Rok Thok Live | ବବିଙ୍କ ଲୌହ ପ୍ରାଚୀର ପଛରେ... | 25 June 2024 | Argus News

  Рет қаралды 242,009

Argus News

Argus News

Күн бұрын

Rok Thok Live | ବବିଙ୍କ ଲୌହ ପ୍ରାଚୀର ପଛରେ ... | 25 June 2024 | Argus News
#ArgusNews #RokThok #pranabprakashdas #bobbydas #OdishaNews #durgashish
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 429
@kishorekumarrout5032
@kishorekumarrout5032 4 ай бұрын
ଦୁର୍ଗାଶିଷ ଭାଈ ବୋହୁତ ବୋହୁତ ଧନ୍ୟବାଦ୍ ଆପଣଙ୍କୁ ... ଜମା ଛାଡନାହିଁ ଏ ଶଳା ହାରାମି ବବି ଦାସକୁ... ବୋହୁତ ବୋହୁତ ହାରାମି ଏଇଟା
@BirbahadurDalai-wh2yu
@BirbahadurDalai-wh2yu 4 ай бұрын
ଧନ୍ୟବାଦ ଅର୍ଗସ ନିୟୁଜ 👍👍👍
@MadhusmitaRath-wv6dm
@MadhusmitaRath-wv6dm 4 ай бұрын
Thank s Argus New s
@hariharaom7482
@hariharaom7482 4 ай бұрын
ଆଜ୍ଞା କିଛି ହେବାର ନାହିଁ ବବି ଦାସ ଉପରେ , କାରଣ ବିଜେପି ବାଲାଙ୍କର ଆଦେଶ ଦିଲ୍ଲୀ ରୁ ଆସିଲେ ଏମାନେ କାମ କରିବେ, ଯଦି ବିଜେଡି ବାଲା ଙ୍କ ଫୁଲ୍ ଆଟାଚ୍ ପହଞ୍ଚିବ ଦିଲ୍ଲୀରେ ତାହେଲେ କିଛି ହେବାର ନାହିଁ , ଏହିପରି ମିଡିଆ ବାଲା 2,4 ଦିନ ବଜେଇବେ ତାପରେ ଚୁପ୍ ରହିବେ, ଏହାହିଁ ପ୍ରକୃତ ସତ୍ୟ ।
@samirnayak3768
@samirnayak3768 4 ай бұрын
ସବୁ ଜାଣିଲାପରେ ମୋହନ ସରକାର କଣ ପାଇଁ ଚୁପ୍
@sashikantapradhan6252
@sashikantapradhan6252 4 ай бұрын
Bjd bjp Bhai Bhai
@KulamaniParida-u9j
@KulamaniParida-u9j 4 ай бұрын
ଏତେ ଜଲ୍ଦି କାହିଁକି.. କାଲିତ ଧାରା ପଡିଲା
@balaramsethy5527
@balaramsethy5527 4 ай бұрын
ସେଠାରେ ପ୍ରାୟ, ଅନେକ, ପ୍ରକାର,କଳାକାନାମା, ମିସୀ,, ବିଧାୟକ ମାନେ, କରୁଥିଲେ,,,
@niranjansahoo3385
@niranjansahoo3385 4 ай бұрын
ଜୟ ଶ୍ରୀ ରାମ 🙏👌👍👍👍👍👍 ଧର୍ମ ହେଉଛି ଜୟ
@jagannathmadi2368
@jagannathmadi2368 4 ай бұрын
ମୋହନ sir ତୁରନ୍ତ ଆକ୍ସସନ ନିଆଯାଉ
@chandrakantsutar2922
@chandrakantsutar2922 4 ай бұрын
Mohan Majhi can not take any action as he is good for nothing and busy in taking buckys for the victory 😂😂😂
@Ranjan_Mohanty
@Ranjan_Mohanty 4 ай бұрын
@@chandrakantsutar2922 କେତେ ଚାଟିଛୁ ତାମିଲ ପାଣ୍ଡୁ ର ?
@worldmoviesstar2.0
@worldmoviesstar2.0 4 ай бұрын
Mohan sir tanka khai chup hebeni to? Mohan sarkar khub bholo Ati sigro mafia mano nku arrest Koribe boli Asha , sadharono loko nko moto
@sabitasahoo5208
@sabitasahoo5208 4 ай бұрын
​@@chandrakantsutar2922right
@GadadharaSahani
@GadadharaSahani 4 ай бұрын
ମାନସ ବସ୍ତିଆ ବାବୁ ତୁମକୁ ଧନ୍ୟବାଦ।
@sabitasahoo5208
@sabitasahoo5208 4 ай бұрын
Manas bhai thik jabab deichhsnti
@saratmishra7100
@saratmishra7100 4 ай бұрын
ନୁଆ ସରକାର ଙ୍କ ସତ ସାହସ ଅଛିକି, ଆକ୍ସନ ନେବେ ???? ଛି ଛି କୁଳାଙ୍ଗାର ନୁଆ ସରକାର, ଲୋକେ ଭୁଲ କରିଲେ। ଅପରାଜିତା ମାମ ଉତ୍ତର ଦେବେକି ??? Mohan ସରକାର CBI enquiry କରିବେ କି ??? କାହିଁକି ନା, ଓଡ଼ିଶା BJP କୁ ସରକାର ଆଣିଛନ୍ତି।
@rdxblogs8821
@rdxblogs8821 4 ай бұрын
100%
@UttamKumar-x3b
@UttamKumar-x3b 4 ай бұрын
କୋଣସି ସାମ୍ବାଦିକ ଭାଇ ଓ ଭଉଣୀ ମାନଙ୍କୁ ଆକ୍ରମଣ କଲେ ଜନ ସାଧାରଣ ଆନ୍ଦୋଳନ କରିବେ 😔
@sandeepsamal9084
@sandeepsamal9084 4 ай бұрын
Sambadika kn ghare pasibe ta hele 😂
@rdxblogs8821
@rdxblogs8821 4 ай бұрын
​@@sandeepsamal9084seita kan babi ra personal ghara sambadika mane pasile problem hauchi
@sekharvlogs-t1q
@sekharvlogs-t1q 4 ай бұрын
ବବି ଦାସ ର ଖେଳ ଦେଖି ଜନତା ରକ୍ତ ଗରମ ହେଇଗଲାଣି cm sir ଆପଣ କୋଉଠି ଖବର ଆମେରିକା ରେ ବାଜୁଛି କାନକୁ ଶୁଭୁନି
@prasantmanipriyansuvloge4531
@prasantmanipriyansuvloge4531 4 ай бұрын
ବବି ଦାସ ର କାହାଣୀ ଶେଷ ଶହେ ଶହେ କିଳା ଏବେ ଠୁ ଆରମ୍ଭ ହେଲା
@laxmansahoo4681
@laxmansahoo4681 4 ай бұрын
ଚବିଶ ବର୍ଷରେ ଚବିଶ ହଜାର ଦୁର୍ନୀତି,, ମୋ ଓଡିଶା, ନବୀନ ଓଡିଶା,,
@worldmoviesstar2.0
@worldmoviesstar2.0 4 ай бұрын
Tathapi kete ta choro bjd ebong congress ro youtube re apopracharo karu chhanti... Jay Bjp sarkar..
@saratmishra7100
@saratmishra7100 4 ай бұрын
ଖାଲି ଚୋରା କାରବାର ଚାଲୁଥିଲା। ନୁଆ ସରକାର ଚୁପ୍ କାହିଁକି ରହିଛନ୍ତି। ମାନନୀୟ ମୋହନ ସରକାର କଣ କରିବେ, ନା, କାଲି, ଭାଷଣ।।। ବସ୍ତିଆ ବାବୁ, real hero, real BJD ନେତା, ସ୍ବଚ୍ଛତା ତାଙ୍କ କଥାରେ ଅଛି।
@Totalcreation99
@Totalcreation99 4 ай бұрын
CBI enquiry karajau
@ajitkumar332
@ajitkumar332 4 ай бұрын
ଏବେ ସବୁ କହିବ ଆଉ କଉଠୁ କେତେ ବାହାରିବ bjd ର କଳା କାରନାମା ଇଆ ପରେ ସରପଞ୍ଚ ମାନଙ୍କୁ ଯାଞ୍ଚ କରାଯାଉ
@janakinayak6576
@janakinayak6576 4 ай бұрын
👍👍👍🙏
@SahilKumarmahakhud
@SahilKumarmahakhud 4 ай бұрын
ମୋହନ ଚରଣ ସାର ଛାଡନାହିଁ ଗରିବର ଝାଳ ପୋଛା ଟଙ୍କା
@ramachandramahalik854
@ramachandramahalik854 4 ай бұрын
କାହିକି ସରକାର ଚୁପ୍ ବସିଛନ୍ତୀ ଲେକେ ନଭାବନ୍ତୁ ,ବିଜେପିକୁ,ଭୋଟଦେଇଭୁଲକଲୁ,ଦ୍ରୁନିତିହଟିବା,ସୋଗ୍ନାନ,ଭୁଲପମାଣିତ,ନହେଉ,ତୁରନ୍ତ,କାର୍ଯ୍ୟାନୁଷ୍ଠାନ,ନିଆଜାଉ
@padmini_mishra
@padmini_mishra 4 ай бұрын
Thank to argus News🙏🏽God Bless u
@kuanrtudu9960
@kuanrtudu9960 4 ай бұрын
BJD ସରକାର ଆଉ ଓଡ଼ିଶାରେ କେବେ ବି ଆସିବନି ।😂😂😂😂😂😂😂
@sanatansethi7659
@sanatansethi7659 4 ай бұрын
ଧନ୍ୟ ସନ୍ତୋଷ।
@deepakparida4721
@deepakparida4721 4 ай бұрын
Public ସଜାଗ ହୁଅନ୍ତୁ, ରାସ୍ତାରେ ଲଙ୍ଗଳା କରି ପିଟନ୍ତୁ, ତାପରେ ତଦନ୍ତ ହେବ ,
@sidd5547
@sidd5547 4 ай бұрын
ଯେଉଁ ନବୀନ ସାମାନ୍ୟ କଥାରେ ତାଙ୍କ ମନ୍ତ୍ରୀମାନଙ୍କୁ ଡ଼ାକି, ଚାହା ପିଏଇ, ବିଦା କରିଦେଇଥିଲେ ସେଇ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଦୁର୍ନୀତି ର ପର୍ବତ ସବୁ ଠିଆ ହେଇଥିଲା। ଅର୍ଥାତ୍, ନବୀନ ଚାହାନ୍ତି ସବୁ ଦୁର୍ନୀତି ରେ ତାଙ୍କୁ ଭାଗ ମିଳୁଥାଉ। ତାହେଲେ ତମେ ସୁନାପୁଅ। ମହାବାତ୍ୟା ପରେ ନବୀନ ବହୁତ ଭଲ କାମ କରି ଓଡ଼ିଶା ର କାୟା ପରିବର୍ତ୍ତନ କରିଦେଲେ ଓ ଲୋକଙ୍କ ଅତିପ୍ରିୟ ହେଲେ କିନ୍ତୁ ସେଇ ନବୀନ ନିଜେ ଦୁର୍ନୀତିର ମହାବାତ୍ୟା ନିଜେ ଖେଳେଇ ଦେଲେ। ଆଜି ଗୋଟିଏ ଗୋଟିଏ ହୋଇ କେଳେଙ୍କାରୀ ସବୁ ପେଡ଼ି ଭିତରୁ ଅହିରାଜ ସାପ ପରି ଫଁ ଫଁ ହୋଇ ବାହାରୁଛି। ନବୀନ ନିଜେ ବଦନାମ ହେବା ସହ ବିଜୁବାବୁଙ୍କ ସ୍ମୃତି ତଥା ଓଡ଼ିଶା ର ସୁନାମ ତଥା ଶ୍ରୀ ଜଗନ୍ନାଥଙ୍କ ପବିତ୍ରତାକୁ ନଷ୍ଟ କରିଦେଲେ। ଓଡ଼ିଶା ର ଦୁର୍ଭାଗ୍ୟ ଯେ ବିଜୁବାବୁଙ୍କ ପୁଅ ଏତେ ହାରାମି ଟେ ବାହାରିଲା
@alekhpradhan1191
@alekhpradhan1191 4 ай бұрын
ବବି ଦାସ୍ କୁ ଅତି ଶୀଘ୍ର ହରଷ୍ଟ କର.
@prasantmanipriyansuvloge4531
@prasantmanipriyansuvloge4531 4 ай бұрын
ବିଜେପି ସରକାର ଆକ୍ସନ ମୂଡ଼ ରେ ଆସନ୍ତୁ
@ganeswarbehera-fj6yu
@ganeswarbehera-fj6yu 4 ай бұрын
ଧନ୍ୟବାଦ ଭାଇ ଧନ୍ୟବାଦ ଠିକ୍ କଥା କହିଛନ୍ତି ।
@khukuboy
@khukuboy 4 ай бұрын
Love you argus
@pabitrabhabana.1635
@pabitrabhabana.1635 4 ай бұрын
ଏସବୁ କଥା ଅରିନ୍ଦମ କୁ ପଚାର ସେ ସବୁ ଜାଣିଛନ୍ତି। ସେ କହିବେନି ମୁଁ ଜାଣିଛି ସେ କହିବେନି କାରଣ ଏଠି Bjd ର bjp ର ସମ୍ପର୍କ କଣ ବବି ଦାସ ର ଅରିନ୍ଦମ କଣ ଲାଗନ୍ତି।
@umakanthsahoo3874
@umakanthsahoo3874 4 ай бұрын
Immediately action by cbi
@ManmathnathSamantaray
@ManmathnathSamantaray 4 ай бұрын
ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି l କୁଆଡେ ଗଲେ ସାଧାରଣ ପ୍ରଶାସନ ବିଭାଗର ଅଫିସର l ତୁରନ୍ତ ତଦନ୍ତ ହେଉ l
@rashmirekhaotta13
@rashmirekhaotta13 4 ай бұрын
Mohon sarakar jadi kichi action nonebe tebe jau biswas rakhi Odisha Loko vote daechanti se biswas lokonkora aau rahibani😢
@debasispradhan828
@debasispradhan828 4 ай бұрын
Good news
@SAGARSAGAR-cq9xg
@SAGARSAGAR-cq9xg 4 ай бұрын
ଇଏ ସାରଥୀ ବାବା କୁ କାଟି ଦେଲା
@prasantakumarbehera5096
@prasantakumarbehera5096 4 ай бұрын
ପୋଲିସ ଜନ ଲୋକଙ୍କ ଜେପରି ପିଡୁଛି ସେପରି ନେତାଙ୍କ ପିଡ ସତ ଭାରିବ
@ChinuNayak-wj1lg
@ChinuNayak-wj1lg 4 ай бұрын
ଅର୍ଗସ news ku bahut bahut dhanyabad
@pradeepdas8491
@pradeepdas8491 4 ай бұрын
Very Good chanel
@pradeepdas8491
@pradeepdas8491 4 ай бұрын
Argus
@brajakishorepadhi4022
@brajakishorepadhi4022 4 ай бұрын
ନବୀନ ଛୋଟ ଛୁଆ ତ। କିଛି ଜାଣି ନାହିଁ। ସବୁ ନାଟର ଗୋବର୍ଦ୍ଧନ ନବୀନ। ନବୀନ ଆକସନ ପୁଣି ସୁବିଧା ଦେଖି ପୁରେଇ ବ। ବାଳ ବିଜୁ କହି କହି ରାଂଡବାଜୀ, ମାଫିଆ ରାଜ ଚାଲିଥିଲା
@choudhurilohar4811
@choudhurilohar4811 4 ай бұрын
ମାନସ ବସ୍ତିଆ clapping 🙌🙌🙌
@bijanmishra5021
@bijanmishra5021 4 ай бұрын
ସରକାରୀ କ୍ବାଟର ରେ ଘର କରିବାକୁ ଓ ଭାଙ୍ଗିବାକୁ ଅନୁମତି ଦେଲା।?
