ସୋନୁ ନିଗମ ତାଙ୍କ ଜାଗାରେ ବଡ ହେଇପାରନ୍ତି କିନ୍ତୁ ଆମେ ବି କିଛି କମ ନୁହଁ | Sonu Nigam | Cuttack Baliyatra

  Рет қаралды 20,583

Office Reporter

Office Reporter

Күн бұрын

Пікірлер: 257
@chittaranjansahu8113
@chittaranjansahu8113 Ай бұрын
ତମେ ଜଣେ ଭଲ ଗାୟକ ହେଇ ଥିବ....କିନ୍ତୁ ସୋନୁ ନିଗମ କିଏ ବୋଲି କହି ତମେ ନିଜକୁ ଅପମାନିତ କରିଲ...
@skumarsahu7549
@skumarsahu7549 Ай бұрын
ଏମାନେ... ଏମିତି ହିଁ.. ଏତିକି ଜାଣି ହିଁ ନୀଜକୁ ଗୋଟେ ବଡ଼ କଳାକାର ବୋଲି ଆତ୍ମ ପ୍ରଚାର କରନ୍ତି... ଆଉ ଯିଏ ଦେଶ ଆଉ ଦେଶ ବାହାରେ ନାଁ କରି ଏମିତି କହୁ ନଥିବେ
@debabratasharma5966
@debabratasharma5966 Ай бұрын
Thik kahicha​@@skumarsahu7549
@Abcde-w8z
@Abcde-w8z 28 күн бұрын
ସୁନୁ ନିଗମ ଓଡିଶା ରେ ଯଉଭଳି hit song ଗାଇଛନ୍ତି ତୁ ସାତଜନ୍ମ ନେଲେ ବି ଗାଇପାରିବୁନି । ଜଗନ୍ନାଥ ମହାପ୍ରଭୁଙ୍କର ସୁନ୍ଦର ସୁନ୍ଦର ଭଜନ ସବୁ ଗାଇଛନ୍ତି ସୁନୁ ନିଗମ । ତାଙ୍କ କଣ୍ଠ ରୁ ଓଡ଼ିଆ ଗୀତ ଶୁଣିବାକୁ ବହୁତ ସୁନ୍ଦର ମିଠା ଲାଗେ ଜୟ ଜଗନ୍ନାଥ ⭕‼️⭕🙏🙏🙏
@sbsongs7943
@sbsongs7943 22 күн бұрын
Parfect kahicha bhai
@MoOdiaFact
@MoOdiaFact Ай бұрын
ଏ ମାନଙ୍କ ପାଇଁ କଳା ଲୁଚି ଯାଉଛି। କାହିଁକି ନା ଏମାନଙ୍କ ର ଗର୍ବ ବହୁତ।
@khirodkumarjena2139
@khirodkumarjena2139 Ай бұрын
Sonu Nigam jetiki Sadhana karichhanti taha anyamananka pain gote dream...The Best Singer Sonu g ❤❤
@radhakrishnsankirtanmandal8016
@radhakrishnsankirtanmandal8016 Ай бұрын
ସୋନୁ ନିଗମ ପାଦକୁ ତୁ ସରି ହେବୁ କିରେ ପାଗଳ😊
@यमराजकिलबिश
@यमराजकिलबिश Ай бұрын
😂😂😂😂👍🏼
@koyacomedy
@koyacomedy Ай бұрын
Thik
@harprasadsenapati3945
@harprasadsenapati3945 Ай бұрын
Yekdam thik kahichanti
@alivabhaskarexpress9587
@alivabhaskarexpress9587 Ай бұрын
Ok 👌
@SgBb-x6b
@SgBb-x6b Ай бұрын
