ପୁରୁଷ ଜାତି ସ୍ତ୍ରୀ ଜାତି କେମିତି।ଭାରତ ଲୀଳା।Nilanchala Mishra।Bhaliajhola Bharatalila

  Рет қаралды 65,478

RK studio page

RK studio page

2 жыл бұрын

‪@RKstudiopage‬ #RKstudiopage #RKBhaktiGita #NilanchalaMishraBharataila #Dedashurahoithiladiarahela #TunapradhanaBharatalila #PanchananaPradhanaBharatalila #Chakatentuli Bharatalila #BrajamohanaAdhikari #KapataPashakhelare #Mohabharatasong #Arjunankanatya #AapanaraBhabiManatatedeli #Sathire #BayaGita #Bayagita
ଶ୍ରୀ ଶ୍ରୀ ମାଁ ନାରାୟଣୀ ନାଟ୍ୟ କଳା ସଂସଦ, ଭାଲିଆଝୋଳା (ଗଞ୍ଜାମ),
ଭାରତଲୀଳା ବା ସୁଭଦ୍ରା ପରିଣୟ
ଦ୍ୱାରୀ - ଶ୍ରୀ ନିଳାଞ୍ଚଳ ମିଶ୍ର (ନିର୍ଦ୍ଦେଶକ ଓ ଗାୟକ)
ଯୋଗାଯୋଗ - ୯୩୩୮୪୬୭୭୩୦,୯୪୩୭୭୫୧୪୭୨,୮୦୧୮୭୪୫୦୪୭,୯୩୩୮୮୩୮୬୭୯
କେମେରା - ସଞ୍ଜୟ ସାହୁ (୮୧୪୪୨୨୩୭୫୭)

