Рет қаралды 47,771
ଏହି କାର୍ଯ୍ୟକ୍ରମ ଆପଣଙ୍କ Television ପରଦାରେ ମଧ୍ୟ ସୋମବାରରୁ ଶନିବାର ରାତି ୮ଟା ୩୦, ସକାଳ ୯ଟା ୩୦, ଦିନ ୨ଟା ୩୦ରେ ଦେଖିପାରିବେ I
ବିଷୟବସ୍ତୁ: ରଘୁବଂଶ
ପ୍ରଥମ ଦଳ : ଗାୟିକା : ନମିତା ଦାଶ ଓ ସାଥୀ
ଦ୍ୱିତୀୟ ଦଳ :ଗାୟିକା :ଵିଜୟନୀ ହରିଚନ୍ଦନ ଓ ସାଥୀ
ବିଚାରକ :ପଣ୍ଡିତ ନିରଞ୍ଜନ ସାହୁ
ପାଲା ଏମିତି ଏକ ଲୋକ କଳା ଯେଉଁଥିରେ ପୁରାଣ କାହାଣୀ, ସଙ୍ଗୀତ, ନୃତ୍ୟ ଓ ନାଟକର ସ୍ୱାଦ ମିଶି ରହିଥାଏ I “Sidharth Bhakti” ଚ୍ୟାନେଲ୍ ର ନୂଆ କାର୍ଯ୍ୟକ୍ରମ "ଲଢେଇ ପାଲା" ରେ ଦୁଇ ପ୍ରତିପକ୍ଷ ଦଳ ମଧ୍ୟରେ ଦମଦାର ଲଢେଇରୁ ଦର୍ଶକ ଭରପୁର ମନୋରଞ୍ଜନ ପାଇଥାଆନ୍ତି I
ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ ମଧ୍ୟ ନିଜ TV ପରଦାରେ “Sidharth Bhakti” ଚ୍ୟାନେଲ୍ ସହ Sidharth TV Network ର ଆଉ ଦୁଇଟି ଚ୍ୟାନେଲ୍ “Sidharth TV” ଓ “Sidharth Gold” ଦେଖିବା ପାଇଁ ନିଜ Cable/DTH ଅପରେଟରଙ୍କୁ Call କରି ମାଗନ୍ତୁ ଏବଂ Sidharth TV Network ର ସମସ୍ତ ତିନୋଟି ଚ୍ୟାନେଲ୍ subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
--------------------------------
Subscribe us on KZbin to watch clippings & promos of our All 3 Television Channels :
👉 Sidharth Bhakti : / sidharthbhakti
👉 SidharthTV: / sidharthtv
👉 Sidharth Gold : / sidharthgold
-----------------------------------------------------------------
Enjoy & stay connected with us!
👉 Like us on Facebook: / sidharthbhaktiodia
👉 Like us on Instagram: / sidharthbhakti
-----------------------------------------------------------------
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal