ସାମଣା ଘାସ ନିୟନ୍ତ୍ରଣ ପାଇଁ ଲଟାମରା ର Best combination II Top herbicide

  Рет қаралды 8,977

KRUSHI SAMPADA

KRUSHI SAMPADA

Күн бұрын

Herbicide Best combination
Top herbicide
All type of Weed
Weed control at 25-35 Days of Paddy transplanting
2,4 D Ethyl Ester 38% EC+Almix
How to control weed at 25-35 days after transplanting of Paddy
Welcome To Our KZbin Channel KRUSHI SAMPADA
Krushi Sampada KZbin Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
Also Providing Low Cost Technology To The farmers On Integrated Pest & Disease management
Cultivation Practises Of Different Crops
High Yielding Varities Of Different Crops
Use Of organic Pesticide Fungicide & Fertilizer Ecofriendly
Increasing Production & Productivity Of Soil By Maintaining Soil Fertility
Thank you
Krushi Sampada
#odia #krushisampada

Пікірлер: 86
@Thomas_micle_Shelby
@Thomas_micle_Shelby 29 күн бұрын
Sir potas ra spra liquid kemiti kariba
@KalakanhuRohidas
@KalakanhuRohidas Ай бұрын
❤ from Bargarh
@PrasantaManahira
@PrasantaManahira Ай бұрын
Sir paani kete Dina banhdi rahiba saara dele pare
@umakantasahu2612
@umakantasahu2612 Ай бұрын
very nice sir
@JaydevNayak-r9z
@JaydevNayak-r9z Ай бұрын
Sir flag leaf bisayare video banantu
@philipswain4998
@philipswain4998 Ай бұрын
Very good
@umeshchandranayak595
@umeshchandranayak595 Ай бұрын
Sir special chandi ghasa pain kana deba janaeibe
@vickyjena7804
@vickyjena7804 Ай бұрын
Sir cultar syngenta mango root re kou month re diya jiba ( dasseri , amrapali). , perfect doses kan rahiba ? Sir pls reply🙏
@batunudulgood3879
@batunudulgood3879 Ай бұрын
ବହୁତ ବଢିଆ ଲାଗୁଛି
@linapatra-ex5cf
@linapatra-ex5cf Ай бұрын
Sar pana lata pacamari rahi jaichi kayu haromon pakaila lata age bahariba
@Actorchinmayvlogs
@Actorchinmayvlogs 13 сағат бұрын
Sir ଆମ ଘର ଚାରିପଟେ ବାଡି ପ୍ରବଳ ଅନାବନା ଲଟା ସହ ଘାସ ମାଡି ଯାଇଛି , ତେଣୁ କେଉଁ ଘାସମରା ପକାଇଲେ Quick burn ହେବ , Plz advice me , Thnq sir
@guluoficialgulu2.022
@guluoficialgulu2.022 Ай бұрын
ବାଇଗଣ ଚାଷ ବିଷୟରେ ଗୋଟେ 😢ସମ୍ପୂର୍ଣ ଭିଡିଓ ବନାନ୍ତୁ ସାର
@malaysenapati2981
@malaysenapati2981 21 күн бұрын
Namuni gold or Almix or whip super.ethyl ester ମିଳୁ ନାହିଁ ସାର୍ metyl ଦେଲେ କଣ ଅସୁବିଧା ଅଛି କି, ଟିକେ କହିବେ
@bikashnaik5540
@bikashnaik5540 Ай бұрын
Sir namaskar mala dhanare kau Lata Mara mari ba sabu Lata tika tika achi
@nilakanthabehera8482
@nilakanthabehera8482 Ай бұрын
24d
@SHIBAPODH-ky9lv
@SHIBAPODH-ky9lv Ай бұрын
Lata man nkar parichaya video dia sir
@Hmofficial6226
@Hmofficial6226 Ай бұрын
