No video

ରତ୍ନଭଣ୍ଡାର ଭିତରୁ ବାହାରି କହିଦେଲେ ଭିତରେ ଘଟିଥିବା ସବୁ ଆଶ୍ଚର୍ଯ୍ୟକର ଘଟଣା Ratna Bhandar

  Рет қаралды 970,811

Odisha Bhaskar

Odisha Bhaskar

Ай бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 410
@rupa1073
@rupa1073 Ай бұрын
ମହାପ୍ରଭୁ ତାଙ୍କ ଘରେ‌‌ ନଥିଲା ବେଳେ ରତ୍ନଭଣ୍ଡାର ଖୋଲା ଗଲା ଏଇଟା ଜମା ଠିକ୍ ନୁହେଁ ମୋ କଥା ରେ କୋଉ ମାନେ ଏକମତ🙏😊
@indiababyoffical
@indiababyoffical Ай бұрын
❤❤❤
@Iwantpeace-bc1vi
@Iwantpeace-bc1vi Ай бұрын
Definitely ଭାଇ 🥺🥺🥺
@JitendraJitu-mj6ey
@JitendraJitu-mj6ey Ай бұрын
Sabu tahari lila khela....
@MaaAmbika-nh3vl
@MaaAmbika-nh3vl Ай бұрын
Definitely ❤ reall katha
@GAVS104
@GAVS104 Ай бұрын
😂😂😂
@NrayanPatraStudios3073
@NrayanPatraStudios3073 Ай бұрын
ଘରର ମାଲିକ ଘରେ ନ ଥୂବା ସ୍ଥଳେ ଘରର ରତ୍ନ ଭଣ୍ଡାର ଖୋଲିବା ଚୋର ର ଲକ୍ଷଣ
@manojparida2891
@manojparida2891 Ай бұрын
Right
@sisirswain5707
@sisirswain5707 Ай бұрын
Magia sarkar khaidebe sabu bhuka achhanti
@bibhutisahu4204
@bibhutisahu4204 Ай бұрын
ସେ ଏମିତି ଜଣେ ମାଲିକ ଯେ ସବୁଠି ଅଛନ୍ତି, ତାଙ୍କ ଇଛାରେ ସବୁ ହେଉଛି
@bibhutisahu4204
@bibhutisahu4204 Ай бұрын
ଭକ୍ତ ମାନେ କେବେ ଚୋର ନୁହନ୍ତି
@CREATER-UMESH-2.0
@CREATER-UMESH-2.0 Ай бұрын
​@@bibhutisahu4204ଭକ୍ତ କେତେ ଦେଇଛନ୍ତି ସୁନା 😂😂
@user-manisha0110
@user-manisha0110 Ай бұрын
"ମହାବାହୁ ଜଗତ ଉଦ୍ଧାର ହେଉ" ଜୟ ଜଗନ୍ନାଥ 🙏🙏🙏
@bibhutisahu4204
@bibhutisahu4204 Ай бұрын
ଭଗବାନ ଜଗନ୍ନାଥ ହେଉଛନ୍ତି ସର୍ବବ୍ୟାପି, ଯୋଉମାନେ କହୁଛନ୍ତି ଭାଗବାନ ଙ୍କ ଅନୁପସ୍ଥିତି ରେ ଚୋର ଙ୍କ ଭଳି ଖୋଲା ହେଲା, ସେମାନେ ଜାଣି ରଖ, ଭଗବାନ ସବୁଠି ଅଛନ୍ତି, ସବୁ ଦେଖୁଛନ୍ତି, ତାଙ୍କ ଇଛାରେ ସବୁ ହେଉଛି, ଭକ୍ତ ମାନେ ଖୋଲିବାକୁ ଯାଇଛନ୍ତି, ଚୋରି କରିବାକୁ ନୁହେଁ, ଭିତର ଜିନିଷ ରକ୍ଷଣା ବେକ୍ଷଣ ପାଇଁ, ଘରର ମରାମତି ପାଇଁ
@monalisabarick7063
@monalisabarick7063 Ай бұрын
ଦେଉଳ ରେ ମା ଏକା ଅଛନ୍ତି ....ପ୍ରଭୁ ଯାଇଛନ୍ତି ନିଜ ଜନ୍ମ ବେଦୀ କୁ ଚୋର ଙ୍କ ଭଳି ପ୍ରବେଶ ହେଇଛି.....ଏହା ଆମ ଓଡ଼ିଆ ଙ୍କ ସଂସ୍କାର ନୁହେଁ.....ଏତେ ବ୍ୟସ୍ତତା କାହା ପାଇଁ
@bibhutisahu4204
@bibhutisahu4204 Ай бұрын
ଖୋଲା ହେଲା ଭଲ ହେଲା, ସବୁ ତାଙ୍କ ଇଛା ରେ ହେଉଛି, ସେ ସବୁ ନିଜେ କରାଉଛନ୍ତି
@bkproyal
@bkproyal Ай бұрын
Tuma mankar kahin fatuchhi
@BhabashankarPatra-d6t
@BhabashankarPatra-d6t Ай бұрын
Bhandar ra dekha Rekha jagannath nuha loka natha karanti tanka upasthiti re khola jaichi
@scbewafa353
@scbewafa353 Ай бұрын
Modi pai 😂😂😂
@user-nf3mk7yi9n
@user-nf3mk7yi9n Ай бұрын
❤ ଜୟ ଜଗନ୍ନାଥ ସ୍ୱାମୀ ❤ ସମସ୍ତଙ୍କୁ ସଦ୍-ବୁଦ୍ଧି , ସଦ୍ - ଜ୍ଞାନ ଦେଇ ସତ୍ ମାର୍ଗରେ ନିଅ ପ୍ରଭୁ ❤।
@user-fg6tv7yo1w
@user-fg6tv7yo1w Ай бұрын
ରତ୍ନ ଭଣ୍ଡାର ର ମାଲିକ, ସଂସାର ର ମାଲିକ ଜଗତର ନାଥ ଜଗନ୍ନାଥ ତଥା ସେ ନିଜେ ତାଙ୍କ ମନ୍ଦିରରେ ନ ଥିଲା ବେଳେ ରତ୍ନ ଭଣ୍ଡାର ଖୋଲିବା, ଏହା ଧର୍ମ ଆଇନ ବିରୁଦ୍ଧରେ 🙏🙏🙏
@user-go9hq3jv2k
@user-go9hq3jv2k Ай бұрын
God nku sabu halaka bhabuchha jau Mane kahuchha god nahanti Sri mandir re....are murkha se prati to mati godi Pani sabuthi se bidya man se sabuthi achhanti sabuthi nahanti .....tume kan kahuchha se mandir re nahanti
@user-wl4bs5rq3k
@user-wl4bs5rq3k Ай бұрын
​@@user-go9hq3jv2k ତୁ ପାଠୁଆ ଟା ଅଳ୍ପ ଜାଣି ବେଶି ବଖାଣି ତୁମ ଘରେ ବି ଜଗନ୍ନାଥ ଅଛନ୍ତି ପୁରୀ କାହିଁ କି ପୁରୀ ଯାଉଛ
@user-go9hq3jv2k
@user-go9hq3jv2k Ай бұрын
@@user-wl4bs5rq3k god sabu ri bhiatare achhanti mandir chali gale god khusi huantini gurujan nka sanman maa bapa nka sanman kale god khusi huanti by the mun kebe mandir jaeni but god prati muhurta re jetebele bipad re pade dakile mo mana rakhanti....to bhali mun maa bapa nku goitha Mari dekhai hueni
@bibhutisahu4204
@bibhutisahu4204 Ай бұрын
ମନକୁ ଯାହା ଆସୁଛି ଖାଲି ଲେଖୁଛ ଆଉ, ଯାହା ହେଉଛି ସବୁ ତାଙ୍କ ଇଛାରେ, ସେ ସବୁ ଦେଖୁଛନ୍ତି, ସବୁ କରାଉଛନ୍ତି
@bkproyal
@bkproyal Ай бұрын
Bjd wala hin emiti kahibe
@aditya-c1v
@aditya-c1v Ай бұрын
ଗୋଟେ ରାତିରେ ସବୁ ଉଲଟା ପାଲଟା କରିଦେବେ ରେ ଏ ବାବୁ ମାନେ 😄😄😄
@Shree_910
@Shree_910 Ай бұрын
ଇଏ ହେଇନି କିଛି ଇଏ ହେଇନି କିଛି😂ଦେଖ ଆଗକୁ କଣ ହୋଉଛି ଦେଖ ଆଗକୁ କଣ ହୋଉଛି😅😂
@chandannaik9949
@chandannaik9949 Ай бұрын
ହଁ ମ ତମେ ଯାହା କହିଲ 😂😂😂
@RanjanMunda-kp1xe
@RanjanMunda-kp1xe Ай бұрын
Thik kahila 👍👍
@tarakantabehera5776
@tarakantabehera5776 Ай бұрын
ମାଲିକେ 😂 ଠିକ୍ କହିଲ
@lipubarik9205
@lipubarik9205 Ай бұрын
କ'ଣ ହବ ଭାବୁଛ ତାଳେ ଉଚାରେ ପାଣି ଆସିବ ଦେଖୀବା ଆଗକୁ କ'ଣ କ'ଣ ହ ଉଛି
@Shree_910
@Shree_910 Ай бұрын
@chandannaik9949 hmm😂
@santoshkumarpanda5860
@santoshkumarpanda5860 Ай бұрын
ପଞ୍ଚମ ଦୁଆର ଖୋଲ ମହା ପ୍ରଭୁ ଆସିବା ପରେ ଜାଣି ପାରିବ କଅଣ ହେବ ଦେଖିବ ଜୟ ଜଗନ୍ନାଥ
@srikantarauta8200
@srikantarauta8200 Ай бұрын
