Rok Thok Live || ରୋକ୍ ଠୋକ୍ : ଥାନାରେ ଛାତିଥରା ଯୌନ ନିର୍ଯାତନା ! || 19 Sept 2024 || Argus News

  Рет қаралды 66,540

Argus News

Argus News

Күн бұрын

Rok Thok Live || ରୋକ୍ ଠୋକ୍ : ଥାନାରେ ଛାତିଥରା ଯୌନ ନିର୍ଯାତନା ! || 19 Sept 2024 || Argus News
#ArgusNews #RokThok #AnkitaPradhan #attacked #Armyofficer #misbehaved #BharatpurPoliceStation #PoliceIIC #policecops #Complaint #OdishaNews #durgashish
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 1 100
@premchandmahanta9398
@premchandmahanta9398 6 сағат бұрын
ଏମିତି ପୋଲିସକୁ ବି କୁକୁର ଭଳି ମାଡହେବାଦରକାର । ବିଜେଡି ପ୍ରିତି ଛାଡିନି ପୋଲିସର ।
@pranaya336
@pranaya336 4 сағат бұрын
Now 100 day celebration in BJP party
@aloksahu5659
@aloksahu5659 3 сағат бұрын
Police na BJD ra na bjp ra ...... uneducated person 😂😂😂
@FoodinCook
@FoodinCook 3 сағат бұрын
​@@aloksahu5659BJD ra Gunda police. 24 years gunda kamo kari kari bhuligle je BJP SARKAR asichi
@FoodinCook
@FoodinCook 3 сағат бұрын
​@@pranaya336BJD ra Gunda police 24 years ra training sabu. Gunda police bhuli gale je BJD Gunda sarkar au nahi....
@pranaya336
@pranaya336 3 сағат бұрын
@@FoodinCook hm ame janichu ja hela BJP party ta 100 day celebration karuchi hela cm kan kichi action kari paru nahi ki
@upendrakumarbiswal4682
@upendrakumarbiswal4682 5 сағат бұрын
ଏ IIC ଜଣକ ଏବଂ ତାଙ୍କର କର୍ମଚାରୀ ମାନେ ଯେଉଁ ନିନ୍ଦନୀୟ କାର୍ଯ୍ୟ ଭରତପୁର ଥାନାରେ କଲେ ସାରା ଓଡିଶା ପାଇଁ ଲଜ୍ୟା, ନୂଆ ସରକାର ଉଚିତ ପଦକ୍ଷେପ ନେଇ ଏ ଚୋର ପୋଲିସଙ୍କୁ ଚାକିରୀ ରୁ ବାହାର କରି ସିଧା ଜେଲରେ ଦଣ୍ଡ ଦିଅନ୍ତୁ
@pratapmohanty7942
@pratapmohanty7942 4 сағат бұрын
jast for ankita
@LaxmidharSamal-gt1pg
@LaxmidharSamal-gt1pg 3 сағат бұрын
New CM see it please 🙏
@LaxmidharSamal-gt1pg
@LaxmidharSamal-gt1pg 3 сағат бұрын
Home minister take step please it is issue of Orissa.
@gourangacharangouda6203
@gourangacharangouda6203 6 сағат бұрын
ସେ ମାଗିଆ ସିନିଅର ଅଫିସର କୁ ବି ଜେଲ ଦଣ୍ଡ ହେବା ଆବଶ୍ୟକ
@prakashpaikaray9051
@prakashpaikaray9051 4 сағат бұрын
ଜେଲ୍ ନୁହେଁ ଚିଡ଼ିଆଖାନାରେ ରଖିବା ଆବଶ୍ୟକ
@Suresh19949
@Suresh19949 3 сағат бұрын
Jail nuhen Bhai rape karuchi PS re phasi dia jau
@guruswamiworld
@guruswamiworld 6 сағат бұрын
ସାର ଦୟାକରି ମୁଖ୍ୟମନ୍ତ୍ରୀ ମହୋଦୟ ଏହିସବୁ ପୋଲିସ ମାନଙ୍କୁ କଠୋର ଦଣ୍ଡ ସହିତ ଚାକିରିରୁ ବହିଷ୍କାର ଯେତେ ଶୀଘ୍ର କରାଯାଉ
@SatyaranjanSethy-u3l
@SatyaranjanSethy-u3l 6 сағат бұрын
ମୋର ମୋହନ ସଆର ଙ୍କୁ ଅନୁରୋଧ ବିଜେପି ସରକାର କହୁଥିଲା ଅଫିସର ରାଜ ଚାଲିବ ନାହଁ ଲୋକ ଦେଖୁଛନ୍ତି 🙏
@itsmebiswajit91roul37
@itsmebiswajit91roul37 5 сағат бұрын
Absolutely 💯
@niranjannaik6376
@niranjannaik6376 4 сағат бұрын
ସରକାର ଆଗ" ଜଘନ୍ୟ ଥାନା "ନାମରେ ନାମିତ କରନ୍ତୁ ଏ ଥାନାକୁ.ଧନ୍ୟ ବାଦ ମାଡାମ it is 100% corect,
@PrafuLa-q5l
@PrafuLa-q5l 5 сағат бұрын
ସେତେବେଳର ବିଜେଡି ସରକାର ଅନ୍ଧ ଥିଲା ଏବେ ଏ ବିଜେପି ସରକାର କଣା
@uvapatnaik9346
@uvapatnaik9346 5 сағат бұрын
bjd samaya re emiti kichi heini
@PrafuLa-q5l
@PrafuLa-q5l 3 сағат бұрын
@@uvapatnaik9346 apan kn ?
