ଶ୍ରୀଜଗନ୍ନାଥଙ୍କୁ ନିଦରୁ ଉଠାଇବାକୁ କେମିତି ଡାକ ଦିଅନ୍ତି ପାଳିଆ ପ୍ରତିହାରୀ ସେବକ ଶୁଣନ୍ତୁ | NandighoshaTV

  Рет қаралды 434,111

Nandighosha TV

Nandighosha TV

Күн бұрын

Пікірлер: 692
@unionics
@unionics 2 жыл бұрын
OMG Beautiful ଆମ ଜଗନ୍ନାଥ ସଂସ୍କୃତି କେତେ ମହାନ! ହାଶୟ ଆପଣଙ୍କୁ ଶତ ଶତ ପ୍ରଣାମ 🙏🙏 ଜୟ ଜଗନ୍ନାଥ ମହାପ୍ରଭୁ 🙏❤❤🙏🙏
@pabitranath5075
@pabitranath5075 2 жыл бұрын
Tame hero kauthi acha
@priyacharandas653
@priyacharandas653 Жыл бұрын
ଜୟ ଶ୍ରୀ ଜଗନ୍ନାଥ
@studycare7982
@studycare7982 Жыл бұрын
​@@pabitranath5075😅
@jeetanjalisarangi7122
@jeetanjalisarangi7122 Жыл бұрын
୧111ୃ
@jagannathbaba4035
@jagannathbaba4035 2 жыл бұрын
ଏ କର୍ଣ୍ଣ ଦ୍ବୟ ଏହାଠୁ ବଳି ଆଉ କଣ ଶୁଣି ପରେ ଧନ୍ୟ ମୋ ମହା ପ୍ରଭୁ ଜଗନ୍ନାଥ ବାବା
@sukrupatra718
@sukrupatra718 2 жыл бұрын
ମହାଶୟ ଆପଣଙ୍କୁ ଶତ ଶତ ପ୍ରଣାମ 🙏🙏 ଏ କର୍ଣ୍ଣ ଧନ୍ୟ ହେଇଗଲା
@susamabalakamila7163
@susamabalakamila7163 2 жыл бұрын
LlL
@sanjayamaharana5456
@sanjayamaharana5456 2 жыл бұрын
Tu
@sanjayamaharana5456
@sanjayamaharana5456 2 жыл бұрын
Tu
@sudhirnayak9949
@sudhirnayak9949 2 жыл бұрын
@@sanjayamaharana5456 ok very nice 👍💕💕💕
@RS-yn2bd
@RS-yn2bd 2 жыл бұрын
ଜୟ ଜଗନ୍ନାଥ ସ୍ୱାମୀ
@kalingaantique8051
@kalingaantique8051 2 жыл бұрын
ହୃଦୟ ବାରମ୍ବାର ପୁଲକିତ ହୁଏ! 🙏🙏
@harapriyapratihari9916
@harapriyapratihari9916 2 жыл бұрын
ସେ ହେଉଛନ୍ତି ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ସମସ୍ତ ସେବା ଦିବ୍ୟ । ବାସ୍ତବରେ ଯେ ତାଙ୍କର ସାନିଧ୍ୟ ଲାଭ କରିଛି ସେ ହିଁ ଜାଣିଛି କି ଅପୂର୍ବ ଆନନ୍ଦ ।।🙏
@swamiblessing6356
@swamiblessing6356 2 жыл бұрын
ଆମ ଜଗନ୍ନାଥ ସଂସ୍କୃତି କେତେ ମହାନ! କେତେ କେତେ ନୂଆ ନୂଆ କଥା ସବୁ ରହିଛି ଏହି ସଂସ୍କୃତି ଓ ପରମ୍ପରା ମଧ୍ୟରେ! ଧନ୍ୟ ମହାବାହୁ ତୁମେ ଧନ୍ୟ l
@AamaGaonAamaMati
@AamaGaonAamaMati 2 жыл бұрын
ଗର୍ବ ରେ କହେ ଆମେ ଓଡ଼ିଆ ଭାରି ବଢିଆ 🙏🙏🙏 ଜୟ ଜଗନ୍ନାଥ 🙏🙏🙏
@satyajitpratap6535
@satyajitpratap6535 2 жыл бұрын
ନନ୍ଦିଘୋଷ ର ଏ ସୁନ୍ଦର ମହତ୍ ପ୍ରୟାସ ପାଇଁ ଅଶେଷ ସାଧୁବାଦ 🙏
@pujabehera5685
@pujabehera5685 2 жыл бұрын
ଦୁନିଆରେ ଏମିତି କୋୖଣସି ନୀତି ନାହିଁ ଯାହା ମୋ ପ୍ରଭୁ 🙏 କଁ ର ହେଉନଥିବ.... ଯାହା ହୁଏତ ଆଜି ପର୍ଯ୍ୟନ୍ତ କେହି ଏତେଟା ସ୍ପଷ୍ଟ ଜାଣିନଥିବେ... କେତେ ନୀତିକଥା ରହିଛି... ସତରେ ଧନ୍ୟ ଏ ସତ୍ୟ ସନାତନ ଧନ୍ୟ ଆମେ ସମସ୍ତେ ଧନ୍ୟ ଆମ ଜଗନ୍ନାଥ ସଂସ୍କୃତିର ପରମ୍ପରା....🙏
@odiavloggerbanita
@odiavloggerbanita 2 жыл бұрын
kzbin.info/www/bejne/Z3naimx6q9uBhbM🙏🙏🙏
@kaliapremibhajanbhandara8515
@kaliapremibhajanbhandara8515 2 жыл бұрын
ମହାପ୍ରଭୁଙ୍କର ଶ୍ରୀଚରଣ କମଳରେ ଅନନ୍ତ କୋଟି ଦଣ୍ଡବତ
@manoramarauta3822
@manoramarauta3822 2 жыл бұрын
ପ୍ରଭୁ ରାହୁଲ ର ଭଲରେ ଭଲରେ ଉଦ୍ଧାର ହେଇଯାଉ ଏତିକି ପ୍ରାର୍ଥନା ଆପଣଙ୍କ ଠାରେ
@pintusahoo3394
@pintusahoo3394 2 жыл бұрын
ବହୁତ ଭୁଲ୍ ହୋଇଛି ଏହି ସବୁ କଥା ,କହିବା ଉଚିତ୍ ନୁହେଁ
@sradhanjalidebadasi6086
@sradhanjalidebadasi6086 2 жыл бұрын
Nihaati janiba darkar... Ae sabu jadi na janibaa tahale aama para pidhi ku aame kichi janeiparibani ki aame bi janiparibani, aeita ta garba aau gouraba ra katha ...
@suryasadhika4157
@suryasadhika4157 Жыл бұрын
ଜଗନ୍ନାଥଙ୍କ ନୀତି କହିଲେ କିଛି ଅସୁବିଧା ନାହିଁ ।
@suryasadhika4157
@suryasadhika4157 Жыл бұрын
ସଦା ଚଞ୍ଚଳ ନିଦ୍ରା ନାହିଁ । ଏମନ୍ତେ ଶୁନ୍ୟେ ଅଛୁରହି । କିନ୍ତୁ ନରଲୀଳା ପାଇଁ ନୀତି ବିଧି ବହୁତ ଆବଶ୍ୟକ । ଯେହେତୁ ମହାପ୍ରଭୁ ଜୀବ ଜଗତରେ ରହୁଛନ୍ତି ତାଙ୍କର ନୀତି କାନ୍ତି ସୁଚାରୁ ରୂପେ ହେବା ଦରକାର । କାନ୍ତି ଅର୍ଥ ରୁପସଜା ।
@ritikrosansahoo1064
@ritikrosansahoo1064 2 жыл бұрын
କରି କରାଉ ଥାଉ ତୁହି ତୋ ବିନୁ ଅନ୍ୟ ଗତି ନାହିଁ🙏🙏🙏⚫❗⚫
@singerbadrinarayan304
@singerbadrinarayan304 5 ай бұрын
🙏🙏🙏😭😭😭ମୋ ପ୍ରଭୁ ଜଗନ୍ନାଥ 😭😭😭🙏🙏🙏ତମେ ହିଁ ମୋର ସାହା ଭରସା ଦିନ ଥିଲା ମୁଁ ଆପଣଙ୍କ ଚାରିପଟେ ବୁଲିଥିଲି !! ଏ କାନ ଏ ହୃଦୟ ଆଜି ଶାନ୍ତି ହେଇଗଲା 😭😭😭😭ଆପଣଙ୍କ କଥା ଭାବିଲେ ଆଖିରୁ ଲୁହ ଚାଲି ଆସୁଚି ପ୍ରଭୁ 😭😭😭ଏତିକି ଜଣାଉଚି ମୋ ପ୍ରଣାମ ଗ୍ରହଣ କରନ୍ତୁ ହେ ମହା ବାହୁ 😭😭😭🙏🙏🙏🙏🙏
@mihirrout787
@mihirrout787 5 ай бұрын
ଜୟ ଜଗନ୍ନାଥ ⭕‼️⭕ 🙏 ୨୦୨୪ ରଥ ଯାତ୍ରା ସମୟରେ କିଏ ଦେଖୁଛନ୍ତି 👇
@prasantapattanaik862
@prasantapattanaik862 2 жыл бұрын
ଆହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କଥା ଶୁଣି ଧନ୍ୟ ହେଲି ଆମ ସଂସ୍କୃତି କେତେ ମହାନ୍ ପ୍ରଭୁ ଓ ସେବକ ମାନଙ୍କ ପାଦ ତଳେ କୋଟି କୋଟି ପ୍ରଣାମ
@litumahala
@litumahala 2 жыл бұрын
ଜୟ ଜଗନ୍ନାଥ ମହାପ୍ରଭୁଙ୍କ
@govindadas1281
@govindadas1281 2 жыл бұрын
ମଣିମା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କର ଜୟ ହେଉ 🙏🏻🙏🏻🙏🏻
@drm.m.a.kharabelamahalayak9694
@drm.m.a.kharabelamahalayak9694 2 жыл бұрын
'JAY JAGANNATH MAHAPRABHU KALIA SAANTA ' bht sara dhanyabaad ama mananku eitki gyana dei thibaru
@prasantdas406
@prasantdas406 2 жыл бұрын
ମଣିଷ ମାତ୍ର..... କିଏ ବା ଜାଣିବ ତୁମ ଲିଳା ଠାକୁ ରେ....
