ଶ୍ରୀକୃଷ୍ଣ ଆଉ ଦୁର୍ଯୋଧନ ଙ୍କ କାହାଣୀ😊jitu das sadhu bani 😊 best prabachana 😊 Sri krushna and duryadhana

  Рет қаралды 249,852

Vagavad  Gita  KalpaBata  Channel

Vagavad Gita KalpaBata Channel

Күн бұрын

Пікірлер: 156
@narayandalai9799
@narayandalai9799 17 күн бұрын
ଜୟ 🚩🌿ଜଗନ୍ନାଥ🌿🚩 କାଳିଆ 🌿🚩ସାଆନ୍ତ 🌱🚩ନୀଳ 🌱🚩ତନୁ 🌱🚩ଚକା🌱🚩 ଡୋଳା🌿🚩 ମହୋଦଧି 🌿🚩କୂଳେ 🌱🚩କଳ୍ପବଟ 🌱🚩ମୂଳେ 🌱🚩ଲଗାଇଚ ଯେଉଁ ଲୀଳା ସେ ଲୀଳା ସେ ମହିମା 🌱🚩ଦେବ 🌱🚩ଅଗୋଚର🌱🚩 କାହୁଁ🌱🚩 ଜାଣିବେ🌱🚩 ମାନବ🌿🌿 ଯାହାଙ୍କ🌱🌿 ମହିମା 🌱🚩ଅନ୍ତ🌱🚩 ନ 🌿🚩ପାଆନ୍ତି🌱🚩 କିଞ୍ଚିତ🌱🚩 ରେ 🌱🚩 Brahma🌱🌿 siba 🌱🌿🙏🙏🙏
@PradeepkumarRout-qt4vc
@PradeepkumarRout-qt4vc 7 күн бұрын
ଆପଣଙ୍କ ଅତିରଂଜିତ ପ୍ରବୋଚନ ଶୋଭନୀୟ ନୁହେଁ
@RameshPadhan-i6i
@RameshPadhan-i6i 18 күн бұрын
ବହୁତ ମିଛକଥା add କରୁଛନ୍ତି ଆଉ ମନଗଢା କଥା ବି କହୁଛନ୍ତି l
@rashmitripathy5417
@rashmitripathy5417 8 күн бұрын
Jay Jagannath 🙏🙏🙏🙏
@sukantdash2266
@sukantdash2266 Ай бұрын
ମହାଭାରତ କଳୀଯୁଗରେ ଲେଖା ହୋଇଛି ଦ୍ଵାପର ଯୁଗରେ ଭାଗବତ ଆସିଲା କେଉଁଠୁ ଆପଣଙ୍କ ଉପସ୍ଥାପନ ଠିକ୍ ନୁହେଁ
@Indramanisahu1234
@Indramanisahu1234 28 күн бұрын
Pagala bhali gapuchi
@JyotiprakashRautaray
@JyotiprakashRautaray 9 күн бұрын
Jadi kichi bhul heichi. Ete kharapre kuhantuni. By the way, he is a wiser person and hinduism protector
@nrusinghadas7706
@nrusinghadas7706 20 күн бұрын
ମହାଭାରତର ଶ୍ରେଷ୍ଠଂଶକୁ ଏ ପାଗଳ କଦର୍ଥ କରି କହୁଛି.. ଏମିତିକା ପାଗଳକୁ କେଉଁ ଭାଷାରେ ଗାଳି ଦେଲେ ବି କମ ହେବ. କଂସ ମରିବା ସହିତ ଗାନ୍ଧାର ବଂଶ ମାରିବାକୁ ତୁଳନା କରିବା କେଡେ ବଡ଼ ମୂର୍ଖାମୀ. ଗୋପୀ ବସ୍ତ୍ର ହରଣ ବେଳେ କୃଷ୍ଣଙ୍କ ବୟସ କେତେ ଥିଲା..???8ବର୍ଷର ବାଳକ ଥିଲେ.. ଗୋପୀମାନେ ସବୁବେଳେ ଉଲଗ୍ନ ହୋଇ ସ୍ନାନ କରିଥାନ୍ତି ଏଣୁ ତାଙ୍କୁ ଶିକ୍ଷା ଦେବାପାଇଁ ବସ୍ତ୍ରହରଣ କରିଥିଲେ କିନ୍ତୁ ଦୁର୍ଯ୍ୟୋଧନ ଦ୍ୱାରା ଦ୍ରୌପଦୀଙ୍କ ବସ୍ତ୍ରହରଣ କଣ ପାଇଁ ହୋଇଥିଲା.. ???.. ଏମିତିକା ନିମକ ହାରାମି ଦ୍ୱାରା ଏମିତିକା ଭିଡ଼ିଓକୁ ନିଷେଧ କରିବା ଦରକାର..
@acharyarashmita-foh8824
@acharyarashmita-foh8824 23 күн бұрын
Bar bar prabhu krishana munha talaku karidele boli kahi ba thik nuho ....first Krishna kia jano tapore pranachana beparo karibo...tumo manoko jagun sanatan dharma aaji sankatare achi
@Indianarmy143
@Indianarmy143 25 күн бұрын
ଏଟା ଗୋଟେ ପାଗଳ ଏ ଗୋଟେ ପାଗଳ ପରି ପ୍ରବଚନ ଦେଉଛି
@santoshkumarmohapatra78
@santoshkumarmohapatra78 23 күн бұрын
ହିନ୍ଦୁ ଧର୍ମର ସତ୍ୟାନାଶ କରିବାପାଇଁ ଏଭଳି ଗାଲୁଆ ମାନେ ଠିକା ନେଇଛନ୍ତି , ଦୁର୍ୟୋ ଧନ ଶବ୍ଦର ଅର୍ଥ ଜଣାନାହିଁ ଆଉ ପ୍ରବଚନ ଦେବାକୁ ଆସିଛ ?ବସ୍ତ୍ର ହରଣ କଣ ଜଣା ନାହିଁ ? ତୁମକୁ ଲଜ୍ଜା ଲାଗୁନାହିଁ ପ୍ରବଚନ ଦେବାକୁ !
@BijayakumarSarangi-m3w
@BijayakumarSarangi-m3w 9 күн бұрын
କଥା କହୁଥିବା ଲୋକ ର କିଛି ଧାରଣା ଥାଇ ଏପରି ଯୁକ୍ତି ଦୁଷ୍ଟ ସପକ୍ଷ ରେ କଲେ ତାର ମର୍ଯ୍ୟାଦା କ୍ଷୂର୍ଣ୍ଣ ହେଇଥାଏ ? ୟା ପୂର୍ବରୁ ଅନେକ ମହତ ଭକ୍ତ ଉପଯୁକ୍ତ ଯୁକ୍ତି ଦର୍ଶାଇ ଛନ୍ତି, ଖୁସି ଲାଗିଲା, ତେବେ ମୁଁ ଏତିକି କହିବି ଯେ ଶ୍ରୀକୃଷ୍ଣ ତ ଅବତାର ନ ଥିଲେ ସେ ଅବତରି ଥିଲେ ? ବୋଧହୁଏ ଭଗବାନ୍ ବିଷ୍ଣୁ ଅନ୍ଧ ଥିଲେ ଆଉ ଏ ଦୁର୍ଯୋଧନ ର ଓକିଲ ଓ ଦୁର୍ଯୋଧନ ଉଭୟଙ୍କ ର ଆଖି ଥିଲା ? ଅସଲ କଥା ହେଉଛି ଭକ୍ତ ଚିଂହେ ଭଗବାନ୍ ? ଖାଇବା,ଭୋଗ ବିଳାସ,ଧନ ଓ କ୍ଷମତା ଇତ୍ୟାଦି ଯେ କୌଣସି ଲୋଭ ଭକ୍ତ ପାଇଁ ତୁଚ୍ଛ ? ରାମିଆ ଭଣ୍ଡାରି କି ରାମ ଙ୍କ ସହିତ ତୁଳନା ପରି ଏ ଯୁକ୍ତି ? କଣ ନାରାୟଣ ଆହୁରି ପରୀକ୍ଷା ଦେବେ ତୁମ ରାକ୍ଷସ ବୁଦ୍ଧି ପାଇଁ !? ଦୁଃଖିତ, ଆମ କୃଷ୍ଣ ଆମ ପାଇଁ ଠିକ୍,ତୁମେ ଦୁର୍ଯୋଧନ କୁ ପୂଜା କରୁଥା ?
@CHITARANJANLenka-e8f
@CHITARANJANLenka-e8f Ай бұрын
Apanankau pranam Kintu krushna nkara bastra harana kathara tatiwaka artha eia nunhe
@AnjaliNayak-q2n
@AnjaliNayak-q2n 14 күн бұрын
Sir emiti bekar question karantu nahi please jiye krishna nku bujhi chanti semane hi bujhi paribe tanku au tanka lila ku ki se gopi nko bastra chori kari nahanti seita tanka premo lila jaha gopi mane premo karu chanti krishna nku ok
@jyotiranjanswain3501
@jyotiranjanswain3501 26 күн бұрын
କୃଷ୍ଣ ଭଗବାନ କୁଆଡେ଼ ମୁଣ୍ଡ ତଳକୁ କରିଦେଲେ ଦୁର୍ଯ୍ୟୋଧନ କଥା ଶୁଣି। କଂସ ସମ୍ପର୍କରେ ମାମୁଁ ହୋଇ ଥାଇ ପାରେ କିନ୍ତୁ ଜଣେ ଧର୍ମାଚାରୀ ନିକଟରେ କୌଣସି ସମ୍ପର୍କର ମାନେ ନଥାଏ। କର୍ତ୍ତବ୍ୟ ଓ ଧର୍ମର ରକ୍ଷା ପାଇଁ ସମ୍ପର୍କ ସହୋଦର କିଛି ପ୍ରତିରୋଧ କରିପାରେ ନାହିଁ। ଗୋପୀ ମାନଙ୍କ ବସ୍ତ୍ର ହରଣ କରି ଥିଲେ କାହିଁକି କେଉଁ କାରଣ ପାଇଁ ସେ ବିଷୟରେ ଆଲୋଚନା ନାହିଁ।ଏ ମହାଶୟ ମନଗଢା କାଳ୍ପନିକ ବିଷୟକୁ ପ୍ରଚାରିତ କରୁଛନ୍ତି। ଏ ହେଉଛନ୍ତି ମହା ପାପୀ। ରାବଣ ଭଳି ଜ୍ଞାନୀ ଏ ଲୋକ।
@BhajaramGouda-u7o
@BhajaramGouda-u7o 23 күн бұрын
. Han. Bhai. Papi. Ko. Upare. Rakhuchi. Dharma. Ko. Taluku. Anuchi
@AlokNag-x5g
@AlokNag-x5g Ай бұрын
Jay shree Krishna 🙏🙏🙏
@niranjanbadatya6723
@niranjanbadatya6723 Ай бұрын
ହରେକୃଷ୍ଣ ଏମାନଙ୍କ ଏଥି ଦ୍ବାରା ପେଟ ପୋଷିବା କରି ବେ ତ କରିବେ କ'ଣ ଅଠର ଖଣ୍ଡ ପୁରାଣରୁ କିଛି ଅଂଶକୁ ନିଜ ଚାଲାକି ସହିତ ଦୋକାନ ଚଳାଉଛନ୍ତି।
@sandhyaranidei3422
@sandhyaranidei3422 Ай бұрын
କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର ନ୍ୟାୟରେ ପ୍ରବଚକ କହିଦେଇଛନ୍ତି, ମୋ ମତରେ ଏମିତି ଚାଟୁକ୍ତି ପ୍ରବଚକ ମହୋଦୟଙ୍କୁ ଶୋଭା ପାଉନି, ଏହାଦ୍ୱାରା ମଣିଷ ମନରେ ନକାରାତ୍ମକ ଭାବନା ଉଦ୍ରେକ ହେବ, ଜୟ ଶ୍ରୀକୃଷ୍ଣ
@pradeepkumarpanda7626
@pradeepkumarpanda7626 Ай бұрын
Bala prabachak. Sala bhul katha kahuchi.
