Рет қаралды 94,027
Voice : Nishant
Story : Manash Padhiary
Sound Packaging : Saumitri Srikant Satya
ଡିଟେକ୍ଟିଭ ଅର୍ଜୁନ ୯୦ ଦଶକର ଜଣେ ପ୍ରାଇଭେଟ ଡିଟେକ୍ଟିଭ ଯିଏ ନିଜର ଜ୍ଞାନ, ବୁଦ୍ଧି ବଳରେ ଜଟିଳ କେସ ସବୁ ସମାଧାନ କରନ୍ତି । ଏହା ତାଙ୍କର ପ୍ରଥମ କେସ୍ । ସୀମା ନାମକ +୨ରେ ପଢୁଥିବା ଝିଅର ହତ୍ୟା ତା ଟିଉସନ ମାଷ୍ଟର ଘରେ ହୋଇ ଯାଇଛି । ଡିଟେକ୍ଟିଭ ଅର୍ଜୁନ ହତ୍ୟାକାରୀକୁ କିପରି ଧରିଛନ୍ତି, ତାହା ଏହି ରହସ୍ୟ ଓ ରୋମାଂଚରେ ଭରପୁର ଏ କାହାଣୀରେ ବର୍ଣ୍ଣିତ ହୋଇଛି ।
Follow Radio Choklate:
Facebook: / choklate104
Twitter: / radiochoklate