ରାଗିଗଲେ ବାଦଲ ନନା |କଳ୍କୀ ଭଗବାନ ଜନ୍ମ ହୋଇନାହାନ୍ତି |Badal Nana |Malika Bachana Odia |

  Рет қаралды 4,912

Nayak R Creation

Nayak R Creation

Күн бұрын

Пікірлер: 56
@amulya-123-in
@amulya-123-in Ай бұрын
ବାଦଲ ନନା ଆପଣଙ୍କୁ ମୋର ପ୍ରଣାମ 🙏🏻🙏🏻🙏🏻 । ଆପଣ କିଛି ଦିନ ପୂର୍ବରୁ ପଣ୍ଡିତ କାଶିନାଥ ମିଶ୍ରଙ୍କ ସହିତ ଓ ଆଉକିଛି ସାଧୁସନ୍ଥ ଏବଂ ସନ୍ଧାନ ପ୍ଲସ ଚେନେଲର ଅର୍ଜୁନ ବାବୁଙ୍କ ଉପସ୍ଥିତିରେ କଳ୍କୀ ଭଗବାନଙ୍କର ଜନ୍ମ ଯାଜପୁର ବିରଜାଙ୍କ ପାଖରେ ହୋଇଥିବା ପ୍ରକାଶ କରିଥିଲେ । ଦୁଃଖ ଓ ପରିତାପର ବିଷୟ ଆପଣଙ୍କର ମତ ପ୍ରାର୍ଥକ୍ୟର କାରଣ କଣ ? ଆପଣଙ୍କର ବର୍ତମାନ ଯେଉଁ ବୟସରେ ପାଦ ରଖିଛନ୍ତି ଆପଣଙ୍କୁ ମୋର ଆଘାତ ଦେବା ଉଦ୍ଦେଶ୍ୟ ନୁହେଁ । ଆପଣ ଯେଉଁ ପ୍ରସଙ୍ଗ ଉପରେ ଯେଉଁ ଚ୍ୟାନେଲ କହୁଛନ୍ତି ତାହା ମୂଲ୍ୟହୀନ ହୋଇ ନଯାଉ । ଆପଣଙ୍କର ବ୍ୟକ୍ତିତ୍ବ ଉପରେ ଦୃଷ୍ଟି ରଖିବାକୁ ଅନୁରୋଧ ନନା ।
@mohanbehera9468
@mohanbehera9468 Ай бұрын
Purno soto kotha kohile ebe Badal Nona soto na micho kohuchonti tanko byokti two ro prosno??
@AjayaKumarSahoo-d8h
@AjayaKumarSahoo-d8h Ай бұрын
​@@mohanbehera9468@ମହୋଦୟ ବାଦଲ ନାନା ପୂର୍ବ ଭିଡ଼ିଓରେ କହିନଥିଲେ କି କାଶୀନାଥ ମିଶ୍ରଙ୍କ ପୁଅହିଁ କଳ୍କୀ |
@maheshdas5438
@maheshdas5438 Ай бұрын
🙏🙏🙏🙏🙏
@SukadebMohanty-h2b
@SukadebMohanty-h2b Ай бұрын
Jay Achyut Saran Badal Babu you are a good malika Researcher
@LuckyLipi
@LuckyLipi Ай бұрын
Badala Nana heuchanty jane sachot malika prabochaka
@chinmayanayak8280
@chinmayanayak8280 Ай бұрын
Kalki janama hoi sarileni kebala r😊am das hin jananti apana Mane jadi Ramdas hiothibe janiparibe
@pryambadakar244
@pryambadakar244 Ай бұрын
Kalki bhagwaan janma hei sarichanti Jay jaganath swami🙏
@KedarnathBehera-w4s
@KedarnathBehera-w4s Ай бұрын
Nana- janijhanti Kalki janma hoe sarichanti
@Si_pu310
@Si_pu310 Ай бұрын
ଜୟ ଗୁରୁଦେବ 🙏🙏🙏 । ଜୟ ପଞ୍ଚସଖା 🙏🙏🙏 । ଭକ୍ତଵନ୍ଧୁ , ମହାପୁରୁଷଙ୍କ ଭାବାର୍ଥ ପୂର୍ଣ୍ଣ ରଚନାବଳୀ ମାଳିକା ଯଦି ସତ ହୋଇଥାଏ ତେଵେ ପ୍ରଭୁ କଳ୍କୀ ଦେଵ ଙ୍କ ଉଦୟ ହୋଇସାରିଛି ମାତ୍ର ପ୍ରଭୁଙ୍କ ପ୍ରକାଶ ହୋଇନାହିଁ । ରେଳଗାଡି ଚାଲୁଥିଵ ହୋ ଦିଵା ରଜନୀ ନାହିଁ । ତେଵେ ତୁ ରାମ ଜାଣିଵୁ ଆମ୍ଭେ ଜନ୍ମିଲୁ ମହୀ । ଵାଦଲ ନନା କିଛି ଜାଣିନାହାନ୍ତି ।ଵିଷୟ ଵସ୍ତୁ କ'ଣ ? ଆଲୋଚନା କ'ଣ ହେଉଛି । ନନା କ'ଣ ସବୁ ଜାଣିଛନ୍ତି ? । ଜୟ ଜଗନ୍ନାଥ 🙏🙏🙏🙏 ।। ଜୟ ଅଚ୍ୟୁତାନନ୍ଦ 🙏🙏🙏 ।
@nayakrcreation
@nayakrcreation Ай бұрын
ମହୋଦୟ ପ୍ରଣାମ 🙏 ଜୟ ସୀତାରାମ 🙏 ଆପଣଙ୍କ ସହିତ କିପରି ଯୋଗାଯୋଗ ହୋଇପାରିବ |
@mohanbehera9468
@mohanbehera9468 Ай бұрын
Ae tothyo Pramod Kumar b kohi thile , Malika onusare Mohaprobhu nko jonmo hei sarichi.
@Si_pu310
@Si_pu310 Ай бұрын
@@mohanbehera9468 ଭକ୍ତଵନ୍ଧୁ ଆପଣ ମାନେ ଏକଥା ମନେ ରଖିଥାନ୍ତୁ ସାରଣୀ ଆଗରେ ଖାଲି ସସ୍ତାଧରଣର କଥା କହି ଜନସାଧାରଣ ଙ୍କ ପାଖରେ ନାମ କମେଇବା ଲକ୍ଷ ଯେପରି ଲୋକମାନେ ଜାଣିଵେ ଜଣେ ଵଡ କଳାକାର କିନ୍ତୁ ତଥ୍ୟ ଅଜଣା । ଖାଲି ମୂଲ୍ୟ ହୀନ କଥା । ସମୟ କୁ ଅପେକ୍ଷାକର ଦେଖିଵ କିଏ ସତ କହୁଛି । କାହାର କଥାରେ କେତେ ଗୁରୁତ୍ଵ ରହିଛି ।
@manassahu6269
@manassahu6269 Ай бұрын
ଦୁଇ ଦଶୁ ପ୍ରତି ପଦl ଫେଡିବ ବlଣ ପରେ ବlଣ ବସାଇ ଦେଵ l ଫିରିଙ୍ଗି ଅଙ୍କ ରେ ମସିହା ହେବ କଳି ଅବତାର ଙ୍କ ଆବିର୍ଭାବ।
@pabitramohanpradhan8516
@pabitramohanpradhan8516 Ай бұрын
Jaja Nagra kneuthi ?
@SashankaSekharPatel00
@SashankaSekharPatel00 Ай бұрын
#BadalNana ଆପଣ କାଶୀନାଥ ମିଶ୍ରର ଆଶ୍ରମ କୁ ଯାଇଥିଲେ କାହିଁକି?? ଆପଣ ସେଠି କୁ ଯାଇ କଣ ପ୍ରମାଣିତ କରିବାକୁ ଚାହୁଁଥିଲେ?? ସେ ନକଲି ଭଣ୍ଡ ଆଶ୍ରମ ଯିବାର ଅର୍ଥ ଆପଣ ସେମାନଙ୍କୁ ଆଉ ତାଙ୍କ ମତାମତକୁ ସିଧାସଳଖ ସମର୍ଥନ କରୁ ନାହାଁନ୍ତି କି??
