Rev କିଶୋର ଚନ୍ଦ୍ର ଦିଗାଲଙ୍କ ମହାନ ସାକ୍ଷ୍ୟ | Great testimony of Rev: Kishore Chandra dighal.

  Рет қаралды 53,542

AD o͟d͟i͟a͟

AD o͟d͟i͟a͟

Күн бұрын

Пікірлер: 238
@kanhu7429
@kanhu7429 5 күн бұрын
ଓଡ଼ିଶା ଖ୍ରୀଷ୍ଟିୟ ସମାଜର ବହୁମୂଲ୍ୟ ମୁକ୍ତା ଆଜି ଆମ ସହିତ ନାହାନ୍ତି ସତ, କିନ୍ତୁ ତାଙ୍କର ଅମ୍ଳାନ ସ୍ମୁତି ସବୁବେଳେ ଆମ ସହିତ ରହିଛି। ତାଙ୍କର ଭଳି ସୁସମାଚାର ମିଳିବ ବହୁତ କଷ୍ଟକର। ଏତେ ସୁନ୍ଦର ଆତ୍ମିକ ଓ ନମ୍ର, ସରଳ, ସନ୍ତଚିତ ଲୋକ ମିଳିବା ଦୁର୍ଲଭ ଅଟେ। କହିବାକୁ ଗଲେ ଓଡ଼ିଶା ଖ୍ରୀଷ୍ଟିୟ ସମାଜକୁ ଗୋଟେ ଅପୂରଣୀୟ କ୍ଷତି ହେଉଛି କିଶୋର ଚନ୍ଦ୍ର ଦିଗାଲ ଙ୍କ ବିୟୋଗ। ପ୍ରଭୁ ଯୀଶୁ ତାଙ୍କ ପ୍ରିୟ ପୁତ୍ର kc digal ସାର୍ ଙ୍କୁ ତାଙ୍କ ନିକଟରେ ସୁରକ୍ଷିତ ରଖନ୍ତୁ।✝️ ଯୀଶୁ ଶାନ୍ତି ଲିଙ୍ଗରାଜ ଭାଇ
@SanchitRanjan-u2d
@SanchitRanjan-u2d 5 күн бұрын
@@kanhu7429 kete bhala samaste jananti anya ku nicha kahiba nija ku khali bhala
@HerodPradhan-kw8wz
@HerodPradhan-kw8wz 5 күн бұрын
ସୋଦା ପ୍ରଭୁ ତାଙ୍କ ସ୍ୱର୍ଗ ରାଜ୍ୟ କୁ ଆଜ୍ଞା ଙ୍କୁ ନେଲେ ସଦା ପ୍ରଭୁ ଆଜ୍ଞା ଙ୍କ ପରିବାର କୁ ଆଶୀର୍ବାଦ କରନ୍ତୁ ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ
@puspalatakhura8731
@puspalatakhura8731 5 күн бұрын
We loss our Servent of God Rev. K. Ch. Digal RIP❤🎉😂
@Salima-kitchen04
@Salima-kitchen04 5 күн бұрын
Ehi bhali prabhunka dasa au kie nahi ki rahibe nahi 😭😭😭😭
@Meenananda-og9sg
@Meenananda-og9sg 5 күн бұрын
🎉
@akashsindriya2140
@akashsindriya2140 5 күн бұрын
ଏହି ସାକ୍ଷ ଦ୍ବାରା ମୁଁ ଆଶୀର୍ବାଦ ପାଇଛି। ପ୍ରଭୁ ତାଙ୍କ ଛାଡି ଯାଇଥିବା ପରିବାର କୁ ସ୍ବର୍ଗୀୟ ସ୍ୱାନ୍ତନା ଏବଂ ଶାନ୍ତି ଦେଇ କଢ଼େଇ ନିଅନ୍ତୁ।
@mycountryandmycultures9904
@mycountryandmycultures9904 4 күн бұрын
Dhanyawad ଭାଇ ବହୁତ ସୁନ୍ଦର ସାକ୍ଷ
@limaicharanmallik5100
@limaicharanmallik5100 5 күн бұрын
ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କପରିବାରର ସମସ୍ତ ବର୍ଗଙ୍କୁ ଶାନ୍ତି ସାନ୍ତନା ମେଳୁୂ ପ୍ରଭୁ ଯୀଶୁ ନାମରେ
@DamodaraHimirika-m1u
@DamodaraHimirika-m1u 5 күн бұрын
ଦିଗାଲ sir ପ୍ରଭୁ ନିକଟ ରେ ଚାଲିଗଲେ କିଛି ଅସୁବିଧା ନାହିଁ l ପ୍ରଭୁ ତାଙ୍କ ପିଲା ଛୁଆ ପରିବାର ସଦା ସର୍ବଦା ଜଗତ ରେ ଥିବା ଯାଏଁ ଭଲ ରେ ରଖନ୍ତୁ କିନ୍ତୁ ଏବେବି ଚିର ଦିନ ପାଇଁ online ରେ ପ୍ରଭୁ ଙ୍କ ବାର୍ତ୍ତା ଛାଡ଼ି କି ଗଲେ ଓଡ଼ିଆ ବାସୀ ଆପଣଙ୍କ ବାକ୍ୟ କର୍ଣ୍ଣପାତ କରି ବେ ଆମ ଓଡ଼ିଶା ବାସୀଙ୍କ ପାଇଁ ଗର୍ବିତ Praised the lords Amen
@ulekhkarada8088
@ulekhkarada8088 5 күн бұрын
ଆଜି ମହାନ୍ ପ୍ରଭୁଙ୍କ ଦାସ କୁ ହରେଇ ଓଡ଼ିଶା ବାସୀ ବହୁତ୍ ଦୁଃଖରେ ଭାଙ୍ଗି ପଡିଛନ୍ତି ସତ ରେ ଆପଣଙ୍କର ବାକ୍ୟ ଏବଂ ଶିକ୍ଷା ଖ୍ରୀଷ୍ଟ ସମାଜ ପାଇ ଏବଂ ସମସ୍ତଙ୍କ ପାଇ ପରିବର୍ତ୍ତନର ବାର୍ତ୍ତା ହେଉ ପ୍ରଭୁ ଯୀଶୁ ସାର୍ ଙ୍କ ପରିବାରକୁ ଆଶିର୍ବାଦ କରନ୍ତୁ
@sumbragamango4826
@sumbragamango4826 5 күн бұрын
ଜଗତ ଥିବା ପର୍ଯ୍ୟନ୍ତ ଆପଣଙ୍କ ବାକ୍ୟ ଓ଼ ଶିକ୍ଷା ଅନେକ ଖ୍ରୀଷ୍ଟିୟ ସମାଜ କୁ ସଚେତନ କରୁଥିବ 😭😭😭 ଆମେନ
@sanjeetsuna1472
@sanjeetsuna1472 5 күн бұрын
@@sumbragamango4826 😭😭
@SaimanHo123
@SaimanHo123 3 күн бұрын
ବହୁତ ଭଲ
@MoijaGamanga
@MoijaGamanga 5 күн бұрын
ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ପରିବାର ବର୍ଗଙ୍କୁ ଶାନ୍ତି ସାନ୍ତୁନା ଦିଅନ୍ତୁ.
@SurojMajhi-z3q
@SurojMajhi-z3q 5 күн бұрын
ବହୁତ ଦୁଃଖ ର କଥା 😭😭😭😭 ପାଷ୍ଟର ଙ୍କର କଥା ଆଉ ବାକ୍ୟ ବହୁତ ମନେ ପଡ଼େ ପ୍ରଭୁ ତାହାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ
@masihgroup9579
@masihgroup9579 4 күн бұрын
ଓଡ଼ିଶା ରେ ଏମିତି ପ୍ରଭୁଙ୍କ ଦାସ ମିଳିବ ନାହିଁ ,ଏଇଟା ମୁ ଲେଖିକି ଦେଉଛି
@paramanandaraita5986
@paramanandaraita5986 4 күн бұрын
prais the lord Rest of soul peace.😭😭😭😭😭😭
@HiteshKumarSethy92
@HiteshKumarSethy92 4 күн бұрын
Miss u respected Sir...R.I.P😢😢
@lazarmandalmusic8105
@lazarmandalmusic8105 5 күн бұрын
ବାସ୍ତବରେ ଆଜ୍ଞା ଏହି ମହାନ୍ ପ୍ରଭୁଙ୍କ ଦାସଙ୍କ ବାକ୍ୟ ଶୁଣୁ ଶୁଣୁ ଆଖି ରୁ ଅଶ୍ରୁ ବାହାରି ଆସିଲା ଆଜ୍ଞା
@Dilsandilsan-t3f
@Dilsandilsan-t3f 2 күн бұрын
Amen 🙏🙏🙏
@SujatanayakSujata-i4c
@SujatanayakSujata-i4c 4 күн бұрын
Praise the lord amen 🙏 god bless you bro😢 amen amen
@SumonBhai-p2l
@SumonBhai-p2l 5 күн бұрын
ବହୁତ ଦୁଃଖ ଲାଗୁଛି ,ପ୍ରଭୁ ତାଙ୍କର ପରିବାର ଙ୍କୁ ଶାନ୍ତି ଦିଅନ୍ତୁ
@jabuljabul9309
@jabuljabul9309 4 күн бұрын
❤❤❤
@sunitakujur1400
@sunitakujur1400 5 күн бұрын
Praise the lord..Hallelujah 🎉❤🎉 God bless you all your family members 🙏🙏🙏
@killakarao5339
@killakarao5339 5 күн бұрын
ସାକ୍ଷ୍ୟ, ଗୀତ ଶୁଣି ମୋହର ହୃଦୟ ତରଳି ଗଲା, Jesus ପ୍ରଭୁ ସାରଙ୍କ ପରିବାରଙ୍କୁ ଆର୍ଶିବାଦ କରନ୍ତୁ।
@LukMarndi-h4f
@LukMarndi-h4f 5 күн бұрын
ଖ୍ରୀଷ୍ଟ ପ୍ରଭୂ ତାଙ୍କ ପରିବାର ଲୋକ ଙ୍କୁ ସାନ୍ତ୍ଵନା ଦିୟନ୍ତୁ ଆମେନ୍
@TigerBag-ip3lp
@TigerBag-ip3lp 5 күн бұрын
Odisha diamond the supernatural God Jesus preacher..praise the lord hallelujah hallelujah hallelujah amen
@padmankulesika1856
@padmankulesika1856 5 күн бұрын
Praise the loard sir bahut manepadchi sir 😢😢😢😢
@pritimanayak5910
@pritimanayak5910 5 күн бұрын
Miss you ❤ always your awaj resounding ❤ may God great 💕💕 comfort to brave family 💗💗
@obed7anand443
@obed7anand443 Күн бұрын
He is an inspiration for todays generation. heart touched testimony of Rev. kishore Chandra Digal Sir. anybody can relate and change themselves by listening to his testimony.
@SusaniPradhan-m5l
@SusaniPradhan-m5l 5 күн бұрын
My favourite paster really miss you sir ..😭😭😭😭😭😭
@lazarmandalmusic8105
@lazarmandalmusic8105 5 күн бұрын
Hallelujah 🙏 thank you Jesus
@SanjaykumarDigal-1992
@SanjaykumarDigal-1992 5 күн бұрын
ବହୁତ ଦୁଃଖ ଲାଗୁଛି ସଦାପ୍ରଭୁ ପରମେଶ୍ୱର ତାଙ୍କର ପରିବାର କୁ ସାହସ ଦିଅନ୍ତୁ
@AjitKumar-oq4uc
@AjitKumar-oq4uc 5 күн бұрын
Alleluia...praise the Lord ❤❤❤
@RanjitadaramajhiRanjita
@RanjitadaramajhiRanjita 5 күн бұрын
R I P Rev. Kishor Chandra Digal miss you pastor ji 😭😭😭😭😭
@JitendraSuna-wv4mc
@JitendraSuna-wv4mc 5 күн бұрын
i Miss you k c digal sir 😭😭😭😭 love you sir
@ChandiniranikachimChandinirani
@ChandiniranikachimChandinirani 5 күн бұрын
Thank you so much my lord Jesus Christ
@KarneliyaPradhan-ff3dd
@KarneliyaPradhan-ff3dd 5 күн бұрын
Really great
@jesuscomingsoon2
@jesuscomingsoon2 5 күн бұрын
ପ୍ରଭୁଙ୍କ ର ମହିମା ହେଉ Praise the lord 💔 rest in peace 🥲
@JAHANKIMBAKAJAHANKIMBAKA-n7j
@JAHANKIMBAKAJAHANKIMBAKA-n7j 5 күн бұрын
କିଶୋର ସାରଙ୍କୁ ପ୍ରଭୁ ଦେଲେ ଆଉପ୍ରଭୁନେଲେ ପ୍ରଭୁଙ୍କନାମ ଧନ୍ୟ ହେଉ•ଆଉ ତାହଙ୍କ ପରିବାର ଜେପରି ଭଲଭାବରେ ରହିବେ ଏଥିପାଇଁ ପ୍ରାର୍ଥନା କରିବେ ଭଲିମର ଆଶା ପରିବାର ସାନ୍ତାନିମନ୍ତେ ସମସ୍ତ ଜଗତର ଭାସି ଖ୍ରୀଷ୍ଟୟ ଭାଇଓଭଉଣୀ ସମସ୍ତେ ଆମେ ଦିନେ ନାଁ ଦିନେ ନିଦ୍ରା ଜିବାକୁହେବ
@UpendraTakiri
@UpendraTakiri 5 күн бұрын
Really we missed a gentleman and a godly man, a good preacher. May God keep his soul in peace with Him. My condolences to the bereaved families.
@lazarmandalmusic8105
@lazarmandalmusic8105 5 күн бұрын
AMEN
@billiamr.t6652
@billiamr.t6652 5 күн бұрын
I miss you and will always miss you my dear sir😢😢😢😭😭😭😭😭
@pradeepkumarsamarath6765
@pradeepkumarsamarath6765 5 күн бұрын
I really crying sir. I miss you sir
@SebanSebansinghdigal
@SebanSebansinghdigal 5 күн бұрын
ମୁଁ ଦୁଃଖ କରେ ଯେ sir ଆଜି ଆମ୍ଭମାନକ ନିକଟରେ ଶାରୀରିକ ଜୀବନ ରେ ନାହାନ୍ତି। କିନ୍ତୁ , ସବୁଠୁ ବଡ଼ ଖୁସି ମୋ ଜୀବନ ରେ ଯେ ସାର ଏବେ ବି ଆତ୍ମିକ ଜୀବନରେ ଆମ ସହିତ ଅଛନ୍ତି । କାରଣ ବାକ୍ୟ ହେଉଛି ଆତ୍ମିକ ଜୀବନର ଆହାର । Praise the lord ।
@jahanraika6040
@jahanraika6040 5 күн бұрын
Jisayo:57:1 ଭାବିଷତ ଲେଖା ନୁସାରେ ଧାର୍ମିକ ଲୋକ ନିଆ ଯିବ ଏହିଟା ସଦାପ୍ରଭୁ ନେଲେ ହେବେ ପ୍ରଭୁ ଙ୍କ tare ବର୍ତ୍ତମାନ ଅଛନ୍ତି AMEN
@sanjeetsuna1472
@sanjeetsuna1472 5 күн бұрын
I miss you and will always miss you my Dear sir😭😭😭
@SanchitRanjan-u2d
@SanchitRanjan-u2d 5 күн бұрын
Bhala hela se chaligale debata kebe bi puja kariba pain Maranti nahi jesu ra mindwash kari missionary khali na janiki hindu dharma ra pandita banuchanti Ebe jesu toh maridele tanku ebe kana kahibe shaitan jesu bhakta
@SunemBhuyan
@SunemBhuyan 5 күн бұрын
Praise the lord👍👍🙏🙏❤️❤️👌👌
@GabindPradhn
@GabindPradhn 5 күн бұрын
ଗୁଡ୍ ବ୍ଲେସିଉ
@Jugalhikoka777
@Jugalhikoka777 5 күн бұрын
ମହାନିଦ୍ରା କରାଇଛନ୍ତି ପ୍ରଭୁଙ୍କୁ ବଉତ ଧନ୍ୟବାଦ
@tularamharijan9511
@tularamharijan9511 5 күн бұрын
Praise the Lord I miss you sir
@shivanisalagna3585
@shivanisalagna3585 5 күн бұрын
Prabhu Mahan Praise the LORD
@obed7anand443
@obed7anand443 Күн бұрын
He is one of the diamonds among Gods chosen people. I pray for his family to be strengthen in Lord Jesus.
@baijayantikanhar4982
@baijayantikanhar4982 5 күн бұрын
Sir tumaku jhuruchhi Odisha God bless you
@umeshkumarpattnaik214
@umeshkumarpattnaik214 5 күн бұрын
@@baijayantikanhar4982 Mr Bijay ତୁମେ ଯେଉଁ କହୁଛ Odisha ତୁମକୁ ଝୁରୁଛି 🤣🤣🤣ଦେଖିବାକୁ ଗଲେ ଏହି ବ୍ୟକ୍ତି ଓଡିଶା ସଂସ୍କୃତି, ପରମ୍ପରା, ସଭ୍ୟତା ପାଇଁ କଳଙ୍କ ଥିଲେ କାରଣ ସେ ଏହି ମହାନ ସଂସ୍କୃତି କୁ ଅପପ୍ରଚାର କରି ଓଡ଼ିଶାର କିଛି ନିରୀହ ଲୋକଙ୍କୁ ଧର୍ମାନ୍ତୀକରଣ କରିବା ସହିତ ଓଡ଼ିଶାର ଲୋକଙ୍କ ଭାବା ବେଗ ସହିତ ଜଡିତ ଥିବା ପଶୁ ଗୋ ମାତା କୁ ହତ୍ୟା କରି ତାର ମାଂସ ଭକ୍ଷଣ କରିବା ଓ ଲୋକଙ୍କୁ ଖୁଆଇବା କଣ ଠିକ କରିଥିଲେ କି?????? ତେଣୁ ସେ ଜଣେ SECULAR ମଣିଷ ନଥିଲେ ତାହେଲେ କାହିଁକି ଓଡିଶା ର ଲୋକ ଝୁରିବେ 🤣🤣🤣🤣
@rajendra.rajendramambalaka
@rajendra.rajendramambalaka 5 күн бұрын
ଓଡ଼ିଶାରେ ସୁପରିଛତ କିଶୋର ଦିଗଲ sir ଅନଲାଇନ ଛାଡିଚାଲି ଗଲେ ତାଙ୍କ ପରିବାର ନିମନ୍ତେ ପ୍ରଭୁ ଆଶୀର୍ବାଦ କରନ୍ତୁ ଆମେନ୍
@AngelSuna-uo1tl
@AngelSuna-uo1tl Күн бұрын
Bahuta dukha lagila a khabara suniki.tankariya atma ku prabhu santi diantu
@SachinNayak-r8b
@SachinNayak-r8b 5 күн бұрын
ବହୁତ ଦୁଃଖ ଲାଗୁଛି 😢
@RajaPradhan-l8e
@RajaPradhan-l8e 5 күн бұрын
Bahut telented speaker sir I miss you family God bless you haven re achhanti amen
@rasminanayak1643
@rasminanayak1643 5 күн бұрын
Prabhu gourab pantu tank abhisikt dasankara testimony au sundara msg pain,tanka sokakula family ku prabhu satona diontu
@SukhmabatiRaita
@SukhmabatiRaita 5 күн бұрын
I miss you sir, Prabhu apankara Mangal karantu sir , paribara ku madya Prabhu Mangal karantu.
@sabirkumarhial1462
@sabirkumarhial1462 5 күн бұрын
ଚମତ୍ କାର ସାକ୍ଷ
@AngelpariMahananda-t3v
@AngelpariMahananda-t3v 5 күн бұрын
Praise the lord
@sudammallik6267
@sudammallik6267 5 күн бұрын
Prabhunkar echa atiki biyabahar karibar thila bartaman tanka pakhare achanti,bahut miss karuchi sir 😂😂😂😂 praise the lord
@PhilipRaita-u6u
@PhilipRaita-u6u 5 күн бұрын
😢😢😢😢😢 missing you immensely Sir your bodily presence with us. We will meet again in the second of Christ.
@PinuBagh
@PinuBagh 5 күн бұрын
Ameen ameen ameen ameen ameen
@NirmalaKhemundu
@NirmalaKhemundu 5 күн бұрын
Sir apana prabhunka nikataku jibe 🙏🙏🙏🙏🙏🙏
@susmitasingh869
@susmitasingh869 5 күн бұрын
Praise the lord 🙏😭😭😭😭😭😭😭😭🙆🙆🙆🙆🙆🙆💯💯💯💯
@biswasisoy6540
@biswasisoy6540 5 күн бұрын
Praise lord,dhuko v laguchhi khusi v sir
@abhisheksuna9937
@abhisheksuna9937 5 күн бұрын
Praise the lord 🙏 sir
@samsonpriest1340
@samsonpriest1340 5 күн бұрын
I really miss u dear Reapacted man of God
@matimuduli407
@matimuduli407 5 күн бұрын
God bless you sir
@rameshsikha2654
@rameshsikha2654 5 күн бұрын
Great testimony,,,, praise God ❤
@uttamkumarpal2537
@uttamkumarpal2537 5 күн бұрын
He Prabhu ta kan atma ko santi deoo amen
@supriatandi
@supriatandi 5 күн бұрын
Amen Jesus is great 🙏🙏
@nareshphulo108
@nareshphulo108 5 күн бұрын
God bless you sir 🙏 miss you too ❤❤❤
@RukumaniPutel-q1r
@RukumaniPutel-q1r 5 күн бұрын
Bahut dukha laguchhi Prabhu tankr paribar ku Santi diantu
@arabindpradhan9896
@arabindpradhan9896 4 күн бұрын
This is biggest loss for Kandhamal💔😭
@BastiRaita
@BastiRaita 5 күн бұрын
Praise the lord amen
@AnthanbaghAnthanbagh
@AnthanbaghAnthanbagh 5 күн бұрын
Aap mere saat hamesa rahage my dear sir i love you sir
@AsitSahani
@AsitSahani 5 күн бұрын
RIP miss you alot sir 🙏🙏🙏
@GabindPradhn
@GabindPradhn 5 күн бұрын
କିସର୍ ଦିଗାଳ ପରିବାରେ ପ୍ରଭୁଯୀଶୁ ନାମରେ ଶାନ୍ତି ପାଆନ୍ତୁ, 😂😭 ମୁ ଆପଣକ୍କ ପରିବାର ପାଇ ଓ ତୁମ ପାଇ ପ୍ରାଥନା କରୁଅଛି ପ୍ରଭୁଯୀଶୁନାମରେ 🙏ଆମେନ୍
@lstaarr
@lstaarr 5 күн бұрын
Miss you too ❤❤❤
@Vijaya070
@Vijaya070 5 күн бұрын
Miss you sir Kishore Ch Digal
@abhisheksuna9937
@abhisheksuna9937 5 күн бұрын
Bahut hrudayasparshi sakhya sir
@chinutakri4373
@chinutakri4373 5 күн бұрын
Miss you sir 😭
@NaniGulti
@NaniGulti 5 күн бұрын
God bless you
@sanjayapradhan6697
@sanjayapradhan6697 5 күн бұрын
ଅତି ଦୁଃଖର ବିଷୟ ଆଜ୍ଞାନଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଶୋକାକୁଳ ପରିବାରକୁ ସ୍ୱାନ୍ତନା ଦିଅନ୍ତୁ
@patramajhi4312
@patramajhi4312 5 күн бұрын
Prabhu tankaparibaraku Shanti deu
@AngelpariMahananda-t3v
@AngelpariMahananda-t3v 5 күн бұрын
I really miss you sir
@arpitaPani-s8g
@arpitaPani-s8g 5 күн бұрын
I miss you and I love you sir
@Nitunitu-fm9cz
@Nitunitu-fm9cz 5 күн бұрын
Odisha ro gourabo ebo gorba thile sir apona 🙏🙏
@anupamatandy3723
@anupamatandy3723 5 күн бұрын
Heart touching testimoniay
@Nitunitu-fm9cz
@Nitunitu-fm9cz 5 күн бұрын
Salute to you sir 🙏🙏😭😭😭😭
@husiobagh6509
@husiobagh6509 5 күн бұрын
Miss you baba😭😭😭😭😭
@arunipani5425
@arunipani5425 5 күн бұрын
Prabhu mahan ❤
@sushiljagadala446
@sushiljagadala446 5 күн бұрын
I.reali.miss.you.sir
@RamakantNayak-u2b
@RamakantNayak-u2b 5 күн бұрын
Amen
@sachitasuna
@sachitasuna 5 күн бұрын
I love you ❤
@Ramakant123srlf
@Ramakant123srlf 5 күн бұрын
ହ ଭାଇମାନେ ବଉତ ମନେପଡ଼ୁଛି ତାଙ୍କଵାକ୍ୟ ପ୍ରଚାର କଣକରିବା ତାଙ୍କଆତ୍ମା କୁ ପ୍ରଭୁସୁରକ୍ଷା ଦିଅନ୍ତୁ ତାଙ୍କପରି ଆଉ ଜଣକୁ ଠିଆକରନ୍ତୁ ମୁଁ କଳାହାଣ୍ଡିରୁ ଟଙ୍କଧରନାଏକ TH😅 ରାମପୁର
@isakamajhi4501
@isakamajhi4501 5 күн бұрын
Miracle
@JISUMARANGMUSIC
@JISUMARANGMUSIC 5 күн бұрын
Lord. ଏତେ ଯଲଦି ନେଇ ଗଲା 😢😢😢😢😢😢😢😢😢
@pinkiganta8913
@pinkiganta8913 5 күн бұрын
Kaliki tome chali gole
@rajkamalpatro3643
@rajkamalpatro3643 5 күн бұрын
🙏❤
@AdbinKorkora
@AdbinKorkora 23 сағат бұрын
My jesus is real father
@newhopeministrysanjayarana3222
@newhopeministrysanjayarana3222 5 күн бұрын
Ita Really true
@KrushnaTukuruka
@KrushnaTukuruka 5 күн бұрын
ବହୁତ ଦୁଃଖ ର ବିଷରେ sir 😭
@SanchitRanjan-u2d
@SanchitRanjan-u2d 5 күн бұрын
Jatra bazz pura blood cancer medical certificate dekhantu adhbiswasi prachara 😂😂jesu bidesi ku odia bhasa re prachara karidele odia habani . Andhabhakta jesu 😂 Bhala hela e dharma dalal chaligale . Nija cristian bhuta jesu ra andhbiswas chamatkar laguchi au satya prameshwara krushna micha Ki adbhuta mindwash re murkha babu 😂
Lazy days…
00:24
Anwar Jibawi
Рет қаралды 6 МЛН
Увеличили моцареллу для @Lorenzo.bagnati
00:48
Кушать Хочу
Рет қаралды 8 МЛН
Can You Find Hulk's True Love? Real vs Fake Girlfriend Challenge | Roblox 3D
00:24
Funeral Ceremony of Gregory Kullu
2:52
GUSTAP KERKETTA
Рет қаралды 47 М.
Article 370 & 35-A : Jammu-Kashmir (1947 to 2019) by Dr. @vikasdivyakirti
3:22:40
Lazy days…
00:24
Anwar Jibawi
Рет қаралды 6 МЛН