ରବିବାର ଛୁଟିକୁ ନେଇ ବଢୁଛି ବିବାଦ... | EP-32 | Argus Spotlight

  Рет қаралды 146,552

Argus Digital

Argus Digital

Күн бұрын

Пікірлер: 341
@UTTAMCHARANSAHU
@UTTAMCHARANSAHU 14 сағат бұрын
ବାୟା ହୋଇଯିବେ ସମସ୍ତେ। ପରିଣାମ ଓ ପରିସ୍ଥିତି ଦେଶର ବିକାଶରେ ନିଶ୍ଚୟ ବାଧା ସୃଷ୍ଟି ହେବ। ବେଶୀ ଚତୁରତା ଦେଶ ପାଇଁ ବିଷ ସଦୃଶ କାର୍ଯ୍ୟ କରିବ।
@Uunshraita5597
@Uunshraita5597 14 сағат бұрын
ଇଂରାଜୀ ମାନଙ୍କର ଛୁଟି ବୁଲି ଏମିତି ମନ
@swapnilraja1409
@swapnilraja1409 14 сағат бұрын
U r rt
@BijaykumarSahoo-bb7ds
@BijaykumarSahoo-bb7ds 13 сағат бұрын
Right brother. Few demon dignitaries want to kill humanity.
@aclass8356
@aclass8356 12 сағат бұрын
@@Uunshraita5597 uneducated boli samastanku dekhaini , tama saha desha pain bi kharab
@gurucharanbarik7817
@gurucharanbarik7817 11 сағат бұрын
ରବିବାର ଦିନ ସରକାରୀ ଅଫିସ ଖୋଲା ରହିଲେ ବେସରକାରୀ ସଂସ୍ଥା ମାନଙ୍କରେ କାମ କରୁଥିବା କର୍ମଚାରୀ ମାନେ ଉପକୃତ ହେବେ,
@samsonmallick8202
@samsonmallick8202 5 сағат бұрын
ଯେଉଁମାନେ ଇଂରେଜମାନଙ୍କ ଛୁଟି,କ୍ରିଷ୍ଟିଆନ ମାନଙ୍କ ଛୁଟି ବୋଲି କହୁଛନ୍ତି ସେମାନଙ୍କ ପିଲାମାନେ ହିଁ ଇଂଲିଶ ମିଡିୟମ ସ୍କୁଲରେ ପଡୁଛନ୍ତି,
@SANTOSHJANI-z9m
@SANTOSHJANI-z9m 14 сағат бұрын
ଛୁଟି ଦିନ ବଦଳାଇ ଦେଲେ ଦେଶ ବିକାଶ ହେବ ନାହିଁ ଆଜ୍ଞା।
@rabindrakumarmohanty9415
@rabindrakumarmohanty9415 6 сағат бұрын
@@SANTOSHJANI-z9m ଚାଉଳ ପାଞ୍ଚ କିଲୋ ପାଇଁ ଧର୍ମ ବଦଳେଇ ଦେଲେ କଣ ଦେଶ ବିକାଶ ହେଵ,ପ୍ରମମେ ନିଜକୁ ଚିହ୍ନ ତୁମେ ଏ ପୁଣ୍ୟଭୂମି ଭାରତ ବର୍ଷ ର ଅମୃତ ସନ୍ତାନ ପାଞ୍ଚ ହଜାର ବର୍ଷ ର ସର୍ବ ପୁରାତନ ସଂସ୍କୃତିର ସନାତନୀ ମାନଙ୍କ ର ଦେଶ।ନିଜ ଧର୍ମ ରେ ଵଞ୍ଚିବା ପାଇଁ ଶିଖ ଵିଦେଶୀ ମାନଙ୍କ ର ଧର୍ମ କୁ ଆଦରୀ ନିଜକୁ ହିନ କରିଵା ପାଇଁ ଚେଷ୍ଟା କରନ୍ତୁ ନାହିଁ।ଆମେ ମହାନ ଆମ ଦେଶ ମହାନ ଆମ ଧର୍ମ ମହାନ୍ ଆମ ସଂସ୍କୃତି ମହାନ ଆମ ପରମ୍ପରା ମହାନ।
@subratpanda7712
@subratpanda7712 11 сағат бұрын
ଅତି ଖରାପ ହେବ
@rameshsahoo5153
@rameshsahoo5153 7 сағат бұрын
ଯିଏ ରବିବାର ଛୁଟି ରେ କାମ କରିବାକୁ କହୁଛି ତାଠାରୁ 75% GST ଆଦାୟ କରାଯାଉ ଜୟ ହିନ୍ଦ୍
@bapinaswain7829
@bapinaswain7829 16 сағат бұрын
Sunday always holiday , it's don't change
@SeturajPradhani
@SeturajPradhani 6 сағат бұрын
Sunday କାହିଁକି?? Monday କାହିଁକି ନୁହେଁ , ଆମର ସୋମବାର ପବିତ୍ର ବାର
@rabindrakumarmohanty9415
@rabindrakumarmohanty9415 6 сағат бұрын