Tote laza lagunire tu b Bombay pala mg,, e kn bhul kahila re
@SahoobhaiEntertainment
@SahoobhaiEntertainment Ай бұрын
ପ୍ରଥମ କହ ତୁ କିଏ ବେ ...? ତୋତେ କିଏ ଚିହ୍ନିଛନ୍ତି କି ନାହିଁ ମୁଁ ଜାନି ନିଜ ହେଲେ ତୁ ସୋନୁ ନିଗମ ଭଳି ଏତେବଡ ଗାୟକ ଙ୍କୁ ଅପମାନ କରି କିଛି ଭଲ କଲନି | ସିଘ୍ର ଭୁଲ୍ ମାଗ |
@koyacomedy
@koyacomedy Ай бұрын
Bhul magu
@SouravSingh-ig6th
@SouravSingh-ig6th Ай бұрын
Fame pane ke liye drama hai😅
@ashishroutray8200
@ashishroutray8200 15 күн бұрын
E sir heuchanti hrudayara ei sunyataku Gita ra music director 🙏🙏
@sursangamentertainment9739
@sursangamentertainment9739 Ай бұрын
କିଛି ଲୋକ ଙ୍କ ପାଇଁ ସୋନୁ ନିଗମ ଭଗବାନ, ଆରେ ପାଗଳ ତୁ କୋଉଠୁ ଆସିଛୁ, ତୁ କିଏ, ତତେ କିଏ ଚିନ୍ହିଛି
@SanjayPatra-j3r
@SanjayPatra-j3r Ай бұрын
Sonunigam padmashree award
@SarojKumar-tv2zf
@SarojKumar-tv2zf Ай бұрын
ଭାଇ ଗର୍ବ କଲେ କଳା ହରଣ ହେଇଯାଏ
@SusantKaran
@SusantKaran Ай бұрын
ତୁ କିଏବେ ନିଜକୁ ନିଜେ ବଡକହୁଛୁ ତୋର ଅକାତ ନାହିଁ
@pranabkumarpanda6411
@pranabkumarpanda6411 Ай бұрын
WHO IS THIS FELLOW WHO COMMENTS ON LEGENDARY PERSON SONU NIGAM? ETHIPAIN ODIYA FILM INDUSTRY UPARAKU UTHUNI.
@ajaykumarmahapatra3386
@ajaykumarmahapatra3386 Ай бұрын
Sonu nigam is great 👍👍👍👍
@mr.soumya8368
@mr.soumya8368 9 күн бұрын
ସରକାର ଙ୍କୁ ଅନୁରୋଧ, ଶସ୍ତା ନିଶା ଗୁଡ଼ିକୁ ବନ୍ଦ କରନ୍ତୁ, ନହେଲେ ଏଇ ଭଳିଆ ପାଗଳ ଗୁଡ଼ା ଙ୍କ ପାଇଁ ଆହୁରି ପାଗଳ ଖାନା ତିଆରି କରନ୍ତୁ।
@sumantmohanty5408
@sumantmohanty5408 29 күн бұрын
Sonu nigam🎉sonu niga. Sonu is bist singer of. India
@ranjandash.121
@ranjandash.121 21 күн бұрын
ତମ ଗୀତ କୁ ତମ ସ୍ତ୍ରୀ ଛୁଆକୁ ଶୁଣେଇବ ଯାଅ।ତମ ଜମାନା ଗଲା।Sonu Nigam Great Singer of India...
@Bunty..Monty....
