🎶 ପୁରୁଣା ଓଡ଼ିଆ ରୋମାଣ୍ଟିକ ଗୀତ 🎶

  Рет қаралды 1,948,274

Fun & Masti

Fun & Masti

Күн бұрын

🎶ପୁରୁଣା ଓଡ଼ିଆ ରୋମାଣ୍ଟିକ ଗୀତ🎶#song #odialovesong #evergreenhits #odiasong #lovesong
#trending
#odiasong
#romantic
#bhajan
#dhokasong
#natiacomedy
#kumarsanu
#sambalpurisong
#song
#music
#odialovesong
#uditnarayan
#aviman
#serial
Avimanini amania dheu
hrudayara eei sunyataku
smruti eka Rupa janha
emiti Rati seje avula smruti
rupasagadire suna kania.

Пікірлер: 514
@chhanda678
@chhanda678 11 ай бұрын
ଆଗରୁ ଲୋକଙ୍କ ପାଖରେ କମ ପଇସା ଥାଇ ଖୁସି ଯଥେଷ୍ଟ ଥିଲା ।ମାଟି ଗୋଡି ର ଜିନିଷ ରେ ଖୁସି ଭରପୁର ଥିଲା ।ଏବେ ପଇସା ସବୁ ଖୁସି ଛଡେଇ ନେଇଛି ।ଆଉସେ ପୁରୁଣା ଦିନର ଦେଶି ମୁଢିର ବାସ୍ନା କି ସଂଗୀତ ର ସୁର ଝରିବନି।
@sarojmandal-p3g
@sarojmandal-p3g 11 ай бұрын
Think kahicha gita mo jibanara hrudaya
@rajalaxmilenka3503
@rajalaxmilenka3503 9 ай бұрын
Dunia ku bahut bhala ki dekhi cha....beautiful thought
@rinkumishra5623
@rinkumishra5623 8 ай бұрын
ସତ କଥା ବନ୍ଧୁ.. କମ୍ ପଇସା ଲୋକଙ୍କ ପାଖରେ ଥିଲା ଗୋଟିଏ ଗାଆଁ ର ଜଣଙ୍କର ଅସୁବିଧାକୁ ଗାଆଁ ର ଅସୁବିଧା ଭାବି ସମସ୍ତେ ସମସ୍ତେ ସମାଧାନ କରିବା ସହିତ ଦୁଃଖ ସୁଖ ରେ ସାମିଲ ହୋଇଥିଲେ,। ଆଜିକାଲି ପଇସା ଅଧିକ ଅଛି ଓ ଭାଇ ଭାଇ କାଲି କରୁଛନ୍ତି।
@jaydevbehera1753
@jaydevbehera1753 8 ай бұрын
Thik katha Bhai
@user-sudam
@user-sudam 7 ай бұрын
Thank you sir
@hemantkumarsahoo9654
@hemantkumarsahoo9654 2 ай бұрын
ବାଃ ଅତି ସୁନ୍ଦର ହୃଦୟସ୍ପର୍ଶୀ ❤❤
@suchitradas2297
@suchitradas2297 5 ай бұрын
2024re kie e gita sunuchi like kara ❤
@sudhansusubudhi896
@sudhansusubudhi896 2 ай бұрын
ମଲା ଯାଏଁ ଶୁଣିବାକୁ ଭଲ ଲାଗିବ ଏ ଭଳି ଗୀତ
@manoj-jb5lk
@manoj-jb5lk Ай бұрын
Good morning darling suchitra
@subaschandradash2014
@subaschandradash2014 6 ай бұрын
ମୁଁ ଏମିତି ଅନୁଭବ କରୁଛି , ଯେପରି ମୋ ଅତୀତ କୁ ଖୋଜି ପାଇ ଗଲା ଭଳି । ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତ ଗୁଡ଼ିଏ ।
@tapasmallick2580
@tapasmallick2580 5 ай бұрын
False
@amarendrabehera5323
@amarendrabehera5323 Ай бұрын
2024 sunu thiba friend Mane like kar ❤
@SUJITKUMARDASH-ff6ck
@SUJITKUMARDASH-ff6ck 4 ай бұрын
ସ୍ବର୍ଗତ ଅକ୍ଷୟ ମହାନ୍ତି କୋଟି ଓିଡିଆଙ୍କ ହ୍ରୁଦୟ ରେ ଅମର
@lalitkumarbehera8960
@lalitkumarbehera8960 8 ай бұрын
Old is gold, ସେହି ସମୟର ଗୀତ ଆଉ ଆଜି ର ଗୀତ ରେ ବହୁତ ପାର୍ଥକ୍ୟ, ପୁରୁଣା ଗୀତ ରେ ଅନେକ ଭାବ , ଅର୍ଥ ବୋଧ, ଶାଳୀ ନତା ରହୁଥିବା ମନେ ହୁଏ।ଆଜି ସେହି ଗୁଡାକ ଦେଖିବାକୁ ମିଳୁ ନାହିଁ
@dibyeshmishra5610
@dibyeshmishra5610 Ай бұрын
R8
@subratsingh5158
@subratsingh5158 4 ай бұрын
ଏ ଗୀତ ସବୁବେଳେ ନୂଆ କିନ୍ତୁ ଆଜିର ଗୀତ
@SanchitaSamal-v1k
@SanchitaSamal-v1k Ай бұрын
ହୃଦୟ ଭରା ଗୀତ ❤
@nareshbehera4768
@nareshbehera4768 Ай бұрын
ବହୁତ ସୁନ୍ଦର ଗୀତ, ସ୍ୱର୍ ତାଲ୍ ଓ କଣ୍ଠ ସହ music ଅତି ସୁନ୍ଦର।
@sanjayapatra6025
@sanjayapatra6025 3 ай бұрын
ଅକ୍ଷୟ ମହାନ୍ତି ଆଜି ନାହାଁନ୍ତି କିନ୍ତୁ ତାଙ୍କ ଗୀତ ଚିର ସ୍ମରଣୀୟ ରହିବ
@abinashkhuntia2175
@abinashkhuntia2175 11 ай бұрын
ସ୍ମୃତି ସଂଗୀତ ଶୁଣୁଛି ୱ। ବହୁତ ସୁନ୍ଦର, ଧନ୍ୟବାଦ ଅବିନାଶ ଖୁଣ୍ଟିଆ ଯାଜପୁର ଟାଉନ, ଯାଜପୁର
@tusarkantadas1581
@tusarkantadas1581 11 ай бұрын
ଲଙ୍ଗ ଟୁର ପାଇଁ ଏ ଗୀତଟି ବେଶି ପସନ୍ଦ ମୋର ।
@JayaKumarMaharana
@JayaKumarMaharana Жыл бұрын
ହୃଦୟସ୍ପର୍ଶୀ
@hsahoo6266
@hsahoo6266 4 ай бұрын
😊😊
@mamatajena3436
@mamatajena3436 26 күн бұрын
ପୁରୁଣା ଓଡ଼ିଆ ଗୀତ ର ବହୁତ meaningful
@trilochanabehera718
@trilochanabehera718 8 ай бұрын
ଜୟ ଜଗନ୍ନାଥ ସ୍ବାମୀ ଏମିତି ଅନେକ ପୁରୁଣା ଗୀତ ଆମକୁ ସବୁବେଳେ ଶୁଣିବାକୁ ମିଳୁ ବହୁତ ବହୁତ ଧନ୍ୟବାଦ
@mihirpadhy9168
@mihirpadhy9168 5 ай бұрын
ହୃଦୟର ଗିତ ପୁଣି ତୋଳୁଛି ଝଂକାର।❤🎉❤🎉🎉🎉🎉❤🎉❤
@kishorekumarswain6320
@kishorekumarswain6320 2 ай бұрын
ଗିତ ନୁହେଁ ଗୀତ ।
@alokkumarnarendra2002
@alokkumarnarendra2002 4 ай бұрын
ବହୁତ ହୃଦୟସ୍ପର୍ଶୀ❤❤❤
@rajkishormohanty8698
@rajkishormohanty8698 Ай бұрын
ବେଳ ଥିଲା କାଳ ଥିଲା ନଡ଼ିଆ ଭଳିଆ ପେଳ ଥିଲା ଆଉ ବେଳ ଗଲା କାଳ ଗଲା ନଡ଼ିଆ ଗୋଟାମା ଭଳିଆ ପେଳ ହେଲା
@subashchandrapanigrahi5063
@subashchandrapanigrahi5063 10 ай бұрын
ଭଲ ଗୀତ ର ଭଲ ସିଲେକ୍ସନ
@kishorekumarswain6320
@kishorekumarswain6320 2 ай бұрын
ଯେତେ ଶୁଣିଲେ ବି ମନ ବୁଝେନା। । ବାରମ୍ବାର ଶୁଣିବାକୁ ଇଛା ହୁଏ। ।
@RockyPradhan-mh5bo
@RockyPradhan-mh5bo Ай бұрын
👌👌👌👌👌
@sarmilabehera4091
@sarmilabehera4091 11 ай бұрын
ଅଭିମାନିନୀ is my favorite song