Пікірлер: 20
@anitasenapati4469
@anitasenapati4469 2 жыл бұрын
Satyaban sir bahut bhala upastapana Kari chanti.tq Rk studio.
@RKstudiopage
@RKstudiopage 2 жыл бұрын
Dhanyabad medam
@satyabannayak
@satyabannayak 2 жыл бұрын
ଜୟ ଜଗନ୍ନାଥ। ଗାୟକ ମହାଶୟ ବହୁତ ଭଲ ଉପସ୍ଥାପନା କରୁଛନ୍ତି। କିନ୍ତୁ ଆଜିକାଲି ଯାହା ପ୍ରତିସ୍ପର୍ଦ୍ଧାର ପରାକାଷ୍ଠାରେ ସମସ୍ତେ ଚଳାୟମାନ, ବୋଧହୁଏ ସେହି କାରଣରୁ ଗାୟକ ମହାଶୟ କିଛି ନୂଆଁ ଢ଼ଙ୍ଗରେ ପରିବେଷଣ କରିବା ପାଇଁ ଚିନ୍ତା କରିଛନ୍ତି, ସେଥିପାଇଁ ପୁରାଣର କଥାବସ୍ତୁକୁ ବିକୃତ କରି ପରିବେଷଣ କରିବାରେ ଲାଗିପଡ଼ିଛନ୍ତି। ଅସୁର ମାନେ ଯେଉଁ ପ୍ରକାରେ ନିଜର ମୃତ୍ୟୁ ସ୍ଥିର କରିଥିଲେ କେବଳ ସେହି ଆଧାରରେ ହିଁ ଦେବୀ ବଧ କରିଛନ୍ତି। ଯଥା ଦୃଷ୍ଟାନ୍ତ:- ମହିଷାସୁର ନିଜର ମୃତ୍ୟୁ ପଣ ରଖିଥିଲା ମୋର ମରଣ ଗୋଟିଏ ନାରୀ ହସ୍ତରେ ହେବ ଅନିନ୍ଦ୍ୟ ସୁନ୍ଦରୀ ହୋଇଥିବ, ଉଲଗ୍ନ ହୋଇ ମୋର ସହିତ ଯୁଦ୍ଧ କଲେ ମୋର ମୃତ୍ୟୁ ହେବ କିନ୍ତୁ ମୋର ମୃତ୍ୟୁ ସମୟରେ ସେହି ଅନିନ୍ଦ୍ୟ ସୁନ୍ଦରୀର ଜାନୁଯୌବନ ଦେଖି ଦେଖି ପ୍ରାଣତ୍ୟାଗ କରିବି। ସେଥିପାଇଁ ଦୁର୍ଗାଦେବୀ ସେହି ରୂପେ ତାର ବଧ କରିଥିଲେ। ଏଥିରେ ଅବିଶ୍ବାସ କଥା କୁଆଡୁ ଆସିଲା? ଠିକ୍ ସେହିପରି ଶୁମ୍ଭ ନିଶୁମ୍ଭ, ସୁନ୍ଦ ଉପସୁନ୍ଦ ଆଦି ଯେତେ ଅସୁର ସେହିପରି ହିଁ ବଧ ଯୋଗ୍ୟ ଥିଲେ। ଯଦି ଅସୁର ନିପାତ ନ କରାଯାଆନ୍ତା ତା'ହେଲେ ଆମେ ମଧ୍ୟ ଆଜି ମନୁଷ୍ୟ ହୋଇ ନଥାନ୍ତେ। ଏହି କଥାକୁ ଗାୟକ ମହାଶୟ ବିଚାର କରନ୍ତୁ। ଧନ୍ୟବାଦ
@sanghamitrapanda3809
@sanghamitrapanda3809 2 жыл бұрын
ଆପଣ ଙ୍କ ଯୁକ୍ତି ଉପସ୍ଥାପନ ଉଚ୍ଚ କୋଟିର। ଆପଣ ଙ୍କୁ ଶତ ଶତ 🙏🙏🙏🙏। ଏ କଥା ଦ୍ବାରୀ ମହାଶୟଙ୍କ ପାଖରେ ପହଞ୍ଚିବାପାଇଁ ଆ ରେ କେ ଚାନେଲକୁ ଅନୁରୋଧ ରହିଲା।ଆପଣ ଙ୍କ ପରି କେତେ ଜଣ ବ୍ଯକ୍ତିଙ୍କ ମାଧ୍ୟମରେ ସମାଜରେ କିଛି ପରିବର୍ତ୍ତନ ଆସି ପାରିବ ବୋଲି ମୋର ଆଶା ।
@sumatirath8559
@sumatirath8559 2 жыл бұрын
Aapan bodhahua bhalobhabe suni parileni manoranjana pain nari o purusha ubhaynka katha kahichhanti dayakari emiti tipani diantu nahi
@satyabannayak
@satyabannayak 2 жыл бұрын
@@sumatirath8559 ମହୋଦୟା ଜୟ ଜଗନ୍ନାଥ। ଆପଣ ବୋଧହୁଏ ଗାୟକ ମହାଶୟଙ୍କ ସମ୍ପର୍କୀୟ ହେବେ। ନଚେତ୍ ଏ ପ୍ରକାର ମନ୍ତବ୍ୟ ଉପସ୍ଥାପନ କରିନଥାନ୍ତେ, କାରଣ ମୁଁ କେବଳ ଶୁଣି ନାହିଁ, ଅପିତୁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଶୁଣିବା ସହିତ ଏକ ଲୟରେ ଅନାଇ ଦେଖିଛି। ଦ୍ବିତୀୟତଃ ମନୋରଞ୍ଜନକୁ ମାଧ୍ୟମ କରି କାହାର ପରୋକ୍ଷରେ ଅପଯଶ ଗାନ କରିବା କେତେଦୂର ଯଥାର୍ଥ। ଥରେ ନିଷ୍ପକ୍ଷ ଭାବରେ ଚିନ୍ତନ କରନ୍ତୁ। ଧନ୍ୟବାଦ
@satyabannayak
@satyabannayak 2 жыл бұрын
@@meerapanda6718 ଜୟ ଜଗନ୍ନାଥ
@KiranKumar-xu7nz
@KiranKumar-xu7nz Жыл бұрын
Bhaina 🙏apanka chintadhara ku mu sanmana janauchi kintu a gitta t nilanchala mishra nka nijaswa lekha nuhan ye bahupuruna gitta praya samsta dwari ehaku paribesana karuchanti enu mo matta re gitta madhyare jodi kichi truti parilakhitta heuchi tahele nikhila uttkala bharata lila mahasangha ra drusti gocharaku ani truti sansodhana pain chesta kariba thik heba .guru jaha sikhya deichanti sirsya mane taha uoastapana karuchanti ame khali janaku anguli nirdesha kale yara samadhana heiparibani .bhul kahithile khyama karibe satyaban bhaina 🙏
@satyabannayak
@satyabannayak 2 жыл бұрын
ଜୟ ଜଗନ୍ନାଥ। ଯଦି ଅବିଶ୍ବାସୀ ପୁରୁଷ ମଧ୍ୟରେ ନଳ ରାଜାଙ୍କୁ ଗଣତି କରାଯାଏ ତେବେ ତ ଶାସ୍ତ୍ର ବାଣୀ ବିରୁଦ୍ଧ ହେଲା। କାରଣ ଶାସ୍ତ୍ର କୁହେ ପୁଣ୍ୟଶ୍ଲୋକ ନଳୋରାଜା ପୁଣ୍ୟ ଶ୍ଲୋକ ଯୁଧିଷ୍ଠିରଃ। ପୁଣ୍ୟଶ୍ଲୋକ ଚ ବୈଦେହୀ ପୁଣ୍ୟ ଶ୍ଲୋକ ଜନାର୍ଦ୍ଦନଃ।। ଅର୍ଥାତ୍ ନଳ ରାଜା, ଯୁଧିଷ୍ଠିର, ବୈଦେହୀ ଏବଂ ଜନାର୍ଦ୍ଦନ କି ରାମଚନ୍ଦ୍ର ଏହି ଚାରି ଜଣ ଏହି ମର୍ତ୍ତ୍ୟଲୋକର ପବିତ୍ର ଆତ୍ମା ତଥା ମର୍ଯ୍ୟାଦା ନିଧି ଅଟନ୍ତି। ଧନ୍ୟବାଦ
@RKstudiopage
@RKstudiopage 2 жыл бұрын
ଧନ୍ୟବାଦ୍ ସାର୍
@madansahu7056
@madansahu7056 2 жыл бұрын
Thank you sary. ଧନ୍ୟବାଦ
@subashsethi7797
@subashsethi7797 2 жыл бұрын
Super performance of all actors this party.
@sanghamitrapanda3809
@sanghamitrapanda3809 2 жыл бұрын
abe Mishra sir auo tank party bodhe bhala hei gale. bhala ta sabu bele bhala.mishra sir kharap tanka party faltu boli kahu thila.
@satyabannayak
@satyabannayak 2 жыл бұрын
ଜୟ ଜଗନ୍ନାଥ। ଯଦି ଅର୍ଜୁନ ସ୍ତ୍ରୀ ଜାତିକୁ ବିଶ୍ୱାସ ନାହିଁ ବୋଲି କହିଛନ୍ତି ତେବେ ସେହି ଅର୍ଜୁନ ଚାରୋଟି ସ୍ତ୍ରୀ ସହିତ ବିବାହ କରିଥିଲେ କିପରି? ରହସ୍ୟ କିଛି ବୁଝି ହେଉନାହିଁ। ଧନ୍ୟବାଦ
@sulochanarath886
@sulochanarath886 Жыл бұрын
ଭାଇ ମୁଁ ଆପଣ ଙ୍କୁ କହୁଛି ଶୁଣନ୍ତୁ ଆପଣଙ୍କ ପାଖକୁ କେହି ଥଣ୍ଡା ରୋଗୀ ଆସିଲେ ଆପଣ ଥଣ୍ଡା କମିବା ପାଇଁ ଔଷଧ ଦେବେ କେହି ଯେବେ ଝାଡ଼ା ହେଉଥିବା ରୋଗୀ ଖାଇବ ତେବେ ତାର କ୍ଷତି ହେବ ସେଥିପାଇଁ ପାଇଁ କଣ ଆପଣ ଦାୟୀ ରହିବେ କି
@sulochanarath886
@sulochanarath886 Жыл бұрын
ଠିକ୍ ସେହିପରି ଗାୟକ ମହାଶୟ କଣ ପାଇଁ ପରିବେଷଣ କରିଛନ୍ତି ପ୍ରକୃତ ଦର୍ଶକ ଜାଣିଥିବ ଆଉ ଏତିକି ବି ଜଣାନ୍ତୁ ଅଭିନୟ ସବୁବେଳେ ଅଭିନୟ ଆପଣ ସବୁ କଥାରେ ଅର୍ଥ ରୁ ଅନର୍ଥ ବାହାର କରୁଛନ୍ତି
@sulochanarath886
@sulochanarath886 Жыл бұрын
ଏହି ଅଭ୍ଯାସ ଟି ଭଲ ନାହିଁ
@KiranKumar-xu7nz
@KiranKumar-xu7nz Жыл бұрын
Bhaina apana chanakya sloka tk dekhantu stree nku biswas nai boli lekha achi taa mane kn sloka lekhiba loko abibahitta ki?
Alat Seru Penolong untuk Mimpi Indah Bayi!
00:31
Let's GLOW! Indonesian
Рет қаралды 15 МЛН
ОСКАР ИСПОРТИЛ ДЖОНИ ЖИЗНЬ 😢 @lenta_com
01:01
Was ist im Eis versteckt? 🧊 Coole Winter-Gadgets von Amazon
00:37
SMOL German
Рет қаралды 35 МЛН
raj sunakhela bhabani kural rajak  sahi
8:25
Sanjay Sethi
Рет қаралды 122
DEFINITELY NOT HAPPENING ON MY WATCH! 😒
0:12
Laro Benz
Рет қаралды 9 МЛН
Гениальный План Хвостатых 😂
0:28
ДоброShorts
Рет қаралды 2 МЛН
Мужчина С Золотыми Руками 💪
0:42
EpicShortsRussia
Рет қаралды 3,2 МЛН