@@SeturajPradhani ଆମ ଦେଶ ହିନ୍ଦୁ ଦେଶ ତେଣୁ ଖୀଷ୍ଟ୍ରୀୟାନ ମାନଙ୍କ ଭଳି ରବିବାର ଛୁଟି ନ ନେଇ ସୋମବାର ନେବା ଠିକ୍ ହେଵ।
@starmohapatra
@starmohapatra 2 сағат бұрын
ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ନିହାତି ଆବଶ୍ୟକ।
@adityakhatua8304
@adityakhatua8304 2 сағат бұрын
ସେମାନେ ସମସ୍ତେ ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି
@XZMLSREELEELASHORTS167
@XZMLSREELEELASHORTS167 4 сағат бұрын
ରବିବାର ଦିନ ହେଉଛି ପବିତ୍ର ଦିନ ଇଶ୍ଵର ଙ୍କ ଆରାଧନା ସ୍ତୁତି ପ୍ରାଥନା କରିବା ଦିନ ବାଇବେଲ ପଡନ୍ତୁ ଜାଣିବ,ଯଦି ବଦଳାଇବ ତାହେଲେ ଇଶ୍ଵର ବିରୁଦ୍ଧରେ କରୁଛ
@salmanmallick435
@salmanmallick435 13 сағат бұрын
ସପ୍ତାହର ଗୋଟିଏ ଦିନ ଛୁଟି ନିହାତି ଆବଶ୍ୟକ
@balabhadrabaral8095
@balabhadrabaral8095 9 сағат бұрын
ଅନ୍ୟ ଦେଶ ଠାରୁ ଭାରତ ଅଲଗା ଚିନ୍ତାଧାରାର ।ଅଧିକାଂଶ କର୍ମଚାରୀ୧୦ ଟା ରେ ଅଫିସ ଆଶନ୍ତି ନାହିଁ।୨ଟା ହେଲେ ଖାଇବାକୁ ଗଲେ ୩ ,ରୁ ୪ଟା ପରେ ଆସନ୍ତି । କେତେଘଣ୍ଟା କାମ କରନ୍ତି ।ଶିକ୍ଷା ଅନୁଷ୍ଠାନ କୁ ବାଦ୍ ଦେଲାପରେ ପ୍ରାୟ ଅଧିକାଂଶ ଅଫିସ ର କର୍ମଚାରୀ ଠକ। ଆଇନ୍ କାନୁନ୍,କଠୋର କରି ଛୁଟି ବଢାନ୍ତୁ ।
@Trd12345
@Trd12345 3 сағат бұрын
💯% correct
@sajanikarjee3217
@sajanikarjee3217 Сағат бұрын
Right👍🏻
@anamgamango
@anamgamango 9 сағат бұрын
ରବିବାର ଛୁଟି ଦରକାର
@Sengel484
@Sengel484 3 сағат бұрын
ମୂର୍ଖ ଦଳ ଛୁଟିକୁ ବି ଧର୍ମ ସହ ଯୋଡ଼ିଲେ.😂😂😂 ରବିବାର ଯଦି ଖ୍ରୀଷ୍ଟିୟାନ ମାନଙ୍କର ,ହିନ୍ଦୁମାନେ ସୋମବାର ନିଅ ,ମୁସଲମାନମାନେ ମଙ୍ଗଳବାର ନେବେ ,ବୁଧବାର ବୁଦ୍ଧିଷ୍ଟମାନେ ନେବେ ,ଗୁରୁବାର ଜୈନମାନେ ,ଶୁକ୍ରବାର ଶୀଖମାନେ ,ଶନିବାର ଆଦିବାସୀମାନେ ନେବେ ଏବଂ ଆଉ ଯାହା ରହିଲେ ହଗରା ମୂତରା ସବୁ ଦିନ ଛୁଟି ନିଅନ୍ତୁ .😂😂😂
@RsunanditaRsunandita
@RsunanditaRsunandita 2 сағат бұрын
Right sir..😅😅😅
@kilogram382
@kilogram382 12 сағат бұрын
ପ୍ରତ୍ୟେକ କର୍ମ ଚାରୀଙ୍କୁ ବିଶ୍ରାମ ଦିବସକୁ ବିଶ୍ରାମ ନେବା ଆବଶ୍ୟକ।Happy HD❤❤❤
@binayakmishra4017
@binayakmishra4017 4 сағат бұрын
ଶରୀରକୁ ବିଶ୍ରାମ ପାଇଁ, ବ୍ୟକ୍ତି ଗତ ଘରୋଇ କାର୍ଯ୍ୟ ପାଇଁ ସାପ୍ତାହିକ ଛୁଟି ର ଆବଶ୍ୟକତା ଅଛି ।
@piterwithmusic9549
@piterwithmusic9549 Сағат бұрын
ଖ୍ରୀଷ୍ଟ ପୂର୍ବ, ଖ୍ରୀଷ୍ଟାବ୍ଦ ଏବଂ ରବିବାରକୁ କେହି ପରିବର୍ତ୍ତନ କରିପାରିବେ ନାହଁ। ଯା ହେଇନି ବାଳୁତ କାଳେ ତା ହୋଇବ କି ପାଚିଲା ବାଳେ।❤❤❤
@Cuttie-hemanjula
@Cuttie-hemanjula 15 сағат бұрын
Sunday is holiday, we needed weekend, Sunday if funday ❤
@vladimirputin6530
@vladimirputin6530 12 сағат бұрын
ରବିବାର ସପ୍ତାହ ଆରମ୍ଭ
@srikanthamoharana3753
@srikanthamoharana3753 8 сағат бұрын
Special tuma pain open rahiba Sunday ta hela...😂😂😂
@SuperHitsOdia
@SuperHitsOdia 8 сағат бұрын
କିଛି ବି ପ୍ରଭାବ ପଡ଼ିବନି ।
@SameerMallick-s5n
@SameerMallick-s5n 11 сағат бұрын
ରବିବାର ଦିନହିଁ ଉତମ
@SanjibBagarti-d6h
@SanjibBagarti-d6h 12 сағат бұрын
ରବିବାରରେ ଡାକ୍ତରଖାନା ଖୋଲା ହେଲେ ଡାକ୍ତର ନଥିବେ ଏହା ସରକାରଙ୍କ ନୀତି
@satyaranjansahoo8789
@satyaranjansahoo8789 10 сағат бұрын
Au police station
@BaikunthaNaik-rm5b
@BaikunthaNaik-rm5b 12 сағат бұрын
ପବିତ୍ର ବାଇବଲ ଲିପିବଦ୍ଧ ଅଛି ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର। ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ; ମାତ୍ର ସପ୍ତମ ଦିନ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ; ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, ତୁମ୍ଭର ଦାସ, କି ଦାସୀ, ତୁମ୍ଭର ପଶୁ, କି ତୁମ୍ଭର ନଗରଦ୍ୱାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ। ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ; ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି। ଯାତ୍ରା ପୁସ୍ତକ 20:8-11 ଏ ଦିନ କୁ ଈଶ୍ୱର ନିରୁପଣ କରିଛନ୍ତି ଏ ଦିନକୁ ମନୁଷ୍ୟ ବଦଳେଇ ପାରିବନି ଜଧିବି ବଦଳେଇ ବା ପାଇଁ ଚେଷ୍ଟା କଲେ ମହା ବିପଦି ଘଟିବ
@Rakeshsahu678
@Rakeshsahu678 11 сағат бұрын
Bhai alha ishwar god ku mu bilkul khatir karena tathapi mu sukhare achhi
@BaikunthaNaik-rm5b
@BaikunthaNaik-rm5b 10 сағат бұрын
@Rakeshsahu678 ଯେଉଁ ଟା ଭାଈ ସୁଖ ଭାବୁଚୁ ସେହିଟା ସୁଖ ନୁହେଁ ତମର ବକାମି ଈଶ୍ୱର ଜଣେ ଅଛନ୍ତି ବୋଲି ଏ ବିଷୟକୁ କେହି ନାସ୍ତି କରିପାରିବେ ନାହିଁଁ ତମ ଈଛା ତମେ ବିଶ୍ବାସ କରି ବ ନ କରିବ ସେଇଟା ତମ ଇଚ୍ଛା
@shyamuelkandir5545
@shyamuelkandir5545 9 сағат бұрын
Hallelujah ❤️praise the lord ❤️ jai masih ki ❤️Amen❤❤❤
@Aswinagomango
@Aswinagomango 9 сағат бұрын
​@@Rakeshsahu678dine pastaibo but time no tibo
@BaikunthaNaik-rm5b
@BaikunthaNaik-rm5b 9 сағат бұрын
@@shyamuelkandir5545 AMEEN
@mr.pradeepofficial5816
@mr.pradeepofficial5816 12 сағат бұрын
ଏହା ଏକ ମୂର୍ଖାମୀ
@basudev999t
@basudev999t 7 сағат бұрын
ରବିବାର ଛୁଟି ହେଲା ଯେ କିଛି ନାହିଁ ହେଲେ ଛୁଟି ବାର ର ଟଙ୍କା କଟାଗଲେ ଭଲ ହୁଅନ୍ତା .. ସରକାର ର ଲସ୍ ହୁଅନ୍ତାନି ...ଆ ପାଇଁ ସରକାର କିଛି ଭାବିବା ଦରକାର ...
@BangaloreMadhabvlog1982
@BangaloreMadhabvlog1982 12 сағат бұрын
Bhala heba
@pradeepnag6535
@pradeepnag6535 35 минут бұрын
Good 👍 massage sir
@koraputiadosti
@koraputiadosti 2 сағат бұрын
Right Decision
@ଓଡ଼ିଆପୁଅ-ଠ7ମ
@ଓଡ଼ିଆପୁଅ-ଠ7ମ 6 сағат бұрын
ସପ୍ତାହ ରେ 3 ଦିନ ଛୁଟି କରାଯାଉ
@satyabratasethi444
@satyabratasethi444 4 сағат бұрын
ଦୁର୍ନୀତି ପାଇଁ ଭାରତ ପଛରେ ଅଛି
@JogeswarMajhi-lt7hj
@JogeswarMajhi-lt7hj 8 сағат бұрын
କର୍ମଜୀବୀ ଙ୍କ ଆତ୍ମହତ୍ୟା ସାଂଖ୍ୟ ବୃଦ୍ଧି ପାଇବ
@akcreation9113
@akcreation9113 2 сағат бұрын
Ni
@ANANDCHANDRAPRADHAN
@ANANDCHANDRAPRADHAN 3 сағат бұрын
Pvt ରେ ରବିବାର ଛୁଟି ନାହିଁ govt କଣ ପାଇଁ ଛୁଟି ସବୁବେଳେ ଚାଲୁ କର୍ମ
@sanjaykumishra5186
@sanjaykumishra5186 8 сағат бұрын
ଦିନ ଓ ରାତି ଦୁଇବେଳା କଲେ ମଧ୍ୟ ଦେଶ ଆଗକୁ ବଢିବ
@priyattamadasrinky4698
@priyattamadasrinky4698 10 сағат бұрын
Sun day is fun day 😍💃
@vladimirputin6530
@vladimirputin6530 12 сағат бұрын
ବିଶ୍ୱରେ ୩ ଦିନ ଛୁଟି ହେଲାଣି , ଭାରତ ସରକାର ଏବଂ କମ୍ପାନୀ ସେଥିପ୍ରତି ଧ୍ୟାନ ଦିଅନ୍ତୁ , । ରବିବାର , ଶନିବାର ଏବଂ ଗୁରୁବାର ଛୁଟି ହେଉ ।
@satyabratasahoo2577
@satyabratasahoo2577 8 сағат бұрын
ସପ୍ତାହ ପୁରା ଛୁଟି ନେଇ ଘରେ ଶୋଇ ଯାଅ , ଭଲ ହେବ ,
@Dailylifeblog3110madhab
@Dailylifeblog3110madhab 8 сағат бұрын
Very good discussion ❤❤❤
@NarendraKumarKimbaka-oi7tu
@NarendraKumarKimbaka-oi7tu 4 сағат бұрын
ବାଳ decision
@NarendraKumarKimbaka-oi7tu
@NarendraKumarKimbaka-oi7tu 4 сағат бұрын
Tu manisha nahi ki hele tu dina rati re duty karuchu 😂😂😂
@ଜୟଜଗନ୍ନାଥ-ଠ6
@ଜୟଜଗନ୍ନାଥ-ଠ6 13 сағат бұрын
ଆମ ଦେଶ ରେ ଖାଲି ଛୁଟି ନା ଅନ୍ୟ ଦେଶ ରେ ଅଛି... Police doctor fire staff ଙ୍କର ତ ଛୁଟି ନାହିଁ...
@PrabirKumarswain-r3f
@PrabirKumarswain-r3f Сағат бұрын
It's don't change, Sunday always holiday
@krushnachandrapal57
@krushnachandrapal57 13 сағат бұрын
ସପ୍ତହରେ ୬ ଦିନ ଛୁଟି ଆଉ ଗୋଟିଏ ଦିନ ଖୋଲା ହେଲେ ଭଲ ହୁଅନ୍ତା 🤣
@ss.sourav007
@ss.sourav007 12 сағат бұрын
Hamara desh age badhrahahai😂😂😂
@razababuofficial3108
@razababuofficial3108 12 сағат бұрын
Mu pari Tama chinta dhara bhai.😂
@PujaMarandi-i3m
@PujaMarandi-i3m 8 сағат бұрын
Aau kamo kan pain karibo khali sign mariki polei aaso😂😂😂
@akcreation9113
@akcreation9113 2 сағат бұрын
Wow 🎉🎉🎉
@karonpradhan3938
@karonpradhan3938 9 сағат бұрын
Good Idea
@sanjaytarai4380
@sanjaytarai4380 10 сағат бұрын
Very good decision 🎉🎉🎉🎉🎉
@saratkumar7096
@saratkumar7096 Сағат бұрын
ରବିବାର ଛୁଟି ଦରକାର ନାହିଁ ,ସବୁଦିନ କାମ କର ଭାରତ ଦେଶ ପାଇଁ ମଙ୍ଗଳ ହେବ ।
@ramachandra8999
@ramachandra8999 8 сағат бұрын
❤Yenu ama dharmore rabibaro dino chuti na. Hoyi vagaban prayer palano neyichhi tks rmji
@MAHESHNag-d9z
@MAHESHNag-d9z 12 сағат бұрын
ସବୁ ମୋଦି କାମ
@lulukumura5982
@lulukumura5982 2 сағат бұрын
Val heba
@arucharanpradhan5502
@arucharanpradhan5502 9 сағат бұрын
ଭାରତରେ ମଧ୍ୟ ଶୁକ୍ରବାର ଛୁଟି ଦିବସ କରିବା ଉଚିତ।
@bikashnayak6689
@bikashnayak6689 8 сағат бұрын
Namja padhiba ki 😂😂😂
@sriyanshupadhi6627
@sriyanshupadhi6627 8 сағат бұрын
ଭାରତ ରେ 80% ହିନ୍ଦୁ ଶୁକ୍ରବାର ଦିନ କାହିଁକି ଛୁଟି ହେବ ମସଜିଦ ଯିବାକୁ 😂
@abarsman6322
@abarsman6322 6 сағат бұрын
ଲୋକ ବାୟା ହେଲେ ନା ସରକାର ର ସିଷ୍ଟମ୍ ବାୟା ହେଲା କେ ଜାଣିଏଇ ସରକାର ଥିଲା ପର୍ଯ୍ୟନ୍ତ ଏମିତି ଗୋଟେ ପରେ ଗୋଟେ ହେବା ବା ବା ରେ ସରକାର
@binayakmishra4017
@binayakmishra4017 4 сағат бұрын
ଯଦି କାର୍ଯ୍ୟାଳୟ ବନ୍ଦ ନ କରିବା ର ଆବଶ୍ୟକ ହେଉଛି ,ତାହେଲେ ପ୍ରତ୍ୟେକ କର୍ମଚାରୀ ଙ୍କୁ ସ୍ୱଇଛା ଅନୁସାରେ ସାପ୍ତାହିକ ଛୁଟି ଦିନ ଦିଆଯାଉ ।
@panakabhatra871
@panakabhatra871 10 сағат бұрын
ସମବାର ଓ ଗୁରୁବାର ବନ୍ଦ ହେଲେ ହେବ❤
@saradacharanamohapatra9806
@saradacharanamohapatra9806 7 сағат бұрын
Very ଗୁଡ୍
@mithunrout5284
@mithunrout5284 7 сағат бұрын
💯 %Right 🙏🏼
@nikunjakumar7989
@nikunjakumar7989 15 сағат бұрын
Sunday is holiday
@sriyanshupadhi6627
@sriyanshupadhi6627 8 сағат бұрын
ରବିବାର ରେ ଖ୍ରୀଷ୍ଟିୟାନ ମାନେ ଚର୍ଚ୍ଚ ଯାନ୍ତି ବୋଲି ଛୁଟି କରିଥିଲେ. ଏବେତ ଦେଶରେ ଇଂରେଜ ନାହାନ୍ତି ଦେଶର 80% ଲୋକ ହିନ୍ଦୁ ତେଣୁ ଛୁଟି ସୋମବାର କରିବା କଥା.
@bikashtandi4781
@bikashtandi4781 6 сағат бұрын
Christian missionary maane News paper,saving Account,Society ku Good education aagaru Kahaku leparsy heijaithile gaan ru bahara kari dauthile,missionary maane nije jemiti emananku madhya semiti rakhile.translation bhi anichanti bharataku,apari bahut kichi karichanti christian missionary maane,ingrej maananka katha kahuni, bahut fark duhi dala bhitare
@Sengel484
@Sengel484 3 сағат бұрын
ବାଳ ନା , ଯଦି ଖ୍ରୀଷ୍ଟିୟାନ ମାନେ ରବିବାର, ତମେ ହିନ୍ଦୁ ମାନେ ସୋମବାର ଛୁଟି ନିଅ ,ମୁସଲମାନମାନେ ମଙ୍ଗଳବାର ଛୁଟି ନେବେ ,ବୁଧବାର ବୁଦ୍ଧିଷ୍ଟମାନେ ,ଗୁରୁବାର ଜୈନମାନେ, ଶୁକ୍ରବାର ଶୀଖମାନେ ,ଶୁକ୍ରବାର ଆଦିବାସୀ ମାନେ ଏବଂ ଶନିବାର ଅନ୍ଯାନ୍ଯ ହଗରା ମୂତରା ସବୁ😂😂😂 . ଶଳା ଛୁଟିକୁ ବି ଧର୍ମ ସହିତ ଯୋଡ଼ିଲ
@koraputiadosti
@koraputiadosti 2 сағат бұрын
100% Right i agree with your comments
@Dr_GDM
@Dr_GDM 8 сағат бұрын
Sanibara and Rabibar two days chhuti karajau
@sabitriparida866
@sabitriparida866 6 сағат бұрын
Right 👍
@Rudranarayansahoo5674
@Rudranarayansahoo5674 8 сағат бұрын
Every day is working day Its very nice for health Sunday is Cristian culture
@madhabimajhi8927
@madhabimajhi8927 8 сағат бұрын
verry nice
@SankarsanSamal-d4m
@SankarsanSamal-d4m 7 сағат бұрын
Jay Jagannath
@laxmipriyakar-
@laxmipriyakar- 6 сағат бұрын
Very good decision 😊
@rajmohannayak2491
@rajmohannayak2491 9 сағат бұрын
Sunday
@shakticreation7402
@shakticreation7402 7 сағат бұрын
ବୁଧୁବାର ଛୁଟି ହଉ
@BiswanathPradhanBiswanathPradh
@BiswanathPradhanBiswanathPradh 5 сағат бұрын
Good ❤❤❤❤
@deepakmahalik6451
@deepakmahalik6451 5 сағат бұрын
ରବିବାର ସୂର୍ୟ୍ଯଙ୍କ ବାର ସମବାର ମହାଦେବଙ୍କ ବାର ମଙ୍ଗଳବାର ହନୁମାନ, ମଙ୍ଗଳା, ତାରିଣି ମାଙ୍କ ବାର ଗୁରୁବାର ଲକ୍ଷ୍ମୀଙ୍କ ବାର ଶୁକ୍ରବାର ସନ୍ତଷୀମାଙ୍କ ବାର ସନିବାର ସନି ଦେବଙ୍କ ବାର ତେଣୁ କେବଳ ବୁଧବାର କାର୍ୟ୍ଯ କରିବା ପାଇଁ ଠିକ୍ ହବ
@trilochananjeneya
@trilochananjeneya 11 сағат бұрын
ଗୁରୁବାର ଦିନ ଛୁଟି ହେବ ।
@gurucharanbarik7817
@gurucharanbarik7817 10 сағат бұрын
100%✔️
@sriyanshupadhi6627
@sriyanshupadhi6627 8 сағат бұрын
ସୋମବାର
@bkstudio1617
@bkstudio1617 6 сағат бұрын
Good News government
@bkstudio1617
@bkstudio1617 6 сағат бұрын
Good News
@bhimasenrana7208
@bhimasenrana7208 3 сағат бұрын
Sunday ବଦଳି ରେ monday ଛୁଟି ହେବା ଦରକାର ଏବଂ ସମୟାନୁ ଗତି ମୂଲ୍ୟାଙ୍କନ ହେବା ଦରକାର ସମସ୍ତ ଙ୍କ ପାଇଁ, ଖାଲି ସରକାରୀ ଲୋକଙ୍କୁ ନୁହେଁ, ସବୁ ବର୍ଗ, ସବୁ କାର୍ଯ୍ୟ ଏବଂ ସମସ୍ତ ପାଇଁ ସମାନ (one nation, one action)ଜୟ ଯବାନ, ଜୟ କିସାନ..... ଜୟ ହିନ୍ଦ 🙏
@uttambaba6800
@uttambaba6800 Сағат бұрын
Monday re samaste Amisha khaiba uchit Sunday re mandiro jiba uchit 😅
@Prasantadhal-w5n
@Prasantadhal-w5n 6 сағат бұрын
Good dicision
@pravatkumarpatra6619
@pravatkumarpatra6619 5 сағат бұрын
ରବିବାର ଛୁଟି ବନ୍ଦ ହେଲେ ଭଲ । ଦେଶରେ କିଛି କର୍ମଚାରୀମାନଙ୍କୁ ରବିବାର ଛୁଟି ଆଉ କିଛି କର୍ମଚାରୀମାନଙ୍କୁ ଇମର୍ଜେନ୍ସି ନାଆଁରେ ପ୍ରତ୍ଯେକ ଦିନ କାମକରିବାକୁ ବାଧ୍ଯ କରାଯାଉଛି । ଗୋଟିଏ ବର୍ଷ ରେ ୯୫ ରୁ ୧୦୦ ଦିନ ସରକାରୀ ଛୁଟି ରହୁଛି । ଯିଏ ଅଧିକ ୯୦-୧୦୦ ଦିନ ଡ୍ଯୁଟି କରୁଛି ତାକୁ ଦରମା ସେତିକି ହିଁ ଦିଆଯାଉଛି । ଅର୍ଥାତ୍ ବର୍ଷକୁ ୩ ମାସ ଅଧିକ ଡ୍ଯୁଟି ।
@sujitmohanty3268
@sujitmohanty3268 7 сағат бұрын
ଅଧା ବୟସରୁ ଯିବୁ
@Trd12345
@Trd12345 3 сағат бұрын
Thank you.. please implement this as we health and police staff are working on Sunday - and holidays
@anitamohanta6660
@anitamohanta6660 2 сағат бұрын
Sunday din doctor asantini apan govt hospita jai check kari nebe . Blood test ki repot diontini
@Trd12345
@Trd12345 2 сағат бұрын
@anitamohanta6660 burla - Cuttack valia medical College and DHH re asuchanti madam ...
@mittho7926
@mittho7926 6 сағат бұрын
ରବିବାର ଛୁଟି ହେଲେ, ଦେଶ ବିକଶିତ ହେବ ନାହିଁ
@damansoren3247
@damansoren3247 Сағат бұрын
Subhramanyam ପାଗଳ ହୋଇ ଯାଇଛି ।
@SMSINFOTAINMENT
@SMSINFOTAINMENT 2 минут бұрын
ହେ ହେ ହେ, ସପ୍ତାହ ରେ ଗୋଟାଏ ରବିବାର ଛୁଟି ଥାଇ 110 କୋଟି ଜନସଂଖ୍ୟା, ଶଳା 3 ଦିନ ଛୁଟି ହେଲେ ସର୍ବନାଶ।
@Dailylifeblog3110madhab
@Dailylifeblog3110madhab 8 сағат бұрын
କେବଳ ସରକାରୀ ଚାକିରିଆ ଙ୍କ ପାଇଁ ଲଗୁ କରଜାଉ ଯଦି ଛୁଟି ନେବେ ତାହେଲେ ଦରମା କଟା ଯାଉ
@bhudanmandal7314
@bhudanmandal7314 6 сағат бұрын
ଭାରତ ରେ ଯେବେ ଛୁଟି ଦିନ ସରକାର ନ ଦିଏ ତେବେ, ପ୍ରକୃତ ଦିନର ନାମ ଅର୍ଥ ଭୁଲ ହେବା ।ଚିନ୍ତା କରି ସ୍ଥିର କରନ୍ତୁ ।
@YashvardhanMahapatra
@YashvardhanMahapatra 2 сағат бұрын
School Teachers mane sabu Thaka. Paatha ta kichhi nahi, Dina 3 ta hele School ru palauchhanti
@gurucharanbarik7817
@gurucharanbarik7817 10 сағат бұрын
ଶୌଚାଳୟ ମାନଙ୍କରେ ପାଣି ବଦଳରେ ଟଇଲେଟ ପେପର ନିହାତି ଆବଶ୍ୟକ, ରବିବାର ଭଳି ଟଇଲେଟ ପେପର ମଧ୍ୟ ଇଂରେଜ ମାନଙ୍କର ପ୍ରିୟ.
@Jyoti-b5k
@Jyoti-b5k 8 сағат бұрын
ଖାଲି ବୁଧବାର ବନ୍ଦ ହେଉ 😊
@nirmalkumarbehuria6411
@nirmalkumarbehuria6411 58 минут бұрын
ଏଣୁ ଭାରତରେ ରବିବାର ପରିବର୍ତ୍ତେ ବୁଧବାର କୁ ସାପ୍ତାହିକ ଛୁଟି ଭାବେ ଘୋଷଣା କରିବା ଦରକାର
@dsamantaray6647
@dsamantaray6647 3 сағат бұрын
ସ୍ଵାଗତ ଯୋଗ୍ୟ ପଦକ୍ଷେପ...
@Gangadhar_Madala
@Gangadhar_Madala 2 сағат бұрын
ସବୁଠୁ ମଜାକଥା ହେଲା, ଭାଜପା ୨୦୧୪ ପୁର୍ବରୁ କହୁଥିଲା, ଆମେ ଆସିଲେ ପେଟ୍ରୋଲ ଶସ୍ତା ହେବ। ଆଉ ଭାଜପାର ଏକ ନେତା ଧର୍ମେନ୍ଦ୍ର ପ୍ରଧାନ ବାବୁ ପେଟ୍ରୋଲିୟମ ମନ୍ତ୍ରୀ ବି ହେଲେ। ୨୦୧୪ ପରେ ଆମେ ପୁରା ଶସ୍ତାରେ ପେଟ୍ରୋଲ ପାଉଛୁ। ଠିକ୍ ସେହିପରି ରବିବାର ଛୁଟି ହେଲେ ଆମ ସମସ୍ତଙ୍କର ଉନ୍ନତି ହିଁ ଉନ୍ନତି ହେବ। କେବଳ ଚୁତିଆମି, ଲୋକଙ୍କୁ ଭୂତେଇବା ପାଇଁ। ନବିନ ବାବୁ ୨୪ ବର୍ଷରେ "ଆପଣମାନେ ସବୁ ଖୁସି ତ‍!" କହି ଓଡ଼ିଶାକୁ ଯେମିତି ଶିକ୍ଷା, କଳ କାରଖାନା ଏବଂ କୃଷିରେ ବହୁତ ଦୟନୀୟ ଅବସ୍ଥା କରି ଥିବାରୁ ଆମ ପିଲା ଦକ୍ଷତାବିହିନ, ଆମ ଲୋକ ଦାଦନ ଏବଂ ଆଳୁ ଭଳି ଏକ ସାଧାରଣ ପରିବା ପାଇଁ ବି ମମତା ବେଗମ୍‌ଙ୍କ ଉପରେ ନିର୍ଭରଶୀଳ, ଠିକ୍ ସେହିପରି ରବିବାର ଛୁଟି ବନ୍ଦ ହେଲେ ଆମର ଉନ୍ନତି ଅବଶ୍ୟମ୍ଭାବୀ।
@rojalinparida9959
@rojalinparida9959 11 сағат бұрын
ସପ୍ତାହ ର ପ୍ରଥମ ଦିନ ରବିବାର ରେ ଛୁଟି ନ ହୋଇ ଶେଷ ଦିନ ଶନିବାର କିମ୍ବା ଶୁକ୍ରବାର ରେ ଛୁଟି କରାଯାଉ ।
@tusharacharya6656
@tusharacharya6656 12 сағат бұрын
ସପ୍ତାହ ରେ ଦୁଇ ଦିନ ଛୁଟି ଦିଆଯାଉ ବାକି 5 ଦିନ strict କାମ ନିଆଯାଉ
@satyaranjansahoo8789
@satyaranjansahoo8789 10 сағат бұрын
Impossible
@PriyaNanda-e7t
@PriyaNanda-e7t Сағат бұрын
Same i think the same😊
@udayacreations4843
@udayacreations4843 15 сағат бұрын
Nua sarkar lokanku kam karei maribaku chahuchhi
@sureshkumarmallick2596
@sureshkumarmallick2596 6 сағат бұрын
ରବିବାର ସୂର୍ଯ୍ୟନାରାୟଣ ଧର୍ମ ଦେବତାଙ୍କ ବାର, ଏହି ବାରରେ ଛୁଟି ଦିବସ ହେଇଥିବାରୁ... ଏହିଦିନ ବହୁତ ଅଧର୍ମ ହେଉଚି, ତେଣୁ ଏହି ଦିନକୁ ଚେଞ୍ଜ କରାଗଲେ ବହୁତ ଭଲ ହୁଅନ୍ତା,
@SatyaranjanSethy-u3l
@SatyaranjanSethy-u3l 7 сағат бұрын
Wed day is holiiday
@rabisankharbehera3465
@rabisankharbehera3465 14 сағат бұрын
Monday ଛୁଟି ହେଉ ଭଗବାନ, ଆଲ୍ଲା ,God ଙ୍କୁ ପୂଜା କରିବାର ଅବସର ମିଳିବ ଧାର୍ମିକ ଭାବନା ବୃଦ୍ଧି ପାଇବ
@ARCreations134
@ARCreations134 11 сағат бұрын
ଠିକ୍ କହିଛ ଭାଇ❤
@Oye_Express
@Oye_Express 11 сағат бұрын
Be-dharmi pasand karibeni 👏👏👏
@Rakeshsahu678
@Rakeshsahu678 11 сағат бұрын
Dharmik loka sabu thu andh bishwasi pakhand kusanskar re besi vishwas karanti au besi jativadi thanti jie jete dharmik se sete jativadi ucha nicha byabastha re bishwas karanti
@MohitMishra-qq4gm
@MohitMishra-qq4gm 3 сағат бұрын
ଯଦି ଦେଶ ର ପ୍ରଧାନ ମନ୍ତ୍ରୀ ୨୪*୭ କାମ କରୁଛନ୍ତି ତ ସମସ୍ତେ କାହିଁକି କରି ବେନି
@SudhasmitaDas-im3zi
@SudhasmitaDas-im3zi 6 сағат бұрын
ଇଂରେଜ ମାନେ ଖ୍ରୀଷ୍ଟିଆନ୍ ଥିଲେ ଓ ଖ୍ରୀଷ୍ଟିଆନ୍ ମାନେ ରବିବାର କୁ ପବିତ୍ର ମାନନ୍ତି ସେଥିପାଇଁ ସେମାନେ ରବିବାର କୁ ଛୁଟି ଦିନ କରିଥିଲେ ଆମ ଭାରତ ବର୍ଷ ସନାତନ ର ଭୂମି ଇଂରେଜ ଗଲା ପରେ ବି ଆମେ କାଇଁ ଆଉ ସେ ଇଂରେଜ ନିୟମ କୁ ମାନିବା
@KaranAljing
@KaranAljing 3 сағат бұрын
ରବିବାର ଚଟି ହେଲେ ହେଁ ବଲ ହେବ
@nareshbiswal8096
@nareshbiswal8096 8 сағат бұрын
Corruption is the financial decrease in india.
@sudeiraito6650
@sudeiraito6650 11 сағат бұрын
Only teacher mane hi holiday achhi but doctor au sabu department mane chuti nahi
@dauddeshmajhi3848
@dauddeshmajhi3848 16 минут бұрын
କାହାକୁ କିଛି ପ୍ରଭାବ ପଡ଼ିପାରେ, ମୋ ମତରେ ଆଦିବାସୀଙ୍କୁ (ଆମକୁ) କିଛି ପ୍ରଭାବ ପଡ଼ିବ ନାହିଁ । ଆମେ ସବୁ ଦିନ କାମ କରୁଛୁ । ବାରରେ ବାରଣ ନାହିଁ ଆମର ।
@RipalToppo
@RipalToppo 3 сағат бұрын
Ek saptah re 7 din chuti heba darkar sir...
@anadasahoo844
@anadasahoo844 15 сағат бұрын
We need weekend
@dusmantanayak9526
@dusmantanayak9526 4 сағат бұрын
ଅଲାଜୁକ system ଛି ଛି ରେ ବିଜେପି
@damodarmishra5295
@damodarmishra5295 7 сағат бұрын
monday ହେବା ଉଚିତ .ଏହାଦ୍ୱାରା ଆମେ ସ୍ୱାଭିମାନ ର ସହ ବଂଚିବା.sunday ଇଂଂରେଜ ଦ୍ୱାରା ଲାଗୁ.christian day
@AmandipLakra
@AmandipLakra 3 сағат бұрын
Kemti bhi Brahms oto ki?
@SudhamMalik-qy2nl
@SudhamMalik-qy2nl 9 сағат бұрын
Ok
@SabanTudu-i8c
@SabanTudu-i8c 8 сағат бұрын
Rabibara chuti rahu
@arupkumarjena5178
@arupkumarjena5178 6 сағат бұрын
ହଁ ସେଇ same ଦିନ ଟାରେ ଛୁଟି ହେଇ ହେଇ ବୋର୍ ଲାଗିଲାଣି । ଏବେଠୁ ବୁଧ ବାର ଟା ଛୁଟି ରଖ । ଆଉ ତାପରେ ରବିବାର ର ବି କିଛି ଇଚ୍ଛା ଅଛି କି ନାହିଁ ??? ସେ କାହିଁକି ସବୁବେଳେ compromise sacrifice କରିବ । ତାର ବି ଇଚ୍ଛା ଅଛି ତା ଦିନରେ ସ୍କୁଲ୍ ,କଲେଜ ଚାଲୁ, bank ଚାଲୁ । ସେ ବି ସ୍କୁଲ୍ କଲେଜ୍ ଛୁଆ ଙ୍କୁ ଦେଖୁ । ତେଣୁ ରବିବାର ଆଉ ଛୁଟି କର ନାହିଁ ।
@AbKaFan
@AbKaFan 3 сағат бұрын
😅😅
@Narayanabag123
@Narayanabag123 5 сағат бұрын
Bangalore re school Sunday open hue. Mu padhichi Sethi
@Supriya002
@Supriya002 4 сағат бұрын
Then why are you come odisha!? Stay there.
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН
Сестра обхитрила!
00:17
Victoria Portfolio
Рет қаралды 958 М.
It works #beatbox #tiktok
00:34
BeatboxJCOP
Рет қаралды 41 МЛН
ମେଳାରେ ରୂପାଙ୍କ ହାତ / Rupa Pin2 Khushi
21:57
Rupa,pin2,khushi express
Рет қаралды 178 М.
9 PM Headlines || 23rd January 2025 || Kanak News
2:43
Kanak News
Рет қаралды 4,5 М.
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН