ସାଧାରଣ ବର୍ଗର ଯୁବପିଢ଼ୀଙ୍କ ପାଇଁ ଆସିଲା ଖୁସି ଖବର || AJIRAKHABAR

  Рет қаралды 64,170

Ajira Khabar

10 күн бұрын

#Ajirakhabar #odialatestnews #odialivenews
ସାଧାରଣ ବର୍ଗର ଯୁବପିଢ଼ୀଙ୍କ ପାଇଁ ଆସିଲା ଖୁସି ଖବର
#polticalnews #odishapolitics #newsupdate
#breakingnews #livenews #politics
#mohanmajhi #bjpodisha #naveenpattnaik #bjd
#cuttacknews #bhubaneswarnews #purinews
#todayslivenews #specialstory #suraroutray
#taraprasadbahinipati #aparajitasaranghi
#surah #dharmendrapradhan #manmohansamal
#leninmohanty #arunsahoo
Current affairs , Entertainment and Spiritual matters news .
Please Subscribe our channel and press the bell icon to get notification about our new updates.
FOLLOW OUR FACEBOOK PAGE : ajira.khabar.9083
FOLLOW OUR WEBSITE : www.ajirakhabar.in
FOLLOW OUR TWITTER PAGE : ajirakhabar
FOLLOW OUR Email id: ajirakhabarnew@gmail.com

Пікірлер: 318
@maushumisoy904
@maushumisoy904 23 сағат бұрын
ସମାଜରେ, ବର୍ଣ୍ଣ ବ୍ୟବସ୍ଥା, ଜାତି ବ୍ୟବସ୍ଥା, ଅସ୍ପୃଶ୍ୟତା, ରହିଲେ ସଂରକ୍ଷଣ ବ୍ୟବସ୍ଥା ଜାରି ରହିବ,,
@meritmyfoot.3013
@meritmyfoot.3013 9 күн бұрын
ଦୁଃଖ ଲାଗୁଚି,ଓଡ଼ିଶାର obc ଏବେବି ଅବୁଝା ରହୁଛନ୍ତି ଯେ ତାଙ୍କର ହକ ଅଧିକାର କିଏ ଖାଉଛି।sc, st ତାଙ୍କ reservation ଆଧାର ରେ ଆଜି ମୁଖ୍ୟମନ୍ତ୍ରୀ ଠୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ହୋଇପାରିଛନ୍ତି .......ମାତ୍ର obc ଓଡ଼ିଶାରେ sc, st ଙ୍କୁ ବିରୋଧ କରି ମନୁବାଦି ଦକ୍ଷିଣପନ୍ଥି ରାଜନୈତିକ ଦଳକୁ ଜିତେଇ ବି ମୁଖ୍ୟମନ୍ତ୍ରୀ ପଦ ଟିଏ ନେଇ ପାରି ନାହାନ୍ତି।କଥା ବଡ ବଡ ନିଜ ଭାଇଙ୍କୁ ବିଶ୍ୱାସ ନାହିଁ ତଥା ବିରୋଧ କରିବା.....ନନା ଙ୍କ ଗୁଣଗାନ କରିବା ଇତ୍ୟାଦି ଇତ୍ୟାଦି।
@musicon5982
@musicon5982 9 күн бұрын
ଭାଇ ଏଇ କଂଗ୍ରେସ ଲାଗି ହିଁ ସବୁ ସମସ୍ୟା ।ଏମାନେ 70 ବର୍ଷ ଶାସନ କଲେ ତଥାପି କିଛି ସମାଧାନ କରିପାରିଲେ ନି?ଲଜ୍ଜ୍ୟା ଲାଗିବ କଥା ଏବେ ବି ଏମାନେ ଗରିବୀ ହଟଇବା ନାରା ଦେଉଛନ୍ତି।
@narayanoficial
@narayanoficial 8 күн бұрын
Thanks
@Incoore0901
@Incoore0901 3 күн бұрын
Magiya narendra Modi kiye be se be Jane OBC
@pravatkumarmishra9760
@pravatkumarmishra9760 7 күн бұрын
ଚାକିରୀରେ ଜାତିପ୍ରଥା ରହିବା କଥା ନୁହ କାରଣ ଅଯୋଗ୍ୟ କୁ ଦେଲେ ଦେଶ କ୍ଷତି ସହିବ ଲେଖକ କବି ସଙ୍ଗୀତ କାର କଳାକାର ରେ କୋଟା କରି ଦେଖାଅ
@narayanoficial
@narayanoficial 3 күн бұрын
@@pravatkumarmishra9760 85%chakiri general hatare 15%chakiri st/sc/obc pakhore
@Hmmmmmm.9
@Hmmmmmm.9 Күн бұрын
ଏଇ ଦେଶରେ ଯେତିକି Corruption, scam ଆଉ ଅପରାଧ ରେ ଲିପ୍ତ ଲୋକ ଅଛନ୍ତି ସବୁ (max. )GENERAL ସମ୍ପ୍ରଦାୟର ଲୋକ । ଆଉ ହଁ ସବୁ ବଡ଼ ପଦବୀ ରେ ରହିକି ଏଇ ସବୁ କାମ କରୁଛନ୍ତି । ଦେଶକୁ ଖୋଳ କରିବା ସହିତ ଦେଶରେ ଅଶାନ୍ତି ସୃଷ୍ଟି କରୁଛନ୍ତି। Corruption, scam ଆଉ ଅପରାଧ ରେ ବି sc/st ଙ୍କୁ ଆଗକୁ ଦେବେନି 😂। ଚାକିରି ତ ଛାଡ଼ 🙏 A ଦେଶ ବ୍ରାହ୍ମଣ ଙ୍କ ପାଇଁ ଖାସ୍ କରି ବହୁତ୍ କ୍ଷତି ସହିଛି ।
@padhanbabu98
@padhanbabu98 9 күн бұрын
OBC ମାନଙ୍କର 27% reservation ଓଡ଼ିଶାରେ କାହିଁକି ଦେଉନାହାନ୍ତି ଓଡିଶା ସରକାର। ଯୋଉ department ରେ ବି ଯେତେ ପୋଷ୍ଟ ବାହାରିଲେ ବି obc ପୋଷ୍ଟ zero ରଖିଦେଉଛନ୍ତି। ଆଉ ଗୋଟେ ଧନ୍ଦା ଲଗେଉଛନ୍ତି ଓଡ଼ିଶାରେ କଣ ନା SEBC, ଯଦି ବି SEBC କଲ OBC କୁ ତାହେଲେ SEBC ପୋଷ୍ଟ କାହିଁକି zero ରଖୁଛ? ଏଇଟା ସବୁ ଧନ୍ଦା ଆରମ୍ଭ କରିଥିଲା ବିଜେଡି ଆଉ ସେଟା କୁ କାମରେ ଲଗାଉଛି ବିଜେପି। ଜାଗ obc ଲୋକ ଜାଗ। ଆମ ହକ ଅଧିକାରର ସବୁ ଲୁଟ ଚାଲିଛି। ଯଦି ଓଡିଶା ରେ OBC ଙ୍କୁ 27%reservation ଦିଆ ନହେଲା ତାହେଲେ ଆଗାମୀ election ରେ ସବୁ ହିସାବ ହବ। 🙏
@level0167
@level0167 7 күн бұрын
ଆଉ ସାଧାରଣ ର୍ବଗ ପିଲାମାନେ ସବୁ ଧନୀ ଖାଲି SC ST ପିଲାମାନେ ଗରିବ ସଳା କୌଠୁ ଆସିଲ ବେ
@JayapalMajhi-f3g
@JayapalMajhi-f3g 2 күн бұрын
Bhala Kari st cast ku kana bhabuchhu a desha heouchhi st ra
@UmeshRay-j9u
@UmeshRay-j9u 9 күн бұрын
You are crying for only ST ,SC,OBC, Not for General, Muslim, Christian,
@KulamaniPanda-r3r
@KulamaniPanda-r3r 8 күн бұрын
କୋଟା ରହିବ ନାହିଁ ଯିଏ ପାଠ ପଢିଲା ସିଏ ଚାକିରୀ କରିବ ଏ ହା ଠିକ
@hansdahpurudhul9160
@hansdahpurudhul9160 4 күн бұрын
Balana ta Katha re desa chaliba ....
@Gourangamurmu-yt9wc
@Gourangamurmu-yt9wc 3 күн бұрын
Tu bukachuda ketebodo ponditogyun
@NiranjanOram-fu1qt
@NiranjanOram-fu1qt 3 күн бұрын
ଜାତି ରହିବା ଟା କୋଟା ରହିବା ଜାତି ହଟିବା କୋଟା ହଟିବା ,ରାଜି ତ?
@NiranjanOram-fu1qt
@NiranjanOram-fu1qt 3 күн бұрын
​@@hansdahpurudhul9160ସମ୍ବିଧାନ ପଢ଼ କୋଟା କଣ ବୁଝି ଯିବ ,ଅନ୍ଧ ଭାବେ କହିଲେ ଲାଭ ନାହିଁ ।
@villagegirllali1816
@villagegirllali1816 3 күн бұрын
​@@NiranjanOram-fu1qtCorrect 💯
@SasikantaBiswal-e3f
@SasikantaBiswal-e3f 5 күн бұрын
ଜାତି କୋଟା କାଟି ସବୁ ଉଠିବା ଦରକାର ଜିଏ ପାଠପଢିବ ସିଏ ଚାକିରି କରୁ ସମସ୍ତ ଲୋକଙ୍କୁ ସମାନ ଅଧିକାର ମିଳୁ ଆ ମେ ସଵୁ କଂଗ୍ରେସ କୁ େଭାଟ୍ ଦେବୁ
@villagegirllali1816
@villagegirllali1816 3 күн бұрын
Ame bi raji kintu ସମାଜରୁ ଛୁଆ chuuti ହାତ ଯାଉ କୁଆଡୁ ସବୁ ଆସି ଯାଉଛ ଚାକିରୀରେ ସମ୍ମାନ ଅଧିକାର darkar ସମାଜରେ ଉଚ୍ଚ ବର୍ଗର ରେ ବସିବ , ଆମକୁ kn pain ଛୁଟ ଜାତି ରେ ରହିବୁ ,ସବୁ ସୁବିଧା ତ ତମେ ନବ ଆମେ କଣ ଖଡା ଖଉବୁ sala ସମାଜ ରେ ଉଛ ରେ ରହିବ ,ଚାକିରି ରେ ସମାନ ଅଧିକାର darkar ,amaku ଜାତିରେ ସମାନତା ଦିଅ ତମେ କୋଟା ରେ ସମ୍ମାନ ହୁଅ କିଏ ମନା କରୁଚି
@kameshkumar4282
@kameshkumar4282 7 күн бұрын
ଓଡ଼ିଶାରେ ନୁଆ ସରକାର ଆସିଲେ ବି କିଛି କରି ପାରିବନି କାହିଁକି କି ଏହି ରଜ୍ୟ ରେ ଟଙ୍କା ଉପରେ କାରବାର ଚାଲିଛି ଯାହାର ଟଙ୍କା ଅଛି ସେ ଚାକିରୀ କରିବ ଆଉ ଯାହାର ଟଙ୍କା ନାହିଁ ସେ ବାହର ରାଜ୍ୟରେ ଦାଦନ କଟି ଯିବ......
@Skgbul470
@Skgbul470 9 күн бұрын
ଯେଉଁ ମାନଙ୍କୁ କଟାରେ ନିଯୁକ୍ତି ଅନାନ୍ୟ ସୁବିଧା ଦିଆଯିବ. ସେହି ବର୍ଗ ର ଲୋକେ ଭୋଟ ଦେବେ, ସାଧାରଣ ବର୍ଗ ର ପାଖରୁ ଭଟ ଆଶାକରିବ ନାହିଁ.
@lipunbarik5530
@lipunbarik5530 9 күн бұрын
ଠିକ୍ କହିଛନ୍ତି ,ଆମ ଲୋକ ଠିକ୍ ଠିକ୍ ନାଇ ସାଧାରଣ ବର୍ଗ ର ଲୋକ ଏକଜୁଟ ହେଇ ଭୋଟ ନ ଦେଲେ ଭଲ ହୁଅନ୍ତା
@villagegirllali1816
@villagegirllali1816 3 күн бұрын
Amaku ସମାଜରେ , ସମାନ ଅଧିକାର ଦିଆଯାଉ ,ଗୋଟେ bramhan jemiti banchuchi ,gote gouda jemiti banchuchi , tahele ame raji ,ସମାଜର ରୁ ଛୁଆଁ chuti hatantu ,khali bhasan marile hebani ,
@UmeshRay-j9u
@UmeshRay-j9u 9 күн бұрын
Poor general cast people leave India due to reservation, as they are suffering from due to reservation policy from the time of Independence, why they suffer due to reservation,why they should not be given reservation according to their percentage of their population.