ଯଦି ତମ ଘରେ କେହିନଥିଵେ କିଏ ଯଦି ତାଲା ଭାଙ୍ଗିକି ପଶିବ ତମେ ସବୁ ସମ୍ବାଳିବକି???? ଜଗନ୍ନାଥ ନଥିଲାଵେଳେ ତାଙ୍କ ଘରେ ଚୋରଭଳିଆ ପଶିଗଲ ଏକଣ ଧର୍ମ ଏକଣ ଆମର ସଂସ୍କାର ଏଇଟା ଏକା ଓଡ଼ିଆ ଅସ୍ମିତା ପରେ କଲେ ହେଇପାରିଥାନ୍ତା ଧର୍ମ ସହିବନି ଆଉ ଏଇଟା କଣ ଇଲେକ୍ସନ ଚାଲିଛିକି ଜେ ଷ୍ଟ୍ରଙ୍ଗରୁମୁଁରେ ରଖିବ
@nangamarndi1170
@nangamarndi1170 Ай бұрын
ଜଗନ୍ନାଥ ଙ୍କୁ ତୁମେ ମଣିଷ ଭାବିଲନା କଣ ସେ କଣ ଜାଣି ପାରୁନାହାନ୍ତି ରତ୍ନ ଭଣ୍ଡାର ରେ କଣ ଚାଲିଛି କି ଅନ୍ଧ ଭକ୍ତ ତୁମେ 😢
@bibhutisahu4204
@bibhutisahu4204 Ай бұрын
ସେ ଭଗବାନ, ସେ ସବୁଠି ଅଛନ୍ତି, ସେ ସର୍ବବ୍ୟାପି, ତାଙ୍କ ଇଛାରେ ସବୁ ହେଉଛି ସେ ସବୁ କରାଉଛନ୍ତି
@user-lr4vm7xb1z
@user-lr4vm7xb1z Ай бұрын
ମନ ଶାନ୍ତି ହୋଇଗଲା କି
@user-rt7ic2xi5b
@user-rt7ic2xi5b Ай бұрын
Hn
@bkproyal
@bkproyal Ай бұрын
Yes
@rtcreation6302
@rtcreation6302 Ай бұрын
ଚାବି ପାଇଲୋ କି ରେ ପିଲେ ପାଣ୍ଡୁ ନେଇ ଯାଇଥିଲା କୋହୁଥିଲୋ ପୋରା 😂😂😂😂
@SarojJena-m5c
@SarojJena-m5c Ай бұрын
To bou bia re purei deichi
@rtcreation6302
@rtcreation6302 Ай бұрын
@@SarojJena-m5c to bou bia re pandu pureila ki 😮
@boombs7575
@boombs7575 28 күн бұрын
​@@SarojJena-m5cତୋ ବୋଉ କୁ ପାଣ୍ଡୁ daily ଗେହୁ ଥିଲା ରେ ଜାରଜ
@user-up9lv5be4t
@user-up9lv5be4t Ай бұрын
ବହୁତ ବଡ କାମ କଲ ଏବେ ସେ ରତ୍ନ ଆଣି ତୁମ କାମରେ ଲଗାଅ ଜୟ ଜଗନ୍ନାଥ 👏🌺🌻🌹
@sumitlenka9096
@sumitlenka9096 Ай бұрын
Correct lagijay paesa nae rajiy chalaiba pae seuthiru aaniki chalaya tuma sasna😅
@LakshmipriyaBarik-sr8kl
@LakshmipriyaBarik-sr8kl Ай бұрын
ଜଗନ୍ନାଥ ମନ୍ଦିରରେ ନାହାନ୍ତି ରତ୍ନ ଭଣ୍ଡାର ଖୋଲିଲ
@SarojJena-m5c
@SarojJena-m5c Ай бұрын
Kana heigala
@user-ny1hs9zx6c
@user-ny1hs9zx6c Ай бұрын
ମହାପ୍ରଭୁ ଶ୍ରୀ ଜୟ ଜଗନ୍ନାଥ ମହାପ୍ରଭୁ ଶ୍ରୀ ଜୟ ଜଗନ୍ନାଥ
@ommpradhan2106
@ommpradhan2106 Ай бұрын
Jay Jagannath Swami ❤❤❤❤❤
@Iwantpeace-bc1vi
@Iwantpeace-bc1vi Ай бұрын
ଜୟ ଶ୍ରୀ ଜଗନ୍ନାଥ ଜୟ ପତିତପାବନ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@user-up6lt3ok2g
@user-up6lt3ok2g Ай бұрын
ଜୟ ଜଗନ୍ନାଥ 🙏🙏💪😎💪😎💐💯💐💐🇮🇳🇮🇳🇮🇳🇮🇳🇮🇳🇮🇳😱😱😱😱😱😱😱😱😱
@Mrmajnnu4991
@Mrmajnnu4991 Ай бұрын
ରତ୍ନ ଭଣ୍ଡାର ଭିତରକୁ ପଶିଲା ବେଳେ live video କରିବାର ଥିଲା ଏମିତି ହେଇଥିଲେ କାହା ମନରେ ସନ୍ଧେହ ରହିନଥନ୍ଥା
@amagiha1046
@amagiha1046 Ай бұрын
Chora gudako kichhi jainahanti sukhila roll
@mickysamanta9094
@mickysamanta9094 Ай бұрын
Right
@umasankarsahu7974
@umasankarsahu7974 Ай бұрын
ସାପ ଅଛି ବୋଲି ଗୁଜବ ହେଉଥିଲା, ସାପ ନାହିଁକି
@arunakumarparida6407
@arunakumarparida6407 Ай бұрын
Nahi
@tirthansusahoo1330
@tirthansusahoo1330 Ай бұрын
ଅସମ୍ଭବ ବି ନୁହେଁ
@auromita777
@auromita777 Ай бұрын
Aeita micha nuhan sata katha.. Saptapheni sapa achi prabhu lokanath nije saptapheni sapa hei sethi jagichanti bt ete loka jaithile ta bhitaraku ta bhagawan nije kn tanku dekha debe ki..ubhei jaichanti...bt chori kariba pain jadi alga time re kiye 1/2 ta loka jaithante tahele bhagawan tanku dekha deithante asu se seithi marithante...bt jaga nije mandira re nathila bele aei sarkar jou ratnadwara kholeichi ta parinam kharap haba agaku...kiye janichi jadi kedarnath bhali ethi b gold ku pitala karidebe jadi 😢
@prafulladash748
@prafulladash748 Ай бұрын
ଜୟ ଜଗନ୍ନାଥ
@user-jg8qf8vz4h
@user-jg8qf8vz4h Ай бұрын
ସବୁ ଭକ୍ତମାନେମେଣ୍ଟାଲ ସାରାଭଣ୍ଡାର ମିଡିଆ କୁ ଦେଖେଇଦେଲେ କେତେବେଳେ ଚୋରି ହେବ ଜଣାପଡିବନାହିଁ ,ପଛରେ ଖୋଜିବେ ଜିନିଷ ,ଏକଥା ମିଛ ନୁହେଁ ,ଜାଣିପାରିବେ କି ସାଧାରଣ ମଣିଷ, ମୂରୁଖ ସଳା ମଣିଷ, ସଳା ସର
@sbcreations5048
@sbcreations5048 Ай бұрын
ଯୋଉମାନେ କହୁଚ ଜଗନ୍ନାଥ ନାହାଁନ୍ତି ଖୋଲିଲ କେମିତି ? ଜଗନ୍ନାଥ ସବୁଠି ଅଛନ୍ତି ତାଙ୍କ ଇଚ୍ଛା ବିନା କିଛି ହୁଏନି। ଜୟ ଜଗନ୍ନାଥ🙏
@balmikdalasinghray8927
@balmikdalasinghray8927 28 күн бұрын
Sabuade achhantita purva govt ku blame kanhiki karagala
@PlanATrade
@PlanATrade Ай бұрын
ଘରର ମୁଖିଆ (ବଳଭଦ୍ର) ଓ ଜଗନ୍ନାଥ, ସୁଭଦ୍ରା ଙ୍କ ଅନୁପସ୍ଥିତି ରେ ମନ୍ଦିର ଭିତରେ ଜବରଦସ୍ତି ପଶି ତାଲା ନ ଖୋଲିବାରୁ କଟର ରେ ତାଲା କାଟି ତାଙ୍କ ରତ୍ନ ଭଣ୍ଡାର ଖୋଲିବା ଏକ ଡକାୟତି ସହିତ ସମାନ। ମଣିଷ ଯେତେବେଳେ ପାୱାର ଓ ଟଙ୍କା ର ବଳ ରେ ଅନ୍ଧ ହେଇ ଯାଏ ତା ପାଇଁ ମହା ବିପତି ମାଡ଼ିଆସେ। ଏ ଡକାୟତି ର ପରିଣାମ ବିଶ୍ବ ପାଇଁ କିଛି ଭଲ ସଂକେତ ନୁହେଁ।
@auromita777
@auromita777 Ай бұрын
Right
@bibhutisahu4204
@bibhutisahu4204 Ай бұрын
ସବୁ ତାଙ୍କ ଇଛାରେ ହେଉଛି, ସେ ସବୁଠି ଅଛନ୍ତି, ସବୁ ଦେଖୁଛନ୍ତି, ସବୁ କରାଉଛନ୍ତି
@user-du5ne6hh9k
@user-du5ne6hh9k Ай бұрын
ନିହାତି ଦରକାର ଥିଲା କି ରତ୍ନ ଭଣ୍ଡାର ଖଲିବା ଦେଖ ଏବେ କଣ ହେଉଛି ଓଡିଶା ରାଜ୍ୟ ଜୟ ଜଗନ୍ନାଥ⭕❗⭕🙏
@AbhijitpatnaikSabitri
@AbhijitpatnaikSabitri Ай бұрын
Mate kichhi bi vala lagu nai ratna bhandar kholi ki kia kia khusi naha like kara ratna bhandar maha prabhu kna seta kholi ki kn ta upadi pakeila
@manishasethi9284
@manishasethi9284 Ай бұрын
Jay Shree Jagannath 🌼🙏🌸🙏🌺🙏🌼🚩🚩🚩🌼🌸🌺🌼🌸🌺🌼🌸🌺🌼🌸🌺
@KusumjyotiBehera
@KusumjyotiBehera Ай бұрын
Ajira Bada khabar Mahaaprabhu tanka mausimaa ghare thiba abastare . Mahaprabhunka ratna bhandaara bhitare kichi choromane pasiijaichaanti
@GAVS104
@GAVS104 Ай бұрын
@@KusumjyotiBehera ବୋଲି କିଛି ଦେଶଦ୍ରୋହୀ ଗୋଷ୍ଠୀ ଦାବୀ କରୁଛନ୍ତି...☺️☺️☺️
@Sudhir2288
@Sudhir2288 Ай бұрын
Jay Jagannath
@udayalima9094
@udayalima9094 Ай бұрын
ଜୟ ଜଗନ୍ନାଥ🙏
@prabhakarbarik6000
@prabhakarbarik6000 Ай бұрын
ଜୟଜଗନ୍ନାଥ.ହେ ଲୀଳାମୟ ସବୁତୁମରି ଇଚ୍ଛା, ମହାପ୍ରଭୁ ଏଓଡ଼ିଆଜାତିକୁ ରକ୍ଷାକର ।🙏🙏🙏🙏❤❤❤🎉🎉🎉..........
@SukantaPradhan-jc1yd
@SukantaPradhan-jc1yd Ай бұрын
Jay jaganath Jay jaganath Jay jaganath Jay jaganath Jay jaganath Jay jaganath Jay jaganath Jay jaganath Jay jaganath 🙏🙏❤️🥰
@user-bt5hv9ii6r
@user-bt5hv9ii6r Ай бұрын
Jay jaganath swami 🙏♥️🙏♥️🙏
@gayatrichakrabarty317
@gayatrichakrabarty317 Ай бұрын
JAy shree jagannath
@harizKhan506
@harizKhan506 Ай бұрын
ଏଇଟା thiq କଥା ନାହିଁ
@niladribiharipanda4545
@niladribiharipanda4545 Ай бұрын
ଟାଉଟର କଥା ବନ୍ଦ କର
@bdreddy2105
@bdreddy2105 Ай бұрын
Kaliyug re kapati manisha jate bhala hua e jo kama karicha bohut bada papa abe duniyasara ei ratna bhandar upare akhi rahiba mariba ame samaste mariba 😢😢😢😢 jay Jagannath
@nitindev.official
@nitindev.official Ай бұрын
ସବୁ ଉଲ୍ଟା ପୂଲ୍ଟା କରିଦେବେ ଜଣା ପଡ଼ିଗଲା
@noonesd5
@noonesd5 29 күн бұрын
ଗହଣା ସ୍ଥାନାନ୍ତର କରାଗଲା, ବୋଧେ ଭିତରେ ଗହଣା ସୁରକ୍ଷିତ ଥିଲା, ଏବେ ଜାଗା ହିଁ ଜାଣେ କଣ ହବ ।
@user-et8cw8oi5q
@user-et8cw8oi5q Ай бұрын
ଭଙ୍ଗା ଚାଵି କୁ ଦେଖାଯାଉ
@minaketan5562
@minaketan5562 Ай бұрын
Sir ଏଇ ମାନେ ସେଇ ଛାବି କୁ ଟିକ୍ ରେ ସମସ୍ତ ଙ୍କୁ ଦେଖେଇବେ ନାହିଁ ଲୁଟ୍ ଯୋଜନା ଚାଲିଛି ଜଗନ୍ନାଥ ପ୍ରଭୁ ସମ୍ପତ୍ତି କୁ ।ସରକାର ଙ୍କ ନୂଆ ଯୋଜନା
@sonali...as...7599
@sonali...as...7599 Ай бұрын
Aeita kintu sata pravhu nahanti Mane tanka vhandara khokiba katha nuhmm,sadharana lonkanka ghara khokagauni,see puni gagatannatha gagannathe nka ratna vhanda kholagauchi,bahuta anyaya hauchi,boli balavhadra ratharu galipadile,eithiru ganiparuna,
@subhransumaharana3691
@subhransumaharana3691 Ай бұрын
U ar Great Arbinda SIR 🙏 ଦକ୍ଷ ଓଡ଼ିଆ ଆଇଏଏସ ଅଫିସର । ସଠିକ୍ ବେକ୍ତିଙ୍କୁ ମହାପ୍ରଭୁ ଆଣିଛନ୍ତି 🙏କିଛି ଅସୁବିଧା ନାହିଁ କି ହେବନି
@SunitaBehera-yi3nb
@SunitaBehera-yi3nb Ай бұрын
ଜଗା ନ ଥିଲା ବେଳେ ଏମିତି ସବୁ କଲେ ସିଏ ହୁଏତ ସେଠି ନାଇଁ ହେଲେ ସେ ସବୁ ଦେଖୁଛି
@aksar1608
@aksar1608 Ай бұрын
Jay Jagannath 🙏
@pramodkumarnayak2720
@pramodkumarnayak2720 Ай бұрын
ମରିବ ସବୁ
@SaberaKhatun-pb1zg
@SaberaKhatun-pb1zg Ай бұрын
Kia .comment.dekhibaku.asicha.like.kara.😂😂😂😅😅.ratna.bhandar🎉😂😂😂😂😂😂😂😂😂😂😂😂😂
@akshyarikadas108
@akshyarikadas108 Ай бұрын
Great Aravinda Sir
@Spacemisson830
@Spacemisson830 Ай бұрын
ଯୋଉ ଚାବି ଥିଲା ସେ ନାମକୁ ମାତ୍ର ଅସଲି ଚାବିତ ତାମିଲ୍ନାଡୁରେ ଅଛି ଭାଇ କିଛି ଅନିତି ହେଇନି ହେଇଚି ତ bjd ର ପୋଲ ଖୋଲିଛି, ମୋର ଅନୁରୋଧ ଏହା ଉପରେ ତଦନ୍ତ ହେଉ
@NrayanPatraStudios3073
@NrayanPatraStudios3073 Ай бұрын
ତୋ ଜେଜ କି ତୋ ପୁର୍ବ ପୂରୁଷ ଜାଣିଛନ୍ତି ଯେ ରତ୍ନଭଣ୍ଡାରରେ କଣ ଥୂଲା ବୋଲି
@pintucreationpintu
@pintucreationpintu Ай бұрын
ତୁମେ ଭାସ୍କର ନ୍ୟୁଜ୍ ବାଲା ପ୍ରତ୍ୟେକ ନ୍ୟୁଜ୍ କୁ ବେଶି ଅତିରଞ୍ଜିତ କରି ଦେଖୋଉଛ।
@RojalinBehera-np2un
@RojalinBehera-np2un Ай бұрын
Kia janila chabi nakali ki se tala change karideichanti jay shree jagannath
@priyaranjansamal4517
@priyaranjansamal4517 Ай бұрын
JAYAAAA VINAYAK JAYAAAA SHREE SHREE SHREE JAGANNATH MAHAPRABHU MAHABAHU SWAMY MAA NARAYANI MAA LAXMI MAA ANNAPURNA JAYAAAA SIARAM 🙏🙏🙏🙏🙏🙏 PRABHU PURUSHOTTAM MAAA JANAKI 🙏🙏🙏🙏
@trilochanjena9614
@trilochanjena9614 Ай бұрын
ପ୍ରଭୁ ଜଗନ୍ନାଥ ମୋହନ ସରକାରଙ୍କୁ 50 ବର୍ଷ ପରମାୟୁ ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ମୋହନ ସରକାର
@JanakiJena-my5cr
@JanakiJena-my5cr Ай бұрын
Jai jagannath 🙏🙏 puri odisha
@mithunabhoi8732
@mithunabhoi8732 Ай бұрын
ରାଜା ନାହାଁନ୍ତି ଘରେ ତମେ ନିସ୍ପତ୍ତି କରି ପଶିଗଲ ଜଗନ୍ନାଥଙ୍କୁ ତମେ ମାନୁଚ କି ରାଜନିତୀ କି ତମ ଲିଲା ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏🙏🙏
@madhusmitasahu8142
@madhusmitasahu8142 Ай бұрын
Jai jagannath 🙏🙏
@labanyasahu4456
@labanyasahu4456 Ай бұрын
Jay shree jagannath
@sibanarayanasenapati4783
@sibanarayanasenapati4783 Ай бұрын
Jay jagannatth jiki
@sarojpati4636
@sarojpati4636 Ай бұрын
ଜୟ ଜଗନ୍ନାଥ🌹🙏🙏🙏🙏🙏🙏🙏🙏🙏
@bhagabanpradhanbhagabanpra5497
@bhagabanpradhanbhagabanpra5497 Ай бұрын
Justice Biswanath Rath was a very prominent Justice of Orissa High Court.
@dimple_boy_dev3295
@dimple_boy_dev3295 Ай бұрын
Jay shree jagannath 🙏
@SPD1206
@SPD1206 Ай бұрын
କିଛି ଆଶ୍ଚର୍ଯ୍ୟକଥା ହେବା ତ କହିଲେନି 😄 ତମେ ଲୋକଙ୍କୁ ଭୁଆଁ ବୁଲଉଛ କାହିଁକି 🙄 ତମ channel ଲୋକ ଭୁଲି ଯିବେ! ବେଳହୁଁ ସାବଧାନ 😢
@SanjayaBehera-to8hl
@SanjayaBehera-to8hl Ай бұрын
Aji rati re bada thakura ghare nahanti ei time re rajya sarkar prasasan ku hata Kari ratna vandar ru kichhi mulyaban Ratna nei jibe karana kumbhira khoje golia Pani sathik samay asichhi
@sukantabehera4007
@sukantabehera4007 Ай бұрын
Jay jagannath ❤❤❤❤❤🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🏽🙏🙏♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️
@mihirkumarbera4799
@mihirkumarbera4799 28 күн бұрын
Jay jagannath
@antaryamibehera531
@antaryamibehera531 Ай бұрын
କିଛି ଭଲ ହେଲାନି
@andriyagamango9937
@andriyagamango9937 Ай бұрын
ଜଗନ୍ନାଥଙ୍କୁ ବାହାରକୁ ଆଣି ରତ୍ନବନ୍ଦାର ଖୋଲିବା ଭୂଲ କରିଛି ସରକାର
@SarojJena-m5c
@SarojJena-m5c Ай бұрын
To ghare gehichi sarkar
@deepankardeepak7520
@deepankardeepak7520 Ай бұрын
ଏହି ଶଳା ମାସାରମ୍ଭରେ ମରି ନାହିଁ
@Babulukumar7917
@Babulukumar7917 Ай бұрын
ମାଆଘିୟ modi ସରକାର
@soumyaranjansahu9680
@soumyaranjansahu9680 Ай бұрын
Jay Shree Jagannath 🙏❤️🙏🌺🙏
@biratparida2289
@biratparida2289 Ай бұрын
ଚାବି ନଥିଲା ଯଦି ଖୋଲୁଥିଲ କୋଉ ଥିରେ, ପୁଣି ନଖୋଲିବାରୁ ଭାଙ୍ଗିଲ.. କହୁଥିଲ ପରା ପାଣ୍ଡୁ ନେଇ ଯାଇଛି.. ଶୁଣ ରେ ଚୋର ଦଳ ମାଲିକ ଘରେ ନଥିଲା ବେଳେ ତାଙ୍କ ଘରେ ପଶି ଟ୍ରେଜେରୀ ଭାଙ୍ଗିଛ କଣ ଠିକ୍ କରିଛ ତ?
@UBtechodia
@UBtechodia Ай бұрын
ଆଉ ସେ ରତ୍ନ ସବୁ ଆଜି ଠିକ ଠାକ୍ ଅଛିତ
@budhukhuntia6808
@budhukhuntia6808 Ай бұрын
Jay ଜଗନ୍ନାଥ
@funwithkuchu3445
@funwithkuchu3445 Ай бұрын
Jay jagannath mahapravu 🙏🙏🙏🙏🙏🙏🙏🙏.....
@nirusasmal09
@nirusasmal09 Ай бұрын
Good job sir ❤
@lachhamankumbhar5332
@lachhamankumbhar5332 Ай бұрын
Jay jagannath🙏🙏🙏
@BinaNayak-in8hm
@BinaNayak-in8hm Ай бұрын
Nahi to Saja milega
@Kulamani-nr5oq
@Kulamani-nr5oq Ай бұрын
Jay Sri jagannath namaste 🙏
@karishmadas9899
@karishmadas9899 Ай бұрын
Ta pare sabu suna gahana khaijibe au kan sabu ta luti neleni bas jagannath mandira baki achhu au
@sureshsarangi8860
@sureshsarangi8860 Ай бұрын
Congratulations to all authorities and all Jagannath devotees and the government of Odisha.
