No video

ରତ୍ନ ଭଣ୍ଡାରରେ ଅଛି ଶତାଧିକ କଳିଙ୍ଗ ହୀରା !|Exclusive Interview With

  Рет қаралды 147,683

Odisha Reporter

Odisha Reporter

Күн бұрын

କଣ କଣ ରହିଛି ରତ୍ନ ଭଣ୍ଡାରରେ। ରତ୍ନ ଭଣ୍ଡାରରେ ରହିଛି କେତେ ଖଣ୍ଡ କଳିଙ୍ଗ ହୀରା, କେଉଁ ରାଜାଙ୍କ ମୁକୁଟ ଅଛି, କେତେ ସୁନା ଗହଣା ଅଛି, ହୀରା ଲୀଳା ମୋତି ମାଣିକରେ ଭରି ରହିଛି କି ବାକ୍ସ ସବୁ ? କାହିଁକି ରାଜା ମହାରାଜା ମାନେ ନିଜ ରାଜ ଉଆସରେ ରାଜ୍ୟ ଜୟ ପରେ ଆଣିଥିବା ନିଜ ଧନ ସମ୍ପତ୍ତି ନ ରଖି ମନ୍ଦିରରେ ରଖୁଥିଲେ ? ଆଉ ରାଜାମାନେ କେମିତି ସବୁକିଛି ତ୍ୟାଗ କରି ରତ୍ନ ଭଣ୍ଡାର ଏବଂ ଜଗନ୍ନାଥ ମନ୍ଦିର ସୁରକ୍ଷା କରିଛନ୍ତି। ଏ ସମ୍ପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ଗବେଷକ ସୁରେନ୍ଦ୍ର ମିଶ୍ର।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #RatnaBhandar #Srimandir #Puri #jayjagannath #SurendrMishra #odisha #news #odisharepoter

Пікірлер: 168
@littlequeenrakhi
@littlequeenrakhi Ай бұрын
ଏହା ଆମ ଓଡିଆ ଲୋକ ମାନେ ଥର ଟିଏ ଦେଖ ଓଡ଼ିଆ କଣ ଜାଣି ପାରିବେ
@dillipkumarsahoo1133
@dillipkumarsahoo1133 Ай бұрын
ସତ ରେ ବହୁତ ଦିନ ପରେ ଏହି କଳିଙ୍ଗ ଓ ଓଡ଼ିଆ ଜାତିର ପୂର୍ଣ୍ଣ ସତ୍ୟତା ଶୁଣି ବାକୁ ମିଳିଲା 🙏 ଯୁଗେ ଯୁଗେ ପ୍ରଭୁ ଜଗନ୍ନାଥଙ୍କ ଜୟ ଗାନ ହେଉ 🙏 ଆନନ୍ଦେ ଏକ ବାର ହରି ବୋଲ 🙏 ଜୟ ଜଗନ୍ନାଥ 🙏🛕
@sujitmahanand624
@sujitmahanand624 Ай бұрын
22 : 00 ବହୁତ୍ ହୃଦୟ ଛୁଆଁ ଥିଲା। ସାର୍ ଙ୍କ ଆଖି ରୁ ଲୁହ ଆସଗଲା। ଆମେ ଗର୍ବ କରିବା କଥା , ମହାନ୍ ରାଜା ଗଜପତି ଓଡ଼ିଶାର ରାଜା ଥିଲେ। ପୃଥିବୀ ରେ ଏମିତି ରାଜା ନଥିବେ। ସତରେ ନିଜ ରାଜ୍ୟ, ମାଟି ପାଇଁ ଏପରି କରି ଥିଲେ,।
@SARASWATIPANDA-ty9jf
@SARASWATIPANDA-ty9jf Ай бұрын
ଶତ କୋଟି ପ୍ରଣାମ ଗଜପତି ଙ୍କ ବଂଶଜ ମାନଙ୍କର ଏହି ମହାନ୍ , ଛାତି ବିଦାରକ ଅବଦାନ କୁ ' ଓଡ଼ିଆ ଜାତିର ପାଦତଳେ ଶହେ କୋଟି ପ୍ରଣାମ । ମୁଁ ଆଜି ଗର୍ବିତ ଓଡ଼ିଶାରେ ଜନ୍ମ ନେଇ ଥିବାରୁ,ବନ୍ଦେ ଉତ୍କଳ ଜନନୀ ଜୟଜଗନ୍ନାଥ'
@SARASWATIPANDA-ty9jf
@SARASWATIPANDA-ty9jf Ай бұрын
ଏହି ମହାନ୍ ଦାନ --- ମୋଝିଅ ଭଉଣୀ ଠାରୁ ବି ମୋ ଠାକୁର ବଡ. . . . . . . ହେ ମହାତ୍ମା ଆଉ ଭାଷା ନାହିଁ ବନ୍ଦନା କରିବାକୁ ଖାଲି ଲୁହ ଆସୁଛି ଏଇ କଥାରେ, ମହାନ୍ ଜାତିର ପାଦତଳେ ପ୍ରଣାମ
@KALINGAPUTRA13
@KALINGAPUTRA13 Ай бұрын
ମୋ ସବୁ ଓଡ଼ିଆ ଭାଇ ଓ ଭଉଣୀ ମାନେ ନିଜ କୁ ଓଡ଼ିଆ ଭାବେ ଆହୁରି ଗର୍ବ କରିବେ ଯଦି ଥରେ ଏଇ ମହାଶୟ ଙ୍କ କଥା କୁ ହୃଦୟଙ୍ଗମ କରିବେ...ଆମେ ଓଡ଼ିଆ ଆମ ଇତିହାସ ସବୁଠୁ ବଢିଆ...
@User-viwer1988Bijay
@User-viwer1988Bijay Ай бұрын
ବହୁତ୍ ବଡ଼ ସୂଚନା, ଏହା ଜାଣିବା ପରେ ଓଡ଼ିଆ ଓ ଓଡ଼ିଆ ଜାତି ଗର୍ବିତ ଅନୁଭବ କରିବେ, କେଉ କେଊ ଗଡ ଜିତି ଥିଲେ ସେ ବିଷୟରେ ଜାଣିବା କୁ ବହୁ ଓଡ଼ିଆ ଓଡିଶା ବାସୀ ଆଗ୍ରହ ପ୍ରକାଶ କରୁଥିବେ
@manaswinisahoo6357
@manaswinisahoo6357 Ай бұрын
ଆପଣଙ୍କୁ ଶତ ଶତ ପ୍ରଣାମ ଏବଂ ଧନ୍ୟବାଦ। ଅତୀତ ଗାରିମା ଏବଂ ତ୍ୟାଗରେ ଉଦବୁଦ୍ଧ ଏହି ଜାତିର ଅସ୍ମିତା ସଦା ଜାଜ୍ଜ୍ୱଲ୍ୟମାନ ରହିଥାଉ
@tikinamahapatra723
@tikinamahapatra723 Ай бұрын
ହେପ୍ରଭୁ ତୋତେ ହିଁ ତୁହି ରକ୍ଷା କର ମୁଁ ଛାର ମନୁଷ୍ୟ ମାତର
@kamalakantapanda8822
@kamalakantapanda8822 Ай бұрын
ସାମ୍ବାଦିକ ବାବୁ ତମ ମୁହଁ ସମସ୍ତେ ଦେଖିଛନ୍ତି, ତେଣୁ ଅପର ପକ୍ଷ କୁ ଶୁଣିଲା, ଗପିଲା ବେଳେ ଦୟାକରି ଅପର ପକ୍ଷ ର ମୁହଁ କୁ ଅନାଇ କଥା ହେଲେ ଭଲ ଲାଗିବ. ଆଉ ସିଧା କ୍ୟାମେରା କୁ ଅନାଇ ରହିଲେ ଭଲ ଲାଗୁନାହିଁ, ଏଥି ପ୍ରତି ଧ୍ୟାନ ଦେବା ଜରୁରୀ. ନଂ ଚେତ ଓଟିଭି ରୁ ପଳାନ୍ତୁ.
@basudevparida265
@basudevparida265 Ай бұрын
❤❤❤❤
@pradeepmishra4601
@pradeepmishra4601 Ай бұрын
Camera ku chahile natural laguni...kebe video banei sikhiba
@ranjitonenonly
@ranjitonenonly Ай бұрын
Sei reporter ta sabu bele semti. Jete bele b katha hue semti camera ade anei thiba. Semti hele real conversation bhalia laguni
@ashishashishmalik7475
@ashishashishmalik7475 Ай бұрын
ଇଏବା ଗୋଦି ମିଡିଆ😡🤣🤣🤣👨‍💻👨‍💻🤣
@dwarikaprasad2047
@dwarikaprasad2047 Ай бұрын
Ye repoter kebe change hebani sabubele khali camera ku aneithiba
@tikinamahapatra723
@tikinamahapatra723 Ай бұрын
ଆଜ୍ଞା ବର୍ତ୍ତମାନ କଳି ଏଠି ବି କିଛି କଳାପାହାଡ଼ ଅଛନ୍ତି ପ୍ରଭୁ ଜଗନ୍ନାଥହିଁ ଭରଷା
@ratnakarswain1311
@ratnakarswain1311 Ай бұрын
ଓଡ଼ିଆ ଜାତିର କି ଭାବ କି ଭକତି କି ସଚ୍ଚୋଟତା ଶୁଣିଲେ ଗର୍ବ ଲାଗୁଚି ବା ବା ରେ ଓଡ଼ିଆ ଜାତି ବା ବା ରେ ଗଜପତି ମଉଡ଼ ମଣି ବା ବା ରେ ମୋ ଜାଗା ବଳିଆ ଗର୍ବଲାଗୁ ଛି ମୁଁ ଓଡ଼ିଆ ସବୁଠୁ ସୁନ୍ଦର ମୋ ଜାଗା ବଳିଆ,,,,,,,,,,,,,,,,,,,,,,,,,,, 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
@ranjeetpradhan5380
@ranjeetpradhan5380 Ай бұрын
ଖୁବ ଭଲ ଲାଗିଲା ଆମ ଇତିହାସ ଶୁଣି। ପୂଜ୍ୟ ମିଶ୍ର ମହୋଦୟଙ୍କୁ ସାଦର ପ୍ରଣାମ। ଜୟ ଜୟ ଶ୍ରୀ ଜଗନ୍ନାଥ🙏
@loveforvillage4208
@loveforvillage4208 Ай бұрын
ଯେଉଁମାନେ ଏଠି ଭାଇଚାରା ର କଥା ଉଠେଇବ ଥରେ ୟେ ସବୁ ବିଷୟରେ ଜାଣିଥଅ
@SDsikhyastory
@SDsikhyastory Ай бұрын
ତମଠୁ କିଛି ଶିଖିବାର ଅଛି ଏବଂ ଓଡିଶା ରିପୋର୍ଟର କୁ ଧନ୍ୟବାଦ ଭାଇ
@kp-gn8gf
@kp-gn8gf Ай бұрын
ଅତି ସୁନ୍ଦର ହୃଦୟସ୍ପର୍ଶୀ ଐତିହାସିକ ପ୍ରଥମ ଥର ଇତିହାସ ବିଷୟରେ ହୃଦୟ ଜିଜ୍ଞାସା
@swarnalatabehera8905
@swarnalatabehera8905 Ай бұрын
ସାର୍ ବହୁତ ଭଲ ଲୋକ ଏବଂ ଗବେଷକ ତାଙ୍କର ଐତିହ୍ୟ ଓଡିଶା କୋଣାର୍କ ଵିଷୟରେ ଗବେଷଣା କରୁଛନ୍ତି
@user-dz1ys9oq7j
@user-dz1ys9oq7j Ай бұрын
ବହୁତ ଭଲ ଲାଗିଲା ଜଗନ୍ନାଥ ଙ୍କ କଥା ଶୁଣି ଜୟ ଜଗନ୍ନାଥ 🙏🙏
@ramakrushnadalai2497
@ramakrushnadalai2497 Ай бұрын
Both Rabi Narayana Mishra and Surendra Mishra has valuable word regarding Lord Jagannath.I salute both of them.
@sadhuprasadbehera5588
@sadhuprasadbehera5588 Ай бұрын
ବହୁତ ସୁ ସମ୍ବାଦ ପ୍ରକାଶ କରାଯାଇଛି , ଧନ୍ୟବାଦ ଓ ବହୁ ନମସ୍କାର ମହୋଦୟ ଙ୍କୁ 🙏🙏
@user-nc4qn1ql2j
@user-nc4qn1ql2j Ай бұрын
Nua Katha sunilu,Heart touching thila
@puspalatajena3470
@puspalatajena3470 Ай бұрын
ମହାନ୍ ତ୍ଯାଗ ଓବଳିଦାନ ସମ୍ବନ୍ଧିତ ଗଭୀର ତତ୍ତ୍ବ ଆଜି ସାର୍ ଙ୍କ ଠାରୁ ଶୁଣି ଆଶ୍ଚର୍ଯ୍ଯ ଲାଗୁଛି।ହୃଦୟରୁ ପ୍ରଣାମ 🙏
@jagannathsevak1128
@jagannathsevak1128 Ай бұрын
The heart wrenching history mentioned by Dr Surendra Mishra is actually humiliating.. this was during the period of purushottama deva in which the rajput general keso das maru under Mughal emperor Jahangir made this humiliating treaty with the king of khurda. Our gajapatis have sacrificed a lot for mahaprabhu Sri Jagannath and his cultural heritage Jay Jagannath 🙏🙏
@PramodKumarPradhan-mw8vp
@PramodKumarPradhan-mw8vp Ай бұрын
ଭା,ଜ,ପା ସରକାରଙ୍କୁ କୋଟି,କୋଟି ପ୍ରଣାମ ଏଥିପାଇଁ ରତ୍ନ ଭଣ୍ଡାର ବିସୟରେ ଓଡିଶା ବାସି ଅଗ୍ୟାତଂ ଥିଲେ ତାହା ଆଜି ଲୋକଲୋ ଚନକୁ ଆସିବାକୁ ଯାଉଛି ଆମେ ଓଡିଆ ଆଜି ଗର୍ବିତ ଆମକଳାଠାକୁରଙ୍କ ଅମାପ ଧନ ରତ୍ନ ଅଛି ଏହାକୁ ବି,ଜେ,ଡି,ସରକାର ଲୁଚାଇ ରଖିଥିଲା ସେଥିପାଇଁ ଭଣ୍ଡାର ଖୋଲୁନଥିଲା ଆଜିପର୍ଯନ୍ତ କଳା ଠାକୁର ଉପଯୁକ୍ତ ସାସ୍ତିଦେଇଛନ୍ତି
@chittaranjanrath3088
@chittaranjanrath3088 Ай бұрын
ଧନ୍ୟବାଦ ମିଶ୍ର ସାର୍
@JitendraKumarNayak-ov2gl
@JitendraKumarNayak-ov2gl Ай бұрын
ଓଁ ନମଃ ଶିବାୟ
@user-dz1ys9oq7j
@user-dz1ys9oq7j Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏
@bishnupriyasrichandan6671
@bishnupriyasrichandan6671 Ай бұрын
ଆପଣଙ୍କ କଥା ଶୁଣି ଏବେ ମଧ୍ୟ ଆଖିରୁ ଲୁହ ଝରି ଯାଉଛି। ଵହତ ତଥ୍ୟ ଆମେ ଜାଣି ପାରିଲୁ। ବହୁ ଧନ୍ୟବାଦ ଜଣାଉଛି।
@adityananda1218
@adityananda1218 Ай бұрын
Jay jagannath 🙏🙏 Alochona bahut sundar lagila 🙏🙏
@jaydevnathsharma4425
@jaydevnathsharma4425 Ай бұрын
Jay Jagannath sir,very crucial information
@prasantabehura9071
@prasantabehura9071 Ай бұрын
🙏ଜୟ ଜଗନ୍ନାଥ ମହାପ୍ରଭୁ ମଣିମା 🙏ଆମେ ଓଡ଼ିଆ କେତେ ମହାନ ମହାପ୍ରଭୁ ଙ୍କ ସନ୍ତାନ
@Soumyamishra211
@Soumyamishra211 Ай бұрын
Jay jagannath
@LokanathaSuar
@LokanathaSuar Ай бұрын
ଜୟ ଜଗନ୍ନାଥ 🙏
@Flexify007
@Flexify007 Ай бұрын
Jai Jagannath...
@user-ii4gk2bs1e
@user-ii4gk2bs1e Ай бұрын
ମହାଶୟ 🙏🏻🙏🏻ରତ୍ନ ଭଣ୍ଡାର ଆଉ ଥାଇ ପରେ ଵା ସୁଡ଼ଙ୍ଗ ଥିବ କାରଣ ମହାପ୍ରଭୁ ବାମ୍ବର ବାରମ୍ବାର ପୁରୀରୁ ବାହାରକୁ ଯାଇଛନ୍ତି 🙏🏻🙏🏻
@taptimayeepandamishra222
@taptimayeepandamishra222 Ай бұрын
ଜୟ ଶ୍ରୀ ଜଗନ୍ନାଥ ମଣିମା ମୋର ହେ,,,🙏🙏🌹🌹
@debidattaray6646
@debidattaray6646 Ай бұрын
How many movies can be made on Odisha's history, but we copy outside movie
@ranjeetpradhan5380
@ranjeetpradhan5380 Ай бұрын
ରିପୋର୍ଟର ଭାଇଙ୍କ ଭାବନା ବିହୀନ ଅଙ୍ଗଭଙ୍ଗୀ ଆଉ ଧାନ ଉସୁଆଁ ହାଣ୍ଡି ଭଳି ମୁଖଭଙ୍ଗୀ କେମିତି ଅଡ଼ୁଆ ଅଡ଼ୁଆ ଲାଗିଲା।
@NarendraNayak-yq6pu
@NarendraNayak-yq6pu Ай бұрын
Jay shree jagannath 🌷🌷🙏🙏
@pradipsa3355
@pradipsa3355 Ай бұрын
Jaya jagannath 🙏🙏
@NareshMuduli-ec8qn
@NareshMuduli-ec8qn Ай бұрын
Jay Jagannath
@basantarout9538
@basantarout9538 Ай бұрын
ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏
@user-po8sq5sp9k
@user-po8sq5sp9k Ай бұрын
Surendra babu apananku thanks
@manaswinisahoo6357
@manaswinisahoo6357 Ай бұрын
ଚମତ୍କାର ବର୍ଣ୍ଣନ । ଇତିହାସର ଏମନ୍ତ ଜୀବନ୍ତ ଦର୍ଶନ, ମୁଁ କାହିଁ କେବେ ମଧ୍ୟ ଶୁଣିନଥିଲି
@SujitKumarbhom
@SujitKumarbhom 29 күн бұрын
Jay Jagannath Jay odisha
@user-qw4ot2bz2r
@user-qw4ot2bz2r Ай бұрын
Jay Shri Jagannath ji
@SibaRauta-ll6yl
@SibaRauta-ll6yl Ай бұрын
Mu mana dhyana deiki sunuchi. Jai jagannath
@sabitapadhi6433
@sabitapadhi6433 Ай бұрын
Sirnka katha thik
@maniramsabar4263
@maniramsabar4263 Ай бұрын
ଜୟ ଜଗନ୍ନାଥ 🎉
@geetanjalidutta2933
@geetanjalidutta2933 Ай бұрын
Nice description. Thank you so much
@sunilbhutia4728
@sunilbhutia4728 Ай бұрын
I am proud of you Baba❤
@birakishoresahoo3080
@birakishoresahoo3080 Ай бұрын
Sir pranam.Gabesak mahasaya thik kahuchhanti.Ganati manati hoi sarkar kebala record rakhantu.Disclose nakari kebala discrepancy if any may be disclosed n action be taken.
@jogendrasahoo3709
@jogendrasahoo3709 Ай бұрын
Joy jagannath
@bijayjena9439
@bijayjena9439 Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@jayjagannatha7486
@jayjagannatha7486 Ай бұрын
Upastapanati bhala Lagila Namaste sir
@SibaRauta-ll6yl
@SibaRauta-ll6yl Ай бұрын
😢😢 Jai jagannath 🙏
@jitendrasahu-sm6xm
@jitendrasahu-sm6xm Ай бұрын
Right
@sahoomalilata7296
@sahoomalilata7296 23 күн бұрын
Jaye Jagannath Swani
@jnanadiptasamantaray1562
@jnanadiptasamantaray1562 Ай бұрын
ମିଶ୍ର ଭାଇନାଙ୍କ ଭଳି ଅନ୍ୟମାନଙ୍କ ଠାରୁ ସମସ୍ତ ଓଡ଼ିଶା ର ପୁରାତନ ମନ୍ଦିର ମାନଙ୍କର ଇତିହାସ ଧାରାବାହିକ ଭାବେ ଦିଆ ଗଲେ, ଖୁବ୍ ଭଲ ହୁଅନ୍ତା ।
@j.b.n.-450
@j.b.n.-450 Ай бұрын
Jayjagannath
@dirgheshambarishsahoo1847
@dirgheshambarishsahoo1847 Ай бұрын
ଏହି ଐତିହ୍ୟ ସମ୍ପୁର୍ଣ୍ଣ ଶ୍ରୀକ୍ଷେତ୍ରର ଇତିହାସ ଜାଣିବା ପାଇଁ ଆପଣଙ୍କ ପରି ଜଣାଇବା ଦରକାର ୍
@ashokkumarbhuyan3937
@ashokkumarbhuyan3937 Ай бұрын
ବିଶ୍ଳେଷଣ ଅତି ଉଚ୍ଚକୋଟୀର, ଗର୍ବ ଅନୁଭବ କରୁଛୁ। କେଡେ ମହାନ ଜାତିର ଦୟାଦ ଆମ୍ଭେ।
@debasismohapatra10
@debasismohapatra10 Ай бұрын
Bahut sundar...thik kahichanti
@simplescienceoftemplesjdrc4928
@simplescienceoftemplesjdrc4928 Ай бұрын
ଓଡିଶା ର ନାମକରଣ ଜଗନ୍ନାଥ ଦେଶ ହେବ। ଯେହେତୁ ଓଡ଼ିଶାର ଦୁର୍ଦ୍ଦଷ ପାଇକ ସେନା ସାରା ଭାରତରେ ବୀର ଭାବେ ପରିଚିତ ଥିଲେ ଏଣୁ ନା ବ୍ରିଟିଶ ନା ଭାରତ ସରକାର କେହି ପାଇକ ଏକାଡେମୀ ନା Kalinga Regiment ଷଡଯନ୍ତ୍ର କରି e ପର୍ଯ୍ୟନ୍ତ କରାଇ ଦେଲେନାହିଁ। ବାକି ରହିଲା ରତ୍ନ ଭଣ୍ଡାର ଏଭକି ଦେଶର ପ୍ରତ୍ୟେକ ପ୍ରଦେଶରେ ଓ ମନ୍ଦିର ମାନଙ୍କରେ ଥିଲା। ଯାହା ମନୁଷ୍ୟର ଆଖି ପାଇଁ ଏବଂ Thirdeye ପାଇଁ ଓ Brainlamp କୁ Recharge କରିବାରେ ସାହାଯ୍ୟ କରେ ଯାହାଦ୍ଵାରା ସ୍ପଷ୍ଟ ଚିତ୍ର ମାନସ ପଟରେ ଉଡଭାସିତ ହୁଏ। 15ବର୍ଷ ହେଲା ଏ ବିଷୟ କୁ ବୁଝେଇ ବୁଝେଇ ଥକି ଗଲାଣି ମୋ କଣ୍ଠ। ଏଡ଼େ ବୋକା ଓ ଇର୍ଶ୍ୟାଳୁ ଭୂଷ୍ ପଣ୍ଡିତ ଏ ରାଜ୍ୟରେ ସବୁ ଅଛନ୍ତି ଯେ କିସ କହିବି। ସାର୍ ନମସ୍କାର, ମୁଁ Late Nakul Chandra Mallick ଙ୍କ କନିଷ୍ଠ ପୁତ୍ର ଜ୍ଞାନେନ୍ଦ୍ର ଆପଣଙ୍କୁ ପ୍ରଣାମ ଜଣାଉଛି। ମୋର ଏହି ନାମରେ Facebook page ଅଛି , ସେଠାରେ ମନ୍ଦିରର ଭୌତିକ ବିଜ୍ଞାନ ବିଶେରେ ଗବେଷଣା ମୁଁ ପ୍ରକାଶ କରି ଆସୁଅଛି, ଯାହା କି ପର୍ଯ୍ୟନ୍ତ କୌଣସି ପୁସ୍ତକ ରେ କି ଇଣ୍ଟରନେଟ ରେ ମୁଁ ପାଉନାହିଁ। ଜୟ ଜଗନ୍ନାଥ
@sumanta4593
@sumanta4593 Ай бұрын
Link to page
@user-ej8fh2vv3o
@user-ej8fh2vv3o Ай бұрын
Good news samaste janibakatha
@jayjagannatha3717
@jayjagannatha3717 Ай бұрын
Jai jaganatha
@binodinimeher4298
@binodinimeher4298 Ай бұрын
Jay sree Jagannath swami I'm
@lingarajsamantaray226
@lingarajsamantaray226 Ай бұрын
Respected Sir, Your investigation about Sri Mandira should be placed in +3 Level History Subject
@pabitraswain8566
@pabitraswain8566 Ай бұрын
❤❤❤❤
@narendrakumarhota5712
@narendrakumarhota5712 Ай бұрын
🙏
@mirroroftheinsider7038
@mirroroftheinsider7038 Ай бұрын
🙏🙏🙏🙏
@nigamanandamohapatra2347
@nigamanandamohapatra2347 Ай бұрын
ଏହା ସତ୍ୟ କାହାଣୀ। ଆଜି ବି ସେ କଥା ଶୁଣିଲେ ଦୁଃଖ ଲାଗେ ଆଉ ମନ ରେ କ୍ରୋଧ ଭରି ଯାଏ। ୟେ ଦେଶ ରେ ବାମ ପନ୍ଥି ମାନେ ଆମ ଈତିହାସ, ସଂଘର୍ଷ ଆଉ ବଳିଦାନ କୁ ମିଛ ତଳେ ପୋତି ଦେଇ, ଖାଲି ଗୁଡ଼ାଏ ଗପ ଲେଖି ଆମ କୁ ପଢ଼ାଇ ଚାଲିଛନ୍ତି। ମାତ୍ର ସତ୍ୟ କୁ କେହି ଲୁଚାଇ ପାରିବ ନାହିଁ। ସେ ଅଗ୍ନି ସବୁ କିଛି କୁ ପୋଡ଼ି ଜାଳି ପୁଣି ବାହାରକୁ ବାହାରି ଆସିବ। ୟେ ଦେଶ ୟେ ରାଜ୍ୟ ର ଲୋକେ ଆଉ ୟେ ପଞ୍ଝାଏ ରାଜନେତା ବିଚାର କରନ୍ତୁ, କାହିଁକି ଜଣେ ରାଜା ଜଣେ ପିତା କି ଅସହାୟ ଅବସ୍ଥାରେ ନିଜ କନ୍ୟା ଟିକୁ ଦେଈ ଦେଈ, ୟେ ଦେଶ ଜାତି ର ମାନ ରଖିବା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ବଞ୍ଚାଇ ଦେଲେ।
@madhusmitasahoo7584
@madhusmitasahoo7584 Ай бұрын
Pujya spada Sir apananku mora koti namaskar🙏🙏🙏🙏🙏🙏🙏🙏🙏 26:06
@user-lf2ti2vq8t
@user-lf2ti2vq8t Ай бұрын
ସାର୍ ଆପଣଙ୍କ କଥା ଶୁଣି ନିଜକୁ ଓଡ଼ିଆ ବୋଲି ଭାରି ଗର୍ବ ଅନୁଭବ ହେଉଛି ଆଉ ବେଶୀ ଖୁସି ଆମେ ଖୋରଧା ଜଟଣୀ ବସି
@puspanjalisahu1152
@puspanjalisahu1152 Ай бұрын
Dhaniya ek Katha Kai bar Jay Jagannath Jay Bappa namaskar maskara grahan Kerala se dhanyvad
@a.s.d6643
@a.s.d6643 Ай бұрын
ମୋର ସରକାର ଙ୍କୁ ଅନୁରୋଧ ଏହି ଭଳି ଲୋକ ଙ୍କୁ ଆଗକୁ ଅଣନ୍ତୁ
@nalinidas9126
@nalinidas9126 Ай бұрын
ଓଡ଼ିଶା ରେ ନାହିଁ ରାଜା ପ୍ରୟଜନ, ଓଡ଼ିଶାର ରାଜା ସୋୟୋମ ନାରାୟଣ। ଜୟ ଜଗନ୍ନାଥ
@Pabitra_Entertainment
@Pabitra_Entertainment Ай бұрын
🙏🙏🙏🙏🙏😒
@parvakarnayak645
@parvakarnayak645 Ай бұрын
Uncle experience laazawab
@amareshchandranayak9533
@amareshchandranayak9533 Ай бұрын
ରାଜବାଟୀ ରେ କେତୋଟି ଖଣ୍ଡା ଅଛି ସେ ବିଷୟରେ ଟିକେ କୁହନ୍ତୁ
@prafulladash2314
@prafulladash2314 Ай бұрын
Senapati Thila.
@littlequeenrakhi
@littlequeenrakhi Ай бұрын
ଏବେ ଲୋକେ କେବଳ ପୀଡି ପିଡି ଭୋଗ ଲାଗି ରଖୁ ଛନ୍ତି ହେଲେ ସେଭଳି ତ୍ୟାଗ କାହିଁ ଆମେ ଏବେ ସ୍ବାର୍ଥ ପର ପାଲଟି ଯାଇଛୁ
@dushmantakumarbaral8518
@dushmantakumarbaral8518 Ай бұрын
OMG
@ramachandrapanipani7424
@ramachandrapanipani7424 Ай бұрын
ସୁରେନ୍ଦ୍ର ବାବୁ ପୁଣି କଳିଙ୍ଗ ହୀରା କଥା କହୁଛନ୍ତି । ସୁବର୍ଣ୍ଣ ହୃଦ ପଦକ ଏବେ ଠାକୁର ପିନ୍ଧୁ ନାହାନ୍ତି କାହିଁକି ?
@user-bb1ws8cz8x
@user-bb1ws8cz8x Ай бұрын
पिक पटना शहर को मैं पहले से जानता हूं किसी को डरने वाला नहीं जयजगन्नाथ 🙏🙏🙏
@swarnalatabehera8905
@swarnalatabehera8905 22 күн бұрын
ସାର ଧରିତ୍ରୀ ପେପର ରେ ମଦଳା ପାଞ୍ଜି ବିଷୟରେ ଐତିହ୍ୟ ଓଡିଶା ରେ ଆଉ ଥରେ ଦିଅନ୍ତୁ
@moodisha4092
@moodisha4092 Ай бұрын
ଭାଇ ତମେ କେମେରା କେବେ ଦେଖି ନ😅
@manasipanda5748
@manasipanda5748 Ай бұрын
😂 🐪
@sachikantasahu1328
@sachikantasahu1328 26 күн бұрын
ଆମ ଇତିହାସ ସତରେ କେତେ ବିସ୍ମୟ, କିନ୍ତୁ ଆମେ ପଢ଼ିଛୁ କେବଳ ପଠାଣ ଙ୍କ ବିଷୟରେ ପ୍ରାୟ ୮୦%. ଆମ ଇତିହାସ ରେ, Only responsible for Gandhi( Muslim) family and Congress party .
@BulaDas-sr9dl
@BulaDas-sr9dl Ай бұрын
ଆପଣଙ୍କୁ କୋଟି କୋଟି ନମସ୍କାର
@Shkr_Bab
@Shkr_Bab Ай бұрын
If people will not know, then how the property belongs to Odia Jati.
@gourangchparida6626
@gourangchparida6626 Ай бұрын
ଏହାର ଶାସ୍ତ୍ରୀୟ ଉତ୍ସ କଣ?
@globaldigitalservices1202
@globaldigitalservices1202 Ай бұрын
sir kana kahidele iye sabu. apananku chira namasya
@prasantmohapatra6575
@prasantmohapatra6575 Ай бұрын
A great research work.🙏
@ramachandrapanipani7424
@ramachandrapanipani7424 Ай бұрын
ଆମ ଇତିହାସ ଲେଖକ ମାନେ ଏସବୁ ଲେଖି ନାହାନ୍ତି କାହିକି ,?
@indramanipanda3539
@indramanipanda3539 Ай бұрын
Suniuchantita e seculary sambldhanik sarkar.
@diptiskumarbal3778
@diptiskumarbal3778 Ай бұрын
Kedarnath mandra ru sabu suna gayab hela parika Puri ru bi hele kichi vabiba ra nahi . Bjp kouthi achi sabu sambab
@sachinkumarsahu579
@sachinkumarsahu579 Ай бұрын
Jay Jagannath 🙏🏽🌸🙏🏽🌸🙏🏽
@saktipadadas3855
@saktipadadas3855 Ай бұрын
Sirgoodadvice dele
@dr.pradiptakumarnanda9385
@dr.pradiptakumarnanda9385 Ай бұрын
ନ ଜଣାଇଲେ ଆପଣ କେମିତି ଜାଣିବେ ?
@satyabal1346
@satyabal1346 Ай бұрын
Hii ❤ ❤ ❤
@manasdalai4028
@manasdalai4028 Ай бұрын
ସବୁ ପାଣ୍ଡୁ ଚୋରେଇ ନେଇ ଯାଇଛି
Люблю детей 💕💕💕🥰 #aminkavitaminka #aminokka #miminka #дети
00:24
Аминка Витаминка
Рет қаралды 724 М.
Glow Stick Secret Pt.4 😱 #shorts
00:35
Mr DegrEE
Рет қаралды 13 МЛН
王子原来是假正经#艾莎
00:39
在逃的公主
Рет қаралды 19 МЛН
Люблю детей 💕💕💕🥰 #aminkavitaminka #aminokka #miminka #дети
00:24
Аминка Витаминка
Рет қаралды 724 М.