@BHARATSAGAROFFICIAL
@BHARATSAGAROFFICIAL 4 ай бұрын
କଳିଙ୍ଗ ଷ୍ଟାଡିୟମ ପ୍ରସଙ୍ଗ ଆଣନ୍ତୁ , vk pandu & Vinil Krishna ଲୁଟର ପର୍ଦ୍ଦାଫାଶ କରନ୍ତୁ
@marutiodiavlog7148
@marutiodiavlog7148 4 ай бұрын
ମୋହନ ସରକାର କୁଆଡେଗଲେ
@KulamaniParida-u9j
@KulamaniParida-u9j 4 ай бұрын
କାଲି ତ ଧାରା ପଡିଲା ଭାଇ
@santoshkumarsahoo1934
@santoshkumarsahoo1934 4 ай бұрын
CBI to Handle
@Sibaram12370
@Sibaram12370 4 ай бұрын
ଏମାନେ ଏତେ ଏତେ ଟଙ୍କା ଖଚ଼କରି ଓଡ଼ିଶା ବରବାଦ ଓଡ଼ିଶା ଡେବେଲ୍ଫ ହବ କୁଆଡେ❤❤❤😜
@madhabdashcreations820
@madhabdashcreations820 4 ай бұрын
C.B.I enquiry, we want
@parsuramnayak4093
@parsuramnayak4093 4 ай бұрын
Jaldi sarkar action Neo .
@chhabisamal6494
@chhabisamal6494 4 ай бұрын
CBI ତଦନ୍ତ କରାଯାଉ
@sasmitalenka5510
@sasmitalenka5510 4 ай бұрын
ଅସତ ଅମଳ ଧନ ବଢ଼େ ବହୁତ୍ 😮 ଗଲା ବେଳେ ଯାଏ ମୂଳ ସହିତ
@debendradhal5935
@debendradhal5935 4 ай бұрын
ଧନ୍ୟବାଦ
@UpendraDash-g3d
@UpendraDash-g3d 4 ай бұрын
ନବୀନଙ୍କ ଦୁଇ ଲୁଟେରାଙ୍କୁ ଜେଲ ପଠାଯାଉ ମୋହନ ସରକାର ତୁରନ୍ତ କାର୍ଯାନୁଷ୍ଠାନ ନେଉ
@brajakishoreojha7868
@brajakishoreojha7868 4 ай бұрын
Immediately Action .
@rohitnayak3788
@rohitnayak3788 4 ай бұрын
ବିଜେପି ଠିକ୍ ଶାସନ କର ଆଉ ଏମାନଙ୍କ ଉପରେ action ନିଆଯାଉ ନଚେତ୍ next time Congress
@amulyamohanty24
@amulyamohanty24 4 ай бұрын
ତଦନ୍ତ କରି କାର୍ଯ୍ୟ ନୁଷ୍ଠାନ ନିଆଯାଉ
@KailashRoul-l4c
@KailashRoul-l4c 4 ай бұрын
Argus news good news
@bijanmishra5021
@bijanmishra5021 4 ай бұрын
ସେ ପୁରୀର ବଗଲା ଧର୍ମଶାଳା କୁ ଭାଙ୍ଗି ବି ଥିଲେ ସେ ଜାଗା ତା ନାଁ ରେ କରିଥିବା ଶୁଣାଯାଉଛି।
@bishnupati3665
@bishnupati3665 4 ай бұрын
C.B.I tadanta heu sabu thik heba
@jagannathcartion5538
@jagannathcartion5538 4 ай бұрын
CBI JANCH ,👍👍
@uddhabadibaka7476
@uddhabadibaka7476 4 ай бұрын
Durga Sir Sara Odisha apanka satire achi emiti khabar prasaran karantu. Thank you argus news
@saratchandrapati9804
@saratchandrapati9804 4 ай бұрын
ଧନ୍ୟ ନବୀନ ସରକାର, ଧନ୍ୟ ଓଡିଶା ବାସୀ
@PrakashchandraPanda-nn3tg
@PrakashchandraPanda-nn3tg 4 ай бұрын
ବବି ଦାଶ କଂ ରଂଗମହଲ କରାଯାଇ ଏଥିରେ ସୁରା ସାକି ଯୋଗାଇ ବିଜେଡି ଦଳୀୟ ବଡ ବଡ ନେତା ମାନଙ୍କୁ ତଥା ଉଚପଦରେ ଥିବା ଅଧିକାରୀ କଂ ରାତି କାଳତିପାତ ନିମନ୍ତେ ଦଳରମୁଖିଆ କଂ ସହଯୋଗରେ ବବି ଦାଶ କାର୍ଯ୍ୟ କରିଥିଲେ ।ତେଣୁ ଏହାକୁ ତଦନ୍ତ କରଯାଇ କଠିନ ଦଂଡ ପାଇବା ନିହାତି ଦରକାର ।
@jchoudhury274
@jchoudhury274 4 ай бұрын
ମାନସ ବସ୍ତିଆ ବାବୁ ଙ୍କୁ ଧନ୍ୟବାଦ ଏବେ ଠିକ୍ କହୁଛନ୍ତି ଜୟ ଜଗନ୍ନାଥ
@prasantakumarbehera5096
@prasantakumarbehera5096 4 ай бұрын
ଏମାନଙ୍କ ଜେଲଦଣ୍ଡର ପିଡ
@narendrapradhan3514
@narendrapradhan3514 4 ай бұрын
ତୁରନ୍ତ ଆସିସାନ୍ସନ ନେଉଅନ୍ତୁ ଲୁଟାରା ମାନଙ୍କୁ
@alokaranjandash9853
@alokaranjandash9853 4 ай бұрын
Argus tv, you are great.
@ballavitajen5733
@ballavitajen5733 4 ай бұрын
Thank you argaus
@sangramkumarsangramkumar3276
@sangramkumarsangramkumar3276 4 ай бұрын
Argus news Thanks Durgasis sir good job
@ajitkumar332
@ajitkumar332 4 ай бұрын
Bjd ସରକାର ଗୋଟେ ବଡ ଦୁର୍ନୀତି ର ଖଣି ଥିଲା
@chhabisamal6494
@chhabisamal6494 4 ай бұрын
ମହାଲିଙ୍ଗ କଲେଜରୁ ଏଠିକୁ ଝିଅଆସୁନଥିଲାତ
@SumitraMahanta-u7o
@SumitraMahanta-u7o 4 ай бұрын
Action niajau
@OmmsaiBookingcounter-n5z
@OmmsaiBookingcounter-n5z 4 ай бұрын
Turant arest kara o jharpada pathao .jagicha kahaku.imidetly arest him
@NilamaniSahu-de9rl
@NilamaniSahu-de9rl 4 ай бұрын
ପଲଙ୍କ ସେବା ରେ ଦିନରାତି କାଟିଲେ।ଲଢେଇରେ ହାରିଲେ।
@sunakarpradhan2466
@sunakarpradhan2466 4 ай бұрын
🙏ଓଁ ଜୟ ଜଗନ୍ନାଥ ନମସ୍କାର ଆପଣଙ୍କ ମାଧ୍ୟମ ରେ ସରକାରଙ୍କୁ ଦୁଇକୋଟିରୁ ଉର୍ଦ୍ଧ ଘର ନ ଭାଙ୍ଗି ପୋଲିସ ବିଭାଗ ଚଳାଇ ହେବ ସିବିଆଇ ଗ୍ରୁହ ହୋଇପାରିବ କ୍ଷମାକରିବେ ଛୋଟ ମୁହଁରେ ବଡ଼କଥା ଜୟ ଜଗନ୍ନାଥ 😂🎉🎉🎉🎉🎉
@harisahoo1955
@harisahoo1955 4 ай бұрын
ବବି ଦାସ ନଙ୍କର କିଛି ହବନି ତାଙ୍କ ସାଙ୍ଗ ଧରମା ଅଛି.
@iamindian2908
@iamindian2908 4 ай бұрын
Banda ta achhi magiha
@sahooranjan3916
@sahooranjan3916 4 ай бұрын
CBI incuary karajau
@Ranjankumar-fz8xj
@Ranjankumar-fz8xj 4 ай бұрын
ବବିଦାସକୁ ମିଳିଥିବା ସରକାରି ବାସଭବନ ବବିଦାସ ଆଉ କିଛି ବିତିରୀଆ ଘର କରିଥିଲା ସେଠି ସବୁ କଳା କାରନାମା ଓ ବାହାରୁ ସୁନ୍ଦରି ଝିଅ ମାନଙ୍କୁ ଆଣି ନେତାମାନେ ମନରଞୀନ ସହଭଲ ମଜା ନେଉଥିଲେ ବବିଦାସ ହାରିବା ପରେ ସେ କେମିତି ଧରାନପଡିବ ସେଥିପାଇଁ ନଷ୍ଠ କରା ଚାଲିଛି । ବବିଦାସ ପାଖରେ କୋଟି କୋଟି କଳାଟଙ୍କାର ସବୁ ସିବିଆଇ ଛାନବିନୀ କରି ତଦନ୍ତ କରାଯାଉ ଆଗକୁ ଆହୁରି ବହୁତ କିଛି ବାହାରିବ
@chittaranjansamal2944
@chittaranjansamal2944 4 ай бұрын
Thanks Argus news ,Thanks Manas babu.
@BasantBindhani-z8l
@BasantBindhani-z8l 4 ай бұрын
Dhanya bad bastia sir
@SadhuNaik-i4l
@SadhuNaik-i4l 4 ай бұрын
Veri good sr❤❤❤❤❤❤
@AnilkumarPatra-uh8tv
@AnilkumarPatra-uh8tv 4 ай бұрын
Mahon sir Action niajau
@radheradhe515
@radheradhe515 4 ай бұрын
CBI RIGHT 👍
@Rabel3760
@Rabel3760 4 ай бұрын
Good job argus news
@Hemant-oe3qp
@Hemant-oe3qp 4 ай бұрын
Jayjaganath
@akhyabehera1622
@akhyabehera1622 4 ай бұрын
Very good Argus news
@piyalimohanty-gr5oo
@piyalimohanty-gr5oo 4 ай бұрын
Babi babunkara sahasa ku salam
@rajibbhoik5035
@rajibbhoik5035 4 ай бұрын
CBI Red karo vala heba please
@madhabdashcreations820
@madhabdashcreations820 4 ай бұрын
Please arrest Baby Das
@kishorelohar3120
@kishorelohar3120 4 ай бұрын
action to boby
@indulatabiswal3385
@indulatabiswal3385 4 ай бұрын
Good new❤❤❤
@santoshkumarsahu6586
@santoshkumarsahu6586 4 ай бұрын
Good Parson Manasa Bastiya💕🌹💕
@sarojpradhan-m4d
@sarojpradhan-m4d 4 ай бұрын
ବିଜେପି ସରକାର ଭଳ କାମ କରନ୍ତୁ । ଏହା ‌ସାରା ଓଡ଼ିଶାବାସୀ ଙ୍କ ଇଚ୍ଛା ସ୍ବଛ ଓ ନିର୍ମଳ ଶାସନ ମାଧ୍ୟମରେ ସମସ୍ତ ଙ୍କ ମନ ଜିଣିବାକୁ ଅନୁରୋଧ ।
@nabakishorelenka1915
@nabakishorelenka1915 4 ай бұрын
ପାଣ୍ଡିଆନ ଏପର୍ଯ୍ୟନ୍ତ ଆରେଷ୍ଟ କାହିଁକି ହୋଇନାହାନ୍ତି?
