Reporter Special: Dilapidated Condition Of Mayurbhanj Palace Cries For Attention || KalingaTV

  Рет қаралды 16,209

Kalinga TV

Kalinga TV

Күн бұрын

Пікірлер: 13
@srinibasbhanja6775
@srinibasbhanja6775 2 жыл бұрын
ବହୁତ ଗୁଡ଼ିଏ କାରଣ ଏଥିପାଇଁ ଦାୟୀ। ରାଜ ପ୍ରାସାଦ ର ସବୁ କୋଣ ଆଜି ଅସୁରକ୍ଷିତ ଏବଂ ସଂପୂର୍ଣ୍ଣ ଭାବରେ ଅବହେଳିତ। ରାଜ ପ୍ରାସାଦ ର ପ୍ରାୟ ପ୍ରତ୍ୟେକ କୋଠରୀ ଗୁଡିକ ଅସୁରକ୍ଷିତ ହୋଇପଡ଼ିଲାଣି। ଆଗରୁ ପ୍ରତ୍ୟେକ ବର୍ଷ ରାଜ ପ୍ରାସାଦ କୁ ଜାନୁୟାରୀ, ଫେବୃଆରୀ ରେ ରଂଗ ମରା ଯାଉଥିଲା। ପ୍ରତ୍ୟେକ ବର୍ଷ ମରାମତି କରାଯାଉଥିଲା। ପ୍ରାସାଦ ର ଛାତ ଉପରେ ପିଚୁ ଚାଦର ବିଛାଇ ଦିଆଯାଉଥିଲା। ପ୍ରତ୍ୟେକ କୋଠରୀ ଗୁଡିକ ସଫା ରଖା ଯାଉଥିଲା। କାନ୍ଥ ପାର୍ଶ୍ୱ ଏରିଆ ଗୁଡିକ ରେ ବରଗଛ କିମ୍ବା ଅଶ୍ବସ୍ଥ ଗଛ ବାହାରି ଆସିବା ଜଣା ପଡ଼ିଲେ, ସେସବୁକୁ ଉପାଡ଼ି ସଫା ରଖା ଯାଉଥିଲା । ପ୍ରତ୍ୟେକ ବର୍ଷ ଛତ ରେ ଲିକେଜ୍ ଦେଖା ଗଲେ ଚୁନଖୁଆ ଓ ଅନ୍ଯାନ୍ଯ ସେ ସମୟରେ ମିଶା ଯାଉଥିବା ଦ୍ରବ୍ଯ ସହିତ ଛାତ ପିଟା ଯାଉଥିଲା । ସେ ସବୁ କାମ ଅହରହ ଚାଲି ଥିଲା । ଆପଣମାନେ ଅନେକ ଜାଣି ନାହାଁନ୍ତି ଯେ ବକିଂହାମ୍ ପେଲେସ୍ ର ମଡେଲ୍ ଆମର ମହା ପ୍ରାସାଦ ରୁ ବର୍ଷା ଦିନର ପାଣି ନିଷ୍କାସନ ପାଇଁ ମାଟି ତଳେ ବଡ଼ ବଡ଼ ବ୍ରିଟିଶ ମେଡ଼୍ ହୋମ୍ ପାଇପ୍ ସବୁ ଯାଇଛି । ଆମ ବାବୁସାହି ତଳ ବୁଢାବଳଙ୍ଗ ପର୍ୟ୍ଯନ୍ତ ଯାଇଛି। ରାଜ ପ୍ରାସାଦ ଦକ୍ଷିଣ ପାର୍ଶ୍ୱ ଏରିଆ ରେ ରାଜା ନିଜେ ବଡ଼ ବଡ଼ ନିମ୍ବ ଗଛ ସବୁ ଲଗାଇ ଥିଲେ। ତଳ ମାଟିର ବତୁରିଆ ଅଂଶ କୁ ଶୁଷ୍କ ରଖିବା ପାଇଁ । ସବୁଠାରୁ ବଡ଼ ଭୁଲ ହୋଇଛି ପଛପଟ ରାସ୍ତା ଟିକୁ ବନ୍ଦ କରିଦେଇ । ସାହିର ପିଲାମାନଙ୍କୁ ଖେଳରୁ ବଂଚିତ କରିଦେଲେ। ସେମାନେ ପ୍ରକୃତ ରେ କଲେଜରେ ଘଟୁଥିବା ଉଲମନ୍ଦ କୁ ସାମ୍ନା କୁ ଆଣୁଥିଲେ। ଅସୁରକ୍ଷିତ ହୋଇପଡ଼ିଲାଣି ବୋଲି କହି, ଦ୍ବାହି ଦେଇ, ପାଖ ସାହିର ପିଲାମାନଙ୍କର ଖେଳ ପଡିଆକୁ ବନ୍ଦ କରିବା କେତେ ଠିକ୍ ହେଲା? ମୁଁ ସେହି କଲେଜ ର ଛାତ୍ର ଥିଲି, ସେହି ଠାରେ ମୋର ଘର। ସେ କଲେଜ ମୋର ଏନ୍ତୁଡ଼ିଶାଳ । ସେ କଲେଜ ର ଦକ୍ଷିଣ ଦିଗରେ ଗୋଟିଏ ହୋଷ୍ଟେଲ୍ ତିଆରି କରିବା ପାଇଁ ସରକାର ସ୍ଥିର କରିଥିଲେ। ଅସୁରକ୍ଷିତ ର ଦ୍ବାହି ଦେଇ ଲେଡ଼ଜ୍ ହୋଷ୍ଟେଲ୍ ଟିକୁ ସେଠାରେ ତିଆରି କରିବାକୁ ଦିଆଗଲା ନାହିଁ। ସରକାରୀ ମହିଳା ମହାବିଦ୍ୟାଳୟ ପାଇଁ ତା ଠାରୁ ସୁରକ୍ଷିତ ଏବଂ କଲେଜ ନିକଟବର୍ତ୍ତୀ ଜାଗା ଆଉ ମିଳିବ ନାହିଁ । କିନ୍ତୁ ବାବୁସାହି ପିଲା ଖରାପ, ଓ ସାହି ଖରାପ, ଏହି ଭଳି ମିଥ୍ଯା ଅପପ୍ରଚାର କରି ହୋଷ୍ଟେଲ୍ ତିଆରି କରିବାକୁ ଦେଲେ ନାହିଁ । ବର୍ତ୍ତମାନ, ମୁର୍ଗାବାଡ଼଼ିରେ ସେ ହୋଷ୍ଟେଲ୍ ହୋଇଅଛି। ସେହି ଠାରୁ ପିଲା ଅଟୋରିକ୍ସା ଜରିଆରେ କଲେଜ କୁ ଆସୁଛନ୍ତି । ଏହା କେତେଦୂର ଠିକ୍ ହେଲା ? ତତ୍କାଳିନ ମୟୂରଭଞ୍ଜର ସମ୍ମାନନୀୟ କଲେକ୍ଟର ଦେୟରଂଜନ ସିଂହ କଲେଜ କୁ ତକତପୁରକୁ ସ୍ଥାନାନ୍ତରିତ କରିବାକୁ ପ୍ରସ୍ତାବ ରଖିଥିଲେ ଓ ଏହାକୁୁ କାର୍ୟ୍ଯକାରୀ କରିଥିଲେ। ପ୍ରାସାଦ କୁ ମ୍ୟୁଜିୟମ୍ କରିବାକୁ ମତ ଦେଇଥିଲେ । କିନ୍ତୁ କିଛି ଲୋକ କଂ ପାଇଁ ହୋଇ ପାରିଲାନି। ବାଜପେୟୀ ସରକାର old heritage ର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ମଂଜୁରୀ ବ୍ଯବସ୍ଥା ଲାଗୁ କରିଥିଲେ । ସେତେବେଳେ ଟଙ୍କା ଆସିଲା ଖର୍ଚ୍ଚ ହେଲା। ହେଲେ ଉପର ଚକ୍ ଚକ୍ ଭିତରକୁ ଫମ୍ପା କରିଦିଆଗଲା । ମୋର ପୂର୍ବପୁରୁଷମାନଙ୍କ ର ସେ ସ୍ଥାନ ଥିଲା ଏନ୍ତୁଡ଼ିଶାଳ । ପ୍ରଧ୍ୟାପକ ଶ୍ରୀନିବାସ ଭଞ୍ଜ।
@mm.7355
@mm.7355 2 жыл бұрын
We demand Mayurbhanj state
@sukantanaik3672
@sukantanaik3672 2 жыл бұрын
Yes
@krishnanaik6559
@krishnanaik6559 2 жыл бұрын
Very sad
@rameshchandradas946
@rameshchandradas946 7 күн бұрын
Mayurbhanj Maharaj was a wistle blower of Orissa developmental activities both pre n post independent. So government of Idi s ha must take care of Mayurbhanj palace to mark a respect to Maharaj SC or PC Bhanjadeo
@dakhinhembram8040
@dakhinhembram8040 2 жыл бұрын
Amo Mayurbhanj Raja hi Bokathila ki...?
@PinguaSepedSeries
@PinguaSepedSeries Жыл бұрын
Na Mbj ra raja bahut chatura thile,,,,,,but ebe State sarkar dheyana deba dorkar..... Jay maharaj Ram Chandra bhanj Dev...all etc
@dakhinhembram8040
@dakhinhembram8040 2 жыл бұрын
Mayurbhanj ro danore Cuttac medical college. Banaras Hindu university. amiti 5T onustan Tiarikorithilla abe Mayurbhanj basi kanduchhi.
@shyamsundarmajhi7263
@shyamsundarmajhi7263 2 жыл бұрын
Noveem sarkar gimedar ?
@himansusekhardas9749
@himansusekhardas9749 10 ай бұрын
Jimmedar spelling mistake
@kanhucharanmurmu2863
@kanhucharanmurmu2863 Жыл бұрын
Chora BJD Mayurbhanj ru ete natural resources bohi nela. Kintu Mayurbhanj ku sarakarnka anudan kahile suna # Zeero. 2024 re hotaiba nihati darkar BJD ku.
@dibakarchandrachetty2880
@dibakarchandrachetty2880 2 жыл бұрын
Nu koode:8 q
Вопрос Ребром - Джиган
43:52
Gazgolder
Рет қаралды 3,8 МЛН
"Идеальное" преступление
0:39
Кик Брейнс
Рет қаралды 1,4 МЛН
24 Часа в БОУЛИНГЕ !
27:03
A4
Рет қаралды 7 МЛН
UFC 287 : Перейра VS Адесанья 2
6:02
Setanta Sports UFC
Рет қаралды 486 М.
After Two Decades Mayurbhanj Royal Palace Open For Public
5:00
Kanak News
Рет қаралды 160 М.
Вопрос Ребром - Джиган
43:52
Gazgolder
Рет қаралды 3,8 МЛН