@BimbadharMangaraj
@BimbadharMangaraj 8 күн бұрын
ଜାତି ପ୍ରଥା କଂଗ୍ରେସ ଆରମ୍ଭ କରିଥିଲା-ଏବେ ତାର ପରିଣାମ ଲୋକେ ଭୋଗୁଛନ୍ତି
@pramodmajhi9214
@pramodmajhi9214 4 күн бұрын
Right
@user-qh4rm1be4j
@user-qh4rm1be4j 10 сағат бұрын
ଜାତି ପ୍ରଥା ଉଚ୍ଚ ନୀଚ୍ଚ ଭେଦ ଭାବ ପଣ୍ଡିତ ମାନେ ତିଆରି କରିଛନ୍ତି । ସେଥିପାଇଁ ଦେଶ ଆଗକୁ ଉନ୍ନତି କରିପାରୁ ନାହିଁ ।
@ajitakumarsahoo9458
@ajitakumarsahoo9458 9 күн бұрын
ଧନ୍ୟବାଦ ❤
@tapandhamudia320
@tapandhamudia320 4 күн бұрын
St sc ପିଲାମାନଙ୍କୁ general cast re married କରିବେ, bramhan khandayat ଝିଅ ବାହା ହେବେ ଯଦି cota ଉଠାଅ
@nabakishor5819
@nabakishor5819 4 күн бұрын
Right 🎉
@raghobo7702
@raghobo7702 2 күн бұрын
Right
@chingarivideo
@chingarivideo 2 күн бұрын
Right
@prasantatripathy8725
@prasantatripathy8725 Күн бұрын
ଠିକ୍ କଥା କିନ୍ତୁ ତୁମରି ଭାଇମାନେ ଯେଉଁ ମାନେ କି ଏ ସୁବିଧା ପାଇସାରିଛନ୍ତି ସେମାନେ କାହିଁକି ଆଉ ନେଇଛନ୍ତି ? ତୁମର ଅନ୍ୟ ମାନଙ୍କୁ କାହିଁକି ଛାଡୁନାହାନ୍ତି ? ଥରେ ଭଲ ଭାବରେ ଚିନ୍ତା କର କେତେଜଣ ଗରିବ ପାଉଛନ୍ତି? ରହିଲା ବାହାଘର କଥା, ନିଜ କାଷ୍ଟ କୁ ନିଜେ ଏତେ ଘୃଣା କାହିଁକି କରୁଚ ?
@hksahoo8755
@hksahoo8755 9 күн бұрын
ଜେନେରାଲ ପିଲା ମାନେ କଣ କରିବେ କହିଲ ନାହିଁ 😮
@Somanath-j1l
@Somanath-j1l 8 күн бұрын
Gandi morei hua
@har-zf1ii
@har-zf1ii Күн бұрын
​@@Somanath-j1l to bou ku gia
@paramanandamohapatra3241
@paramanandamohapatra3241 4 күн бұрын
କୋଟା ହଟାଓ ଯେ ଯେମିତି ଯୋଗ୍ୟ ହେବ ସେହିଭଳି ସ୍ଥାନ ଅଧିକାର ପାଇବ
@tapandhamudia320
@tapandhamudia320 4 күн бұрын
1st general cast ଉଠାଅ, ପରେ sc st ଉଠେଈବ
@odisha693
@odisha693 2 күн бұрын
Right bro
@bhaktimarga853
@bhaktimarga853 8 күн бұрын
କୌଣସି ଜାତିଭିତ୍ତିକ ସଂରକ୍ଷଣ ରଖି ଦେଶକୁ ଦୁର୍ବଳ କରନାହିଁ ।ଯଥେଷ୍ଟ ଦିନ ସଂରକ୍ଷଣ ନେଇ ସାଧାରଣ ବର୍ଗକୁ ହଇରାଣ କଲାନି ।ସଂରକ୍ଷଣ ବନ୍ଦ କର ।
@pradeepnanda6944
@pradeepnanda6944 6 күн бұрын
Mandir ka reservation tum log chhoddo jo chahe puja karo
@bahubaliking5342
@bahubaliking5342 6 күн бұрын
ସାର୍ ରାଜ୍ୟ ର ସବୁ ଜାତି ର ଲୋକଙ୍କୁ ସମାନ ଭାବରେ ସରକାରୀ ସୁବିଧା ଯୋଗାଇ ଦେଉ ସବୁବେଳେ ଖାଲି sc,St ଙ୍କୁ ହଁ ସୁବିଧା ମିଳୁଛି। ଆଉ ଅନ୍ୟ ଜାତି ର ଲୋକ କ'ଣ କରିବେ ।
@villagegirllali1816
@villagegirllali1816 3 күн бұрын
Are sc st kahiki ରଖିଛନ୍ତି ପଚରୁନ ବ୍ରାହ୍ମଣ ବାଉରୀ ସବୁ ଗୋଟେ କହୁନ ,ଏହା କହିବାକୁ ଜିଭରେ ହାଡ଼ ଯଦି ଅଛି ,ତ କୁହ
@swagatkumarnaik3285
@swagatkumarnaik3285 3 күн бұрын
Kn ta miluchi sabe bele to agare pauchanti jaha sesare balia sei ga bhika bhalia deuchi govt tume jau level re acha tumar jagyata jete sei level fight karo anyo bhago ku tumar ki adhi karo
@jyotikhara3991
@jyotikhara3991 6 күн бұрын
I want Srikant Jena should be PCC president
@chittaranjankar5599
@chittaranjankar5599 9 күн бұрын
General ବର୍ଗ ର ପିଲା ମାନେ ବୋଧ ହୁଏ ସମସ୍ତେ ଧନୀ ଘର ର ପିଲା ଅଟନ୍ତି, ତେଣୁ ତାଙ୍କ ପାଇଁ କୌଣସି ରାଜନୈତିକ ଦଳ ର ନେତା ମାନଙ୍କର ଚିନ୍ତା ନାହିଁ
@sanjayakumarsethy1762
@sanjayakumarsethy1762 7 күн бұрын
EWS କୋଟା ସମାଜର ସବୁଠାରୁ କମ ପ୍ରତିଶତ ଜେନେରାଲ କାଷ୍ଟ ଲୋକମାନଙ୍କ ପାଇଁ ତାହା ପୁଣି ନିଜର ସଂଖ୍ୟା ଅନୁପାତ ଠାରୁ ଅଧିକ..
