Rajya Sabha MP Mamata Mohanta Joining BJP after she Resigned from BJD | Naveen Patnaik | Odia News

  Рет қаралды 271,793

News18 Odia

News18 Odia

Күн бұрын

Rajya Sabha MP Mamata Mohanta Joining BJP after she Resigned from BJD | Naveen Patnaik | Odia News
In a significant setback to the Biju Janata Dal, its MP Mamata Mahanta Wednesday resigned from the Rajya Sabha, two years before completion of her tenure. The leader from Odisha’s Mayurbhanj also resigned from the regional party, saying she was taking the “hard decision in public interest”.
#bjd #naveenpatnaik #odishapolitics #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Пікірлер: 461
@mmmadan-vt4vn
@mmmadan-vt4vn Ай бұрын
ଲୋକଙ୍କ ସେବା ନୁହେଁ, ତୋ ନିଜର ସେବା। ତୋର ଯୋଗ୍ୟତା ଥିଲା, ରାଜନୀତି କରିବାର? କେତେ ଟଙ୍କାରେ ବିକି ହେଲୁ, ତୁ କଣ ସେବା କରିବୁ, ତୋତେ ଲଜ୍ୟା ମାଡୁନି। ଯୋଉ ଥାଳିରେ ଖାଇଥିଲୁ, ସେଇ ଥାଳିରେ ହଗିଲୁ। ଛି ଛି... ଓଡିଶା ବାସୀ ଏମାନଂକୁ reject କରିବା ଦରକାର। Tara
@ranjankanhar682
@ranjankanhar682 Ай бұрын
ସେବା ନୁହ ମମତା ସୁବିଧା ଆମେ ବକା ନୁହ😂
@raghuguru8584
@raghuguru8584 Ай бұрын
ମୋଟା ଅଙ୍କର ଟଙ୍କା ପାଇଲେ ତେଣୁ ଦଳ ଛାଡ଼ିଲେ ଆଉ ସବୁ ମିଛ ମନ ଗଢା କାହାଣୀ
@prachinayak5544
@prachinayak5544 Ай бұрын
Mota paile sata katha
@arunkumarmohanty6292
@arunkumarmohanty6292 Ай бұрын
ଏହିପରି ବଡ଼ବଡ଼ିଆ ଲୋକଙ୍କ ଚରିତ୍ରକୁ ଦେଖିଲେ ଲାଗୁଚି, ଆମେ ସାଧାରଣ ମଣିଷଟିଏ ହୋଇ ବହୁତ ଭଲରେ ଅଛୁ. କେହିତ କେବେ ଆମକୁ ବେଈମାନ କହିପାରିବନି... 🤔
@KnssiuhjwhShja
@KnssiuhjwhShja Ай бұрын
L 2:25
@BasantaBisoyi-mt5oo
@BasantaBisoyi-mt5oo Ай бұрын
B
@sdintekhab3110
@sdintekhab3110 Ай бұрын
Perfect
@sibashankarparida4548
@sibashankarparida4548 Ай бұрын
ସେ ଭଲ ଫାଇଦା ର ଅଛି.. ଜିଲ୍ଲା ପରିଷଦ ରୁ ସିଧା ରାଜ୍ୟସଭା.. ତାପରେ ଏବେ ମାଲେମାଲ 😂..
@sanjuktabehera7052
@sanjuktabehera7052 Ай бұрын
ବର୍ଷା ଯୁଆଡେ ଛତା ସିଆଡେ, ଵେଇମାନୀ ମମତା ମହନ୍ତ। ଯେଉଁ ପତ୍ର ରେ ଖାଇଲେ ସେଇ ପତ୍ର ରେ ମଳତ୍ୟାଗ କଲେ।
@sushantakumarrout5229
@sushantakumarrout5229 Ай бұрын
ବିଜେଡି ପାଠ ପଢ଼ାଇବା ପରେ ବିଜେପି ରେ ଚାକିରୀ କଲେ। ଲୋଭ ରୁ ମୋହ - ଏହାପରେ କଣ ହେବ - ସମୟ କହିବ
@BDSINGH-MANISH
@BDSINGH-MANISH Ай бұрын
Right 👍
@PRAKASHTRIPATHY-hf5pz
@PRAKASHTRIPATHY-hf5pz Ай бұрын
ୟା ପରେ ଲୋଭ ରୁ ମୃତ୍ୟୁ ମାନେ POLITICAL DEATH।
@ajaymohanta8076
@ajaymohanta8076 Ай бұрын
ଏହାପରେ ପରି ସମାପ୍ତି
@ranjankanhar682
@ranjankanhar682 Ай бұрын