@divyachakshuastrologydca
@divyachakshuastrologydca 14 күн бұрын
Evergreen and completely full of emotion
@AmrutDash
@AmrutDash 8 ай бұрын
ଅତିତକୁ ଖୋଜିଲେ ବି ସେମିତି ମଜାଳିଆ କୈଣସି ଜିନିଷ ଅଜି ସ୍ବପ୍ନ ସେ ସଙ୍ଗୀତ ହେଉ କିମ୍ବା ସଙ୍ଗୀତ ଆଉ ଅଭୁଲା ବଣଭୋଜି ହେଊ କି ସରସ୍ବତୀ ପୂଜା ପରେ ଗାଆଁ ଗାଆଁ ବୁଲି ମାଗଣ ଅତିତର ଖେଳକୁଦର ନାଆ ବି ଆମ ପୁଅ ନାତିଙ୍କ ପାଇଁ ଅଜଣା
@SundariMathematics
@SundariMathematics 9 ай бұрын
ପ୍ରକୃତ ରେ ହୃଦୟ ସ୍ପର୍ଶି
@tapasmallick2580
@tapasmallick2580 5 ай бұрын
No
@HemantaPuta-j6o
@HemantaPuta-j6o Ай бұрын
Very nice song
@voiceofroushaner4386
@voiceofroushaner4386 16 күн бұрын
ଏକଦମ ଫାଲତୁ ଗାଉଛ, very boring.
@santoshkumarpanigrahi7384
@santoshkumarpanigrahi7384 Жыл бұрын
ବମ୍ବେଇ ରୁ ସୁଣୁଅଛି
@PradeepDas-r2d
@PradeepDas-r2d 5 ай бұрын
Old.is.Gold..
@PradeepDas-r2d
@PradeepDas-r2d 5 ай бұрын
❤🎉
@suryacreation4735
@suryacreation4735 4 ай бұрын
Same to you❤
@sudhansusekhardhala7269
@sudhansusekhardhala7269 9 ай бұрын
ମୋ ପିଲା ବେଳ, କେତେ ସୁନ୍ଦର ଗୀତ, ମୁଁ ସବୁବେଳେ ରେଡ଼ିଓ ରୁ ଶୁଣେ
@sahadevbhuyan8897
@sahadevbhuyan8897 24 күн бұрын
Very nice
@rameshpanda8932
@rameshpanda8932 7 ай бұрын
ଯେତେବେଳେ ଶୁଣିଲେ ବି ନୂଆ ଲାଗେ, ଆଜି ଆଉ ଏସବୁ ଗୀତ ନାହିଁ ତେଣୁ ଆଉ ଗୀତ ଶୁଣିବାକୁ ଭଲ ଲାଗୁନି
@AshokNayak-hi3nt
@AshokNayak-hi3nt 4 ай бұрын
Thik katha kahila sanga Se samayara pratek gita au word re mahatwo thila atmiyata au apanara baba thila satare sei dina satare feriba puni Au sei chamaka nahi ajika dunia re
@niharranjansahoosahoo3662
@niharranjansahoosahoo3662 3 ай бұрын
Super song
@GhasiramBehera-v2f
@GhasiramBehera-v2f 3 ай бұрын
⁸​@@niharranjansahoosahoo3662
@dilusamal6706
@dilusamal6706 3 ай бұрын
😢🎉
@lingarajswain3436
@lingarajswain3436 2 ай бұрын
​@@AshokNayak-hi3nt😊😊😊😊😊😊😊😊pppp
@sasmitadas4623
@sasmitadas4623 5 ай бұрын
ମୋପିଲାଦୀନ ଗୀତ ସବୁଭଲ ଲାଗିଲା
@mihirpadhy9168
@mihirpadhy9168 5 ай бұрын
ଏମିତି‌ ଆଉ କିଛି ଗୀତ ଆଲବମ୍ କରନ୍ତୁ।❤❤❤❤
@gandharbsenbeura2395
@gandharbsenbeura2395 2 ай бұрын
ପୁରୁଣା ଦିନର ଅଭୂଲା ସ୍ମୃତି ଗିତ ଗୁଡିକ ଆଜି ବି ଜିବୀତ ହୋଇ ରହିଛି❤❤❤
@SontoshTripahy
@SontoshTripahy Жыл бұрын
😂ଏହି ଗିତ ଗୁଡିକ ହୃଦୟକୁ ଦହଲାଉଛି ଆହା
@dasarathipanda9122
@dasarathipanda9122 5 ай бұрын
ଗୀତ ଶୁଣିବା ବେଳେ ନିଜ ନିଜର ପିଲା ଦି 29:18 ନର କଥା ମନେ ପଡୁଛି .ଆଖିରୁ ଲୁହ ବି ଆସିଯାଉଛି.
@nehasahu8060
@nehasahu8060 5 ай бұрын
ଏ ସବୁ ଗୀତ ଶୁଣିବା ପରେ ପରୁଣା କଥା ମନେ ପଡି ଆଖି ରୁ ଲୁହ ବୋହି ଯାଉଛି
@SanjayKumar-uo9jc
@SanjayKumar-uo9jc 26 күн бұрын
Bahuta❤Sundar❤Gita❤mo hrudayaku❤santi❤dia🕉️👏🕺👭💐🌾🌞👏👏👏👏👏
@pravatnanda4602
@pravatnanda4602 8 ай бұрын
2024 re kie kie a geta sunuxanti like me
@BirjeshPanday-u8v
@BirjeshPanday-u8v 2 ай бұрын
Hey
@anantasahoo5805
@anantasahoo5805 7 ай бұрын
ବହୁତ ସୁନ୍ଦର ସଙ୍ଗୀତ ସୁଣିଲେ ଲାଗେ ସତେ ଯେମିତି ମୋ ଜୀବନରେ ବହୁତ କିଛି ହରାଇଦେଇଛି❤
@RebatiSahoo-fh5hw
@RebatiSahoo-fh5hw 6 ай бұрын
ମନ ପୁଣି ସେଇ ସୁଦୂର ଅତୀତକୁ ଫେରିଯାଏ।
@chandansahu4225
@chandansahu4225 5 ай бұрын
ଯଦି upload କରୁଛ original ଗୀତ upload କର, remix, recreation ଗୀତ କାହିଁକି upload କରୁଛ
@rajendranarayantripathy6335
@rajendranarayantripathy6335 11 ай бұрын
ହୃଦୟକୁ ଛୁଇଁ ପାରୁଥିବା ଗୀତ 👍👍👍👍👍
@SulachanaParida-z2e
@SulachanaParida-z2e 6 ай бұрын
Nagina
@PramodPanda-t1k
@PramodPanda-t1k Жыл бұрын
My favorite song, mind blowing❤❤❤
@pankajboity3044
@pankajboity3044 3 ай бұрын
I have also traying to restore my childhood memory again,,, but it's not possible to for me myself tooooooooo
@SUJITKUMARDASH-ff6ck
@SUJITKUMARDASH-ff6ck 4 ай бұрын
ଅକ୍ଷୟ ମହାନ୍ତି ଙ୍କ ଭାଷା ରେ ଆଜି କାଲି ର ଗୀତ "ଢୋ " , ସଙ୍ଗୀତ ଗୁଣାତ୍ମକ ମାନ ହରାଇଛି
@pradeepkumarnayak5538
@pradeepkumarnayak5538 9 ай бұрын
ହୃଦଯ କୁ ସଦାସର୍ବଦା ସତେଜ କରୁଥିବା ଗୀତ ଇଏ।
@surenswain8363
@surenswain8363 10 ай бұрын
ଆଗରୁ ଲୋକଙ୍କ ପାଖରେ କମ ପଇସା ଥାଇ ଖୁସି ଯଥେଷ୍ଟ ଥିଲା ।ମାଟି ଗୋଡି ର ଜିନିଷ ରେ ଖୁସି ଭରପୁର ଥିଲା ।ଏବେ ପଇସା ସବୁ ଖୁସି ଛଡେଇ ନେଇଛି ।ଆଉସେ ପୁରୁଣା ଦିନର ଦେଶି ମୁଢିର ବାସ୍ନା କି ସଂଗୀତ ର ସୁର ଝରିବନି।
@mukeshMohanta-k8d
@mukeshMohanta-k8d 7 ай бұрын
ପୁରୁଣା ଗୀତ ମୋ ପାଇଁ ମୋଁସ୍ତ୍ରୀ -ମୁକେଶ
@somanshusekharnayak18
@somanshusekharnayak18 5 ай бұрын
Nice action Song.