@oldagecareshreekrishnaanan4887
@oldagecareshreekrishnaanan4887 4 ай бұрын
ନବୀନ ବାବୁଙ୍କୁ ଡାକନ୍ତୁ ସେ ଦେଖନ୍ତୁ ତାଙ୍କର କଳା କାରନାମା ତାଙ୍କ ସ୍ୱଛତା
@tunumallick7739
@tunumallick7739 4 ай бұрын
Well done News
@choudhurilohar4811
@choudhurilohar4811 4 ай бұрын
ଖୁଦା ପର୍ବତ ନିକ୍ଲା ଚୁହା ..🤨
@srisidharthdas5259
@srisidharthdas5259 4 ай бұрын
Anil bhai thik kahucha ...we are same feeling
@KumarDev-ri7sx
@KumarDev-ri7sx 4 ай бұрын
ତାକୁଜେଲ୍ ପଠାଅ
@pratapchandrapradhan3666
@pratapchandrapradhan3666 4 ай бұрын
ସେଇପରି ଦେଶରେ ବିଭିନ୍ନ ସ୍ଥାନ ରେ ବିଜେପି ର ପାର୍ଟି ଅଫିସ ର ମଧ୍ୟ ତଦନ୍ତ ହେଉ
@munasmruti1888
@munasmruti1888 4 ай бұрын
ବବିଦାସ ଆଠୁଆ ଗୋପାଳ
@subashpatra6884
@subashpatra6884 4 ай бұрын
Bjp.sarkar.jadi.cbi.ed.enqari.nakaranti..tebe..bjd.pari.lop.paiba..bjd.bjp.two.chora.boli.janapadiba....mohan.sarkar.enqari.karantu..nahele..next..congress.odisare..
@prasantapanda1703
@prasantapanda1703 4 ай бұрын
ଖାଲି ଏଇ ଘଟଣା ନୁହେଁ ଓଡିଶାରେ ଯେତେ ହତ୍ୟା ଧର୍ଷଣ ଚୋରି ଦୁର୍ନୀତି ନାରୀ ନିର୍ଯାତନା ଓ ଆଇନ ଅମାନ୍ୟ ହେଉଥିଲା ସବୁ ବିଜେଡି ନେତାଙ୍କ ଦ୍ୱାରା ହେଉଥିଲା ଓ ହାରାମି x ମୂର୍ଖ ମନ୍ତ୍ରୀ ନବୀନ ପଟନାୟକ ଇଙ୍ଗିତରେ ହେଉଥିଲା, ଯଦି ବିଜେପି ସରକାର ଏମାନଙ୍କୁ ଓ ଏମାନଙ୍କୁ ସାହାଯ୍ୟ କରିଥିବା ଅଫିସର ମାନଙ୍କୁ ଜେଲରେ ନପୁରାଏ ତେବେ ଆଗାମୀ ଇଲେକ୍ସନରେ ବିଜେପି ଓଡିଶାରୁ ସଫା ହେଇଯିବ
@sankarsansahoo47
@sankarsansahoo47 4 ай бұрын
Jay shree jagannath Manas Bhai Prabhu jagannath apannkar Mangal karantu
Это было очень близко...
00:10
Аришнев
Рет қаралды 7 МЛН
😜 #aminkavitaminka #aminokka #аминкавитаминка
00:14
Аминка Витаминка
Рет қаралды 2,6 МЛН
Миллионер | 2 - серия
16:04
Million Show
Рет қаралды 1,9 МЛН
Family Love #funny #sigma
00:16
CRAZY GREAPA
Рет қаралды 32 МЛН
Это было очень близко...
00:10
Аришнев
Рет қаралды 7 МЛН