Ravenshaw University Alumni Unite for Signature Campaign Amidst Controversy Over Name Change

  Рет қаралды 66,199

OTV

OTV

Күн бұрын

#ରେଭେନ୍ସା_ବିଶ୍ୱବିଦ୍ୟାଳୟ_ପରିସରରେ_ଏକାଠି_ହେଲେ_ପୁରାତନ_ଛାତ୍ର
ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ପରେ ତୀବ୍ର ହେବାରେ ଲାଗିଛି ବିବାଦ । ଆଜି ରେଭେନ୍ସା ପରିସରରେ ପୂର୍ବତନ ଛାତ୍ର ସଭାପତି, ଛାତ୍ର ନେତା, ବିଦ୍ୟାର୍ଥୀ ସମସ୍ତେ ଏକାଠି ହୋଇ ହୋଇ ଦସ୍ତଖତ ଅଭିଯାନ କରିଥିଲେ ।..
#RavenshawUniversity #cuttack #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 611
@kshyamanidhipradhan9432
@kshyamanidhipradhan9432 14 күн бұрын
ଲେଲିନି ବାବୁ ତମେ ପରା ଓଡ଼ିଶାର ସମସ୍ତ ସ୍କୁଲ ଟା ରଙ୍ଗ ସହ ପୋଷାକ ର ରଙ୍ଗ ବାଦଳେଏଇଦେଲେ
@bhaskarbholo5497
@bhaskarbholo5497 14 күн бұрын
Revenshaw is a brand of Odisha
@dkmohapatramohapatra5620
@dkmohapatramohapatra5620 8 күн бұрын
ବାପକୁ ଚିହ୍ନ ଯୀଶୁ କୁ ନୁହଁ
@WerewolfWerewolf-bn7jy
@WerewolfWerewolf-bn7jy 8 күн бұрын
Why , just it's your father's name? "Glory holes" 😂
@BasantaBehera-gl3li
@BasantaBehera-gl3li 14 күн бұрын
ଓଟିଭି ମିଡ଼ିଆ କେମିତି ଏ news ଦେଖାଉଛି kya baat hai
@kamaltanti7098
@kamaltanti7098 14 күн бұрын
😊👍
@Prayan698
@Prayan698 14 күн бұрын
ମୁଁ ବି ଭାବୁଛି ଓଟିଭି କେମିତି ଏ news କୁ କଭରେଜ କରୁଛି
@jaynatibalaMansingh-qj4cs
@jaynatibalaMansingh-qj4cs 14 күн бұрын
Bjp ru jou faida paibaku bhabithibe seita bodhe milini.....
@kailashswainkailashswain6878
@kailashswainkailashswain6878 14 күн бұрын
ଆଉ କିଛି ବାଳନାହି।
@SwamimitradevMitradev
@SwamimitradevMitradev 11 күн бұрын
रावेनशॉ के व्यवस्था के कारण ही 20 लाख लोग मर गए थे
@GANGADHAR-rn9uz
@GANGADHAR-rn9uz 13 күн бұрын
Revenshaw name is brand 😮
@damodarmishra2031
@damodarmishra2031 10 күн бұрын
I am also an old Ravenshawvian. I support to change Name to show the art or culture of our state or country. Some people are opposing only for political reasons.
@Nitish86858
@Nitish86858 11 күн бұрын
Ravenshaw❤name is great good name praise the Lord❤
@srb1797
@srb1797 14 күн бұрын
Good job uncle. This is the power of education. Salute to you🙌
@pratapkumarjena1310
@pratapkumarjena1310 14 күн бұрын
Otv ଭାବିଥିଲା ସମସ୍ତେ ଧର୍ମେନ୍ଦ୍ର ପ୍ରଧାନ କଥାକୁ ସ୍ୱାଗତ କରିବେବୋଲି ସେଥିପାଇଁ ନ୍ୟୁଜ କରିବାକୁ ଆସିଥିଲେ କିନ୍ତୁ ଏଠି ନିରାଶହୋଇ ଫେରିଲା, ମୋ ମନ ଦୁଃଖଲାଗିଲା
@nibeditapatra3559
@nibeditapatra3559 14 күн бұрын
😂😂bichara otv
@amitarup4740
@amitarup4740 14 күн бұрын
Lennin ବିଜେଡି ନେତା ଓ ସୁଦର୍ଶନ congress leader ଓଟିଭି ଜାଣିଛି ନିରପେକ୍ଷତା ଓଟିଭି ଠୁ ଶିଖ
@aswinimalik2431
@aswinimalik2431 12 күн бұрын
Baleswar nabalika rape matter janichi ta o tv​@@amitarup4740
@syedfaizanali3417
@syedfaizanali3417 11 күн бұрын
Ehaku Godi Media kahanti.
@syedfaizanali3417
@syedfaizanali3417 11 күн бұрын
KICHI NA BADADAI BJP SARKAR KU BADADAI DIANTU SABU THIK HOI JIBA. Odisha re shanti pheri asiba.
@ashoksahoo8150
@ashoksahoo8150 10 күн бұрын
ଲେନି ନ୍ ମହାନ୍ତି ବିଜେଡିର୍ ନମ୍ବର one ଚାମଚ ।କଂଗ୍ରେସ ବିଜେଡି ଏକ ହେବେ।ତେବେ ବି ନାମ ପରିବର୍ତନ ଆବଶ୍ୟକତା ନାହିଁ।ବିଶ୍ୱଗୁରୁ ବୋଳାଉ ଥିବାବେଲେ ନାମ ପରିବର୍ତନ ସଂକୀର୍ଣ୍ଣ ମାନସିକତା।
@hemantakumar.c
@hemantakumar.c 11 күн бұрын
ଅନେକ ବ୍ରିଟିଶ ଶାସକ ଥିଲେ, ଯେଉମାନେ ଓଡ଼ିଶାର କାହିଁକି ଭାରତ ବର୍ଷର ବିକାଶ କରିଛନ୍ତି ୍l ତେଣୁ ବୃଥାରେ ବିବାଦୀୟ ମନ୍ତବ୍ୟ ଉପରେ ଦିଆ ନଯାଉ l ଝାମେଲାକୁ ଆମନ୍ତ୍ରଣ କରନ୍ତୁ ନାହିଁ l🙏❣️🙏❣️🙏
@SwamimitradevMitradev
@SwamimitradevMitradev 9 күн бұрын
@@hemantakumar.c 20 लाख लोगमर गए तो रावेनशॉ क्या कर रहा था इतिहास पढ़ो, मूर्खों को बेवकूफ बनानेके लिए और सांन्त्वना देने के लिए कॉलेज खोला उसमें भी पैसा भंज महाराज का भी लगा था, उस समय अंग्रेज लोग किसी को मानते नहीं थे, भारत को और कब्जा कर के रखना चाह रहे थे इसीलिए कॉलेज खोल रह थे, किंतु विडंबना से सुभाष चंद्र बोस मधु बाबू जैसे लोग आगे आगे आये, बाकी रावेनशॉके स्टूडेंट अंग्रेजों का गुलाम बनाने के लिए पूरा प्रयास कर रहे थे, और तो और सुभाष चंद्र के पिता जी जैसे लोग भी अंग्रेजों के गुलाम बन चुके थे, सामान्य भारतीयों को गुलाम बनाने के लिए कुछ लोगों को पढाना और अपने नौकरी देकरके और भारत को संभालना उनका काम था, ताकि सामान्य जनों को लूटा जा सके, रावेनशॉ कॉलेज बनाने का एक ही लक्ष्य था यहां के स्टूडेंट अंग्रेजों के नौकर बन करके अंग्रेज सरकार को बढ़िया से मदद करें, ताकि सामान्य नागरिक को लूटजा सके, सुभाष चंद्र बोस ने इस बात को समझ लिया था, मधु बाबू ने इस बात को समझ लियाथा, रावेनशॉ कॉलेज के स्टूडेंट नौकरी पाकर केवल अंग्रेजों को फुल समर्थन देंगे ऐसा जानकर उड़ीसा में ही नहीं अन्यत्रभी स्कूल खोला जा रहा था, जो भी स्कूल खुल गया केवल इंग्लैंड को और अधिक सशक्त बनाने के लिए कियाजा रहा था, तभी जाकर वहां से पैसे आते थे
@dibyadarshipaikaray0098
@dibyadarshipaikaray0098 8 күн бұрын
jemiti ki? kichi example dele
@WerewolfWerewolf-bn7jy
@WerewolfWerewolf-bn7jy 8 күн бұрын
Christian missionaries have fooled you so far. If you're a converted it's maybe good for you but you can't glorify those Mf who genocide millions and bring back to this extent.
@GeetajiBehera
@GeetajiBehera 10 күн бұрын
ବିଜେପି ରେଭେନ୍ସା ନାମ ପରିବର୍ତ୍ତନ ଚାହୁଁ ନାହିଁ ସେଦିନ ଥିଲା ଧର୍ମେନ୍ଦ୍ର ପ୍ରଧାନ କଂ ବ୍ଯକ୍ତି ଗତ ବାଚାଳାମି....... ଜୟ ଶ୍ରୀରାମ🙏🙏🙏🙏🙏🙏
@NarayanGond-gz3bn
@NarayanGond-gz3bn 14 күн бұрын
ନାଁ ବଦଳାଇଲେ କ'ଣ ଶିକ୍ଷା ବିକାଶ ଉନ୍ନତ କରିବ ଏତେ ବର୍ଷ ହେଲା ରେଭେନ୍ସା କେତେ ମାନ ସମ୍ମାନ ରଖିଛି ଓଡ଼ିଶା ପାଇଁ ଏବେ ନାଁ ବଦଳାଇଲେ କେହି ଜାଣିବେନି All Odisha Reputation High College name Why Change Revensha College
@prasankumarofficial
@prasankumarofficial 14 күн бұрын
We stand with Revenshaw ❤
@pratapkumarjena1310
@pratapkumarjena1310 14 күн бұрын
ଧର୍ମେନ୍ଦ୍ର ପ୍ରଧାନ ପାଗଳ ହୋଇଯାଇଛି,
@tapaswinikisan9349
@tapaswinikisan9349 12 күн бұрын
ଏମିତି ଅବାନ୍ତର ମତ ପାଇଁ ଧର୍ମେନ୍ଦ୍ର ପ୍ରଧାନ କ୍ଷମା ମାଗନ୍ତୁ କାହିଁକି ନାଁ ରେଭେନ୍ସା ପରି ଗୋଟିଏ ଶିକ୍ଷାନୁଷ୍ଠାନ ଉପରେ ସେ ନିଜର ବ୍ୟକ୍ତିଗତ ମତାମତ କେମିତି ଦେଇ ପାରିବେ ଏହା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ
@dkmohapatramohapatra5620
@dkmohapatramohapatra5620 8 күн бұрын
ନିଜ ବାପ କୁ ଛାଡି ଅନ୍ୟକୁ ବାପ ବନେଇବା କେତେଦୂର ଠିକ୍
@WerewolfWerewolf-bn7jy
@WerewolfWerewolf-bn7jy 8 күн бұрын
Hey converted, accepting Christianity y'all think you got distinctions .😂😂
@Dibyaprasad01
@Dibyaprasad01 6 күн бұрын
Jhia khali dharmendra pradhan nuha ki cuttack gali re buluthiba kuji neta nuha se tama gharaku jaiki kyama magiba,bhuli jaucha bodhe bharat ra education minister se au jau topic ta se utheichi seta ta ministry under re rahuchi
@YouTubelive9990
@YouTubelive9990 5 күн бұрын
​@@dkmohapatramohapatra5620 jadi Anya bapo tote chuaaru bada karichi Monisha karichi athire bhulu kn... To nija bapo kauthi ba kau Aya lako ku teki daeki mada pii ki BJP pacharabuluchi Anya laka tote bada karichi tote patha satha padhaechi ta bhulu kn
@rabindraraita6455
@rabindraraita6455 4 күн бұрын
କାହିଁକିନା ସେ ଓଡ଼ିଶାର ତୁମେ ସବୁ......
@sarojkumarbehera6697
@sarojkumarbehera6697 10 күн бұрын
ବିଜେପି ରେଭେନ୍ସା ନାମ ପରିବର୍ତ୍ତନ ଚାହୁଁ ନାହିଁ କେବଳ ସେଦିନ ଥିଲା ଧର୍ମେନ୍ଦ୍ର ପ୍ରଧାନ କଂ ବ୍ଯକ୍ତି ଗତ ବାଚାଳାମି..... ଜୟ ଶ୍ରୀରାମ 🙏🏼🙏🏼🙏🏼🙏🏼
@shubharantkumarrath4799
@shubharantkumarrath4799 10 күн бұрын
ପ୍ରକୃତ ଇତିହାସ ଜାଣିବା ପାଇଁ କାହାର ଆଗ୍ରହ ନାହିଁ। କାରଣ ପ୍ରକୃତ ଇତିହାସ ଓଡ଼ିଶା ଓ ଭାରତ ଲୋକ ଜାଣିଲେ କିଛି ଲୋକଙ୍କର political କ୍ୟାରିୟର ଶେଷ ହୋଇଯିବ।
@hunnterr_
@hunnterr_ 14 күн бұрын
ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ ନିଜ ନାମ କୁ Change କରି ଢାମୁଆ ପ୍ରଧାନ କରୁ ତା ପରେ ରେଭେନ୍ସା କଥା ଚିନ୍ତା କରିବ 😂
@explorewithsonu188
@explorewithsonu188 10 күн бұрын
@saratmohanty4255
@saratmohanty4255 10 күн бұрын
ଢମଣା....
@hrushikeshmahanta6590
@hrushikeshmahanta6590 9 күн бұрын
Leak Pradhan ଦିଆଯାଉ
@hometventertain
@hometventertain 5 күн бұрын
Paperleak Pradhan
@dambarudharbai9341
@dambarudharbai9341 12 күн бұрын
Dharmendra Pradhan nku education minister ru hata jau..
@HoneyMohanty
@HoneyMohanty 14 күн бұрын
ବାଚାଳାମି କରୁ ଛନ୍ତି । ଧର୍ମେନ୍ଦ୍ର ବାବୁ।
@chintubhai669
@chintubhai669 6 күн бұрын
ପରମ ଠୋକ ହେଉଛି ଧର୍ମେନ୍ଦ୍ର ପ୍ରଧାନ ଏତେ ବର୍ଷ ହେଲା ମନ୍ତ୍ରୀ ହେଇଚି ଓଡିଶା ପାଇଁ କଣ ବାଳ ଟା କରିଛି ମୋର 1 % voting ନାହିଁ I🙏🙏🙏
@hokule6515
@hokule6515 12 күн бұрын
ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ପରିବର୍ତ୍ତନ କରିକି ଡହରl ପ୍ରଧାନ ନାମ ଦିଆ ଯାଉ। ଧନ୍ୟବାଦ୍
@minarvamallick9783
@minarvamallick9783 7 күн бұрын
ବାସ୍ତବରେ ହାସ୍ୟାସ୍ପଦ କଥା ଧର୍ମେନ୍ଦ୍ର ପ୍ରଧାନ ବାବୁ ରେଭେନ୍ସା ବିଶ୍ଵବିଦ୍ୟାଳୟ ରେ ପାଠ ପଡି ନାହାନ୍ତି ବୋଲି ରେଭେନ୍ସା ବିଶ୍ଵବିଦ୍ୟାଳୟ ପ୍ରତି ଇର୍ଷା ଭାବ ପ୍ରତୀୟମାନ ହୁଏ
@mr.7teen956
@mr.7teen956 7 күн бұрын
Ravenshaw Is Proud Of Odisha and it's an Emotion ❤
@ranajitkumarmohanty9740
@ranajitkumarmohanty9740 14 күн бұрын
ରେଭେନ୍ସା କଲେଜର କୌଣସି ଛାତ୍ର ଯଦି ଧର୍ମେନ୍ଦ୍ର ପ୍ରଧାନ ଯାଗାରେ ଥାଆନ୍ତେ ଏବେ ଶିକ୍ଷାର ମାନଦଣ୍ଡ କଅଣ ହୋଇଥାନ୍ତା ll ବିଜେପି ଵାଲା ତାଙ୍କୁ ଯେତେ ଟେକନ୍ତୁ ସେ ଅନ୍ଧଙ୍କ ଭିତରେ କଣା ll ରେଭେନ୍ସାରେ କେହି ଅନ୍ଧଭକ୍ତ ନାହାଁନ୍ତି ତେଣୁ ବିଜେପି ବାଲାଙ୍କୁ ବାଧୁଛି ll
@kulamanipradhan8462
@kulamanipradhan8462 9 күн бұрын
କଥାଟା ଯେତେବେଳେ ଉଠିଲାଣି, ନାମ ପରିବର୍ତନ ହେବାଟା ଥୟ l
@roshann6835
@roshann6835 5 күн бұрын
​@@kulamanipradhan8462ଦିବସ୍ଵପ୍ନ ଦେଖିବା ବନ୍ଦ କର,,,ନାମ ପରିବର୍ତ୍ତନ ଅସମ୍ଭବ !
@kulamanipradhan8462
@kulamanipradhan8462 Күн бұрын
@@roshann6835 ଆଜ୍ଞା, ଆପଣଙ୍କ ବାପଅଜା ବି ଦିନେ ଏମିତି କହୁଥିଲେ l ରାମ ମନ୍ଦିର କରିବା ଅସମ୍ଭବ l 370 ହଟେଇବା ଅସମ୍ଭବ, ତିନ ତଲାକ ହଟେଇବା ଅସମ୍ଭବ ଇତ୍ୟାଦି ଇତ୍ୟାଦି l
@roshann6835
@roshann6835 Күн бұрын
​@@kulamanipradhan8462 ମନ ଇଛା କଣ ଗପୁଛ! ତମ ବାପଅଜା ସେଇଆ କହୁଥିବେ,ରେଭେନ୍ସା ହେଉଛି ଏକ ଐତିହସମ୍ପନ୍ନ ପ୍ରତିଷ୍ଠିତ ବିଶ୍ଵବିଦ୍ୟାଳୟ,,କୌଣସି ଷ୍ଟାଡି଼ୟମ ନୁହେଁ ଯେ ମନ ଇଛା ନାମ ପରିବର୍ତ୍ତନ କରିବ,ବୁଝିଲ।
@roshann6835
@roshann6835 Күн бұрын
​@@kulamanipradhan8462ମନ ଇଛା କଣ ଗପୁଛ? ରେଭେନ୍ସା ହେଉଛି ଏକ ବିଶ୍ୱବିଦ୍ୟାଳୟ;କୋଉ ଖେଳ ଷ୍ଟାଡି଼ୟମ ନୁହେଁ,,ଯେ ମନ ଇଛା ନାମ ପରିବର୍ତ୍ତନ କରିବ ।
@sudhansudas8543
@sudhansudas8543 14 күн бұрын
I support you fully No change in name
@GirishchandraDhir
@GirishchandraDhir 2 күн бұрын
ଆମେ ଚାହୁଁଚୁ ଯେଉଁ ଯେଉଁ ଜାଗାରେ ଇଂରେଜ ମାନ ଙ୍କ ନାରେ ଅନୁଷ୍ଠାନ ଓ ଅଫିସ୍ ଅଛି ସବୁ ଆମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଙ୍କ ନାରେ ନାମିତ କରାଯାଉ ।
@chittaranjanrath3088
@chittaranjanrath3088 9 күн бұрын
ମଧୁସୂଦନ ଦାସ ବିଶ୍ଵବିଦ୍ୟାଳୟ କଟକ ରଖନ୍ତୁ।
@bijayasethy2738
@bijayasethy2738 9 күн бұрын
Ravenshaw is the milestone in the progress of education
@pinkubiswal8734
@pinkubiswal8734 13 күн бұрын
Education minister ❌ Leak minister ✅
@reviewsnehasis1377
@reviewsnehasis1377 10 күн бұрын
We don't support Dharmendra Pradhan jee regarding the rename of RAVENSHAW.. As a Ravenshawvian, we condemn it...RAVENSHAW is an emotion...Pride for us...