@saratdhal8118
@saratdhal8118 8 ай бұрын
Aha ki sundar 🎉
@saratsahoo6781
@saratsahoo6781 4 ай бұрын
So nice sweet song ❤❤
@santoshkumarpanigrahi7384
@santoshkumarpanigrahi7384 Жыл бұрын
ବମ୍ବେଇ ରୁ ସୁଣୁଛି(ଧନ୍ୟବାଦ୍)
@bhubananandanaik3942
@bhubananandanaik3942 11 ай бұрын
ଶୁଭରାତ୍ରୀ ବନ୍ଧୁ🙏
@itsUmacreations
@itsUmacreations Ай бұрын
🎉🎉🎉🎉❤
@manudas3146
@manudas3146 Ай бұрын
Qq aa pi d​@@bhubananandanaik3942
@achyutanandadas7543
@achyutanandadas7543 19 күн бұрын
😂😂😂 ki​@@bhubananandanaik3942
@ShrinibasMajhi-t1i
@ShrinibasMajhi-t1i 17 күн бұрын
​❤❤❤
@narayanrao8989
@narayanrao8989 Жыл бұрын
Superb 🌹hert beat song.... ❤
@mahabharatmotivation
@mahabharatmotivation 6 ай бұрын
My 5 favourite songs Thanks fun & Masti channel
@NabanikaPanda
@NabanikaPanda 6 ай бұрын
This is my favorite song
@geetiranjannayak4506
@geetiranjannayak4506 7 ай бұрын
Each and Every Word of Each Song is Heart Touching, so thanks for your selection of songs
@chandrabharasagar6272
@chandrabharasagar6272 9 күн бұрын
Old is gold
@bibhudattatripathy5989
@bibhudattatripathy5989 10 ай бұрын
Superbly sang. Hrudaya ra ehi. Mind blowing 🤯
@manojbehera7041
@manojbehera7041 4 ай бұрын
👍old is gold
@Arabinda1993
@Arabinda1993 11 ай бұрын
ସକାଳୁ ସକାଳୁ ରେଡ଼ିଓ ରେ ମୋ ପସନ୍ଦ ରେ ପ୍ରାୟ time' ଏହି ଗୀତ ବାଜେ ।। ଛୋଟ ବେଳ କେତେ ଭଲ ଥିଲା ଆଜିକା ଦିନ ଆଉ ସେବେ କା ଦିନ ।। ମନେ ପଡିଲେ ବହୁତ୍ ଭଲ ଲାଗେ
@israeilkhan4982
@israeilkhan4982 11 ай бұрын
Ebam Geeta Suni Ehaaro No. Anusaare Time jaanu,Kaam Saru,School baharu
@lulumohapatra118
@lulumohapatra118 11 ай бұрын
Fantastic
@silusahu7136
@silusahu7136 11 ай бұрын
ସୁନ୍ଦର
@LokanathBagarty-nw4fe
@LokanathBagarty-nw4fe 10 ай бұрын
​@@israeilkhan4982😊
@LokanathBagarty-nw4fe
@LokanathBagarty-nw4fe 10 ай бұрын
❤❤😊
@bijayananda6719
@bijayananda6719 11 ай бұрын
Unforgettable time. Heart fills with emotion when I recall those days. Today we feel alone and alone even when everything is around, but not those words from the heart.
@MinatiNayak-r3k
@MinatiNayak-r3k 10 ай бұрын
Heart touching song
@PIANOMUSICLOVER-sl3qi
@PIANOMUSICLOVER-sl3qi 6 ай бұрын
ମୁଁ ଛୋଟ ଥିଲା ବେଳେ ସକାଳେ ପ୍ରତେକ ଦିନ ରେଡିଓ ରେ ଶୁଣୁ ଥିଲୁ
@santoshpursty7474
@santoshpursty7474 Жыл бұрын
Nice
@tejaswinibehera6406
@tejaswinibehera6406 9 ай бұрын
My favourity song
@PrasantKumar-x9k
@PrasantKumar-x9k 8 ай бұрын
Ane au ahi song bajuni kete Sundar
@prasannakumarmallik8912
@prasannakumarmallik8912 9 ай бұрын
Ajira Gita puruna Gita saha Saha na kebe compare heichhi na kebe compare karipariba
@gourangasahoo7875
@gourangasahoo7875 Жыл бұрын
Heart touching song
@suvrajyotsnapradhan3112
@suvrajyotsnapradhan3112 9 ай бұрын
Old is gold alway❤
@trinathsethi9109
@trinathsethi9109 7 ай бұрын
Hay hay re Atita tu feriya.
@bharatchandrabarik5921
@bharatchandrabarik5921 8 ай бұрын
ମୋ ପସନ୍ଦର ଗୀତ ,ମୁ ଯଦି ଏଗୀତ ଶୁଣେ ମୁ ସବୁକିଛି ଭୁଲିଯାଏ
@amaramohanta6207
@amaramohanta6207 9 ай бұрын
ଏଇ ଗୀତଟି ମୁଁ ଶୁଣିଛି ମାସିମୁମ୍ ଟାଇମ ସ୍କୁଲ ଗଲା ବେଳେ ବାଜୁ ଥାୟେ ଆମ ରେଡ଼ିଓ ରେ ❤🎉
@dr.sklenka
@dr.sklenka 28 күн бұрын
Thank you for this collection. Loved it.
@LakshmanaAdabar-fm8fr
@LakshmanaAdabar-fm8fr 9 ай бұрын
Heart toching song inmy adolesens period ra songs recently ringing in my heart is very beautiful.
@asishraju2008
@asishraju2008 4 ай бұрын
ଅତି ସୁନ୍ଦର ଗୀତ
@bhagirathinayak1393
@bhagirathinayak1393 4 ай бұрын
ଯୁଗଉପଯୋଗୀ ଗୀତ. ଅମର ପ୍ରେମ ର କାହାଣୀ.
@BirabarGochhi-ij8jh
@BirabarGochhi-ij8jh Күн бұрын
❤❤❤❤
@shilpisatyarthi9375
@shilpisatyarthi9375 7 ай бұрын
yara original song bahut sundar.
@ritumallick7731
@ritumallick7731 6 ай бұрын
ହଜିଲା ଦିନ ଆଜି ଖୋଜି ପାଇଛି very nice song
@RanjanPanda-cj4oj
@RanjanPanda-cj4oj 5 ай бұрын
❤aparisundaragita auasunahi
@sumitrasatapathy2383
@sumitrasatapathy2383 3 ай бұрын
Verynice,song
@bdmohantytapu4722
@bdmohantytapu4722 8 ай бұрын
Kana kahibi bhai sabubela hit. Pilabelara geeta ate madura thila abe bujhi paaruchhi.
@goutamdhal6175
@goutamdhal6175 8 ай бұрын
🎉Nithe aSiba pai puruna katha chitra sune myself medichine
@jogeshbehera1544
@jogeshbehera1544 6 ай бұрын
ମନକୁ ଛୁଇଁଲା ଭଲି ଗୀତ ଟିଏ
@subratkumarnayak262
@subratkumarnayak262 2 ай бұрын
Old is gold
@upendrabiswal6168
@upendrabiswal6168 Жыл бұрын
Alwes nice odia old song .i am imperess.