Good ହେବା ବି ଦରକାର
@KishorDeep-n4h
@KishorDeep-n4h Ай бұрын
ଯେଉଁ ଥାଲି ରେ ଖାଇବ ସେହି ଥାଲିରେ ଝାଡ଼ା ବସିବ, ବହୁତ ଜନ ସେବା କରୁଛ,,ଆଗରୂକାହିକି ବିଜେ ପି ରେ। ମିଶିଲ ନାହିଁ
@bhupatimahanta6023
@bhupatimahanta6023 Ай бұрын
ଭୁଲ ବୁଝା ବଣା
@prahaladanatakalakshmipur1177
@prahaladanatakalakshmipur1177 Ай бұрын
ଲୋକ ମାନଙ୍କ ସେବା ପାଇଁ ନୁହଁ କେମିତି ନିଜେ ବଡ ଲୋକ ହେବା ପାଇଁ ସ୍ବପ୍ନ
@BDSINGH-MANISH
@BDSINGH-MANISH Ай бұрын
Right 👍
@prakashsahoo336
@prakashsahoo336 Ай бұрын
ରାଜନୀତି ରେ ନୀତି ଆଦର୍ଶ ର କୌଣସି ମୂଲ୍ୟ ନାହିଁ।
@Gunda_daku
@Gunda_daku Ай бұрын
😂😂 ଫିନିସ୍
@pratapchandrasamal2396
@pratapchandrasamal2396 Ай бұрын
ଏହାକୁ ରାଜ୍ୟସଭା ଅପରେସନ ନକହି କିଣା ବିକା ଷଡ଼ଯନ୍ତ୍ର ବୋଲି କୁହ। କାଲି ଶାହା ନବୀନଙ୍କୁ ପ୍ରଶଂସା କରୁଥିଲେ ମାନେ ଆମେ ଏମିତି କିଛି ର ଅନୁମାନ କରିଥିଲୁ। ଯୋଗ୍ୟତା ନଥାଇ ଏତେ ବଡ ସୁଯୋଗ ଦେଲେ ଯାହା ହୁଏ।
@mmmadan-vt4vn
@mmmadan-vt4vn Ай бұрын
ଓଡିଶା ବିଜେପିର ଔଁକାତ ନଥିଲା ରାଜ୍ୟସଭାରେ, ମନେପକାଅ। ଓଡିଶାର ସ୍ୱାର୍ଥ ପାଇଁ ବିଜେଡି ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସଭାକୁ ପଠାଇ ଖାତା ଖୋଲେଇ ଦେଇଥିଲା। ବେଇମାନି ବିଜେପି, ଓଡିଶାର ସ୍ୱାର୍ଥ ପାଇଁ କିଛି ବି କରିବନି, ମୋଦି ଯାହା କହିବ, ସେମିତି ନାଚିବ, ଡବଲ ଇଞ୍ଜିନର ମାନେ ଏବେ ଓଡ଼ିଆବାସୀ ବୁଝନ୍ତୁ। ଆନ୍ଧ୍ର ଓ ବିହାରକୁ ତୁଳନା କରନ୍ତୁ। ଓଡିଶାକୁ ବିଜେଡି ବିକାଶର ରାସ୍ତା ଦେଖେଇ ଦେଇଛି, ବିଜେପି ସେଇ ରାସ୍ତାରେ ଯାଇ ବାହାବା ନେବ।
@ishwarbagh7788
@ishwarbagh7788 Ай бұрын
ବିଜୁ ଜନତା ଦଳ କୁ ଭାଙ୍ଗି ପାରିବେ ନାହିଁ ଏହି ଭଳିଆ ବେଏମାନି ଲୋକ ଦଳରୁ ଗୋଲେ ହଁ ଦଳ ଆହୁରି ମଜଭୂତ ହେବ।ଜୟ ନବୀନ ବାବୁ ଜୟ ।
@anandamohakuda4943
@anandamohakuda4943 Ай бұрын
Right 👍 Jay Jagannath 🙏🙏🙏
@user-zg5lh5rj5j
@user-zg5lh5rj5j Ай бұрын
Right
@kedarmajhi3663
@kedarmajhi3663 Ай бұрын
ଯେଉ ଥାଳିରେ ଖାଇଲୁ ସେଇ ଥାଳିରେ ଲାତ ମାରିଲୁ ମମତା
@SrikantKumar-xi9xz
@SrikantKumar-xi9xz Ай бұрын
ଏଠି ରାଜନୀତି ର ମାନେ ନିଜ ସ୍ଵାର୍ଥ ପାଇଁ କାହାକୁ ବିଶ୍ଵାସ କରିବ
@Gunda_daku
@Gunda_daku Ай бұрын
😂😂😂 ଫିନିସ
@sibashankarparida4548
@sibashankarparida4548 Ай бұрын
ଖାଇଗଲେ ଏମାନେ ରାଜନୀତି କୁ ଆସି... ଟଙ୍କା ହିଁ ଦରକାର ଏମାନ ଙ୍କ ର
@rajamishra2312
@rajamishra2312 Ай бұрын
ବହୁରୂପୀ ଏଣ୍ଡୁଅ, ତୁମେ ପ୍ରକୃତ ନେତ୍ରୀ, ବର୍ଷା ଯେଉଁଆଡେ ଛତା ବି ସେଆଦେ
@sibashankarparida4548
@sibashankarparida4548 Ай бұрын
ସେଭଳି ନେତ୍ରୀ ଙ୍କୁ ଦଳ ସୁଯୋଗ ଦେଇଛି.. ବେଇମାନି କରିବାକୁ
@maanandakisworicreation
@maanandakisworicreation Ай бұрын
ତୁମ ସେବା ଜଳ ଜଳ ଦେଖା ଯାଉଛି, ବିଜେପି ର ଉତ୍ତରୀୟ ର ରଙ୍ଗ କଣ ବଦଳିଗଲା କି??
@santoshjena5811
@santoshjena5811 Ай бұрын
ଏମାନେ ସବୁ ସୁବିଧା ବାଦୀ ଜୟ ନବୀନ ପଟ୍ଟନାୟକ❤❤
@lilyhati2185
@lilyhati2185 Ай бұрын
ଏହି ସମୟରେ ଵିଜିଡି India ment ସହ ମିଶି ଗଲେ ବହୁତ ଭଲ ହେବ
@user-jd8fz4pb3y
@user-jd8fz4pb3y Ай бұрын
ବେଇମାନ ମାନଙ୍କର ସ୍ଥାନ ନର୍କରେ ତୁମକୁ ଚିହ୍ନିତ କଲା କିଏ Wait , BJP go down ଭାରତୀୟ jumula ପାର୍ଟି
@Gunda_daku
@Gunda_daku Ай бұрын
😂😂😂 ଫିନିଶ
@narottamselma775
@narottamselma775 Ай бұрын
କେହି ୟାକୁ ଚିନହୀ ନ ଥିଲେ... ବିଜେଡି ଏମ ପି ହେବାର ସୁଯୋଗ ଦେଲା... ଏବେ ସେ ବିଜେପି ରେ.... ନିଶ୍ଚିତ ବଡ଼ ଡିଲ ହେଇଛି
@kaliakanhupanigrahy5351
@kaliakanhupanigrahy5351 Ай бұрын
ଆପଣ ଜଣେ ସ୍ବାର୍ଥପର ଜନସାଧାରଣଙ୍କ କେବେ ମଧ୍ଯ ସେବା କରି ପାରିବେନି
@chabisahu3950
@chabisahu3950 Ай бұрын
ଏମାନେ ପଇଶା ପାଇଁ ଆହୁରି ବହୁତ କିଛି କରିପାରିବେ
@BijoyKumarDas-rc1ss
@BijoyKumarDas-rc1ss Ай бұрын
ନିଶ୍ଚିନ୍ତ ସଂସାର ରେ ଥିବା ସମସ୍ତ ଘୃଣ୍ୟ କାମ ରେ ଏମାନେ ଗୋଟେ ମୂହୁର୍ତ୍ତ ରେ ପଇସା ପାଇଁ ସାମିଲ ହେଇ ପାରିବେ ବାହାରି ପାରିବେ
@ODISHABHAI-eq8jq
@ODISHABHAI-eq8jq Ай бұрын
ଶାସକ ଦଳ ରେ ଯିଏ ରହିବ ଅଧିକ ଧନ ସହିତ, ପେଲା ବି ଅଧିକ ମିଳିବ
@sudarsanmallick6250
@sudarsanmallick6250 Ай бұрын
ତୋ ସେବା ଜଳ ଜଳ ଦେଖା ଯଉଛିଦେଇ ମାନି ସ୍ତ୍ରୀ ଲୋକ ନାରୀ ଜାତି ପ।ଇଁ କଳଙ୍କ
@ramakantasahoo5597
@ramakantasahoo5597 Ай бұрын
ମଣିଷ ସ୍ବାର୍ଥନ୍ବେଷୀ ହେଲେ ସେ ସବୁ ଆଦର୍ଶକୁ ପଦଦଳିତ କରି ନିମ୍ନଗାମୀ ହୁଏ। ଆଜିର ଅଧିକାଂଶ ନେତାଙ୍କର ଅବସ୍ଥା ଏହିପରି । ତେଣୁ ଜନତାଙ୍କୁ ସଚେତନ ହେବାକୁ ପଡ଼ିବ।
@girijasankarsahu7763
@girijasankarsahu7763 Ай бұрын
କେତେ ଟଙ୍କାରେ ନିଜ ରାଜ୍ଯ ସଭା seat ବିକିଦେଲେ?
@PadmaRo-j3j
@PadmaRo-j3j Ай бұрын
ହାରାମି bjp ଗାଁ ଗାଁ ରେ ପଇସାଦେଇଛି ମୁଁ ଦେଖିଛି
@Chandinia-qn4hh
@Chandinia-qn4hh Ай бұрын
ଠିକି୍ କଥା କହିଛନ୍ତି ‌ଆପଣ
@Zanil-kr7ll
@Zanil-kr7ll Ай бұрын
Ama gaon re 3 lakh deithila 300 vote paine BJP loka BJP ru Paisa khaiki BJD re vote dele BJD MLA jitila
@diptisatpathy2799
@diptisatpathy2799 Ай бұрын
Chi chi laja laguni
@user-xi7jj8ci4q
@user-xi7jj8ci4q Ай бұрын
ଏଇଟା ବେଇମାନ ଗୁଣ, ସମୟ ଆସିଲେ ଜାଣିବେ
@subhransu9817
@subhransu9817 Ай бұрын
, BJD. Re kan seba Kari pari nathhantu na bikri hoigalu
@Pravasha-kumar
@Pravasha-kumar Ай бұрын
ଓଡିଶାରେ BJD ଯାହା develop କରିଦେଇ ଯାଇଛି କୋଉ ପାର୍ଟି ର ଓଉକାତ ନାହିଁ. ଓଡିଶା ଲୋକେ ଆଉ କିଛି ଦିନ ଗଲା ପରେ ଜାଣିଯିବେ...
@pravatnayak8466
@pravatnayak8466 Ай бұрын
ଏମାନେ ଖାଇବା ପାଇଁ ସବୁ କିଛି କରି ପାରିବେ। ଧନ୍ୟ ରାଜନୀତି।
@BibunaBibhuti
@BibunaBibhuti Ай бұрын
No problm of bjd.now bjd strongly in odisha joy
@kps0011
@kps0011 Ай бұрын
ବଡ଼ ଡୀଲ ହେଇଛି ନିଶ୍ଚିତ୍ ଭାବରେ
@pravatnayak8466
@pravatnayak8466 Ай бұрын
ବହୁତ କାମ କରିବା ଲୋକ,ନିଜ ଜିଲ୍ଲା ପାଇଁ କଣ କରିଛ , ଆଉ କେତେ ନିଜ ପାଇଁ ରଖିଛ ଜଣାଇଲେ ଭଲ ହୁଅନ୍ତା।
@rashmiranjanswain8868
@rashmiranjanswain8868 Ай бұрын
ମମତା ମହନ୍ତ ଗୋଟେ ଚରିତ୍ର ହିନ ନାରୀ । ଯେଉଁ ପତ୍ର ରେ ଖାଇବେ ସେଇ ପତ୍ର ରେ ଝାଡ଼ା କରିବେ । ସେ ଗୋଟେ ବେଶ୍ୟା ଠାରୁ କମ ନୁହଁନ୍ତି । ଛି ଛି ଛି ଛି......
@krupasindhusahukrupa
@krupasindhusahukrupa Ай бұрын
Amit saha ra mula tote bhala lagila.
@satyabratasamal6414
@satyabratasamal6414 Ай бұрын
ଜୀବନ ଯାକ ବହୁ ସେବା ତୁମେ କରିଛ। ତୁମ ସମ୍ପ୍ରଦାୟ ତୁମ ଭଳି ସେବିକା ପାଇଥିବାରୁ ଧନ୍ଯ ହୋଇଯାଇଛି।
@panditpratapsatapathy8543
@panditpratapsatapathy8543 Ай бұрын
ନବୀନ ବାବୁ ଙ୍କ ଅଭିଶାପ ପଡ଼ିବ ଟାଉପରେ
@liliswain1793
@liliswain1793 Ай бұрын
ତୁ ନ ର୍କ କୁ ଯିବୁ. ଲୋକ ତୋତେ ଜୋତାରେ ବାଡଉ ନାହାଁନ୍ତି
@maguninayak9923
@maguninayak9923 Ай бұрын
କିଣା ହେଲ
@ganeswarmahanta1254
@ganeswarmahanta1254 Ай бұрын
କୁଡମି ସମ୍ପ୍ରଦାୟ ପାଇଁ ମମତା ମହାନ୍ତ କ'ଣ କରିବେ,ପରେ ଜଣା ପଡିବ।st list ରେ ସାମିଲ କରିବାକୁ ସ୍ୱର ଉତ୍ତୋଳନ କରିପାରିବେ କି ନାହିଁ ତାହା ପ୍ରଶ୍ନବାଚୀ।
@mmmadan-vt4vn
@mmmadan-vt4vn Ай бұрын
ବିଜେପି ର ପ୍ରକୃତି ହିଁ ଏହା
@narendrapanda5452
@narendrapanda5452 Ай бұрын
ବି ଜେ ପି ଦଳ ଭାରତ ମାନଚିତ୍ର କୁ ଦେଖୁ ଜେ ତା ନିଜର ପାରଦ କେତେ ତଳକୁ ଖସିଗଲାଣି, ଏବେ ମିଛ ପ୍ରତିଶ୍ରୁତି ଦେଇ ଓଡ଼ିଶାରେ ପତିଆରା ଜମେଇଛି, ମିଛ ପ୍ରତିଶ୍ରୁତି କେତେ ଦିନ ତିଷ୍ଠିବ ଏଇ ଦଳ ପାଇଁ ପଶ୍ଚିମଓଡିଶାର କୋଶଳ ଆନ୍ଦୋଳନ ପତନର ମୁଖ୍ୟ ଅସ୍ତ୍ର ସାଜିବ କାରଣ ପଶ୍ଚିମ ବାସି ଏଇ ଆଶାରେ ସମସ୍ତ ଏମ ପି ଓ ଏମ ଏଲ୍ ଏ ମାନଙ୍କୁ ଜିତେଇ ଛନ୍ତି, ବର୍ତ୍ତମାନ ମିଡିଆ ମାନଙ୍କରେ ଯାହା ଖବର ବାଜୁଛି ନିକଟ ଭବିଷ୍ୟତରେ ଆନ୍ଦୋଳନ ବିଶାଳ ରୂପ ଧାରଣ କରିବାକୁ ଯାଉଛି ଯେଉଁଥିରେ ତାର ଓଡ଼ିଶା ଅପରେସନ ଧୂଳିସାତ ହେଇଯିବ, ଆଗକୁ ଦେଖିବାକୁ ରହିଲା, ବେଳହୁଁ ସାବଧାନ ହୋଇଯାଅ
@ramachandrabehera3015
@ramachandrabehera3015 Ай бұрын
ସେ ଦୁରାଚାରୀ ମହିଳା, କେତେ କୋଟି ରେ ବିକ୍ରି ହୋଇ ଥିବ,, ତୁ କି ସେବା ପାଇଲୁ ଜେ BJP ଦଳରୁ, ମିଶିଗଲୁ,,, ଆଲାଜୁକୀ
@surendranath4516
@surendranath4516 Ай бұрын
ଦି ବର୍ଷ ଛାଡିଲେ ଛଅ ବର୍ଷ ପାଇବେ, ତେଣୁ ଚାରି ବର୍ଷ ଲାଭ ହେବ ତାଙ୍କର, କାରଣ ଏବେ ସେ ରାଜ୍ୟସଭାରୁ ରିଜାଇନ ଦେଲେ, ତେଣୁ ସେଇ ସଭ୍ୟ ପାଇଁ ଆଉ ଥରେ ଭୋଟ ହେବ ଭୋଟ ହେଲେ ଆଉ ବିଜେଡିର ସଂଖ୍ୟା ନାହିଁ ତେଣୁ ବିଜେପି ଟିକେଟ ଦେବ ସେଥିପାଇଁ ପାଇଁ ଜିତିବେ, ତେଣୁ ତାଙ୍କର ଚାରିବର୍ଷ ଲାଭ ହେବ, ବିଜେପି ରେ ଆଉ ତିନି ଚାରି ଜଣ ସଭ୍ୟ ପାଇ ବିଧାୟକଙ୍କ ଭୋଟ ହେଇ ପାରିବ,
@nilambarpatra9518
@nilambarpatra9518 Ай бұрын
ଆପଣ ମାନେ ଦେଖୁ ଥିବେ BJD ରୁ BJP କୁ ଯେତକ ନେତା ଡିଆଁ ମାରିଥିଲେ ସେମାନେ BJP ଦଳରେ କି ଅବସ୍ତାରେ ଅଛନ୍ତି ଦେଖନ୍ତୁ। ସମିର ଵାଵୁ,ଆକାଶ ବାବୁ ଙ୍କୁ ଵଡ ମନ୍ତୀ ପଦ ମିଳିଗଲା କି।ଵଡ ଆଶାରେ ଥିଲେ
@sudrasanbisei3645
@sudrasanbisei3645 Ай бұрын
ମାଦମ୍ ଆପଣ ମୁଁହ ସୁଖେଇ କାହିଁକି କହୁଛନ୍ତି। ଟିକିଏ ଖୁସିରେ କହିଲେ ଭଲ ଲାଗନ୍ତା ।
@bijaykumarpattnaik3987
@bijaykumarpattnaik3987 Ай бұрын
Samaya kahiba, Mahanta kanhiki Rajya Sabha sadasyaru istafa dele,athire tankara kan swartha/BJP ra udhesya.
@meherhendloom3088
@meherhendloom3088 Ай бұрын
ବିଜେଡି ରେ ଗିହା ମିଳିଲା ନାହିଁ ସେଇଥି ପାଇଁ ଛାଡିଲା
@debendranarayandash9040
@debendranarayandash9040 Ай бұрын
ଜୟ ଜଗନ୍ନାଥ
@sudhansusekhardash9010
@sudhansusekhardash9010 Ай бұрын
BJP ର ଆଦର୍ଶ କୁ ଲୋକେ ଦେଖୁଛନ୍ତି।
@pravatnayak8466
@pravatnayak8466 Ай бұрын
BJP ର ସେବା କରିବ, ନା ଆଉ କାହାର???
@user-kt9nv9fd5j
@user-kt9nv9fd5j Ай бұрын
So long pandian will be in bjd the party will face massive debacle in future.So Naveen should sack pandian immediately to secure the party.
@parsuramsahoo7509
@parsuramsahoo7509 Ай бұрын
କେତେ ରେ ନିଲାମ ହେଲୂ ଲୋ ନବୀନ ବାବୁ ତୋ ରେଟ ବଢାଇ ଦେଲେ। 😊
@user-ss4es5se1n
@user-ss4es5se1n Ай бұрын
Seba talapatu karibu ame janiparuchu.
@user-vg5qd6zm9j
@user-vg5qd6zm9j Ай бұрын
MAMATA MOHANTA SHOULD BE TAUGHT A LESSON. SHE SHOULD BE OUT FROM MAYURBHANJ/ODISSA POLITICS BY ALL PARTIES
@DharaniDharDas-bh4ny
@DharaniDharDas-bh4ny Ай бұрын
ଏମାନେ ପଇସା ପାଇଁ ଆହୁରି ବହୁତ କିଛି କରିପାରିବେ 🙏🙏🙏👍👍👍🌄🌄🌅🌅💯💯💯🌹🌹🌹🇮🇳🇮🇳🇮🇳❤️❤️❤️🚩🚩🚩
@dillipkumarjena7652
@dillipkumarjena7652 Ай бұрын
ତାଢ଼ିବୁ ସେବା ନାଁ ଫେବା କରିବୁ ପଇସା ଲୋଭ ଛୋଟ ମୁଣ୍ଡ ଉପରକୁ ଗଲେ ଲୋଭ
@diptisatpathy2799
@diptisatpathy2799 Ай бұрын
Bjp bahut chalbaj
@tusharmohanta-c2p
@tusharmohanta-c2p Ай бұрын
Badhia didi
@user-kt9nv9fd5j
@user-kt9nv9fd5j Ай бұрын
I think news 18 is bjd tv.
@parthasarathi942
@parthasarathi942 Ай бұрын
I'm sure otv n Argus bjp media house 😂
@BeheraFakircharan
@BeheraFakircharan Ай бұрын
Seba karibaku dala darkar na kana na dalara tnka darkar kete tanka paila kahideuna
@biswanathnaik2624
@biswanathnaik2624 Ай бұрын
ବିଜେଡିର ଭବିଷ୍ୟତ ଆଉ ନାହିଁ, ତେଣୁ ସେମାନେ ନିଜର ଭବିଷ୍ୟତ କଥା ଚିନ୍ତା କରୁଛନ୍ତି।ଏଥିରେ ବାଉଳି ହେବା କିଛି ଆବଶ୍ୟକ ନାହିଁ।
@Dibyanshi20
@Dibyanshi20 Ай бұрын
ବେଇମାନ
@baralsubash7787
@baralsubash7787 Ай бұрын
Big deal between Manta and BJP.
@Reenabehera0
@Reenabehera0 Ай бұрын
Mamata didi nku pachila kadali bhala lagila nahi Jay jagannath 🙏🏻
@gandhiswain7798
@gandhiswain7798 Ай бұрын
ମା ଛାତି ରେ ଚାଲି ଶିଖି ଯିଏ ବଡ ହୋଇଛି ଆଜି ତା ମାଆ କୁ ଅନାଦର | ଏଠି ପିଲା ର ଦୋଷ ନା ମାଆ ର ଦୋଷ | ଭଲ ପଦପଦବୀ ତୁମ ପୁର୍ବ ଜନ୍ମ ର ପାରାବ୍ଧ | ବାପା ପରିଚୟ ପୁଅ ମା ପରିଚୟ ଝିଅ |
@qxztr
@qxztr Ай бұрын
ବିଜେପି ସବୁ କିଣିନେବାକୁ ଚାହୁଁଛି, ଏହା କଣ ସମ୍ଭବ। ବିଜେପି ମଧ୍ଯ ସ୍ଥାୟୀ ସରକାର ନୁହେଁ, ଭରତବାସୀ ଏତେ ବୋକା ନୁହେଁ। ସେତେବେଳେ ବଡ ବଡମାନେ ତ ଖସିଯିବେ, ଏ ତଳିଆ ବିଜେପି ଚାମଚାମାନେ କାନ୍ଦୁଥିବେ।
@soumyashreebiswalsaina3065
@soumyashreebiswalsaina3065 Ай бұрын
ଟଙ୍କା ଲୋଭରେ ଇଏ ବିକ୍ରି ହୋଇଗଲା
@SubhashNayak-ld2pf
@SubhashNayak-ld2pf Ай бұрын
ମଣିଷର ଆୟୁଷ ଯେତେବେଳେ ସରିସରି ଆସେ ସେତେବେଳେ ଲୋଭ ବି ବଢ଼ି ବଢ଼ି ଯାଏ ଯେତେବେଳେ ବିଜେଡି ମୁଖ୍ୟମନ୍ତ୍ରୀ ଥିଲେ ସେ ବିଜେଡି ରେ କାମକରୁଥିଲେ ଏବେ ବିଜେପି ମୁଖ୍ୟମନ୍ତ୍ରୀ ହେଲେ ତେଣୁ ମମତା ମହନ୍ତ ବିଜେପି କୁ ଆସିଲେ ଯେତେବେଳେ କଂଗ୍ରେସ ଆସିବ ସେ କଂଗ୍ରେସ କୁ ପଳେଇଆସିବେ ଏଥିରେ ଜନ ସେବା କିଛି ସେବେ କରିବା ପାଇଁ ନୁହେଁ ବରଂ ନିଜର ଧନ ବଢେଇବା ପାଇଁ ଦଳ ପରିବର୍ତନ କରୁଛନ୍ତି ମମତା ମହନ୍ତ ମରଣ କାଳେ ବିପରୀତ ବୁଦ୍ଧି
@angelpari7436
@angelpari7436 Ай бұрын
Tame,Mane loka,seba,କରିବାକୁ,ଆସିଛନା,କେବଳ,ପଇସା,ଖାଇବାକୁ,ଆସିଛ,
@gourangapattanayak
@gourangapattanayak Ай бұрын
ପ୍ରଥମେ ପାଣ୍ତିଆନକୁ ରିମଟ ଚିପ ନବିନ ନୀବାସରେ ବିଜେଡି ନେତା ତୁମ ମାନେ ନବୀନ ବାବୁଙ୍କୁ କୁହ
@bamadebajena5968
@bamadebajena5968 Ай бұрын
ଜୟ ଶ୍ରୀରାମ
@kshyamanidhisahoo1248
@kshyamanidhisahoo1248 Ай бұрын
Amne nijapani jauchanti lokanka Pani nunhe
@user-iy3yf9qx7m
@user-iy3yf9qx7m Ай бұрын
ବାଳ ସେବା କରିବେ ଲୋକଙ୍କ verdict କୁ ଗୋଇଠା ମାରିଲେ ଆଉ ବାଳ ଭୋଟ ମିଳିବ 😂
@gourangapattanayak
@gourangapattanayak Ай бұрын
ପାଣ୍ତିଆନ ପଇସା ପକେଇ ଦଳକୁ ଵିକିଦେଵ ଏଣୁ ବିଜୟ ମହାପାତ୍ର ଙ୍କୁ ଆଣ ଦଳ ଦାଈତ୍ୟ ଦିଅ ନହେଲେ ଦଳ ଭାଙ୍ଗିଦେ ଦଳରେ ଭଲନେଟେ ଦରକାର
@LalmohanBari-uk4cq
@LalmohanBari-uk4cq Ай бұрын
ମୋତେ ଲାଗୁନି ଲୋକଙ୍କ ପାଇଁ ନୁହେଁ ମାତ୍ର ଟଙ୍କା ପାଇଁ କାମ କରୁଛନ୍ତି, ଆଗକୁ ଦେଖ ତାଙ୍କର ବେଳ,,,,,
@Fighter_is_live
@Fighter_is_live Ай бұрын
ଶିଖ୍ୟାଗତଯୋଗ୍ୟତା କମଥିବାରୁ ଇସ୍ତ୍ରଵା ଦେଇଛି
@gourangapattanayak
@gourangapattanayak Ай бұрын
ତୁ ହେଉଛୁ ସ୍ୱଥପର ତୋଜିଵନ ରେ ଜିତିପାରି ଵୁନୀ
@shivaniprasadtudu3922
@shivaniprasadtudu3922 Ай бұрын
ସ୍ୱାଧୀନତା ପୂର୍ବରୁ ଇଂରେଜ ମାନେ ଦେଶକୁ ଲୁଟୁଥିଲେ ଏବେ ରାଜନେତା ମାନେ ଦେଶକୁ ଲୁଟୁଛନ୍ତି, ଲୋକଙ୍କୁ ସେବା କରିବା ନାଁ ରେ ସେମାନେ କୋଟି କୋଟି ଟଙ୍କା ର ମାଲିକ 😮😮😮
@duryadhanmahanta8441
@duryadhanmahanta8441 Ай бұрын
ପଣ୍ଡିଆନ କେବେ ମିଶିବ ଦେଖିବା
@Economics365
@Economics365 Ай бұрын
Never
@ranjankanhar682
@ranjankanhar682 Ай бұрын
ଯୁଆଡେ ମଉକା ମିଳିବ ସେ ସିଆଡେ ଯିବ ମମତା
@benudharsahoo11
@benudharsahoo11 Ай бұрын
Tanku prem mililanai.
@ShivKumar-mz8ug
@ShivKumar-mz8ug Ай бұрын
Good Mam Good ଚିନ୍ତାଧାରା. କିନ୍ତୁ ବହୁତ ଖରାପ ଲାଗିଲା. କାହିଁକି ନାଁ ଯିଏ ନିଜ ଘର ର ହୋଇ ପାରିଲା ନାହିଁ ସିଏ ଆଉ କାହାର ହବ. Sorry sorry mam
@SangramMoharana-bz2ev
@SangramMoharana-bz2ev Ай бұрын
ହଉ ଯାଅ ଆର ପାଞ୍ଚ ବର୍ଷ ପରେ ଦେଖା ଜଉ କଣ ହେଉଛି
@dingarkumbhar2024
@dingarkumbhar2024 Ай бұрын
ଆଗକୁ ମାନ୍ୟବର ରାଜ୍ଯ ସଭା ସାଂସଦ ନିରଞ୍ଜନ ବିଶି ବିଜେଡି ଛାଡି ବିଜେପିକୁ ଯିବେକି ???
@himanshuparida7011
@himanshuparida7011 Ай бұрын
ଏମାନେ ଓଡିଶାର ଜନସାଧାରଣଙ୍କୁ ମୂର୍ଖ ଭାବୁଛନ୍ତି.
@pitabashpadhy329
@pitabashpadhy329 Ай бұрын
ଏବେ ଅନାବଶ୍ଯକ ହେଇଗଲା। ନିର୍ଲଜ୍ଜ ଏତେ କୃତଘ୍ନତା ଇତିହାସ କ୍ଷମା ଦବନି। ତୁମେ କଣ ଲୋକଙ୍କଦ୍ବାରା ନିର୍ବାଚନ ହେଇଥିଲ?? ଦଳକୁ ନେତାଙ୍କୁ ଧୋକା ଦେଲ?? ଦିନେ ପସ୍ତାଇବ ଅନୁତାପ କରିବ??
@satyajitbarik2416
@satyajitbarik2416 Ай бұрын
Sunantu madam seba Kariba lagi rajaniti darakar nahi ki dala chhadiba darakar nahi mate laguchhi apanankara Anya kichhi udesya achhi
@babajeesamal6821
@babajeesamal6821 Ай бұрын
ମନମୋହନ୍ ନିର୍ବାଚନ ରେ ଟିକେଟ ବିକି ବହୁତ ଚୋରି କରିଛି ସେଥିରୁ ପୁଳାଏ ଦେଇ ଦେଲା। ମୋଦି ଗୋମାଂସ ବିକି ବହୁତ୍ ମାରିଛି,22 କମ୍ପାନୀ ର ପାଟନର ହୋଇ ବହୁତ ଗାଣ୍ଡି ମାରିଛି ସେ ମଧ୍ୟ ପୁଳା ଦେଲା ତେଣୁ ସେ କାଙ୍ଗାଳୁଣି ଦଳ ଛାଡିେଲ। ଵିଜୁ ଜନତାଦଳ ଗୋଟିଏ ନେତା ତିଆରି କରିବା ମେସିନ । ଜଣେ କା କାଙ୍ଗାଳ ଗଲେ ଶହେ ସୁସ୍ଥ ନେତା ତିଆରିକରିବ । ଓ ଆଗାମୀ ଦିନରେ ମୋଦି ଚୋରକୁ ଗିରଫ ଡରିରେ ସହାୟକ ହେବ।
@rakeshbibhu
@rakeshbibhu Ай бұрын
This time no vote for her from Mayurbhanj
@debasishmohanty5614
@debasishmohanty5614 Ай бұрын
କେତେ ଟଙ୍କା ରେ ବିକ୍ରି ହେଲ
@manojmohanty9477
@manojmohanty9477 Ай бұрын
ଆଉ କିଛି ଦିନ ଗଲେ ଦେହ ବିକ୍ରି କରିବାକୁ ପଛେଇବ ନାହିଁ।
@abhijitbala2247
@abhijitbala2247 Ай бұрын
Everything depends on money and power
@Mediatictapan
@Mediatictapan Ай бұрын
ମିଛ‌ କହିବାକୁ ‌ଲାଜ ନାହିଁ ସ୍ବାମୀ ର ଦେ‌ହ ଖରାପ ହେଲେ ଅନ୍ୟ ‌ ସ୍ବାମୀ ପାଖରେ ଶୋଇବା ପାଇଁ ପଳେଇବ ମମତା ମହନ୍ତ
@saraswatisahoo5171
@saraswatisahoo5171 Ай бұрын
ୟାର ସ୍ୱାର୍ଥ ‌ଓ ମୋଟା ଅଙ୍କ ମିଳି ଥିବ ।ସେବା ମିଛ ସ୍ୱାର୍ଥ ଆଗ ଦରକାର ।
@ranjankanhar682
@ranjankanhar682 Ай бұрын
ମାଡ଼ି ଚାଲ୍ ମମତା ମଉକା ଅଛି 😂
У ГОРДЕЯ ПОЖАР в ОФИСЕ!
01:01
Дима Гордей
Рет қаралды 7 МЛН
❌Разве такое возможно? #story
01:00
Кэри Найс
Рет қаралды 6 МЛН
Люблю детей 💕💕💕🥰 #aminkavitaminka #aminokka #miminka #дети
00:24
Аминка Витаминка
Рет қаралды 1,3 МЛН
طردت النملة من المنزل😡 ماذا فعل؟🥲
00:25
Cool Tool SHORTS Arabic
Рет қаралды 33 МЛН
Odisha CM Launches CM-KISAN // Prince Hisahito Turns 18
22:00
OdiaTechBulletin
Рет қаралды 86 М.
BJP Ignore leaders who betrayed BJD
3:38
Sunstar TV
Рет қаралды 85 М.
У ГОРДЕЯ ПОЖАР в ОФИСЕ!
01:01
Дима Гордей
Рет қаралды 7 МЛН