@basicenglishgrammarwithpra128
@basicenglishgrammarwithpra128 2 жыл бұрын
Bhala lagila suniki 🙏🙏
@jagannathbaba4035
@jagannathbaba4035 2 жыл бұрын
ଜୟ ଜଗନ୍ନାଥ ବାବା
@kedaraBehera-ob7lb
@kedaraBehera-ob7lb 2 жыл бұрын
ଆରେ ଭାଇ ଦୟାକରି ଗୁପ୍ତ ନୀତି ବାହାରେ ପ୍ରକାଶ କରନ୍ତୁ ନାହିଁ 🙏🙏
@mukundasahoo1319
@mukundasahoo1319 2 жыл бұрын
ଭାସ୍କର ବାବୁ ଙ୍କ ଦ୍ଵାରା ଲିଖିତ ପୁସ୍ତକ, କେତେକ ମୁଁ ପଢ଼ିଛି। ଅତି ଉଚ୍ଚ କୋଟିର ପୁସ୍ତକ। ଗୋଟିଏ କଥା _ମହାପ୍ରଭୁ କଣ ଡ଼ାକବାଜି ଯନ୍ତ୍ରର ବ୍ୟବହାର ରେ ଡାକ ସୁଣନ୍ତିକି ନା ସେ ଡାକ ଗୋପନ ଡାକ। ବା ସେ ଡାକ ର ଅର୍ଥ ମହାପ୍ରଭୁ ଅନୁଭବ କରନ୍ତି। ଧନ୍ୟ ବଡ ଠାକୁର, କିଏ ବା ବର୍ଣିବ ଲୀଳା ତୁମର। ପ୍ରଣାମ ପ୍ରଭୁ ଜଗନ୍ନାଥ। ଭାବ ର ଠାକୁର।
@chakradharmaharana2778
@chakradharmaharana2778 2 жыл бұрын
ଶ୍ରୀ ରାଧେରାଧେ ଶ୍ରୀ ଜୟଜୟ ଜଗନ୍ନାଥ
@DAKOTA1940s
@DAKOTA1940s Ай бұрын
ଆରମ୍ଭ ରୁ ଆଉ ଶେଷରେ କାହିଁକି କେଜାଣି ମଣିମା ଡାକ ରେ ଶରୀର ଶିତେଇ ଗଲା ଆଉ ସମ୍ପୂର୍ଣ ଲୋମ ଟାଂକୁରି ଉଠିଲା🙏🏻🌷...🚩 ଜୟ ଶ୍ରୀଜଗନ୍ନାଥ🙏🏻🙂💚
@gokulanandapradhan8074
@gokulanandapradhan8074 2 жыл бұрын
ଜୟ ଜଗନ୍ନାଥ
@sukantiranipadhi5776
@sukantiranipadhi5776 2 жыл бұрын
ଆପଣଙ୍କୂ ଭକ୍ତି ପୁତ ପ୍ରଣାମ ଧନ୍ଯ ଆପଣ ଧନ୍ଯ ଆପଣଙ୍କ ସେବା🙏🙏🙏🙌🙌🙌👏👏🌺
@radheshyamswain5001
@radheshyamswain5001 2 жыл бұрын
Jay jagannath he nilamadhaba juhar prabhu 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@srisaisugyaniskitchen529
@srisaisugyaniskitchen529 2 жыл бұрын
ମହାପ୍ରଭୁଙ୍କ ଶ୍ରୀ ଚରଣ କମଳେ କୋଟି କୋଟି ଅଗଣିତ ପ୍ରଣାମ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🌷
@rakeshkumarnaik3346
@rakeshkumarnaik3346 2 жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ, ସବୁ ତମରି ଲୀଳା ପ୍ରଭୁ 🙏🙏🙏🙏🙏🙏
@Umadbehera
@Umadbehera 2 жыл бұрын
