ରାଜ୍ୟରେ ଭାଜପା କ୍ଷମତାକୁ ଆସିଲା ପରେ ମଦ ଉପରେ ଲାଗିଲା ବ୍ୟାନ୍ | BJP will ban country liquor in Odisha

  Рет қаралды 1,724,058

Pratidin TV

Pratidin TV

Күн бұрын

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲା ପରେ ମଦ ଉପରେ ଲାଗିଲା ବ୍ୟାନ୍ | BJP will ban country liquor in Odisha#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 2 800
@mamatapradhan3356
@mamatapradhan3356 3 ай бұрын
ଓଡ଼ିଶା ରୁ ଶୀଘ୍ର ମଦ ଦୋକାନ ବନ୍ଦ କରାଯାଉ ଧନ୍ୟବାଦ୍ C.M Sir 🎉🙏
@rajubhaiodiavolgs2019
@rajubhaiodiavolgs2019 3 ай бұрын
E re bedha chhua to gandire purei debi
@mantudharua1308
@mantudharua1308 3 ай бұрын
Kia kari paribe nahi bhai mada ku
@little.star.rishi..
@little.star.rishi.. 3 ай бұрын
@@mamatapradhan3356 ଦୋକାନ ସିନା ବନ୍ଦ ହେବ କିନ୍ତୁ ହାଣ୍ଡିଆ ରସି ମହୁଲି ..,,😃😃
@bikashmishra8864
@bikashmishra8864 3 ай бұрын
ବହୁତ୍ ବଢିଆ ଦୟାକରି ଶୀଘ୍ର ଓଡିଶାରେ ସବୁ ମଦ ଦୋକାନକୁ ବନ୍ଦ କର ❤
@manasranjanbehera4755
@manasranjanbehera4755 3 ай бұрын
Tu bal brahmachari.kanya rasi.
@manasranjanbehera4755
@manasranjanbehera4755 3 ай бұрын
Mada band desel petrol 200
@sandeepkumarjena8872
@sandeepkumarjena8872 3 ай бұрын
​@@manasranjanbehera4755Ham thik kahicha bhai petrol diesel rate badheiba katha..badhile Sina loka electric gadi kinibe...nahele selfish loka kebe sudhuribeni... temperature badhi badhi earth nasta hei galebi jouta sasta seta kinibe
@galaxyboy6873
@galaxyboy6873 3 ай бұрын
​@@sandeepkumarjena8872100 % correct pollution and global warming kamiba
@Pabitra_kumar_Jena
@Pabitra_kumar_Jena 3 ай бұрын
ମୁଁ ମଦ କୁ ଘୃଣା କରେ କିନ୍ତୁ 2029 ରେ 💯% BJP ହାରିବ ନିଶ୍ଚିତ no Doubt.. ଦେଖ କଣ ହଉଛି ଆଗକୁ
@KarunakarDhani-eo2sl
@KarunakarDhani-eo2sl 3 ай бұрын
ଶିଘ୍ର ମଦ ବନ୍ଦ ହେଉ ଯୁବଗୋଷ୍ଠୀ ବଞ୍ଚି ଯାଆନ୍ତୁ।
@little.star.rishi..
@little.star.rishi.. 3 ай бұрын
ସତରେ ବହୁତ ଭଲ ଖବର ମଦ ପାଇଁ ବହୁତ ପରିବାର ସମ୍ପର୍କ ଭାଙ୍ଗି ଯାଇଛି
@Dineshparida-sh1hb
@Dineshparida-sh1hb 3 ай бұрын
@@little.star.rishi.. Bidesi mada sina band heba handia mahuli sara dei tiari karibe au duplicate bidesi mada re loka sighra maribe
@MAJITSAMRATH
@MAJITSAMRATH 3 ай бұрын
ବହୁତ୍ ବଢିଆ ହେବ ଯେବେ ଓଡିଶା ରେ ମଦ ବନ୍ଦ ହେବ । ଓଡ଼ିଶା ଆହୁରି ଉନ୍ନତ ମାର୍ଗ ଦେଇ ଆଗକୁ ବଢ଼ିବାରେ ସହଯୋଗ ହଇପରିବ।❤❤❤
@Kkrswain
@Kkrswain 3 ай бұрын
କେତେ ମା ଓ ଭଉଣୀ ଙ୍କର ମାନ୍ ଇଯତ୍ ସୁରଖ୍ୟା ହେଇଯିବ ଆଉ କେତେ ଭାଇ ବାପା ଙ୍କର ଜୀବନ ବଞ୍ଚିଯିବ ସେମାନଙ୍କ ଜାନନ୍ତରେ ହଉ କିମ୍ବା ଅଜାଣତରେ ହଉ ଆପଣଙ୍କୁ ବହୁତ୍ ଆଶୀର୍ବାଦ ମିଳିବ ଭଗଵାନ କରନ୍ତୁ ଆପଣଙ୍କ କଥା କାମରେ ଲଗାଯାଇ 🙏🙏🙏
@samarendramallick8011
@samarendramallick8011 3 ай бұрын
Mada band haba drugs ahuri adhika matra re start haba
@kushamajhi6440
@kushamajhi6440 3 ай бұрын
Ame adibasi mane mada randhiki piebu covid time re band thila j mad lok ni piu Thai k
@bhanumatibhoi1358
@bhanumatibhoi1358 3 ай бұрын
Khali atiki kale habani agaku dekha a bjp kan karuchi sabu Kandi Kandi Dina katibe😢😢😢😡😡
@samarendramallick8011
@samarendramallick8011 3 ай бұрын
@@bhanumatibhoi1358 bihar re mada band kintu drugs chaluchi kahin Sethi ta bjp drugs band kari paruni mada tharu drugs bahut danger
@user-jt4monoj
@user-jt4monoj 3 ай бұрын
କହିବା କଥା ଟିକ ଯେ ହେଲେ କାଇଁ ତ କିଛି ହେଲାଣି ବିଜୁଳି ବିଲ ପ୍ରି ଧାନ kg 30ଟଙ୍କା ଗ୍ୟାସ ପ୍ରି ପାଗଳ ବିଜେପି
@prasantapattanaik862
@prasantapattanaik862 3 ай бұрын
ମଦ ଦୋକାନ ଓ ତିଆରି ସମ୍ପୁର୍ଣ୍ଣ ବନ୍ଦ ହେଉ।
@user-jt4monoj
@user-jt4monoj 3 ай бұрын
ଗରହି ବନ୍ଦ ଧକାନ ବନ୍ଦ କର ଆଗ
@Ranjitpandao85
@Ranjitpandao85 3 ай бұрын
ଖାଲି ମଦ ନୁହେଁ ଗଞ୍ଜେଇ ମଧ୍ୟ ବନ୍ଦ ହେବା ଦରକାର କାରଣ ଛାତ୍ରଛାତ୍ରୀମାନେ ଏହାର ଶୀକାର ହେଉଥିବାରୁ ସେମାନଙ୍କର ଶାରୀରିକ ଓ ମାନସିକ ସ୍ତରରେ ଅବନତି ଘଟୁଛି । ପୋଲିସ ପ୍ରଶାସନ ମଧ୍ୟ ବେପାରୀ ମାନଙ୍କଠାରୁ ମେଟା ଅଙ୍କର ଵଟି ନେଇ ଚୁପ ହୋଇ ବସୁଛି।ଜୟ ଜଗନ୍ନାଥ
@rajatkumar9830
@rajatkumar9830 3 ай бұрын
Ganjei kau legal achhi ki abe odisha re...jaha bikuchhanti sabu illegally
@SwarnalataPradhan-by1zu
@SwarnalataPradhan-by1zu 3 ай бұрын
Right
@selibhoi8326
@selibhoi8326 3 ай бұрын
Right 👍
@mr.bhubaneswar1653
@mr.bhubaneswar1653 3 ай бұрын
Mu khau chi ganja 😂😂😂
@Ayushman892
@Ayushman892 3 ай бұрын
Not possible bro ITC company besiii tax pay karuchi government ku seti pai government kebe bhi sahin bani ki se sabu close hau boli
@NewIndia5220
@NewIndia5220 3 ай бұрын
ସମସ୍ତ ଓଡିଶାବାସୀ BJP କୁ ଜିତାଇ ଛନ୍ତି ମଦ ବନ୍ଦ କରିବା ପାଇଁ । ସମସ୍ତଙ୍କ ଇଚ୍ଛା ମଦ ବନ୍ଦ ହେଉ ।
@ChaitanHarijan123
@ChaitanHarijan123 3 ай бұрын
Hii
@jyotiranjanpalei2015
@jyotiranjanpalei2015 3 ай бұрын
CM SIR କୁ ଗୋଟେ ନିବେଦନ ଯଥା ଶୀଘ୍ର ଓଡିଶା ରୁ ମଦ ବନ୍ଦ କରା ଯାଓ ପ୍ଲିଜ଼ 😢
@Thefunnymoments812
@Thefunnymoments812 3 ай бұрын
କିଏ କିଏ ମଦ ବଦ୍ ହେବା କୁ ଚାହୁହୁଛନ୍ତି like କର ❤❤❤😊😊
@SubhaMurmu-mb2xq
@SubhaMurmu-mb2xq 3 ай бұрын
Modo chalu
@sanjeevmunda2738
@sanjeevmunda2738 3 ай бұрын
like kale kn hebo aamo village re mahuli pauch bhati khajuri rasa bhati handia bhati ghare ghare.....
@Thefunnymoments812
@Thefunnymoments812 3 ай бұрын
@@sanjeevmunda2738 🤪🤪🤪🤪
@subhashreejena4064
@subhashreejena4064 3 ай бұрын
ଧନ୍ୟବାଦ୍ ଆଜ୍ଞା ଜଲଦି ମଦ ବନ୍ଦ କରନ୍ତୁ , କେତେ ମାଆ ଭଉଣୀ ଙ୍କ ଇଜ୍ଜତ୍ ବଞ୍ଚି ଯିବ 🙏🙏
@Dineshparida-sh1hb
@Dineshparida-sh1hb 3 ай бұрын
Odisha re mada band kale rajswa kamijiba o debalia heijiba sakar mada ru hin adhika rajswa miluchi
@subhashreejena4064
@subhashreejena4064 3 ай бұрын
@@Dineshparida-sh1hb ଆଉ ସେଇ ମଦ ପାଇଁ ଛୋଟ ଛୁଆ ଙ୍କ ଠୁ ଆରମ୍ଭ କରି ବୟସ୍କା ମହିଳା ମାନଙ୍କ izat ଚାଲି ଯାଉଛି । କିୟେ ଆତ୍ମ ହତ୍ୟା କରୁଛି ତ କିଏ ଲାଜ ରେ ଗୁମୁରି ଗୁମୁରି କାନ୍ଦୁଛି । ଦୁଃଖ କେବଳ ସେଇ ବୁଝି ଥାଏ ଯିଏ ନିଜେ ଦୁଃଖ ସହି ଥାଏ ।
@Dineshparida-sh1hb
@Dineshparida-sh1hb 3 ай бұрын
@@subhashreejena4064 Thik katha je hele nijaku nije chinta kari mada pee ba katha au gote madua nka stree mane contrala chahile kariparibe
@Dineshparida-sh1hb
@Dineshparida-sh1hb 3 ай бұрын
@@subhashreejena4064 Bhauni mada band kalebi kuadu na kuadu desi mada handia pee ba abhyas karibe jie thare pee chi 12 barsa helebi pee be
@prakashbehera3159
@prakashbehera3159 3 ай бұрын
ଯଦି ମଦ ବନ୍ଦ କରାଯାଏ ତାହାଲେ ଲୋକେ ବିଜେପି ସରକାର କୁ ଧନ୍ୟବାଦ ଦେବେ
@manasranjanmohapatra3382
@manasranjanmohapatra3382 3 ай бұрын
ଗୋଟେ ଭୋଟ ଦେବେନି। ପରେ 5 ବରଷ ପରେ
@RajanibalaPanda
@RajanibalaPanda 3 ай бұрын
Right
@PrachiSahu-qs4dv
@PrachiSahu-qs4dv 3 ай бұрын
Right
@Dineshparida-sh1hb
@Dineshparida-sh1hb 3 ай бұрын
@@prakashbehera3159 Bidesi mada band kale duplicate mada pee ki loka sighra sighra maribe
@sahoo300
@sahoo300 3 ай бұрын
ମଦ ଦୋକାନ ନୁହେଁ ପୁରା କମ୍ପାନୀ କୁ ଉଡ଼େଇ ଦିଅ ମାଲିକ କୁ ଠିଆ ରେ ପୋଡ଼ି ଦିଅ,,ଯିଏ ତିଆରି କରୁଛି ତାକୁ ସେ ମଦ ରେ ପୁରେଇ 24 ରଖ
@Makarbabu1
@Makarbabu1 3 ай бұрын
କିଛି ହେବ ନାହିଁ ଭାଇ
@AjayVideocreate1234
@AjayVideocreate1234 3 ай бұрын
😂
@samyakparija3104
@samyakparija3104 3 ай бұрын
ବହୁତ୍ ଭଲ ହେବ,ଅନେକ ଦୁର୍ଘଟଣା ବନ୍ଦ ହେଇଯିବ
@mahendradas4516
@mahendradas4516 3 ай бұрын
ସୁନ୍ଦର ଡିସିସନ ନିହାତି ଏଇଟା ହେବା ଦରକାର ସାର l ଜୟ ଶ୍ରୀରାମ 🙏🏾
@harsingh3679
@harsingh3679 3 ай бұрын
Jai jagannath , odisha re
@SmashEnough
@SmashEnough 3 ай бұрын
ବିଜେପି ସରକାର୍ ଓଡିଶାରେ ମଦ ବନ୍ଦ କରନ୍ତି ତେବେ ସୁଖର ରାମ ରାଜ୍ୟ ପ୍ରତିଷ୍ଠା ହେବ
@thetraveler03
@thetraveler03 3 ай бұрын
Kichhi hebani bhai olta besi Paisa asiba system janina bodhe, Bihar re mada band hele b adhika sale heuchi au MLA nka pakhaku adhika black money asuchi 😂😂 e sabu khali kahiba katha mada band .
@sandeepkumarjena8872
@sandeepkumarjena8872 3 ай бұрын
​@@thetraveler03Hau ..normal loka ta kiniki black re pii paribeni....crime bahut kamijiba...
@SmashEnough
@SmashEnough 3 ай бұрын
ଯା ମନ ଯେପରି ତା ପାଇଁ ସେପରି ଫଳ ରଖି ଥା ଏ ବିଶ୍ୱ ଉଚ୍ଚ ମନା ଉଚେ ଅମୃତ ଲଭ ଇ ନୀଚ ମନା ଲଭେ ବିଷ ଧନ୍ୟବାଦ୍
@NatureTells951
@NatureTells951 3 ай бұрын
​@@sandeepkumarjena8872normal loka crime karanti ni bhai
@rashmiranjan286
@rashmiranjan286 3 ай бұрын
ବୌଦ୍ଧ ସମ୍ରାଟ ଅଶୋକଙ୍କ କଳିଙ୍ଗ ରାଜ୍ୟ ହେଉ ।
@Loveyouall-o6c
@Loveyouall-o6c 3 ай бұрын
ଗାଁ ଗହଳିରେ ସୁରକ୍ଷା କର୍ମୀ ପଠାଯାଉ ଗାଁ ଗହଳିରେ ବେସରକାରୀ ମଦ ବାଟି କରିଛନ୍ତି ମଦ ଭାଟି କୁ ନଷ୍ଟ କରାଯାଉ
@biswalsaraswati1752
@biswalsaraswati1752 3 ай бұрын
Right
@user-jt4monoj
@user-jt4monoj 3 ай бұрын
ତମର ମିଛ ବାସନ ମାଯା ତମର ପାଖରେ ରଖ ଆମକୁ ସରକାର ନାହିଁ ଆମେ ଦାଦନ ଯାଉଛୁ
@SmrutiranjanRout-ry2mg
@SmrutiranjanRout-ry2mg 3 ай бұрын
@Pabitra_kumar_Jena
@Pabitra_kumar_Jena 3 ай бұрын
ମୁଁ ମଦ କୁ ଘୃଣା କରେ କିନ୍ତୁ 2029 ରେ 💯% BJP ହାରିବ ନିଶ୍ଚିତ no Doubt.. ଦେଖ କଣ ହଉଛି ଆଗକୁ
@AnnapurnaJena-h5d
@AnnapurnaJena-h5d 3 ай бұрын
​@@user-jt4monojjuade dekhiba khali mada aau madua ....eguda kidney liver fail hei maribe pachhe mada chhdibeni😂😂😂
@ChandanKumar-km3vh
@ChandanKumar-km3vh 3 ай бұрын
ଧନ୍ୟବାଦ ତ୍ରାହି ଜଶବନ୍ତ ତ୍ରାହି ଜଶବନ୍ତ 🎉🎉🎉🎉🎉ଜୟ ମା ତାରିଣି ମା 🎉🎉🎉🎉🎉
@Makarbabu1
@Makarbabu1 3 ай бұрын
ସରକାର ମଦ ବନ୍ଦ ତ କରିପାରିବେ ନାହିଁ କିନ୍ତୁ ଯେ ମାନେ କମେଣ୍ଟ କରିଛ ନିଜେ ଆଗରେ ମଦ ପିଇବା ବନ୍ଦ କର। ନିଜ ପରିବାର ର ଲୋକ ସାଙ୍ଗ ସାଥୀ ମାନଙ୍କୁ ମଦ ନ ପାଇବା ପାଇଁ ଅନୁରୋଧ କର ।ଏବଂ ନିଜ ଗାଁ ଗାଁ ରେ ବନ୍ଦ କରାଅ
@chandraxyz1702
@chandraxyz1702 3 ай бұрын
ବହୁତ ସୁନ୍ଦର କଥା ଓଡ଼ିଶାରେ ମଦ ବନ୍ଦ ହେଲେ ୭୭ ବର୍ଷ ହେଲା ଭାରତ ସ୍ୱାଧୀନ ହେଲା କୈାଣସି ସରକାର ବନ୍ଦ କରି ପାରୁନଥିଲେ ବହୁତ୍ ବହୁତ ଧନ୍ୟବାଦ
@PushpasinghThakur
@PushpasinghThakur 3 ай бұрын
ମୁଁ ତ ବହୁତ୍ ଖୁସି ହେବି ଏ ମଦ ଆଉ ଭାଟି ବନ୍ଦ ହେଇଗଲେ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🚩🚩🚩🚩🚩
@crimebranch7318
@crimebranch7318 3 ай бұрын
ମାନନିୟ ମୁଖ୍ୟମନ୍ତ୍ରୀ ମହୋଦୟୋ ଙ୍କୁ ନମସ୍କାର 🙏 ସର୍ବ ପ୍ରଥମେ ଓଡ଼ିଶା ରାଜ୍ୟ ରେ ସମସ୍ତ ମଦ ଦୋକାନ ବନ୍ଦ କରା ଯାଉ, ଏ ମଦ ପାଇଁ କେତେ ସ୍ତ୍ରୀ ବିଧବା ହେଇଛନ୍ତି, କେତେ ଭଉଣୀ ନିଜ ଭାଇ ହରାଇଛନ୍ତି, କେତେ ମା ନିଜ ସନ୍ତାନ ହରେଇଚନ୍ତି, ଦୟା କରି ମଦ କୁ ବନ୍ଦ କରା ଯାଉ 🙏🙏
@KarunakarDhani-eo2sl
@KarunakarDhani-eo2sl 3 ай бұрын
ମଦ ବନ୍ଦ ହେଲେ ବିକାଶ ହେବାକଥା ନିଶ୍ଚିତ ହେବ। ନବୀନ ପଟ୍ଟନାୟକ ଅଧିକ ମଦୁଆ ଚବିଶ ବର୍ଷ ରେ ସୃଷ୍ଟି କରିଛି ଏହାରି ସମୟରେ ପ୍ରତି ପଞ୍ଚାୟତରେ ଓ ରାସ୍ତା କଡ଼ରେ ମଦ ଦୋକାନ ଖୋଲା ଯାଇଛି।
@ItishreeSinha-i8g
@ItishreeSinha-i8g 3 ай бұрын
ମଦ ବନ୍ଦ ହେବା ନିହାତି ଦରକାର ଜୟ ଶ୍ରୀ ରାମ
@BABANKANHAR
@BABANKANHAR 3 ай бұрын
କେତେ ତାରିଖ କେଉଁ ମାସ କେଉଁ ମସିହା ଠାରୁ ମଦ ବିକ୍ରି ବନ୍ଦ କରାଯିବ । ଯଦିଓ ମଦ ବିକ୍ରି ବନ୍ଦ କରାଯାଏ ତେବେ ବିଜେପି ପ୍ରତିନିଧି ଦଳର ମନ୍ତ୍ରୀ ମାନଙ୍କୁ ଧନ୍ୟବାଦ୍ ଜଣାଇବି ।
@PratapMangaraj-l8y
@PratapMangaraj-l8y 3 ай бұрын
ବହୁତ୍ ଭଲ ହେବ ମଦ ଯୋଗୁଁ ଅନେକ ପରିବାର ନଷ୍ଟ ହେଉଛି
@ranjanswain541
@ranjanswain541 3 ай бұрын
ଏଥିରେ ଆମେ ଏକ ମତ
@nityanandamaharana8214
@nityanandamaharana8214 3 ай бұрын
ବହୁତ ସାରଙ୍କୁ ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ମଦ ସପୁଣ୍ଣ ବନ୍ଦ କରନ୍ତୁ
@sanatantiriya480
@sanatantiriya480 3 ай бұрын
ଅତି ଶୀଘ୍ର ମଦ ଦୋକାନ ବନ୍ଦ ହେବା ଦରକାର ଅଟେ
@BijayNayak-y4n
@BijayNayak-y4n 3 ай бұрын
ଓଡ଼ିଶା ରେ ମଦ ବନ୍ଦକରାଯାଉ ସ୍ବାମୀ ମାନେ ମଦନପିଲେ ସ୍ତ୍ରୀ ମାନେ ଖୁସିରେ ରହିବେ ପରିବାର ଖୁସିରେ ରହିବ ଛୁଆ ପିଲା ମାନେ ଖୁସିରେ ରହିବେ
@villagelifestyle8149
@villagelifestyle8149 3 ай бұрын
ପ୍ରକୃତରେ ଆମେ ଏମିତିକା ଓଡ଼ିଶା ଓ ଏମିତି ମୁଖ୍ୟମନ୍ତ୍ରୀ ଚାହୁଁଛୁ ଭଗବାନ ଆପଣକ ମଗଳ କରନ୍ତ୍ରୁ 🙏🙏🙏
@parthapattanaik5791
@parthapattanaik5791 3 ай бұрын
ଯଦି ବିଜେପି ସରକାର ଓଡ଼ିଶା ରୁ ମଦ ଦୋକାନ ବନ୍ଦ କରିବେ ତାହାଲେ , ଓଡ଼ିଶା ର ମା ଭଉଣୀ ମାନେ ସଦାବେଳେ ବିଜେପି ସରକାର ଙ୍କୁ ଭୋଟ ଦେବେ ଓ ବହୁ ପରିବାର ଧନୟବାଦ ଦେବେ।
@PankajSabar-hu7rw
@PankajSabar-hu7rw 3 ай бұрын
ସରକାରୀ ହଉ କି ବେସରକାରୀ ମଦ ଓଡିଶା ରେ ସାରା ଭାରତରେ ବଦ ହେଉ ଦେଖାଯାଉ ମୋଦି ଗେରେଣ୍ଟି କେତେ ସତ
@banamalibehera8781
@banamalibehera8781 3 ай бұрын
NAVEEN GUARENTY BHALI HEBANI.
@nabinasahoo
@nabinasahoo 3 ай бұрын
Right bhi
@aryandas5673
@aryandas5673 3 ай бұрын
tame bhai piya na mu abika kahibi population adhika haegalani government marriage au sex upare ban lagae diantu is it make any sense?
@sunibehera5915
@sunibehera5915 3 ай бұрын
Mada Banda karajau bhaee 😭😭😭😭😭
@kurusanasirika4261
@kurusanasirika4261 3 ай бұрын
ମଧ ବନ୍ଦ ହେବାଦରୋକାର ସାରାଓଡ଼ିସା ରେ ଶାନ୍ତି ଆଣିବା ଜୀବନ ବଞ୍ଚାଇବା ଓ ସୁନ୍ଦର୍ ଓଡ଼ିଶା କରିବା❤❤👌👌👍🙏🙏🇮🇳🇮🇳
@musicwombodia1686
@musicwombodia1686 3 ай бұрын
ଯୋଉ ମାନେ ମଦ ଆଉ ମାଂସ ପାଇଁ ଭୋଟ ଦେଇଥିଲେ ସେ ମାନଙ୍କର କଣ ହେବ ? ସେମାନେ କେମିତି ଚଳିବେ 🤣🤣🤣 ଆରେ ଟେନସନ ନିଏନି ବ୍ଲାକ ରେ ବିଜେପି ସରକାର ବିକିବ କିଛି ଦରଦାମ ବଢ଼େଇ. କିଛି ଦିନ ଗଲା ପରେ ସାର୍ବଜନୀନ ହେବ ନୂଆ ଦାମ ରେ 🤣🤣🤣
@BhimsenMahanta-jp2ft
@BhimsenMahanta-jp2ft 3 ай бұрын
ସାବାସ ବିଜେପି ସାବାସ ମଦ ବନ୍ଦ ହେବା ଦରକାର 🙏🙏ଜୟ ଜଗନ୍ନାଥ
@koraputiacomedyvideo
@koraputiacomedyvideo 3 ай бұрын
ସବୁ ମଦବାଟି ବନ୍ଦ କରି ଦିଅ ନ୍ତୁ ଓଡ଼ିଶା ମଦ ମୁକ୍ତହେଇଯାଉ,🙏🙏
@sudamdeep1251
@sudamdeep1251 3 ай бұрын
ମନ୍ଦ ଯଦି ବନ୍ଦହଇଜାନ୍ତା ଓଡି଼ଶା ର ବିକାଶ ଆଗକୁବଢିବ
@Santosh-155
@Santosh-155 3 ай бұрын
ଏହା ଏକ ବହୁତ ବଡ଼ ବିଷୟ ଯଦି ପ୍ରକୃତରେ ବନ୍ଦ ହୁଏ ତେବେ ବହୁତ ଭଲ ହୁଅନ୍ତା
@debasisswain637
@debasisswain637 3 ай бұрын
ବହୁତ ସୁନ୍ଦର ଜୟ ଜଗନ୍ନାଥ 🙏🙏🙏
@AjayaKhandai
@AjayaKhandai 3 ай бұрын
ଜୟ ଜଗନ୍ନାଥ ମଦବନ୍ଦ ହେଲେ ଓଡ଼ିଶାରେ ଆପଣ ଇତିହାସ ରଚିବେ ତେଣୁ ଆପଣଙ୍କୁ ହୁରୁଦୟରୁ ଭଲପାଇବା ସହିତ ସବୁବେଳେ ମନ ପକେଇବ ଜୟ ଜଗନ୍ନାଥ
@pramodkumarvlogs4429
@pramodkumarvlogs4429 3 ай бұрын
ବହୁତ ଭଲ ପଦକ୍ଷେପ ତୁରନ୍ତ ଓଡିଶାରେ ମଦ ବନ୍ଦ କରନ୍ତୁ ଏବଂ ଅଧିକାଂଶ ଗାଁ ମାନଙ୍କରେ ଚୋରା ରେ ମଦ ବିକ୍ରୀ ଚାଲିଛି.ପ୍ରଥମ କଥା କେମିତି ଗାଁ ମାନଙ୍କରେ ମଦ ବିକ୍ରୀ ବନ୍ଦ ହେବ ସେଥିପ୍ରତି B.J.P ସରକାର ସଜାଗ ରୁହନ୍ତୁ. ଜୟ ଜଗନ୍ନାଥ
@ajaysamal1195
@ajaysamal1195 3 ай бұрын
ଜୟ ଶ୍ରୀ ରାମ ରାମ ଜୟ ଜଗନାଥ 🙏🙏🙏🙏🙏 ମୋଦିଙ୍କୁ 🙏🙏🙏🙏🙏 ମୋହନ ସାରଙ୍କୁ🙏🙏🙏🙏 ଜାହାହଉ ମଦ ରଦ ହେବା ଦରକାର
@PujaNayak-vp8fs
@PujaNayak-vp8fs 3 ай бұрын
ମଦ ପାଇଁ କେତେ ଲୋକଙ୍କ ଜୀବନ ଚାଲିଯାଉଛି କେତେ ପରିବାର ନଷ୍ଟ ହେଇଯାଉଛି ସତରେ ଯଦି ଏ ମଦ ଦୋକାନ ବନ୍ଦ କରିଦିଆଯିବ କେତେ ମା ଭଉଣୀ ମାନଙ୍କ ଇଜ୍ଜତ ରକ୍ଷା ପାଇବ।
@manjulatarana
@manjulatarana 3 ай бұрын
ମାନନୀୟ।ପଧାନମନତିରିମେ ହନମାଝୀକୁମେରବହୁତବହୁତଧନାବାଦୈଓଡିଶାରେମଦବଦହେବାକଥାକୁଶୁଣୀବହୁତଖୁଶସିକାହିକିମେରସାମୀମଦପିଅତୀମଦବଦକରାଯାଉ ।ଆପଣକୁଧନାବାଦ
@pashupati55
@pashupati55 3 ай бұрын
ବାସ୍ ବାସ୍ ଏଇଟା ହିଁ ଦରକାର ଥିଲା। ବହୁତ୍ ବଢିଆ ହବ। ❤❤ଏଇ ଶଳା ମଦୁଆ ସବୁ ହିଁ BJD କୁ ଭୋଟ ଦଉଥିଲେ😂😂।
@AkashNayak-dv4yx
@AkashNayak-dv4yx 3 ай бұрын
😂😂😂😂 right 👍👍
@USHARANIMAHARANA-j8v
@USHARANIMAHARANA-j8v 3 ай бұрын
ଧନ୍ୟବାଦ୍ CM sir 🎉🎉🎉
@manojswain2297
@manojswain2297 3 ай бұрын
ମଦ ରୁ ଆସୁଥିବ ଟିକସ ରେ ହେଉଥିବ ଉନ୍ନତି ଠାରୁ ମଦ ପାଇଁ 100 ଗୁଣ ଅବନତି ହେଉଛି
@prabinfitness913
@prabinfitness913 3 ай бұрын
ସମ୍ପୂର୍ଣ୍ଣ ଭାବେ ମଦ ବନ୍ଦ ହେଇ ଯାଉ ଯିଏ ଯିଏ ଏ କଥାରେ ସହମତ ଅଛ ସେ like କର |
@ugond484
@ugond484 3 ай бұрын
ଓଡ଼ିଶା ରେ ମଦ ବନ୍ଦ ହେଲେ ମୋ ସପ୍ନ ପୂରଣ ହେବ ଆଉ ମୁଁ ମଧ୍ୟ ପିଇବା ଛାଡ଼ି ଦେବି ଜୟ ଜଗନ୍ନାଥ 🚩💓🙏🙏🙏🇮🇳🙋‍♂🙋‍♀
@surendrasa5246
@surendrasa5246 3 ай бұрын
ମଦ ଯୋଗୁ ଗାଡି ଦୁର୍ଘଟଣା ଅନେକ ନିରୀହ ଜିବନ ଗାଉଛି
@satyajitbehera2591
@satyajitbehera2591 3 ай бұрын
ଦୟା କରି ଗାଁ ଗହଳିରେ ମଦ ବିକା ବନ୍ଦ କରାଯାୟୁ
@RasmiMama-j4g
@RasmiMama-j4g 3 ай бұрын
Yes😊😊
@BidyabatiBehera-p3e
@BidyabatiBehera-p3e 3 ай бұрын
ଏତେ ଦିନ ଧରି ଯେଉଁ କାମ କେହି କରିପାରୁନ ଥିଲେ ସେଇଟା ଆପଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ୍ ସାର
@dhabaleswarbehera6476
@dhabaleswarbehera6476 3 ай бұрын
ଆପଣଙ୍କୁ ବହୁତ ଧନ୍ୟବାଦ ସାର୍
@user-ls6kp2ov3odipu
@user-ls6kp2ov3odipu 3 ай бұрын
ଯଥା ଶୀଘ୍ର ଓଡ଼ିଶାରେ ମଦ ବନ୍ଦ ହେବ ଆବଶ୍ୟକ 🙏🙏
@ArunnaikArunnaik-s4b
@ArunnaikArunnaik-s4b 3 ай бұрын
ମୋହନ ସରକାର ଙ୍କୁ ମୋର ନିବେଦନ ଓଡ଼ିଶାରେ ମଦ ବଂଦ କରାଯାଉ
@dharmanandamallick9344
@dharmanandamallick9344 3 ай бұрын
ମଦ ବନ୍ଦ ହେବା ସହିତ ମଦ ମୁକ୍ତ ଓଡିଶା ହେବା ଦରକାର
@RatnaGouda-tk2gl
@RatnaGouda-tk2gl 3 ай бұрын
ଧନ୍ୟ। ଧନ୍ୟ ମୁଖ୍ୟମନ୍ତ୍ରୀ। ତୁମେ ମଦ ବନ୍ଦ କରି ଦିଅ,ଜନକଲ୍ୟାଣ, କରମଗଲହେଵ
@lunalililifestyle4289
@lunalililifestyle4289 3 ай бұрын
ବହୁତ୍ ଭଲ କଥା... ଓଡ଼ିଶା re ମଦ ବନ୍ଦ ହେବା ଦରକାର 🙏🏻
@jamunatudu135
@jamunatudu135 3 ай бұрын
ମୋର କୋଟି କୋଟି ପ୍ରଣାମ ଆଉ ଧନ୍ୟବାଦ ବିଜେପି ସରକାର କୁ
@titanjena6001
@titanjena6001 3 ай бұрын
କିଛି କର କି ନ କର ଏହି ଗୋଟେ ମଦ ବନ୍ଦ କରିଦିଅ 🙏🏻🙏🏻🙏🏻
@anitatripayhy3798
@anitatripayhy3798 3 ай бұрын
Thik katha
@prakashdash81
@prakashdash81 3 ай бұрын
Right 👍
@sabitapradhan7611
@sabitapradhan7611 3 ай бұрын
Hn 🙏🙏
@guptasemarlia8601
@guptasemarlia8601 3 ай бұрын
ଏହା ଏକ ବହୁତ୍ ବଡ଼ ପଦକ୍ଷେପ ହ୍ରୁଦୟ ସହିତ ଧନ୍ୟବାଦ୍
@ChittaranjanDalai-rn6hi
@ChittaranjanDalai-rn6hi 3 ай бұрын
ମଦ ବନ୍ଦ ହେଲେବି ହାଣ୍ଡିଆ ଆଉ ଲସି ମିଳିଯିବ । ଯେଉଁ ମାନେ ମଦ ପିଉଛନ୍ତି ମଦ ନ ପାଇ ହାଣ୍ଡିଆ ଆଉ ଲସି ପିଇବେ ।
@anandamohakuda4943
@anandamohakuda4943 3 ай бұрын
Right 👍 sabu band karajau
@DebasishNayak-h3m
@DebasishNayak-h3m 3 ай бұрын
ଏଇ ନିଷ୍ପତି ମନ ପାଇଲା 💯
@AbhashreeGhosh
@AbhashreeGhosh 3 ай бұрын
ବହୁତ ଭଲ କାମ, କ, େଲ, ସରକାର 💯💯💯💯💯💯💯💯💯💯💯💯
@brahmaachary3955
@brahmaachary3955 3 ай бұрын
ଗଞ୍ଜାମ ଜିଲ୍ଲା ରେ ବହୁତ ମଦ ଦୋକାନ ଚାଲିଛି
@liteshkumar2496
@liteshkumar2496 3 ай бұрын
ଅତିଶୀଘ୍ର ରାଜ୍ୟରେ ମଦ ବନ୍ଦ କରାଯାଉ 🙏
@khusikhusi5581
@khusikhusi5581 3 ай бұрын
👌👌😭😭👍👍😭😭👍👍 ପ୍ରତି ଗ୍ରାମ ରେ ପୋଲିସ ପଠା ଯାଉ ଯାହା କୁ ଧରିବ ମୋନେଚ୍ଛା ଫାଇନ କାଟ
@soumyaeditzbeststatus8631
@soumyaeditzbeststatus8631 3 ай бұрын
ରା ଜ୍ୟ ରୁ ଅତିଶିଘ୍ର ମଦ ବନ୍ଦ କରନ୍ତୁ🙏
@laxmipriyamallick5939
@laxmipriyamallick5939 3 ай бұрын
Good job sir thank you
@fishingnets5205
@fishingnets5205 3 ай бұрын
ଗୁଜୁରାଟ ରେ ଯେମିତି ମଦ ବନ୍ଦ ହେଇଚି ସେଇ ପ୍ରକାର ବାହାରେ ବନ୍ଦ ଭିତରେ ଖୋଲା
@adds8322
@adds8322 3 ай бұрын
😂😂
@dharmendrasahu6008
@dharmendrasahu6008 3 ай бұрын
Bike ଚୋର ସୁନା ଗହଣା ଚୋର କଣ୍ଟ୍ରୋଲ କର ଦେଖିବା ମୁସଲିମ ରାଷ୍ଟ୍ର ଭଳି।
@shubhlaxmi7892
@shubhlaxmi7892 3 ай бұрын
😅😅😅😅😊😊😊
@RajuMeher-ml3yc
@RajuMeher-ml3yc 3 ай бұрын
Right
@SwabhimanOdia93
@SwabhimanOdia93 3 ай бұрын
Dokan,bar nahi....kichi loka black re bikanti....Gujrat re....auu odisha re Pura khola
@jcstech95
@jcstech95 3 ай бұрын
ଓଡ଼ିଶା ରେ ମଦ , ସିଗାରେଟ, ଗୁଟଖା ଏବଂ ସମସ୍ତ ନିଶା ଦ୍ରବ୍ୟ ବନ୍ଦ କର
@chandramajhi8049
@chandramajhi8049 3 ай бұрын
Right
@NatureTells951
@NatureTells951 3 ай бұрын
Impossible
@nirmalsahoo630
@nirmalsahoo630 3 ай бұрын
Sigaret ta thau
@chandrakalasahu5085
@chandrakalasahu5085 3 ай бұрын
​@@nirmalsahoo630ta hele tame khaucha au 😂
@nirmalsahoo630
@nirmalsahoo630 3 ай бұрын
@@chandrakalasahu5085 na emiti coment lekhidili au
@SusantJena-qk5hn
@SusantJena-qk5hn 3 ай бұрын
ଦେଶି‌ ମଦ ଦୋକାନ ବନ୍ଦ ଓଡ଼ିଶାରେ ପ୍ରତିକ୍ୟ ଗାଁ ଆଉ ଗଳିରେ ବିକିଛନ୍ତି ସରକାର ଙ୍କୁ ଅନୁରୋଧ କରୁଛୁ ମଦ 🍺🍺🍺🍺🍺 ବନ୍ଦ କର ନ୍ତୁ
@PankajSabar-hu7rw
@PankajSabar-hu7rw 3 ай бұрын
ଏ ଭାଇନା କୋଉଟା ଦେଶି ମଦ କୋଉଟା ବିଦେଶି ବଦ ହେବ ସବୁ ବଦ ହେବ
@Shyamsundarsingh8668
@Shyamsundarsingh8668 3 ай бұрын
ଭାଇ ଆମେ ଯେ ପର୍ଯ୍ୟନ୍ତ 0:06 ସଜାଗ ନ ହେବା ଏହା କିଛି କାମ କୁ ନୁହେଁ
@manasranjanbehera4755
@manasranjanbehera4755 3 ай бұрын
Are bhai dasandhiru ama adibasi parampara anusare mada pibe semane tanku kehi atakai. Pariba nahin.theka band Kara.
@allrounder8590
@allrounder8590 3 ай бұрын
Desi mada band kariparibe nahin
@Bikash_Parkour
@Bikash_Parkour 3 ай бұрын
ମଦ ବନ୍ଦ ହେବା ଦରକାର କାହିଁକିନା କେତେ କାହା ଘର ଉଜୁଡି ଗଲାଣି ତଥାପି ସରକାର କିଛି ନିୟମ ନେଉ ନାହାଁନ୍ତି
@evaprativatirkey4792
@evaprativatirkey4792 3 ай бұрын
Bahut bhala beba thank you so much sir
@basantasinghmajhi209
@basantasinghmajhi209 3 ай бұрын
ଅତି ସୁନ୍ଦର ହେବ🎉🎉🎉
@Sirdharapatra471
@Sirdharapatra471 3 ай бұрын
ପ୍ରଥମେ ହାଣ୍ଡିଆ ରସି ମହୁଲି ମଦ ବନ୍ଦ କରନ୍ତୁ
@RiyajNaik-zq6qj
@RiyajNaik-zq6qj 3 ай бұрын
ମଦ ଦୋକାନ ବନ୍ଦ କରାଯାଇ।ମଦ ଦୋକାନ ରେ କାମ କରୁଥିବା ଲୋକ ମାନଙ୍କୁ କାମ ଦିଆଯାଉ
@kabubabu-wi6vf
@kabubabu-wi6vf 3 ай бұрын
Odishare kon kamo nahin ki
@banamalibehera8781
@banamalibehera8781 3 ай бұрын
EKATHAATA KAHIN NAVEEN THILAABELE KAHUNATHILA.
@binodgouda8220
@binodgouda8220 3 ай бұрын
Right
@Jyotirmayi-c8q
@Jyotirmayi-c8q 3 ай бұрын
ଦୟା କରି ମଦ ଦୋକାନ ସବୁ ବନ୍ଦ କରିଦିଅନ୍ତୁ 🙏🙏🙏😭❤
@gitaranisarkar138
@gitaranisarkar138 3 ай бұрын
ବହୁତ ସୁନ୍ଦର ବାର୍ତ୍ତା ବନ୍ଦ ହେଉ
@ashokmohakud7338
@ashokmohakud7338 3 ай бұрын
ବହୁତ ବଢ଼ିଆ ଜୟ ଜଗନ୍ନାଥ 🙏🙏🙏
@satrunjayapradhan2876
@satrunjayapradhan2876 3 ай бұрын
ଏଥର ଜଣାଯିବ ତମେ ଠିକ୍
@PankajSabar-hu7rw
@PankajSabar-hu7rw 3 ай бұрын
ବିଜେପିର ଗେରେଣ୍ଟି ଦେଖି ବାକୁ ମିଲିବ
@JagabandhubeheraJaga
@JagabandhubeheraJaga 3 ай бұрын
ସତରେ ନାରୀ ମାନଙ୍କ ଉପରେ ଅତ୍ୟାଚାର ହେବାର ମୁଖ୍ୟ କାରଣ ହେଲା ମଦ
@ManojSahu-ne1gg
@ManojSahu-ne1gg 3 ай бұрын
No
@chandramajhi8049
@chandramajhi8049 3 ай бұрын
50%ute mada
@sarojkumarbehera6697
@sarojkumarbehera6697 3 ай бұрын
ମଦ ମୁକ୍ତ ଓଡ଼ିଶା👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍❤❤❤❤❤❤❤❤❤❤🎉🎉🎉🎉🎉🎉
@Shibajeenaik-m3f
@Shibajeenaik-m3f 3 ай бұрын
ମଦ ବନହେଉ ଓଡ଼ିଶା ଆଗକୁ ବହୁତ ଉନ୍ନତି କରିବ 🙏🙏🙏🙏🙏🙏
@prahaladsahu5406
@prahaladsahu5406 3 ай бұрын
ମଦ ବନ୍ଦ ହେବା ବହୁତ ସ୍ୱାଗତ ଯୋଗ୍ୟ , ବହୁତ ଧନ , ଜୀବନ ରକ୍ଷା ପାଇବ
@kunachandramohanty9759
@kunachandramohanty9759 3 ай бұрын
ବନ୍ଦ କର ବନ୍ଦ କର ମଦ ବିଜେପି ସରକାର ବନ୍ଦ କର....
