағат бұрын
ଶ୍ରୀ ମନ୍ଦିର ର ଏପରି ଅବସ୍ଥା ପାଇଁ କେବଳ ଗଜପତି ମହାରାଜା ହିଁ ଦାୟୀ
@gyandrapatra7719
@gyandrapatra7719 11 сағат бұрын
Right.
@tarakantabarik3126
@tarakantabarik3126 11 сағат бұрын
मंदिर पर सरकार का नियंत्रण है
@narasinghdas3623
@narasinghdas3623 6 сағат бұрын
ସରକାର ଆଗ ମେଘନାଦ ପାଚେରୀର ସୁରକ୍ଷା କରନ୍ତୁ, ପରେ ଅନୁଧ୍ୟାନ କରି ଦୋଷୀମାନଙ୍କୁ ଉଚିତ ଦଣ୍ଡ ବିଧାନ କରନ୍ତୁ ଯେହେତୁ ଏହା ଓଡିଶାର ଅସ୍ମିତା, ସଂସ୍କୃତି ଏବଂ ପରମ୍ପରାକୁ ଆଘାତ କରିଛି l
@niranjanpanda8574
@niranjanpanda8574 12 сағат бұрын
ଗଜପତି ୨୫ ବର୍ଷ ଧରି କିଛି ନକହିବା ନିରବ ସମର୍ଥନ ଆଶ୍ଚର୍ଯ୍ଯ ଲାଗୁଛି।
@jayarammohapatra2536
@jayarammohapatra2536 13 сағат бұрын
ଶ୍ରୀମନ୍ଦିର ଧ୍ବଂସ ପାଇଁ ପୂର୍ବ ସରକାର, ଗଜପତି, ବର୍ତମାନ ର ସରକାର, ASI ସମସ୍ତେ ଦାୟୀ
@khirodhota1440
@khirodhota1440 11 сағат бұрын
ଯଦି ଓଡ଼ିଶାରେ କେହି ବଚସ୍କର ଥାନ୍ତି ତେବେ ନବୀନ ର ସବୁଠାରୁ ବଡ ବଚସ୍କର ହେଉଛନ୍ତି ଗଜପତି ମହାରାଜ l
@bhubanmohanty3853
@bhubanmohanty3853 13 сағат бұрын
ପୁରୀର ଆଜିର ପରିସ୍ଟିତି ପାଇଁ ନବୀନ ବାବୁ, ପାଣ୍ିଆନ ଓ ASI ଦାୟୀ
@brajakishorepadhi4022
@brajakishorepadhi4022 9 сағат бұрын
ନବୀନ ପଟ୍ଟନାୟକ ବୁଢା କୁ ପ୍ରବଳ ଯୋତା ମା଼ଡ ଦରକାର। ବିଧର୍ମୀ ନବୀନ ମୁଖମନ୍ତ୍ରୀ ହେଲେ ସନାତନ ବିପର୍ୟ୍ଯସ୍ତ
@ajoyarout8875
@ajoyarout8875 9 сағат бұрын
ଠିକ କହିଲେ
@lokanathdas5326
@lokanathdas5326 12 сағат бұрын
ସେ ଗଜପତି ଙ୍କୁ ଆଗ ବାନ୍ଧି ବିଜେଡ଼ି ରୁ କେତେ ଟଙ୍କା ନେଇଛନ୍ତି ତା'ର ବି ତଦନ୍ତ ହେବା ଆବଶ୍ୟକ
@swadhikarbetaj3768
@swadhikarbetaj3768 12 сағат бұрын
ଓଡ଼ିଶାର କଳା ପାହାଡ ଥିଲେ ନବୀନ ପଟ୍ଟନାୟକ। ଯୋଗ୍ଯ ପିତା ର ଅଯୋଗ୍ୟ ପୁତ୍ର।ଗଜପତି ଥିଲେ ଜଗନ୍ନାଥଙ୍କ ପ୍ରଥମ ସେବକ ପରିବର୍ତ୍ତେ ବିଜେଡି ଦଲର ବଡ ସେବକ।
@MohanSahoo-j1x
@MohanSahoo-j1x 11 сағат бұрын
ଗଜପତି ମହାରାଜା ବିଜେଡି ଦଳର କରାୟତରେ ଥିଲା ଭଳି ଅନୁମାନ କରାଯାଉଛି ।
@rabindrarath9474
@rabindrarath9474 4 сағат бұрын
ଯେଉଁମାନେ ମନ୍ଦିରର କ୍ଷତି ଘଟଇଛନ୍ତି ସେମାନଙ୍କୁ ଆଇନର ପରିସର ଭୁକ୍ତ କରାଯାଉ ମୁଖ୍ୟମନ୍ତ୍ରୀଙ୍କୁ ଏୟା ଅନୁରୋଧ
@rameswar3765
@rameswar3765 13 сағат бұрын
ନବୀନ ଓ ପାଣ୍ଡିଆନ୍ କୁ ବର୍ତ୍ତମାନ ର କଳାପାହାଡ କହିଲେ ଭୁଲ୍ ହେବ ନାହିଁ ।
@PurnachandraBehera-if5tu
@PurnachandraBehera-if5tu 12 сағат бұрын
ପରମ ଭକ୍ତ ନବୀନ ବାବୁ ଖୋଳ ତାଡ଼ କରି ଯାହା ବାହାରିଲା ବିକ୍ରି କରି ଦଳୀୟ ଫଣ୍ଡସ୍ ବଢାଇ ଛନ୍ତି।
@subashmishra5616
@subashmishra5616 12 сағат бұрын
❤ପରିକ୍ରମା ପ୍ରକଳ୍ପ ନାମରେ ଯେଉଁ ଧ୍ଵଂସ ଲୀଳା ନବୀନ ପାଣ୍ଡୁ ଶାସନ କାଳରେ କରାଗଲା ମହାପ୍ରଭୁ କାହାକୁ କ୍ଷମା ଦେବେନି ଜୟ ଜଗନ୍ନାଥ
@jaganmuduli2579
@jaganmuduli2579 11 сағат бұрын
କାହିଁକି ଗଜପତି ମହାରାଜା ନବୀନଙ୍କୁ ପ୍ରଶଂସା କଲେ, ପ୍ରତ୍ନତାତ୍ବିକ ବିଭାଗ କାହିଁକି ଅନୁମତି ଦେଇଥିଲା
@Dakshita2017
@Dakshita2017 10 сағат бұрын
ASI gote central agency...au center re BJP thila...abe kahibe loka ki Sree Gajapati Maharaj b bjd supporter...Ama loka 🐑...
@bijaypanda1843
@bijaypanda1843 12 сағат бұрын
ନାଟ ର ଗୋବର୍ଧନ 😄ଗଜପତି 🤦‍♂️
@jchoudhury274
@jchoudhury274 12 сағат бұрын
ନବିନ ବାବୁ ଆଉ Pandian କଳାପାହାଡ଼ ହେଇ ମଠ ମନ୍ଦିର ଭାଙ୍ଗି ଦେଲେ
@musiclover7281
@musiclover7281 10 сағат бұрын
I'm daily viewer of nirvaya gumarkatha ମୁ କହିବାକୁ ଚାହେଁ କି ଆମର ଗଜପତି ମହାରାଜ ଦୁର୍ନୀତି କୁ ବହୁତ ପ୍ରଶୟ ଦେଇଛନ୍ତି ଆପଣ ବହୁତ ଭଲସେ ଜାଣିଛନ୍ତି
@bipinbiharidash8159
@bipinbiharidash8159 12 сағат бұрын
ବାସ୍ତବ ନିୟମ ଭାଗିଂ ନିୟମ ବିରୁଦ୍ଧ କାର୍ଯ୍ଯ କରିଥିବା ବ୍ଯକ୍ତି ବିଶେଷକୁଂ ଜଗନ୍ନାଥ କ୍ଷମା ଦେବେନି॥
@prafullamohanty5557
@prafullamohanty5557 12 сағат бұрын
ଅତି ସୁନ୍ଦର ଉପସ୍ଥାପନା ମହାଶୟ। ଜଗନ୍ନାଥ୍ କେବେ କ୍ଷମା ଦେବେ ନାହିଁ। ପିକୁ ପଟ୍ଟନାୟକ ବିରୋଧ କରିବା ଯୋଗୁଁ ତାଙ୍କୁ ମିଛ କେସ ରେ ଫସାଇ ଦିଆ ଯାଇଥିଲା। ସବୁ ପ୍ରଭୁ ଜଗନ୍ନାଥଙ୍କ ଉପରେ ଛାଡି ଦିଅନ୍ତୁ ଆଜ୍ଞା।
@MohanSahoo-j1x
@MohanSahoo-j1x 11 сағат бұрын
ଆପଣ ଠୀ କ କହିଛନ୍ତି ।
@gopalsamall8365
@gopalsamall8365 12 сағат бұрын
ପାଣ୍ଡିଆନ ଓ ଭାରତୀୟ ଆର୍କିଲୋଜିକାଲ ସଂସ୍ଥା ନାଁ ରେ କେଶ ହେଉ l
@benudharsenapati753
@benudharsenapati753 11 сағат бұрын
ଆଜ୍ଞା ନମସ୍କାର ଆଜ୍ଞା ମଠ ମନ୍ଦିର ସବୁ ଭାଙ୍ଗିବାରେ ଯେଉଁ ରୂପା ଇଟା ସବୁ ମିଳିଥିଲା ସେ ସବୁ କୁଆଡ଼େ ଗଲା ତାହା ଲୋକଲୋଚନକୁ ଆସିଲାନି ? ଜୟଜଗନ୍ନାଥ ଜୟ ଶ୍ରୀଜଗନ୍ନାଥ
@malaykumarpraharaj1864
@malaykumarpraharaj1864 13 сағат бұрын
ଜନତା ମଧ୍ୟ କେବେଵି ମୋହନ ସରକାରଙ୍କୁ କ୍ଷମା ଦେବେ ନାହିଁ, ନବୀନ ବାବୁ ତ ଓଡିଶା ପାଇଁ ଜଣେ ସୈତାନ ଥିଲେ 👌👌
@trilochanpatnaik6321
@trilochanpatnaik6321 11 сағат бұрын
କେବଳ madam ଅପରାଜିତା ଷଡ଼ଙ୍ଗୀ ଓ ଓଟିଭି Pandian ର ପରିକ୍ରମା ପ୍ରକଳ୍ପ ବିରୁଦ୍ଧରେ ସ୍ବର ଉଠାଇ ଥିଲେ। ନବୀନ ସରକାର ଏହାକୁ ଭ୍ରୁକ୍ଷେପ କରି ନ ଥିଲେ।
@SamantaDhir
@SamantaDhir 11 сағат бұрын
ଏମାର ମଠ ରୁ ସୂନା ଈଟା ମିଳିବା ପାଣିଆ ଓ ନବିନ ଙ୍କୂ ମାଟି ତାଡ଼ି ଆଉ ଜାହା ଅଛି ବୋହି ନେବାକୁ କହିଲା
@aruppattnaik8368
@aruppattnaik8368 12 сағат бұрын
ASI ଏସବୁ କାର୍ଯ୍ୟ କଲାବେଳେ କାହିଁକି ଚୁପଚାପ ରହିଥିଲା ? ମୋହନ ସରକାର କାହିଁକି ଏ ପର୍ଯ୍ୟନ୍ତ ଖୋଳତାଡ କରୁ ନାହାଁନ୍ତି ।
@chandipadapanda4707
@chandipadapanda4707 8 сағат бұрын
ଶ୍ରୀ ମନ୍ଦିର ପ୍ରକାଶକ,ଗଜପତି ମହାରାଜ,ସେବାୟତ ତଥା ତତ୍କାଳୀନ ସରକାର ଏହାର ସମସ୍ତ ଦୁର୍ଗତି ଲାଗି ସଂପୂର୍ଣ ଦାୟୀ,ବର୍ତ୍ତମାନର ସରକାରଙ୍କ ଉପରେ ଭକ୍ତ,ଜନ ସାଧାରଣ ଙ୍କର ଯେଉଁ ଚାପ ରହିଛି ତାହାର ସମାଧାନ ଲାଗି ସରକାର ଗୁରୁତ୍ବ ଦେବା ନିହାତି ଆବଶ୍ଯକ।
@PurnenduSarangi
@PurnenduSarangi 12 сағат бұрын
ରୂପା ଇଟା ମିଳିବା ପରେ ନବୀନ ପାଟିରୁ ନାଳ ବାହାରିଲା।
@manojpanda2956
@manojpanda2956 12 сағат бұрын
ଆଜ୍ଞା ଧନ୍ୟବାଦ
@bhaswarbagmitaparida8037
@bhaswarbagmitaparida8037 13 сағат бұрын
ଶ୍ରୀମନ୍ଦିର ର ଢାଞ୍ଚା ବି ଦୁର୍ବଳ ହୋଇଯିବ କାରଣ ମେଘନାଦ ପାଚେରୀ ରେ ଫାଟ ପଡ଼ିବା ଓ ପାଣି ଗଳିବା ର ଅର୍ଥ ପାଚେରୀ ପାଖ ର ମାଟି ଦୁର୍ବଳ ହୋଇଗଲାଣି, ହେଲେ ଏମିତି ଆଗରୁ ତ ହୋଇ ନଥିଲା ଏହା କେବଳ JCB ଲଗେଇ ଖୋଳା ଖୋଳି ହେବାର ଫଳ।
@susantasahoo9544
@susantasahoo9544 12 сағат бұрын
ଆଜି ମେଘନାଦ ପାଚେରୀକୁ ବିପଦ ଆସିଛି, ଶ୍ରୀମନ୍ଦିର ପ୍ରତି ବିପଦ ଅସମ୍ଭବ ନୁହେଁ /ଗାନ୍ଧିନଗର I I T ଯେଉଁ G P R ରିପୋର୍ଟ ଦେଇଛି ତାହା ନଥି ଭିତରେ ଥିଲେସିନା ସାର୍ବଜନୀନ ହେବ, ନଥିଲେ କଣ ହେବ / 2019--2024 ଏ ପାଞ୍ଚବର୍ଷରେ ଓଡିଶାରେ ଗଣତନ୍ତ୍ର ଶାସନ ନଥିଲା,, ତାହା ଥିଲା ଏକଛାତ୍ରବାଦ ଶାସନ , ସେ ସମୟରେ ଯିଏ ବିରୋଧ କରିଥାନ୍ତେ, ସେମାନଙ୍କୁ ନିର୍ଯାତନା ଦିଆହୋଇଥାନ୍ତା ଓ ମିଥ୍ୟା ମକଦମାରେ ଫସାଇ ଜେଲରେ ଠୁଙ୍କି ଦେଇଥାନ୍ତେ /
@PramodKumarNayak-i8d
@PramodKumarNayak-i8d 7 сағат бұрын
ନବୀନ ପଟ୍ଟନାୟକ - ବିଧର୍ମୀ ରାଜା ସୁଲେମାନ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ - କଳାପାହାଡ଼ ପିନାକୀ ମିଶ୍ର - ଗୋବିନ୍ଦ ବିଦ୍ୟାଧର ଆଉ ଯେତେ ବିଜେଡି ଦଳର ବତୀପେଲା ଯୁଗେ ଯୁଗେ ଅଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏମାନଙ୍କୁ କ୍ଷମା ଦେବେନି ।
@gopalsamall8365
@gopalsamall8365 12 сағат бұрын
ଗଜପତି ଙ୍କୁ ବାଚସ୍ପତି କରିବାକୁ ଲୋଭ ଦେଖାଇ ଥିବେ ନ ହେଲେ କିଛି ଅଙ୍କ ବି!
@sabyasachimahala7020
@sabyasachimahala7020 11 сағат бұрын
ପାଣ୍ଡିଆନ ଆଉ ନବୀନ ଙ୍କୁ ବାନ୍ଧିକି ଜେଲରେ ରଖାଯାଉ, ଜଗନ୍ନାଥ ଙ୍କ ପ୍ରତି ବହୁତ ଅନ୍ୟାୟ କରିଛନ୍ତି, ଗଜପତି ପୁରା ନବୀନ ସରକାର ଙ୍କ ଦୃଢ ସମର୍ଥକ ଥିଲେ,ମୋହନ ସରକାର ଏହାର ତଦନ୍ତ କରି ଶ୍ରୀମନ୍ଦିର ର ର ସୁରକ୍ଷା କରାଯାଉ, 100 ମିଟର ଭିତରେ ସବୁ କାର୍ଯ୍ୟ କୁ ପୁରା ଭାଙ୍ଗି ଦିଆ ଯାଉ, ପାଣ୍ଡିଆନ ଆଉ ନବୀନ ଙ୍କୁ ଜେଲରେ ରଖାଯାଉ, ଏହି ଦୁଇ ଜଣଙ୍କୁ ଜେରା କରାଯାଉ
@manjupravamishra8000
@manjupravamishra8000 10 сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@bamadebajena5968
@bamadebajena5968 13 сағат бұрын
ଜୟ ଶ୍ରୀରାମ
@maheswarprusty3043
@maheswarprusty3043 9 сағат бұрын
You are great. Congratulations to you🙏🙏🙏
@sribastabapanigrahi9009
@sribastabapanigrahi9009 13 сағат бұрын
ଆଜ୍ଞା, ରତ୍ନଭଣ୍ଡାର ସର୍ଭେ ଓ ଗଣତି ଉପରେ ଆପଣ କିଛି ବିସ୍ତୃତ ତଥ୍ୟ ଦିଅନ୍ତୁ | ଓଡିଶାବାସି ଆପଣଙ୍କ ନିରପେକ୍ଷ ମତା ମତର ଅପେକ୍ଷାରେ ଅଛନ୍ତି, କାରଣ ସର୍ଭେ କମିଟି ଠାରୁ ସରକାର ପର୍ଯ୍ୟନ୍ତ ସମସ୍ତେ ନୀରବ |
@SabitaKhuntia-ih5yq
@SabitaKhuntia-ih5yq 13 сағат бұрын
Jay Jagannath sir namaskar apana nka nirvaya jaha karuthila absolutely right 🙏🙏
@bhubanmohanty3853
@bhubanmohanty3853 13 сағат бұрын
ପୁରୀ ରାଜା ଗଜପାତି ମହାରାଜ, ASI ଏବଂ ଶଙ୍କରାଚାର୍ଯ୍ୟ managed ହେଇଯାଇଥିଲେ
@SantoshKumarBhoi-w7h
@SantoshKumarBhoi-w7h 13 сағат бұрын
ଅବଶ୍ୟ ପଡିବ ନିଶ୍ଚୟ ପଡିବ।
@aduniamodunia6550
@aduniamodunia6550 11 сағат бұрын
କେବଳ ନବୀନ ବାବୁଙ୍କ ପାଇଁ ବାଇଶି ପାହାଚ ରେ ମୀନ ଖେଳିବା ସମ୍ଭବ ହୋଇପାରେ ......
@manasdas5715
@manasdas5715 11 сағат бұрын
ମହାପ୍ରଭୁଙ୍କ ଗୁପ୍ତ ସମ୍ପତ୍ତି ସୁରକ୍ଷିତ ଥାଉ, ଚାଲାଣ ନହୋଇଥାଉ, ଜିପିଆର ସର୍ଭେ ଏବଂ ପରିକ୍ରମା ପ୍ରକଳ୍ପ ସମସ୍ତ ତଥ୍ୟ ଓ ଖର୍ଚ ର ଶ୍ୱେତପତ୍ର ମାଧ୍ୟମରେ ଲୋକାଲୋଚନ କୁ ଅଣାଜାଉ,ଏ ଏସ ଆଇ ହେଉଛି ନାଟର ଗୋବର୍ଦ୍ଧନ, ଜିଏ ହେଉନା କାହିଁକି ଜଦି ଠାକୁର ଙ୍କ ସମ୍ପତି ଲୁଟ କରିଥାନ୍ତି ତାଙ୍କୁ ଧର୍ମ ସହିବ ନାହିଁ 😢👌🙏
@Manoranjansahoo34680
@Manoranjansahoo34680 13 сағат бұрын
700 ବର୍ଷରେ ଯାହା ନହୋଇଥିଲା, ତାହା କରିଛନ୍ତି
@hariharnayak9999
@hariharnayak9999 11 сағат бұрын
Excellent comment and presentation..Thank you for your brave and true facts. This is best devotion towards Mahaprabhu Jagannath. This is the best episode of your entire career of Nirvay Gumar Katha.Jagannath bless you to continue this journey 🙏
@abhiramsahoo5642
@abhiramsahoo5642 12 сағат бұрын
ଆପଣଙ୍କ ଆଜିର ଆଲୋଚନା ବାସ୍ତବିକ ଓଡିଶାବାସୀଙ୍କ ଚିନ୍ତା।ଏଥିରେ ଯିଏ ବି ଦୋଷୀ ହୁଅନ୍ତୁ ନା କାହିଁକି,ବର୍ତ୍ତମାନର ବିଜେପି ସରକାର ଆପଣଙ୍କ ଦୃଷ୍ଟିକୋଣକୁ ଅନୁଭବ କରି ଏହାର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନ ନେଲେ ଲୋକେ ଏ ସରକାରକୁ ମଧ୍ଯ କ୍ଷମା କରିବେ ନାହିଁ !
@ANKITKUMARNAYAKNAYAK
@ANKITKUMARNAYAKNAYAK 13 сағат бұрын
ସେହି ସମୟରେ ମୋ ସହିତ ଅନ୍ୟ ବହୁତ ଜଗନ୍ନାଥଙ୍କ ଭକ୍ତ ମାନେ, ସୋସିଆଲ ମିଡିଆରେ 9:47 ଏହି ପରିକ୍ରମା ପ୍ରକଳ୍ପ କୁ ବିରୋଧ କରି ପାଣ୍ଡିଆନଙ୍କୁ କଳାପାହାଡ଼ ବୋଲି ବର୍ଣ୍ଣନା କରୁଥିଲୁ । କିନ୍ତୁ ବିଜେଡି ଦଳୀୟ ନେତା, କୁଜି ନେତା ଓ କର୍ମୀମାନେ କହୁଥିଲେ, ପାଣ୍ଡିଆନ ଜଣେ ବିକାଶ ପୁରୁଷ, କିନ୍ତୁ ଆମେ କହୁଥିଲୁ ବିନାଶ ପୁରୁଷ ।
@manarath-on8zs
@manarath-on8zs 12 сағат бұрын
ପ୍ରଚାର ଯାତ୍ରା କର ରଥଯାତ୍ରା ଅଦିନିଆ ରେ କର ନାହିଁ।
@Kulamani-nr5oq
@Kulamani-nr5oq 6 сағат бұрын
Jay Sri jagannath namaste 🙏
@ladukishorepadhy144
@ladukishorepadhy144 10 сағат бұрын
ଗଜପତି କିମ୍ବା ନବୀନ କାହାରି ଦୂର ଭବିତ ବ୍ୟ ଦୃଷ୍ଟି ନାହିଁ ଏହା ସତ୍ୟ । ସୃଷ୍ଟି ବିଧାନ ଓ ସ୍ଥାୟୀତ୍ଵ କୁ କିପରି ଦୀର୍ଘଜୀବି କରାଯିବ ସେ ମୁନ୍ଦରେ ସାଧାରଣ ଜ୍ଞାନ ସୁଦ୍ଧା ନାହିଁ ।
@prabhasray675
@prabhasray675 12 сағат бұрын
Jay shree jagannath
@bhubanmohanty3853
@bhubanmohanty3853 13 сағат бұрын
BJD ହଉ ବା BJP ସବୁ ଗୋଟିଏ ନାଉର ମଞି । କିଛି ନିଉଜ ଚ୍ୟାନେଲ ଓ ନି୍ଭୟ ପେପର ଯେହେତୁ paid ବା managed ହେଇପାରିବେ ନି ସେଥିପାଇଁ ବିରୋଧ କରୁଥିଲେ
@basantapattnaik7812
@basantapattnaik7812 13 сағат бұрын
ସାର ପ୍ରଣାମ 🙏🌹 ସର୍ଭେ ରେ ଜାହା ଜଣା ପଡ଼ିଥିବ ସେ କେବଳ ପାଣ୍ଡିଆନ କୁ ଜଣା ଦିୟା ନିୟା ସେସବୁ କରୁଥିଲା l ମେସିନ ଦ୍ୱାରା ଖୋଲିବା ଯୋଗୁ ମେଘନାଦ ପାଚେରୀର ଏ ଅବସ୍ଥା ଅଘକୁ ବହୁତ କିଛି ହେବ ଜାହା ଜଣା ପଡୁଛି ସବୁ ଠାରୁ ବଡ଼ ଦାଈ ଆମ ଓଡ଼ିଆ ଲୋକ ଏବଂ ଆମ ଗଜପତି ମହା ରାଜା ସେ ଚାହିଁଥିଲେ ସରକାର ଉପରେ ଚାପ ପକେଇ ପରି ଥାଆନ୍ତେ l
@rkbehera1241
@rkbehera1241 11 сағат бұрын
Good news sir
@durgaprasadsamantaray7084
@durgaprasadsamantaray7084 13 сағат бұрын
କିଛି ବି ଅପ୍ରତ୍ୟାଶିତ ନାହିଁ, ଯାହାକି ୪୨୦୦ କୋଟି ଟଙ୍କାର ପରିକ୍ରମା ପ୍ରକଳ୍ପ ର ପ୍ରତିକ୍ରିୟା ର ସମ୍ଭାବନା ଅଛି।
@nilakanthamishra7154
@nilakanthamishra7154 10 сағат бұрын
Good
@Jagannath-oc9ht
@Jagannath-oc9ht 12 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ । ଚାରି ଦ୍ବାର ଖୋଲା ଗଲା ଭଲ ହେଲା । ଭକ୍ତ କେମିତି ସହଜ ସରଳ ସୁନ୍ଦର ଭାବେ ଦର୍ଶନ କରିବେ। (ହେଉ ପଛେ ଘରେ ରହି ଦଶଦିନ ଅପେକ୍ଷା କରିବେ କି ପୁରୀରେ ରହି ଦୁଇ ତିନି ଦିନ ଅପେକ୍ଷା କରିବେ ।) ସେହି ବ୍ୟବସ୍ଥା କରନ୍ତୁ । ଗୋଟିଏ ସରକାର ଚାରି ଦ୍ବାର ଖୋଲି ଦେଲେ ବୋଲି ବାହାଷ୍ଫୋଟ ମାରନ୍ତୁ ନାହିଁ । ଖୋଲିବା ଥିଲା ଖୋଲିଲା । 2. ଶ୍ରୀ ମନ୍ଦିର ନିକଷ୍ଥ ମନ୍ଦିର ଭାଂଗିଲେତ ଭାଂଗିଲେ ଗଭିର ଖୋଳତାଡ୍ ଭାରି ମେସିନ୍ ଦ୍ବାରା , ଏହା ଭିରି ବିପଦ ନିଶ୍ଚିତ। 3. ଖବର କାଗଜ କୁହନ୍ତୁ, ରାଜନୈତିକ କୁହନ୍ତୁ, ସାଧାରଣ କୁହନ୍ତୁ । ଭୟ କରୁଥିଲେ ସେହି ଅଭିଶପ୍ତ ସରକାରଙ୍କୁ । ବିରୋଧ କଲେ ଜେଲ ଓ ନିର୍ଯ୍ଯାତନା ଲୋକଙ୍କ ଅନ୍ତରର ଅଭିଶାପ ଓ ଜଗନ୍ନାଥଙ୍କ ତିର୍ଯ୍ୟକ ଦ୍ରୁଷ୍ଟିର ପ୍ରଭାବ ରେ ସରକାର ତ ଗଲା ଦଳ ନିଶ୍ଚିହ୍ନ ହେବ।
@biswanathswain5691
@biswanathswain5691 10 сағат бұрын
You have raised right point . Now it's right point for moham sarkar to save Jagannath temple
@malayabasantadas8339
@malayabasantadas8339 12 сағат бұрын
Sir apanaku bahut bahut dhanyabad.
@satishchandrabehera7291
@satishchandrabehera7291 13 сағат бұрын
କୋଟି କୋଟି ଜଗନ୍ନାଥ ପ୍ରେମୀ ତଥା ଶ୍ରଦ୍ଧାଳୁଙ୍କ ମନର କୋହ, ନିରବରେ ବସି ସବୁ ଶୁଣୁଛି ଦେଖୁଛି କାଳିଆ ମହୀରୁହ। ଜୟ ଜଗନ୍ନାଥ!!!
@roshnimohapatra2797
@roshnimohapatra2797 9 сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏 ଏତେ ଦିନ ପର୍ଯ୍ୟନ୍ତ ଦୁଷ୍ଟ ବିଜେଡି ଶାସକମାନଙ୍କ କବଳରେ କବଳିତ ହୋଇ ଓଡିଶାର ଧନ,ମାନ ଓ ଯଶ ସବୁର ବିପର୍ଯ୍ୟୟ ଘଟେଇବା ପଛରେ ଓଡିଶା ବାସୀ କଣ ଦାୟୀ ନୁହଁନ୍ତି?କଣ ପାଇଁ ଏ ଖତରା ଦଳ କୁ ଭୋଟ ଦେଉଥିଲେ?ଶ୍ରୀମନ୍ଦିରର ସଂପର୍କ ରେ ଏ ପ୍ରକାର ଦୁସମ୍ବାଦ ଦେହ ମନ ସବୁକୁ ଖିନଭିନ କରି ଦେଉଛି ...ଏବେ କେବଳ ଚକାନୟନ ଆମ ଗର୍ବ, ଗୌରବ ଓ ଅସ୍ମିତାର ପ୍ରତୀକ ଶ୍ରୀ ମନ୍ଦିରର ସୁରକ୍ଷା ପାଇଁ ସାହା ଭରସା ଏବେ ବିଶ୍ୱ ସ୍ତରୀୟ ପରିକ୍ରମା ପ୍ରକଳ୍ପ କରି ଅର୍ଥ ଆତ୍ମସାତ୍ କରିଥିବା ଜୋକ ମାନଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅର୍ଥ ଦଣ୍ଡ ରେ ଦଣ୍ଡିତ କରାଯିବା ସହିତ ଜେଲ୍ ଦଣ୍ଡାଦେଶ ହେଉ.....
@mihirdwivedi8843
@mihirdwivedi8843 11 сағат бұрын
Lord Jagannath will never excuse Naveen Ji n Pandian. Excellent presentation
@santoshbiswal6256
@santoshbiswal6256 12 сағат бұрын
Sir pranam. Gajapati and bjd dala mandira pain bipad dakianichhanti.
@MohanSahoo-j1x
@MohanSahoo-j1x 9 сағат бұрын
ଏକଛତ୍ର ଶାସନ ଚାଲୁଥିଲା ।
@Aditya.aditya.
@Aditya.aditya. 12 сағат бұрын
ନାଇଁ ଆଜ୍ଞା ଏହା ମଧ୍ୟ ଜଗନ୍ନାଥଙ୍କ ଇଚ୍ଛା
@chittaranjansahoo8981
@chittaranjansahoo8981 13 сағат бұрын
ସାର୍, କଣ ଅସୁବିଧା ଅଛି ତଦନ୍ତ କରିବାକୁ ଟିକେ ପୋଡକ୍ୟାଷ୍ଟରେ ଚଳିତ ସରକାରଙ୍କ କୌଣସି ବି ମନ୍ତ୍ରୀଙ୍କୁ ପଚାରନ୍ତୁ।
@gopalsahoo1487
@gopalsahoo1487 6 сағат бұрын
Jai sri ram
@acharyaone7500
@acharyaone7500 12 сағат бұрын
Hard truth❤
@kamalakantapanda8822
@kamalakantapanda8822 13 сағат бұрын
700 ବର୍ଷ ଭିତରେ ଏଭଳି ଉନ୍ନତି ହୋଇ ନ ଥିଲା.
@hiteshkumarpradhan254
@hiteshkumarpradhan254 12 сағат бұрын
Haha exactly, eita hin chapa heithila news paper r😂
@debaprasaddash3878
@debaprasaddash3878 26 минут бұрын
ହା ହା ହା, ମୂଷାପତି କହିଥିଲେ।
@AjaykumarParhi-ov4tp
@AjaykumarParhi-ov4tp 11 сағат бұрын
Maharajee apanaka mantabya srimadir prakalp babad aapana bhulthila
@Kulamani-nr5oq
@Kulamani-nr5oq 6 сағат бұрын
Pandian was thinking all in one himself and nabin babu was change into juktarastra of odisha.
@trilochanpatnaik6321
@trilochanpatnaik6321 11 сағат бұрын
ମହାରାଜା କହିଥିଲେ ପାଞ୍ଚ ଶହ ବର୍ଷ ଭିତରେ ଏପରି କେହି କରିନଥିଲେ ଯାହା pandian କଲେ ନବୀନ ପଟ୍ଟନାୟକଙ୍କ ରାଜୁତି ସମୟରେ।
@snigdhabaxipanigrahi3304
@snigdhabaxipanigrahi3304 12 сағат бұрын
In 700 years this project is a remarkable work
@tapansarangi4611
@tapansarangi4611 9 сағат бұрын
ଆପଣ ଙ୍କ ଆଶଙ୍କା ସତ୍ଯ ନ ହେଉ, ଏହି ଅଳି ପ୍ରଭୁ ଜଗନ୍ନାଥଙ୍କ ନିକଟରେ। ଏପରିକି ଲାଗୁଛି ଯେ କଣ ମାଳିକା ସତ ହେବ ଯେ ପ୍ରଭୁ ଜଗନ୍ନାଥ ଛତିଆବଟ କୁ ପଳେଇ ଯିବେ😮
@atulyakumardas9495
@atulyakumardas9495 13 сағат бұрын
Sir ଚକାଆଖି ଶ୍ରୀମନ୍ଦିର ରେ ସବୁ ଦେଖିଚି ଉଚିତ ଦଣ୍ଡ ଦେବ ଆଗକୁ ଦେଖିବେ କାଳିଆ କଣ କରିବ
@surusahu
@surusahu 3 сағат бұрын
Well news to Odissa people and disobey to Lord Jagannath.
@durgakhuntia4355
@durgakhuntia4355 11 сағат бұрын
Bahut bhala lagila meghanada pare karma prachira kath.....!!!!!
@prasantakumarswain1968
@prasantakumarswain1968 11 сағат бұрын
Gajapati Debyasingh Dev is responsible for damage of Lord Jagannath temple because he didn't oppose to Naveen Government taking illegal activities of Srimandir.
@sabyasachimahala7020
@sabyasachimahala7020 11 сағат бұрын
ଗଜପତି ସବୁ ଜାଣିଛନ୍ତି, ଭବିଷ୍ୟତ ରେ ଗଜପତି ଙ୍କ କାର୍ଯ୍ୟ କୁ ତଦନ୍ତ ପରିସର କୁ ଆଣନ୍ତୁ, ତାଂକୁ ମଧ୍ୟ ପାଣ୍ଡିଆନ ଆଉ ନବୀନ ଦଶା ଭୋଗିବାକୁ ଦିଆ ଯାଉ, ଜଗନ୍ନାଥ ଗଜପତି ଙ୍କ ବିଚାର କରିବେ,ଗଜପତି ବହୁତ କିଛି ପାଣ୍ଡିଆନ ଙ୍କ ଠୁ ପାଇ ଥିବେ, ଏହାର ମଧ୍ୟ ତଦନ୍ତ ସୁପ୍ରିମ କୋର୍ଟ ଙ୍କ ଏକ ବିଚାରପତି କରନ୍ତୁ, ଗଜପତି ଙ୍କ ଭଦ୍ର ମୁଖା କୁ ଖୁଲା ଯାଉ
@Dakshita2017
@Dakshita2017 10 сағат бұрын
Bhai Sree Gajapati maharaj ku sanman daiki comment lekha...Nijaku Prabhu ka Bhakta kahucha au tanka chalanti Pratima ku asanman karucha??
@rajanikantachoudhury2343
@rajanikantachoudhury2343 4 сағат бұрын
ଯାହା ସବୁ ନବବିଙ୍କ ସମୟରେ ଘଟିଛି ତା ହିଁ ଶ୍ରୀ ଜଗନ୍ନାଥ ଆଶୀର୍ବାଦ ରୁ ସେ ବିଡା ହେଲେ.
@kamarajjena5461
@kamarajjena5461 11 сағат бұрын
👍
@snigdhabaxipanigrahi3304
@snigdhabaxipanigrahi3304 12 сағат бұрын
I have also posted my objections in twitter
@bipinkumardas9505
@bipinkumardas9505 11 сағат бұрын
ମହାରାଜ କହିଥିଲେ ଅର୍ପଣ ରଥ କରି ଚାଉଳ ମାଗିବା ଆମର ନିଷ୍ପତି ନ ଥିଲା
@subhabratamishra4465
@subhabratamishra4465 13 сағат бұрын
ଅରବିନ୍ଦ ମୁଦୁଲିଙ୍କ ଏକ ଗୀତ:- ଚାଳରେ ମୋ ବସୁ ପଛେ ଶାଗୁଣା ପକ୍ଷୀ ମୋ ଘର କାନ୍ଥ ପଥର ପଡୁ ପଛେ ଖସି । ବଡ଼ ଦେଉଳରେ ଜଗାକାଳିଆ ରେ ତୋର‌ ଶାଗୁଣା ନ ବସୁ କି ପଥର‌ ନ ଖସୁ କି କିର୍ତ୍ତୀ ଚନ୍ଦ୍ରେ କଳଙ୍କ ନ ଲାଗୁ କଳଙ୍କ ନ ଲାଗୁ।
@NirakarSamantarai-db2mr
@NirakarSamantarai-db2mr 4 сағат бұрын
ବିଷୟ ଉଚିତ ଅଛି. ମେଘନାଦ ପ୍ରାଚୀର ର ସୁରକ୍ଷା ତୁରନ୍ତ କରାଯାଉ. ଗାନ୍ଧୀ ନଗର IIT ରିପୋର୍ଟ ସାର୍ବଜନୀନ ହେଉ. ସାଧାରଣ ଜନତା ଙ୍କ ଅର୍ଥ ଖର୍ଚ୍ଚ ହେଇଛି.
@pramodkumardash733
@pramodkumardash733 5 сағат бұрын
Ganapati Maharaja is really responsible.
@manjushaswain1037
@manjushaswain1037 3 сағат бұрын
ବହୁତ ଗହ ଆଲୋଚନା ‌ ଆଜିର ଏପିସୋଡ‌ ରେ । ବିଜେପି ‌ମୁଖପାତ୍ର ସଠିକ କଥାଟିଏ କହିଛନ୍ତି ପରିକ୍ରଳ୍ପ କହିଲେ କେତୋଟି ‌ପାଇଖାନା, ମନ୍ଦିର ଚାରିପଟେ ଟାଇଲ ବିଛା ରାସ୍ତା,ଆଲୋକିତ କରଣ ଏହା ଜେସିବି ଭାଇବ୍ରେଟର ନ ଲଗାଇ,୧୫/୨୦ ଗାତ ନଖୋଳାଯାଇ ହୋଇପାରି ଥାନ୍ତା ।ଅଣ ଓଡିଆ ଅଫିସର ଓ। ଭୈରବୀଙ୍କ ଜଗନ୍ନାଥ ମନ୍ଦିର ପ୍ରତି, ଓଡ଼ିଶା ପ୍ରତି ସର୍ବୋପରି ହିନ୍ଦୁ ଧର୍ମ ପ୍ରତି ଗୋଟିଏ ବଡ ଷଡ଼ଯନ୍ତ୍ର ଥି ଲା। ଜଗନ୍ନାଥ ‌କେବେ ବି ଭୈରବ‌କୁ କ୍ଷମା କରିବେନି।
@abhayamishra3806
@abhayamishra3806 2 сағат бұрын
ଗଜପତି ମହାରାଜ ପାଣ୍ଡିଆନର ଗୁମାସ୍ତା ହୋଇ ପୁରୀରେ ବସିଥିଲେ.....
@chittaranjansahoo8981
@chittaranjansahoo8981 13 сағат бұрын
Jay Jagannath...700 barsa purbaru emiti kama heinathila
@PurnenduSarangi
@PurnenduSarangi 12 сағат бұрын
ଯଦି ସୁନା ରୂପା ମିଳିଯିବ, ସେଥିପାଇଁ
@sarojmahanta6926
@sarojmahanta6926 9 сағат бұрын
Jay shree ram 🙏
@AshokPatel-vz1qp
@AshokPatel-vz1qp 4 сағат бұрын
ଯେଉଁ ନିହ ଖୋଲା ହେଲା ସେଥିରେ ସେମାନେ ଭାବିଥିଲେ ମଠ ରେ ବହୁତ ଧନ ସମ୍ପତି ପୋତା ଧନ ମିଳିବା ଆଶାରେ ଖୋଲା ଯାଉଥିଲା।
@ashoksamal7683
@ashoksamal7683 11 сағат бұрын
ମୋ କମେଣ୍ଟ କାହିଁକି ପଢୁ ନାଁହାନ୍ତି
@babanathasahu1029
@babanathasahu1029 10 сағат бұрын
ନବୀନ ତ ସବୁ ମଠ ମନ୍ଦିର ଭାଙ୍ଗିଲା ପରେ ଜଗନ୍ନାଥ ମନ୍ଦିର କୁ ପରୋକ୍ଷରେ ଭାଙ୍ଗିଦେବାକୁ ଚକ୍ରାନ୍ତ କରୁଥିଲେ ।
@RajasmitaBal
@RajasmitaBal 12 сағат бұрын
ସାରଅଆଣ୍ଣଙସହ ମୁଁ ଏକମଡ🎉
@himanshukumarmohanty8900
@himanshukumarmohanty8900 11 сағат бұрын
All those responsible will be penalised for destruction of ' Matha and Mandir '
@snigdhabaxipanigrahi3304
@snigdhabaxipanigrahi3304 12 сағат бұрын
Even role of ASI is very shady
@rameshprusty6263
@rameshprusty6263 9 сағат бұрын
ରତ୍ନ ଭଣ୍ଡାରରେ ମରାମତି ହେଲାକି ନାହିଁ?
@maakankali3049
@maakankali3049 10 сағат бұрын
Hari das
@LipunDas-xd6hc
@LipunDas-xd6hc 5 сағат бұрын
ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ପ୍ରକଳ୍ପ ନିର୍ମାଣ ସମୟରେ ଯେଉଁ ବଡ଼ ବଡ଼ VIBRATOR, HEAVY EARTH MOVER AND CUTTER AND BULDOZER ଖନନ କାର୍ଯ୍ୟ ଦ୍ବାରା ମନ୍ଦିର ପ୍ରତି ବହୁତ ବିପଦ ରହିଛି।
News Fuse 05 NOV 2024
22:59
OTV
Рет қаралды 4,6 М.
Disrespect or Respect 💔❤️
00:27
Thiago Productions
Рет қаралды 19 МЛН
КОГДА К БАТЕ ПРИШЕЛ ДРУГ😂#shorts
00:59
BATEK_OFFICIAL
Рет қаралды 6 МЛН
I tricked MrBeast into giving me his channel
00:58
Jesser
Рет қаралды 28 МЛН
Special Report: Mysterious "Ratna Bhandar" of Lord Jagannath
26:26
Disrespect or Respect 💔❤️
00:27
Thiago Productions
Рет қаралды 19 МЛН