@pratibhanutanpatel3586
@pratibhanutanpatel3586 9 күн бұрын
Right sir st pila 30 mark re govt chakiri paijau chhanti hele obc/general pila 50 mark rakhi le bi pau nahanti
@swayambhanja1361
@swayambhanja1361 9 күн бұрын
General ra post sabu bele sc st ru adhika thae seta ta kahuna
@Somanath-j1l
@Somanath-j1l 8 күн бұрын
Hmmm bhai thhik kothha general to post sabubele sts sc thharu odhhiko
@swayambhanja1361
@swayambhanja1361 8 күн бұрын
Moreover General people are very much talented than sc st
@princessamrita1522
@princessamrita1522 8 күн бұрын
କୋଟା ସ୍ଵଷ୍ଟଏମ ହଟେଇ ବା ଦରକାର
@villagegirllali1816
@villagegirllali1816 3 күн бұрын
Jati hatao cota ape hatijib ,mulu maile jib sari ଦେବଙ୍କ ସଙ୍ଗେ କିମ୍ପା କଲି ,
@villagegirllali1816
@villagegirllali1816 3 күн бұрын
Sabu subidha darkar nuh , ସମାଜରେ ଉଚ୍ ରେ ବସିବ ,ଆଉ ଆମେ କେତେ complein କରୁଛୁ ,
@mohanchandramahanta3810
@mohanchandramahanta3810 9 күн бұрын
Right sir thank you sir
@musicon5982
@musicon5982 9 күн бұрын
Ha ha ha 😂 bhai ତମେ ପରା କ୍କାଷ୍ଟ୍ system କରି vote ରାଜନୀତି କରୁଥିଲା 70 ବର୍ଷ ତଳୁ।ତାଥପି ବି ସେମାନେ ଉନ୍ନତି କରିପାରିଲେ ନାହିଁ କଣ ଲାଗି?
@manjushreesamantaray
@manjushreesamantaray 9 күн бұрын
ଯେଉଁ ମାନେ ଦାଦନ ଯାଉଛନ୍ତି ତାଙ୍କର କାଟେଗୋରି ଗଣିବା ଦରକାର। ଖାଲି ଓବିସି କହିଲେ ହେବ କି?
@lipunbarik5530
@lipunbarik5530 9 күн бұрын
Obc ର କଣ ଗରିବ ନୁହନ୍ତି କି
@parameswarpatra3209
@parameswarpatra3209 8 күн бұрын
Right my brother
@benudharsahoo710
@benudharsahoo710 9 күн бұрын
Absolutely right jena sir.
@soumya4239
@soumya4239 9 күн бұрын
ସାଧାରଣ ବର୍ଗଙ୍କ ପାଇଁ ସାନ୍ତ୍ବନାମୂଳକ ଭାବେ ଗୋଟିଏ ପଦ କୁହାଯାଇନାହିଁ ସେଥିରେ ପୁଣି ଲେଖୁଛ ସାଧାରଣ ବର୍ଗଙ୍କ ପାଇଁ ଖୁସି ଖବର!
@binodtripathy5904
@binodtripathy5904 9 күн бұрын
ସାଧାରଣ ଲୋକ କଣ ଭୋଟ ଦେଇ ନାହାନ୍ତି। କେବଳ ତୁମ ପାଇଁ ସଂରକ୍ଷଣ। ପୂରା ସଂରକ୍ଷଣ ଉଠାଇ ଦେବା କଥା। ଯାହାର ଯୋଗ୍ୟତା ଅଛି ସେ ଚାକିରି ପାଇବା କଥା। ନିୟମ ଅଲଗା କାହିଁକି।
@ThakurTudu-h1w
@ThakurTudu-h1w 9 күн бұрын
You are Right Sir, I salute you
@BhubaneswarBehera-nr8ir
@BhubaneswarBehera-nr8ir 8 күн бұрын
OBC ପିଲାଙ୍କପାଇଁ ଯେଉଁ ଅନ୍ୟାୟ ଦୀର୍ଘ 21 ବର୍ଷ ହେଲା ହେଇଆସୁଛି ତାହାର ପରିଣାମଶ୍ଵରୂପ ଆଗାମୀଦିନରେ ଓଡ଼ିଶାରେ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟିହେବ. (OBC ର 27%କୋଟା ଦିଆଯାଉ, ନତୁବା ST SC କୋଟା ହଟାଯାଉ )
@sujitkumarmahanta563
@sujitkumarmahanta563 9 күн бұрын
Very nice argument
@RanjanSethy-ed9fy
@RanjanSethy-ed9fy 9 күн бұрын
Tu jiban jiba sc st reservations uthibani
@MrChinise
@MrChinise 2 күн бұрын
Thanku sir
@biswabanditanayak1125
@biswabanditanayak1125 9 күн бұрын
Right
@dasarathpadhan7977
@dasarathpadhan7977 9 күн бұрын
In both job and selling of land / property, it is necessary. SC ST Land OBC/General people kini parantu
@mr.manashranjan2611
@mr.manashranjan2611 8 күн бұрын
In any recruitment Around 58% - 60% OBC seats are occupied by OBC While only 2% - 3% General candidates are occupying in govt jobs
@Skstar-pz3vu
@Skstar-pz3vu 9 күн бұрын
Obc ku kichi milu nahi😢
@paramanandamohapatra3241
@paramanandamohapatra3241 4 күн бұрын
ବ୍ରାହ୍ମଣ କ୍ଷେତ୍ରୀୟ ଙ୍କୁ କଣ ଓଡ଼ିଶା ରୁ ବାହାର କରିଦେବା? ଆପଣ ଙ୍କ ବାପାଙ୍କ ଫ୍ୟାକ୍ଟ୍ରି ରେ ଚାକିରି ଦେଇ ଦିଅନ୍ତୁ।ଆପଣ ରାଷ୍ଟ୍ରପତି କିମ୍ବା ପ୍ରଧାନ ମନ୍ତ୍ରୀ ନ ହୋଇ ଏଠାରେ ଲେକ୍ଚର ମାରୁଛ।ଏ ଭାରତ ଆପଣଙ୍କ ବାପର ନୁହେଁ।
@odisha693
@odisha693 2 күн бұрын
Thik kahila
@mohapatrasubhranshusekhar7545
@mohapatrasubhranshusekhar7545 9 күн бұрын
Resurvation kahiki rahiba ? Resurvation Bala kan Bhagaban?
@lalita_soren
@lalita_soren 9 күн бұрын
First write the word correctly,then give comments. U should feel ashamed of your being a higher caste but are committing mistakes in spelling.
@bijayaharichandan1592
@bijayaharichandan1592 9 күн бұрын
ଆଉ reservation ନାଁ ରେ ଦେଶ ର ଦୁର୍ଭାଗ୍ୟ କୁ ଡାକନ୍ତୁ ନାହିଁ ସବୁ ନାଗରିକ ମାନଙ୍କୁ ଶିକ୍ଷା ପ୍ରାପ୍ତି ପାଇଁ ଯାହା ଦରକାର ତାହା ସରକାର ଯୋଗାଇ ଦିଅନ୍ତୁ ଯୋଗ୍ୟ ବ୍ୟକ୍ତି ଆପେ ବାହାରିବେ ସେମାନଙ୍କ ବୁଦ୍ଧି ମତ୍ତା ପାଇଁ ବେକାର ଭତ୍ତା ଦେଇ ଆଉ କୋଡ଼ିଆ ନକରି ନିଯୁକ୍ତି ସୁଯୋଗ କରନ୍ତୁ ସରକାର ତୁରନ୍ତ ମଦ ବନ୍ଦ କରି ଗୋପାଳନ କୃଷି ଉପରେ ବେକାର ମାନଙ୍କୁ ନିଯୁକ୍ତି ଦେଲେ ବ୍ୟକ୍ତି ଏବଂ ରାଜ୍ୟର ରାଜସ୍ବ ବୃଦ୍ଧି ହେବ
@santoshkumarmohanty1888
@santoshkumarmohanty1888 4 күн бұрын
ଜାତିପ୍ରଥାକୁ ଉସୁକାଉଛନ୍ତି, ବିଭିନ୍ନ ଦଳରେ ଥିବା ଅଜାତିଆ ରାଜନେତା। ପାଠ ପଢିବା ପାଇଁ ଯେତେ ଟଙ୍କା sc/st ଙ୍କୁ ଦିଅ। ଚାକିରୀ ରେ ନିଜ ଦକ୍ଷତା ବଳରେ ପାଆନ୍ତୁ। ସେମାନେ ମଧ୍ଯ ସମ୍ମାନର ସହ ବଞ୍ଚିବେ।
@Babaphakiryoutube
@Babaphakiryoutube 9 күн бұрын
କୋଟା ଶାସନ କଂଗ୍ରେସ ଦଳ କରିଛି BJP ଦଳ ସେଥିରୁ ହଟାଇ ଦେଇ ଗୋଟିଏ ଦେଶ ଗୋଟିଏ ଜାତି ଗୋଟିଏ ଚାକିରି ମିଳିବ ଏବେ
@pitambersethi7403
@pitambersethi7403 9 күн бұрын
To bhauni ku aga gote harijan pila ku marage karibaku de ta. Pare kahibu
@Babaphakiryoutube
@Babaphakiryoutube 9 күн бұрын
@@pitambersethi7403 ଓଡିଶାରେ ପ୍ରତି 100ଜଣ ଲୋକ ଭିତରେ 54ଜଣ obc 22ଜଣ St/sc 24ଜଣ ସାଧାରଣ ଲୋକ ବାସ କରନ୍ତି ଏବେ ଜାତି ପ୍ରଥା ଉଠିଗଲେ ତୁମର ଫାଟିବ 100% ମାର୍କ ପାଇଥିବା obc gen ପିଲା ଚାକିରି ନାହିଁ 30%ମାର୍କ ରଖିଥିବା ପିଲା ଚାକିରି ଏ କି ଶାସନ ମୂର୍ଖ ଶାସନ କୋଟା ଶାସନ କଂଗ୍ରେସ ଦଳ କରିଛି ତାହା ମୋଦୀ ସରକାର ପରିବର୍ତନ ଆଣି ଏକ ଦେଶ ଏକ ଜାତି ଏକ ନାଗରିକ ବହୁତ ଭଲ
@Somanath-j1l
@Somanath-j1l 8 күн бұрын
​@@pitambersethi7403bhai horijono kn pain se age santali loko pakhhore Baha koreiba pain kuhonti tapare jaha kothha
@anantanahak2718
@anantanahak2718 8 күн бұрын
​@@pitambersethi7403bhai right answer
@Zodnd1254
@Zodnd1254 3 күн бұрын
ଶିକ୍ଷାରେ ଏ କି ଅବସ୍ଥା।ଯିଏ ଭଲ ରେଜଲ୍ଟ କରିବ ସିଏ ପାଇବ ❤❤
@lilimanimurmu6829
@lilimanimurmu6829 3 күн бұрын
Thank you sir
@balabhadramallick3374
@balabhadramallick3374 3 күн бұрын
100% Reservation ଲାଗୁକରାଯାଉ
@sasrajitbarik2906
@sasrajitbarik2906 10 күн бұрын
Very nice.❤
@PanbabPanda
@PanbabPanda 9 күн бұрын
Congress is raising castism hence being continuously rejected by people's mandate.Your young leader is a mad man,whose grand mother did Forest Conservation Act but he did Forest Right Act ,After swallowing forest now crying for Environment Panchayat.He did Pmla & himself fell into crying.Now you are crying castism for which you will be rejected ever People knew what you can do & did in your tenure.Hence barking is empty.
@lalita_soren
@lalita_soren 9 күн бұрын
Kana Congress Shudra,chhuan achhuan ,nich uchh katha kahe? Kana Gita re jaha lekha hoichhi,Shudra bisayre , Congress ra lekha? Chhuan achhuan ajiparyanta Upper castes re achhi,semane sabu Congressia? Ram mandir re President Draupadi Murmu ku pasai diya galani, Congress baran kala?
@bhimasenrout251
@bhimasenrout251 4 күн бұрын
All right
@bijaykumarpatra4671
@bijaykumarpatra4671 3 күн бұрын
Very good
@girijadassahu5992
@girijadassahu5992 7 күн бұрын
Right sir
@abhayapati9640
@abhayapati9640 9 күн бұрын
Any reservation should be abolished।
@msmansbeher89
@msmansbeher89 9 күн бұрын
ପ୍ରତ୍ୟେକ ଜିଲ୍ଲାରେ 1000 sit ଲାଇବେରୀ କରଯାଉ।
@1Ooooooooko
@1Ooooooooko 3 күн бұрын
ଦେଶକୁ ଭାଗ ଭାଗ କରୁଥିବା ଲୋକଙ୍କୁ tatkaal ଦଣ୍ଡ ମିଳିବ ଉଚିତ 😮
@kirankumarsahu988
@kirankumarsahu988 3 күн бұрын
Good decision 😊😊
@mr.manashranjan2611
@mr.manashranjan2611 8 күн бұрын
What I am writing here is practical At present in OPSC recruitment around 65% seats given to OBC Present situation of General candidates are below SC and ST situation
@susantasethi6888
@susantasethi6888 6 күн бұрын
100% ରିଜରବେଶନ ହେବା ଉଚିତ
@BandeBharatGaming
@BandeBharatGaming Күн бұрын
ମାଗୀଆ ତୋର ଯୋଗ୍ୟତା ନାହିଁ କି ବିନା ଆରକ୍ଷଣ ରେ ଚାକିରି କରିବାକୁ
@balkrishnasandh981
@balkrishnasandh981 2 күн бұрын
ଜାତି ଜନଗଣନା ଶୀଘ୍ର କରାଯାଉ , ଓଡିଶା ଏକ ପଛୁଆ, ଗରିବ ରାଜ୍ୟ ହେବାର ମୁଖ୍ୟ କାରଣ ସାମାଜିକ ବିଷମତା, ଶୋଷଣ ଓ ଅନ୍ୟାୟ l ସବର୍ଣ୍ଣଙ୍କ ହାତରେ ସବୁ ପ୍ରକାର କ୍ଷମତା, ସବୁ ସମ୍ପତ୍ତିର ଅଧିକାରୀ ସେମାନେ l ସମ୍ବିଧାନ ଅନୁଯାୟୀ ଓବି ସୀଙ୍କୁ ନ୍ୟାୟ ମିଳୁ l ପାଛୁଆ ବର୍ଗର ଗରିବ ଲୋକଙ୍କ ପାଇଁ ଏଲଢେଇ, ଯେଉଁମାନେ କ୍ରୀମୀ ଲେୟର ସେମାନେ ସାଧାରଣ ବର୍ଗ ସହ ସମାନ lସଂଗ୍ରାମ ଜାରି ରହିବ l ଜୟ ଓବୀ ସି ଜୟ ମଣ୍ଡଳ
@debaramajhi4370
@debaramajhi4370 9 күн бұрын
Congress kuade jai thila 60 years
@SKumar-rb1tz
@SKumar-rb1tz 9 күн бұрын
Emaney neta, kebala bhuki hebe.
@user-qh4rm1be4j
@user-qh4rm1be4j 9 сағат бұрын
ଜାତି ପ୍ରଥା ଉଚ୍ଚ ନୀଚ୍ଚ ଭେଦ ଭାବ ପାଖଣ୍ଡବାଦ୍ ପଣ୍ଡିତ ମାନେ ତିଆରି କରିଛନ୍ତି । ସେଥିପାଇଁ ଦେଶ ଉନ୍ନତି କରିପାରୁ ନାହିଁ । ନିଜକୁ ଶ୍ରେଷ୍ଠ ଭାବିବା ବନ୍ଦ୍ କରି ସମାନତା ସ୍ୱତନ୍ତ୍ରତା ବନ୍ଧୁତା ଭାଇଚାରା ଶିକ୍ଷା ମାଧ୍ୟମରେ ଦେଶ ଆଗକୁ ଯିବ ।
@sureshbehera2870
@sureshbehera2870 9 күн бұрын
Right 👍👍👍👍
@nuelsurin3605
@nuelsurin3605 Күн бұрын
Good by speech you are
@jajatichandan4268
@jajatichandan4268 Күн бұрын
Obc ଭାଇ ମାନେ ଏକାଠି ହୁଅ ନିଜ ହକ ପାଇଁ ଲଢେଇ କରିବା
@ramakantabehera2342
@ramakantabehera2342 2 күн бұрын
Good Decision of Odisha Education Development
@harizKhan506
@harizKhan506 3 күн бұрын
Sir ଠିକ କହିଛନ୍ତି
@BishnuNayak-p2i
@BishnuNayak-p2i 6 күн бұрын
ଶ୍ରୀକାନ୍ତ ଜେନା sir ତୁମ ର ଦୀନ କାଳ ସରି ଆସିଲାଣି ଅଳ୍ପ ଦୀନ ଭିତରେ ତୁମେ ତୁମ ଜାଗାକୁ ଜୀବ । ରାଜନୀତି କରିବା ସ୍ବାର୍ଥ ରେ ତୁମେ ଏତେ ଅନ୍ଧ ହେଇ ଯାଇଚ । ଜେ କହୁଚ ଗଧ ପିଲା ଡାକ୍ତର ଇଞ୍ଜିନିୟର ବଜ୍ଞାନିକ ମାଷ୍ଟର ଆଇଏଏସ୍ ଓଏଏସ ହେଇ ପାରିବ । ଯଦି ଏମିତି ହେବେ ଦେଷ ର ଅବସ୍ଥା କଣ ହେବ ଲଜ୍ଜ୍ୟା କଣ ପାଇଁ ତୁମକୁ ଲାଗୁନି । ନେତା ମାନେ ମୂର୍ଖ ଲୋକ ହୋଇପାରିବେ ଏଥି ପାଇଁ ସଚିବ ମାନେ ଜ୍ଞାନୀ ଅଛନ୍ତି ସମ୍ଭାଳି ନେବେ ସଚିବ ମାନେ ବି ଗଧ ପିଲା ମାନଙ୍କୁ କରାଗଲେ ଦେଶ ର ଅବସ୍ଥା କଣ ହେବ
@HarapriyaBhoi-v8d
@HarapriyaBhoi-v8d 9 күн бұрын
Reservation uthajau
@anantanahak2718
@anantanahak2718 8 күн бұрын
Tukanna banda mundi toh kathare.
@srikantarath3580
@srikantarath3580 3 күн бұрын
କୋଟା ରହିବା ଆବଶ୍ୟକ ନାହିଁ। ଯିଏ ପାଠ ପଢିବା ତାକୁ ଚାକିରୀ ଦିଅ
@basantkumardash6882
@basantkumardash6882 4 күн бұрын
Right cm candidate
@tecnicalacademy2147
@tecnicalacademy2147 2 күн бұрын
Revolution heba
@BibunaBibhuti
@BibunaBibhuti 7 күн бұрын
Joy congress
@ashismohapatra9159
@ashismohapatra9159 Күн бұрын
ସଂରକ୍ଷଣବାଦ(reservation)ପ୍ରଥା ଚାକିରୀ କ୍ଷେତ୍ରରେ ମୁଳପୋଛ ହେଉ। ଦକ୍ଷତା ଆଧାରରେ ଚାକିରୀ ଦିଆଯାଉ।ଦେଶ ସ୍ୱାଧୀନତା ହେବାର 77 ବର୍ଷ ହେଲାଣି।ଦେଶରେ ଦଳିତ ନିଷ୍ପେସିତ ଥିବା ଜାତି ସ୍ୱାଧୀନତା ବେଳେ ଯାହା ଥିଲା,ଏବେ ତାହା ହୋଇ ରହି ନାହିଁ।ରାଷ୍ଟ୍ରବାଦୀ ନିୟମ ଅନୁସାରେ ରାଷ୍ଟ୍ର ଆଗରେ ବ୍ୟକ୍ତି ସତା ଗୌଣ ଅଟେ।ପ୍ରଥମେ ଦେଶ ରାଷ୍ଟ୍ର।ରାଷ୍ଟ୍ର ପାଇଁ ଯେଉଁ ମାନେ ଦକ୍ଷ ଜ୍ଞାନୀ ଗୁଣି ବୁଦ୍ଧିଜୀବୀ ସେମାନେ ହିଁ ଦେଶର ପ୍ରକୃତ ସମ୍ବଳ।ଏହାର ଅର୍ଥ ନୁହେଁ ଯେ ଅନ୍ୟ ମାନେ ମୂଲ୍ୟହୀନ,ତା ନୁହେଁ।ଅନ୍ୟମାନଙ୍କୁ ସେଇ ଯୋଗ୍ୟତାର ସ୍ତରରେ ପହଞ୍ଚାଇବା ପାଇଁ ଯେଉଁ ଯେଉଁ ଖୋରାକ ଆବଶ୍ୟକ ଯଥା-ଆର୍ଥିକ,ଶିକ୍ଷାଗତ,ନିଦାନାତ୍ମକ ପ୍ରତିପୁଷ୍ଟି ଏ ସବୁ ଦେଶ ଅନ୍ୟମାନଙ୍କୁ ଜଗାଇ ଦେଉ।ଯେଉଁ ପର୍ଯ୍ୟନ୍ତ ସରକାର ଓ ରାଷ୍ଟ୍ର ସେମାନଙ୍କ ନାଗରିକଙ୍କୁ ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ସ୍ୱାଧୀନତା ଦେଇ ନାହିଁ। କିଛି ଲୋକଙ୍କୁ ଯୋଗ୍ୟତା ନଥାଇ ସୁବିଧା ଯୋଗାଇ ଦେଇ ହାସ୍ୟସ୍ପଦ କାର୍ଯ୍ୟ କରୁଛି,ସେପର୍ଯ୍ୟନ୍ତ ଦେଶର ପ୍ରଗତି ସମ୍ଭବ ନୁହେଁ।ଆମେରିକା,ରୁଷିଆ,ଚୀନ ଭଳି ପ୍ରଗତିଶୀଳ ଦେଶ ମାନଙ୍କ ଭଳି ଦକ୍ଷ ବ୍ୟକ୍ତି ବିଶେଷଙ୍କୁ ଦେଶର ସମ୍ବଳ ରୂପେ ବିବେଚିତ କରାଯାଉ।ଦେଶ ସ୍ଵାଧୀନ ବେଳେ ତତ୍କାଳୀନ ସମୟର ସାମାଜିକ ନିୟମ ଓ ଏ ସମୟର ସାମାଜିକ ଅବସ୍ଥା ଆକାଶ ପାତାଳ ତଫାତ,ଏ ସବୁ ଲକ୍ଷ୍ୟ ରଖି ଦେଶର ଆଇନି ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନର ଆବଶ୍ୟକତା ରହିଛି।
@murmuthakur7573
@murmuthakur7573 9 күн бұрын
ସବୁ ଭାଷାରେ ପରୀକ୍ଷା ହେଉ ❤
@ଗୀତିକବିକାର୍ତ୍ତିକଚନ୍ଦ୍ରରାଉଳ
@ଗୀତିକବିକାର୍ତ୍ତିକଚନ୍ଦ୍ରରାଉଳ 8 күн бұрын
ସ୍ବାଗତଯୋଗ୍ୟ ଆଲୋଚନା ସେଥିପାଇଁ ଅନେକ ଅନେକ ଧନ୍ୟବାଦ।
@manjaribe1331
@manjaribe1331 8 күн бұрын
Obc and general mane qualified kari ki b ghare achhu st sc just pass kari ki b job please sir same kara jau
@MITHUNBEHERA-w2p
@MITHUNBEHERA-w2p 9 күн бұрын
I didnt respect Dr Ambedkar, and our indian supreme court constitution ,i hate definately our indian judicials administration systems
@prof.hrudanandajena1441
@prof.hrudanandajena1441 9 күн бұрын
Excellent
@Goura_Chandra_Singh
@Goura_Chandra_Singh 9 күн бұрын
Ok thanku
@AshokKumarBhoi-g3t
@AshokKumarBhoi-g3t 9 күн бұрын
Verey nice katha sir. Odisha re st sc rajuti chlichi. We the people of odisha behind you sir.kalahandi. 🙏🙏🙏🙏🙏🙏🙏🙏🙏🙏🙏
@anantanahak2718
@anantanahak2718 8 күн бұрын
Toh nijaku tu kete anhakari mane karuchu nije bhabe. Aau kanna tu CM hoi thantu Na rastrapati.
@mr.manashranjan2611
@mr.manashranjan2611 8 күн бұрын
In 50 % UR , around 30% seats are occupying by OBC
@santoshtripathy490
@santoshtripathy490 Күн бұрын
ଗରିବ ମାନଙ୍କୁ କୋଟା ଦିଅ । ଜାତି ଭିତିକ କୋଟା ନାହିଁ ।
@nareshpattnaik2454
@nareshpattnaik2454 9 күн бұрын
ସାରା ଭାରତ କେତେ ବଡ଼ ଦେଶ ଦେଶର ସମ୍ବିଧାନ ପ୍ରନେତା ବାବସହେ ତଳେ ପଡିଥିବା ଜାତି ପ୍ରତି ସମବେଦନା କରି କେତେ ବର୍ଷକୁ ସୁଯୋଗ ଦେଇଥିଲେ?ଆମ ଦେଶରେ କେତେ ଜ୍ଞାନୀ ଗୁଣୀ ବୈଜ୍ଞାନିକ ଇଞ୍ଜିନିୟର ଡାକ୍ତର ଆଇଏଏସ ଆଇପିଏସ୍ ଆଇ ଏ ଫ୍ ରୁ ଆରମ୍ଭ କରି ଫାର୍ମାସିଷ୍ଟ ବିଡି ସିଟି c ଏପରି କେତେଯେ ବିଭାଗ ନିଯୁକ୍ତ ରହି ନିରନ୍ତର କାମ କରୁ ଛନ୍ତି
@manoranjan647
@manoranjan647 9 күн бұрын
ଖାଲି ଶିକ୍ଷା ବିଭାଗ ରେ କୋଟା ରଖିବା କଥା ନୁହଁ। କାରଣ ଶିକ୍ଷା ଦୁର୍ବଳ ହେଲେ ଦେଶ ଆଗକୁ ଯାଇପାରିବ ।ଆପଣମାନେ କଣ ଭାବୁଛନ୍ତି ଏହି କୋଟା ପାଇଁ ସବୁ ନଷ୍ଟ ହୋଇଯାଉଛି। ଏବେ ସମସ୍ତେ ସ୍ୱର ଉତ୍ତୋଳନ କରିବା କଥା , ଯେଉଁ ରାଜନୈତିକ ଦଳ ଶିକ୍ଷା ବିଭାରେ ଚାକିରି କରିବା ପାଇଁ କୋଟା ଉଠେଇ ଦେଇ ଆଗାମୀ ନିର୍ବାଚନରେ ତାକୁହିଁ ଭୋଟ ଦେବା କଥା ବୋଲି ଏବେ ପ୍ରଶ୍ନ ଉଠିଲାଣି।
@kanhuverynaicemallick1549
@kanhuverynaicemallick1549 9 күн бұрын
Thanks sir
@baishnabcharansahoo9119
@baishnabcharansahoo9119 6 күн бұрын
ମଣିଷ ସମାଜ ଚାରି ବର୍ଣ୍ଣ ରେ ବିଭାଜିତ ହେଲା କିପରି? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଠିବା ଦରକାର।
@MrChinise
@MrChinise 2 күн бұрын
Sir sehi chari barna re sc st asu nahanti ta 4 number re asuchi kia sir
@somanathkhara8368
@somanathkhara8368 2 күн бұрын
Always should kept the reservation for poor societies To develop in all spheres of govt schemes.
@brajamohanty6220
@brajamohanty6220 4 күн бұрын
ମତାମତ ସ୍ବାଗତଯୋଗ୍ୟ
@srikantarath3580
@srikantarath3580 3 күн бұрын
କୋଟା ରାଜନିତି ଛାଡ ଶ୍ରୀକାନ୍ତ ବାବୁ
@AK-pg1qe
@AK-pg1qe 3 күн бұрын
No reservation Congress
@rt-pcr3682
@rt-pcr3682 Күн бұрын
👍🏻
@kumudapanda9274
@kumudapanda9274 6 күн бұрын
Bohot Badhia.Jaat Paat utha do
@dibakarapradhan883
@dibakarapradhan883 9 күн бұрын
Thanks you
@mr.manashranjan2611
@mr.manashranjan2611 8 күн бұрын
In last NET exam General EWS students scored lower than SC and ST candidates. So reservation i not the proper solution
@biswanathdhal5759
@biswanathdhal5759 6 күн бұрын
sc. st. box. garibaldi. general. nahanti. thankyou
@Omm-i4g
@Omm-i4g Күн бұрын
Obc ku reservations dia jau❤❤❤
@samirranjandas839
@samirranjandas839 Күн бұрын
Sir, please stop out sourcing & contractual employment. This is exploitation of human rights.... ଇଂରେଜ ମାନେ ସୋଷିଲେ ଆଉ ଆପଣ ମାନେ ଆଉ କେତେ ଶୋଷଣ କରିବେ, ଦୟା କର ହେ....
@manjaribe1331
@manjaribe1331 8 күн бұрын
St sc obc general all same kara jau
@bhairabdehury292
@bhairabdehury292 9 күн бұрын
General pila 1000000tanka dei sabu post kinineuchhanti general pila st sc post bi sala kinineuchha Dina asiba(General General donation deiki hanakatahaba 100% lekhidebi st sc reservation utheidia jadi tama pila pila vitare dotion pain hanakata haba...setebele thik manepadiba st sc seat upare tame akhipakauchha st sc pache vika magibe tamavalia kehihebeni thikse padhabe tanka achibali sabu kinineuchha paiba kemitibe
@PanbabPanda
@PanbabPanda 9 күн бұрын
Nasty comment unwise
@lingarajrout3158
@lingarajrout3158 9 күн бұрын
It is right disition.good advance to all over India for general categories students.
@autofast5298
@autofast5298 9 күн бұрын
ରାଜନୀତି କରି ଶ୍ରୀକାନ୍ତ ଉମେଶ ନଳିନୀ S U N ଏଇ ତିନି ବନ୍ଧୁ ଅନେକ ସୁବିଧା ବିଜୁ ପଟ୍ଟନାଏକ ଠାରୁ ଲାଭ କରିଛନ୍ତି! ଶ୍ରୀକାନ୍ତ ଙ୍କ ପାଇଁ ବିଜୁ ବାବୁ ଭାରତ ର ପ୍ରଧାନ ମନ୍ତ୍ରୀ ହୋଇ ପାରିଲେନି! ଅତ୍ୟନ୍ତ ଦୁଃଖ ଦାୟକ ଘଟଣା ଥିଲା!
@rashmikantapanda1143
@rashmikantapanda1143 Күн бұрын
No reservations for any one, only fittest should get chance
Spongebob ate Patrick 😱 #meme #spongebob #gmod
00:15
Mr. LoLo
Рет қаралды 22 МЛН
Good teacher wows kids with practical examples #shorts
00:32
I migliori trucchetti di Fabiosa
Рет қаралды 10 МЛН
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 3,6 МЛН
Spongebob ate Patrick 😱 #meme #spongebob #gmod
00:15
Mr. LoLo
Рет қаралды 22 МЛН