@user-th5th5gj9n
@user-th5th5gj9n Ай бұрын
Jouthi achi seithi rahiba
@jayarammadkami116
@jayarammadkami116 Ай бұрын
ଓଗ୍ୟନି ମଣିଷ ସର ସଲା
@sandhibpattanaik5985
@sandhibpattanaik5985 Ай бұрын
Jay Jagannath 🙏🙏🙏
@felixnayak6317
@felixnayak6317 Ай бұрын
କାହିଁକି live video telecast କରା ଯାଉନି?
@AbhiAbhinayak-zl5hu
@AbhiAbhinayak-zl5hu Ай бұрын
Jay Jagannath ⭕‼️⭕🙏
@davidpahad3
@davidpahad3 Ай бұрын
ରତ୍ନ ଭଣ୍ଡାର ଖୋଲିବା ଦ୍ବାରା କଣ ଓଡ଼ିଶା ୧ ନମ୍ୱର୍ ହୋଇଯିବ?
@kamallochannayak9660
@kamallochannayak9660 Ай бұрын
Jey Jagannath Swami
@sarojpanda8334
@sarojpanda8334 Ай бұрын
ବେଶୀ ସାହିତ୍ୟ ଭାଷାରେ ଆଉ ତୁମ ଭାସ୍କର ଚ୍ୟାନେଲ ବାଲା ବଖାଣ ନାହିଁ ଗୋଟିଏ କଥାକୁ ବାରମ୍ବାର repeat କରି
@Nandinibehera-eb2oc
@Nandinibehera-eb2oc Ай бұрын
Ghare gharara mlika nahanti kana pai khulila ratana vandara aita kariba jamabi thik helani kau mane aka mata ma kament ra riplay daba au like kariba dekhiba pravu nkara kete jana vakta achanti🙏🙏🙏🙏🙏🙏🙏
@supersamada1status864
@supersamada1status864 Ай бұрын
ଏଇଟା ଛୋରର ଲକ୍ଷଣ, ଘରର ମୁରବୀ ନାହାନ୍ତି ପଶିଲ କେମିତି? ଏଇଟା ତାହା ହେଲେ ଆପଣ ମାନଙ୍କ ମାନଙ୍କର ଓଡିଆ ଅସ୍ମିତା ନାହିଁ? ଓଡ଼ିଆ ଅସ୍ମିତା ପାଇଁ ଲଢିଲ ହେଲେ ତୁମ ହୃଦୟରେ ଓଡିଆ ଅସ୍ମିତା ବୋଲି ଭାବନା ହିଁ ନାହିଁ l ରତ୍ନ ଭଣ୍ଡାର ଛାବି କୋଉଠୁ ପାଇଲ ଓଡ଼ିଶାବାସୀଙ୍କୁ କୁହନ୍ତୁ ଓଡ଼ିଶାବାସୀ ଜାଣନ୍ତୁ
@saikhalli4019
@saikhalli4019 Ай бұрын
Odisha barbad hoi gla
@Snejjeke
@Snejjeke Ай бұрын
ଲକ୍ଷ୍ମୀ ମା ଏକ ଅଛନ୍ତି ମହା ମହିମା ନାହାନ୍ତି ତମେ a ରତ୍ନ ଭଣ୍ଡାର ରେ ହାତ ମାରିଲେ
@bikram264
@bikram264 Ай бұрын
Aaau Nuha re Eethara PAka Pralaya Haba 10000%🙏🏻🚩 JAY Jagannath
@mikunswainmikun2539
@mikunswainmikun2539 Ай бұрын
Jay jagannath swami 🙏🙏🙏
@SureshkumarSingh-fo5rn
@SureshkumarSingh-fo5rn Ай бұрын
Khahiki khula jauchhi ratan vandara jemiti achhi semiti rahu khali khali tare bipadaku daku chhanti
@TapanroseBTR
@TapanroseBTR Ай бұрын
ଜୟ ଜଗନ୍ନାଥ ସ୍ଵାମୀ🙏🙏🙏 ଜୟ ମୋହନ ସରକାର
@tnanda1432
@tnanda1432 Ай бұрын
କିଛି ନାହିଁ ଖାଲି ସୁଆଙ୍ଗ କରୁଚ।
@LokanathNayak-di9pm
@LokanathNayak-di9pm Ай бұрын
Jay jagannath 🙏🙏🙏🙏🙏🙏🙏
@kalandinayak463
@kalandinayak463 Ай бұрын
Good decision, Jay jagannath.🙏🙏
@PradeepKumarSamal-oe4yy
@PradeepKumarSamal-oe4yy Ай бұрын
Ai bhali sabu ratna bahar kari sabu gm kari debe
Kids' Guide to Fire Safety: Essential Lessons #shorts
00:34
Fabiosa Animated
Рет қаралды 12 МЛН
Why Is He Unhappy…?
00:26
Alan Chikin Chow
Рет қаралды 102 МЛН
World’s Largest Jello Pool
01:00
Mark Rober
Рет қаралды 129 МЛН