@akhayakumarsatapathy1420
@akhayakumarsatapathy1420 11 күн бұрын
Ame sabu Ravenshaw students..We feel very much proud.
@ramakantaanimation
@ramakantaanimation 14 күн бұрын
ଔକାତ ଅଛି ଯଦି ପ୍ରଥମେ English ଭାଷା ଆଉ ଶିକ୍ଷାକୁ ବନ୍ଦ୍ କରି ଦେଖାଅ ତାହେଲେ ଆମେ ଜାଣିବା ଆପଣ ପକୃତ ବୋପାର ଛୁଆ। ମୋତେ ଲାଗୁଛି ଏମିତି କୌଣସି ବୋପାର ଛୁଆ ନାହିଁ English ଭାଷା ଆଉ ଶିକ୍ଷାକୁ ବନ୍ଦ୍ କରିପାରିବ। Odia ଅସ୍ମିତା ନାଁରେ Ravenshaw ର ନାଁକୁ ବଦଳାଇବା ଏକ ମୂର୍ଖାମି।
@prafullarana3965
@prafullarana3965 14 күн бұрын
ହଁ ଠିକ୍ କହିଲ ଭାଇ ଇଂରାଜୀ ଭାଷା ଉଠେଇ ଦେଲେ ଓଡ଼ିଆ ଅସ୍ମିତା ରହିବ ଆମର 😂 ଆଉ ବ୍ରିଟିଶ ମାନେ ଯଉ ସବୁ କରିଯାଇଥିଲେ ତାଙ୍କୁ ଉଠେଇ ଆମ ଓଡ଼ିଆ ଲୋକ ନିଜେ ନୂଆ କିଛି ଉଦ୍ଭାବନ କର । ତାପରେ ରେଭେନ୍ସା ନା ଉଠେଇବା କଥା ଚିନ୍ତା କର । ଏଗୁଡ଼ା ଖାଲି ଓଡ଼ିଆ ଅସ୍ମିତା କଥା ଉଠେଇ ନାମ ଆଉ ରଙ୍ଗ ପରିବର୍ତ୍ତନ କରି ଧନ୍ଦା ଚଲେଲିଛନ୍ତି ହେଲେ ପ୍ରକୃତରେ ରେଭେନ୍ସା କୁ କଣ ଦରକାର ସେଇଟା କରୁନାହାନ୍ତି।
@pradipbiswal1871
@pradipbiswal1871 14 күн бұрын
Achha name change kale asubidha kn padha padhiba loka padhibe name kichhi nathae
@sayedakanizfatma380
@sayedakanizfatma380 14 күн бұрын
​@@pradipbiswal1871padhi thile jani than ta.pahada ku teka bujhi paribe nahi
@tapasswain3231
@tapasswain3231 14 күн бұрын
​@@sayedakanizfatma380Revenshaw University gote puruna University yaa tharu adhika kichi nuhan .
@papumurmu9825
@papumurmu9825 14 күн бұрын
​@@prafullarana3965right ✅️
@ashokkumarpal596
@ashokkumarpal596 9 күн бұрын
ଆମେ ତ ଭାବୁଥିଲୁ ରେଭେନ୍ସା କେବଳ ଅନେକ ବୁଦ୍ଧିଜୀବୀ ,ଶିକ୍ଷ୍ୟାବିତ ,ବୈଜ୍ଞାନିକ ଏ ପରି ଅନେକ ଜଣାଶୁଣା ବ୍ୟକ୍ତି ଙ୍କୁ ଜନ୍ମ ଦେଇଛି ,ତୁମ ପରି ମିଛୁଆ ,ଟାଉଟର ଙ୍କୁ ବି ଜନ୍ମ ଦେଇଛି ଆଜି ଜାଣିଲୁ .
@arucharanpradhan5502
@arucharanpradhan5502 14 күн бұрын
ମୁଁ ଦେଖିଛି କେତେ ଭାଇ ମାନେ ଗୋଟିଏ ବାକ୍ୟ କମେଣ୍ଟରେ ଲେଖିଲେ ଦୁଇ ତିନୋଟି ଭୁଲ ଲେଖୁଛନ୍ତି, ସେମାନେ କି ଓଡିଆ,କି ଜ୍ଞାନୀ,କଣ ଅସ୍ମିତା ଜାଣିବେ। ଉଚ୍ଚ ହେବା ପାଇଁ କର ଯଦି ଆଶା --- ଉଚ୍ଚ କର ଆଗେ ନିଜ ମାତୃଭାଷା।
@dillipsahoo7921
@dillipsahoo7921 13 күн бұрын
ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ନିଜ ନାମ ଓ ବାପା ଙ୍କ ନାମ ପରିବର୍ତ୍ତନ କରନ୍ତୁ। ତାପରେ ରେଭେନ୍ସା କଲେଜ କଥା ଚିନ୍ତା କରିବେ
@anusayaparida7039
@anusayaparida7039 14 күн бұрын
Bjp ku jaha kariba katha karuni .ajatha kama karuchi
@sarojpradhan-m4d
@sarojpradhan-m4d 9 күн бұрын
ଏହା ହେଉଛି ଓଡିଆ ଙ୍କ ପରିଚୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ବଦଳରେ ଅନ୍ୟ ର ପଛରେ ଧାଇବା
@Barunkumar199
@Barunkumar199 14 күн бұрын
ମୁଁ Ravanshaw college ରେ ପାଠ ପଡିନି ସତ କିନ୍ତୁ Ravanshaw college ନାମ ଶୁଣିଲେ ଗର୍ବ ଲାଗୁଛି.
@roshann6835
@roshann6835 14 күн бұрын
Proud to be a Ravenshawvian ! ❤
@dhirendrapanigrahi5410
@dhirendrapanigrahi5410 10 күн бұрын
ଲେଲିନ ମହାନ୍ତି କୁ ମୋର ଗୋଟେ ପ୍ରଶ୍ନ ରେଭେନ୍ସା ଭଳିଆ ଜଣେ ବିଦେଶୀ ର ନାମ ବ୍ୟକ୍ତି ପ୍ରତି ଏତେ ଦରଦ କାହିଁକି.
@jyotiprakashyug1653
@jyotiprakashyug1653 9 күн бұрын
ରେଭେନ୍ସା ପିତା ଆଉ ଜଉମାନେ କହୁଛନ୍ତି ରେଭେନ୍ସା ର ଛୁଆ ତ ତାଙ୍କ ମାଆ କାହାସହିତ ରହୁଥିଲେ ରେଭେନ୍ସା ସହିତ
@pravatkumarmishra9760
@pravatkumarmishra9760 11 күн бұрын
ତମେ ସବୁ ବ୍ରିଟିଶ ଛୁଆ କି ଗର୍ବ ମୋ ମତରେ ଅତ୍ୟାଚାରୀ ବ୍ରିଟିଶ ମୋଗଲ ମାନଙ୍କର ନାମ ପରିବର୍ତ୍ତନ ହଉ
@shibaprasad7721
@shibaprasad7721 3 күн бұрын
କୋୖଣସି ବିଦେଶୀ ଙ୍କ ନାମରେ ଓଡ଼ିଶା ର ଏକ ଶିକ୍ଷାନୁଷ୍ଠାନ ର ନାମ ରହିବା ଅନୁଚିତ ।
@krushnachandranayak8081
@krushnachandranayak8081 14 күн бұрын
OTV aaji dekhai delo tame bhi neutral channel.
@gopalkrishnapattnaik5313
@gopalkrishnapattnaik5313 11 күн бұрын
Ravenshaw students are very proud of getting well educated. But NOW all are ODISHA STUDENTS.. NON ODISHA STUDENTS ARE EDUCATED .. WE ARE PROUD OF ODISHA , NOT OF RAVENSHAW.
@RajkumarKumar-rf4xb
@RajkumarKumar-rf4xb 13 күн бұрын
No, never Late & Great Thomas Edward Ravenshaw has contributed a lot in Cuttack City and Odisha, especially for the Odia language to be classical language and irrigation problem solving and health as well as education sector Ravenshaw saheb contributed a lot 😀 like Ravenshaw College Ravenshaw Girl's High school and Ravenshaw collegiate Boy's High School where Subash Bose and many other educated . So Ravenshaw name should be there for his good deeds. Nachet Dunia kahiba Nimak Haaraam .
@jungleoutlander1662
@jungleoutlander1662 13 күн бұрын
Not acceptable....down with name change proposal..... I am proud Ravenshawian.
@Krishnausithdjfsiyd
@Krishnausithdjfsiyd 14 күн бұрын
Ravenshwa=❌ Subash Chandra Bose University=☑️✔️✅
@kalyanpanda5885
@kalyanpanda5885 14 күн бұрын
ତାଳଦଣ୍ଡା କେନାଲ ପାଣ୍ଡିଆନ କରିଛନ୍ତି ସୁବାସ ସିଂ ସହାୟତାରେ
@pratiharpradhan1305
@pratiharpradhan1305 8 күн бұрын
ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହେବାପରେ ଧର୍ମେନ୍ଦ୍ର ବର୍ତମାନ ବିଜେପି ର ବିଭୀଷଣ ସାଜିଛନ୍ତି
@kalyanpanda5885
@kalyanpanda5885 14 күн бұрын
ଏଠି ପଢି ମାଓବାଦୀ ହେଇ ବନ୍ଧା ହେଇଥିଲୁ
@ceekay9911
@ceekay9911 10 күн бұрын
ଧର୍ମେନ୍ଦ୍ର କିଛି କରିପାରିବେ ନାହିଁ।
@kulamanipradhan8462
@kulamanipradhan8462 9 күн бұрын
ହଇରେ ଗାଲୁଆ ତମ ନବୀନା ବି ଓଡିଶାର ବରପୁତ୍ର ଅଭିମନ୍ୟୁ ସାମନ୍ତସିଂହାରଙ୍କ ନାମରେ ଭୁବନେଶ୍ୱରରେ ଥିବା ରାସ୍ତାକୁ ଗୋଟାଏ ଧର୍ମନ୍ତରଣକାରୀ ମଦର ଟେରେସାର ନାଆଁରେ ନାମିତ କରିଛି l ଲଜ୍ୟା ନାହିଁ ତମକୁ l
@riteshmajhi2490
@riteshmajhi2490 11 күн бұрын
Bahut sukho ra kotha.anya ku bapa banei bahut sukho miluchhi aau garvo laguchhi ta kichhi kahibaro nahi
@SmitaPanda-kv6yq
@SmitaPanda-kv6yq 14 күн бұрын
ତୁମେ ଵି ବହୁତ ଜାଗାରେ ରଙ୍ଗ ଦେଇଛ
@chandrakantaswain2976
@chandrakantaswain2976 10 күн бұрын
ଇଂରେଜ ମାନେ ଆମକୁ ଆଣ୍ଠୁଆ ମାରୁଥିଲେ ଭଲ ଲାଗୁଥିଲା😂😂😂
@santoshkumarmishra2620
@santoshkumarmishra2620 7 күн бұрын
କିଛି କରିପାରିବନି. ଜଣେ ପ୍ରଜାପୀଡକ ଇଂରେଜୀ ର ନାମ କାହିଁକି ରହିବ. ତୁରନ୍ତ ନାମ ପରିବର୍ତ୍ତନ କରାଯାଉ. ମଧୁସୂଦନ ଦାସ୍ university ନାମରେ ନାମିତ ହେଉ.
@laxmipatnaik128
@laxmipatnaik128 9 күн бұрын
One online signature campaign should be organised.
@arunasahu22
@arunasahu22 12 күн бұрын
Odisha matira santana amara garba o gouraba netaji subhas chndra bose nama re namita karajau
@Rranjam
@Rranjam 14 күн бұрын
Honble minister has initiated a debate .. i think ravenshaw has brand name world wide. Besides he brought higher education to an unknown place in Bengal province.. ie Cuttack . Kolkata and chennai were the earliest beneficiary of modern education . It came to odisha due to his efforts .. it has legacy recognition value . Hence name change does not augur well ..
@anmayakumar1551
@anmayakumar1551 10 күн бұрын
କଲେଜ ର ଶ୍ରେୟ ଦେବ ରେଭେନ୍ଶା କୁ ଆଉ ଦୁର୍ଭିକ୍ଷ ର ଉତ୍ତରଦାୟିତ୍ଵ କୁ ବଙ୍ଗ ର ସରକାରୀ କର୍ମଚାରୀ ମଧ୍ୟେ ବାଣ୍ଟି ଦେବା 🫡 ଏମାନେ ସବୁ ତାମିଲବୁଦ୍ଧି ପ୍ରଭାବିତ
@LaxmidharSrichandan-np6lt
@LaxmidharSrichandan-np6lt 10 күн бұрын
ବିଶ୍ୱ ରେ ଥିବା ଵିଶ୍ଵ ବିଦ୍ୟାଳୟ ମାନଙ୍କରେ ଏହି ବିଶ୍ୱ ବିଦ୍ୟାଳୟ ର ସ୍ଥାନ ଵହୁତ ତଳକୁ ରହିଛି।ଗୁଣାତ୍ମକ ଶିକ୍ଷା ଦୃଷ୍ଟିରୁ ଏହି ଅନୁଷ୍ଠାନ ବିଶ୍ୱା ସ୍ତରୀୟ ନୁହେଁ।ଯାହାର ମୁଖେ ଲାଜ୍ ନାହିଁ ସେ ଏହି ଭଳି ମୁଲ୍ୟହୀନ କଥା କହିବ
@kailashchandradash959
@kailashchandradash959 14 күн бұрын
Upendra Bhanja. Bhima Bhoi.Gopalkrushna. Dinakrushna. Balaram Das and Others were Students Of Ravenshaw College
@bbsenapati2245
@bbsenapati2245 14 күн бұрын
Dharmendra Pradhan tanka name first change kari example odisha basi ku dekhantu
@prasantasatapathy
@prasantasatapathy 10 күн бұрын
Revenshaw Univ. କଣ ତା ..... ସମ୍ପତ୍ତି!!
@manojkumarsahu4930
@manojkumarsahu4930 13 күн бұрын
Aji ପର୍ଯ୍ୟନ୍ତ ମୁଁ ସୁଣିନି କାହାରି ପୁଅ ର ନାମ ରାବଣ ହେଲେ ରେଭେନ୍ସା ପ୍ରେମ ବହୁତ୍
@gcmohanty7484
@gcmohanty7484 6 күн бұрын
When Choudhary Gobinda Ballabh Das has been accepted by the people of Odisha unanimously as, "Utkal Gauraba" of Odisha after acceptance of Christianity in the year 1966 and renamed as Madhusudhan Das, then why Renaming of Revenshaw College will not be accepted through a healthy debate. TE Revenshaw becomes the Commissioner of Odisha the previous year i:e 1865.
@snvvishwanathamprasantm7867
@snvvishwanathamprasantm7867 11 күн бұрын
ରେଭେନ୍ସା ବିଶ୍ଵ ବିଦ୍ୟାଳୟ ର ନାମ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିଶ୍ୱ ବିଦ୍ୟାଳୟ କରାଯାଉ. ନେତାଜୀ ହେଉଛନ୍ତି ଓଡ଼ିଶା ତଥା ଆଧୁନିକ ଭାରତର ଶ୍ରେଷ୍ଠ ବର ପୁତ୍ର. କିମ୍ବା ବାଜି ରାଉତ ହେଉଛନ୍ତି ଶ୍ରେଷ୍ଠ ବପ୍ଲବୀ ବର ପୁତ୍ର ନାମ ରଖିଲେ ବହୁତ ପ୍ରେରଣା ମଧ୍ୟ୍ୟ ମିଳିବ.Colonial Name Macaulay Leftist mindset edu systems should be Changed.
@patrababunilambar
@patrababunilambar 11 күн бұрын
ଆଜ୍ଞା କଳାହାଣ୍ଡି ଜିଲ୍ଲା ରୁବି ଆନ୍ଦୋଳନ ହେବ
@mogaonmomaa5228
@mogaonmomaa5228 13 күн бұрын
ରେଭେନ୍ସା ବିଶ୍ଵବିଦ୍ୟାଳୟ ବଦଳିବା ଦରକାର । ଏମାନେ ଓଡ଼ିଆ ନୁହେଁ ।
@sadanandasahoo9629
@sadanandasahoo9629 13 күн бұрын
କଲେଜ ସମସ୍ୟା ଓ ନାମ ପରିବର୍ତ୍ତନ ଦୁଇଟା ଅଲଗା ବିଷୟ, ତେଣୁ ନାମ ପରିବର୍ତନ ବିଷୟରେ ଆଲୋଚନା ହେବା ଜରୁରୀ...ଯାହାର ଶାସନରେ ଶହ ଶହ ଓଡ଼ିଆ ମଲେ ତାକୁ ଆମେ ବଡ଼ ଦୁଃଖ ବୋଲି ଭାବୁ ନାହାନ୍ତି କିନ୍ତୁ ସେ ଆମ ଶିକ୍ଷାର ଉନ୍ନତି ପାଇଁ Cuttack College କୁ ନାମ ପରିବର୍ତନ କରି Revenshaw କଲେ ତାକୁ ଆମେ ବଡ଼ ଭାବୁଚୁ , ସେ ପ୍ରାୟଶ୍ଚିତ କରିଥାଇ ପାରନ୍ତି ହେଲେ ଠିକ୍ ସମୟରେ ଓଡ଼ିଆ ଲୋକଙ୍କ ମୃତ୍ୟୁ ପାଇଁ ସହାୟତା କରିନାହାନ୍ତି. ତେଣୁ ମୋ ମତରେ ନାମ ପରିବର୍ତ୍ତନ ହେବା ଆବଶ୍ୟକ. ଯେଉଁ ପୂର୍ବ ଛାତ୍ର ଓ ବର୍ତ୍ତମାନ ଛାତ୍ର ବିରୋଧ କରୁଛନ୍ତି ନାମ ପରିବର୍ତ୍ତନ ହେଲେ ସେମାନେ ପାଠ ପଡ଼ିଥିବା କଲେଜ ଥିବ କିନ୍ତୁ ନାମ ଆଉ ଭବିଷ୍ୟତ ରେ ରହିବ ନାହିଁ, ସେଥିପାଇଁ ସେମାନେ ମର୍ମାହତ ହେବା ସ୍ଵାଭାବିକ.
