ସୋମବାରଠୁ ଧାଡିରେ ଜଗା ଦର୍ଶନ, କେମିତି ଯିବେ ଜାଣନ୍ତୁ | Lord Jagannath Darshan | Puri Srimandir | OR

  Рет қаралды 120,804

Odisha Reporter

Odisha Reporter

Күн бұрын

Пікірлер: 148
@GREENBRO..0.2
@GREENBRO..0.2 18 күн бұрын
ପ୍ରଥମେ ପୁରୀ ପଣ୍ଡା ମାନକୁଂ ସବାଡ଼ କର
@nsethy5436
@nsethy5436 20 күн бұрын
ଗୋଟିଏ ପରିବାର ର ମହିଳା , ପୁରୁଷ , ବରିଷ୍ଠ ନାଗରିକ ଓ ଶିଶୁ ଅଲଗା ଅଲଗା ହୋଇ ଦଶନ ପାଇଁ ଗଲେ ଦଶନ ପରେ ଏକତ୍ର ହେବାପାଇଁ ଅସୁବିଧା ହୋଇପାରେ ।
@madhusmitapatra5458
@madhusmitapatra5458 19 күн бұрын
Thik kahichanti
@subhratripathy7155
@subhratripathy7155 19 күн бұрын
Gote kam kar ghare basiki Darshana kar..sabu darkar...gote jaga thik karidabad Ananda bajar re thiya heyithiba jhara age jaga Darshana sariba....samasta nku kichi na kichi adjust kariba ku padiba
@sbp1650
@sbp1650 13 күн бұрын
This is bumchic How you together if Example Father 80 Mother 72 Son 51 Son wife 47 Nati 18 Natuni 25 Please explain
@smaranikapattanayak975
@smaranikapattanayak975 11 күн бұрын
Mo bapa heart patient, thela pela pain 3 thara Shreemandir jaiki bhi darshan kari parileni, au apana kahuchhanti VIP parampara, kete aged loko hairan heuchhanti. ei padakhyepa swagata jogya.
@birajanandamishra8158
@birajanandamishra8158 11 күн бұрын
ବହୁତ ଭଲ ହେବ ଏପରି ଧାଡି ଦର୍ଶନ ରେ।
@sibasankarpadhy38
@sibasankarpadhy38 20 күн бұрын
ସବୁ ମନ୍ତ୍ରୀ ଆଉ ଅଫିସର ମାନେ ବି ଏମିତି ଫାମିଲି କୁ ଛାଡି ଅଲଗା ଅଲଗା ଯିବା ଦରକାର ,ତାଙ୍କ ପାଇଁ ଅଲଗା guideline ଆଉ ସାଧାରଣ ଲୋକ ପାଇଁ ଅଲଗା
@ashutoshpanda6433
@ashutoshpanda6433 20 күн бұрын
@@sibasankarpadhy38 ମନ୍ଦିର ଭିତରେ ଧାଡ଼ି ଦର୍ଶନ ହେବା ଉଚିତ୍ ନୁହେଁ, ଆନ୍ଧ୍ର ରେ ତିରୁପତି ମନ୍ଦିର ଭଳି କଲେ କଣ ହେବ। ଓଡ଼ିଆ ଠାକୁର ଗରିବ ଠାକୁର ଲୋକେ ଆଖି ପୁରେଇ ଆଉ ଜଗା କୁ ଦେଖି ପାରିବେ ନାହିଁ, ଏମାନେ ଠେଲି ପେଲି ବାହାର କରିଦେବେ ଆଉ ନିଜ ପରିବାର ଲୋକ ବି ଅଲଗା ହୋଇ କେମିତି ଦର୍ଶନ କରିବେ, ବୃଦ୍ଧ ଲୋକ ଙ୍କ ସାହାରା କଣ ସରକାର ହେବେ ଆଉ ସ୍ତ୍ରୀ ଛୁଆ ଙ୍କୁ କିଏ ସାହାଯ୍ୟ କରିବେ କଣ ଆଇନ ମନ୍ତ୍ରୀ। ଏସବୁ VIP ପରମ୍ପରା ଲାଗୁ କରିବା ର ଏକ ପ୍ରୟାସ। ଦର୍ଶନ ଜାଗା ରେ ମିଳିତ ଦର୍ଶନ ହିଁ ଭଲ ଆଗରୁ କଣ ଏତେ ବଡ ବଡ ନେତା ମାନେ ଜାଣି ନ ଥିଲେ କି ଏହି କାମ।
@SarojinipradhanSarojinipra-y9l
@SarojinipradhanSarojinipra-y9l 19 күн бұрын
Jaya jagannath Swami Nayan pata gami mahaprabu 🙏🙏🙏🙏🙏🙏🙏🙏🙏🙏🙏🙏🙏😢😢😢
@iloveodisha6003
@iloveodisha6003 20 күн бұрын
ଧାଡ଼ି ଦର୍ଶନ ଠିକ ଅଛି କିନ୍ତୁ ଗୋଟିଏ ପରିବାର କେମିତି ଏକାଠି ଯିବେ ସେ ବ୍ୟବସ୍ଥା କରିବା ଦରକାର
@ashutoshpanda6433
@ashutoshpanda6433 20 күн бұрын
@@iloveodisha6003 ମନ୍ଦିର ଭିତରେ ଧାଡ଼ି ଦର୍ଶନ ହେବା ଉଚିତ୍ ନୁହେଁ, ଆନ୍ଧ୍ର ରେ ତିରୁପତି ମନ୍ଦିର ଭଳି କଲେ କଣ ହେବ। ଓଡ଼ିଆ ଠାକୁର ଗରିବ ଠାକୁର ଲୋକେ ଆଖି ପୁରେଇ ଆଉ ଜଗା କୁ ଦେଖି ପାରିବେ ନାହିଁ, ଏମାନେ ଠେଲି ପେଲି ବାହାର କରିଦେବେ ଆଉ ନିଜ ପରିବାର ଲୋକ ବି ଅଲଗା ହୋଇ କେମିତି ଦର୍ଶନ କରିବେ, ବୃଦ୍ଧ ଲୋକ ଙ୍କ ସାହାରା କଣ ସରକାର ହେବେ ଆଉ ସ୍ତ୍ରୀ ଛୁଆ ଙ୍କୁ କିଏ ସାହାଯ୍ୟ କରିବେ କଣ ଆଇନ ମନ୍ତ୍ରୀ। ଏସବୁ VIP ପରମ୍ପରା ଲାଗୁ କରିବା ର ଏକ ପ୍ରୟାସ। ଦର୍ଶନ ଜାଗା ରେ ମିଳିତ ଦର୍ଶନ ହିଁ ଭଲ ଆଗରୁ କଣ ଏତେ ବଡ ବଡ ନେତା ମାନେ ଜାଣି ନ ଥିଲେ କି ଏହି କାମ।
@homefoodjhuni
@homefoodjhuni 19 күн бұрын
Thik kahichhanti
@pravashkumarsahoo5900
@pravashkumarsahoo5900 18 күн бұрын
Token number kariki semananku same number re gote jagare ekathi habaku paramarsa daba darkar tahele jaiki kehi hajibeni
@chitrasenanayak1510
@chitrasenanayak1510 17 күн бұрын
It is better to go in one line for family
@trailokyanathbehera802
@trailokyanathbehera802 13 күн бұрын
ଜଗା...କଣ ତମ ଘର ହଳିଆ...ଆରେ ଦେବତା ପୁଣି ଆମ ଜଗନ୍ନାଥ ଓଡିଆର ଜୀବନ..ପ୍ରାଣ ଶକ୍ତି...କହିଲା କଣ ନା ଜଗା....କଣ ତୋ ଘର ହଳିଆ କିରେ...ବ୍ୟବହାର ଶିଖ
@godabarishpanda
@godabarishpanda 13 күн бұрын
Bahut badhiya
@susamapradhan3487
@susamapradhan3487 12 күн бұрын
ବାହାରେ ଧାଡ଼ିରେ ଯିବେ ଠିକ୍ ଅଛି କିନ୍ତୁ ମନ୍ଦିର ଭିତରେ ପୋଲିସ ମାନେ ଜଗନ୍ନାଥଙ୍କୁ ଭଲରେ ଦର୍ଶନ କରିବାକୁ ଦେଉନହାଁନ୍ତି ଧକା ମାରି ବାହାର କରିଦେଉଛନ୍ତି । ଜୟ ଶ୍ରୀ ଜଗନ୍ନାଥ ❤
@jssetv2084
@jssetv2084 19 күн бұрын
ଏସବୁ କାମ ପାଇଁ ବେଙ୍ଗଲ ରୁ ମିସ୍ତ୍ରୀ ଅନୁପାରୁଛ ଅଥଚ ସାମାନ୍ୟ ଆଳୁ ଟା ଆଣିପାରୁନ କାଇଁ ଆମ ଓଡିଶା ରେ କଣ ମିସ୍ତ୍ରୀ ମିଳିଳେନି ହଁ କାହିଁକି ନବ ଆମ ମିସ୍ତ୍ରୀ ଙ୍କୁ ନେଲେ ତମ ରାଜ୍ୟ ଗରିବ ହେଇଯିବ.... ଛି ଲଜ୍ୟା ଖାଲି ରାଜନୀତି ଟା ଛଡ଼ା ଆଉ କିଛି ନୁହଁ ହଁ ଭୁଲିଗଲି ନିଜର ଆତ୍ମ ପ୍ରଚାର
@abinashpanigrahi5478
@abinashpanigrahi5478 14 күн бұрын
West Bengal aloo patheiba ban karichi! Tanka state re rate adhika. Kiye kan kariba! Chasa kariba bi permanent solution.
@SKumar-vLog
@SKumar-vLog 18 күн бұрын
କିଛି ଲାଭ ନାହିଁ.. ଧାଡ଼ି ରେ ସିନା ବାହାରେ ଯିବେ , କିନ୍ତୁ ମନ୍ଦିର ଭିତରେ କଣ ହେବ କୁହ ?? ମନ୍ଦିର ଭିତରେ ହିଁ ହଉଛି ଅସୁବିଧା .. ଆଉ ଗୋଟେ କଥା, ପ୍ରଥମେ ସେ ପଣ୍ଡା ମାନଙ୍କ କଥା ବୁଝ , ତାପରେ ବାକି କଥା ବୁଝିବ .. ସେ ଜଉ କାଠ ର ଧାଡ଼ି ଲାଗେଇଛ ସେଟା ୨ ଦିନରେ ଭଙ୍ଗିଦେବ.. ସେଟା ଷ୍ଟିଲ ର ଲଗାନ୍ତୁ.
@lopamudrajena4782
@lopamudrajena4782 17 күн бұрын
Perfect katha.asubidha besi mandira bhitare heuchhi.dalachakata pàristiti jogu kichhi darsan kariheuni
@abinashpanigrahi5478
@abinashpanigrahi5478 14 күн бұрын
Ayita bhitare hi heba
@bansidharmohapatra8094
@bansidharmohapatra8094 19 күн бұрын
ବହୁତ ଭଲ
@balaramsahu7561
@balaramsahu7561 20 күн бұрын
ସବୁ VIP ମଧ୍ୟ ଧାଡ଼ିରେ ଠିଆ ହୋଇ ଯିବେ ଆଇନ୍ ମନ୍ତ୍ରୀ ସେଇ ଧାଡ଼ିରେ କାହାକୁ ବି ପ୍ରୋଟୋକଲ ଦିଆଜିବନି।
@abinashnayak1099
@abinashnayak1099 20 күн бұрын
Bhai VIP hele mandire bhitare(Jagannath prabhu?, aau sabu sadharna mainsa.
@ranjankumarnayak
@ranjankumarnayak 15 күн бұрын
ମନ୍ଦିରରେ ସମସ୍ତଙ୍କୁ ସମାନ ଭାବରେ ଦେଖିବା ଦରକାର
@khagensamal
@khagensamal 19 күн бұрын
କିଛି ଲାଭ ନାହିଁ,ସବୁ ଏଠି ହାରାମି ମନ୍ତ୍ରୀ ମାନେ ଧାଡ଼ି ରେ ଆସିବେ କି?
@heritageofodishaculture
@heritageofodishaculture 15 күн бұрын
ପୁରୀ ମନ୍ଦିର ଭୁଲିଯାଅ,
@pinkysethi7537
@pinkysethi7537 19 күн бұрын
ଶେଷରେ ନବୀନ ବାବୁ କଂ ବାରିକେଟ ଲାଇନ ପୁନର୍ବାର ଆରମ୍ଭ କଲା ବିଜେପି
@lubuentertainment6290
@lubuentertainment6290 14 күн бұрын
ପ୍ରଥମେ ସେ ପଣ୍ଡା ମାନଙ୍କୁ ଶୃଙ୍ଖଳା ରେ ରହିଲେ ସବୁ ବର୍ଗ ର ଲୋକେ ଭଲ ସେ ଠାକୁର ଙ୍କୁ ଦର୍ଶନ କରିପାରିବେ । ଆଉ ସାଧାରଣ ଲୋକେ ଯେମିତି ଅଭଡ଼ା ପ୍ରସାଦ ଆନନ୍ଦରେ ଏବଂ ଉଚିତ୍ ଦାମ୍ ରେ ପାଇପାରିବେ ସେଇ ବ୍ୟବସ୍ଥା ପ୍ରଥମେ କରାଯାଉ। ଜୟ ଜଗନ୍ନାଥ।
@sibasankarpadhy38
@sibasankarpadhy38 20 күн бұрын
Gote family kemiti alaga alaga jibe sarkar chinta karu
@ranjanmama1436
@ranjanmama1436 18 күн бұрын
Bahare line Kariba aau bhitaraku gale thela pela Mandira bhitare b line kale bhala heba 🙏🙏🙏
@kanakalatarath371
@kanakalatarath371 19 күн бұрын
Bahutu khusi lagila suni
@maniramsabar4263
@maniramsabar4263 19 күн бұрын
ଜୟ ଜଗନ୍ନାଥ
@ParsuramSahoo-i5c
@ParsuramSahoo-i5c 17 күн бұрын
😢😢😢😢😢😢😢bayd
@pramitasahu4832
@pramitasahu4832 19 күн бұрын
Jay Jagannath Bahuta bhala haba Dhanyabada prabhu
@Shibanya-thedynamicactr-vlog
@Shibanya-thedynamicactr-vlog 19 күн бұрын
ବୋହୁତ ଭଲ୍ ହେବ ସମସ୍ତେ ମହାପ୍ରଭୁଙ୍କ ଦରସନ କରି ପାରିବେ🙏🙏🙏
@sohamsoham1296
@sohamsoham1296 17 күн бұрын
ପଶ୍ଚିମବଙ୍ଗ ରୁ କଣ ପାଇ ବାରିକେଟ୍ ଆସିଲା ....ଆମ ଓଡ଼ିଶାରେ କଣ ମହାରଣା ସେବାୟତ ନଥିଲେ କି ମହାପ୍ରଭୁଙ୍କ ପାଇ ଏତିକି କାମ କରିବାକୁ 😶
@samirkumar6914
@samirkumar6914 19 күн бұрын
Jay Jagannath
@gayatridistributor6149
@gayatridistributor6149 19 күн бұрын
@mohanhembram4566
@mohanhembram4566 19 күн бұрын
Jay Jagannath 🙏🙏🙏
@SubasiniJena-ri4hf
@SubasiniJena-ri4hf 19 күн бұрын
Right
@gangadharmahapatra1301
@gangadharmahapatra1301 18 күн бұрын
ତା ପରେ ଯୋଉ ପରିବାର ସଦସ୍ୟ ମାନେ ଯିବେ । ସେମାନେ ଅଲଗା ଅଲଗା ହୋଇ ବାମ୍ଫ ନେବେ ।ତୁମେ ସେତେବେଳେ ବୁଝିବ । ଏ ଭଳି ନିଷ୍ପତି ଅଧିକ ରୁ ଅଧିକ କଷ୍ଟ ଦାୟକ ହେବ । ଗୋଟିଏ ପରିବାର କୁ ଭଙ୍ଗିକି ବହୁ ବିଶୃଙ୍ଖଳା କରିବାକୁ ଯାଉଛି ଏ ସରକାରଙ୍କ ନିଷ୍ପତି ।
@dasharathiroutray7176
@dasharathiroutray7176 18 күн бұрын
Sr citizen require to be with their family members
@rishmapriyadarshani6589
@rishmapriyadarshani6589 19 күн бұрын
Bahut bhala haba
@bikashkumar-u5x9j
@bikashkumar-u5x9j 20 күн бұрын
ଜୟ ଶ୍ରୀ ଜଗନ୍ନାଥ
@TheLifeVibes
@TheLifeVibes 18 күн бұрын
Hau ଦେଖିବା
@kalicharanpanda4079
@kalicharanpanda4079 19 күн бұрын
Sebayat nka ra puduchhi.. ❤❤
@pramodkumarpanigrahi9316
@pramodkumarpanigrahi9316 20 күн бұрын
Jai Jagannath❤
@ArunpratapLenka
@ArunpratapLenka 19 күн бұрын
Jete lok asibe samaste dhadirr jai darsan karibe. Ehahin thick Katha.
@homefoodjhuni
@homefoodjhuni 19 күн бұрын
ଖାଲି ଭକ୍ତ କୁ ଦେଖିଲେ ହେବ ନାହିଁ ସାର ପରିବାର କୁ ବି ଦେଖିବାକୁ ପଡ଼ିବ
@sudarsandash8042
@sudarsandash8042 20 күн бұрын
ଦାସେ ଆସିଲେ ମୂଳ ରୁ କୁହ
@laxmidharsahu2191
@laxmidharsahu2191 17 күн бұрын
Paribar akathi darsun kariba darkar
@sasmita2765
@sasmita2765 19 күн бұрын
Sir ai jou niyama karuchanti jadi gote family ra samaste alaga jibe se akagra manare thakura nku dakibaku jiba na tension heiki jiba .mana ta family kuade gale boli heuthibq au thakura darsana kan kariba...puni sabu alaga heigale khoji khoji pagala heijibe..asabu alaga band kari jemiti family safe re jaiki darsana karibe feribe sei byabasta karantu..
@dashbirenchandra1770
@dashbirenchandra1770 18 күн бұрын
ଭକ୍ତ ଙ୍କ ଧାଡ଼ି ଦର୍ଶନ ତୁରନ୍ତ କରି ଜୀବନ ବଞ୍ଚତୁ ଭାଦ୍ର ଲୋକମାନେ ବିରୋଧ କରନ୍ତୁ ନାହିଁ ।
@sonalisahoo6656
@sonalisahoo6656 15 күн бұрын
ଆମେ କାଲି ଯାଇଥିଲୁ କିନ୍ତୁ ବହୁତ ଅସୁବିଧା ହେଲା ବହୁତ କଷ୍ଟ
@SubashpradhanMilu
@SubashpradhanMilu 19 күн бұрын
ଏହା ଭୁଲ କଥା ସବୁ ବାରିଗେଟଟ୍ଉଠା
@Floxi7773
@Floxi7773 18 күн бұрын
Mandira bhitare loka besi vida re dala chakata heu chhanti
@sachidanandaswain9205
@sachidanandaswain9205 19 күн бұрын
Naveen had done a good job
@manojkumarpradhan516
@manojkumarpradhan516 17 күн бұрын
ଧନ୍ୟବାଦ ଆଇନ ମନ୍ତ୍ରୀ ମହୋଦୟ
@sanjeebpadhan6755
@sanjeebpadhan6755 19 күн бұрын
କଷ୍ଟ କଲେ କୃଷ୍ଣ ମିଳି ଥାନ୍ତି , ଜଗା ଦର୍ଶନ କରନ୍ତୁ ଜୀବନକୁ ଧନ୍ୟ କରନ୍ତୁ 🙏🙏
@chandrabhanubehera1903
@chandrabhanubehera1903 19 күн бұрын
Thare kashibiswanath buli asa jani pariba dhadire kemiti darsan kara jae gote family.
@ranibhol
@ranibhol 16 күн бұрын
Nice😮😮😅😅😅😅😅😅
@sbp1650
@sbp1650 13 күн бұрын
Ama jaga kolahal priya
@jyotinanda9931
@jyotinanda9931 20 күн бұрын
Good Thanks
@ashutoshpanda6433
@ashutoshpanda6433 20 күн бұрын
ମନ୍ଦିର ଭିତରେ ଧାଡ଼ି ଦର୍ଶନ ହେବା ଉଚିତ୍ ନୁହେଁ, ଆନ୍ଧ୍ର ରେ ତିରୁପତି ମନ୍ଦିର ଭଳି କଲେ କଣ ହେବ। ଓଡ଼ିଆ ଠାକୁର ଗରିବ ଠାକୁର ଲୋକେ ଆଖି ପୁରେଇ ଆଉ ଜଗା କୁ ଦେଖି ପାରିବେ ନାହିଁ, ଏମାନେ ଠେଲି ପେଲି ବାହାର କରିଦେବେ ଆଉ ନିଜ ପରିବାର ଲୋକ ବି ଅଲଗା ହୋଇ କେମିତି ଦର୍ଶନ କରିବେ, ବୃଦ୍ଧ ଲୋକ ଙ୍କ ସାହାରା କଣ ସରକାର ହେବେ ଆଉ ସ୍ତ୍ରୀ ଛୁଆ ଙ୍କୁ କିଏ ସାହାଯ୍ୟ କରିବେ କଣ ଆଇନ ମନ୍ତ୍ରୀ। ଏସବୁ VIP ପରମ୍ପରା ଲାଗୁ କରିବା ର ଏକ ପ୍ରୟାସ। ଦର୍ଶନ ଜାଗା ରେ ମିଳିତ ଦର୍ଶନ ହିଁ ଭଲ ଆଗରୁ କଣ ଏତେ ବଡ ବଡ ନେତା ମାନେ ଜାଣି ନ ଥିଲେ କି ଏହି କାମ।
@jenabibhuti8179
@jenabibhuti8179 20 күн бұрын
ଧାଡ଼ି ଦର୍ଶନ ବ୍ୟବସ୍ଥା ସ୍ଵାଗତ ଯୋଗ୍ୟ । ଗତ ନଭେମ୍ବର ମାସରେ ମୁଁ ପୁରୀ ଯାଇଥିଲି ମନ୍ଦିର ଭିତରେ ଭିଡ ଓ ଠେଲା ପେଲା ଦେଖି ବିନା ଦର୍ଶନ ରେ ପଳାଇ ଆସିଲି ।
@ashutoshpanda6433
@ashutoshpanda6433 20 күн бұрын
@jenabibhuti8179 ଭାଇ କାଳିଆ ସବୁବେଳେ ଗହଳି ପ୍ରିୟ ତେଣୁ କୁହା ଯାଏ ଆମର ଏଠି ଯାତ୍ରା ହୁଏ ବୋଲି। ଆଉ ରହିଲା ଆମ ଓଡ଼ିଆ ଲୋକ କାଳିଆ କୁ ମନ ଭରି ମାଗଣା ରେ ଦର୍ଶନ କରନ୍ତି ଆଉ ଘରକୁ ଫେରନ୍ତି। ପରିବାର ଲୋକ ଙ୍କ ସାହାରା କିଏ ହେବ ଏମିତି ଅନେକ ସମସ୍ୟା ଅଛି ଆଉ ଠେଲା ଠେଲି ରେ ଆଜି ଯାଏ କାହାର କିଛି ହେଇନି ସହ ସହ ବର୍ଷ ରୁ ଏପରି ଦର୍ଶନ ଚାଲିଛି। ଭକ୍ତ ଯଦି VIP ହେବେ ସେମାନେ ମନ୍ଦିର କାହିଁକି ଆସିବେ। ଆଗକୁ ତେଲୁଗୁ ରାଜ୍ୟ ପରି ଟଙ୍କା ନେବେ ଆଉ ୩ ସେକେଣ୍ଡ ରେ ଦର୍ଶନ ହେଲା କହି ଠେଲି ବାହାରକୁ ବାହାର କରି ଦେବେ।
@jenabibhuti8179
@jenabibhuti8179 19 күн бұрын
@@ashutoshpanda6433 ତୁମ ମାନଂକ ର ଏ ଯୁକ୍ତି ଆଦୋୖ ଗ୍ରହଣୀୟ ନୁହେଁ । ରଥ ଚାରମାଳ ରୁ ପ୍ରଭୁ ବଳଭଦ୍ର ଙ୍କୁ ଯେତେବେଳେ ସେବାୟତ ମାନେ ପକେଇ ଦେଲେ , କିଛି ଲୋକ କହିଲେ " ଏ ପ୍ରଭୁ ଙ୍କ ର ଲୀଳା" ଏମିତି ବେକାର କଥା କହି ଲୋକ ଙ୍କୁ ଭକୁଆ ବନୋଉଛନ୍ତି ।
@snehamishra8570
@snehamishra8570 17 күн бұрын
ଯାହା ପାରୁଛନ୍ତି ତାହା ଗପୁଛନ୍ତି ଧାଡିରେ ନ ଯାଇ ପରିବାର ସହ ଗଲେ କୋଉ ମିଳିତ ଗଲେ କୋଉ ଦର୍ଶନ ହେଉ ଥିଲା ।ସେ ଭିଡରେ ପରିବାର ଲୋକ କେଉଁଠି ରହିଲେ ସେ ଭାବନାରେ ଠେଲା ଖାଇ ଖାଇ ଜୀବନ ନେଇ ଆସି ପଦାରେ।ଏମିତି ତ ଟିକେ ଆଖି ପଡିଯିବ କାଳିଆ ଠାକୁରଙ୍କ ଉପରେ@@jenabibhuti8179
@rashmirekhamahapatra4457
@rashmirekhamahapatra4457 17 күн бұрын
Bhai ayodhya ra ram mandir ku dehka kata bhadia darsan hauchi .
@Ambikaa0123
@Ambikaa0123 19 күн бұрын
ଆଉ ଯୁବକ ଯୁବତୀ କୋଉ ବାଟେ ଯିବେ
@ajaykumardas7247
@ajaykumardas7247 18 күн бұрын
Jagannath temple bhitare bariget karajau
@manasranjanbehura7065
@manasranjanbehura7065 18 күн бұрын
Hele gote family ra jadi purusa mahila alaga alaga hei jibe then sie tanku khoju khoju hin time sari jiba au semane puri bulibe kemiti ....eita gote bada challenge hei jiba
@rasmiranjanswain385
@rasmiranjanswain385 20 күн бұрын
Thare south ra Rameswaram,Padmanavswamy, menakshi temple darshan kariki asantu...Puri tharu 20 guna loka sethi ...but full decipline...pura line re...kaha body bi kaha sahita tike touch habara nahi..Full decipline.Chota pilathu neiki brudha jai samste aramse darshan karuchanti...
@sonalisahu1157
@sonalisahu1157 19 күн бұрын
Thakura nka pakha re line darakara
@ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା
@ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା 19 күн бұрын
ଧାଡି ଦର୍ଶନ ସମସ୍ତଙ୍କ ପାଇଁ ବ୍ୟବସ୍ତାକର ମନ୍ତ୍ରୀ ନେତା ବାଳଓପଡାଙ୍କ ପାଇଁ ସ୍ୱତନ୍ତ୍ରତା କଲେ ଦେଖିବ କଣ ହେବ
@Saumyasahoo-xo8cv
@Saumyasahoo-xo8cv 16 күн бұрын
Bhangila kn pain barricade 😅😅 Au puni kn pain lagau6a???
@dr.sandhyranipanda1330
@dr.sandhyranipanda1330 19 күн бұрын
Dhadi darsana good bt family wise no ladies gents separately jie first time asithiba nd separately darsan kariba semane santi re darsan kari paribe nahein bcz gote tension thiba kauthi misiba without mobile Tini generation ekathi jaichhanti Bapa Maa Pua jhia chhota chhua tebe kie kahaku jagiba
@shashikantarath2567
@shashikantarath2567 17 күн бұрын
Nobody was thinking of elderly people. In this system they can have darshan of Lord Jagannatn. It must be tried.
@puspanjalipatra7208
@puspanjalipatra7208 17 күн бұрын
Every day police sp and his senior police officers and collector and niti prashasak should present for control and honorable minister should supervise every week once like up CM was touring every week from lucknow to prayagraj so all officers cocern and minister and local mp / mla should present they should think it is duty of Lords all problem will solve if above dignitaries will present in side temple as seva feeling of Lords it is good for state for all purpose otherwise scheme will be failured thanks
@amitabsamal4118
@amitabsamal4118 19 күн бұрын
Sai system au bashi confuged finally baricating ra material changed au location change new kichi nahi.
@bapidibya365
@bapidibya365 19 күн бұрын
Nabin Pattnaik ta eita karithile
@PrakashDhal-u5x
@PrakashDhal-u5x 16 күн бұрын
ହଓ କେତେଦିନ ଦେଖିବା ଚାଲିବ😅😅😅
@fun-live-enjoy5682
@fun-live-enjoy5682 16 күн бұрын
Nabin Govt jetebele dhadi karithila setebele kahinki uchulila tuma bjp media balankara... Ebe ta bhari bhala laguchi 😂
@withsoumya1996
@withsoumya1996 20 күн бұрын
Nija paribara thu Alaga Kemiti Jaga darshan heba au chhua Pila nku Gote ladies ate vida re Kemiti sambhaliba Bekar system
@kanhucharanmaharana9218
@kanhucharanmaharana9218 20 күн бұрын
Bjd right
@biranchinarayannanda4554
@biranchinarayannanda4554 19 күн бұрын
ସ୍ୱାଗତ ଯୋଗ୍ୟ ପଦକ୍ଷେପ...... କେବଳ ଦୁଇଟି ଧାଡି କଲେ ଭଲ........
@BrasaKandi
@BrasaKandi 19 күн бұрын
A sabu bada bada lokankar manmani semank subidha pain karuchanti ame jemit asubidhare jauthilu jemit jiba
@sasmitadas8887
@sasmitadas8887 20 күн бұрын
Gote family re alga alga gale samaste hajijibe 😢 ete bhidare
@nirupamabariha2911
@nirupamabariha2911 13 күн бұрын
Age anujayi alaga line na kari nija family ra loka gute line re rahile bhala heba.....aka saha jaga darshan heba aau plz 5 minute jaee rahibaku debe Sange sang jemiti bahara ku theli na dianti...plz
@Sameer_empires
@Sameer_empires 19 күн бұрын
Katha bariket sabu Bhangi jiba
@bubusahoo2869
@bubusahoo2869 20 күн бұрын
ଗୋଦୀ ମିଡ଼ିଆ. ଟାଉଟର 😂😂😂
@rakeshkumarjena1234
@rakeshkumarjena1234 19 күн бұрын
Iye ki parakar bybastha family alaga hei gale hajiba chance besi.Ta responsibility kie naba .
@SoumikRoy-l3f
@SoumikRoy-l3f 17 күн бұрын
Chena faida haba adhe loka darshana na ka pari pheri jibe
@Rk401-g5t
@Rk401-g5t 19 күн бұрын
Ta mane sabu family member alaga alag heiki jibe ..au samaste hajibe Sethi ...murkha nka bhali decision nia hauchi
@iloveodisha6003
@iloveodisha6003 20 күн бұрын
ତାମିଲନାଡୁ ରାମେଶ୍ୱର ମନ୍ଦିର ରେ ଧାଡି ଦର୍ଶନ ବ୍ୟବସ୍ଥା ଅଛି ମୁଁ ଯାଇଥିଲି, ବହୁତ ଭଲ ବ୍ୟବସ୍ତା
@ashutoshpanda6433
@ashutoshpanda6433 20 күн бұрын
@@iloveodisha6003 ମନ୍ଦିର ଭିତରେ ଧାଡ଼ି ଦର୍ଶନ ହେବା ଉଚିତ୍ ନୁହେଁ, ଆନ୍ଧ୍ର ରେ ତିରୁପତି ମନ୍ଦିର ଭଳି କଲେ କଣ ହେବ। ଓଡ଼ିଆ ଠାକୁର ଗରିବ ଠାକୁର ଲୋକେ ଆଖି ପୁରେଇ ଆଉ ଜଗା କୁ ଦେଖି ପାରିବେ ନାହିଁ, ଏମାନେ ଠେଲି ପେଲି ବାହାର କରିଦେବେ ଆଉ ନିଜ ପରିବାର ଲୋକ ବି ଅଲଗା ହୋଇ କେମିତି ଦର୍ଶନ କରିବେ, ବୃଦ୍ଧ ଲୋକ ଙ୍କ ସାହାରା କଣ ସରକାର ହେବେ ଆଉ ସ୍ତ୍ରୀ ଛୁଆ ଙ୍କୁ କିଏ ସାହାଯ୍ୟ କରିବେ କଣ ଆଇନ ମନ୍ତ୍ରୀ। ଏସବୁ VIP ପରମ୍ପରା ଲାଗୁ କରିବା ର ଏକ ପ୍ରୟାସ। ଦର୍ଶନ ଜାଗା ରେ ମିଳିତ ଦର୍ଶନ ହିଁ ଭଲ ଆଗରୁ କଣ ଏତେ ବଡ ବଡ ନେତା ମାନେ ଜାଣି ନ ଥିଲେ କି ଏହି କାମ।
@Indian_RailwayRBLX
@Indian_RailwayRBLX 15 күн бұрын
Asli dhadi ta jagannath mandira bhitre heba katha..bahare sabu showbaji kle labha nahi... particularly jagannath mandira pahacha re manisha chapi heiki marijibo..sethi polish ta khali mobile chipibare byasta..ta bhitrku pasile ahuri abasta kharap...theli hei heiki ketebele bahrijibo j jagannath darsan kn klo jani houni ...sabu andhara... bhida ru kemti bahariki tk niswas nebu bali...
@G10Bagria
@G10Bagria 15 күн бұрын
Mobile jehetu allowed nahi... Gote family aaga pacha hei gale nijja family lokkanku kemiti khojibe???
@Nishi5555
@Nishi5555 20 күн бұрын
ବିଜେପି ଏବେ ବୁଝିଲା ନବୀନ କରିଥିବା ac ଟନେଲ କେତେ ଭଲ ଥିଲା
@sksagar9900
@sksagar9900 20 күн бұрын
Abe bokachoda but, Sethi pain AC tonel kahniki😂😂
@basicstudyinodia5893
@basicstudyinodia5893 20 күн бұрын
Aue electric bill bahut bhala asuthela
@technod4823
@technod4823 19 күн бұрын
Are bhai biscuit media ETA already bjd bala plan thila bjp re ete dimag nahi
@Floxi7773
@Floxi7773 18 күн бұрын
But sabuthu vida mandira vitare
@mamasmitanayak7230
@mamasmitanayak7230 19 күн бұрын
ଜାଣିବା ଦରକାର ନାହିଁ |
@lifeoflisa-q4k
@lifeoflisa-q4k 20 күн бұрын
ଖାଲି ଭାଙ୍ଗୁଥା ଆଉ କରୁଥା ନୂଆ କିଛି ନାହିଁ ମାନିବାକୁ ପଡିବ re ତମକୁ 😅
@ita43763
@ita43763 14 күн бұрын
Vedio ରୁ ଧାଡି ଦର୍ଶନ ର ରୂପ ରେଖ ଜଣା ପଡୁନି.
@UmeshPatracaptain
@UmeshPatracaptain 20 күн бұрын
Bekar nispati mu sebayat pila family hairan habo odisha lokonku alaga karo Bahar lokanku alaga karajau sabu thik habo
@amrit7570
@amrit7570 14 күн бұрын
Sabu alga hei ki jibe ?
@SubashPanigrahy-km4hv
@SubashPanigrahy-km4hv 20 күн бұрын
Mo family ku Anya line re chadhibini ta ya ki drama
@ParsuramSahoo-i5c
@ParsuramSahoo-i5c 17 күн бұрын
Bjp😢😢😢😢😢😢😢
@Ranmit_Vlogs
@Ranmit_Vlogs 13 күн бұрын
E neta mantri vvip nku bi dhadire alga alga nia janiparibe
@subhrajitmech
@subhrajitmech 19 күн бұрын
Haribola Au ratna bhandara ru kan milila??
@SmrutirekhaSahoo-x5m
@SmrutirekhaSahoo-x5m 19 күн бұрын
No agree. Gote family re jadi chota pila jaithibee senanee kmt family ku chadi alga dhadi re jibee
@tvramkumar
@tvramkumar 19 күн бұрын
People are always having complaints, let the temple administration work to make things better or those who complaint give better ideas
@nirua-pm2xj
@nirua-pm2xj 19 күн бұрын
Are manti koudina mohaprsad magana haba
@sangramsahoo1566
@sangramsahoo1566 14 күн бұрын
Darshan pare paribar alga alga he e jibe.... Sabu nikhoj Hebe... Purusa, pila, mahila pura alga Dhadi....
@srsahoo1
@srsahoo1 19 күн бұрын
Family alagahoi darshan kariba possible nuhe. Ehadwaara loke miss please hebe. Yemiti kariba murkhami tharu kam nuhe🙏 Useless
@simanchalpatra9912
@simanchalpatra9912 13 күн бұрын
Panda mane jo paisa nauthile lucheiki, abe government vip Darshan rule kariki naba😂
Сестра обхитрила!
00:17
Victoria Portfolio
Рет қаралды 958 М.
How Strong Is Tape?
00:24
Stokes Twins
Рет қаралды 96 МЛН
人是不能做到吗?#火影忍者 #家人  #佐助
00:20
火影忍者一家
Рет қаралды 20 МЛН
Леон киллер и Оля Полякова 😹
00:42
Канал Смеха
Рет қаралды 4,7 МЛН
Сестра обхитрила!
00:17
Victoria Portfolio
Рет қаралды 958 М.