@AjayaKumarSahoo-d8h
@AjayaKumarSahoo-d8h Ай бұрын
ଆଜ୍ଞା ସାଧୁସନ୍ଥଙ୍କୁ ଯିଏ ଯେଉଁଠି ନିମନ୍ତ୍ରଣ କରିବେ ସେ ସ୍ଥାନକୁ ଯିବେ। |ଆଉ ରହିଲା କଳ୍କୀ ? ସେ କେବେ କହିନଥିଲେ କାଶୀନାଥ ମିଶ୍ରଙ୍କ ପୁଅହିଁ କଳ୍କୀ |
@pradayeenijena1500
@pradayeenijena1500 Ай бұрын
Badal nana kichi janinahanti
@AjayaKumarSahoo-d8h
@AjayaKumarSahoo-d8h Ай бұрын
ଆପଣ କଣ ଜାଣିଛନ୍ତି କୁହନ୍ତୁ
@KamakhiPradhan-v9j
@KamakhiPradhan-v9j Ай бұрын
Badal Nana telling correct
@KedarnathBehera-w4s
@KedarnathBehera-w4s Ай бұрын
Kalki ku abe 22 barsha
@bikashacharya4325
@bikashacharya4325 Ай бұрын
Baba na ka first line ta nija ku mast sut karuchi?
@dibakarmishra1706
@dibakarmishra1706 Ай бұрын
ଆଉ ମାଧିଆ କିଏ?ଯିଏ ପାଦରେ ତୁଳସୀ ଚ଼ଢାଉଛି,
@nayakrcreation
@nayakrcreation Ай бұрын
ଆଜ୍ଞା 🙏 କହିଲେ କହିବେ କହିଲା |
@mohanbehera9468
@mohanbehera9468 Ай бұрын
Kahaku b anguli nirdesh no kole apononko sanmman bodhibo. Apon b somosto nko sangore soman.
@user-Abhilashjenamani
@user-Abhilashjenamani Ай бұрын
​@@nayakrcreationଦିବାକର ମିଶ୍ର ।ଯଦି ଜାଣିଛନ୍ତି ପ୍ରକୃତରେ କଳ୍କୀ କିଏ ପ୍ରମାଣ ସହ ଉପସ୍ଥାପନା କରନ୍ତୁ, ମନ ଇଚ୍ଛା ଗପ ଶୁଣାନ୍ତୁ ନାହିଁ
@user-Abhilashjenamani
@user-Abhilashjenamani Ай бұрын
@@nayakrcreation ଆପଣ ସତ କହିଲେ ସମସ୍ତେ ସ୍ୱାଗତ କରିବେ, ଆଉ ଯଦି ମିଛ କହିବେ ଖରାପ ଭାବିବେ । ତେଣୁ ଆପଣ ସତ କୁହନ୍ତୁ।
@SamSam-cg5mw
@SamSam-cg5mw Ай бұрын
@@nayakrcreationKichhi loka malika ku nei khub dui paisa kanauchhanti . Hau Sanstha chalu.
@lovelypandey9485
@lovelypandey9485 Ай бұрын
ନକଲ କରୁଥିବା ଆମମାନଙ୍କ ଅକଲ ନାହିଁ !logic ଲଗାଇ ଭଗବାନ ଙ୍କୁ ପ୍ରମାଣିତ କରା ଯାଇ ନା ପାରେ....
@SukadebMohanty-h2b
@SukadebMohanty-h2b Ай бұрын
Bhagaban kipari janile
@AjayaKumarSahoo-d8h
@AjayaKumarSahoo-d8h Ай бұрын
ଭଗବାନଙ୍କୁ କିପରି ଚିହ୍ନିବା
@bibekanandaswain3404
@bibekanandaswain3404 Ай бұрын
Duniare au kete papa ghatile kalki bhagwan Janm hebe ? Aaji saha saha jiba hatya,gau mata hatya hauchhi.nari manank upare atyachar sima tapisarilani. eathu bali maha papa au kn achhi .asamay re banya hauchchi,saudi arab desare flood asuchhi eathu bada praman kn achhi kali yuga saribar.ei sabu praman ru manab samaj jadi nabujhiba eathu bali durbhagya ra katha kn achhi.
@SamSam-cg5mw
@SamSam-cg5mw Ай бұрын
Kashinath Mishra nka suputra kiye ?
@ApanankaSwaraOdiaNews
@ApanankaSwaraOdiaNews Ай бұрын
ଆପଣ କୁହନ୍ତୁ ?
@dibakarmishra1706
@dibakarmishra1706 Ай бұрын
ପାଦରେ ତୁଳସୀଚଢ଼ାଉଥିବା ନକଲୀ ବାସୁଦେବ ।
@himadrisankhua7960
@himadrisankhua7960 Ай бұрын
Galua prabala dos Agaru se nije jajipur sambala village kalki boli
@PickaxeGaming-oz3yr
@PickaxeGaming-oz3yr Ай бұрын
Badal Nana time kahibeki Kali young Kane Sarina, Alana haha kahuchanti haha bodhe said heuchi , again Madhya haha, Alana said you gave katha janicha, keynote you're bargain gachhaku ankudi badhanti,, Malik aku Ghana cabaret padhantu Alana Nagano Kahuku kuhantuni, Alana bhabuchantiki Alana debadutta, Suns Nana jetabele youga sesame heba stable janibakuhele sehipari nijaku prostate Kari Baku Padiba
@bibekanandaswain3404
@bibekanandaswain3404 Ай бұрын
Purabaru au gote video re aapan kalki bhagwan janm hoi sarichhanti boli prakash karichhanti kintu ebe mata badalauchhanti eha aapanank sadhu bada ku sobha dauni.dui prakar katha kahi kanhi nijaku nije lajita karuchhanti.
@bikashacharya4325
@bikashacharya4325 Ай бұрын
Baba benga ra kua bhalia bodhe…. Tike news dekha….dunia re kana chalichi…. Dunia chalile next 50 years re gote bi Hindu rahibe ni… dunia tike dekha
@mohanbehera9468
@mohanbehera9468 Ай бұрын
Pura thik kohile mlecho sobu active kon hebo kohi heboni. Prabhu no asile kie rakhaya koribe?
@mohapatramadan
@mohapatramadan Ай бұрын
Bada galua
@AjayaKumarSahoo-d8h
@AjayaKumarSahoo-d8h Ай бұрын
ତାହେଲେ ତମେ ?
@mohapatramadan
@mohapatramadan Ай бұрын
@AjayaKumarSahoo-d8h asakahibi
@RohitPathak-f51
@RohitPathak-f51 Ай бұрын
Bhaiya apse binti hai kripaya jagannath mandir chief priest , sri mahanayaka Ramachandra badapanda ji se malika k bisay me episod kijia na ,
@rajnayak0604
@rajnayak0604 Ай бұрын
Unse jyada knowledgeable badal Nana hain.
@nayakrcreation
@nayakrcreation Ай бұрын
ok
@RohitPathak-f51
@RohitPathak-f51 Ай бұрын
​@@nayakrcreationji bhaiya sab koi malika bol Rahe Hai, parantu ,respected mahanayaka ramachandra badapanda unhe bhi to Pata hoga ki pravu janm hua Hai ki nahi ?
@MAHAKUMBH2025-1-c
@MAHAKUMBH2025-1-c Ай бұрын
ବାଦଲ ନନା ଠିକ୍ କହୁଛନ୍ତି
人是不能做到吗?#火影忍者 #家人  #佐助
00:20
火影忍者一家
Рет қаралды 20 МЛН
VIP ACCESS
00:47
Natan por Aí
Рет қаралды 30 МЛН
1% vs 100% #beatbox #tiktok
01:10
BeatboxJCOP
Рет қаралды 67 МЛН
Fake Baba Exposed by Kanhu Baba |  Malika Bachana | @SatyaBhanja
15:38