ରାଧା ପ୍ରେମ ଲୀଳା/Radha PramaNila/ଗ୍ରାମ ଲେଙ୍ଗମା/ଗୁରୁଶ୍ରୀ ଅଭିମନ୍ୟୁ ଗୌଡ଼/Odia Bharat Lila/Santosho Padhy

  Рет қаралды 194,686

Nilachakra143

Nilachakra143

Күн бұрын

Пікірлер: 166
@SanjayaNaik-kl5io
@SanjayaNaik-kl5io 4 ай бұрын
ଗାଁ ଗହଳିରେ ଲୁଚି ରହିଥିବା କଳାକା ପାଇଁ ଧନ୍ୟବାଦ
@geetanjailidevi8839
@geetanjailidevi8839 4 ай бұрын
ଅତି ସୁନ୍ଦର ସ୍ୱର 🙏🙏🙏🙏🙏 ପ୍ରଶାସନ ଦୟାକରି ଏହି ଲୋକକଳା କୁ ବଞ୍ଚାଇ ରଖିବାକୁ ଅନୁରୋଧ
@trinathnahak5737
@trinathnahak5737 2 жыл бұрын
ବୟସର ଅପରାହ୍ନରେ ଏତେ ସୁନ୍ଦର ସ୍ୱର । ଆଜିର ଆଧୁନିକ ସମୟରେ ଲୋପ ପାଇଯାଉଥିବା ଏହି ଲୋକନୃତ୍ୟ କୁ ବଜାୟ ରଖିବାକୁ ମୁଁ ପ୍ରସାଶନ କୁ ଅନୁରୋଧ କରୁଛି । ଏହି କଳାକାରଙ୍କୁ ଏବଂ ସନ୍ତୋଷ ସାର୍ ଙ୍କୁ ମୋର ବହୁତ ବହୁତ ଧନ୍ଯବାଦ 🙏🙏🙏
@susantarana8292
@susantarana8292 2 жыл бұрын
🙏🙏🙏🙏🙏କୋଟି କୋଟି ପ୍ରଣାମ ଏମାନେ ହିଁ ପ୍ରକୁତରେ କଳାକାର. ଏମାନଙ୍କ ପାଖରେ ଆଜିର କଳା କିଛି ନାହିଁ. ଧନ୍ୟବାଦ ସନ୍ତୋଷ ବାବୁ ଆପଣଙ୍କ ପ୍ରୟାସ କୁ
@kctripathy
@kctripathy 6 ай бұрын
ଆଉ ବଞ୍ଚିବନି ଆଜ୍ଞା, ରାଧା ପ୍ରେମ ଲୀଳା ଏବେ ମୃତ
@budhiramlenka4602
@budhiramlenka4602 Жыл бұрын
Bahutu Bhala Lagila Video ❤❤❤❤
@SathiaBehera-wl3cs
@SathiaBehera-wl3cs 3 ай бұрын
ଜଗନ୍ନାଥ ଜଗତର ମଙ୍ଗଳ କରନ୍ତୁ
@Rajendrakumarbishoyi6
@Rajendrakumarbishoyi6 4 ай бұрын
ସତରେ ଖୁସିରେ ଆଖିରୁ ଲୁହ ଆସି ଯାଉଛି... ଏ ବୟସ ରେ ବି ଏତେ ସୁନ୍ଦର ସ୍ୱର ରେ ଗାଉଛନ୍ତି 🙏🙏🙏
@jyotiranjansahu3303
@jyotiranjansahu3303 4 ай бұрын
ଯେତେ ପ୍ରଶଂସା କଲେ ବି କମ୍ ପଡ଼ିବ। ଭଗବାନଙ୍କ ଆଶୀର୍ବାଦ ରେ ଏମାନେ ନିଶ୍ଚୟ ବୈକୁଣ୍ଠ ବାସ ର ଅଧିକାରୀ। କୋଟି କୋଟି ପ୍ରଣାମ, ଭଗବାନଙ୍କ ଲୀଳା ବର୍ଣ୍ଣନା କରୁଥିବାରୁ।❤
@kamalakantaswain1753
@kamalakantaswain1753 4 ай бұрын
Guru jananku koti koti pranam 🙏🙏
@subasrana4835
@subasrana4835 4 ай бұрын
Wawa apanak swar badhia 🙏🙏🙏
@SudhirKumar-7
@SudhirKumar-7 4 ай бұрын
ଅତି ସୁନ୍ଦର
@KahnumajhiNamitamajhi
@KahnumajhiNamitamajhi 4 ай бұрын
ଅତି ସୁନ୍ଦର ସୁର 🙏🙏🙏
@SwagatamTv.2018
@SwagatamTv.2018 4 ай бұрын
Jay Jagannath Swami Bayasa ra sesha samaya re madya bahut sundar swara re gai parichanti dhanyabad.. bhagaban tanku mangala kamana karantu..
@rabinarayan651
@rabinarayan651 2 жыл бұрын
ଅତି ସୁନ୍ଦର ଗାୟନ ପ୍ରକୃତ କଳାକାରମାନ ଙ୍କୁ ସନମାନ ମିଳୁ
@dharmaraopedini725
@dharmaraopedini725 2 жыл бұрын
ଅତି ସୁନ୍ଦର ସ୍ୱର ପୁଣି ବୟସ ର ଅପରାହ୍ନ ରେ, ଆଜିର ଆଧୁନିକ ଯୁଗରେ ଏପରି ହଜିଯାଇଥିବା କଳା ଓ ସଂସ୍କୃତିକୁ ଏବେବି ବଞ୍ଚାଇବା କଷ୍ଟକର ଅଟେ। ମୁଁ ଅଶେଷ ପ୍ରଣାମ କରୁଛି ଏହି ରାଧାପ୍ରେମ ଲୀଳା ର ମଣ୍ଡଳୀଙ୍କୁ
@Chintu.bisoyi
@Chintu.bisoyi 2 жыл бұрын
I am also 🙏🙏
@Bhaskarbarik-xe8wh
@Bhaskarbarik-xe8wh 4 ай бұрын
ବହୁତସୁ ନ୍ଦର କ ଣ୍ଠ ବହୁତ ଧନ୍ୟ ବାଦ
@SantoshNaik-chocolate
@SantoshNaik-chocolate 2 жыл бұрын
ରାଜା ସିନା ପୂଜା ପାଏ ଆପଣା ଦେଶରେ। କବି ପୂଜା ପାଉଥାଏ ଦେଶ ବିଦେଶ ରେ।। A ବୟସରେ ପୁଣି ଏତେ ସ୍ୱର ତାଳ mast 👌👌🙏🙏🙏
@KrushnaChandraSasmal-n8i
@KrushnaChandraSasmal-n8i 4 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍
@GokulaBaliarsingh
@GokulaBaliarsingh 4 ай бұрын
ଧନ୍ୟବାଦ ଦ୍ବାରିକା ମହାସୟ
@AsirbadaMalik-o5i
@AsirbadaMalik-o5i 4 ай бұрын
Verry verry good
@parsuramjena7951suvam.cheneal
@parsuramjena7951suvam.cheneal 4 ай бұрын
Sundar voice 🎉🎉🎉🎉🎉🎉🎉💯💯💯💯💯
@karankumar-yn9jh
@karankumar-yn9jh 4 ай бұрын
Samstha nku mu pranam janauchhi🙏🏻🙏🏻
@khageswarpatra4954
@khageswarpatra4954 3 ай бұрын
ଜୟ ଜଗନ୍ନାଥ ଆପଣ ମାନଙ୍କୁ କୋଟି କୋଟି ପ୍ରଣାମ
@manojpanigrahy7293
@manojpanigrahy7293 4 ай бұрын
ଅତି ସୁନ୍ଦର ପ୍ରୟାସ ଲୋକନୃତ୍ୟ ଗୁରୁ ସନ୍ତୋଷ ପାଢ଼ୀ ମହୋଦୟଙ୍କୁ ଅତି ଉଚ୍ଚ ଚିନ୍ତାଧାରା ବରିଷ୍ଠ କଳାକାର ମାନଙ୍କ ପ୍ରଚାର ଓ ଗଞ୍ଜାମ ଲୋକକଳା ସଂସ୍କୃତିକୁ ବଞ୍ଚେଇବା ମାଧ୍ୟମ ତଥା ପ୍ରୟାସକୁ ଶତ ଶତ ପ୍ରଣାମ ଜଣାଉଛି ।
@ARLens
@ARLens 2 жыл бұрын
ବହୁତ ବଢିଆ ପ୍ରୟାସ ଗୁରୁ ସନ୍ତୋଷ ସାର କଥା ରେ ରହିଛି ସୁନା ଚିଂହେ ବଣିଆ
@banabasipradhan1170
@banabasipradhan1170 2 жыл бұрын
ଖୁବ ସୁନ୍ଦର କଳା ଓ ସଂସ୍କୃତି ଗ୍ରାମାଞ୍ଚଳ ର 🙏🙏🙏
@kctripathy
@kctripathy 6 ай бұрын
ବହୁତ୍ ବଢିଆ, ଦୁଆରୀ ଆଜ୍ଞା ଙ୍କୁ ଶତ ଧନ୍ୟବାଦ୍ 🙏
@sushantpradhan409
@sushantpradhan409 4 ай бұрын
ଜୟଜଗନ୍ନାଥ ଏପରି ପରିଣତ ବୟସରେ ଏ କଣ୍ଠଶ୍ଵର ଶୁଣି ମୁଁ ଆଶ୍ଚର୍ଯ୍ୟ ଚ଼କିତ ଏପରି କଳାକୁ ସରକାରୀ ପ୍ରୋତ୍ସାହନ ନିହାତି ଆବଶ୍ୟକ ଜୟ ପ୍ରଭୁ ଜଗନ୍ନାଥ ଜୟ
@Chintu.bisoyi
@Chintu.bisoyi 2 жыл бұрын
ଏତେ ସୁନ୍ଦର ସ୍ୱର ପୁଣି ଏଇ ବୟସରେ 🤔🤔 ଅତି ସୁନ୍ଦର 💞💞💞
@lokanathmahanty2175
@lokanathmahanty2175 4 ай бұрын
bohuto sundr
@iitphd
@iitphd 2 жыл бұрын
#ରାଧାପ୍ରେମ ଲୀଳା ଜୟଶ୍ରୀ ଶାରଦା ଗୋ ସଞ୍ଜକଞ୍ଜଲୋଚନା ବିଧୁବନ୍ଦନା କୁନ୍ଦରଦନା ଗୋ..ପଦ.. ଦିବ୍ୟ ଗାନକୁଶଳା, କୁନ୍ଦ-ଇନ୍ଦୁଧବଳା, ଦୀନଜନ ବତ୍ସଳା ଅମରୀ ଶିରମାଳା ଯେ... ମଣିହାର ମଣ୍ଡିତ କୁଚ କୁମ୍ଭମଣ୍ଡଳା ଦଳିତାଞ୍ଜନରେଖା ମଞ୍ଜୁ ନେତ୍ର ଯୁଗଳା, ମାଣିକ୍ୟ ବୀଣା ଗୁଣା-ଙ୍ଗୁଳି ଚାଳକ କଳା-କଉତୁକିନୀ ମନମୋହିନୀ ବାଳା - 1 ତବ କରୁଣା ଲେଶ ସଂପାଦି ଆଦି ଶେଷ ,ରତି ମହତ ଭାଷ୍ୟ ଭାବେ ରଖିଲେ ଯଶ -2 ଧନ୍ୟ ସେ ବୃହସ୍ପତି ବିରଚି ନାନା ସ୍ତୁତି .ଅରଜି ଗୁରୁ ଖ୍ୟାତି ସରଜିଲେ କୀରତି-3 ପଡ଼ି ସେ ପାଦ ତଳେ କିଶୋରଚନ୍ଦ୍ର ବୋଲେ ସଦୟ ନେତ୍ରାଞ୍ଚଳେ ଅନାଇ ଦିଅ ବାରେ-4
@rinkuarukh655
@rinkuarukh655 4 ай бұрын
Jay Jagannath swamy
@sanjayapadhy8843
@sanjayapadhy8843 6 ай бұрын
ଲୋକମାନକର କଲା ସମସ୍ତ ଜନ ସାଧାରଣଙ୍କ ଲୋଚନକୁ ଆଣିବା ଅତି ସୁନ୍ଦର କାର୍ଯ୍ୟ
@RajuRaju-n1t5c
@RajuRaju-n1t5c 4 ай бұрын
Rare krishna krishna krishna hare hare
@hariharamania4614
@hariharamania4614 4 ай бұрын
ଅମୂଲ୍ୟ ଗୀତ ଅମୂଲ୍ୟ ସ୍ବର
@santoshkumarmishra9513
@santoshkumarmishra9513 4 ай бұрын
ସମସ୍ତ କଳାକାର ମାନଙ୍କୁ ଧନ୍ୟବାଦ ଜଣାଉଛି,ପରିଣତ ଵୟସରେ ମାଶାରଦା ଙ୍କ କ୍ରୁପାରୁ କଣ୍ଠସ୍ଵର ସୁନ୍ଦର ରହିଛି,ଏହି ଵିଲୁପ୍ତ କଳା ଆଜିର ସମାଜକୁ ପ୍ରେରଣାଦାୟୀ ହେଉ।🙏ଜୟ ଜଗନ୍ନାଥ🙏
@papupolei8199
@papupolei8199 9 ай бұрын
ବହୁତ୍ ବଢିଆ ଲାଗିଲା ❤❤❤❤❤❤
@bijayapanigrahi7984
@bijayapanigrahi7984 5 ай бұрын
ବାଃ ବାଃ ବାଃ ଖୁସିରେ ବିଭୋର ହେଲି 🙏🙏🙏
@banabasipradhan1170
@banabasipradhan1170 5 ай бұрын
ସମସ୍ତ କଳାକାର ବୃନ୍ଦ ଙ୍କୁ ହୃଦୟ ରୁ କୋଟି ପ୍ରଣାମ 🙏🏻🙏🏻🙏🏻
@abhayjena7850
@abhayjena7850 4 ай бұрын
ଏ ବୟସରେ ସୁନ୍ଦର ସ୍ବର ଓ ପୁରୁଣା ଗୀତ ଆଧୁନିକ ଯୁଗରେ ଧନ୍ୟବାଦ🙏
@PramodGanda-nq9gb
@PramodGanda-nq9gb 4 ай бұрын
Ati sundar abhinay
@RanjanKumarBisoyi-i3n
@RanjanKumarBisoyi-i3n 4 ай бұрын
Amazing voice❤❤❤.
@lababehera6765
@lababehera6765 2 жыл бұрын
ଅତି ସୁନ୍ଦର ଭାବରେ ଗୀତ ଖାଉଛନ୍ତି ଆପଣମାନେ ବୟସ ୯୦ ହେଲେ କଣ ହେଲା ଜୟଶ୍ରୀ ଜଗନ୍ନାଥ।
@pramodadora2245
@pramodadora2245 4 ай бұрын
ନିଶ୍ଚିତ ଭାବରେ ପ୍ରୋତ୍ସାହନ ସହିତ କଳାକାର ଭତ୍ତା ମିଳିବା ଆବଶ୍ୟକ ଓ କଳାକୁ ବଞ୍ଚାଇବା ଆମ କର୍ତ୍ତବ୍ୟ । ❤
@banabasipradhan1170
@banabasipradhan1170 5 ай бұрын
ପ୍ରଶାସନ ଙ୍କୁ ଅନୁରୋଧ ଏହି କଳା କୁ ବଞ୍ଚାଇ ରଖିବାକୁ ଅନୁରୋଧ 🙏🏻🙏🏻🙏🏻
@Radheshyammallik8144
@Radheshyammallik8144 4 ай бұрын
ଅତି ସୁନ୍ଦର କଲା ଏହି ବୟସରେ 🙏🙏🙏🙏🙏
@gandhiswain7798
@gandhiswain7798 5 ай бұрын
ଏ ଭଳି କଳା ଜାଣି ମଧ୍ୟ ଯଦି ଯୁଗ ପିଢି଼ ଯିଏ ସ୍ରୁଷ୍ଟି ନ କରିଛି ତାକଂ କୁ ନିଶ୍ଚୟ ପାପ ଲାଗିବ | କାରଣ ଏ କଳା ଆପଣ କଂ ର ଥିଲେ ମଧ୍ୟ ଗୁରୁକଂ ଆଶିର୍ବାଦ ରୁ ପାଇଛ ଆପଣ କଂ ଆଶିର୍ବାଦ ଓଡ଼ିଶାର ଅଶ୍ମିତା ,🙏,ଧନ୍ୟବାଦ |
@umakantapradhan1698
@umakantapradhan1698 4 ай бұрын
କଳାକାର ସବୁବେଳେ ଅମର ତାର ମୃତ୍ୟୁ ନାହିଁ। ସେ ତା କଳା ମାଧ୍ୟମରେ ସଦା ସର୍ବଦା ଚିରଞ୍ଜିବୀ ।
@gaurachandrapatro4404
@gaurachandrapatro4404 Жыл бұрын
ଇଏ ଗୋଟିଏ ଅତି ସୁନ୍ଦର ଅଭିଳାଷ ।
@susantarana8292
@susantarana8292 2 жыл бұрын
ଏ ମାନେ ପ୍ରକୁତରେ କଳାକାର 🙏🙏🙏🙏
@SantoshKumarBehera-f3j
@SantoshKumarBehera-f3j 7 ай бұрын
❤❤❤❤❤ ବହୁତ ସୁନ୍ଦର କଣ୍ଠ ❤❤❤❤
@skpradhan199
@skpradhan199 2 жыл бұрын
Odisha Sanskrit ku aei pari aagaku dekhaiba darakar.very good sir.jai Jagannath.
@Ram_reaction-video
@Ram_reaction-video 2 жыл бұрын
ଆପଣମାନେ ଆମ ଜିଲା ର ଗଊରବ 🙏🏻🙏🏻🙏🏻🙏🏻
@santoshdakua3590
@santoshdakua3590 2 жыл бұрын
Amane mo Gaon pakha loka Thank you Guru Santosh padhi sar 👏👏👏
@helpinghands6611
@helpinghands6611 2 жыл бұрын
♥️♥️♥️बहुत ही सुन्दर है .."जितनी भी तारीफ की जाए उतना ही कम..."जय जगनथ"..🙏🙏🙏
@bhaktabandhubehera20
@bhaktabandhubehera20 2 жыл бұрын
Sundar
@padamnahak8394
@padamnahak8394 2 жыл бұрын
Bahut sundar paribeshan .sumadhur kanth.anya kichhi sumadhur geet apekhyare.
@mituprusty
@mituprusty 4 ай бұрын
Mi like ❤🎉
@sarojpradhan2125
@sarojpradhan2125 2 жыл бұрын
Jay sanatani ନମସ୍ତେ
@ranjitjena1620
@ranjitjena1620 2 жыл бұрын
Jay jagannath old age super voice 👌
@rabidash1683
@rabidash1683 4 ай бұрын
A beautiful
@kabirajsahu2708
@kabirajsahu2708 2 жыл бұрын
Bahuta khusi lagila ye bayasare yemiti kala pakhare rakhichanti Radha pema Lila kala karanku Mora hrudayaru pranam 🙏🙏🙏🙏🙏🙏🙏🙏🙏🙏🙏
@santoshmaharana7929
@santoshmaharana7929 5 ай бұрын
Jay jagannath swami
@khadalgouda6899
@khadalgouda6899 2 жыл бұрын
ଏ ପରିଣତ ବୟସ ରେ ବି ଅତି ସୁନ୍ଦର ପରିବେଷଣ ଦେଖି ମୁଁ ମୋ ନିଜକୁ ବିଶ୍ୱାସ କରିପାରୁ ନାହିଁ। ସେମାନଙ୍କର ସେହି ପିଲାବେଳ ସମୟରେ କଣ କରିପାରୁ ଥିବେ। ତାହା ଭାବିଲା ବେଳକୁ ବହୁତ ଆଶ୍ଚର୍ଯ୍ୟ, ଚକିତ ଆଉ ବିସ୍ମିତ ଲାଗୁଚି।
@ranjankumarmohanty9559
@ranjankumarmohanty9559 2 жыл бұрын
Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Jai Shri radha
@meerapoojari1480
@meerapoojari1480 2 жыл бұрын
बहुत-बहुत सुंदर है पापा जी
@sanjeevpany6907
@sanjeevpany6907 2 жыл бұрын
Salute all artists.....
@kamallachanbehera648
@kamallachanbehera648 2 жыл бұрын
ଜୟ ଜଗନ୍ନାଥ ଏ କଳାକାର ଙ୍କୁ ମୋର ଆର୍ଥିକ ସୂବେଚ୍ଛା
@KeshabaGouda-x9f
@KeshabaGouda-x9f 5 ай бұрын
Bahut bahut dhanyawad duary angya nku❤
@krutibasbiswal6665
@krutibasbiswal6665 2 жыл бұрын
Pilabele ae nach kete dekhichi buli Great our Artist
@chitrasenpangi9295
@chitrasenpangi9295 2 жыл бұрын
Ati sundar bapa mane singing🎤🎤🎤 karuchhanti 😍😍😍😍
@prafullasahoo1199
@prafullasahoo1199 10 ай бұрын
Sundar Ati Sundar..
@bibhutidalei6733
@bibhutidalei6733 5 ай бұрын
Supara 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🤳🤳🤳
@Bulu123-uy6qs
@Bulu123-uy6qs 7 ай бұрын
Bapamananku,Mora, kotynameskar ❤❤❤❤❤
@narayangouda6929
@narayangouda6929 9 ай бұрын
ଜୟ ଜଗନ୍ନାଥ କଥାରେ ଅଛି ସୁନା ଚିହ୍ନେ ବଣିଆ ଗୁଣ ଚିହ୍ନେ ଗୁଣିଆ ସେମିତି ଗୋଟିଏ କଳା କାର କୁ ଆଉ ଗୋଟିଏ କଳା କାର ହିଁ ଚିହ୍ନି ପାରେ ଅନ୍ୟ କେହି ଚିହ୍ନି ପାରେ ନାହିଁ ଜୟ ହିନ୍ଦ୍ ଜୟ କଳା ଓ ସଂସ୍କୃତି
@prashantakumarbehera9004
@prashantakumarbehera9004 2 жыл бұрын
Super voice 🙏🙏🙏👏👏👏👍👍👍
@adityamaharana1009
@adityamaharana1009 6 ай бұрын
ନମସ୍କାର 🙏🏾
@santoshmaharana7929
@santoshmaharana7929 5 ай бұрын
Beautiful song
@mithunurocky
@mithunurocky 5 ай бұрын
Jay Jagannath Jay 🙏🙏🙏🙏💐💐💐🙏🙏🙏🚩🚩👍👍
@Binodkumarpanigrahi2187
@Binodkumarpanigrahi2187 2 ай бұрын
ଆପଣ ଶୁଦ୍ଧ ଓଡିଆ ଭାଷାରେ ରାଧା ପ୍ରେମ ଲୀଳା ର ସରସ୍ଵତୀ ବନ୍ଦନା ଟି ଲୋକଲୋଚନକୁ ଆଣି ପାରିଛନ୍ତି, ମୋର କୃତଜ୍ଞତା ଜଣାଉଅଛି l
@kalicharanbhuyan6729
@kalicharanbhuyan6729 2 жыл бұрын
Mora samashta gurujana maan ku namaskar
@prafullasahoo1199
@prafullasahoo1199 10 ай бұрын
Dhanya Ganjam mati Kalakar.
@kaliakalia6564
@kaliakalia6564 8 ай бұрын
Radhe radhe
@rabindrajena398
@rabindrajena398 2 жыл бұрын
Very nice old is gold 👌👌👌🙏🙏🙏🙏🙏
@purnabehera2489
@purnabehera2489 2 жыл бұрын
Supper 🌹🌹🌹🙏🙏🙏🌹🌹🌹🤔🤔🤔🤔
@abhabsjaniabhabajani8466
@abhabsjaniabhabajani8466 2 жыл бұрын
ଅତି ସୁନ୍ଦର ସ୍ୱର 🙏🙏
@niranjanadas7170
@niranjanadas7170 5 ай бұрын
very good
@Hemant-oe3qp
@Hemant-oe3qp 7 ай бұрын
Dhanyabad.old.is.gold
@NarayanVlog
@NarayanVlog 2 жыл бұрын
Dhanyabad ..santosh sir 🙏
@santoshkumarmandal1362
@santoshkumarmandal1362 Жыл бұрын
Angya namaskr 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@SantoshKumar-qs1rm
@SantoshKumar-qs1rm 2 жыл бұрын
Atee Sundara Kantha 💐🙏🙏
@SudhirKumar-7
@SudhirKumar-7 4 ай бұрын
❤❤❤
@banabasipradhan1170
@banabasipradhan1170 2 жыл бұрын
ଏ କଳା ଓ ସଂସ୍କୃତି କୁ ବଞ୍ଚାଇ ରଖାଯାଉ ସମସ୍ତ ଙ୍କୁ ଅନୁରୋଧ
@dibakarsahu6168
@dibakarsahu6168 2 жыл бұрын
ବହୁତ ବଢିଆ 👌👌
@sridharrout3003
@sridharrout3003 3 ай бұрын
ସତରେ ଏଗୀତ ଶୁଣି ଆଖିରେ ଲୁହ ଆସିଗଲା ପ୍ରଭୁ ନାରାୟଣ ଆପଣ ମାନଙ୍କର ମଙ୍ଗଳ ବିଧାନ କରନ୍ତୁ
@jitendrasethi9087
@jitendrasethi9087 2 жыл бұрын
Nice old is gold
@ramachandrachoudhury2586
@ramachandrachoudhury2586 Жыл бұрын
Athi Sundara galabahuta vala
@dilenaik4037
@dilenaik4037 2 жыл бұрын
eknumber
@loknathpanigrahi7208
@loknathpanigrahi7208 Жыл бұрын
Atisundar
@ranjankumarmohanty9559
@ranjankumarmohanty9559 2 жыл бұрын
Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Jai Shri radha,
@nimaicharannayak9589
@nimaicharannayak9589 2 жыл бұрын
ମାନଭଞ୍ଜନ ବିତଟି ଶୁଣା ନ୍ତୁ
@savarabhagavan4443
@savarabhagavan4443 2 жыл бұрын
Bahut danyavadh
@satyabanpujari97
@satyabanpujari97 2 жыл бұрын
Very nice, Old Is Gold 🙏🙏🙏🙏🙏
Мясо вегана? 🧐 @Whatthefshow
01:01
История одного вокалиста
Рет қаралды 7 МЛН
Beat Ronaldo, Win $1,000,000
22:45
MrBeast
Рет қаралды 158 МЛН
黑天使只对C罗有感觉#short #angel #clown
00:39
Super Beauty team
Рет қаралды 36 МЛН
Bharat Lila | Nayagarh Duarinacha | Duari Pravesh | Utkal Culture
21:52