ସାତ ପ୍ରକାର ସ୍ଵରରେ ଗାଇଲେ ଓଡିଶୀ | ଚାହିଁ ରହିଲେ ଦର୍ଶକ | Gayak Subas Ch. Satpathy | Gayak Sarat Ch. Dash

  Рет қаралды 10,574

Rudrakshya Television

Rudrakshya Television

Күн бұрын

ସାତ ପ୍ରକାର ସ୍ଵରରେ ଗାଇଲେ ଓଡିଶୀ | ଚାହିଁ ରହିଲେ ଦର୍ଶକ | Gayak Subas Ch. Satpathy | Gayak Sarat Ch. Dash
#odia_badi_pala
#gayak_subash_satpathy
#gayak_sarat_dash
#rudrakshya_television
#sishupalagarh
This Programme Organized by Sishupalgarh Pala Anusthan
Gayak Subas Ch. Satpathy
Gayak Sarat Ch. Dash
Recording RUDRAKSHYA TELEVISION
Mob.: 7008527328
ଯଦି ଆପଣଙ୍କ ଅଂଚଳରେ ହେଉଥିବା ଏମିତି କିଛି କାର୍ଯ୍ୟମ ର ପ୍ରସାରଣ କରିବାପାଇଁ ଇଛାପ୍ରକାଶ କରନ୍ତି ତେବେ ଆମଶହ ଯୋଗା ଯୋଗ କରନ୍ତୁ
Rudrakshya Television, Mob. 7008527328
Facebook Page - www.facebook.c...
Twitter -
ru...
Like,............. Share......... Comment.......... Subscribe
ପ୍ରିୟ ଦର୍ଶକ ବନ୍ଧୁ
ଓଡ଼ିଶାର କଳା ସଂସ୍କୃତିକୁ ସର୍ବ ସମ୍ମୁଖରେ ପହଞ୍ଚେଇବା ପାଇଁ ଆମେ ଆମର ଚେଷ୍ଟା ଜାରିରଖିବୁ | ସେଥିପାଇଁ ଆପଣଙ୍କ ଭଲପାଇବା ଏବଂ ଆଶୀର୍ବାଦ ଆମର ଏକାନ୍ତ ଆବଶ୍ୟକ |ରୁଦ୍ରକ୍ଷ୍ୟ ଟେଲିଭିଜନ କୁ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ହୃଦୟରୁ ନମସ୍କାର | ଏହିପରି ଓଡ଼ିଶାର କଳା ସଂସ୍କୃତି ଭିତିକ କାର୍ଯ୍ୟକ୍ରମ ଦେଖିବାପାଇଁ ଆମ ଚ୍ୟାନେଲ କୁ ସବସକ୍ରାଇବି କରନ୍ତୁ ଏବଂ ତୁରନ୍ତ ଦେଖିବାପାଇଁ ପାଖରେ ଥିବା ବେଲ କୁ ମଧ୍ୟ ଦବାନ୍ତୁ |
ଧନ୍ୟବାଦ |
Disclaimer-
Copyright Disclaimer under Section 107 of the copyright act 1976,
allowance is made for fair use for purposes such as criticism,
comment, news reporting, scholarship and research,
Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use.
Thank You For Watching🙏🙏🙏🙏🙏

Пікірлер: 28
@KrishnaPriyad8614
@KrishnaPriyad8614 4 ай бұрын
ବହୁତ ସୁନ୍ଦର ପରି ବେଷଣ ପୁରାତନ ପାଲାର ଝଲକ୍ ଦେଖିବାକୁ ମିଳୁଛି ଏମିତି ପ୍ରୟାସ ଜାରି ରଖ ଗାଗକୁ ଜୟଜଗନ୍ନାଥ
@dipakbehera2415
@dipakbehera2415 4 ай бұрын
Realy so sweet and beautiful sata tali...... 🙏🏻.... ସାର ଯଦି ଏହି ଓଡିଶୀ ସଂଗୀତ ଟି ଆପଣଙ୍କର ଏହି ପରଦା ରେ ଲେଖି ଛାଡ଼ନ୍ତେ... ମୁଁ ବହୁତ ଖୁସି ହୁଅନ୍ତି. ଆଉ ସଂଗୀତ ଟି ବୁଝି ହୁଅନ୍ତା... 🌹🌹🌹🌹🙏🏻🙏🏻🙏🏻🙏🏻🙏🏻ନିହାତି ଏ ପ୍ରତି ଧ୍ୟାନ ଦେବେ 🌹🌹
@sukantadash3070
@sukantadash3070 4 ай бұрын
ଅତି ସୁନ୍ଦର୍ ପାଲା ପରିବେଷଣ । ଆଉ ଟିକେ ଅଭ୍ୟାସ ଲୋଡା । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆହୁରି ଆଗକୁ ବଢନ୍ତୁ ।
@jagrutipanigrahi9649
@jagrutipanigrahi9649 4 ай бұрын
Awesome performance sir bahut dina pare emiti pala sunibaku milila ..keep it up sir🙏
@prasannadihudi143
@prasannadihudi143 4 ай бұрын
ପୁରାତନ ଗାୟକଙ୍କ ଧାରାକୁ ଧରି ସମସ୍ତ ସ୍ବର ଓ ତାଳ ପରିବେଷଣ କରି ଗାୟକ ମହୋଦୟ ଚମତ୍କାର କଳାକାରି ପ୍ରଦର୍ଶନ କରିଛନ୍ତି। ଭଗବାନ ମହୋଦୟଙ୍କ ସାଧନା ଆହୁରି ଅଧିକ ବଳିଷ୍ଠ କରାନ୍ତୁ। ଜୟ ଜଗନ୍ନାଥ।🌹🙏🌹
@prakashotta3538
@prakashotta3538 4 ай бұрын
ବହୁତ ସୁନ୍ଦର ପରିବେଷଣ ଆଜ୍ଞା.....ହେଲେ ଟିକେ ମୋର ଅନୁରୋଧ.....ବାୟକ ମହାଶୟ ଙ୍କୁ କେହି ହେଲେ ତୁ ତା ରେ ରା ବ୍ୟବହାର କରିବା ମୋତେ ଟିକେ ଖରାପ ଲାଗୁଛି......jay jaganatha .....
@banabiharigrahacharya274
@banabiharigrahacharya274 4 ай бұрын
ଧନ୍ୟବାଦ ସୁବାସ ଶତପଥୀ ମହାଶୟ ସାତ ତାଳ ଅତି ସୁନ୍ଦର
@abhayapanigrahy3
@abhayapanigrahy3 4 ай бұрын
ସୁବାସ ଚନ୍ଦ୍ର ଶତପଥୀ ମୋର ପସନ୍ଦର ଗାୟକ
@banajakar9256
@banajakar9256 4 ай бұрын
Thanks Rudrakshy tv
@sumansumansahoo4311
@sumansumansahoo4311 3 ай бұрын
ଆଜ୍ଞା ଝାମ୍ପ ତାଳ ଦାସ ମାତ୍ର ହେଲାନି ଟିକେ ଧ୍ୟାନ ଦେବେ🙏🙏
@utkalculture
@utkalculture 4 ай бұрын
ସୁନ୍ଦର ପରିବେଷଣ ❤
@ChinmayeeSatpathy-xn8hg
@ChinmayeeSatpathy-xn8hg 3 ай бұрын
Verygood
@SricharanSahoo-hu5xz
@SricharanSahoo-hu5xz 4 ай бұрын
Great keep up , Subash Sir.
@ranjankumarmaharana611
@ranjankumarmaharana611 25 күн бұрын
Helani
@Rockboy-959
@Rockboy-959 Ай бұрын
Nice
@Artisticgirl748
@Artisticgirl748 4 ай бұрын
P Sahu best
@tunadash4955
@tunadash4955 4 ай бұрын
Very nice lyrics
@samirbehera6996
@samirbehera6996 4 ай бұрын
Gayak samrat Prahalad Sahoo nka pari hauchi au tike tanka thani au bama hataku sabubele munda uparaku nauthibe au sabu bhala achhi.
@santosokumarrout
@santosokumarrout 4 ай бұрын
Rabibabu palia Kebetharu Dalare Rahileni.
@subhendusenapati9656
@subhendusenapati9656 4 ай бұрын
Valare sikhya karantu tapare paribesan karibe🙏🙏🙏
@bubulinaik6840
@bubulinaik6840 3 ай бұрын
Tum vesi ଜାଣିଛୁ
@pitambrarout8724
@pitambrarout8724 3 ай бұрын
ଆଠ ତାଳି ଭଜୁ କିନା ରାମ ନାମ ସ୍ଵରରେ ହେଲାନି ତ !
@pitambrarout8724
@pitambrarout8724 3 ай бұрын
ଫୋନ୍ ନମ୍ୱର୍ ଦିଅନ୍ତୁ ।
@santosokumarrout
@santosokumarrout 4 ай бұрын
Aapanankar Guru Prahallad Sahu nka pari helani,paraku para Eakabele chaliba,rest nahi,
@parbatimallick7225
@parbatimallick7225 4 ай бұрын
ସୁନ୍ଦର ପରିବେଷଣ
@azadsatpathy9984
@azadsatpathy9984 4 ай бұрын
😊
@SanjayDash-q5l
@SanjayDash-q5l 4 ай бұрын
Misia gulia heijauchi Confirm hauni tala
@Srijaganatha707
@Srijaganatha707 4 ай бұрын
Nice
From Small To Giant Pop Corn #katebrush #funny #shorts
00:17
Kate Brush
Рет қаралды 73 МЛН
Когда отец одевает ребёнка @JaySharon
00:16
История одного вокалиста
Рет қаралды 9 МЛН
إخفاء الطعام سرًا تحت الطاولة للتناول لاحقًا 😏🍽️
00:28
حرف إبداعية للمنزل في 5 دقائق
Рет қаралды 54 МЛН
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 46 МЛН
From Small To Giant Pop Corn #katebrush #funny #shorts
00:17
Kate Brush
Рет қаралды 73 МЛН