@bapujeedas5140
@bapujeedas5140 3 сағат бұрын
Ohh tume bodhe out of odisha re ruha sethi paai BJD bhala boli kahucha Aaji jaha be ghatila athi paai BJD daai karana a police officer sabu 24 barasa hela corporation lipta thile ate jaldi amane kouthi sudhuribe
@PrafuLa-q5l
@PrafuLa-q5l 3 сағат бұрын
@@uvapatnaik9346 ଆପଣଙ୍କୁ କଣ କୁହାଯିବ?
@sakti6493
@sakti6493 6 сағат бұрын
ମୋହନ ସରକାର ଦୋଷି ପୋଲିସଙ୍କୁ ଏମିତି ଦଣ୍ଡ ଦିଅନ୍ତୁ, ଯାହା ଏକ ଉଦାହରଣ ହୋଇ ରହିବ।
@sanjaybehera363
@sanjaybehera363 5 сағат бұрын
ଭାଇ ସେ ମହୁଲ ଗୋଟେଇ ବାକୁ ଯାଇଛି
@itsmebiswajit91roul37
@itsmebiswajit91roul37 5 сағат бұрын
Sakti Bhai Right ✅️
@BipinPattanaik
@BipinPattanaik 4 сағат бұрын
Jay Jagannath🙏Jay Nila Madhab🙏Omm🕉️Jay Maa Kalijai🙏Jay BJP🙏Jay Modi ji🙏Jay Yogi ji🙏Jay ABVP🙏Jay RSS🙏Respected former CM of Odisha Naveen Pattanaik and his Pandu private LTD.Time came to know how many people you killed and which girl skeleton is their in the vehicle . In which illegal buisness do you involve the vehicle?Now where is the car?SABKA SAATH SABKA VIKASH SABKA BISWAS MODI PARIVAAR GPHKBG DOUBLE ENGINE GOVERMENT
@avscreatation8955
@avscreatation8955 4 сағат бұрын
Right
@susantabehera5763
@susantabehera5763 4 сағат бұрын
Justice for Ankita
@DebendraSahani-rs9px
@DebendraSahani-rs9px 6 сағат бұрын
ଏମାନଙ୍କୁ ଫାଶୀ ଦିଆଯାଉ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ
@Sached299
@Sached299 6 сағат бұрын
ସେ ଡିସିପି କୁ ବି ଗିରଫ କରାଯାଉ
@sanjaymohanty9444
@sanjaymohanty9444 4 сағат бұрын
100%
@rameshkubehera328
@rameshkubehera328 2 сағат бұрын
Jusitoc.for.ankota
@sarbeswarjena196
@sarbeswarjena196 6 сағат бұрын
ଦୁର୍ଗା ବାବୁ ପ୍ରକୃତରେ ଆପଣଙ୍କର କନ୍ଥ୍ଖ୍ କ୍ଷୀଣ ହୋଇ ଯାଇଛି ,କାରଣ ଆମ ସରକାରଙ୍କ ଶାସନ କାଳ ରେ ଏହା ଘଟିଲା ,ତେନୁ କରି ସ୍ୱରଦବି ଜିବ, ଅନ୍ୟ ଦେଳ ର ଶାସନ ସମୟରେ ଏହ ଘଟିଥିଲେ ଆପଣ ସିଂଙ୍ଘ୍ ପରି ଗର୍ଜନ କରିଥାନ୍ତ, ଦୋଷି କୁ ଫାସି ଦିଆ ଜାଉ
@anitamekap6584
@anitamekap6584 6 сағат бұрын
Suspend ଏଗୁଡା କାହିଁକି ବହିଷ୍କାର କରି ତାକୁ ଜେଲ ରେ ସଶ୍ରମ କାରାଦଣ୍ଡ କିମ୍ବା Mada ମାରି ମାରି ମଜା ଚାଖିବାକୁ ଦିଆ ଯାଉ
@mosebakendra-q7s
@mosebakendra-q7s 3 сағат бұрын
ସୁଭଦ୍ରା କୁ ଛାଡି ଏହି news ପ୍ରସାରଣ କରି ଥିବାରୁ argus କୁ ଧନ୍ୟବାଦ
@sibaramsabar2304
@sibaramsabar2304 6 сағат бұрын
ଶଳା ପୋଲିସ ମାରିଦେବା ଦରକାର
@gurucharansahoo7148
@gurucharansahoo7148 5 сағат бұрын
ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ରାଜ୍ୟର ଆଇନ ମନ୍ତ୍ରୀ କୁଆଡେ ଯାଇଛନ୍ତି
@GolakBihariSahoo-o9f
@GolakBihariSahoo-o9f 6 сағат бұрын
ଏମାନେ ପୋଲିସ ବିଭାଗର କଳଙ୍କ, ଏମାନଂକୁ ଚାକିରୀରୁ ବହିଷ୍କାର କରନ୍ତୁ ମୋହନ ସରକାର,
@krishnachandrakishan9998
@krishnachandrakishan9998 5 сағат бұрын
ଏ ବେଇମାନ ପୁଲିସ କୁ ଗୋଟି ଧାଡି ରେ ଠିଆ କରି ଗୁଳି ମାରି ଦେବା କଥା
@gadadharaswain4487
@gadadharaswain4487 5 сағат бұрын
ଜୟଶ୍ରୀ ଯେଉଁ କହିଲେ...ଏ ପୋଲିସ ନୁହେଁ ବାଂଲାଦେଶୀ ପଠାଣ... Right 👍👍👍
@TheWarriorRule
@TheWarriorRule 43 минут бұрын
Same DNA
@pradeepkumarsinha803
@pradeepkumarsinha803 5 сағат бұрын
ଯଦି ଭାରତ ବର୍ଷରେ ନର୍ଥ କୋରିଆର ଶାସନ ପ୍ରଚଳନ ହେବା ଦରକାର।
@satyanaik7321
@satyanaik7321 5 сағат бұрын
ଖାଲି ଅଙ୍କିତା ବାପା ଙ୍କ ନୁହେଁ ସାର୍ ଓଡ଼ିଶାରେ ସମସ୍ତ ଲୋକଙ୍କ ମତ ସମସ୍ତେ ବହିସ୍କାର କରାଯିବା ଦରକାର
@dillipkumarsingh5515
@dillipkumarsingh5515 6 сағат бұрын
ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଆକ୍ସନ ନେବା ଦରକାର
@rajatkumarmishra5912
@rajatkumarmishra5912 6 сағат бұрын
Lawyar ମାନେ ଏକାଠି ହୋଇ ଭରତପୁର thana ର ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ କରନ୍ତୁmadam ଙ୍କୁ help କରନ୍ତୁ
@santoshkumarmishra2620
@santoshkumarmishra2620 6 сағат бұрын
ପ୍ରଶାନ୍ତ ଜଗଦେବ୍ ଭାଇ କିଛି ଗୋଟେ ବ୍ଯବସ୍ଥା କରନ୍ତୁ. ବାହୁବଳୀର ପରିଚୟ ଦିଅନ୍ତୁ.
@krushnachandrajena4311
@krushnachandrajena4311 3 сағат бұрын
Mohan sir kichhi karantu
@krushnachandrajena4311
@krushnachandrajena4311 3 сағат бұрын
Se thana re nitepinda chadi pindha manku Indian Army Bichara karu
@satyanarayanrath1344
@satyanarayanrath1344 6 сағат бұрын
Justice for Ankita
@nabinkuanarbabu8606
@nabinkuanarbabu8606 5 сағат бұрын
ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ଦୟାକରି ପୋଲିସକୁ ଆରେଷ୍ଟକରନ୍ତୁ।
@manaromaswain9328
@manaromaswain9328 6 сағат бұрын
ଓଡ଼ିଶାର କୁହାଳିଆ ନେତା ସବୁ କୁଆଡେ ଗଲେ
@satyanaik7321
@satyanaik7321 5 сағат бұрын
ପୋଲିସ୍ ବାବୁ ମାନେ ବହୁତ୍ ଭଲ ଲୋକ ନା ସେମାନେ ପୂର୍ବ ରୁ ମୋହନ ବାବୁ ପୂର୍ବ ରୁ ପୋଲିସ୍ ବ୍ୟବହାର ଦେଖିଛନ୍ତି ଆଜି ମେଜର ଆର୍ମି ରେ ଜୱନ୍ ଯଦି ଏପରି ବ୍ୟବହାର ଦେଖିଲେ ତେବେ ସାଧାରଣ ଲୋକ କେମିତି ଦେଖୁ ଥିବେ
@kshitishchandrapradhan7811
@kshitishchandrapradhan7811 6 сағат бұрын
ବାହାସ୍କାର କରା ଯାଉ
@ShaktidharRoul-th1jr
@ShaktidharRoul-th1jr 5 сағат бұрын
ଏ ମାଗିହା କୁ ଗୁଳି କର
@anitamekap6584
@anitamekap6584 6 сағат бұрын
ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି କି
@bihutioom
@bihutioom 6 сағат бұрын
ଏ ପୋଲିସ ର ଯନ୍ତ୍ର କୁ କାଟିବା ଦରକାର
@gurucharansahoo7148
@gurucharansahoo7148 5 сағат бұрын
ପୋଲିସ ଭୟରେ ଲୋକମାନେ ଏତଲା ଦେବା କୁ ଡରିବେ
@bipinbiharpalai53
@bipinbiharpalai53 5 сағат бұрын
ସେ ପୋଲିସ ବାଲାଙ୍କୁ ଏନକାଉଣ୍ଟର କରାଯାଅ..