@PrasantaSamal-f9f
@PrasantaSamal-f9f 4 ай бұрын
L, P,samal,eigita,sunile,Mora,pila,dinakatha,Mane,padijae,sakalu,rediore,mopasand,sunibaku,kamachadi,basipudu
@GojiSamal-wi6cg
@GojiSamal-wi6cg 9 ай бұрын
Heart touching song ❤️
@Bijaya-d8h
@Bijaya-d8h 2 ай бұрын
ପୁରୁଣା ଗିତରେ ବହୁତ କିଛି ମାନେ ରହିଛି କିନ୍ତୁ ବର୍ତ୍ତମାନ ୧୦ ବର୍ଷ ଭିତରେ ଯେଉଁ ଗିତ ଲୋକପ୍ରିୟ ହେଇଛି ତାର କୌଣସି ମାନେ ନାହିଁ ତେଣୁ ଗିତ ସୁଣିବାପାଇଁ ପସନ୍ଦ ଆସୁନାହିଁ
@BapujiParida-kv4yz
@BapujiParida-kv4yz 3 ай бұрын
Keakeaa dalaanee valaa
@r_thk_16_10rank
@r_thk_16_10rank 7 ай бұрын
ସେ ଦିନ ଆଉ ନାହିଁ
@SUJITKUMARDASH-ff6ck
@SUJITKUMARDASH-ff6ck 4 ай бұрын
ଚିରସବୁଜ ମହମ୍ମଦ ଅଜିଜ, ❤
@betalrameswarrao4838
@betalrameswarrao4838 11 ай бұрын
ମୋର ପସନ୍ଦ ର ଗୀତ 🎉
@SharatchandraDas-sp6mg
@SharatchandraDas-sp6mg 2 ай бұрын
Sehidipa।Chhi । ହେଲେ ତୁମେନାହ ମୁଣାହି
@bhagabanpadhy9370
@bhagabanpadhy9370 6 ай бұрын
Old songs are very very euphhonic .but right now all songs are very Cocophony. Currently songs are only music based . but not voice based .
@sasmitadas4623
@sasmitadas4623 5 ай бұрын
ମୋପିଲାଦୀନ ଗୀତ ସବୁଭଲ ଲାଗିଲା
@IejejjSjjejw
@IejejjSjjejw 9 ай бұрын
Mubairu suluchi😊
@Gameandfun4
@Gameandfun4 18 күн бұрын
୨୦୨୫ ରେ କିଏ କିଏ ଶୁଣିଛ like କର 😅
@jagannathtripathy7842
@jagannathtripathy7842 7 ай бұрын
My favourite song ହୃଦୟର ଏଇ ଶୂନ୍ୟତାକୁ 👍
@ମୁଁTravelorodisha
@ମୁଁTravelorodisha 3 ай бұрын
Love ❤️ this song ମୁଁ ମରିଯିବି ଏଇଗୀତପାଇଁ ରୁପା ସଗଡିର ସୁନା କନିଆଁ
@ramchandra-f3v
@ramchandra-f3v 3 күн бұрын
ଭଗବାନ ଙ୍କ ସ୍ରୁଷ୍ଟି ରୁ ଏହା ଏକ ଅଭିନବ ବିଚିତ୍ର ଦାନ ।
@pradeeppati4690
@pradeeppati4690 6 ай бұрын
ଯାହା ବି ହେଉ ପୁରୁଣା ଗୀତ ସାଇତି ଅଛି
Will A Guitar Boat Hold My Weight?
00:20
MrBeast
Рет қаралды 261 МЛН
Worst flight ever
00:55
Adam W
Рет қаралды 29 МЛН
6 HQ Songs_Kandhei akhire luha_Sagara Ganga_Stree_jukebox
28:08
Odia Study IQ by Dukhaharan Sir
Рет қаралды 37 М.
Will A Guitar Boat Hold My Weight?
00:20
MrBeast
Рет қаралды 261 МЛН