ସ୍ୱାଦ ଭୁଲି ନହେଲା ଭଳି‼️ରୁଟି ପରଟା ସବୁଥିରେ ଜମିବ‼️SoyaChunk Recipe‼️Soyabean Do Pyaza‼️

  Рет қаралды 2,343,388

Home Food

Home Food

Жыл бұрын

welcome to my channel🙏😊😍
Soyabean do pyaza recipe. very delicious tasty easy recipe for lunch dinner.SoyaChunk recipe. nutrela recipe.
#HomeFood
#soyabeandopyaza
#soyachunkrecipe
#nutrellarecipe

Пікірлер: 300
@abhimanyusahoo2863
@abhimanyusahoo2863 Жыл бұрын
ବିନା ପିଆଜ ରସୁଣ ଏବଂ କମ୍ ମସଲା
@sukeshpattanaik1750
@sukeshpattanaik1750 Жыл бұрын
ରୋଷେଇଟି ଭଲ ଭାବେ ଆପଣ ଶିଖାଇଛନ୍ତି, ସେଥି ପାଇଁ ବହୁତ ବହୁତ ଧନ୍ୟବାଦ. କିନ୍ତୁ ବୁଝାଇଲା ବେଳେ କେତୋଟି ଓଡ଼ିଆ ଶବ୍ଦ ଆପଣ ଏଥିରେ ବାରମ୍ବାର ବ୍ୟବହାର କରିଛନ୍ତି, ଯଥା "ଭଲ ସେ", "ବହୁତି". ସଠିକ ଶବ୍ଦ "ଭଲ ରେ ", " ବହୁତ ". ଖାଲି ଆପଣ ନୁହନ୍ତି, ଇଂରାଜୀ ମାଧ୍ୟମରେ ପାଠ ପଢ଼ୁଥିବା ବା ହିନ୍ଦୀ ମାଧ୍ୟମରେ ପାଠ ପଢ଼ୁଥିବା ପିଲାଏ "ଠିକସେ " "ବହୁତି ସୁନ୍ଦର " ଭୁଲ ଶବ୍ଦ ଗୁଡିକ ବାରମ୍ବାର କହି ଖୁବ ଗର୍ବ ଅନୁଭବ କରନ୍ତି. ଏମିତି ଶବ୍ଦ ଛୋଟ ପିଲାଏ ଶୁଣିଲେ ଠିକ ବୋଲି ଭାବି କହି ଚାଲିବେ. ତେଣୁ ଆମେ ବଡ଼ ମାନେ ଏଥି ପ୍ରତି ଯତ୍ନବାନ ହେବା ଜରୁରୀ. ନଚେତ ଆପଣଙ୍କ ରୋଷେଇକୁ ଖୁଣିବାର ନାହିଁ.
@surathanaik1169
@surathanaik1169 Жыл бұрын
ମସଲା ଦେଇ କି ଲୋକଙ୍କୁ ମାରନ୍ତୁ
@debabrata5547
@debabrata5547 Жыл бұрын
ପ୍ରବଳ ତେଲ... ଆଉ ଟିକେ କମ ହେଇପାରିଥାନ୍ତା
@madhusmitajena5982
@madhusmitajena5982
ଯେତେ ଯାହା ଖାଇଲେ ବି chiken ଦି ପିସ୍ ଆଗରେ ମନ ଟା ହାରି ଯିବ😂😂
@JSuman143
@JSuman143
ମୁଁ ଆଜି ବନେଇଲି ବହୁତ ବଢିଆ ଲାଗିଲା। ଧନ୍ୟବାଦ
@ballabaputel7895
@ballabaputel7895 Жыл бұрын
ବହୁତ ସୁନ୍ଦର ଲାଗିଲା ଦିଦି ଆମେ ଘରେ ବନେଇ ଥିଲୁ ଆଉ ମୋ ସ୍ବାମୀ ଙ୍କ ର ସୋୟାବଡି ବହୁତ ପସନ୍ଦ
@odiavloggersomali3609
@odiavloggersomali3609 Жыл бұрын
ବହୁତ ବହୁତ ଧନ୍ୟବାଦ ଦିଦି 🙏🏻very helpful video for me🥰
@laxmikantamohapatra819
@laxmikantamohapatra819
ପିଆଜକୁ ଏତେ ସୁନ୍ଦର ଫାଇନ୍ ଚପଡ୍ କଲେ କେମିତି !!!! ପନିକିରେ ତ ହେଇପାରିବନି !!!?? ଚମତ୍କାର ରେସିପି
@pravatinanda353
@pravatinanda353 Жыл бұрын
👌👌👌❤❤❤🙏🙏🙏ବହୁତ ସୁନ୍ଦର
@kishorisahoo6088
@kishorisahoo6088 14 күн бұрын
I'll try this recipe tomorrow 😊
@mamalisa5265
@mamalisa5265
Very testy recipe ❤,i tried and my husband love it ❤😊 thank you ❣️
@RohitKumar-ui3xw
@RohitKumar-ui3xw
Bahut testy 👌😋
@sujatamahapatra6396
@sujatamahapatra6396
It's really yummy...my husband likes it...
@manasipradhan8803
@manasipradhan8803 Жыл бұрын
Bahut tasty😋
@shanvikaray36
@shanvikaray36 Күн бұрын
I tried it today and it comes out really well n tasty.... Thank u 😊
@BasantiRoul-nc2os
@BasantiRoul-nc2os
ବହୁତ ଭଲ
@rameshsuna9168
@rameshsuna9168
Bahut badhia ...❤
@p.malati7531
@p.malati7531
Thank u di bhala thila ❤❤ tarkari ❤❤❤
@PriyankaDas-yp5uv
@PriyankaDas-yp5uv Жыл бұрын
U are really a superb cook ❤❤
Каха и суп
00:39
К-Media
Рет қаралды 4,3 МЛН
Can You Draw A PERFECTLY Dotted Line?
00:55
Stokes Twins
Рет қаралды 108 МЛН
КАРМАНЧИК 2 СЕЗОН 7 СЕРИЯ ФИНАЛ
21:37
Inter Production
Рет қаралды 537 М.
Жайдарман | Туған күн 2024 | Алматы
2:22:55
Jaidarman OFFICIAL / JCI
Рет қаралды 1,7 МЛН
Каха и суп
00:39
К-Media
Рет қаралды 4,3 МЛН