Sira amar bahala Jami Pani adhika ahe swagarika dele pila heba ki
@krushisampada
@krushisampada Ай бұрын
ଅନୁମୋଦିତ ପରିମାଣ ର ପ୍ରୟୋଗ କରନ୍ତୁ
@KisanPadhan-ec1ep
@KisanPadhan-ec1ep Ай бұрын
Puruna lata hehichhe kana deba
@deepakdehury2364
@deepakdehury2364 Ай бұрын
Bagichare kn ghasamora mariba sir
@krushisampada
@krushisampada Ай бұрын
ଫସଲ ନଥିଲେ Ghyphosate 41%SL lit ପ୍ରତି 10ml
@BIRANCHIPING-r9g
@BIRANCHIPING-r9g Ай бұрын
Bhal lagla
@krushisampada
@krushisampada Ай бұрын
Thank you
@mochashamohasa6398
@mochashamohasa6398 Ай бұрын
Jay Kishan. Jay Jagannath
@mitrakisan1433
@mitrakisan1433 Ай бұрын
ବହୁତ ବଢିଆ❤❤❤❤❤❤❤
@krushisampada
@krushisampada Ай бұрын
Thank you
@vickyjena7804
@vickyjena7804 Ай бұрын
Nice information sir🙏
@krushisampada
@krushisampada Ай бұрын
Thank you
@SasankashekharDas-cz5vf
@SasankashekharDas-cz5vf Ай бұрын
Green mix use karuchhi...,
@krushisampada
@krushisampada Ай бұрын
Thank you
@jhunuchelsilifestyle
@jhunuchelsilifestyle Ай бұрын
Samana ghasa pai Nova gold,Allmix,Nissan asabu deichha kemit heba reply diantu
@krushisampada
@krushisampada Ай бұрын
kzbin.info/www/bejne/mn7dlGp5nbGXfbM
@rjakash2162
@rjakash2162 Ай бұрын
Sir dhan fasala re dali(jali) madijauchi ahara surakhya kemiti Kariba
@krushisampada
@krushisampada Ай бұрын
kzbin.info/www/bejne/mn7dlGp5nbGXfbM
@matilalpadhan-te3eb
@matilalpadhan-te3eb Ай бұрын
Sir kapa chasa bisayare video kahi karuna
@SujitMirdha-gt1xl
@SujitMirdha-gt1xl Ай бұрын
Top gold
@SujitMirdha-gt1xl
@SujitMirdha-gt1xl Ай бұрын
ଗଣ୍ଠିଆ ଲଟା ପାଇଁ କେନ latamara ଦେଲେ ଭଲ କାମ ଦେବା ଆଜ୍ଞା ଟିକେ କହୁନ?
@JanardanJena-y2x
@JanardanJena-y2x Ай бұрын
ସାର୍ ନମସ୍କାର,କେଉଁ ଘାସର କି ନା ଜାଣିପାରୁନୁ,ଘାସ ଚିହ୍ନିବା ପାଇଁ ଗୋଟେ ଭିଡିଓ ବାନାନ୍ତୁ please
@SHIBAPODH-ky9lv
@SHIBAPODH-ky9lv Ай бұрын
Very good sir
@yagyansunayak9132
@yagyansunayak9132 Ай бұрын
Yes
@MadhusudanDansana
@MadhusudanDansana Ай бұрын
Sat katha sar
@soumyaranjansamanta1672
@soumyaranjansamanta1672 Ай бұрын
sir how we save our paddy crop from bull and caw.
@krushisampada
@krushisampada Ай бұрын
ଜୈବିକ କୀଟନାଶକ କୁ ଜମି ହିଡ୍ ରେ ପ୍ରୟୋଗ କରନ୍ତୁ। 4lit ଗୋ ମୂତ୍ର 1kg ନିମ୍ବ ପତ୍ର ଓ 100gm ରସୁଣ ଛେଚା ସେଥିରେ ପ୍ରୟୋଗ କରନ୍ତୁ। Plastic bucket ରେ 10ଦିନ ରଖିବା ପରେ ଛାଣି lit ପ୍ରତି 100ml ହିସାବରେ ହିଡ଼ ରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ ଥରେ ଲେଖାଏଁ ସ୍ପ୍ରେ କରନ୍ତୁ।
@BanitaPradhani
@BanitaPradhani 18 күн бұрын
Cauncil active sir
@krushisampada
@krushisampada 17 күн бұрын
Thank you
@satyakstory
@satyakstory Ай бұрын
ସାର୍ ନମସ୍କାର ମୁଁ green level .almix ପ୍ରୟୋଗ କରିଛି ଏହି ଘାସ ମରା ଭଲ କାମ କରିବ କି ସାର୍?
@krushisampada
@krushisampada Ай бұрын
ହଁ କାମ ଦେବ
@niranjanbehera6142
@niranjanbehera6142 Ай бұрын
ସାର୍ ନମସ୍କାର ସାର ସାଥିରେ କଣ ମିସାଇ ପକାଇଲେ ରୋଗ ଲାଗିବନି
@SantoshPanda-d9i
@SantoshPanda-d9i Ай бұрын
ଜୟ ଶ୍ରୀଜଗନ୍ନାଥ ଆଜ୍ଞା ଧାନ ରୋଇବାର ୪୫ଦିନ ହୋଇଗଲାଣି...ସାମଣାଘାସ ହୋଇଯାଉଛି... କ'ଣ କ'ଣ କରାଯିବ...
@krushisampada
@krushisampada Ай бұрын
45ଦିନରେ ଘାସ ମରା କାମ ଦେବ ନାହିଁ
@malaysenapati2981
@malaysenapati2981 Ай бұрын
ସାର୍ ନମସ୍କାର ଆପଣଙ୍କର ଭିଡିଓ ଦେଖି ଭଲ ଲାଗିଲା, ସାର୍ ଘାସ ମାରିବା ଔଷଧ ସାର ସହିତ ଦେଇ ପାରିବା ନା ନାହିଁ, ସାର୍ ଆପଣ reply ଦେଉ ନାହାଁନ୍ତି,
@krushisampada
@krushisampada Ай бұрын
ନା କୌଣସି ଘାସ ମରା ସହିତ ସାର ମିଶାଇବେ ନାହିଁ
@malaysenapati2981
@malaysenapati2981 Ай бұрын
@@krushisampada ok sir thanks
@bipindash8161
@bipindash8161 12 күн бұрын
ସାର ଦୁବ ଘାସ କିପରି ମାରିହବ କୁହନ୍ତୁ
@BalaramKarlia-xu3tx
@BalaramKarlia-xu3tx Ай бұрын
ସାର୍ ନମସ୍କାର ସର୍ ଧାନରେ ମଙ୍ଗା ବାରୁଚି
@krushisampada
@krushisampada Ай бұрын
ଧାନ ଫସଲ ରେ Galmidge ବା କାହାଳୀଆ ପୋକ ଲିଗିଛନ୍ତି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଦାନାଦାର କୀଟନାଶକ Carbofuran 3CG ଏକର ପ୍ରତି 10kg କିମ୍ବା Ferterra ଏକର ପ୍ରତି 4kg କୁ 10kg ବାଲି ବା ସାର ସହିତ ମିଶାଇ ପ୍ରୟୋଗ କରନ୍ତୁ। Carbosulfan 25%EC lit ପ୍ରତି 2ml ବା Lambda cyhilothrin 5%EC lit ପ୍ରତି 1ml ବା Cartap hydrochloride 50% SP lit ପ୍ରତି 2 gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@Ipshita4598
@Ipshita4598 Ай бұрын
ସାର୍ ନମସ୍କାର ଘାସ ମରା ଦେଳା ପରେ ଧାନ ଟିକେ ଦବି ଯାଇସି କାଣା ଦେଲେ ଧାନ ନାଇ ଦବେ ଭଲ ଗ୍ରୋଥ୍ ଆଗ ଭଳି ହେବା ପ୍ଲିଜ୍ କମେଣ୍ଟ
@krushisampada
@krushisampada Ай бұрын
Sagarika Z+++ ବା Biovita granule ଏକର ପ୍ରତି 8-10kg ସହିତ urea 25kg ପ୍ରୟୋଗ କରନ୍ତୁ
@ashoksahu2211
@ashoksahu2211 Ай бұрын
ଲାଜକୁଳୀ ଲତାରେ କେଉଁ ଲଟାମରା ପ୍ରୟୋଗ କରିବା
@krushnadalai9263
@krushnadalai9263 Ай бұрын
ସାର ଅଧିକ ଘାସ ହୋଇଛି ୨ମାସ ପରେ ହେଲା ପ୍ରିଟିଲାକ୍ଲୋର ୩୭% EW ପକାଇଲେ ହେବକି ଅନ୍ୟ କଉ ମେଡିସିନ ଦେବାକୁ ପଡିବ ଦୟାକରି ଟିକେ କୁହନ୍ତୁ ଧାନ ରୋଇବାର ୨ମାସ ପରେ ହେଲାଣି
@krushisampada
@krushisampada Ай бұрын
2ମାସ ରେ କୌଣସି ଘାସ ମରା କାମ ଦେବ ନାହିଁ
@godblessyou7640
@godblessyou7640 Ай бұрын
pendimethalin 38.7 cs ଲଙ୍କା ଚାଷ /ରସୁଣ ଚାଷ /ବିଲାତି /ଭେଣ୍ଡି ଲାଗଇ ବା ପୂର୍ବରୁ ମାଟିରେ ସ୍ପ୍ରେ କରି paribaki?
@krushisampada
@krushisampada Ай бұрын
ଚାରା ଲଗାଇବା ପୂର୍ବରୁ ପ୍ରୟୋଗ କରନ୍ତୁ
@omkarmajhi5073
@omkarmajhi5073 Ай бұрын
Sir ଚକଡା଼ ରୋଗ ନ ଲାଗିବା ପାଇଁ ପୂର୍ବରୁ କେଉଁ ଔଷଧ ଦେଲେ ଆଉ ଲାଗିବନି ଟିକେ କୁହନ୍ତୁ ଗତ ବର୍ଷ ମୋ ଜମି ରେ ଲାଗିଥିଲା ମୁଁ ନୂଆପଡ଼ା ଜିଲ୍ଲା ରୁ କହୁଛି ଆଜ୍ଞା
@krushisampada
@krushisampada Ай бұрын
ନ ଲାଗିବ ପାଇଁ October ମାସ ପ୍ରଥମ ସପ୍ତାହ ରେ Osheen lit ପ୍ରତି 0.5gm ହିସାବରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ
@narayansahoo7952
@narayansahoo7952 Ай бұрын
ଚିଙ୍ଗୁଡ଼ି ଦଳ ପାଇଁ କଣ ବ୍ୟବହାର କରିବା
@krushisampada
@krushisampada Ай бұрын
Video ରେ ତଥ୍ୟ ରହିଛି
@debasishnayak7237
@debasishnayak7237 Ай бұрын
ଧାନ ୩୦ ଦିନ ହୋଇ ଗଲାଣି ଆଉ କେତେ ଦିନ ଯାଏ ପିଲ ଆସିବ ଓ ପିଲ ଆସିବା ଓ ଗଛ ହୃଷ୍ଟ ପୃଷ୍ଟ ରହିବା ପାଈଁ କଣ ପକାଇବା urea କୁ ଛାଡି
@krushisampada
@krushisampada Ай бұрын
ଜୈବିକ ସାର SAGARIKA Z+++ ଏକର ପ୍ରତି 10kg ପ୍ରୟୋଗ କରନ୍ତୁ। NPK 12:61:0 lit ପ୍ରତି 5gm ସହିତ 12% Zinc lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ। 45ଦିନ ଯାଏ ପିଲ ଆସିଥାଏ।
@debasishnayak7237
@debasishnayak7237 Ай бұрын
@@krushisampada thank sir
@BalaramKarlia-xu3tx
@BalaramKarlia-xu3tx Ай бұрын
ସାର ଧାନରେ ମାଙ୍ଗା ବାରୁଛି କେଉଁ ମେଡିଚିନ ପ୍ରାୟଗ କଲେ ଅବ
@krushisampada
@krushisampada Ай бұрын
ଧାନ ଫସଲ ରେ Galmidge ବା କାହାଳୀଆ ପୋକ ଲିଗିଛନ୍ତି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଦାନାଦାର କୀଟନାଶକ Carbofuran 3CG ଏକର ପ୍ରତି 10kg କିମ୍ବା Ferterra ଏକର ପ୍ରତି 4kg କୁ 10kg ବାଲି ବା ସାର ସହିତ ମିଶାଇ ପ୍ରୟୋଗ କରନ୍ତୁ। Carbosulfan 25%EC lit ପ୍ରତି 2ml ବା Lambda cyhilothrin 5%EC lit ପ୍ରତି 1ml ବା Cartap hydrochloride 50% SP lit ପ୍ରତି 2 gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@ChikuuuPanda
@ChikuuuPanda Ай бұрын
Sir carbo furan use kala pare labour mananka upre bahut side effect asuchi,
@srimantamunda5458
@srimantamunda5458 Ай бұрын
ଧାନ ପତ୍ର ନାଲି ପଡୁଛି କଣ କଲେ ବଲ ହବ??
@krushisampada
@krushisampada Ай бұрын
Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ। Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@sunilbehera9253
@sunilbehera9253 Ай бұрын
ବିଲାତି ଦଳ ପାଇଁ କଣ କରିବା ଦରକାର
@krushisampada
@krushisampada Ай бұрын
kzbin.info/www/bejne/mn7dlGp5nbGXfbM
@sachidanandapadhan3743
@sachidanandapadhan3743 Ай бұрын
ସାର ନାମସ୍କାର ସମନା ଘାସ ପାଇଁ ଭଲ ଘସମରା ଦରକାର। ଦୟା କରି ଟିକେ ସେଇ ଭିଡ଼ିଓ ପ୍ଲେୟାର କରିବେ
@krushisampada
@krushisampada Ай бұрын
kzbin.info/www/bejne/mn7dlGp5nbGXfbM
@sudammahaling497
@sudammahaling497 Ай бұрын
ସମ୍ନା ଘାସ କଣ ଦେଲେ କମିବ
@krushisampada
@krushisampada Ай бұрын
kzbin.info/www/bejne/mn7dlGp5nbGXfbM
@BireshSahu
@BireshSahu Ай бұрын
ସମ୍ନା ଘାସ ମାରିବା ପାଇଁ ଆମେ Empezer (Propanil 80% DF) 1kg ପ୍ରତି ଏକଡ଼ ବ୍ୟବହାର କରିଛୁ।
@vickyjena7804
@vickyjena7804 Ай бұрын
Sir mango upare video banantu
@nalinikantpadhi4408
@nalinikantpadhi4408 Ай бұрын
Sir.kounasi roga laginahin.kintu mu tata ra coronda anichi pakeibaku.pakeibi na aau kana pakeibi
@krushisampada
@krushisampada Ай бұрын
ରୋଗ ନ କ ଲାଗିଲେ ଔଷଧ ପ୍ରୟୋଗ କରନ୍ତୁ ନାହିଁ
@UmeshBag-vw9og
@UmeshBag-vw9og Ай бұрын
24d
Officer Rabbit is so bad. He made Luffy deaf. #funny #supersiblings #comedy
00:18
Funny superhero siblings
Рет қаралды 18 МЛН
Incredible: Teacher builds airplane to teach kids behavior! #shorts
00:32
Fabiosa Stories
Рет қаралды 12 МЛН
Я сделала самое маленькое в мире мороженое!
00:43
Кушать Хочу
Рет қаралды 2,1 МЛН
pumpkins #shorts
00:39
Mr DegrEE
Рет қаралды 91 МЛН
Officer Rabbit is so bad. He made Luffy deaf. #funny #supersiblings #comedy
00:18
Funny superhero siblings
Рет қаралды 18 МЛН