ମହା ପ୍ରଭୁ ଜଗନ୍ନାଥ ତ ସ୍ଵୟଂ ଜାଗ୍ରତ ଅବସ୍ଥାରେ ଥାଆନ୍ତି , ତେଣୁ ଶ୍ରୀ ମନ୍ଦିର ରେ ଘଣ୍ଟି ନ ଥାଏ... ତାଙ୍କୁ ଜାଗ୍ରତ କରାଇବାବଲା ଆଉ କିଏ ଅଛି ??? ସେ ଜଗତ କୁ ଜାଗ୍ରତ କରନ୍ତି । Jay jagannath swami 🙏❤️❤️🚩🚩❤️❤️🚩🚩🙏🙏
@priyacharandas653
@priyacharandas653 Жыл бұрын
ଭଗବାନ ସବୁ ସମୟରେ ଜାଗ୍ରତ ଏହା ଠିକ୍ କିନ୍ତୁ ଭଗବାନ ଯେତେବେଳେ ନର ଲିଳା କରନ୍ତି ଆଚରଣ ମଧ୍ୟ ନର ଙ୍କ ଭଳି କରନ୍ତି। ଭକ୍ତ ଙ୍କ ଭାବକୁ ଗ୍ରହଣ କରନ୍ତି ଭଗବାନ । ଭଗବାନ ଶ୍ରୀକୃଷ୍ଣ ସାକ୍ଷାତ ପରଂବ୍ରହ୍ମ ପୁରୁଷୋତ୍ତମ ତଥାପି ମାଁ ଯଶୋଦା ପାଇଁ ଗୋଟିଏ ସ୍ତନ୍ୟପାୟୀ ଶିଶୁ ।
@godabarimangaraj5027
@godabarimangaraj5027 2 жыл бұрын
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏
@Manoj.1989
@Manoj.1989 2 жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏🙏🙏🙏🚩🚩🚩🚩🚩🚩
@satyabratapanda3137
@satyabratapanda3137 2 жыл бұрын
jai jagannath swami nayana pathagami bhava tume 😍😍
@dibakarsahu6168
@dibakarsahu6168 Жыл бұрын
କାଳିଆ ସତରେ ତମେ ଦାରୁ 🙏🙏🙏ବ୍ରହ୍ମ ତୋ ଆଉ କେତେବେଳେ ମନୋବିୟୋ ଲୀଳା କରି ମନୁଷ୍ୟ ଯେମିତି ତାର ଦିନ ଚୋର୍ଯ୍ୟା ପରିସମାପ୍ତି କରେ. ପୁନଃ ସକାଳୁ ଦ୍ୱାର ଫିଟା ନୀତି, ଠୁ ଆରମ୍ଭ କରି ରାତ୍ରି ର ବଡ ସିଂହାର ବେଶ ସରେଇ ପହୁଡ ନୀତି ଯାଏଁ ତୁମର ଅପୂର୍ବ ଲୀଳା ଖେଳା ପ୍ରଭୁ. ଏ ଅଧମ ର ସତ ପ୍ରଣାମ ଘେନ ପ୍ରଭୁ ପୁଣି ଥରେ ଆମ ଓଡିଶା ମାଟି ରେ ମୋତେ ଜନ୍ମ ଦେବ 🙏ଜୟ ଶ୍ରୀ ଜଗନ୍ନାଥ 🙏🙏😍😘😍😘
@meenakshikar6351
@meenakshikar6351 2 жыл бұрын
ଜୟ ହୋ। ଜୟ ଜଗନ୍ନାଥ 🙏🌹🙏
@bhagabatkathapratapnanda6308
@bhagabatkathapratapnanda6308 2 жыл бұрын
ମଣିମା ଙ୍କ ଜୟ ଜୟ ଜୟ ଜୟ ଶ୍ରୀଜଗନ୍ନାଥ 🙏🏻🙏🏻🙏🏻🙏🏻
@santoshdash870
@santoshdash870 2 жыл бұрын
🙏ଜୟ ଶ୍ରୀଜଗନ୍ନାଥ 🙏
@jaydebjena8514
@jaydebjena8514 2 жыл бұрын
Mo sanskruti jaganntha...mo ghara ra murabi jaganntha...mo hruda ra jibana jaganntha.....koti odia ra moudamani Jagannath...he ichabihari bankachudia...nabaghania dukhini maa ra pua tume prabhu.....
@swatidhar8998
@swatidhar8998 2 жыл бұрын
ଜୟ ଜଗନ୍ନାଥ 🙇‍♂️🙇‍♂️
@shaktiprasadpradhan941
@shaktiprasadpradhan941 2 жыл бұрын
ଜୟ ଜୟ ଶ୍ରୀଜଗନ୍ନାଥ 🙏🙏🙏🙏🙏
@SM-pm3fp
@SM-pm3fp 2 жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏 ମୋ ମହାପ୍ରଭୁ ଆପଣଙ୍କର ସଦାସର୍ବଦା ଜୟ ହେଉ 🙏
@lovelyking4145
@lovelyking4145 6 ай бұрын
ହେ ଦାରୁ ବ୍ରହ୍ମ କାଳିଆ ସାଆନ୍ତେ ଜଗତର ନାଥ ଜଗନ୍ନାଥ ଜୟ ଜଗନ୍ନାଥ 🙏
@kaushikpradhan6536
@kaushikpradhan6536 2 жыл бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🌸🙏
@nayanenduacharya9242
@nayanenduacharya9242 2 жыл бұрын
ଜୟ ଶ୍ରୀ ଜଗନ୍ନାଥ। 🙏☺😍❤
@tribalrovervlog3378
@tribalrovervlog3378 Жыл бұрын
Jay jaY Jagganath ❤️❤️❤️🙏
@saiswarup6375
@saiswarup6375 2 жыл бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ🙏🙏🙏
@binapanimallik4628
@binapanimallik4628 2 жыл бұрын
ଜୟ ଜଗନ୍ନାଥ ସ୍ଵାମୀ , ବହୁତ ଭାଗ୍ୟବାନ ଆପଣମାନେ
@amiya26
@amiya26 Жыл бұрын
@mithunparida7772
@mithunparida7772 2 жыл бұрын
Jay jagannath Swami Nayana Patha gami bhaba tume 🙏🙏🙏🙏
@jayjagannatha...5308
@jayjagannatha...5308 2 жыл бұрын
ଜୟ ଜଗନ୍ନାଥ... 🙏
@adcreation780
@adcreation780 2 жыл бұрын
ଜୟ ଜଗନ୍ନାଥ❤️🙏
@jayshreekrishna5898
@jayshreekrishna5898 2 жыл бұрын
ମୋ ପ୍ରଭୁ ଜଗନ୍ନାଥଙ୍କ ଗୁପ୍ତ ନୀତି କୁ ଗୁପ୍ତ ରଖିବାକୁ ଅନୁରୋଧ 🙏🙏🙏🙏
@Life-or6fm
@Life-or6fm 2 жыл бұрын
Bahut sundar jinisa te aaji janibaku paeli..bahut dhanyabaad. Jay Jagannath
@swapnamayeepaikaray149
@swapnamayeepaikaray149 Жыл бұрын
ମୋ ପ୍ରଭୁ ଜଗନ୍ନାଥ ❤🙏🙏🙏🙏
@rajenbiswal1405
@rajenbiswal1405 2 жыл бұрын
ହେ ମହାପ୍ରଭୁ💐💐
@RS-yn2bd
@RS-yn2bd 2 жыл бұрын
🙏🙏🙏🙏🙏🙏🙏🙏🙏🙏ପ୍ରଣାମ 🙏🙏🙏
@divyajotiudya6141
@divyajotiudya6141 2 жыл бұрын
ମଣିମା ଆପଣଙ୍କର ଚରଣରେ କୋଟି କୋଟି ପ୍ରଣିପାତ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭
@OdiaMotivational
@OdiaMotivational 2 жыл бұрын
ଜୟ ଜଗନ୍ନାଥ🙏🙏🙏
@motivationalpower7317
@motivationalpower7317 2 жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ମହାବାହୁ 🙏🙏🙏🙏
@lijashreemalla3988
@lijashreemalla3988 2 жыл бұрын
Apana nku hrudayaru koti koti pranam🙏🙏🙏🙏😭😭
@amreshkhandual6536
@amreshkhandual6536 2 жыл бұрын
Jay jagannath swami 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@padmabati885
@padmabati885 2 жыл бұрын
ଜୟ ଜଗନ୍ନାଥ ସବୁ ତୋର ଲୀଳା... 🙏🙏🙏🙏
@jagannathdham4799
@jagannathdham4799 2 жыл бұрын
ପବିତ୍ର କରିଦେଲ ମତେ ଆପଣଙ୍କୁ ଧନ୍ୟବାଦ ଜୟ ଜଗନ୍ନାଥ 🙏🙏
@prakashparida8333
@prakashparida8333 2 жыл бұрын
Jai jagannath swami nayana patha gami bhawa tume 🙏🏻🙏🏻
@mousumipanda4757
@mousumipanda4757 2 жыл бұрын
Jay Jaganaath mahaprabhu 🙏🙏🙏manima he samastanku khusi re rakhithaea prabhu
@akshayasamal3939
@akshayasamal3939 2 жыл бұрын
ଜୟ ଜୟ ଜଗନ୍ନାଥ 🙏. 🙏. 🙏. 🙏
@ranjannaik5497
@ranjannaik5497 2 жыл бұрын
Jay jagannath🙏 🥰swami nayana pathagami bhobo tume🥰 Jay mahaprabhu🙏
@ratankumarmahapatra7086
@ratankumarmahapatra7086 2 жыл бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩🚩🚩
@bimalkumardas8194
@bimalkumardas8194 2 жыл бұрын
ମଣିମା 🙏🙏
@monalipradhan9744
@monalipradhan9744 2 жыл бұрын
Jai jagannath 🙏🙏🙏🙏🙏
@prabhakarbhatra7523
@prabhakarbhatra7523 2 жыл бұрын
Jay jagannath 🙏🙏🙏
@madhumitamohanty6336
@madhumitamohanty6336 2 жыл бұрын
Jai jagannath 🙏Jai Mahaprabhu🙏
@mitapradhan7519
@mitapradhan7519 2 жыл бұрын
Nice jay jagannath... 🙏🙏❤️❤️
@allinone4u403
@allinone4u403 2 жыл бұрын
Dhanya dhanya bhakta, Dhanya Jagannatha.
@kichakeswarifilms
@kichakeswarifilms 2 жыл бұрын
ଜୟ ଜଗନ୍ନାଥ 🙏🙏🙏🙏ମଣିମା ଙ୍କର ଜୟ ହେଉ
@chandiprakash405
@chandiprakash405 2 жыл бұрын
🙏🙏🙏🙏🙏🙏Jay jagannath
@tanujsahu5236
@tanujsahu5236 2 жыл бұрын
ଭକତ ଭାବରେ ବନ୍ଧା..... ଜୟ ଜଗନ୍ନାଥ 🙏🙏🙏
@prataprath3632
@prataprath3632 2 жыл бұрын
Jay Jagannath Swami
@Ashutosh55342
@Ashutosh55342 2 жыл бұрын
ପୁରା ତ ରାଜା ଭଳି ଅଛନ୍ତି ଠାକୁର ଏଠି।। ଜୟ ଜଗନ୍ନାଥ
@dibyapatnaik3870
@dibyapatnaik3870 2 жыл бұрын
Jay Shree Jagannath Swami🙏🙏🙏🙏🙏
@choudhurilohar4811
@choudhurilohar4811 2 жыл бұрын
🙏🙏🙏🙏🙏🙏🙏ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
@jchoudhury274
@jchoudhury274 2 жыл бұрын
He Prabhu tumo Lila aparo prabhu🙏🙏🙏🙏🙏🙏🙏🙏🙏🙏🙏
@ps8029-t3t
@ps8029-t3t 2 жыл бұрын
Jai jagannath 🙏🥰🙏🥰🙏
@subhransukumarsahu7168
@subhransukumarsahu7168 2 жыл бұрын
🙏Jay Jagannath swami nayana patha gami bhaba tume🙏
@PuriJagannathToka
@PuriJagannathToka 2 жыл бұрын
Jay shree Balabhadra Subhadhra jagannath prabhu maa ki jay shree pabandev sanidev suryodev jaganathlaxmi Balaji lokanatha kedarnath aiswaneswere balunkeswar kandeswar venkateswarayo vishnunarayana vishnulaxmi Lingraj umaparvati Laxminursingha laxminarayana sudarshan patitapaban Ki Jay🌼💮💮❤💓🌺🧿🌸🙏
@sanjuktanayak6868
@sanjuktanayak6868 2 жыл бұрын
Jay jaganntha swami ki jay
@prafullamajhi12345
@prafullamajhi12345 4 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
@kunirana4682
@kunirana4682 2 жыл бұрын
Jat jagannath he madhaba koti pranama karuchi tamo padatale🌼🌼🌼🙏🙏🙏
@ashoksethi7742
@ashoksethi7742 2 жыл бұрын
Jay jagannath swami ❤❤🙏❤❤
@kaliagouda9633
@kaliagouda9633 2 жыл бұрын
Jay jaganntha Swami nayan patha gami bhaba tume 🙏🙏🙏🙏🙏🙏🙏🌺🌺🌺🌺🌺🌺
@SurendraPatra-s3l
@SurendraPatra-s3l 6 күн бұрын
Jai jagannath 🙏 Jai jagannath 🙏 Jai jagannath 🙏
@swarnalatasahoo4590
@swarnalatasahoo4590 2 жыл бұрын
Hai Mahabahu.Sabu Tumare Liilaa..Jay Jagannath..🙏🙏🙏
@haridasray7363
@haridasray7363 2 жыл бұрын
ମଣିମା 🙏🙏🙏....
@dipikasfoodmagic996
@dipikasfoodmagic996 2 жыл бұрын
Prabhu 🙏🙏Jai jagannath 💐🙏 Kati Kati pranam💐🙏🙏🙏🙏🙏
@shaunsundardash8344
@shaunsundardash8344 2 жыл бұрын
ଆମ ଘର ର ଇଜ୍ଜତ୍ ଜେତେବେଳେ ବାହାରକୁ ଚାଲିଜାଏ ଆମକୁ ଭଲ ଲାଗି ନଥାଏ ସିଏପରା ଆମ ଆରାଧ୍ୟ୍ୟ ଦେବତା ପ୍ରଭୁ ଜଗନ୍ନାଥ ତାଙ୍କର ଏଗୁପ୍ତ ଲିଳା ବାହାରେ ପ୍ରକାଶ କରିବା ଆଦୈଉଁ ଠିକ୍ ନୁହଁ ଆମ ଘରର ଇଜ୍ଜତ୍ ଆଉ ପ୍ରଭୁଙ୍କ ଗୁପ୍ତ ସେବା ଭିତରେ ଫରକ୍ କଣ ପ୍ରଭୁ ଜଗନ୍ନାଥ ହେଲେ ଆମର ସବୁ କିଛି ତାଙ୍କୁ ମନେ ପକେଇଲେ ଆଖିରୁ ଆପେ ଲୁହ ଚାଲିଆସେ ଆଉ ତାଙ୍କର ଏ ଗୁପ୍ତ ଲିଳା ବାହାରେ ପ୍ରକାସ କଲେ ଆମକୁ କଣ ଠିକ୍ ଲାଗିବ
@Premapradatasriguru
@Premapradatasriguru 2 жыл бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ #Golokavani
@sonalirout701
@sonalirout701 2 жыл бұрын
Satare Kade sundare aam mahaprabhu jagannatha 🙏🙏 aama odisha sanskruti.bhakta bhabare bandha mohaprabhu....koti koti Panama paliaa pratihari sebaka🙏🙏🙏🙏
@aloksahoo1031
@aloksahoo1031 2 ай бұрын
ମଣିମା ❤❤❤❤⭕‼️⭕🥺❤️🙌
@kapilmahapatra1194
@kapilmahapatra1194 2 жыл бұрын
ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର କଥାମୃତ କେଡେ ମଧୁର
Try this prank with your friends 😂 @karina-kola
00:18
Andrey Grechka
Рет қаралды 9 МЛН
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН