ସାମ୍ନାକୁ ଆସିଲା ଅଙ୍କିତାଙ୍କ ମୋବାଇଲ୍ ଭିଡ଼ିଓ ଭରତପୁର ଥାନାରେ ଘଟଣା ପୂର୍ବର ଏମିତି ଥିଲା ଚିତ୍ର। Ankita Pradhan,

  Рет қаралды 124,400

Pratidin TV

Pratidin TV

Күн бұрын

#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 504
@madhusudandas2630
@madhusudandas2630 6 сағат бұрын
ଭାରତୀୟ ସୈନିକ ଓ ପୂର୍ବତନ ସୈନିକମାନଙ୍କୁ (Special Target Group) ନାମକ SC/ST/Women ପରି ସଂଖ୍ଯାଲଘୁ ଗୋଷ୍ଠୀ (minority community) ଭାବରେ ୧୯୯୫ ମସିହାରେ ଭାରତୀୟ ଉଭୟ ଶକ୍ତିଶାଳୀ ସଦନର ସଦସ୍ଯ ମାନକୁଂ ନେଇ ଗଠିତ ଶକ୍ତିଶାଳୀ କମିଟିର ସୁପାରିଶ ଅନୁଯାୟୀ ଉଭୟ ସଦନରେ ପାଶ ହୋଇ ପରିଗଣିତ ହୋଇ ସମସ୍ତ ସୁବିଧା ସୁଯୋଗ ଉପଭୋଗ ଆସୁଛନ୍ତି। କିନ୍ତୁ, ବର୍ତ୍ତମାନ ସୁଦ୍ଧା Special Target Groupର କମିଶନ ଗଠନ ହେବାରେ ଅହେତୁକ ବିଳମ୍ବ ଲାଗି ସୈନିକ ଓ ପୂର୍ବତନ ସୈନିକ ମାନକଂ ଉପରେ ହେଉଥିବା ଅତ୍ୟାଚାର ବଢିଚାଲିଛି। ସୈନିକ ଓ ପୂର୍ବତନ ସୈନିକ ମାନକଂ ଉପରେ ହେଉଥିବା ସମସ୍ତ ଅତ୍ୟାଚାର ମାମଲା ଗୁଡିକ ସହିତ ମେଜର ସାହେବ ଓ ତାଙ୍କର ବାନ୍ଧବୀ ସହିତ ହୋଇଥିବା ମାମଲା ମଧ୍ଯ minority community act ଅନୁଯାୟୀ ତୁରନ୍ତ ଅଭିଯୁକ୍ତ ପୁଲିସ୍ କର୍ମଚାରୀ ମାନକଂ ଉପରେ file କରାଯାଇ ବିଚାର କରାଯିବା ଆବଶ୍ଯକ। ଯେତେବେଳେ ଦେଶର ସୈନିକ ଓ ପୂର୍ବତନ ସୈନିକ ରାଜ୍ଯରେ ସୁରକ୍ଷିତ ନାହାଁନ୍ତି ଓ ସେନାର ସର୍ବୋଚ୍ଚ ଅଧିକାରୀ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିପାରୁନାହାନ୍ତି, ସେ ରାଜ୍ଯ ଓ ଦେଶ ନିଶ୍ଚିତ ଖୁବ୍ କମ ଦିନ ମଧ୍ଯରେ ନଷ୍ଟ ହୋଇଯିବ - ଏହା ଚାଣକ୍ୟ ନୀତିରେ ବର୍ଣ୍ଣିତ। ସୈନିକମାନେ ଦେଶରେ ସଂଖ୍ଯାଲଘୁ ସମ୍ପ୍ରଦାୟଭୁକ୍ତ ଅଟନ୍ତି ଓ ସରକାରୀ ଚାକିରିରେ ପୂର୍ବତନ ସୈନିକ ମାନକୁଂ ସଂରକ୍ଷିତ ସ୍ଥାନ ଉପଭୋଗ କରିଆସୁଥିବା ବେଲେ ସାଧାରଣ ସୈନିକ ଓ ପୂର୍ବତନ ସୈନିକମାନଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲା ଗୁଡିକ ତୁରନ୍ତ minority act ଅନୁଯାୟୀ ତୁରନ୍ତ ଦାଖଲ କରାଯାଇ, ଅପରାଧୀ ମାନକୁଂ ଗିରଫ କରାଯାଇ ଉଚିତ୍ କାର୍ୟ୍ଯନୁଷ୍ଠାନ ଗ୍ରହଣ କରାଯାଉ।
@sujitbag7326
@sujitbag7326 5 сағат бұрын
Smart, brave and intelligent woman 👩 Har woman aise honi chahiye you are a great mam🎉🎉🎉
@user-wc3rq1ki5w
@user-wc3rq1ki5w 3 сағат бұрын
Smart ବୋଲି ରାତି ଅଧ ରେ g. ମରେଈ ହେବ ଟୋକା ସହ
@Smd4yg
@Smd4yg Сағат бұрын
ତୋ ମା କୁ ଯଦି ପୋଲିସ ସେମିତି କରିବ ତାହାହେଲେ ଜାଣି ପାରିବୁ ତ ମା ଆଉ ତ ବାପା ଯେବେ ଭୁବନେଶ୍ୱର ଯିବେ ମତେ ମେସେଜ କରିବୁ ତ @@user-wc3rq1ki5w
@chintunanda9637
@chintunanda9637 Сағат бұрын
@@user-wc3rq1ki5w byabahar badala aa babu...tanka husband Jane major......
@Abhinash22356
@Abhinash22356 4 минут бұрын
Bhaai tike english kahi dele kehi jone brave aau intelligent heyi jaanti naahi, 1st nija safety nija hatare police tamaku protection deba paain gun dhariki tama aago pacha bulibani
@lokanathmahanta59
@lokanathmahanta59 5 сағат бұрын
ଭରତପୁର ଥାନା ର si, iic, and habildar କଂ ଇଂରାଜୀ ଭାଷାରେ knowledgeକମ ଥିବାରୁ ଏପରି ହେଇଛି
@kailashsoy462
@kailashsoy462 5 сағат бұрын
Bhai 😂😂
@PradeepKumar19987
@PradeepKumar19987 5 сағат бұрын
Yes bhai
@laxmidharnayak6240
@laxmidharnayak6240 5 сағат бұрын
Han
@PradeepKumar19987
@PradeepKumar19987 5 сағат бұрын
ଦୁଧ ଯୋଡ଼ାକୁ dekhi police auu ସମ୍ଭାଳି ପାରିଲେନି auu
@avhigouda4171
@avhigouda4171 4 сағат бұрын
Thik kotha
@Sached299
@Sached299 6 сағат бұрын
ସେଇ ଥାନା ରେ ସେକ୍ସ racket ବି ଚାଲୁଥାଇ ପାରେ l ସେଥିପାଇଁ ଲେଡି ପୋଲିସ ଜଣକ nigthy ରେ ଥିଲେ l iic ଆଉ ଲେଡି ପୋଲିସ ଉପରେ ତୋଦନ୍ତ ହୋଉ l sex racket ଚାଲୁ ଥିଲା ବୋଧେ l ସେଥିପାଇଁ ସେଇ ଥାନା ରେ ସିସିଟିଭି ବି ନ ଥିଲା l
@Loki-pg7jr
@Loki-pg7jr 5 сағат бұрын
True..
@durgasharma1502
@durgasharma1502 5 сағат бұрын
Thhaye Mane sex chaluchi duty re nighy re 😂
@maheswarjena8845
@maheswarjena8845 4 сағат бұрын
Amane bharat pur thana ku kolkata RG kara medical bhabuneichanti
@samantaradeepti6160
@samantaradeepti6160 4 сағат бұрын
Ae jhiata chandita over irritate karuchi police balanku uskauchi pitiba pai
@Shubhamx5626
@Shubhamx5626 3 сағат бұрын
Thik kahicha ,sethi ₹500 deiki mu to bou saha soithili ratika paain .
@jyotiprakashnayakjyotiprak5086
@jyotiprakashnayakjyotiprak5086 6 сағат бұрын
Absolutely right 👍 Iam proud of you sister 👍 Iam salute 🌄
@Abhinash22356
@Abhinash22356 25 минут бұрын
Salute?😳😆😂
@tapannayak4187
@tapannayak4187 4 сағат бұрын
ନ୍ୟାୟ ସମସ୍ତଙ୍କ ପାଇଁ ସମାନ,ଜିଏ ଦୋଷୀ ଆଇନ୍ ନିଶ୍ଚୟ ଦଣ୍ଡ ଦେବ, ବହୁଦିନ ତଳେ ମୁଁ ଭୁବନେଶ୍ଵର ରୁ ଫେରିବା ବେଳେ ରାତିରେ ତରତର ରେ ଟ୍ରେନ୍ ରେ ଚଢ଼ିଗଲି ସେଥିରେ ଆର୍ମି ଜବାନ ଫୁଲ ଥିଲେ ସେମାନେ ମତେ ଅନେକ ଖରାପ୍ ବ୍ୟବହାର କରି ବାହାର କରିଦେଲେ ଟ୍ରେନ୍ ସ୍ଲୋଚାଲୁଥିଲା ମୁଁ ଓହ୍ଲାଇ ପଡ଼ିଲି ମନ ଦୁଃଖରେ ପଛ ଟ୍ରେନ୍ ରେ ଆସିଲି ମୁଁ କିଛି କରିପାରିଲି ନାହିଁ ଆର୍ମି ପାଇଁ ହୃଦୟ ରୁ ସମ୍ମାନ କିନ୍ତୁ ଏଭିତରେ କିଛି ଫୁଟାଣିଆ ଅଛନ୍ତି ଅନୁଭବ କଲି, ଆଜିକାଲି ନାରୀ ଅର୍ଦ୍ଧ ଉଲଗ୍ନ ବେଶ ବି ପ୍ରକୃତି ଭି ଦୟାକରି ନିଜକୁ ସମ୍ଭାଳନ୍ତୁ, ପ୍ରକୃତରେ ମୁସଲମାନ ନାରୀମାନେ ବହୁତ ଏସବୁ ରେ ସଂଜତ
@chintunanda9637
@chintunanda9637 Сағат бұрын
@@tapannayak4187 vai army pain jou boggy sethire tumaku kahinki allow karibe...tume anya boggy re chadhiba uchit
@keepsmiling2847
@keepsmiling2847 5 сағат бұрын
Respected Sister Salute to you....
@punchlines1372
@punchlines1372 Сағат бұрын
କିଛି ନିଷ୍ପତି ନେବା ଆଗରୁ ସମସ୍ତଙ୍କୁ ଅନୁରୋଧ ଭଲସେ ଏଇ ଝିଅର ପୂର୍ବ video ଦେଖନ୍ତୁ ଜାଣି ଯିବେ ୟେ ନିଜ ସ୍ଵାମୀ ନାରେ ଭି କେସ କରିଥିଲା । ଉତେଜିତ ଲଙ୍ଗୁଳୀ ନାରି ଭି ସମାଜ ପାଇଁ ଭଲ ନୁହ। ଯଦି ପୋଲିସ ୟା ସହ ଖରାପ ବ୍ୟବହାର କରିଛି ମାନୁଚି ସେୟା ଭୁଲ୍ କିନ୍ତୁ ୟେ ଝିଅଟି କେତେ ଦୂର ଠିକ୍ ଟିକେ ବିଚାର କରନ୍ତୁ। ଧନ୍ୟବାଦ୍
@poojamallick1947
@poojamallick1947 34 минут бұрын
Se purba vedeo r link tike dei paribe!
@punchlines1372
@punchlines1372 31 минут бұрын
kzbin.info/www/bejne/bn3EhZKIZbRpmJIsi=gDeNAqtMsN00BWc5
@punchlines1372
@punchlines1372 21 минут бұрын
@@poojamallick1947 kzbin.info/www/bejne/bn3EhZKIZbRpmJIsi=gDeNAqtMsN00BWc5
@sankarmahankuda1252
@sankarmahankuda1252 Сағат бұрын
ଏ ଲେଡିସ୍ ର ବି ଲାଗୁଛି ଭୁଲ ଅଛି ଏ ଭିଡ଼ିଓ ରୁ ଯାହା ଜଣା ପଡୁଛି।
@subhransu_5916
@subhransu_5916 5 сағат бұрын
ଆଗ ନିଜ ଦେହ କୁ ଦେଖ ଦିଦି, ତମେ ଯେମିତି ଅବସ୍ଥା ରେ ଅଛ ଯିଏ ନାଇ ସିଏ follow Kariba ଆଉ comment ମାରିବ। ରାତିରେ ବାହାରକୁ ବହାରୁଛ ଯଦି ଆଗ ନିଜକୁ ଦେଖ । ଆଉ ରହିଲା ଥାନା କଥା ସେମାନେ post ରେ ଅଛନ୍ତି ବୋଲି ନିଜକୁ ମୁଖ୍ୟ ମନ୍ତ୍ରୀ ଭାବୁଛନ୍ତି। ନିଜ ଇଛା ରେ କାମ କରୁଛନ୍ତି। ତେଣୁ ନିଜ କୁ ନିଜେ ରକ୍ଷା କରନ୍ତୁ ।
@AjayaPanda-s4i
@AjayaPanda-s4i 5 сағат бұрын
Ugra adhunikata nari
@melisha4236
@melisha4236 4 сағат бұрын
Lady police kn pain nighty pindhi thilA.. se katha b kaha
@gitabehera6085
@gitabehera6085 4 сағат бұрын
Madam apana the way dress pindhichhanti au ratire . Thik laguni ala sakhi apana mahat ଆପେ ରଖି
@srd5661
@srd5661 4 сағат бұрын
Tma chintadhara ku prathame unnat kara then asiki kauthi comment Kariba pai nijaku jogya bhabiba.......kie Bina dress re TMA gare thia hau na kahinki jadi tma niyati charitra safa thiba tme se jhia aneiba b nhn ......bada asilabala jhia mananka poshakaku nei judge Kariba vala .....kebe sudhuribani tmamane
@subhransu_5916
@subhransu_5916 4 сағат бұрын
@@melisha4236 ସିଏ ବି ସତ କଥା, କିନ୍ତୁ ଆଜି କାଲି ଯୁଗରେ ନିଜ କୁ ନିଜେ ରକ୍ଷା ନକରିଲେ ଆଉ କେହି କରିବେନି
@suparfonyfamily
@suparfonyfamily 4 сағат бұрын
ସବୁ ପୋଲିସ ଷ୍ଟେସନ ପାଇଁ ଏମିତି ଜଣେ ଜଣେ ନାରୀ ଦୁର୍ଗା ଭଳି ପ୍ରବେଶ କରିବା ଉଚିତ୍,
@user-wc3rq1ki5w
@user-wc3rq1ki5w 4 сағат бұрын
ୟେ ନାରୀ ରାତି ଅଧ ରେ g. ମରେଈ ହୋଉ ଥିଲା..
@suparfonyfamily
@suparfonyfamily 3 сағат бұрын
@@user-wc3rq1ki5w ଆଉ ତମେ ପୁରୁଷ କଣ ରାତି ଅଧରେ ଖାଲି g ମରେଇ ହେଇ ପାରିବ କି,ପୃଥିବୀ ଖାଲି କଣ ପୁରୁଷ ପାଇଁ କି,
@durgadp8340
@durgadp8340 3 сағат бұрын
​@@user-wc3rq1ki5wtu gan re rahi ki g marei hauchhu. Eita rajadhani rati dino sobu soman, puo jhio sobu dino rati kamo koruchhonti.
@Sidhakatha19
@Sidhakatha19 2 сағат бұрын
​@@user-wc3rq1ki5wtu gote comment ku kan khali copy karuchu tu iic ra nahale anya jou 4ta police kahara relative bhali jana paduchu 😂😂nahele tate sala kanhiki badhuchi
@Abhinash22356
@Abhinash22356 19 минут бұрын
Mo baalo na, Maa Durga nka thare Kali jugara naari ku compare kariba hee bhul, Aau gote katha,mastt heyichi tamara "Dhaka Dhaka krne lagaa"👌🧐😂
@SantoshkumarPradhan-f7d
@SantoshkumarPradhan-f7d 2 сағат бұрын
ଗୋଟେ ହାତରେ ତାଳି ବଜେନି ଭଲରେ ତଦନ୍ତ ହେବା ଦରକାର
@AmitYooo
@AmitYooo 54 минут бұрын
To bhauni saha hele... Same katha kahibu hela... Tali mariba katha
@rahulbadset
@rahulbadset 6 сағат бұрын
Ankit ଭଉଣୀ ତମକୁ ସାଲୁଟ
@ଓଡ଼ିଶାହିନ୍ଦୁଯୁବାସଂଘ
@ଓଡ଼ିଶାହିନ୍ଦୁଯୁବାସଂଘ 2 сағат бұрын
ଆବେ ସଳା ଗଧ ତୋ ଭଉଣୀ ବି ଏମିତି କପଡା ପିନ୍ଧି ରାତି ଅଧରେ ଅବସରପ୍ରାପ୍ତ ସେନାଧିକାରି ଙ୍କ ସହିତ ବୁଲେ ବୋଧେ 🤣
@sthitapragyannanda7486
@sthitapragyannanda7486 5 сағат бұрын
Modern Odia educated girl,who knows the law,salute
@prasant825
@prasant825 3 сағат бұрын
Odia tahele hindi re kahinki katha heuchhanti aau educated jadi FIR ra full form First Impression Report kemiti kahuchhanti.
@sipun5
@sipun5 6 сағат бұрын
Video ru pura janapaduchi bhul thana staff ra .
@SPINFOTAINMENT
@SPINFOTAINMENT 6 сағат бұрын
Salute to u for this braveness God will help u surely u ll definitely get justice my dr sister 👍👍
@pradeepkumarpanda7626
@pradeepkumarpanda7626 5 сағат бұрын
@@SPINFOTAINMENT I don't understand why this lady is wearing a shirt that reveals her bosom.
@Odiaclasic
@Odiaclasic 35 минут бұрын
ମୁଁ ଗ୍ୟାରେଣ୍ଟି ସହ କହୁଛି ପୋଲିସ ଵାଲା ଙ୍କର କିଛି ହେବନି..... ଝିଅ ଟା କେବଳ statement ରେ କହୁଛି ମୋତେ ନିର୍ଯ୍ୟାତନା ଦେଲେ କିନ୍ତୁ କୌଣସି ପ୍ରମାଣ ନାହିଁ ବରଂ ମହିଳା ଜଣକ ଓଲଟି irritate ଲରୁଥିବାର ଭିଡ଼ିଓ ରହିଛି, ମେଡିକାଲ ଯାଞ୍ଚ ସହ ତଦନ୍ତ ହେଲେ ସବୁ ଜଣାପଡିବ l ମହିଳା ଜଣଙ୍କ କାନ୍ଦିଲେ ସମସ୍ତଙ୍କର ସହାନୁଭୂତି ଆସିବା ଟା ସ୍ୱାଭାବିକ ସେଥିପାଇଁ ତଦନ୍ତ ସମାପ୍ତ ଯାଏ ଅପେକ୍ଷା କରିବା କୁ ହେବ, ଏମିତି ସବୁଯେ ସବୁ ଦୋଷ ପୋଲିସ ବାଲାଙ୍କ ଉପରେ ଲଦି ଦେଲେ ବି ହେବନି
@poojamallick1947
@poojamallick1947 31 минут бұрын
Medical nihati darkar. Overacting ru Jana paduchhi anhi problem create karichhi
@truptimayeeraut7900
@truptimayeeraut7900 4 сағат бұрын
Ankita madam ra b bhul achhi. Ete fastrauted heba katha nuhe. Mu bha uthili police babu ra bhul but ankita madam ra b bhul achhi. Gote hatare tali bajeni
@rudradas8928
@rudradas8928 3 сағат бұрын
U are right. Excess of every thing is bad. Be smart but not over smart. Without know the details of case from both side, we can't blame to any of them.The situation is being highlighted in excess by the cheap media.
@mr.Lalitnarayan1989
@mr.Lalitnarayan1989 Сағат бұрын
Ankita nijaku adhika smart vabila seti pai kanduch....eivali army unit re police Kariba semane sahibe na
@adityakumarpattanaik6014
@adityakumarpattanaik6014 5 сағат бұрын
Smart is good but oversmart isn't good
@10subrat
@10subrat 5 сағат бұрын
Pls complete your sentence😂😂😂, who is oversmart
@Varshacreation3952
@Varshacreation3952 5 сағат бұрын
Right
@user-wc3rq1ki5w
@user-wc3rq1ki5w 3 сағат бұрын
ଠିକ..
@user-wc3rq1ki5w
@user-wc3rq1ki5w 3 сағат бұрын
ଠିକ
@JogeswarMajhi-lt7hj
@JogeswarMajhi-lt7hj 2 сағат бұрын
Wthat is oversmart man,,
@rajendramallick4172
@rajendramallick4172 5 сағат бұрын
So proud of you sister।
@Brijeshmallick
@Brijeshmallick 4 сағат бұрын
ନିଜକୁ ମୁଣ୍ଡି ଭାବିଲେ କଣ ହେବ, ଆଇନ୍ କୁ ହାତରେ ନେଲେ କଣ ହେବ
@Odiaclasic
@Odiaclasic 41 минут бұрын
ଭିଡ଼ିଓ ଟା ଦେଖିକି ଏତିକି ଶିକ୍ଷା ପାଇଲି ଯେ..... ଯଦି ଆପଣ ପୋଲିସ station ଯାଇକି FIR ଦେଉଛନ୍ତି ଆଉ ସେମାନେ ରଖୁନାହାନ୍ତି ତେବେ ଆପଣ ତାଙ୍କ ଉପରିସ୍ଥ ଅଫିସର ଙ୍କୁ ଆସି ଜଣାଇବେ କିନ୍ତୁ ଥାନାରେ ବସି ନିଜ ଗରମ ଦେଖାଇ.....ତୁମ ଭିଡ଼ିଓ କରିଲି....viral କରିବି..... ଓପରକୁ ପଠେଇଦେବି..... ଏମିତି ଫୁଟାଣି ଦେଖେଇଲେ ପୁଳେ ଖୂବା ଖାଇବା ସାଙ୍ଗକୁ case ବି ଖାଇବ, ତା ପରେ କାନ୍ଦି କାନ୍ଦି ଘରକୁ ଯିବ
@SEEMAAREEKHAA
@SEEMAAREEKHAA 6 сағат бұрын
Smart lady...proud of u mam❤
@manasranjanpanda5918
@manasranjanpanda5918 5 сағат бұрын
Hmm kanhiki se nije ta dekhauchi ,taku kan lady Asi rape karidela. Bade Ghar ke bigde hue aulad
@pradeepdora6946
@pradeepdora6946 5 сағат бұрын
ଆଗ ତର ଉପର ଘୋଡା ଦେଖାଯାଉଛି
@prasant825
@prasant825 3 сағат бұрын
Madam janaka kahu chhanti FIR mane First Impression Report. Lawyer heiki FIR full form jani nahanti. Anka byabahara hin thik laguni. Drunk thiba pari lagu chhanti.
@bikashkumarmohapatra7578
@bikashkumarmohapatra7578 Сағат бұрын
Right .fir mean first information report
@subratmaharathy435
@subratmaharathy435 5 сағат бұрын
ଝିଅ ତମ ମାଆ ବାପା ତମକୁ କହିଛନ୍ତି ଏମିତି ଛାତି ଦେଖେଇ ବୁଲିବ।ମେଜର ଙ୍କ ବାନ୍ଧବୀ ଙ୍କ ପୋଷାକ , ବେଶ ବୁସା ରେ ,କଥା କହିବାରେ ଶାଳୀନତା ନଥିବା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ମେଜର ଙ୍କ ବାନ୍ଧବୀ ବୋଲି ଗର୍ବ ଓ ଫୁଟାଣି ମଧ୍ୟ ଅଛି।ସେ ଯେତେବେଳେ କଥା କହି ଚାଲିଛନ୍ତି ପୋଲିସ ବାଲା ମଧ୍ୟ ପ୍ରଥମେ ଚୁପ୍ ଅଛନ୍ତି।ଲେମ୍ବୁ ଅତି ଚିପୁଡ଼ିଲେ ପିତା ।ଠିକ୍ ସେହିପରି ଅତିରୁ ଇତି ହୋଇଛି। ଝିମିଟି ଖେଳରୁ ମହାଭାରତ ହୋଇଛି।ଆଉ ମେଜର ଙ୍କ ବାନ୍ଧବୀ ଅଧ ରାତିରେ ଏମିତି ପୋଷାକରେ ବୁଲିଲେ କିଛି ପିଲା ନିଶ୍ଚୟ ଦେଖିବେ, ଆଉ କିଛି ପିଲା ନିଶ୍ଚୟ କମେଣ୍ଟ ମାରିବେ ,ଆଉ କିଛି ପିଲା ଆହୁରି ଅନେକ କିଛି କରି ପାରିବେ।ଆଉ କିଛି ଭଦ୍ର ଲୋକ ବା ପିଲା ସବୁ ଦେଖି ମଧ୍ୟ ଚୁପ୍ ଚାପ ତାଙ୍କ ବାଟରେ ସିଏ ଯିବେ।ତେବେ ସେ ଯାହା ବି ହେଉ ପ୍ରଥମେ ଯିଏ ଭୁଲ୍ କରିଛି ତାକୁ ପ୍ରଥମେ ଦଣ୍ଡ ଦିଆ ଯାଉ।ନିରପେକ୍ଷ ତଦନ୍ତ ହେଉ।ସତ୍ୟର ଜୟ ହେଉ। ପୋଲିସ ବାଲା ଙ୍କ ମଧ୍ୟରେ ଅଧିକାଂଶ ବଦମାସ ଅଛନ୍ତି।ଆଉ କିଛି ଭଲ ମଧ୍ୟ ଅଛନ୍ତି।ଆଉ ଆର୍ମି ବାଲା ତ ବହୁତ୍ ଭଲ । କିନ୍ତୁ ମାଲ ଟା ଟିକେ ମାରିବେ । ଧୂଆଁ ଟିକେ ଭିତରକୁ ନେବେ।ଆଉ ଏହି ମେଜର ଙ୍କ ବାନ୍ଧବୀ ଙ୍କୁ ଅନୁରୋଧ ଦୟାକରି ନିଜ ପୋଷାକ ଠିକ୍ ଭାବରେ ପିନ୍ଧ।ଆଉ ଯେଉଁ ଦିନ ନାରୀ ମାନେ ଭଲ ପୋଷାକ ପରିଧାନ କରିବେ।କଥାରେ ଶାଳୀନତା ରଖିବେ ସେବେ ପୁରୁଷ ଜାତି ନାରୀଙ୍କ ପାଦ ରେ ମଥା ନୁଆଇଁ ଦେବେ। ମାଆ ଭଉଣୀ ବୋଲି ସମ୍ବୋଧନ କରିବେ। ନଚେତ୍ ଝିଅ ମାନଙ୍କୁ ମାୟାବିନି କୁହାଯାଇ ପାରେ
@melisha4236
@melisha4236 4 сағат бұрын
Au police wali mane duty re nighty pindhi kn male police manankara seva Karu thile .. na thei thei nachu thile..
@anantacharanpanda5889
@anantacharanpanda5889 3 сағат бұрын
ନିଜ ପରିଧାନରେ ସଂଯତ ରଖିବା ଦରକାର।
@Chiku-o9g
@Chiku-o9g 3 сағат бұрын
​@@melisha4236tame dekhithila ki seva karuthile na kn karuthile tara inquary haba tame jane lady haeki anya lady ra character ku immediate kemiti judge karucha jete jaha hele bi se jane lady jadi se kichi bhul karichnti takun dhanda miliba tame ta jhia haeki takun ameti behave karucha au pua mane tahele chota dress bala kun comment kale phatuchi kouthi pain you should accept it. same taste of your medicine
@JogeswarMajhi-lt7hj
@JogeswarMajhi-lt7hj 2 сағат бұрын
କଥା ରେ ସଂଯମତା ରଖନ୍ତୁ,,,ଧୂଆଁ,,ମାଲ କଥା କଣ କହୁଛନ୍ତି,,କେବଳ ଅର୍ମି ବାଲା ନିଅନ୍ତି,,ଆଉ ପୋଲିସ ବାଲା କ୍ଷୀର ପିଅନ୍ତି,,,ସବୁଆଡୁ ଦେଖି ପ୍ରତିକ୍ରିୟା ରଖନ୍ତୁ,,, ଏଠି ଜଣେ ମହିଳା ପୋଲିସ ସିଭିଲ ଡ୍ରେସ ରେ duty କରିବ,,କୁହନ୍ତୁ
@SasmitajenaPriya
@SasmitajenaPriya 2 сағат бұрын
Right
@sanjayakumar3105
@sanjayakumar3105 5 сағат бұрын
ଏଥିରୁ ଜଣା ପଡୁଛି ଗୋଟେ ହାତରେ ତାଳି ବାଜିନାହିଁ...
@SujitAcademic
@SujitAcademic 5 сағат бұрын
Correct
@10subrat
@10subrat 4 сағат бұрын
@@sanjayakumar3105 wall re hata bedeile tali bhali subhe, Judgemental and midage mindset
@user-wc3rq1ki5w
@user-wc3rq1ki5w 3 сағат бұрын
ବିଲକୁଲ.ଠିକ. ୟାକୁ ଟୋକା କମେଣ୍ଟ କଲେ. ପୋଲିସ ୟାକୁ ପଚାରିଲା ରାତି ଅଧ ରେ ତମ ର କାମ କଣ ବାହାରେ.. ତମେ ଜଣେ army ଵାଲା ଏତେ ରାତିରେ କ୍ୟାମ୍ପ ବାହାରେ ଝିଅ ସହ କଣ କାମ. ଏ ମାନେ ପୋଲିସ କୁ ପାଠ ପଢ଼େଇଲେ ଓଲଟା... ସେଠି କମେଣ୍ଟ ମାରୁଥିବା ଟୋକା ଙ୍କୁ ପାରିଲ ନି ପୁରା ଥାନା staff ଆଗରେ ଘଇତା ହୋଇ ଗାଲ..
@MalayaMoOdisha
@MalayaMoOdisha 4 сағат бұрын
Nice Sister Brave Girl I proud of you 👏👏👏
@KonarkExplorers
@KonarkExplorers 5 сағат бұрын
Police complaint receive karini. A lady tike frustrated hoi ego dekheichi | ta pare jhagada hoichi
@nibeditabehera4886
@nibeditabehera4886 2 сағат бұрын
Mate bi saeaa laguchi 😊
@amarsinghhembram4379
@amarsinghhembram4379 Сағат бұрын
Lady ra police agare dum dekhiki laguni ta sahita kichi anyaya heithiba. Ulta sei 3ta gadi bala dekha kete mada khaithibe army jawan tharu. Sei gaadi bala durbrutanku ta kehi pacharunahanti. Bina witness re kana FIR? Han jadi crime ra lakhyana dhari police pakhu jaucha, tahale FIR heba. Bina lakhyana re kana FIR? Semiti ta mu kaha na re bi FIR deiparibi. Police kana sukhila ta re dhainba?
@keeplearning3017
@keeplearning3017 22 минут бұрын
​@@amarsinghhembram4379aree Bhai semane gaadi number pa note karithile boli ta fir deba pain jaithile...Tama bhali ta se army officer murkha no thiba na🤣🤣
@senapatisabar-kz5vh
@senapatisabar-kz5vh 3 сағат бұрын
ସେ ତାର bihabar ଆଗ ଦେଖ ଦେଖାଇ ଭିଡିଓ ବନାଉଛି....
@souravsatapathy8469
@souravsatapathy8469 6 сағат бұрын
Women card well played
@Anulifestyle12
@Anulifestyle12 6 сағат бұрын
Yes Plz subscribe
@10subrat
@10subrat 4 сағат бұрын
@@souravsatapathy8469 you have good sense of politics, r u a village wardmember ?
@souravsatapathy8469
@souravsatapathy8469 4 сағат бұрын
​@@10subratନାଇ ଭାଇ ଘର ସରପଞ୍ଚ
@chandrakantalenka4204
@chandrakantalenka4204 6 сағат бұрын
FIR - First information report❌ First impression report ✅
@kamalseth2322
@kamalseth2322 5 сағат бұрын
Be responsible army person otherwise it is right to face the consequences of misbehaviour.women is lying it seems!!!
@suchismitapatnaik2067
@suchismitapatnaik2067 5 сағат бұрын
Police is wrong fr sure. But Ankita Behen, aap v kuchh kamm nehi. However, I m sorry fr what happened to u & Major saab. But u invited it in some shape or form. I pray fr ur quick recovery. ... Let justice prevail, guilty be punished, & gross behavioural changes from both the sides.
@rajivkhan2388
@rajivkhan2388 5 сағат бұрын
You are right.... My point is that if police asked to write FIR whats wrong.... From this point things got escalated...
@rudraprasaddash4673
@rudraprasaddash4673 5 сағат бұрын
about 90%allegation on police are fake public and media always against of police. Police may misbehave the couple because why they move here and there in bar in late night. But the allegations on police that police assault them, attempt to rape wanted to disrobe completely fake,IIC show her penis etc etc all are a story. Police always ready to give their best service to people but the world is wonder no one keep to save police and its family.
@satyamsivamsundaram9446
@satyamsivamsundaram9446 5 сағат бұрын
I m too working in army.. This lady showing her attitude and seems drunk.. Both police and army showing their power with high attitude..
@Krishna77787
@Krishna77787 5 сағат бұрын
​@@rajivkhan2388bkol Police kaise FIR dalne ko bolegi Police is supposed to launch an FIR on complaint
@Krishna77787
@Krishna77787 5 сағат бұрын
​@@satyamsivamsundaram9446 You don't know the rules ...you neither know the History of Police Administration and Supreme Court directions to Police in various cases Don't dont make an opinion Without Proper awareness
@XxtremeVibes
@XxtremeVibes 6 сағат бұрын
Why the hell this lady talking so much ??
@arunpatra8802
@arunpatra8802 6 сағат бұрын
Because she is getting harassed by the fucking police officers of Indian govt.
@10subrat
@10subrat 5 сағат бұрын
Police station is not silent zone, if thing are not taken care then talking is required otherwise thing won't move. Police is for public, by public, of the public
@binakanaik3123
@binakanaik3123 5 сағат бұрын
ପୋଲିସ ମାଡାମ ରେକଡ଼ିଙ୍ଗ କରିବାରେ ବ୍ୟସ୍ତ
@user-wc3rq1ki5w
@user-wc3rq1ki5w 3 сағат бұрын
ଆଉ କରିବେନି ୟେ ପାଠ ପଢ଼ାଉଛି ସମସ୍ତ ଙ୍କୁ.. ନିଜେ ଉତ୍ତର ଦେଇ ପାରୁନି ରାତି ଅଧ ରେ ତାର କାମ କଣ ଟୋକା ସହ ବୁଲିବା
@friend9449
@friend9449 5 сағат бұрын
ମେଜର ଙ୍କ ପତ୍ନୀ ବୋଲି ବହୁତ ଉଧ୍ଧତ ହେଲେ ଚଳିବନି ଏହି ମହିଳା ବହୁତ ଚାଲାକ୍ ନୂନୂ ଦେଖେଇବା କଥା ଯୋଡ଼ି ଅଧିକ କହିଦେଇଛି ।
@bjpppp1234
@bjpppp1234 5 сағат бұрын
Tote kana Gaandi Maaila. Amiti kale Thik. Tu kana jaaniparunu Se IIC name re kete kilaa.
@sekhar4065
@sekhar4065 5 сағат бұрын
To stree biya re jadi police gehiba kemti tate lagiba
@AjayakumarGochhi
@AjayakumarGochhi 5 сағат бұрын
ତା କଥା ରୁ ଜଣାପଡୁଛି ଏ କେତେ ଉଦ୍ଧତ
@rajivkhan2388
@rajivkhan2388 5 сағат бұрын
​@@sekhar4065bro don't take it to personal level..... Can u assured that police had shown him penis....?
@10subrat
@10subrat 5 сағат бұрын
​​@@AjayakumarGochhiGochhi babu tama saha emiti behavior hele tame kete salinata re rahib jana padia
@subhamswain7382
@subhamswain7382 5 сағат бұрын
Don't judge a book by its cover 🙏
@rajivkhan2388
@rajivkhan2388 5 сағат бұрын
You are right..... I didn't get it what is wrong if police asking to write an FIR.... WHY THIS KIND OF ARROGANCY.... THIS IS TOO RIDICULOUS
@subhamswain7382
@subhamswain7382 5 сағат бұрын
Bro she is an advocate.Police personel are not fool to do such things to her.Their should be something else.
@rajivkhan2388
@rajivkhan2388 5 сағат бұрын
​@@subhamswain7382but we Odisha people are emotional fool.... We should not blame our own police without knowing fact.... In fact we respect our army but it doesn't mean that we will become blind... After all that Major was under the influence of alcohol and that lady is also too arrogant.... She is provoking our lady police
@Krishna77787
@Krishna77787 5 сағат бұрын
​@@rajivkhan2388 kya Ridiculous They have already assaulted her at that point , the Thana has no CCTV and they are recording her
@Krishna77787
@Krishna77787 5 сағат бұрын
​@@rajivkhan2388 Abey oi Our own police..?? Tum k2wo ka budhi humesha ulta rehta hai kya Isiliye Rahul Gandhi ka chat te ho Murkh log Ek baar koi Chori , bike robbery ya Assault case lekar Thane jao Pata chal jayega What's the reality
@Sams-g7h
@Sams-g7h 2 сағат бұрын
ମତେ ଲାଗୁଚି ଏଇ ଝିଅର ସବୁ ଭୁଲ
@diptendujena2276
@diptendujena2276 Сағат бұрын
I think so
@satyabratdash1405
@satyabratdash1405 Сағат бұрын
Thik rati re party kariki drink kariki aasiki jhagada sure karichanti a jhia ra behaviour hin jana paduchi
@odiajhiavlog-s1
@odiajhiavlog-s1 Сағат бұрын
Tame sabu gote gote judge nuha be 😡😡😡 investigation heini agua kahuvha
@Sams-g7h
@Sams-g7h Сағат бұрын
@@odiajhiavlog-s1 hmm...sabu janapaduchi....drinks Kari kn thanare pasiba....Vala heichi...Jana paduchi sanskari....
@Sams-g7h
@Sams-g7h Сағат бұрын
ଅସଲ ଖେଳାଳି
@SubhadarsisurendraPradhan
@SubhadarsisurendraPradhan 4 сағат бұрын
Police station ku bahut loka asuchhanti nijara problem janeiba pai...but tk behaviour vala kari patience rakhi police ku tuma abhijoga kuha....au suddenly asi police nka upare react kale semane kemiti duty karibe valare.....nije vaba jadi amiti 2 jana lady police station ku asi low padheibe au amiti situation create karibe ta police station chalibani mu vabuchi......so jiye vul karuchhanti se punishment pau....Jay Jagannath 🙏
@deepaksohala7116
@deepaksohala7116 5 сағат бұрын
Nisa re ratire bulile aivali heba
@adityakumarpattanaik6014
@adityakumarpattanaik6014 5 сағат бұрын
Police officer sangha thile bahut bhala heithanta ae mam jou bhali michha kahuchhanti sabu dharapadithanta
@asitkumarjena7860
@asitkumarjena7860 5 сағат бұрын
Tu sabu janidelu se mi6a kahuchi boli ..
@adityakumarpattanaik6014
@adityakumarpattanaik6014 5 сағат бұрын
@@asitkumarjena7860 nai apana sabu janichhanti
@rajivkhan2388
@rajivkhan2388 5 сағат бұрын
​@@asitkumarjena7860Police misbehave ta karuni.....
@rajivkhan2388
@rajivkhan2388 5 сағат бұрын
Association na re gundagardi is not good.... We respect Indian Army but at the same time we should not be biased.... Odisha police is also doing his duty.... What's wrong in asking for to write down FIR.....?
@MissionOdishapolice
@MissionOdishapolice 5 сағат бұрын
@@asitkumarjena7860 jadi sei jhi sata kahuthila kanhin real vido uplod kalani ....vido re tari sabu bhula jana paduchi.
@rikashsingh4726
@rikashsingh4726 2 сағат бұрын
ଆଉ ଭିଡିଓ ଆସିବ ଅପେକ୍ଷା କରନ୍ତୁ ସବୁ ସତ ଜଣା ପଡି ଯିବ କେତେ ମଦ ପିଇଛୁ ଜଣା ପଡୁଛୁ ଆଉ ଇଂଲିଶ ଚୋବାନି
@BarshaMahapatra-w3m
@BarshaMahapatra-w3m Сағат бұрын
Tama ghare kn ma bhauni mada pianti ki piuthibe bodhe Sethi pai Amiti kahucha
@BarshaMahapatra-w3m
@BarshaMahapatra-w3m Сағат бұрын
se bhauni jagare Tama nija ma ki bhauni thile kn amiti comment karithanta ki
@Anewworldvlogs
@Anewworldvlogs 39 минут бұрын
​@@BarshaMahapatra-w3mKahaku kaha saha compare karani
@prabeshmohanty8070
@prabeshmohanty8070 15 минут бұрын
ଏତେ ଓଭର ସ୍ମାର୍ଟ ଭଲ ନୁହେଁ,
@BarshaMahapatra-w3m
@BarshaMahapatra-w3m 10 минут бұрын
@@Anewworldvlogs Tama bhauni katha kahile tamaku badhuchi toh sie bi kaha bhauni heithibe jadi kaha bisayare vl kahiparuna tahele kharab kn pai kahucha Tama ghare bi ma au bhauni achhanti Tama ma bhauni jemiti samasta kn ma au bhauni semiti so please amiti kahaku kahibani
@deepaksohala7116
@deepaksohala7116 6 сағат бұрын
Jana paduchi kea dekhei heuji
@melisha4236
@melisha4236 4 сағат бұрын
Nighty pindhiki kie thana re thei thei heu thilA...
@Shubhamx5626
@Shubhamx5626 4 сағат бұрын
​@@melisha4236 To akhire kn banda mada heichi , dekhi parunu kie nighty pindhichi , kie adha dudha dekheiki buluchi , kie hungama karuchi .
@Sandipsandip9413
@Sandipsandip9413 6 сағат бұрын
Proud of you mam❤
@Anulifestyle12
@Anulifestyle12 6 сағат бұрын
Yes Please subscribe
@soumyamahalik4964
@soumyamahalik4964 3 сағат бұрын
Khali police upore action hele haboni...army office au ta gf upore noba darkar...semankor bi bhul thibo..Nia thila boli dhuna uthichi...sotake action against them also
@gopalsahoo1749
@gopalsahoo1749 3 сағат бұрын
To gandi sala
@SasmitajenaPriya
@SasmitajenaPriya 2 сағат бұрын
A jhia ra sabu vul start
@SasmitajenaPriya
@SasmitajenaPriya 2 сағат бұрын
Police ku miss behave Kariba police wala vakua job kale boli
@gopalsahoo1749
@gopalsahoo1749 2 сағат бұрын
@@SasmitajenaPriya police ku mada darkar Khali gandire
@amitt319
@amitt319 Сағат бұрын
​@@SasmitajenaPriyaସେଇ mentality ପାଇଁ ଓଡ଼ିଶାରେ ଏମିତି ହଉଚି । ଭାଇ ଡର ଟା ଆଇନ ପାଇଁ ରହିବା କଥା ପୋଲିସ ପାଇଁ ନୁହେଁ।
@jagannath19311
@jagannath19311 3 сағат бұрын
ମୁଁ ଭାବୁଛି ଯେଉଁମାନେ ସତରେ କିଛି ଅପରାଧ କରି ଆସୁଛନ୍ତି ସେମାନଙ୍କ ସହିତ ଏମାନେ କଣ କଣ କରୁଥିବେ l
@rohitakishan2870
@rohitakishan2870 5 сағат бұрын
Girl ra b kichi bhul heichi se b bahut dekhe heouchi bhalia jana paduchi kemiti dress pindhichi sabu ghatana ku dekhile 2 adu bhul achi
@melisha4236
@melisha4236 4 сағат бұрын
Nighty pindhiki duty karibe ei police wali mane..seita bahut bhala ... Wah re odisha loka... Kn brahman boli dosha luchaucha na kn...
@sarbebhabantusukhinahah
@sarbebhabantusukhinahah 3 сағат бұрын
@@melisha4236bhauni se lady ra attitude aau dress ru b janaa paduchi taa ra b kichhi bhul thai paare
@minutestube219
@minutestube219 33 минут бұрын
ପ୍ରଥମରୁ ଏ ମହିଳା ଜଣକ ମେଜର ନୁହଁ , ବାନ୍ଧବୀ,,ଭିଡିଓରୁ ଜଣା ପଡୁଛି ଏ ମହିଳା ଜଣକ ଅହଙ୍କାରରେ ପୂର୍ଣ୍ଣ, କଥା ବାର୍ତ୍ତା ସାମ୍ନା ଲୋକଙ୍କୁ ଚିଡେଇଲି ପରି,, ଆର୍ମି ଅଫିସର ବନ୍ଦ୍ବାବି ହେବାର ଅହଙ୍କାର । ମେଜରକୁ ଦୁର୍ବ୍ୟବହାର ଅଲଗା କଥା କିନ୍ତୁ ଏହି ମହିଳାଙ୍କୁ ସାଧାରଣ ମହିଳା ବୋଲି ଧରାଯାଉ । ହଁ ପୋଲିସର ବ୍ୟବହାର କଠୋର, କେତେକ ସ୍ଥାନରେ ଅଭଦ୍ର ବ୍ୟବହାରବି କରନ୍ତି,,, କିନ୍ତୁ ଏମିତି କେଉଁ ପରିସ୍ଥିତି ଆସିଲା ଯେ ପୋଲିସ fir ଦେବାକୁ ଆସିଥିବା ଲୋକକୁ ବାଡେଇବା !!! ପ୍ରକୃତ ତଦନ୍ତରୁ ଜଣା ପଡ଼ିବ, ଯେ ପୋଲିସ୍ ଏମିତି କାହିଁକି କଲା । ଏହି ମହିଳା ଅହଙ୍କାର ପୁର୍ଣ୍ଣ ଆଉ ନିଶାଗ୍ରସ୍ତ ଭଳି ଜଣା ପଡ଼ୁଛି । ପୋଲିସର ଦୁର୍ବ୍ୟବହାର ପାଇଁ ପୋଲିସ ପ୍ରତି କାର୍ଯ୍ୟାନୁଷ୍ଠାନ ହେବା ଦରକାର ,, ଆଉ ସେଇ ମହିଳା ପ୍ରତିବି ହେବା ଦରକାର ଯଦି ସିଏ on duty ପୋଲିସ ଅଧିକାରୀକୁ ଖରାପ ବ୍ୟବହାର କଲା ।
@nilakanthabehera2367
@nilakanthabehera2367 6 сағат бұрын
Army re achi boli ghamanda dekheichi jadi narmal re kahithanta tahale amiti heinathanta
@Sached299
@Sached299 6 сағат бұрын
Tahale pitiba kn thk heichi
@Jenar1-x6w
@Jenar1-x6w 6 сағат бұрын
Yes😊​@@Sached299
@binayakdas9438
@binayakdas9438 5 сағат бұрын
Army re achi toh army hi kahiba alga kichi kahiba ki sir. Serving Army personnel ka pain kichi standard rules and regulations achii...Police should check those rules before taking him insto custody
@subhamswain7382
@subhamswain7382 5 сағат бұрын
Leave re thiba bele civilian type rules carry out hua ​@@binayakdas9438
@rajivkhan2388
@rajivkhan2388 5 сағат бұрын
​@@binayakdas9438police haven't taken custody of army man...
@samireshmisra4562
@samireshmisra4562 Сағат бұрын
She has entered the police station in a very casual mood as she was returning home with her husband in a car. Her voice and attitude speaks about the incident. Very strong and daring lady. We are proud of her.
@mohantyranjankumar
@mohantyranjankumar 4 сағат бұрын
ଘଟଣାର ତଦନ୍ତ ହେଉ, ଦୋଷୀ ଦଣ୍ଡ ପାଉ। ଗୋଟିଏ କଥା ମୋତେ ବ୍ୟଥିତ କରୁଛି ଯେ ଏ ଝିଅ ଜଣଙ୍କ ମା'ର ଭାଷା ବା ମାତୃଭାଷାକୁ ଭୁଲିଗଲେ କିପରି? ମା'କୁ କଣ ଏମିତି ଭୁଲିହୁଏ କି ? ଜଣେ ଉତ୍କଳୀ ହିସାବରେ ମୁଁ ମାତୃଭାଷାର ଅପମାନ ସହି ପାରୁନି? ଆମ ଭାଷା ଶାସ୍ତ୍ରୀୟ ଭାଷା; ମହାଶୟା ଯାହା ସବୁ ଇଂରାଜୀ,ହିନ୍ଦିରେ କହିଲେ ତାକୁ ସୁନ୍ଦର ଭାବରେ ଆମ ମାତୃଭାଷାରେ ଉପସ୍ଥାପନ କରାଯାଇପାରିଥାଆନ୍ତା।ଆମ ଭାଷା ଏକ ସମୃଦ୍ଧ ଭାଷା। ଇଂରାଜୀ,ହିନ୍ଦିରେ ସମସ୍ତେ କହିପାରିବେ ମାତ୍ର ଭଲ ଓଡ଼ିଆ କହିବା ଲୋକ ଆଦର ପାଏ।
@Alankrutaa
@Alankrutaa 3 сағат бұрын
matrubhasa janini boli se odia ku respect dauni e chintadhara hi bhul. Se jane army offcr family ku belong karuchi jouthi k bahut thara transfer hue n family nei k shift karuthanti india vitare semitire semane odia education paibaru banchita huanti n english medium re padhibaku badhya huanti. Situation samastankara same na thae. N odia na janithiba loke bahare rahi k odisha ku bahut garba anuvab karauchanti tanka good skills jogu.but kichi odia re panditya arjana karithiba loke b achanti je k social media hau k public re hau only odia re slangs use kari k odia vasa ku apaman kari chalichanti.
@user-wc3rq1ki5w
@user-wc3rq1ki5w 3 сағат бұрын
ରାତି ଅଧ ରେ ଯିଏ ଟୋକା ସହ ବୁଲେ.. ସେ କୋଉ ଚରିତ୍ର ର..
@prasant825
@prasant825 3 сағат бұрын
​@@Alankrutaabahare rahibu boli nija matrubhasa sikhibuni. E ki jukti. Jau ana odia mane odishare acchanti semane kana nija matrubhasa ku chhadi deichhanti.
@mohantyranjankumar
@mohantyranjankumar 2 сағат бұрын
ବାହାରେ ବୁଲିଲେ, ଇଂରାଜୀ ମାଧ୍ୟମରେ ପଢିଲେ ବୋଲି କଣ ମାତୃଭାଷାକୁ ଭୁଲିଯିବେ। ତାଙ୍କୁ କଣ ପ୍ରେରିତ କଲାଯେ ସେମାନେ ଘରେ ମାତୃଭାଷାକୁ ଭୁଲିଗଲେ। ମାଉସୀମାନେ ଭଲ ଲାଗନ୍ତୁ ମାତ୍ର ମା ଅବହେଳିତ ନହୁଅନ୍ତୁ।
@Sidhakatha19
@Sidhakatha19 2 сағат бұрын
​@@prasant825Bhai re gote loka odia na jani 24barsha sasana kala au ethi ete gyana daucha eie bahare rahi padhithiba hueta maa ana odia heithibe au bapa duty re busy thibe tenu se school sanga sathi au paribesa re rahi sikhi parinathiba hele Naveen ta 24barsha sasan kari odia kahi parilani
@parbatisahu1994
@parbatisahu1994 6 сағат бұрын
Gd gd sister
@deepaksohala7116
@deepaksohala7116 6 сағат бұрын
Vl heiji
@subhendudash1991
@subhendudash1991 4 сағат бұрын
What is the actual issue, I have no idea, but the pure my personal view, the body language, way of talking is not at all...
@DebasmitaMohanty-t5x
@DebasmitaMohanty-t5x 4 сағат бұрын
You deserve to get justice mam.we all are with you and be sure that all those so called police officers would very soon in the prison.
@nilachalasatapathy5196
@nilachalasatapathy5196 3 сағат бұрын
Respect to this brave lady
@X_UTTAM_0003
@X_UTTAM_0003 5 сағат бұрын
I am proud of you sister
@jayantanayak1793
@jayantanayak1793 5 сағат бұрын
ଯିଏ ସତ୍ ରେ ଅଛି ସେ ଡ଼ରିଵ କାହିଁକି
@utkaleducationalactivities4357
@utkaleducationalactivities4357 3 сағат бұрын
That girl should wear proper dress, this is our indian culture, she has knowledge of constitution but she is unaware of our culture.
@TikaHemrom
@TikaHemrom 3 сағат бұрын
It's her choice kahiba Loko asijibe dress uper kichi kuhantni
@soumyaranjanpanda1686
@soumyaranjanpanda1686 2 сағат бұрын
Emiti complain kariba ku asi jadi police ku kie ate kharap behavior kare tebe ta pai kana kariba darakara police seya hin karichi ......
@OdishaDiary_01
@OdishaDiary_01 Сағат бұрын
Very good thanks for exposing
@tapandhamudia320
@tapandhamudia320 5 сағат бұрын
ଟୁକିର ଭୁଲ ଅଛି, ପୋଲିସ୍ ର ନୁେହେଁ
@Motivational__video56
@Motivational__video56 5 сағат бұрын
😂😂😂
@munadas1251
@munadas1251 2 минут бұрын
Really nice actually emiti hin Kariba darkar emiti hele police ra nagnata samna ku asiba au police jou bhadra mukha tale luchi basichi se sabu sara dunia janiba darkar really nice ❤👍👍
@khaladiherel404
@khaladiherel404 2 сағат бұрын
ଏତେ ଛାତି କାହିଁ ଦେଖାଉଛୁ??? ନ ଦେଖେଇଲେ ବି ଜଣା ପଡ଼ିବ ତମର ବଡ଼ ବଡ଼ ଅଛି, ଦେଖାଅ ନି plz
@bharatmohanta
@bharatmohanta 55 минут бұрын
Police madam camera dhariki ta chati re focus kari record karuchi ta kemiti dekha jibo janapaduni tumaku
@debiprasadmishra2699
@debiprasadmishra2699 32 минут бұрын
କର୍ମ ଫଳ ମିଳେ। କେବେ ଡେରି ରେ କେବେ ତତ୍କାଳ। ଲମ୍ୱା ଜୀବନ ପଡିଛି । ଶିଖ। ସୁଧୁରିଯାଅ। ସତ କୁହ। ରଙ୍ଗ ଦେଲେ ସତ୍ଯ ବିକ୍ରୁତ ହୁଏ।
@satyasankar1
@satyasankar1 4 сағат бұрын
ଏହିପରି ରାକ୍ଷସ Police ଗୁଡାଙ୍କୁ ପ୍ରଥମେ ଚାକିରୀ ରୁ ବାହାର କରି ତା'ପରେ ଫାଶି କିମ୍ବା ଆଜୀବନ କାରାଦଣ୍ଡ ଦେବା କଥା। ତାହେଲେ Police ବାଲା ଥାନାରେ ଠିକ୍ କାମ କରିବେ ।ଏମାନେ ଖାଲି Army ଲୋକ ବୋଲି କଥା ଟା ସାମନାକୁ ଆସିଲା ।ନହେଲେ ଏମିତି କେତେ ଘଟୁଥିବ । ଆଉ ଯେଉଁମାନେ ଏହି ମହିଳାଙ୍କୁ ଖରାପ କରି comments ଦେଉଛନ୍ତି, ସେମାନେ Police କୁ ଠିକ ଜାଣିବେ ଯେଉଦିନ ସେମାନଙ୍କ ମା, ଭଉଣୀ ଆଉ ଝିଅ ସାଙ୍ଗରେ ଏମିତି ରାତିରେ Police ବାଲା ଏହି ଅବସ୍ଥା କରିବେ। ସେଦିନ ଦେଖିବା ସେମାନେ କି comment କରୁଛନ୍ତି ।
@Ashok-dream-2m
@Ashok-dream-2m 12 минут бұрын
Jyada ଛୋଡି ହେଲେ ଏମିତି ହୁଏ ,ଗୋଡ ହାତ ଭଂଗିଲେ କଣ ଏଭିଭଳି ଝିଅ ଙ୍କ ପାଇଁ ଓଡିଶା ଆଜି କଳଙ୍କିତ।ବାପା ମା ବୋଧେ ଆକୁ dress ଦେଇନାହାନ୍ତି ,ରାତି ଅଧରେ kn ରୋମାନ୍ସ କରିବାକୁ ବୁଲୁଥିଲା army lover ସହ😂😂ଭଲ ହେଇଛି😅😅ପୋଲିସ ଯାହା କରିଛି ଠିକ କରିଛି।ଏଇଟା ଓଡିଶା ଆଜ୍ଞା not other ଷ୍ଟେଟ ok ,ବୁଝିବା ଲୋକ ଠିକ ବୁଝିବେ,ରାତି 10 ତା ବହୁତ ତୁ ରାତି 1 ଟେ କାଇକି ବୁଲୁଥିଲୁ😅
@biswabhusankaju4656
@biswabhusankaju4656 4 минут бұрын
# justice ⚖️ for Ankita.
@anishkumar-ox5tg
@anishkumar-ox5tg 2 сағат бұрын
Salute u Ma'am n God bless you dear
@deepaksohala7116
@deepaksohala7116 6 сағат бұрын
Mada peechi
@sayedakanizfatma380
@sayedakanizfatma380 5 сағат бұрын
aaji kali pua mananka tharu jhiya besi cigarette smoking,daru,drags karu chanti 😢
@Krishna77787
@Krishna77787 3 сағат бұрын
​@@sayedakanizfatma380ethi kn Odia re Gapuchu.. Kain Tama burkha hijab Bali bhi tah halala huanti se katha kahunu
@DhadubandhuLenka
@DhadubandhuLenka 4 сағат бұрын
ଲଜ୍ୟା ମୋଦୀ ସରକାର ବେପାରୀ କୁଆଡେଗଲ ନାରି ନିଜ୍ୟାତନା ମୋହନ ଲଙ୍କାମରିଚ ବିଲରେ ଗୋରୁ ମୁଁଣ୍ଡ ଥାପନା
@gayadharmtbehera7113
@gayadharmtbehera7113 4 сағат бұрын
I respected sister , I salute you
@swarnamohanty3121
@swarnamohanty3121 3 сағат бұрын
CBI inquary heu.
@PrakKumar-jr5wi
@PrakKumar-jr5wi 4 сағат бұрын
Badhia hoichi
@bubusrikant4762
@bubusrikant4762 4 сағат бұрын
😏Se Hindi English re ethipain mana karile kahinki Naa 90% Odisha police Fluent English ki Hindi kahi paaribeni ki bujhi paaribeni. Bada petta baahar karibe, Criminal nku doudiki dhariba impossible. Jadi kichhi Crime hela, tebe FIR ki action neba badala re culprit Saha compromise kara boli kahibe. Kahinki Naa Kiye court forward Kariba kiye chargesheet lekhiba, kiye investigation Kariba, kiye court ku doudiba? Purba sarakaar ra Aparaga pain Odisha police utpaata heu thile, ebe Govt change hela ?? Hele kichhi faida nahin. Setebele 5T kahi chuna maaru thile aau ebe Baara murabi sarakaar re bi semiti. Odisha police recruitment baahar Kari ebe ra talented pilla nku rakhi, kichhi unfit nku terminate kara sarakar😏 Police duty aau Bardi ra bahut power thila sunichhi, hele Duty re nighty lungi gamuchha pindhi kou type ra duty Singhabahini movie dekhile bujhi jibe 😂 Kintu ehi lady bi bhala nuhen, dressing sense n way of talking ru 40% bhul yaa ra bi achhi. 😡.
@arbindbehera8427
@arbindbehera8427 4 сағат бұрын
The Brave lady salute 2 u
@manasranjanpattanayak1342
@manasranjanpattanayak1342 4 сағат бұрын
Madam you are 💯 right
@Sams-g7h
@Sams-g7h Сағат бұрын
ୟାକୁ ଆଉ 10 ଦିନ ହାଜତ ରେ ରଖିଥିଲେ ଭଲ ହେଇଥାନ୍ତା...ଉତ୍ପାତ ହଉଚି ପି ଦେଇକି
@itsmebiswajit91roul37
@itsmebiswajit91roul37 3 сағат бұрын
Justice For Ankita 😊
@Suryanu253
@Suryanu253 2 сағат бұрын
@@itsmebiswajit91roul37 bala
@S.Smile8
@S.Smile8 3 сағат бұрын
Hindi speaking people to Odia surnames: ପଣ୍ଡା ❌ ପାଣ୍ଡା 🐼 ✅ 😂
@prabhu7008
@prabhu7008 5 сағат бұрын
F.I.R (First Information Report)
@sarbebhabantusukhinahah
@sarbebhabantusukhinahah 3 сағат бұрын
Aapana IAS paaibaa katha😅😅
@sasanksekharaswain9208
@sasanksekharaswain9208 2 сағат бұрын
# justic for Ankita
@Surya-xk2xr
@Surya-xk2xr 6 сағат бұрын
Police ko nokri se nikalo
@Anulifestyle12
@Anulifestyle12 6 сағат бұрын
Yes Please subscribe
@debabrataswain1034
@debabrataswain1034 Сағат бұрын
Jaya Jagannath
@chandansamantasinghar5682
@chandansamantasinghar5682 4 сағат бұрын
କିଛି ତ ଖରାପ କହିନାହାନ୍ତି ଏହି ମହିଳା ।
@pragnyaparimitakudei4675
@pragnyaparimitakudei4675 5 сағат бұрын
Shame...... police... behaviour very rude....I feel ....and suffer
@debarchanbehera6826
@debarchanbehera6826 2 сағат бұрын
Proud to you my sister
@manaspanigrhi2145
@manaspanigrhi2145 Сағат бұрын
She is right lady
@mercykartami5948
@mercykartami5948 4 сағат бұрын
Good job sister 👍👏👏
@SatyaranjanJena-n4z
@SatyaranjanJena-n4z 3 минут бұрын
Best of luck sister 🙏
@jagasahu5279
@jagasahu5279 Сағат бұрын
I salute you ❤️❤️
@Gyana0018
@Gyana0018 5 сағат бұрын
This lady is total FAKE 🤬... so misbehaving to the police officers.... Jhia total micha kahuchi....Bahut Garba re katha kahuchi.... POLICE ku jaha icha taha kahibu na kn ! 🤬
@10subrat
@10subrat 5 сағат бұрын
You haven't justified with your name "GYANA" Bro. You are "AGYANA". Police is their to help public, not to create mess
@jagasahu5279
@jagasahu5279 Сағат бұрын
God bless you forever ❤️❤️
@arjunagouda147
@arjunagouda147 4 сағат бұрын
We want justice
@deepaksohala7116
@deepaksohala7116 6 сағат бұрын
Mote laguji kau barr ru asiji
@bharatmohanta
@bharatmohanta 52 минут бұрын
I support Indian army
@SujitMishra-vf4tq
@SujitMishra-vf4tq 3 сағат бұрын
ଆରେ ସେଠୀ ଜଣେ ଲେଡିଜ ପୋଲିସ ନାଇଟୀ ଡ୍ରେସ ପିନ୍ଧି duty କରୁଚି ।। ଓହୋ,,, ପୋଲିସ ବଲାଙ୍କୁ ବେଶୀ ଗରମ ଲାଗେ ,,, ଆଉ ବାଡେଇବା ଭିଡିଓ ଦେଖାଅ କେମିତି ଜଣକୁ ପାଚଜଣ ମିଶିକି ମାରନ୍ତି ।।
@user-wc3rq1ki5w
@user-wc3rq1ki5w 3 сағат бұрын
ଆଉ ଜଣେ army ଅଫିସର କ୍ୟାମ୍ପ ଛାଡି ରାତି ଅଧ ରେ ଝିଅ ସହ g. ମରୋଉଚି ବାହାରେ
@deepaksohala7116
@deepaksohala7116 6 сағат бұрын
Army ra ghamand
@rajeshkumarbiswal7838
@rajeshkumarbiswal7838 2 сағат бұрын
Good doing dear
Amazing Parenting Hacks! 👶✨ #ParentingTips #LifeHacks
00:18
Snack Chat
Рет қаралды 19 МЛН
fast food baya //gulua comedy //odia comedy
23:17
Mr. GULUA Comedy
Рет қаралды 72 М.
Shahrukh Khan romantic dance with Madhuri Dixit in award show
6:26
देवेश भैया जी
Рет қаралды 980 М.