@GirishchandraDhir
@GirishchandraDhir 2 күн бұрын
ତତେ ଇରେଁ ଯେ ସରକାର ତମାକୁ ନେଇଥିଲେ ସେଥିପାଇଁ ରେଭେନ୍ସା କଲେଜ୍ ଚେଞ୍ଚ ହେଲେ ଖରାପ୍ ହେବ
@LambodarPradhan-sj6uy
@LambodarPradhan-sj6uy 13 күн бұрын
ହେ ଭଗବାନ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। ରେଭେନ୍ସା କୁ ସାହେବ କହୁଛନ୍ତି ଛି ଛି, ସତେ ଯେପରି ସେ ଲୋକ ଟା ଓଡ଼ିଶା ର ବିର ସନ୍ତାନ। ମନେରଖ ଇଁରେଜ ମାନେ ବେଇମାନ ବିଶ୍ବାସ ଘାତକ ତେଣୁ ତାଙ୍କର କୌଣସି ନାମ ରହିବା ଉଚିତ୍ ନୁେହେଁ। ସଂଗ୍ରାମୀ ମାନଙ୍କ ନାମରେ ନାମିତ ହେଉ।
@upendranathgiri4336
@upendranathgiri4336 10 күн бұрын
ଇତିହାସର ପୃଷ୍ଠା ଟିକିଏ ଓଲଟାଇ ଦେଖ କି ଧର୍ମଙ୍କ ଦଳ ସ୍ୱାଧୀନତା ସଂଗ୍ରାମରେ ବ୍ରିଟିଶ ମାନଙ୍କ ସପକ୍ଷରେ ରହି କାମ କରୁଥିଲା, ଭlରତଛାଡ଼ ଆନ୍ଦୋଳନକୁ ବିରୋଧ କରୁଥିଲା......... ଆଉ ସେ ଆଜି ଅପ୍ରାସଙ୍ଗିକ କଥାକହି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି !!! ସେ ଯେ ହେଉନା କାହିଁକି ଭଲ ଓ ଯୁଗଙ୍କରି କାର୍ଯ୍ୟ ସର୍ବଦା ପ୍ରଶ୍ନସନୀୟ, ତାକତ ଅଛିତ ଆଉ ଏକ ରେଭେନ୍ଶା ୟୁନିଭେର୍ସିଟି କରି ଅସ୍ମିତା ନାମରେ ନମିତା କରନ୍ତୁ !!!
@bijayramsenapati
@bijayramsenapati 9 күн бұрын
Anyone, who is someone in Odisha is likely to be a Ravenshavian..... don't forget this puchline by Dr. Sriram Das...
@MkpradhanMilankumar
@MkpradhanMilankumar 11 күн бұрын
ଯାହାର ଏହାକୁ ସମର୍ଥନ କରୁନାହାନ୍ତି ଇଂରେଜ ଗୋଲାମୀ
@tapasmohanty1132
@tapasmohanty1132 7 күн бұрын
Those who became educated in England they will praise England and English.
@saiexplore7927
@saiexplore7927 14 күн бұрын
proud to be a ravenshawian....new hosteler
@MK-jc4qz
@MK-jc4qz 10 күн бұрын
Dharmendra Pradhan should resign for NEET paper leak scam.
@kailashkadamaseth1551
@kailashkadamaseth1551 10 күн бұрын
Very nice job 👏 👍 👌
@kedarnathpatnaik7168
@kedarnathpatnaik7168 8 күн бұрын
No change of name of this university. No no no change
@purnachandramanna1417
@purnachandramanna1417 11 күн бұрын
I salute to Dharmendra. Pradhan
@samarkumarnayak2777
@samarkumarnayak2777 11 күн бұрын
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର sir ନିଆଁ ଟି ଲଗାଇ ଦେଇ ବସି ଗଲେ l ସେ ଶିକ୍ଷା ମନ୍ତ୍ରୀ l ନିଆଁ ଜଳିବା ତୀବ୍ରତର ହେବ ସାରା ଓଡିଶାରେ ନୂଁହେ ସାରା ବିଶ୍ୱରେ l କାରଣ Ravenshaw ର ଛାତ୍ର ବିଶ୍ୱରେ ଅଛନ୍ତି l ଯଦି ନାମ ପରିବର୍ତ୍ତନ ହୋଇ ପାରିଲା sir ଓଡ଼ିଶାର ଜଣେ ବରପୁତ୍ର ହୋଇ ଯିବେ କାରଣ ଓଡିଶାରେ ଅନେକ ବଡ ବଡ ବରପୁତ୍ର ମାନେ ଯାହା ନକରି ପାରିଛନ୍ତି ଧର୍ମେନ୍ଦ୍ର sir କରି ଦେଖାଇ ଦେଲେ l ଓଡ଼ିଶାର ଇତିହାସ ରେ ସ୍ଵର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ ହୋଇ ଯିବ l sir ଓଡ଼ିଶାର ସମସ୍ତ ବରପୁତ୍ର ତାଲିକାରେ ସର୍ବୋଚ୍ଚ ସ୍ଥାନ ପାଇବେ l କିଛି ନକରି ଏତେ ବଡ଼ ନାମ ନେବା ବୁଦ୍ଧିମାନ ନେତାଙ୍କ କାର୍ଯ ବୋଲି ପରିଚିତ ହେବେ l
@suparfonyfamily
@suparfonyfamily 10 күн бұрын
ଏଠି କୌଣସି ଯୁଦ୍ଧ ହଉନି କି ଯିଏ କ୍ଷମତା କୁ ଆସିବ ସଙ୍ଗେ ନା ଆଉ ରଙ୍ଗ ବଦଳେଇ ପକେଇବ,ଯଦି ନିଜ ନା କରିବା ଉଦେଶ୍ୟ ମନରେ ଉଙ୍କି ମାରୁଛି ,ତେବେ ରେଭେନ୍ସା ଠୁ ବି ଉନ୍ନତ ମାନର ଗୋଟେ ନୂଆ univercity ଖୋଲି ଦେଖେଇବା ଉଚିତ୍,,ଆମ ଦକ୍ଷ ବି ପରିପେଖ୍ୟା ହୋଇ ପାରିବ ସ୍ପଷ୍ଟ ରୂପେ,,,
@sambhabaosambhabana3800
@sambhabaosambhabana3800 8 күн бұрын
ଲେଲିନ ମହାନ୍ତି କମନିଷଟା ରୁ ବିଜେଡି ଛୁଆ ରୁ ଏବେ ରେଭେନସାର ଛୁଆ ହୋଇଗଲେଣି ।
@bireswarsaran3528
@bireswarsaran3528 3 күн бұрын
Very very right words .Why give importance to such a comic opinion by a non Ravenshavian like dharmendra ?
@ajpp114
@ajpp114 14 күн бұрын
ଲେଲିନ ମାହାନ୍ତି ଭଳିଆ ଗୋଟେ ଗାଲୁଆକୁ କେମିତି ତିଆରି କଲା
@user-gt6lm3tz4o
@user-gt6lm3tz4o 8 күн бұрын
History of Odisha says Revensha saheb was a kalprit
@TapasPati-p5r
@TapasPati-p5r 14 күн бұрын
Jay Ravenshaw BCJD always stands for Ravenshaw
@jatadharipadhan7522
@jatadharipadhan7522 9 күн бұрын
ଓଡ଼ିଶାର ଜଣେ ମହାପୁରୁଷ ଙ୍କ ନାମରେ ନାମିତ ହେଉ
@rajkishoredas-st8tm
@rajkishoredas-st8tm 7 күн бұрын
We should collect signature immediate change the Edn Deeptt.from Dharmendra Pradhan.If you want then start name as Dharmendra College.ctc.
@chittaranjandas7140
@chittaranjandas7140 13 күн бұрын
Change of name of Revenswa is foolish statement. Revenswa is famous name in Odisha.
@rabinarayanmishra2036
@rabinarayanmishra2036 13 күн бұрын
Ravenshaw is great
@gabakshyanayak5748
@gabakshyanayak5748 14 күн бұрын
The above discussions are quite highly satisfactory..
@chittaranjansahu1613
@chittaranjansahu1613 14 күн бұрын
Dharmendra pradhaan will/may change name of konark, jagannath and so on. Unitedly all should strongly oppose that person who will be forced to step down .
@rayadvocate7711
@rayadvocate7711 22 сағат бұрын
Why the name of Ahmedabad has not yet changed . Has Dharmendra Pradhan raised this issue. Let it be "Aham Modi Puram".
@himansubhusanpanda5913
@himansubhusanpanda5913 8 күн бұрын
ଧାରମା ଆଉ ଓଡିଶା ଆସିବନି ଯାହା ଭୁଲ କରିଛି ଯଦି ଆସେ ସେ ଯୁମଲା କଥା କହି ଖସିବ ମନ୍ତ୍ରୀ କେତେ କଷ୍ଟରେ ହୋଇଛି ଭୁଲ ମାଗିବ ମିଛ କହି ପଛେ ମଲେ ମରିବି ମିଛ କହିବାକୁ କିଆଁ ଡରିବି
@sukramadkami4222
@sukramadkami4222 11 күн бұрын
Very good
@belalsensenapati1300
@belalsensenapati1300 14 күн бұрын
ତଥାକଥିତ ଶିକ୍ଷିତ-ମୂର୍ଖ ଟାଉଟରମାନେ ଅଶାଳୀନ ମନ୍ତବ୍ୟ ଦେବା ବଦଳରେ ଶାଳୀନତାର ସହ ଧର୍ମେନ୍ଦ୍ରଙ୍କ ମତକୁ କାଟିପାରିଲେ ଓଡ଼ିଆମାନେ ଉପକୃତ ହୁଅନ୍ତେ। ଓଡ଼ିଆମାନଙ୍କର ଜ୍ଞାନ ବଢନ୍ତା ଓ ଦିବଙ୍ଗତ ରେଭେନ୍ସାଙ୍କୁ ପ୍ରକୃତ ନ୍ୟାୟ ମିଳନ୍ତା।
@chaskamisantalbhasate4149
@chaskamisantalbhasate4149 12 күн бұрын
କେନ୍ଦ୍ରମନ୍ତ୍ରୀ ନୂଆଁ ନୂଆଁ ଉନିଭର୍ସିଟୀ ତିଆରି କରି ସହିଦ କିମ୍ବା ଓଡ଼ିଶାର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ନାମରେ ନାମିତ କରିବା ଉଚିତ୍ ଏହି ପୁରୁଣା କଲେଜ ର ନାମ ପରିବର୍ତ୍ତନ କରି କାହାର ନାମ ଯୋଡ଼ିଦେଲେ ତାଙ୍କର ଆତ୍ମା ମଧ୍ୟ କାନ୍ଦିବ ଆଉ ଓଡ଼ିଶାର ଉନ୍ନତି କେବେବି ହେବ ନାହିଁ କାରଣ ଏଥିରେ କଲେଜ ର ଅଧ୍ୟାପକ ସଂଖ୍ୟା ବଢ଼ୁନାହିଁ କିମ୍ବା ଶିକ୍ଷାର ମାନ ବଢ଼ୁ ନାହିଁ ହଷ୍ଟେଲ ଫେସିଲିଟି ଠିକ୍ ହେଉନାହିଁ ଏଥର ନାମ ପରିବର୍ତ୍ତନ ତାପରେ ପ୍ରାଇଭେଟ୍ ଟ। ଇ ଯେସନ ହେବ ।
@ramkrushnasenapati2453
@ramkrushnasenapati2453 9 күн бұрын
Dharmendra Pradhan is a no one feku minister. He is an in capable minister. Dharmendra Pradhan shame on you. Step sown from your education minister position.
هذه الحلوى قد تقتلني 😱🍬
00:22
Cool Tool SHORTS Arabic
Рет қаралды 105 МЛН
小丑在游泳池做什么#short #angel #clown
00:13
Super Beauty team
Рет қаралды 37 МЛН