@Bunty..Monty.... Ай бұрын
I love sanu Nigam ❤
@BirathiBhoi
@BirathiBhoi 17 күн бұрын
ତୁ bala
@gouragopalsawn2471
@gouragopalsawn2471 13 күн бұрын
ଓଡ଼ିଶାର ସିନେ କଳାକାର ମାନେ ସାଥୀ କଳାକାରଙ୍କୁ ସମ୍ମାନ ଦେବା ଶିଖିବା ଉଚିତ।ବହୁ କଳାକାର ଆତ୍ମଗର୍ବ ରେ ଫାଟି ପଡ଼ୁଛନ୍ତି।ପ୍ରଥମେ ଦର୍ଶକ ଆଉ ସହ କଳାକାରଙ୍କୁ ସମ୍ମାନ ଦିଆ ।
@DibakarBaliarsingh-f1z
@DibakarBaliarsingh-f1z 28 күн бұрын
Sonu Nigam is the king of India
@ManatoshSahoo-d3m
@ManatoshSahoo-d3m 29 күн бұрын
ଶୁଣ ଭାଇ ତମେ କିଏ ପ୍ରଥମେ ଆମେ ଚିହ୍ନିନୁ ,ଦ୍ୱିତୀୟ ରେ ଯଦି ତମେ ସୋନୁ ନିଗମ ଙ୍କ ପରି ଲିଜେଣ୍ଡ ଯଦି ତିଆରି କରୁଚ ସେମାନେ କୁଆଡେ ଯାଉଛନ୍ତି ତାଙ୍କୁ କାଇଁ ଆମେ ଦେଖୁନୁ ତ । ସୋନୁ ନିଗମ the ଲିଜେଣ୍ଡ of Song ତାଙ୍କ ସାଥିରେ ତମେ କରୁଚ ତୁଳନା କିଏ ହୋ ତମେ ତୁମ ଓଉକାତ କଣ ଜଲଦି ଭୁଲ ମାଗ
@tribhubandash2587
@tribhubandash2587 10 күн бұрын
Md Musir
@punjistudio
@punjistudio 27 күн бұрын
Sonu Nigam my favorite singer & Guru, Sonu Nigam ଙ୍କ ସ୍ଥାନ କେହି ବି ସାତ ସରିଗଲେ ବି ନେଇ ପାରିବେ ନାହିଁ...
@DharmSevaa
@DharmSevaa Ай бұрын
Tume jane bhala kalakar hei para kintu world ra king sonu nigam ku tume apamana kalu tanku sory maga na hele tume kebe bi agoku jai paribani
@makardhajsoren7895
@makardhajsoren7895 Ай бұрын
Super ମିଛ
@diptimayeedash7015
@diptimayeedash7015 19 күн бұрын
Sonu Nigam Ek No gold 🥇🥇🥇
@santhasekharbal1606
@santhasekharbal1606 Ай бұрын
Odia manankara ahi niti godatana nitijogu sabutharu pachhare....
@ganeshswarnayak611
@ganeshswarnayak611 21 күн бұрын
Right Sanu Nigam is best singer
@ersubhasish
@ersubhasish Ай бұрын
Sonu nigam ra soor ku dhariparibani,,,,,ate kathaa kan kahucha,suni hasa laguchi😂😂😂😂😂😂😂😂😂
@romeojeet9839
@romeojeet9839 Ай бұрын
Tama song ru jana padi jauchhi tame sonu nigam ku tiari karithiba Sonu nigam saha compere karibaku hele tamaku 7 janama nuha pura 100 janama nabaku padiba Thare sonu nigam ra song copy kariki gaai ki dekha jana padiba tame kouthi sonu nigam kouthi😂😂😂😂😂
@mangalsingermundari
@mangalsingermundari Ай бұрын
Sanu is best🏆💚💜💙🙏🙏🙏
@abhulagita4569
@abhulagita4569 Ай бұрын
ସୋନୁ ନିଗମ ପାଖରେ Male 58 voice & female 20 voice ଅଛି ତମ ପାଖରେ ଅଛି କି ?
@durgamadhabpanda7273
@durgamadhabpanda7273 Ай бұрын
ବାଜେ କଥା.. ମୁଁ ଯେ ଏକ ପାଗଳ ଭଅଁର ଆଉ ହୃଦୟର ଏଇ ଶୂନ୍ୟତା କୁ ଛାଡ଼ି ମନେ ରଖିବା ଭଳି ଆଉ କ'ଣ କରିଛନ୍ତି ??
@durgamadhabpanda7273
@durgamadhabpanda7273 16 күн бұрын
@@prafulakumar145 ସେଇଟା ସେଇ ଗୋଟିଏ ଫିଲ୍ମର ଗୀତ.. ସମର୍‌ ସଲିମ୍‌ ସାଇମନ୍‌.. ତାପରେ ବି କିଛି ଫିଲ୍ମ କରିଛନ୍ତି.. ଆଉ କେମିତି ସୁଯୋଗ ମିଳନ୍ତା ??
@prafulakumar145
@prafulakumar145 16 күн бұрын
@@durgamadhabpanda7273 ମୁଁ ଜାଣିଛି ସେଇଟା ସେଇ ଗୋଟିଏ ଚଳଚ୍ଚିତ୍ର 'ସମର୍ ସଲିମ୍ ସାଇମନ୍'ର। ହଁ ଯଦି ଆପଣ କହୁଛନ୍ତି ତା'ପରେ ସେ କିଛି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କିନ୍ତୁ କିଛି ହିଟ୍ ଗୀତ ଦେଇନାହାନ୍ତି ତେବେ ତାହା ଭୁଲ୍। ତାଙ୍କର ସ୍ୱଳ୍ପ ସଙ୍ଗୀତ ଜୀବନକାଳ ମଧ୍ୟରେ ସ୍ଵଳ୍ପ ହାତଗଣତି ହିଟ୍ ଗୀତ ଦେଇଛନ୍ତି, ନୁହେଁ ଯେ କେବଳ ଏହି ଦୁଇଟି। ବାକି ରହିଲା ତାଙ୍କ ମନ୍ତବ୍ୟ କଥା, ସେ କିଛି ଭୁଲ୍ କହିନାହାନ୍ତି, ମୁଁ ତାଙ୍କ ସହ ଏକମତ। ଅବଶ୍ୟ ଏହା ମାନିବି ଯେ କିଛି ସ୍ଥାନରେ ତାଙ୍କର କହିବାର ଶୈଳୀ ଟିକେ ଭୁଲ୍ ଥିଲା। ତାଙ୍କ କହିବାର ତାତ୍ପର୍ଯ୍ୟ ହେଉଛି ଯେ ଆମେ ଆମ କଳାକାରଙ୍କୁ ଛାଡ଼ି ଅନ୍ୟ କଳାକାରଙ୍କୁ କାହିଁକି ଏତେ ପ୍ରାଧାନ୍ୟ ଦେବା ? ଯାହା ସହ ମୁଁ ସହମତ। ଆମ କଳାକାର କେଉଁ ଗୁଣରେ କମ୍ ନୁହନ୍ତି।
@nareshlaxmipriya2875
@nareshlaxmipriya2875 22 күн бұрын
ଭାଇ ତମେ ଗୋଟିଏ ଭଲ ଗାୟକ ନିଜେ କହିଲେ ହବନି ଅନ୍ୟ ମାନେ କହିବା ଦରକାର ଏହି ଆମେ ଯେମିତି କହୁଛୁ ସୋନୁ ନିଗମ ସାର୍ ଗୋଟିଏ ଭଲ ଗାୟକ କିନ୍ତୁ ଆମେ ତମକୁ କହି ପାରୁନାହୁଁ ତମେ ଗୋଟିଏ ଭଲ ଗାୟକ ବୋଲି କାହିଁକି ନା ତମ ମନରେ ଗର୍ବ ଭରି ରହିଛି ଯୋଉଦିନ ଗର୍ବ ଛାଡିବ ସେହିଦିନ ଗୋଟିଏ ଭଲ ଗାୟକ ହେଇ ପାରିବ ଜଦି ପାରୁଛ ସୋନୁ ନିଗମ ସାର୍ ଙ୍କୁ ଭୁଲ୍ ମାଗ 🙏 ଜୟ ଜଗନ୍ନାଥ 👏
@JalandharSabar-h7m
@JalandharSabar-h7m Ай бұрын
Kana kahuchu sanu nigam kia he is Legend
@evamobile_litu
@evamobile_litu Ай бұрын
Bhai tame Tama Sara janma re b Sonu nigam pari singer tiari Kari paribani.. Tama quality Tame au odisha loka bhalase jani chanti
@purnachandrahaibru
@purnachandrahaibru 11 күн бұрын
ଅକ୍ଷୟ ମହାନ୍ତି, ରଫି, କିଶୋର, କୁମାର ସାନୁ ନିଶ୍ଚୟ ତମ ର ଶିଷ୍ୟ ହୋହିଥିବେ
@SangeetDunia1
@SangeetDunia1 23 күн бұрын
କିଏ ଭାଇ ଆପଣ ବୁଢ଼ା ହେଇଗଲ ପଛେ କୋଉଠି ଥିଲ ଏବେ ଆସିକି କହୁଛ
@shibabehera9656
@shibabehera9656 Ай бұрын
ତୁଯେଉ ଠୀ ଅ ଚୁ ସେ ଇ ଠୀ ଥା ତୁ କା ହା କୁ ଭୁଲ ବୁଝ ନି ସୋନୁ ନି ଗମ କୁ କଣ କହୁ ଛୁ
@somanathamaharana6412
@somanathamaharana6412 10 күн бұрын
ଭାଇ ସୁପର ଗାଉଛ ଯିଏ ଯାହା ଜାଗାରେ ଠିକ ଅଛି ସୋନୁ ନିଗମ ଭାଇ ସେ ହେଲେ ବଲିଓଡ ସିଙ୍ଗର ଆଉ ତମେ ହେଲା ଓଲି ଓଡ଼ ସିଙ୍ଗର ତେଣୁ କୌଣସି ସିଙ୍ଗର କୁ ଏମିତି କହିବା ଉଚିତ ନୁହଁ
@GudduKanth-bu9um
@GudduKanth-bu9um Ай бұрын
Sonu Nigam duniya ra no=1Singer ta sange comper Kari bata apana thik lagu chi ki
@rudracreation69
@rudracreation69 Ай бұрын
Sonu nigam ra bala sange saman habu nisa khor
@ranjankandiranjankandi6810
@ranjankandiranjankandi6810 15 күн бұрын
କଣ ଭାଇ କହୁଛ ଓଡିଶା ର ନାମ କୁ ଖରାପ କରନା she is ଏ legend singor
@TrinathNayak-h5z
@TrinathNayak-h5z Ай бұрын
ସୋନୁ ନିଗମ କୁ ଅମରେନ୍ଦ୍ର ମହାନ୍ତି ସୁଯୋଗ ଦେଇଛନ୍ତି ସୁନାପଞ୍ଜୁରୀ ଚଳଚ୍ଚିତ୍ର ରେ
@ukpati-kt3pw
@ukpati-kt3pw Ай бұрын
Se ta bollywood singer tanku Kan sujoga debe.se asile odia movie song hit hue
@AnugrahaJena
@AnugrahaJena Ай бұрын
Tame Sonu Nigam pari heiparibani, tame Sonu Nigam kie boli taku apmana karuchha hela, ta'chhada Sonu Nigam na world ra best singer sie😢😢😢😢
@banamalibehera8781
@banamalibehera8781 Ай бұрын
SONU NIGAM JANE BHALA CLASSICAL SINGER.SE ODIARE BAHUT BHALA BHAJAN GAAICHHANTI EBEBI SABU BHAJAN BAHUT BHALA. KINTU TAME KEBE TAANKA SAHITA TULANA HEBANI.
@debashishpintu982
@debashishpintu982 10 күн бұрын
ଏହି ଅସାଧାରଣ ପାଗଳ ଲୋକ ର ନାମ କଣ କିଏ ଟିକେ ମୋତେ କହିବ ମୁଁ ପୂର୍ବରୁ ୟାଙ୍କୁ କେବେ ଦେଖି ନାହିଁ।
@BikramKumar-dh4zu
@BikramKumar-dh4zu Ай бұрын
Sonu nigam ta tala Bala ku bi abekar odisha singer sorry nuhe.Hm old singer nkar dam thila
@DhaneswerSahu-x2b
@DhaneswerSahu-x2b 22 күн бұрын
ଆରେ ଭାଇ cament ପଢ଼ ଜାଣିପାରିବୁ କିଏ ଭଲ ଗାଉଛି
@skart7729
@skart7729 28 күн бұрын
Who is Sonu Nigam You don't know. He is a perfect singer of India & you... We all are proud of him.
@rajendrakumarnayak5023
@rajendrakumarnayak5023 29 күн бұрын
ବହୁତ ସୁନ୍ଦର ଗୀତ
@kalakarmallick9973
@kalakarmallick9973 29 күн бұрын
କିଏ ବେ ତୁ ତୋ ଗଳା ନା se- ନଳା ବେ😂😂😂😂😂 ସୋନୁ ନିଗମ କହିବୁ ଜଡ଼ା ଜଡ଼ା ତୁ
@bhabeshnahak3031
@bhabeshnahak3031 16 күн бұрын
ଶେଖର ଘୋଷ sir 🙏 ଆପଣଙ୍କ ଅବଦାନ ଚିରସ୍ମରଣୀୟ ମୁଁ ବି ଗର୍ବରେ କହିବି ମୋ ଓଡ଼ିଆ ଲୋକ, ଗୀତ ଓ ଭାଷା ମହାନ୍ ସୋନୁ ନିଗମ sir ବି ମହାନ୍ ଆଉ ସେ ତାଙ୍କ ଜାଗାରେ ଶ୍ରେଷ୍ଠ
@prafulakumar145
@prafulakumar145 16 күн бұрын
ଠିକ୍ କହିଲେ କିନ୍ତୁ ୟେ ଶେଖର ଘୋଷ ନୁହଁନ୍ତି, ମହମ୍ମଦ ମୁସୀର।
@tribhubandash2587
@tribhubandash2587 10 күн бұрын
He is not Shekhar Ghosh, he is musician Md Mushir .
@BanshidharPradhan-r8t
@BanshidharPradhan-r8t Ай бұрын
Sonu nigam jaha stage re gaila seita ku hi kahila au kn gaichi bodhe janina😮
@Sibasabara-f3b
@Sibasabara-f3b Ай бұрын
Sonu nigam kon hai apko pata hai...Sonu nigam singing ka baap hai
@amusing23851
@amusing23851 16 күн бұрын
I love Sonu Nigam ❤❤❤❤ Legend singer is Sonu Nigam
@kanhudas-un6wg
@kanhudas-un6wg 29 күн бұрын
Bhai. Tara dosa nunhe dosa semankara jie gote balate ta monha pakhare deichhanti kahibapnai
@BMjatradarabar
@BMjatradarabar 9 күн бұрын
100,150 ଫୁଟୁ ଉପରୁ ତଳକୁ ଡ଼ିଅନ୍ତି 😂😂😂😂
@Villagekingodiatoka
@Villagekingodiatoka Ай бұрын
Are maghia tu jaha katha kahuchu se jane World Figer Singer ❤okay Tu pada chata kukura Sonu Nigam nkara Voice sunibaku wait karichi total India Love u sonu ji ❤
@michaelkarada2276
@michaelkarada2276 25 күн бұрын
Inhone khud Ko Ek star samajh raha hai😂😂😂😂😂😂😂😂 bol raha hai ki ham bhi kisi Se Kam nahin Hai 😂😂😂 lagta hai Shayad Pike aakar jyada bak raha hai aur Sonu Nigam sir ko bol raha hai unhone Sonu Nigam sir unka paon ka dhul mein bhi vah barabar nehin Hai ! Sonu Nigam sir Ek legend hai Bhagwan Ne Sonu Nigam sir ko Dharti mein sirf singing ke liye bheja hai ❤❤❤❤
@sudipt_
@sudipt_ Ай бұрын
Self confidence rahiba bhala katha But ate v rahiba katha nhi je loka nku lagiba pabana marila bhalia😂
@allworldplus3042
@allworldplus3042 8 күн бұрын
Sonu nigam is great singer
@PralayGiri-j4h
@PralayGiri-j4h Ай бұрын
Ta tharu chhata pila bhalo gae
@KUMARKUNA23
@KUMARKUNA23 16 күн бұрын
ସେ କହିବା କଥା ହଟାତ ସେ ସ୍ଵର୍ଗରୁ ମର୍ତ୍ତ୍ୟ କୁ ଖସି ପଡ଼ିଲା ପରେ ତାକୁ ମିଡ଼ିଆ ଭାଇ ମାନେ ପଚାରି ଦେଲେ ସେଥି ପାଇଁ ସେ କହିଲେ ଏ କଥା
@saratnayaknayak4188
@saratnayaknayak4188 Ай бұрын
Son Nigam kiy aeita bayata
@surajo96
@surajo96 Ай бұрын
Mohd.mussiR😊
@babifunnytv
@babifunnytv Ай бұрын
Sonuni gam agare tume kichhi bhi nuha
@akashbaraltabla.3133
@akashbaraltabla.3133 Ай бұрын
Over confidence
@debabratadash14
@debabratadash14 Ай бұрын
Bhai sonu Nigam ra Bala ku sari hebuki , sonu Nigam ra talent ete tume hajijiba, pagalami chhada. Sur ta laguni kahinki gauchha.Katki phutani chhada.
@abhimanyusethi392
@abhimanyusethi392 20 күн бұрын
ସନୁ ନିଗମ ତାଙ୍କର ପାଦ ଧୁଳିକି ସରି ହବନି ଏତେ ଅହଙ୍କାର କଣ ପାଇଁ
@ukpati-kt3pw
@ukpati-kt3pw Ай бұрын
E naveen fan khageswar bhai
@BMjatradarabar
@BMjatradarabar 9 күн бұрын
ଶଳା ହାତ ଯେତିକି ଜୋରେ ହଲୁଛି, ଗଳା ରେ ହରକତ ହଉଛି ଟି
@mitumithunodishamithun7956
@mitumithunodishamithun7956 Ай бұрын
Kya baat kya baat kya baat
@OdiaJatraGitaSagar
@OdiaJatraGitaSagar 8 күн бұрын
ନିଜ ଭଏସ ରୁ delay କାଟିକି plane voice ରେ ଗାଇକି ଦେଖ ଫରକ୍ ଜାଣି ପାରିବେ
@srikantrout7633
@srikantrout7633 Ай бұрын
Sonu nigam bala ku sarihabu sala
@JogeswarMajhi-lt7hj
@JogeswarMajhi-lt7hj 17 күн бұрын
ତୁ ସନୁ ନିଗମ ର ବାଳ କୁ ସରି ନୁହେଁ,,,ରାସ୍ତା ର ଭିକାରୀ ଠାରୁ ବି ତୁ ହୀନ
@harprasadsenapati3945
@harprasadsenapati3945 Ай бұрын
Sonu nigam nka bhali Bharat prasidha singer heba pai hele tamaku 7 janma lagijiba
@PralayGiri-j4h
@PralayGiri-j4h Ай бұрын
Tu je e popo gita gaebu seta kon ପାଇଖାନାରେ basi bhabithilu kahikina ta gita gae ba aagaru gande e lani 😢😢 gita ta kon popo sala hagura
@pratapmukhi8040
@pratapmukhi8040 Ай бұрын
kire pagalatakire sonunigam au tu
@aludamdahibara1
@aludamdahibara1 24 күн бұрын
❤satya... jetebelei a sabu hit song hoeithila...setebelei kaan sonu nigam thile . ? Tanka bina jadee odia geeta hit dei parithile...tanku Mushir baboo kahin atei importance debei . Sei sabu belei odia singer mananku importance deithile o debei ....doing right job
@KalandiBarik-i2l
@KalandiBarik-i2l Ай бұрын
E pagala puni kouthi asila
@jbrabobrabo168
@jbrabobrabo168 16 күн бұрын
Supp yrr voice
@gouravmaya21
@gouravmaya21 26 күн бұрын
If u want public to forgive u n listen ur song. Make another video n ask sorry 4 wt u said for Sonu! Jadi prakruta re gote Sangeet premi ba Sangeet bisaya re kichi gyana achi tahele Sonu kie Jani thantu bujhilu!
@binayakaparida5557
@binayakaparida5557 Ай бұрын
Tu Kie Kire... Sonu Nigam Sir Nka Bhadra Namra Aau Jagannath Premi Tu 100 Janma Re Bi Heiparibuni... Hela.. Compair Karuchu Kana Re...
@SrikantaEntertainment1992
@SrikantaEntertainment1992 29 күн бұрын
Barun Mishra, #Barunmishra ,, Ranjan gaan #Ranjangaan ,
@rameshrao6605
@rameshrao6605 28 күн бұрын
Odisha re pagala guda besi achnti 😂😂😂
@sambhu-qw8rm
@sambhu-qw8rm Ай бұрын
ATI sundar voice 👌
@Ca.sunilpanda
@Ca.sunilpanda 21 күн бұрын
Sonu nigam ra pada dhuli ku sari hubunu....😂
@kishorpatnaik2340
@kishorpatnaik2340 14 күн бұрын
Music director Naushad also underestimated Great Kishore da.
@banamalibehera8781
@banamalibehera8781 Ай бұрын
TAME JANE SINGER MUN JAANINI KINTU SONU NIGAM AAU TAMENAA.TAANKAR BHAJAN.MRUDANGA BAAJILARE. KEDE SUNDARA SATE KALIARA NABA KALEBARA.EMITI ANEK BAHUDINAR GEETA EHAA BYATITA BOLLYWOOD RE BI TAANKAR BHALA NAAM ACHHI TAANKA SAHITA TULANA HOIPAARIBANI.TAMAKKU 10 JANMA NEBAAKU HEBA.
@gopalbhoi6795
@gopalbhoi6795 16 күн бұрын
Sonunigam kebe garba kareni se world famous bhai😂😂😂😂
@PralayGiri-j4h
@PralayGiri-j4h Ай бұрын
Haere gadia jatira pati gaeoka be taro jetebele jonmo he ena thila sete belu sonu Nigam sar gauchanti bujhi lu
@surajo96
@surajo96 Ай бұрын
Mohhamad musir ea jne 80's music drctr au jnee bhala stage shower but ethii sonu nigam emti kahiba ta thik helanii i know je apanka gita ollywood re sonu nigam album gaichAntí😊but ete ta over hbaa ta thik nh😅
@refrainclubofficial1434
@refrainclubofficial1434 Ай бұрын
ଏହା ହିଁ intolerance
@tophandas587
@tophandas587 Ай бұрын
Kala ku sanman diantu kahaku kaha sahita comparision karantu nahin plz
@kartiksahoo5386
@kartiksahoo5386 29 күн бұрын
Prakrutare musir bhai jaha kahile ekdam sat katha
@lilukumar479
@lilukumar479 28 күн бұрын
Orginal voice re balontu ...no eco effect only song.....
@bibekanandasarangi1300
@bibekanandasarangi1300 Ай бұрын
Pagala Bhainra nue pura pagala.
@gangadharmusic5577
@gangadharmusic5577 20 күн бұрын
Music director,MD,Musir
@saralaproduction4055
@saralaproduction4055 Ай бұрын
@AnojCover
@AnojCover 21 күн бұрын
Ahankara
@sandeepanacharya1698
@sandeepanacharya1698 Ай бұрын
Bhagia kn pati khani maruchi kire 😂😂😂s
@KHUSIRAMBAGARTY
@KHUSIRAMBAGARTY 11 күн бұрын
ଏ ପାଗଳଟା କିଏ କି ?
@TUTUPINKI123
@TUTUPINKI123 Ай бұрын
Pagala sanu nigam kia ta bapaku sarihabu
Omm kumar Jatra singer/To Agare kichhi dhupa/KONARK GANANATYA
5:36
༺꧁ JITENDRA KUMAR NATH ꧂༻
Рет қаралды 175 М.
GIANT Gummy Worm #shorts
0:42
Mr DegrEE
Рет қаралды 152 МЛН
«Жат бауыр» телехикаясы І 30 - бөлім | Соңғы бөлім
52:59
Qazaqstan TV / Қазақстан Ұлттық Арнасы
Рет қаралды 340 М.
#behindthescenes @CrissaJackson
0:11
Happy Kelli
Рет қаралды 27 МЛН
Plane crash in Kazakhstan, several feared dead || Kalinga TV
11:16
GIANT Gummy Worm #shorts
0:42
Mr DegrEE
Рет қаралды 152 МЛН