@anitamekap6584
@anitamekap6584 6 сағат бұрын
କେତେ ନୀଚ ଏ ଓଡିଶା ପୋଲିସ। WB ରେ ଯାହା ପୋଲିସ ଏ କିଛି ସେମାନଙ୍କ ଠୁ ଆହୁରି ନୀଚ
@augustinxalxo4714
@augustinxalxo4714 6 сағат бұрын
Thik kohile 👍
@BharatiBeura
@BharatiBeura 5 сағат бұрын
ଓଡ଼ିଶାରେ army ଶାସନ ଚାଲିବା ଦରକାର....
@parsurammohanty9467
@parsurammohanty9467 6 сағат бұрын
Justice for Ankita.Request to.C.M. ODISHA
@kumarnayak2641
@kumarnayak2641 5 сағат бұрын
ଏମିତି ପୁଲିସକୁ ତୁରନ୍ତ ବହିଷ୍କାର କରାଯିବା ଦରକାର
@kshitishchandrapradhan7811
@kshitishchandrapradhan7811 6 сағат бұрын
ବହିଷ୍କାର କର ଯାଉ
@theriseingsambalpur8780
@theriseingsambalpur8780 5 сағат бұрын
ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ କଠୋର ଆଇନ ତିଆରି କରି ଛନ୍ତି କିନ୍ତୁ ସରକାରୀ କର୍ମଚାରୀ ଙ୍କୁ ନେଇ କୌଣସି ଆଇନ ତିଆରି ହୋଇନି । ତେଣୁ ଏ ଦିଗରେ ଜନସାଧାରଣ କଠୋର ଆଇନ ତିଆରି କରିବା ପାଇଁ ପଦ କ୍ଷେପ ନେ ବା ଉଚିତ ।
@santoshkumarmishra2620
@santoshkumarmishra2620 6 сағат бұрын
ଭୁବନେଶ୍ବରବାସୀ ଆଇନ୍ କୁ ହାତକୁ ନିଅନ୍ତୁ. ସବୁ ଠିକ୍ ହୋଇଯିବ. ରାଜନେତାଙ୍କ ଛତ୍ରଛାୟାତଳେ ରହି କାମ କରୁଥିବାରୁ ଏଭଳି ଘଟଣା ଘଟୁଛି.
@chittamuni
@chittamuni 6 сағат бұрын
Bhubaneswar basi bi seia. Rasta re assault kana bahara loka karuthile ki?
@stallionbbr
@stallionbbr 5 сағат бұрын
ମୁଖ୍ୟମନ୍ତ୍ରୀ, ମହିଳା ଉପମୁଖ୍ୟମନ୍ତ୍ରୀ କଣ କରୁଛନ୍ତି, ପୁରୀରେ ବ୍ୟସ୍ତ, ରାଜ୍ୟ ଅଯୋଗ୍ୟ ଲୋକଙ୍କ ହାତରେ
@bishnucharansahoo1561
@bishnucharansahoo1561 5 сағат бұрын
ଓଡ଼ିଶା ପୋଲିସ୍ ଚବିଶବର୍ଷ ହେଲା ଅଫିସର ରାଜ ଚାଲିଥିଲା କେବଳ ଅଫିସର ମାନଙ୍କୁ ସୁରକ୍ଷା ଦେ ଉ ଥିଲା । ଜନସାଧାରଣଙ୍କ ପାଇଁ ନୁହଁନ୍ତି । ଏମାନଙ୍କୁ ନକ୍ସଲ ଉପଦ୍ରୁତ ଅଞ୍ଚଳ ପଠାଇ ଦିଆଯାଉ । ଜେଲ୍ ଦଣ୍ଡାଦେଶ ଦିଆଯାଉ ।
@mosebakendra-q7s
@mosebakendra-q7s 4 сағат бұрын
Argus ଚାନେଲ କୁ ବହୁତ ବହୁତ ଧନ୍ୟବାଦ... ମୁଁ ଆଜି ଜାଣିଲି argus is no 1
@kshitishchandrapradhan7811
@kshitishchandrapradhan7811 6 сағат бұрын
ଦଙ୍ଗା ହବ. ଆଉ ସେ iic କୁ ମାରି ଦେବ ଚାଲ
@BapiBehera-s7k
@BapiBehera-s7k 5 сағат бұрын
Rait
@gsentertainments5174
@gsentertainments5174 5 сағат бұрын
ଓଡ଼ିଶା ମହିଳା ମାନେ କାଇଁ କିଛି ପ୍ରତିବାଦ କଲେନାହିଁତ।
@pramilabehera8490
@pramilabehera8490 4 сағат бұрын
ODISHA mahi la ni sha khai munha madi soi padichanti
@theriseingsambalpur8780
@theriseingsambalpur8780 6 сағат бұрын
ଓଡ଼ିଶାର ଜନସାଧାରଣ ଦେଖନ୍ତୁ ଭାବନ୍ତୁ ଯେ ଏଯଦି କୌଣସି ଗରିବ ଖଟିଖିଆ ସହ ଘଟିଥାନ୍ତା ସେ କଣ ପ୍ରକୃତ ନ୍ୟାୟ ପାଇଁ ପାରିଥାନ୍ତା କିମ୍ବା ଏ ଘଟଣା ଲୋକ ଲୋଚନକୁ ଆସିଥାନ୍ତା କି ? ପ୍ରକୃତରେ ପୋଲିସ ମଣିଷ ନୁହେଁ ଏମାନେ ଅତ୍ୟାଚାର ଓ ଲୁଣ୍ଠନ କରି ଅଟନ୍ତି ।
@gadadharaswain4487
@gadadharaswain4487 5 сағат бұрын
Only ଫାସୀ
@SatyaranjanSethy-u3l
@SatyaranjanSethy-u3l 5 сағат бұрын
ସଞ୍ଜବ ପଣ୍ଡା ର ଝିଅ ଅଛି କି ସେମିତି ତା ଝିଅ ସହିତ କରିବା ଦରକାର
@dillipkumarsingh5515
@dillipkumarsingh5515 5 сағат бұрын
iic ମାଗିହା କୁ ପବ୍ଲିକ କୁ ଛାଡିଦିନ୍ତୁ. ଆମେ ଦେଖେଇବୁ iic କୁ
@reviewsnehasis1377
@reviewsnehasis1377 3 сағат бұрын
Kahara dam naahi IIC deha re haata lageidaba bcoz taara 12" inch
@jagannathascomputerstudych9769
@jagannathascomputerstudych9769 2 сағат бұрын
କାଟି ଦିଆ ଯିବ
@harekrushnabiswal4230
@harekrushnabiswal4230 6 сағат бұрын
We want justice for Ankita
@harekrushnabiswal4230
@harekrushnabiswal4230 6 сағат бұрын
I request to our CM mohan sir strong administration karantu
@saratmishra7100
@saratmishra7100 5 сағат бұрын
ମୋହନ ବାବୁ CM ହେବା ଯୋଗ୍ୟ ବ୍ୟକ୍ତି ନୁହନ୍ତି ବୋଲି ଏବେ ଆମକୁ ଧାରଣା ହେବାରେ ଲାଗୁଛି। ଏଇଥି ପାଇଁ କଣ BJP ସରକାର କୁ ଲୋକେ ଭୋଟ ଦେଇଥିଲେ ??? କଣ ଚାଲିଛି, BJD ସରକାର ଙ୍କ ଠାରୁ ଏ ସରକାର କିଛି କମ୍ ନୁହେଁ। ଖାଲି suspension କରିଦେଲେ କାମ ଚଳିବନି, ତାଙ୍କୁ ଜେଲ୍ ଦରକାର। Severe punishment ଦରକାର। ଧର୍ମେନ୍ଦ୍ର ପ୍ରଧାନ ବାବୁ ନିଜେ ତଦନ୍ତ ଆଦେଶ ଦିଅନ୍ତୁ।
@bipinbiharpalai53
@bipinbiharpalai53 5 сағат бұрын
ସେ ପୋଲିସ ବାଲାଙ୍କୁ public ଲୋକଙ୍କ ସାମ୍ନାରେ ପିଟା ଯାଊ...
@SantoshJena-j3k
@SantoshJena-j3k 6 сағат бұрын
ବିଜେଡି ହାରି ଗଲା ପରେ ବି ମାଘୀଆ ଙ୍କ ଗଲୁ ମରୁନି
@purnachandra1694
@purnachandra1694 6 сағат бұрын
ସେ police କୁ ଟିକେ ନୁଁନୁ ରେ ଏସିଡି ଲଗାଇ ଜେଲ ରେ ପୁରାଇ ଦିଆ ଯାଉ. ଆଉ କେବେ କେଉଁ ଝିଅ ବହୁ ଙ୍କୁ ଆକ୍ଷୀ ରେ ଦେଖିବନି. 🙏
@motilalmunda2816
@motilalmunda2816 6 сағат бұрын
ଠିକ କଥା କହିଛନ୍ତି sir
@rabisenapati7192
@rabisenapati7192 5 сағат бұрын
Justice for ankita
@ramakantarout2484
@ramakantarout2484 6 сағат бұрын
Excellent anchoring well done 👍
@ganeshpanigrahi8296
@ganeshpanigrahi8296 5 сағат бұрын
ସେ ଥାନ କୁ କଣ sp ଆସନ୍ତି ନାହିକି ସେ s pକୁ ସସପେଣ୍ଡ କରାଯାଉ। ଚୁନ କାଳି ଦେଇ ବିଧାନସଭାଯାଏ ଅଣାଯାଉ।
@pramilabehera8490
@pramilabehera8490 4 сағат бұрын
Sp ra eye test karajau
@pradiptakumarmahakhuda2377
@pradiptakumarmahakhuda2377 6 сағат бұрын
Case should lodge against police
@bajarangi8035
@bajarangi8035 5 сағат бұрын
Argus good
@kishorkarna5461
@kishorkarna5461 6 сағат бұрын
ଜୟ ଜଗନ୍ନାଥ 🙏🙏🙏 ଜୁହାର ମାଁ ସମଲେଇ 🙏🙏🙏
@prananathpati9976
@prananathpati9976 5 сағат бұрын
ମଡେଲ ଥାନା ନା ବାଳ ଥାନା? ସିବିଆଇ ତଦନ୍ତ ହେଉ। ମୋହନ ମାଝି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ।
@acharyauniversaltube7757
@acharyauniversaltube7757 4 сағат бұрын
ଦୁର୍ଗାଶୀଷ ଭାଇ ନମସ୍କାର। ଶେଷରେ ଆପଣ ଏଇ କଥାକୁ ଆସିଲେ। ବହୁତ ବହୁତ ଧନ୍ୟବାଦ ସେଥିପାଇଁ ।ଆମେ defence people will fight this case till it's right conclusion. Fm All over India ଏହା ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ଆସୁଛି। When we are the BACKBONE of India, we can not stand with this nonsense. ମୁଳରୁ ଉତ୍ପାଟ କରିବୁ।
@laxmimohanta5991
@laxmimohanta5991 4 сағат бұрын
ମୋହନ ସରକାରଙ୍କୁ ଅନୁରୋଧ କରୁଛି ଆପଣ ଯୋଗୀ ସରକାର ନିଅମ ଲାଗୁ କରନ୍ତୁ ନହେଲେ ଆଗକୁ ଆପଣଙ୍କ ସରକାର ଟଳ ମଳ.....?
@padarbindasamal4365
@padarbindasamal4365 6 сағат бұрын
Why there will be no action against the DCP & CP..................................
@thirdeye9492
@thirdeye9492 6 сағат бұрын
ଦେଶୀ ପୁଲିସି ମତି ଇଂଲିଶ ଫିରିଙ୍ଗି ଢଙ୍ଗ ତୁଚ୍ଛା ଦବଙ୍ଗ 😢😢
@bn4916
@bn4916 6 сағат бұрын
Odisha police chhi chhi
@Lucky-sk3lo
@Lucky-sk3lo 5 сағат бұрын
ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉ ଯାହା କୌଣସି ପୋଲିସ ଏପରି କରିବକୁ ସାହସ କରିବେ ନାହିଁ।
@dr.surendranathdash8861
@dr.surendranathdash8861 6 сағат бұрын
As there is no law and order situation in Odisha.Govt chief minister should resign
@Ajay-tw9ef
@Ajay-tw9ef 5 сағат бұрын
କୋଉଠି ନା କୋଉଠି ବଡ ପୁଲିସ ଅଧିକାରୀ ୟା ସହ ଅଛନ୍ତି, ନହେଲେ ଏତେ କରପ୍ଟ ପୁଲିସ କେମିତି ଏତେ ଭଲ ଥାନା ରେ ପୋଷ୍ଟିଂ ଆସିଲା।
@kashinathdas1881
@kashinathdas1881 6 сағат бұрын
Request to govt provide punishment examplary
@bimalcharanmishra3002
@bimalcharanmishra3002 6 сағат бұрын
Mohan sir should act like CM yogi
@bankabiharijena4712
@bankabiharijena4712 5 сағат бұрын
ଏହି ଭଳି ମା, ଘିଆ ପୋଲିସ ମାନଙ୍କ ପାଇଁ ମୋହନ ସରକାର ବଦନାମ୍ ହେବାକୁ ଯାଉଛି। ତେଣୁ ଏମାନଙ୍କ ବିରୁଦ୍ଧରେ ମୋହନ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ।
@krishnachandragouda9550
@krishnachandragouda9550 5 сағат бұрын
ଏ ମାନ ଙ୍କୁ ହତ୍ୟା କରିବା କଥା
@a.r.sgamer4051
@a.r.sgamer4051 4 сағат бұрын
ନ ହେଲେ BJP ସରକାର କାଠଗଡାରେ ରହିବ ଯୋଗୀ ଭଲି କାମକର
@maheswarmohanty6415
@maheswarmohanty6415 5 сағат бұрын
ଏଥି ପାଇଁ ଓଡିଶା ସରକାର ଦାଇ କାହିଁକି ନା ସରକାର ଲୋକ ମାନକଂ କଥା ସୁଣୁ ନାହାଁନ୍ତି।
@Predator-23455
@Predator-23455 5 сағат бұрын
Luv u Durgashish, lovely reporting
@swoyanpravapradhan3983
@swoyanpravapradhan3983 5 сағат бұрын
I request Mohan sir please take action immediately
@DasJayanta-vf8nv
@DasJayanta-vf8nv 6 сағат бұрын
Arrested kara fasi dia
@JayantkumarSethi
@JayantkumarSethi 4 сағат бұрын
ଛି ଛି ଓଡ଼ିଶା ପାଇଁ ଲଜ୍ୟା। ସବୁ ପୋଲିସ ଯେଉଁ ମାନେ ସଂପୃକ୍ତ ସେମାନଙ୍କୁ ଚାକିରି ରୁ ବହିଷ୍କୃତ କରିବା ସଙ୍ଗେ ସଙ୍ଗେ ଜେଲ ହାଜତକୁ ପଠା ଯାଉ। ଓଡ଼ିଶା ପୋଲିସ ପାଇଁ ରାଜ୍ୟବାସୀଙ୍କ ସମ୍ମାନ ନଷ୍ଟ ହୋଇଛି ।
@srisaidesignvastu9209
@srisaidesignvastu9209 5 сағат бұрын
Ankita FIR ଦିଅନ୍ତୁ ସବୁ ପୋଲିସ କୁ ଜେଲ ପଠାଯାଉ !
@SatyaranjanSethy-u3l
@SatyaranjanSethy-u3l 5 сағат бұрын
ଦୁରୁଗାସୀ ବାବୁ ଗ୍ରଟ
@Balunga_Tuka
@Balunga_Tuka 6 сағат бұрын
Arrest karajau emananku polish chakri karibara adhikar nahi
@srikantsahu3223
@srikantsahu3223 6 сағат бұрын
If a lady lawyer is not safe in police station , who will be safed by police. Request to our C.M give proper justice to lady.
@Ipsita115
@Ipsita115 5 сағат бұрын
Yes
@niranjannaik6376
@niranjannaik6376 5 сағат бұрын
ମିଡ଼ିଆ ସକ୍ରିୟା ହେଲେ କଅଣ,ଦୋଷିତ ଦଣ୍ଡ ପାଉ ନି ଆମ ମୁଖ୍ୟ ମନ୍ତ୍ରୀ ଭଲ କରି ଅନୁଭବ କରି ଛନ୍ତି ନିରବ କାହିଁକି?କାର୍ଯ୍ୟାନୁଷ୍ଠାନ କଣ ହଉଛି?ଜଗିଉଠ ଜନତା ...ମାଆ,ଭଉଣୀ,ଝିଅ ଙ୍କ ଇଜତ ପାଇଁ ଯବାନ,ଜନତା ସ୍ୱର ଉଠାଅ......ଆକ୍ସନ ହଉ......
@kamalakantasahoo693
@kamalakantasahoo693 4 сағат бұрын
Army ଭାଇମାନେ ଏ ମାନଙ୍କୁ ଛାଡ଼ନ୍ତୁ ନାହିଁ।
@pradiptarout4070
@pradiptarout4070 4 сағат бұрын
ମାଘିଆ ଆଇଆଇସି ଜାଣିନି ରାତିରେ ଯଦି RTD ସୈନିକ ବାଳ ଥାନାରେ ପହଞ୍ଚିବେ ଆଇଆଇସି ର ପତା ମିଳିବନି
@HoneyMohanty
@HoneyMohanty 4 сағат бұрын
କାହାର କିଛି କରିବା ଦର କାର ନାହିଁ। ଫୁଲ ଆର୍ମି ଫୋର୍ସ କୁ Hand-over କରି ଦିଅ ❤ ମାଗିଆ ପୋଲିସ କୁ ଠିକ୍ କରିଦେବେ
@prasantapanda1703
@prasantapanda1703 4 сағат бұрын
ବିଜେପି ସରକାର ତ ସସ୍ପେଣ୍ଡ କଲା କିନ୍ତୁ ସସ୍ପେଣ୍ଡ କରିବା ଟା କଣ ଗୋଟେ ଦଣ୍ଡ କି, ସେ ପୋଲିସ ମାନଙ୍କୁ ଜେଲରେ ପୁରାଯାଉ ଓ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଉ, କିନ୍ତୁ ଆଜି ଯଦି ବିଜେଡି ସରକାର ଥାନ୍ତା ଓ ନବୀନ ପଟନାୟକ ମୂର୍ଖ ମନ୍ତ୍ରୀ ଥାନ୍ତେ ତେବେ ଏଭଳି କେଶରେ ସେ ପୋଲିସ ମାନଙ୍କୁ ନିଶ୍ଚୟ ପ୍ରମୋସନ ଦିଆଯାଇଥାନ୍ତା, କାରଣ ବିଜେଡି ଓ ଓଡିଶା ପୋଲିସ ପ୍ରଶାସନ ଗୋଟେ ଗାଣ୍ଡି
@SamirSamal-m9v
@SamirSamal-m9v 6 сағат бұрын
All the staff must be dismissed from service & and criminal proceedings should be started
@sadanandmohanty3537
@sadanandmohanty3537 5 сағат бұрын
Govt should look into this matter seriously 🙏🙏🙏🙏
@ashokpalai572
@ashokpalai572 5 сағат бұрын
Please CM sir immediately action off police
@skmtutorial6452
@skmtutorial6452 4 сағат бұрын
ମୁଁ ସେହି army officer କୁ request କରୁଛି ଯେ ସେ gun ଆନିକି ଏଇ ସବୁ ପୋଲିସ କୁ ଗୁଳି ମାରନ୍ତୁ
@prananathpati9976
@prananathpati9976 5 сағат бұрын
ସେ ଆଇ ଆଇ ସି କୁ ଦେଖିଲା ମାତ୍ରେ ମାଡ ଆରମ୍ଭ କର। ଢେଲା ପଥର ମାର। ଏଭଳି ଲୋକ ଆମ ଓଡ଼ିଶାରେ ଦରକାର ନାହିଁ। ମାର ଶଳା କୁ। ମୋହନ ମାଝି କରୁଛି କଣ? କି ବାଳ ମୁଖ୍ୟମନ୍ତ୍ରୀ ହୋଇଛି?
@sushildash2271
@sushildash2271 3 сағат бұрын
Justice for Ankita
@RahulBehera-o6f
@RahulBehera-o6f 6 сағат бұрын
Mohan majhi kan step nauchhanti rajya basi wait karantu
@learn2unlearn853
@learn2unlearn853 5 сағат бұрын
DCP Prateek Singh needs to be sacked for covering up the case
@prananathpati9976
@prananathpati9976 5 сағат бұрын
ମୁଖ୍ୟମନ୍ତ୍ରୀ ଗୋଟେ ମାଈଚିଆ। ଦେଖ ଏ ପର୍ଯ୍ୟନ୍ତ ଶୋଇଛି। ଗୋଟେ ବାଇଟ୍ ଦେବାର ବି ନାହିଁ। ଚିକେନ ମଟନ୍ ଖାଇ ତାର ସମୟ ଯାଉଛି। ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟତା ନାହିଁ।
@amulyaswain4153
@amulyaswain4153 3 сағат бұрын
ବର୍ତ୍ତମାନ ଦୀନକୃଷ୍ଣ ହଣା ଖାଇବାର ସମୟ ଆସିଗଲା ।
@nabinpradhan749
@nabinpradhan749 6 сағат бұрын
police manku turminate karajau and jail pathajau.
@purnaodisha5712
@purnaodisha5712 4 сағат бұрын
ମା ଓ ଭଉଣୀ ଏ ମାନଙ୍କର ବୋଧେ ନାହିଁ ପୋଷାକ ପୋଲିସ ପାଇଁ ଏମାନଙ୍କର ପାଇଁ ଲଜ୍ଜିତ ମୋହନ ସରକାର ଙ୍କୁ ଅନୁରୋଧ ତୁରନ୍ତ ଆକ୍ସନ
The Minister's Millions I Al Jazeera Investigations
25:12
Al Jazeera English
Рет қаралды 1,5 МЛН
АЗАРТНИК 4 |СЕЗОН 1 Серия
40:47
Inter Production
Рет қаралды 1,4 МЛН
ПРИКОЛЫ НАД БРАТОМ #shorts
00:23
Паша Осадчий
Рет қаралды 5 МЛН
Новый уровень твоей сосиски
00:33
Кушать Хочу
Рет қаралды 4,1 МЛН