@Kunatumbin2004
@Kunatumbin2004 Ай бұрын
Krishna heuchhanti Mayabi palatak judha chhadi Paleiba
@Kunatumbin2004
@Kunatumbin2004 Ай бұрын
Are bhai sie kale lila Ame kale kila
@ashokkumarbhuyan3937
@ashokkumarbhuyan3937 Ай бұрын
ବେକାର କଥା, କୁହାଳିଆ ଅଯଥା ବିବାଦୀୟ ବିଷୟ ସୃଷ୍ଠି କରି କୁହ ନାହିଁ।
@susantadas2533
@susantadas2533 29 күн бұрын
ଡାହା ମିଛୁଆ ପ୍ରବଚକ l କୌଣସି ଗ୍ରନ୍ଥ ନପଢି ପ୍ରବଚନ ଦେଲେ ଏଇ ଅବସ୍ଥା
@gaurangsahoo9905
@gaurangsahoo9905 Ай бұрын
ଜିତୁ ବାବୁ, ପ୍ରଶ୍ନ ଭୁଲ, ପ୍ରଶ୍ନ ଠିକ କରି ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ |
@lochanakumaridas8876
@lochanakumaridas8876 Ай бұрын
Jayashree krushn
@babajisahoo313
@babajisahoo313 Ай бұрын
❤Jay 🎉shree 🎉Krishna ❣️
@BantiBehera-w3p
@BantiBehera-w3p 5 күн бұрын
Jutudas best guru
@pratapkumarmallikpratap5485
@pratapkumarmallikpratap5485 18 күн бұрын
ମିଛ କଥା ଯୋଡି କୁହନି ଜିତୁ ବାବୁ
@birajavlogsodia
@birajavlogsodia Ай бұрын
ହରେକୃଷ୍ଣ
@banamaliharijan-if7gk
@banamaliharijan-if7gk Ай бұрын
oMM Nomo Bhagabat basudev srikrishna Nomo NoMo
@manaskumarpattanayak6480
@manaskumarpattanayak6480 6 күн бұрын
🙏🙏🙏
@pushpanjalimeher8882
@pushpanjalimeher8882 28 күн бұрын
କଥା କୁ ଏତେ ଗେଲେଇ କ‌ହୁଛକଣପାଇ
@barunsunani9474
@barunsunani9474 26 күн бұрын
ସତକୁ କହିବା କଣ ଅପରାଧ , କୃଷ୍ଣ କଣ ବସ୍ତ୍ର ହରଣ କରିନି ? ରାବଣ କଥା କହୁଛ ,ରାବଣ କଣ ସିତାକୁ ନେଇ ଏକ ଉଆସରେ ରଖି ତାର କୌଣସି ଅସୁବିଧା ନହେବା ପାଇଁ ଜଗୁଆଳ ରଖିଥିଲା । ସିତାକୁ ଅନ୍ୟାୟ ବା ତାର ଚରିତ୍ର ରେ କୌ ନସି ଆଞ୍ଚ ଆଣିନି । ରାମ ଯେତେବେଳେ ସମୁଦ୍ର ବାନ୍ଧିବାକୁ ପୂଜା ପାଇଁ ପୁରୋହିତ ଖୋଜିଲା ରାବଣ ନିଜେ ଆସି ପୂଜା କରିଥିଲା । ଲକ୍ଷ୍ମଣ ପରି ନାରୀର ନାକ କାଟି ନଥିଲା ।
@sibaramswain8456
@sibaramswain8456 22 күн бұрын
ପ୍ରଥମେ ଜାଣ ରାମାୟଣ କ'ଣ ରାବଣ କିଏ।। ଲକ୍ଷ୍ମଣ କାହିଁକି କେବଳ ନାକ ହିଁ କାଟିଲେ।।।ରାବଣ କାହିଁକି ସିତା ଙ୍କୁ ଅଶୋକ ବାଟିକା ରେ ରଖିଥିଲେ।। ଏସବୁ ବହୁତ ଗହନ କଥା।।।
@RashmiPriyaPanda
@RashmiPriyaPanda 24 күн бұрын
ବୁକାଚୁଦା ଜୀତଦାସ ଗୋଟିଏ ପାପି କୁ ବୀର କରି ଦେଲୁ ସଳା
@surathachandrajena9514
@surathachandrajena9514 25 күн бұрын
ବୀର ମାରେ ଅବା ମରେ କରି ରଣ। ଶହେ ଭାଇ ନୁହେଁ ୯୯ ଭାଇ ସେତେବେଳେ ମରିଥିଲେ ।।
@surathachandrajena9514
@surathachandrajena9514 25 күн бұрын
ଦୁର୍ଯ୍ୟୋଧନ କଥାଶୁଣି ଶ୍ରୀକୃଷ୍ଣ ମୁଣ୍ଡ ତଳକୁ କରି ନଥିଲେ। ସ୍ମିତ ହାସ୍ୟ ପ୍ରଦାନ କରିଥିଲେ ।ଗୋପୀମାନଙ୍କର ପୂର୍ଣ୍ଣ ସମର୍ପଣ ଭାବ ପ୍ରତିପାଦନ ପାଇଁ ବସ୍ତ୍ର ହରଣ ନାଟକର ଅବତାରଣା କରାଯାଇଥିଲା ।
@priyambadaprusty8873
@priyambadaprusty8873 10 күн бұрын
ଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ନକାରାତ୍ମକ ଭାବନା ଆଣିବ , ଏଭଳି ଉକ୍ତି।
@gitabehera6085
@gitabehera6085 27 күн бұрын
ଏହି ଲୋକ ଟି ଯାତ୍ରା ରେ ମିଶିଲେ ଭଲ
@dhalsira1kaizen481
@dhalsira1kaizen481 Ай бұрын
Really unfortunate. Just like a lawyer explaining to save the culprits.