@prasantapattanaik862
@prasantapattanaik862 3 ай бұрын
ମଦ ମାଲିକ୍ ମାନେ ଭଲ ହାତ ଗୁନ୍ଜା ଦେଲେ ପୁଣି ଖୋଲିବ।😀😀😀😀
@bijoykumardas4173
@bijoykumardas4173 3 ай бұрын
ଏମିତି କଲେ ଅଧିକା ହାତ ଗୁନଜା ଆସିବ ।
@BIKRAMKESHARISAHOO-eh3bv
@BIKRAMKESHARISAHOO-eh3bv 3 ай бұрын
ଉନତି ମଦରୁ ନୁହେଁ ଦରକାର ନାହିଁ ସେମିତିଆ ଉନତି ସମ୍ପୂର୍ଣ ମଦ ବନ୍ଦ
@PrakashSahoo-sl7hx
@PrakashSahoo-sl7hx 3 ай бұрын
ଆମର ଓଡ଼ିଶାରେ ଉନ୍ନତି ନହଉ ବରଂ କିନ୍ତୁ ମଦ ବନ୍ଦ ହେଇଯାଉ 🙏
@jogewarsupakar8379
@jogewarsupakar8379 3 ай бұрын
No-1 C M Congratulations, ମଦ ବନ୍ଦ କରାଯାଉ,
@bighnarajmirdha3778
@bighnarajmirdha3778 3 ай бұрын
ମଦ ବନ୍ଦ କଲେ ବହୁତ ଭଲ ହେବ
@susilasahoo2652
@susilasahoo2652 3 ай бұрын
ସତରେ ମୋର କାହିଁ ବିଶ୍ୱାସ ହେଉନି ।
@GeetajiBehera
@GeetajiBehera 3 ай бұрын
❤🎉ଧନ୍ଯବାଦ❤🎉🎉
@GALLTIFF
@GALLTIFF 3 ай бұрын
Thanks 👍👍👍😊👍
@sukantaalatia738
@sukantaalatia738 3 ай бұрын
ଓଡ଼ିଶା ର ପ୍ରକୁତ ବିକାଶ ଚାହୁଁଛନ୍ତି ମଦ ବନ୍ଦ କରନ୍ତୁ ସରକାର ଆପେ ବିକାଶ ହେବ ଟିକସ କୁ ଦେଖିଲେ ହେବନାହିଁ ମଦ ପିଇ ଅନେକ ଲୋକ ଅସାମାଜିକ କାମ କରୁଛନ୍ତି ଜୟ ଶ୍ରୀ ରାମ
@atozkirtanvideo
@atozkirtanvideo 3 ай бұрын
ବହୁତ ବଢିଆ ହେବ ଧନ୍ୟବାଦ ବିଜେପି
@spacecuriosity2304
@spacecuriosity2304 3 ай бұрын
ଓଡିଶା ରୁ ଯଦି ବିହାରୀ ଙ୍କୁ ହଟେଇ ଦବ ମୁଁ ମାନିଜିବି ଯେ ଦମ ଅଛି
@pravatkumarnayak6578
@pravatkumarnayak6578 3 ай бұрын
Tamaku anguthi dele tama baha gilibaku chesta karucha
@sanjeebkumardalei8957
@sanjeebkumardalei8957 3 ай бұрын
ତାମିଲ କୁ ବିଦା କରିକି ଦେଖାନ୍ତୁ ହୃଦୟରୁ ତା ପରେ ବିହାରୀ ହେବେ
@St.talking
@St.talking 3 ай бұрын
Bihar re bi kichi odia thibe semane setharu bida hele thik lagibo ki???
@jugaloram7213
@jugaloram7213 3 ай бұрын
Kahaan se ate hain a log padhe likhe gaonwar...
@spacecuriosity2304
@spacecuriosity2304 3 ай бұрын
@@jugaloram7213 ଓଡିଶା ରେ ଯେତେ କମ୍ପାନୀ ଅଛି ସେଠି ବିହାରୀ କେତେ ଆଉ ଓଡ଼ିଆ କେତେ କାମ କରୁଛନ୍ତି ଦେଖିକି କହିବ...
@little.star.rishi..
@little.star.rishi.. 3 ай бұрын
ଆଜି କାଲି ପୁଅ ପିଲା ତ ଦୂରର କଥା, ଅଧିକାଂଶ ଜାଗାରେ ଝିଅ,ମାଆ , ମାଉସୀ ମାନେ ବି ପିଉଛନ୍ତି ଦେଶୀ ସହ ବିଦେଶୀ ବି ବନ୍ଦ ହଉ, କାରଣ କଥାରେ ଅଛି ପାଇଲେ ମେଞ୍ଚେ ନ ପାଇଲେ କେଞ୍ଚେ ବିଦେଶୀ ନ ମିଳିଲେ ଦେଶୀ ପିଇ ବେ ସରକାର ଙ୍କୁ ଅନୁରୋଧ ମଦ ବନ୍ଧ କରି ଦିଅନ୍ତୁ
@lambodharsahu839
@lambodharsahu839 3 ай бұрын
ମଦ ଦୋକାନ ବନ୍ଦ କରା ଜାଉ
iPhone or Chocolate??
00:16
Hungry FAM
Рет қаралды 46 МЛН
إخفاء الطعام سرًا تحت الطاولة للتناول لاحقًا 😏🍽️
00:28
حرف إبداعية للمنزل في 5 دقائق
Рет қаралды 43 МЛН