@prafullaswain9160
@prafullaswain9160 Ай бұрын
Om bagabat bsidebaya.
@PayalDurga-r2z
@PayalDurga-r2z 25 күн бұрын
दुयोधान नेसेही किया. उनका 100भाई जुधसे मरा. डरके मरानेहीं. शहीद काहा जाते. दुर्योधन. मर्द. अर्ध. नेहीँ.
@padumehera6328
@padumehera6328 Ай бұрын
ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେରାମ ହରେରାମ ରାମ ରାମ ହରେ ହରେ 🙏🙏🙏
@fakirasa320
@fakirasa320 Ай бұрын
Khub Sundar
@basantsutar7903
@basantsutar7903 13 күн бұрын
Salipur all commerce point Gopi Mora bhul heijaichi tamari pain aji mote loke mote kaliyuga ra bhagwan boli janibe aji thu ame au madagala karibani ame samaste samastanku bhala paiba eia jaha sabu hauchi sabu mayare Baya Mane simulation of illusion no person in the universe is 100% right
@pradeepkumarsahoo4219
@pradeepkumarsahoo4219 Ай бұрын
Galat Katha miseiki sajeiki kahile hebanahi. Krishna namare kichhi kahiba aagaru chinta Kara .
@KalandiNaik-m2f
@KalandiNaik-m2f 28 күн бұрын
So, 🌹🌹biyutifuluoo❤❤💓💓
@ashrutdas8565
@ashrutdas8565 29 күн бұрын
ଜୟ ମହାବୀର ମହାମାନୀ ଦୁର୍ଯ୍ୟୋଧନ।
@PURNACHANDRASENAPATI-l5p
@PURNACHANDRASENAPATI-l5p 25 күн бұрын
ଷୋଳ ସହସ୍ର ଗୋପନାରୀ l ମୋତେ ବରିଲେ ତପ କରି ll ଯଦି ବରିଲେ କୃଷ୍ଣ ତାଙ୍କର ସ୍ୱାମୀ ହେଲେ l ସ୍ୱାମୀ ସ୍ତ୍ରୀ ସହିତ କେଳି କଲେ l ଏଣୁ ଏହା ଧର୍ତ୍ତବ୍ୟ ନୁହେଁ / ପାପ ନୁହେଁ l ଦୁର୍ୟୋଧନ ଙ୍କ ଯୁକ୍ତି ଏଠାରେ ଗ୍ରହଣୀୟ ନୁହେଁ l ଆଉ ଏସବୁ ପ୍ରବଚନରେ ପ୍ରଚାର କରିବା କେତେଦୂର ସମିଚୀନ??
@JogeswarJena-hi9zi
@JogeswarJena-hi9zi 24 күн бұрын
Krusna Gopi mankara Bastra harana karithile Gopi manaku satshiksya debapain,Karan.semane ulagna hoi panire pasithile
@KamalakantaBarik-hi7cf
@KamalakantaBarik-hi7cf Ай бұрын
Jaya Madhaba Madhusudana
@laxmidhardas3981
@laxmidhardas3981 Ай бұрын
Sabu kichhi ghatana jaha bastav re Bhram ba Illusion ba False (Events, Subject and Story) Sthan Kala Patra o purbapar sambandh ku hetu kari samrachit hebaku badhya hoithantii.Karan it is the Rule of Nature jahar anya naam Prakriti ba Maya ate. Sabukichhi ra sutradhar Iswar atanti karan se Mayapati abng tankar Mahan Samkalp ru hmi Maya Brhamhand (Universe) uttapan hoichhi. Necessity is to enact the Drama of the Maha Leela to drink the Nectar of Pleasure for enjoyment by the Immortal Brahm and all of His mortal creations.
@sagarikabhuyan4634
@sagarikabhuyan4634 28 күн бұрын
Srikrushna nka tharu Dhorjyadhana jadi shaktishali juddhare harila kemiti,
@subhasinisahoo8672
@subhasinisahoo8672 28 күн бұрын
Prabu apana jadi purba jugamanaka katha chhadi e jugara punya patha paridarshita karantu ,jana samaj jagannathanku tike ta janiba
@Lipu-c3u
@Lipu-c3u Ай бұрын
Prasanga juktijukta noenh
@maheshkumarbag5464
@maheshkumarbag5464 Ай бұрын
Rabana Jay Jagarnath Suwami 🙏🪷🪷🪷🪷🪷🙏
@bijaysarangi5652
@bijaysarangi5652 20 күн бұрын
He is narrating as if he was watching the scene...maladjusted intellect..ଅଳ୍ପ ଜ୍ଞାନରେ ବେଶୀ ବାନ୍ତି
@DamodarGhadei
@DamodarGhadei 27 күн бұрын
Jay.jaganathswami
@Lipu-c3u
@Lipu-c3u Ай бұрын
Prasanga thik helani
@saradanayak3778
@saradanayak3778 Ай бұрын
Pagala choda droupadi au going Saman gopi mane nija ichare krusna ku bhakti karuthile Kansas atyachari emane Saman nuha
@subhasismanasing9103
@subhasismanasing9103 Ай бұрын
ଜୟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ 🙏🙏🙏🙏
@saukilalsahu6254
@saukilalsahu6254 27 күн бұрын
Jay Sri Krishna and
@rajatkumarmishra5912
@rajatkumarmishra5912 Ай бұрын
ଜୟ ଶ୍ରୀକୃଷ୍ଣ
@SanjayKumar-uz3qi
@SanjayKumar-uz3qi 25 күн бұрын
ଆପଣ ଙ୍କ. ଏହି ପ୍ରବଚନ କିଛି ଲୋକଙ୍କୁ.. ଅସୁବିଧା ରେ ପକେଇ ପାରେ.. କାରଣ ଯେଉଁ ମାନେ.. ଧର୍ମକୁ.. ନେଇ ବ୍ୟାପାର କରୁଛନ୍ତି.. କିନ୍ତୁ ଆପଣ.. ନିରାଟ ସତ୍ୟ କହିଛନ୍ତି..
@RajibBarik-rv9er
@RajibBarik-rv9er 27 күн бұрын
ଦୁର୍ୟୋଧନ ଭାଗବତ ପଢିଥିଲା କି? ଏମିତି ମିଛ କାହିଁକି କହୁଛ!
@DailyVibe_.
@DailyVibe_. Ай бұрын
🎉🎉🎉🎉🎉🎉🎉
@RashmiPriyaPanda
@RashmiPriyaPanda 24 күн бұрын
ସାଧୁବାଣୀ ନା ପେଳବାଣୀ
@manaskumarmaharana8651
@manaskumarmaharana8651 17 күн бұрын
Kichhi jani nahani
@ChinmayeeSatpathy-xn8hg
@ChinmayeeSatpathy-xn8hg Ай бұрын
G0od namaskare sir
@BalajeePradhan-xh8cu
@BalajeePradhan-xh8cu 26 күн бұрын
Re papi Sanatan ki jai
@sankarshanpatro7475
@sankarshanpatro7475 5 күн бұрын
Sri krishna nka apaman karantuni
@dhairjyasamal5180
@dhairjyasamal5180 24 күн бұрын
Alpa bidya bhayankar
@rabinsatapathy2410
@rabinsatapathy2410 Ай бұрын
Jay shree Krishna
@dharashreesamal1051
@dharashreesamal1051 Ай бұрын
Jay jaganath
@benudharsahoo710
@benudharsahoo710 Ай бұрын
Jayshree Krishna
@BibekanandaRaul
@BibekanandaRaul 9 күн бұрын
Ète bĥul adou kuhàntu nah i 5:05
@biswakalpitapatra3301
@biswakalpitapatra3301 27 күн бұрын
Ama manisa mananka kama hin eia je jiye pujya tari bhitare dosa khojiba... Jete jaha mu padhichi laguchi sabu bhagwan nka upare bahut dosa lada heichi.. Kouthi rama bhala swami nuhe ta kouthi krushna lampata gopi mananka bastra haranakari ta kouthi siva bi ganjadia tanku bhanga bhari pasand...mu gote prasna karuchi andhara samna re aloka ra mahatwa jete semiti kharap samna re bhala ra mahatwa setiki..kharap kebe bi kharap ku dura kari pareni au bhala pakhare kharap kebe bi tishti paribani...duhen jaka hi birodhi tebe jou bhagwan nku ete lanchhana dauchanti loka tanku puja kariba kahinki chhadi dau nahanti??nahi puja karibu hele nija guna chhadi paribunu.. Ame ta bhikari amaku sabu darkar hele jouthu paibu seithi guna gaibu nahele dosa bahara karibu..ame bhagwan nka charitra bisayare sathik janichhu ta?? Na jiye jaha kahi dela sethire bhasijiba ta thik?? Mora kana achhi mu ta hanuman nka ashrita au kaha katha re munda purayeni.. Hele ame jani rakhiba utchit je bhagwan jane tanka nama anek... Bhagwan nku kebe bhaga bhaga kara jai pareni kiye rama na re dakuchi kiye krushna kiye hanuman.. Jouthi hanuman akhand bramhachari sethi sei bhagwan nku gote alaga na dei dele tanka charitra kebe badali jiba ki?? Na ame ama bhagwan nku hin bhul bujhi neichu??
@jyotshnatuni9084
@jyotshnatuni9084 29 күн бұрын
Bahutasundara katha
@hsmarketing4006
@hsmarketing4006 23 күн бұрын
Eay pravachan Krishna ka birha re Samaste janati adhika Kan bakhya kale Kou Shastra re achi nari lagala hoiki gadhoibe Sethipai Krishna vastra haran karithile Kitu Raja sabhare achcha achcha Raja ka samunare Shri Krishna vastra haran Kari nathile
@yoganandarana630
@yoganandarana630 21 күн бұрын
ତୁ ଶଳା ବାଳ ପ୍ରବଚନ ଦେଉଛୁ ଶଳା ନାଳୁଆ
@dhairjyasamal5180
@dhairjyasamal5180 24 күн бұрын
Pura pala bala
@RajaPadhy-m6l
@RajaPadhy-m6l Ай бұрын
Duryodhana
@BalajeePradhan-xh8cu
@BalajeePradhan-xh8cu 26 күн бұрын
Missionary ejenda
@devrajbanchhor1603
@devrajbanchhor1603 26 күн бұрын
ମୂର୍ଖ ବାଣୀ ପାଗଳ ପ୍ରବଚକ
@shivangitv8476
@shivangitv8476 Ай бұрын
Bhul Katha kn pain khuchanti
@SonuPagu
@SonuPagu 29 күн бұрын
Concern youtuber upload to particular question releted video also bleam jitu babu for you
@PrakashMishra-g9k
@PrakashMishra-g9k Ай бұрын
Rabana
@saradanayak3778
@saradanayak3778 Ай бұрын
Bhul katha kain kahucha salya, krutabarma kouthi thila
@janakimohanty767
@janakimohanty767 Ай бұрын
Ae kathara samadhana kan kahileni kahi ki parama purash krrshnanku doshi kari delete. Adhika janantu.
@SarojMahanta-r8l
@SarojMahanta-r8l 28 күн бұрын
Jitu gyani nua bahi lekhiba
@lokanathpadhi7958
@lokanathpadhi7958 Ай бұрын
Alpagyan bhayankar, nijara kahibara sailire urnnaty aanantu......
@birendrasenapati724
@birendrasenapati724 Ай бұрын
Jay shree krishna🙏🙏🙏 Jay shree gurudev ji🙏🙏❤❤❤
@SaratBai-j7v
@SaratBai-j7v Ай бұрын
Jaydtokþidtiktidhn̈s 😅 10:27
@SantoshjambakaSantosh
@SantoshjambakaSantosh 9 күн бұрын
Kana kahibi boli kahucha eiti gote seiti gate seriel ro dekhi
@rajunayak9948
@rajunayak9948 Ай бұрын
🙏🙏ବା
@basantsutar7903
@basantsutar7903 13 күн бұрын
Durjyadhan tum mahan ho kaliyuga me appka nam he Russia and India your Priya Mitra karna apne karna ko bachanekelia apna veda khada kardia or karna ko bachya me dan bir sur bir Dharma bir karma bir karna world war three ka bad me apko sari land de dunga uski sath kaliyuga ka bhagwan jagannath ko dan karunga yani mera adha hua murti Russia me construction kya jaega ,tathastu me sabka andar hu mu karna mu Arjuna mu Hanuman mu parsuram me sabka andar nivas karta hu eee sari universe me hi create ki ,me her kone kone bidyaman my name is mr E infinite means vishnu ,Mahadev name is E one and brahmadev name is M knot ,me bhagwatgita me bola tha jab jab dharaprustame adhram peak per hoha me soyenge dhartipar avtar lunga or sadhuanka safe karunga
@ajitmlm9279
@ajitmlm9279 23 күн бұрын
Apana nkara headline ra answer mililani
@bidyutkumarnayak6204
@bidyutkumarnayak6204 29 күн бұрын
In which chapter of "Shrimad Bhagbat Gita" ,or , 18 vol of Vyashji's "Maha Bharat" , is there Any CHARACTER OF "RADHA SHREE" ? It was " First time" mentioned in only Brahma Baibarta " purana by a muslim turned Hindu saint in 9th Century . .
@pankajiniparida2370
@pankajiniparida2370 Ай бұрын
Jay shree jagannath mahaprabhu 🙏🙏🙏
@MituNahak-w9w
@MituNahak-w9w Ай бұрын
ଦୁର୍ଯ୍ୟ ଧନ ପାଖୁ ଲସମି ଦୁରେଇ ଯିବେ ବେଶୀ ଦିନ ନାହିଁ
@SaratNayak-qi8cc
@SaratNayak-qi8cc Ай бұрын
JAYA SHREE KRUSHNA SHARAN.🎉🎉🎉.
@bhartikundu4355
@bhartikundu4355 Ай бұрын
Kichhi Jani ni a prabkta
@tunguruswain402
@tunguruswain402 Ай бұрын
Munda kama karuni ,pagalami karuchhanti .tatwa jana nahi . Krusna samajaku sikhya deithile nadi kulare ulagna hoi gadhoiba thik nuha .
@gurucharannayak4162
@gurucharannayak4162 26 күн бұрын
Tame bramhana mutei debani
@AadimulThapa
@AadimulThapa 26 күн бұрын
Jay Shiri Ram jay Hanuman jay radhe Radhe Jay Jagannath odissa
@saradanayak3778
@saradanayak3778 Ай бұрын
Sahadeba bi aswini kumar pua dunhe janla
@yudhisthirpradhan4726
@yudhisthirpradhan4726 20 күн бұрын
Don't flattering in your speech. It is not good for positive ideology society. Please mind it sir.
@SahadevSahoo-s5k
@SahadevSahoo-s5k 3 күн бұрын
Everything wrong
@SumantaNayak-h7n
@SumantaNayak-h7n 18 күн бұрын
Eata chora ta Paisa Paine gudaaa fandikari kahuchi Micha kahuchiii🖐️👋🖐️👋
@onlinestudy9705
@onlinestudy9705 Ай бұрын
ଏ ହେଉଛି ଫାଲତୁ ଗପ, ଶୁଣିବା ବେକାର l
Молодой боец приземлил легенду!
01:02
МИНУС БАЛЛ
Рет қаралды 2,1 МЛН
Симбу закрыли дома?! 🔒 #симба #симбочка #арти
00:41
Симбочка Пимпочка
Рет қаралды 4,9 МЛН
Молодой боец приземлил легенду!
01:02
МИНУС БАЛЛ
Рет қаралды 2,1 МЛН